ହ୍ୟୁମାନ ସାଗର କହିଲେ ଯାହାକଲି ତାହା ଭୁଲ୍ ଥିଲା, ସେ ମଜା ନେଉଥିଲି ମୁଁ ହସୁଥିଲି। Singer Human Sagar Apologized

  Рет қаралды 16,323

Pratidin TV

Pratidin TV

14 күн бұрын

ହ୍ୟୁମାନ ସାଗର କହିଲେ ଯାହାକଲି ତାହା ଭୁଲ୍ ଥିଲା, ସେ ମଜା ନେଉଥିଲି ମୁଁ ହସୁଥିଲି। Singer Human Sagar Apologized for viral video.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv.com/
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv.com/

Пікірлер: 153
@AmitBadanayak
@AmitBadanayak 11 күн бұрын
ହ୍ୟୁମାନ ସାଗରଙ୍କ ପରି କଣ୍ଠଶିଳ୍ପୀ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଆବିର୍ଭାବ ହୋଇ ନାହାନ୍ତି... ବର୍ତ୍ତମାନର ଯୁବପିଢୀ ପାଇଁ ହ୍ୟୁମାନ ସାଗର ହେଉଛନ୍ତି ପ୍ରେରଣାର ଉତ୍ସ। ବର୍ତ୍ତମାନ ଯୁଗରେ ହ୍ୟୁମାନ ସାଗର ଙ୍କ ବିନା ଓଡିଆ ସଙ୍ଗୀତ ଜଗତ ସଂପୂର୍ଣ୍ଣ ଅଧୁରା... ହ୍ୟୁମାନ ସାଗର ଆମ ଓଡ଼ିଶାର ଗର୍ବ ଓ ଗୌରବ.... ହ୍ୟୁମାନ ସାଗର ଆସିଲା ପରଠାରୁ ଓଡ଼ିଆ ସଙ୍ଗୀତ ଜଗତର ବେଶ୍ ଚାହିଦା ବଢ଼ିଲା... ହ୍ୟୁମାନ ସାଗର ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ବାଧ୍ୟ ହୋଇ କୁମାର ସାନୁ, ଉଦିତ୍ ନାରାୟଣ, ବାବୁଲ ସୁପ୍ରିୟ ମହମ୍ମଦ ଅଜିଜ୍ ଓ ସୋନୁ ନିଗମ ଭଳି ଗାୟକ ମାନଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଉଥିଲେ... ହ୍ୟୁମାନ ସାଗର ଆସିବା ପର ଠାରୁ ବହୁଳ ମାତ୍ରାରେ ତାହା ହ୍ରାସ ଘଟିଛି। ଗୋଟିଏ କଥା ଜଣେ କଳାକାରକୁ ସବୁ ଗୀତ ଗାଇବା ପାଇଁ ବାଧ୍ୟ କରା ଯାଇ ପାରିବ ନାହିଁ...ତାଙ୍କୁ ଯାହା ଗାଇବା ପାଇଁ ଭଲ ଲାଗିବ ନାହିଁ ତାହା ସେ ଗାଇବ ନାହିଁ ତାଙ୍କ ଇଛା ବିରୁଦ୍ଧରେ କେହି ବି କିଛି କରି ପାରିବେ ନାହିଁ। ହ୍ୟୁମାନ ସାଗରଙ୍କ ରାଜ୍ ଓ ଲୋକପ୍ରିୟତା ଦେଖି ଲୋକେ ଈର୍ଷାରେ ଜଳୁଛନ୍ତି ତାଙ୍କୁ ବାଧ୍ୟ କରି ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି। ତାଙ୍କୁ ବ୍ୟାନ୍ କଲେ ତାଙ୍କର ଗଳା କିମ୍ବା ଗାୟନ ଶୈଳୀରେ କିଛି ଫରକ ପଡିବ ନାହିଁ। ଏ Video ରେ କ'ଣ ଏମିତି ଭୁଲ୍ ହେଇ ଯାଇଛି ଯେ ଦୁଇ ବର୍ଷ ତଳର Video କୁ ନେଇ ଏତେ ସରଗରମ, ବାକ୍ ବିତଣ୍ଡା , ପୋଲିସ ଅଭିଯୋଗ ସବୁ ଚାଲିଛି । ଏମିତି କେତେ ଗୁଡ଼ିଏ ଗୀତର ନଜିର ରହିଛି ଯାହାକି କଦର୍ଯ୍ୟ, ଅଭଦ୍ର ,ତାତ୍ସଲ୍ୟ ଉପରେ ଆଧାରିତ... ସେ ଗୀତ ଗୁଡ଼ିକ ଉପରେ କାହିଁ ଏତେ ଚର୍ଚ୍ଚା ଜୋର ଧରୁନି କେବଳ ହ୍ୟୁମାନ ସାଗର ଉପରେ ହିଁ ସମସ୍ତଙ୍କର ବିଦ୍ରୋହ ଚାଲିଛି । ଏ Video ରେ ହ୍ୟୁମାନ ସାଗର ତ କିଛି ଗାଇ ନାହାନ୍ତି ରୁକୁ ସୁନା ଗାଇଛନ୍ତି... ଭୁଲ୍ କରୁଛି ଜଣେ ଦୋଷୀ କରା ଯାଉଛି ଆଉ ଜଣଙ୍କୁ ଧିକ୍ ଏ ଦୁନିଆ ଧିକ୍ ଏ ବିଚାର ଧାରା।
