ହଠାତ୍ ୧ନଂ ହାଟରେ ପହଞ୍ଚିଲେ ମନ୍ତ୍ରୀ ଚିଠା ମାଗି ବ୍ୟବସାୟୀଙ୍କୁ କଲେ ଠିଆ ଠିଆ ଟ୍ୟୁସନ୍ I ଭୟରେ ଥରିଲେ ବ୍ୟବସାୟୀ !

  Рет қаралды 259,051

Odisha Bhaskar

Odisha Bhaskar

18 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Bhubaneswar #KrushnaChandraPatra #VegetableMarket #Odisha

Пікірлер: 319
@pinumaharana793
@pinumaharana793 16 күн бұрын
ଖାଲି ଭବନେଶ୍ୱର ରେ ଯାଞ୍ଚ କଲେ କଣ ହବ ଓଡିଶା ର ସବୁ ଜିଲ୍ଲା ରେ ଯାଞ୍ଚ ହବା ଦରକାର
@swostiranjanroutray6776
@swostiranjanroutray6776 16 күн бұрын
Hmm, thik katha
@TusarkantaBarik-pn1xf
@TusarkantaBarik-pn1xf 16 күн бұрын
Bhata handiru gote bhata ru Sabu janapadiba...
@dibyaranjanbehera7927
@dibyaranjanbehera7927 15 күн бұрын
👍👍👍👍👍
@basudevmallick598
@basudevmallick598 15 күн бұрын
​bhai thik kahila
@Onlyvibrationdj
@Onlyvibrationdj 13 күн бұрын
ହଁ ସବୁ ଜିଲ୍ଲାରେ ରେ କର ବେପାର ରେ ବହୁତ ଲୁଟିବେ ଭାବୁଥିଲେ
@prasantajena1509
@prasantajena1509 16 күн бұрын
ଶାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏 ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକ
@ashokbehera4968
@ashokbehera4968 16 күн бұрын
ସାର ସବୁ ଜିଲ୍ଲା ରେ ହେବା ଦରକାର ଉଚିତ ପଦକ୍ଷେପ ନେଇଛନ୍ତି 🙏🙏
@adarshmedia7579
@adarshmedia7579 16 күн бұрын
ବହୁତ୍ ବଢିଆ ଆକ୍ସନ
@sarojrout9173
@sarojrout9173 16 күн бұрын
ଧନ୍ୟବାଦ 🙏🏽 ଭଲ ପଦକ୍ଷେପ କିନ୍ତୁ ସାରା ଓଡ଼ିଶା ରେ ଜାଂଚ ହେବା ଦରକାର
@manasbeher7264
@manasbeher7264 16 күн бұрын
ସାରେ ଆପଣ ଥରେ ଛତ୍ର ବଜାର ଆସନ୍ତୁ 🙏କେମିତି ଗରିବ ଙ୍କୁ ଲୁଟୁଛନ୍ତି
@madhabanandaswain4695
@madhabanandaswain4695 16 күн бұрын
ଏମିତି କଲେ କଣ ହେବ କିଣା ଚିଠା ରଟେ ସରକାର ସ୍ଥିର କରନ୍ତୁ ବିକିବା ରତେ ସରକାର ସ୍ଥିର କଲେ ଏମାନେ ବାଟକୁ ଆସିବେ ମନ୍ତ୍ରୀ ଙ୍କ ଧନ୍ୟବାଦ୍
@JogeswarMajhi-lt7hj
@JogeswarMajhi-lt7hj 16 күн бұрын
ଖାଲି ଏକ ନମ୍ବର ହାଟ କୁ ଗଲେ ଓଡ଼ିଶା ର ଦର ବଦଳି ବନି,,
@bhubanandabehera1456
@bhubanandabehera1456 13 күн бұрын
ମାନ୍ୟବର ମନ୍ତ୍ରୀ ଙ୍କ ସ୍ୱାଗତ ଯୋଗ୍ୟ ପଦକ୍ଷେପ 🙏ଏମିତି ଯଦି ପୁରା ଓଡିଶା ଜାରି ରହିବ ଅମାନିଆ ବ୍ୟବସାୟୀ ଙ୍କ ମନମାନି କମିବ ଏବଂ ଗରିବ ଲୋକ ଟିର ପଖାଳ କଂସା ରେ ଟିକେ ଆଳୁ ପିଆଜ ଲାଗି ପାରିବ ଧନ୍ୟବାଦ 🙏
@mrsatyabratanayak1433
@mrsatyabratanayak1433 16 күн бұрын
ଚାଷୀ ନିଜେ ବିକ୍ରୀ କେଲ ବିଲ୍ କଉଠୁଆନିବ
@satyasaibhajangroup7300
@satyasaibhajangroup7300 15 күн бұрын
ଭାଷ୍କର ଭାଇକୁ ଆଜି ଧନ୍ୟବାଦ ନିଶ୍ଚିତ ଦେବାକୁ ପଡିବ । ଧନ୍ୟବାଦ। ପ୍ରେମଜନିତ ବ୍ୟାପାରରେ ନପଡି ଏମିତି ଜନକଲ୍ୟାଣ ଖବର ଉପରେ ଧ୍ୟାନ ଦିଅନ୍ତୁ ନିଶ୍ଚିତ ଭଲପାଇବା ମିଳିବ । ଆଉଥରେ ଧନ୍ୟବାଦ , ଜୟ ଜଗନ୍ନାଥ।
@user-yb2jl8fe2u
@user-yb2jl8fe2u 11 күн бұрын
ଧନ୍ୟବାଦ,ମାନ୍ୟବର ମନ୍ତ୍ରୀ ମହୋଦୟ ଙ୍କୁ |କେବଳ ସହର ନୁହେଁ ଗ୍ରାମାଞ୍ଚଳ କୁ ପ୍ରଶାରିତ କରାଯାଉ |
@Dremy_Date
@Dremy_Date 16 күн бұрын
ସବୁ ଜ଼ିଲ୍ଲା ରେ କଣ ପାଇଁ ହଉନି ନୟାଗଡ଼ ସୁନ୍ଦରଗଡ଼ ବୌଦ୍ଧ ରେ ମନ ଇଚ୍ଛା ବିକ୍ରି ହଉଚି ସବୁ
@user-je5lr6tm6t
@user-je5lr6tm6t 16 күн бұрын
ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ସାର
@ChandraShekharMuduli-nv2tb
@ChandraShekharMuduli-nv2tb 16 күн бұрын
I salute you sir 🙏🙏
@dillipkumarmeher90
@dillipkumarmeher90 16 күн бұрын
Very good step,thank you Hon'ble minister
@friend9449
@friend9449 16 күн бұрын
ନୂଆ ନୂଆ ସମସ୍ତେ ଦେଖେଇ ହୁଅନ୍ତି ଭୋଟ ରେ ସକ୍ରିୟ ଅଂଶଗ୍ରହଣ କରି ବିଧାୟକ ଙ୍କୁ ବିଜୟୀ କରାଇଥିବା ବ୍ୟବସାୟୀ ବି ଥିବେ
@user-qv8st1yv3c
@user-qv8st1yv3c 16 күн бұрын
Jia puruna thila se dekhei v parileni
@musicon5982
@musicon5982 16