@user-rz9mo2ok7z
@user-rz9mo2ok7z 10 күн бұрын
Tu mashani re Mari thilu seti pain tu video ku tike se dekhinu na tu andha ta be tate kichi dekha jauni bhagawan nku apaman kara jauchi na tate human money deichi ki be .tu kou pandita be Mahabharata lekhichu gu kiaa
@AmindraMajhi-xu9ef
@AmindraMajhi-xu9ef 10 күн бұрын
Human ସାଗର ଙ୍କ ଭଳି ଆଉ singer କେହିବି ବାହାରିବେ nahi
@Vijaya070
@Vijaya070 4 күн бұрын
​@@user-rz9mo2ok7zହିନ୍ଦୁ ମାନେ ଅଭଦ୍ର ବେଶି କୁହନ୍ତି
@RamaBisoi-or2gi
@RamaBisoi-or2gi 12 күн бұрын
ହୁମାନ ସାଗର ଜଣେ ଖୀଷ୍ଟିଆନ ।
@Vijaya070
@Vijaya070 4 күн бұрын
ହେଲେ କଣ ହେଲା ରେ। ତୁ ହୂମାନେ ସାଗର ପରି ଗାରେ ତାପରେ କହିବୁ।
@jacobbisoi06
@jacobbisoi06 12 күн бұрын
ହ୍ୟୁମାନ ସାଗର ର ଟିକେବି ଭୁଲ ନାହିଁ ଆପଣ ତର୍ଜମା କରନ୍ତୁ ତାପରେ କହିବେ
@NirabDigal-ft2ie
@NirabDigal-ft2ie 12 күн бұрын
King always king
@sumantakumardas5185
@sumantakumardas5185 12 күн бұрын
ଭିଡିଓ ଟି ଭଲ ଭାବରେ ଦେଖନ୍ତୁ ଧର୍ମ ଆଡ଼କୁ କିଣନ୍ତୁ ନାହିଁ,ଭଲ କଥା ନୁହେଁ,
@tilucreations
@tilucreations 12 күн бұрын
Reporter khali Sir Sir sir hele😂😂😂
@Prashantbrother1432
@Prashantbrother1432 10 күн бұрын
ହୁମାନ ସାଗର ର କିଛି ବି ଭୁଲ୍ ନାହିଁ
@suna_sister_artuser-ps8ft7wj3o
@suna_sister_artuser-ps8ft7wj3o 12 күн бұрын
ହୁମନ୍ ଭାଇଙ୍କ success କୁ ସହି ପାରୁ ନାହାଁନ୍ତି ଏମାନେ , ସେଥିପାଇଁ ବିନା ବୁଝି ସୁଝି ଆରୋପ ଲଗାଉଛନ୍ତି । ଏମାନେ ତ comedy କରିକି ଗୀତ ଗାଉଛନ୍ତି, ଆଉ ଭଲକରି ଶୁଣନ୍ତୁ ସେ ଗୀତରେ ପ୍ରଭୁ ଜଗନ୍ନାଥଙ୍କ ନାଁ ହି ନାହିଁ। ତେଣୁ ଦୟାକରି ଧର୍ମ ନାଁ ରେ , ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା ନାଁ ରେ ଲୋକଙ୍କ ମନରେ ହିଂସା ଭର ନାହିଁ
@melisha4236
@melisha4236 12 күн бұрын
Se kn Sonu Nigam... Faltu singer...
@LipunPanda-n6s
@LipunPanda-n6s 12 күн бұрын
Tora bia Nigam... human Sagar ra kn bhul achi....gitare kn emiti kharap bhasa achi
@jeebanparida1677
@jeebanparida1677 10 күн бұрын
​@@melisha4236nihati sata katha...human Sagar Rinku suna ku boycott kara jiba
@mindeoftensionfreevlog419
@mindeoftensionfreevlog419 12 күн бұрын
ଇ ଭିଡିଓ ଟା extually Dukhishyam Tripathi ଙ୍କ ର Voice ମିମିକ୍ରୀ କରା ହେଇଥିଲା ଷ୍ଟୁଡିଓ ରେ ନଳିଆ ତରେ ବଳିଆ ଝୁରି ବୋଲି ଗୋଟେ ଗୀତ ଅଛି ସେଇ ଗୀତ କୁ ଶାନ୍ତନୁ ସାହୁ ଗାଈ ଥିଲେ ତ ସେହି ଗୀତ କୁ ରୂକୁ ସୁନା ସେଇ ଭଜନ ସୁରେ ଗାଇଲେ କେମିତି ଲାଗିବ ବୋଲି ଗାଉ ଥିଲେ ଆଉ ଷ୍ଟେଜ ପ୍ରୋଗ୍ରାମ ରେ ମଧ୍ୟ ଗାନ୍ତି
@dibya63
@dibya63 12 күн бұрын
ଭାଇ ମୁଁ ଭଲ କି ଶୁଣିଲି, ସେଥିରେ ଜଗନ୍ନାଥ ଙ୍କୁ କିଛି ବି ଅପମାନିତ କରାଯାଇନିmedia ଵାଲା ତାଙ୍କ trp ପାଇଁ ନାଟ କରୁଛନ୍ତି. ରିଙ୍କୁ ସୋନା just mimicry କରୁଛନ୍ତି ନଲିଆ ତଳେ ବାଲିଆ ଗୀତ କୁ ଯଦି ଦୁଖୀ ଶ୍ୟାମ ଗାଇଥାନ୍ତେ ତାହେଲେ କେମିତି ଶୁଭିଥାନ୍ତା. ଏଥିରେ ଜଗନ୍ନାଥ କିମ୍ବା ହିନ୍ଦୁ ଧର୍ମ କଦର୍ଥ ହେଲା ଭଳି କିଛି ବି ନାହିଁ
@LipunPanda-n6s
@LipunPanda-n6s 12 күн бұрын
Right
@pinkysamal4947
@pinkysamal4947 12 күн бұрын
ଵ୍ୟାନ୍ କରି ଦିଅ ଏମାନଙ୍କୁ ଗୀତ କେବେ ଗାଇ ପାରିବେ ନାହିଁ ଓଡ଼ିଶାରେ ବନ୍ଦ୍ କରି ଦିଅ ଜୀବନ ରେ ଆଉ କେବେ ଗୀତ ଗାଇପାରିଵେ ନାହିଁ
@LipunPanda-n6s
@LipunPanda-n6s 12 күн бұрын
Bando ku ban kara mg...emiti human Sagar ra kn bhul Gitaku bhala re bujha tapre kahibe
@subashnaik231
@subashnaik231 7 күн бұрын
Papu pam pam 😂
@bkdhamakacreation5051
@bkdhamakacreation5051 6 күн бұрын
🍉♓♓⛎👌📍🅱⛎ Ⓜ🅰❡📍🎵♓🅰
@mindeoftensionfreevlog419
@mindeoftensionfreevlog419 12 күн бұрын
ଏଥିରେ human Sagar ର କିଛି ଦୋଷ କି ଭୁଲ ନାହିଁ ସେ studio re duet song କରିବାକୁ ଆସିଥିଲେ ଆଉ ବସି କି ସେ mimicry voice ଟା ଶୁଣୁ ଥିଲେ Human Sagar ର କିଛି ଭୁଲ ନାହିଁ
@sivhaasivhaa9886
@sivhaasivhaa9886 12 күн бұрын
Tu maa ghia taa banda chuchumuthilu bodhe
@LipunPanda-n6s
@LipunPanda-n6s 12 күн бұрын
Right
@LipunPanda-n6s
@LipunPanda-n6s 12 күн бұрын
Human Sagar ra kichi bhul nahin sabu politics karuchanti mg
@user-ms2xc7zd6g
@user-ms2xc7zd6g 12 күн бұрын
Ta maa biya human sagar maigya
@MistiProduction
@MistiProduction 12 күн бұрын
Human sagar ku ete ghruna kana pain bhai Paschim Odishara boli naa😢😢😢😢
@melisha4236
@melisha4236 12 күн бұрын
Se gote kukura au hindu birodhi
@rkdas727
@rkdas727 12 күн бұрын
Heire paschima odisha kn bahare jauchi ki mg sabubele paschima paschima haucha ame bi paschima odisha loka bt tumari bhalia ame swartapara nuhe jauthi khaibu seiti hagibu mora sundargahar
@jeebanparida1677
@jeebanparida1677 10 күн бұрын
Purba , paschima ,uttar, dakhina kn ? Ame sabu odisha ra
@sasmitarani3453
@sasmitarani3453 12 күн бұрын
Shiv Bhai many many thanks.🙏
@maheswarmishra8321
@maheswarmishra8321 12 күн бұрын
ଏ ହୁମାନ ସାଗର କୁ ମହାସାଗରରେ ଭସାଇ ଦେବା ଦରକାର,
@rohitchhatria9569
@rohitchhatria9569 10 күн бұрын
Ta gandi re dum achhi ki
@prasantapattanaik862
@prasantapattanaik862 12 күн бұрын
ଗୋଇଠା ମାରି ବିଷ୍ଣୁ କରିବା କଥା। ୟାର ସବୁ ଗୀତ ବେନ୍ କର।ଶଳା ଦୁହେଁ ମିଶି ହସି ମଜା ଉଠାଉଛନ୍ତି।ମା'ର ଶଳାକୁ।
@damugadaba1897
@damugadaba1897 12 күн бұрын
Human sagar goda modua
@rabindrakumarmohanty9415
@rabindrakumarmohanty9415 12 күн бұрын
ଏ ହାରାମି ଭଲରେ ହେବନି ୟାକୁ ଟିକିଏ ହାଇ ଡୋଜ ମେଡିସିନ ଦରକାର ନହେଲେ ୟା ରୋଗ ଭଲ ହେବନି।
@srcreation4810
@srcreation4810 12 күн бұрын
ଯୋଉ ଓଡ଼ିଶାର ଲୋକଙ୍କ ପାଇଁ ତମେ ମାନେ ଏତେ ଆଗକୁ ଆସିଛ ସେଇ ଜଗତର ନାଥ ଜଗନ୍ନାଥଙ୍କ ର ଅପମାନ କରୁଛ ,,ଜାପାନୀ ଭାଇଙ୍କ ଗୀତ ପାଇଁ ଥରେ ବିବାଦ ଉଠିଥିଲା ପୁଣି ଏବେ ,,ଅଗଣତି ଓଡିଶା ବାସୀ ହିଁ ନିସ୍ପତି ନେବେ ,,,ସେମାନଙ୍କୁ ଆଗକୁ ଭଲ ପାଇବା ଦେବେ ନା ଏତିକି ରେ ସେମାନଙ୍କୁ ବ୍ୟାନ୍ କରିବେ ,,⭕️‼️⭕️🙏🙏
@LipunPanda-n6s
@LipunPanda-n6s 12 күн бұрын
Kichi nai ...eita sabu politics human Sagar emiti bhul kala re mg
@sanjayapadhy8843
@sanjayapadhy8843 12 күн бұрын
ମଦ ପିଇ ମାତାଲ ହୋଇ ଇମିତି ହୋଉଛ ଆର ଗିତ କିଏ ସୂଣିବାନାହି
@sanjibsinger2010
@sanjibsinger2010 12 күн бұрын
Bahut Badhiya Step. Ebholi Kama Jau Singer Bi Karibe Tanka Upare Karjyanusthana Hau. Odia Industry Ru Bahar Karajau.
@bichitramalik1398
@bichitramalik1398 5 күн бұрын
Human sagara sabubele best rahichhi au rahiba madhya love you human sagara ❤️❤️❤️❤️
@prasantapattanaik862
@prasantapattanaik862 12 күн бұрын
Human is inhuman.On occassion of Rath Yatra ,insult to our Lord Jagannath is zero tolerance.Ruku Suna is duplicate Hindu but Chrstian,
@punammishra8396
@punammishra8396 12 күн бұрын
Se nisaa re rahiki phone re katha hauchi ,,suno taa voice
@priyabratadash9907
@priyabratadash9907 12 күн бұрын
Kahin okila mahaasaya tila ku taala karu6a kahila? Kete katha achhi mudda baneibaara,ajotha kalaakaara mananku hairaan karu6a!
@ananyadas-cx4nx
@ananyadas-cx4nx 12 күн бұрын
Kahara kichi kama nahi kia mutila padila ehi vdo prasarana karucha
@geetanjalisuna8990
@geetanjalisuna8990 12 күн бұрын
Aaku Gita gaibaku diani jama ... sabubele complain aara bekar loka ta
@SudhasmitaDas-im3zi
@SudhasmitaDas-im3zi 12 күн бұрын
ଏ ହ୍ୟୁମାନ ସାଗର କୁ ବଙ୍ଗୋପ ସାଗରରେ ଭସାଯାଉ
@user-ol6vn2iv5u
@user-ol6vn2iv5u 11 күн бұрын
Kemiti bhul sabu thik gaechi Rukusuna is great singer
@s.kbehera2828
@s.kbehera2828 12 күн бұрын
ଏ ମା ଘିଆ କୁ ରାସ୍ତାରୁ ହଟେଇବାଦରକାର ଆଜି ଗୋଟିଏ ହିୟୁମାନ ଆସିଛି ଆଗାମି ଦିନରେ କେତେ ଯେ ହିୟୁମାନ ରୁକୁ ଜନ୍ମ ନେବେ ତାହା ସହିଥିବ ନି ।ଅମର ବ୍ୟବହାର ରୁ ଅନୁମାନ କରନ୍ତୁ । ଏ ଦଇ ଙ୍କୁ ହଟେଇବାଦରକାର । ବେଳ ଥାଉଁ ବନ୍ଧ ବାନ୍ଧ ଗୋ ସୁଜନେ। ନଚେତ୍ ଆଜି ଆଙ୍ଗୁଳି କାଲି ପାପୁଲି ତା ପରେ ହାତ । ଅସମ୍ଭାଳ ।
@LipunPanda-n6s
@LipunPanda-n6s 12 күн бұрын
Human Sagar is right
@npm9316
@npm9316 12 күн бұрын
Gita Gaiba loka ku pratham dharantu gita suni maja neba loka ku kahinki dharuchhanti...
@MistiProduction
@MistiProduction 12 күн бұрын
Aare bhai semane gote kantha silpi ra copy karichhanti taa mane nuhe apan mane jaha taha kahuchhanti
@tusarswain9220
@tusarswain9220 12 күн бұрын
ଜଦି ଦମ ଅଛି ମଂଚରେ ଏହି ଗିତ ଗାଈ ଦେଖ, ତପରେ ଦେଖିବ, ଜେମିତି ପୂର୍ବ ସରକାର କୁ ଓଡିଶା ବାସି ଦେଖେଈ ଦେଲେ
@kshirodbehura3028
@kshirodbehura3028 12 күн бұрын
Mimicry kana nimae harichandan nkar ??
@gurumohanty8208
@gurumohanty8208 12 күн бұрын
ଏଟା କେ ଯିଏ ଯୋଉଠି ଦେଖୁଛନ ଜୋତା ଖୋଲି ସେକିଦେବାର ଆର ଉପମୁଖ ମନ୍ତ୍ରୀ କେ ଜଣାଇଦବାର 😂😅😊😢
@youtubestar.aditya
@youtubestar.aditya 12 күн бұрын
Video pailu kn heigala sethhu bhala bhabe video dekh hindu pilamane bi kete gita emiti gauchhanti you tube bhalare dekh
@ashokkumarmishra1193
@ashokkumarmishra1193 12 күн бұрын
ଏ ଦୁଇଟା ଙ୍କୁ ଯୋଉଠି ଦେଖୁଛ ପଚା ଅଣ୍ଡା ମାଡ କର
@user-rp4zz6lb7t
@user-rp4zz6lb7t 6 күн бұрын
ମୁଅ... ଛୀ..... ହୀମୣନ..... ଭାଈ...,👍👍👍🌹🌹🥰
@jitendrakumarpradhan7480
@jitendrakumarpradhan7480 12 күн бұрын
ଶଳା କୁ ଖାଲି ମାଡ଼ ଦରକାର 👋🏻👋🏻👋🏻👋🏻👋🏻
@Social.media11
@Social.media11 8 күн бұрын
Swain Sir, apana kauthithile Maharaj jetebele papu, Lubun,Tubun, Nisha maharana,au Odisha ra anek jatra kalakar Odia bhajan ra maa bhauni karuthile
@SushantaKusulia-ti2ds
@SushantaKusulia-ti2ds 12 күн бұрын
Tanke kichhi bhi bhul kari gita gainahanti....
@dillipmohanty1000
@dillipmohanty1000 12 күн бұрын
ମୋତେ ଲାଗୁଛି ମିଛ କହୁଛନ୍ତି
@ananyadas-cx4nx
@ananyadas-cx4nx 12 күн бұрын
Aagaku aaparachit aasuchi
@sidharthmohanty5572
@sidharthmohanty5572 12 күн бұрын
ଜଗା ଖାଇଯିବ ରେ. ମରିବ ସବୁ
@sujitmohanchaini201
@sujitmohanchaini201 12 күн бұрын
Thank you bro🤜🤜🤜🤜🤜🤜🤜 proud of you human write commission.
@satyabhau69
@satyabhau69 12 күн бұрын
ଏ ଶଳା ଖିଷ୍ଟ୍ରୀୟାନ କୁ ପ୍ରବଳ ମାଡ଼ ଦରକାର୍
@sujitmohanchaini201
@sujitmohanchaini201 12 күн бұрын
​@@satyabhau69 haba salaku kali mada
@SushantaKusulia-ti2ds
@SushantaKusulia-ti2ds 12 күн бұрын
Tame kete hindu dharma ku samman dia dina ku dina cristian manaku torcher karuchha
@SushantaKusulia-ti2ds
@SushantaKusulia-ti2ds 12 күн бұрын
Tame jia human sagar ku birodha karuchha tame jadi kaunasi cinema gita kimba album gita suniba ki dekhiba tama family rana aajithu tame human sagar ra kaunasi gita ki film dekha ni....
@rabindrabgr9443
@rabindrabgr9443 12 күн бұрын
Ki bala katha
@BharatchandraMalik-mh9sb
@BharatchandraMalik-mh9sb 12 күн бұрын
I request to state goverment police ଡିଜି sir immeditily step of strong acttion. Against human sagar ରିତୁ sinha
@SomanathBiswal-g3s
@SomanathBiswal-g3s 12 күн бұрын
ରିପେଟର ଭାଇ ଇଏ କେତେ ଥର ଏମିତୀକରୀବ ସଳାକୁ ଏଇଥରକ ଚପଲ ମାଡ ହେବ ସଳା କୁକୁର
@gajindrapradhan1028
@gajindrapradhan1028 12 күн бұрын
Where is Lord Jagannath name in the song ?
@RajKumarDas-gp9sc
@RajKumarDas-gp9sc 7 күн бұрын
DEAR BROTHER SPEAK TO SONA MOHAPATRA, TULASI GANANATYA SINGER , PAPU PAM PAM,AND OTHERS WHO HAVE DISTORTED THE JAGGANATH JANANA AND BHAJAN.
@monalimohanty4758
@monalimohanty4758 12 күн бұрын
This is the time to take serious action against such people.. ban such singers..because these people are day by day doing such shameless stupidity and when these matter coming in front of people.. & then they are coming to the media & pretend as guilty by saying sorry & back to their normal life..the fact is they don’t have any regret .. also they don’t even try to understand what they actually did..
@dilsesubal9428
@dilsesubal9428 12 күн бұрын
ଏକ ନମ୍ବର ମାଗି ha Ruku suna ହିନ୍ଦୁ ଧର୍ମର ନୂହେଁ ସେ ଶଳା ମାଗି ha ଖ୍ରୀଷ୍ଟିୟାନ
@Sadak2468
@Sadak2468 17 сағат бұрын
Human sagar is right👍👍👍👍👍👍👍👍👍👍👍
@bijaybehera9808
@bijaybehera9808 12 күн бұрын
ୟାକୁ ଆରେଷ୍ଟ କର ବେସି ହେଇଗଲା ସେ ପୁଣି ଥରେ ଭୁଲ କରଥିଲା କ୍ଷମା ମାଗିଥିଲା ଏବେ ତାକୁ ଛାଡନି ବହୁତ ମିଛ କହୁଛି
@rinkudansana6365
@rinkudansana6365 8 күн бұрын
Sabu media mg papu pom pom aau lubun tubun bele kena sui thila bo, tamar lagi sabu heuchr
@MadhuSudanSundha
@MadhuSudanSundha 12 күн бұрын
Sir sir sibo sir joldi se humare kukuro ku harest koruntu sibo sir se humane kukuro gote toro nai bharamar amo jagata toro natho Jai jagannath Bhagaban amo moudi mahaprabhu jagannath kete Toro oppomanito kolani sibo sir aku au rinku suna kou studio bi gito gaibaku mona koruntu please sibo😂😂😂😂 jemiti hele harest koruntu apono ku amo jai shree mahaprabhu shree jagannath Bhagaban ko rano sir sibo sir please harest rinku kukuro ku humane KUKUR ku
@Realtoka-i9j
@Realtoka-i9j 12 күн бұрын
Tu vul kahuchu Kie gote mazak kala ate serious kn..
@anujcap101
@anujcap101 7 күн бұрын
Hingsa chadontu against humansager
@NirabDigal-ft2ie
@NirabDigal-ft2ie 12 күн бұрын
Cristina Katha kana pin kahuchanti sir
@litusahujayjagannath1097
@litusahujayjagannath1097 12 күн бұрын
Man Kiya
@sahebpurtty
@sahebpurtty 3 күн бұрын
Jodio bi dharmara apomanahela aponangkara konogala badhuchhi kahinki.
@sisirkumarsadangi5316
@sisirkumarsadangi5316 12 күн бұрын
Tu chora muhan au ketey thara bar bar jani suni bhul kari amti loka nku bhakua banei khyama magibu tatey mahaprabhu Shree jaganath au tanka koti koti bhakta kebey bi khyama debeni .tu jau garba karuchu ta galaa ku neiki sey galaa rey nalaa pasijiba tu au Gita gai parubunahi apekhya kar samaya ku .
@gurucharanrath5966
@gurucharanrath5966 12 күн бұрын
Ya ku odisha ru bahar karajau
@srikantarath3580
@srikantarath3580 12 күн бұрын
ଆପଣ ନା ବାଳ
@user-xo4ge3fq2y
@user-xo4ge3fq2y 10 күн бұрын
Mui gute gana suna mi ken tumar katkia geichhe
@anusayamohanty1775
@anusayamohanty1775 12 күн бұрын
Odisha ŕu bida karajau
@madandeep3237
@madandeep3237 7 күн бұрын
Popu pom pom ku phone kar
@sujitmohanchaini201
@sujitmohanchaini201 12 күн бұрын
Dina mghia human sagar
@anujcap101
@anujcap101 7 күн бұрын
Humansager is not singing why do u against him
@Realtoka-i9j
@Realtoka-i9j 12 күн бұрын
Na bahi a reportr gandi mara Human Bhai thik
@pramodsahu4459
@pramodsahu4459 12 күн бұрын
ରୁକୁ ଫୋନ କର
@toxicchikumili6834
@toxicchikumili6834 12 күн бұрын
Nija ku kn bhabuchi
@BharatSahu-cb7ci
@BharatSahu-cb7ci 12 күн бұрын
Ta Gita kehi sunantu nahi
@sahebpurtty
@sahebpurtty 3 күн бұрын
Opomana kebebi heinahin
@bikramroutaray935
@bikramroutaray935 12 күн бұрын
ଖ୍ରୀଷ୍ଟିଆନ ହୁମାନ ସାଗର କୁ ଓଡିଶା ରୁ ବାହାର କରାଯାଉ.
@MadhuSudanSundha
@MadhuSudanSundha 12 күн бұрын
Hnnm bahar koro jau hamoro purona kora jai sibo sir please sir 😂😂😂😂
@rohitchhatria9569
@rohitchhatria9569 10 күн бұрын
Tu pagal ta kire human Sagar Kia janichhu
@subashnaik231
@subashnaik231 7 күн бұрын
​@@rohitchhatria9569Papu Pam Pam
@subashnaik231
@subashnaik231 7 күн бұрын
Papu pam pam 😂
@user-mu6vo1dq7m
@user-mu6vo1dq7m 7 күн бұрын
Tame kia b kichhi karipariba nahi
@KashinathAdabansha
@KashinathAdabansha 8 күн бұрын
Jel hohu haman sagr ku
@sanjayakumarmallick7491
@sanjayakumarmallick7491 12 күн бұрын
ତୁ ଓଡିଶା ଛାଡିଦେ
@sasmitabehera2057
@sasmitabehera2057 12 күн бұрын
Taku getout karidia
@surenkumarpal3585
@surenkumarpal3585 12 күн бұрын
Taku tuu tah Kari kaha
@goutambarik5154
@goutambarik5154 9 күн бұрын
Bhaie tamar minde kharab a6i
@SushantaKusulia-ti2ds
@SushantaKusulia-ti2ds 12 күн бұрын
Tamaku laja thile dekhiba
@sanjaynayak8713
@sanjaynayak8713 12 күн бұрын
Mada pii dei bodhee katha hau6iii
@damugadaba1897
@damugadaba1897 12 күн бұрын
🐕
@shivmishra1230
@shivmishra1230 12 күн бұрын
ପାଗଳ ମଦୁଆ ଟା
@priyabratadas7178
@priyabratadas7178 12 күн бұрын
Tate asanmanita karibar bahut way achi.anda mada ta start hba to gandi Masti bahut hei gala
@user-th3cl7cp9j
@user-th3cl7cp9j 12 күн бұрын
ଶଳା ମାଗିହା ହୁମାନ
@user-dx9zt5yu2p
@user-dx9zt5yu2p 12 күн бұрын
To maa ku gehila
@MistiProduction
@MistiProduction 12 күн бұрын
Aeta human sagar christian boli kahuchhanti
@melisha4236
@melisha4236 12 күн бұрын
Se rice bag Christian
@emmanuelpaul1006
@emmanuelpaul1006 12 күн бұрын
​@@melisha4236Tama dharma re bodhe rice bi miluni 😅
@LipunPanda-n6s
@LipunPanda-n6s 12 күн бұрын
​@@melisha4236to bia mg human Sagar ra kn bhul achi eithi....
@melisha4236
@melisha4236 12 күн бұрын
Madua kukura human sagar
@melisha4236
@melisha4236 12 күн бұрын
Boycott human sagar
@pinkysamal4947
@pinkysamal4947 12 күн бұрын
ଵ୍ୟାନ୍ କରି ଦିଅ ଏମାନଙ୍କୁ ଗୀତ କେବେ ଗାଇ ପାରିବେ ନାହିଁ ଓଡ଼ିଶାରେ ବନ୍ଦ୍ କରି ଦିଅ ଜୀବନ ରେ ଆଉ କେବେ ଗୀତ ଗାଇପାରିଵେ ନାହିଁ
@SushantaKusulia-ti2ds
@SushantaKusulia-ti2ds 12 күн бұрын
Tame kete hindu dharma ku samman dia dina ku dina cristian manaku torcher karuchha
ТАМАЕВ УНИЧТОЖИЛ CLS ВЕНГАЛБИ! Конфликт с Ахмедом?!
25:37
孩子多的烦恼?#火影忍者 #家庭 #佐助
00:31
火影忍者一家
Рет қаралды 52 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 75 МЛН
It’S So Fun To Wash My Son’S Hair! #funny #baby#cute  #funnybaby
00:14
Amazing Children Toys
Рет қаралды 6 МЛН
Ek Ziddi | Blockbuster Full Hindi Dubbed Action Movie | Vishal, Priyamani
2:00:51
ТАМАЕВ УНИЧТОЖИЛ CLS ВЕНГАЛБИ! Конфликт с Ахмедом?!
25:37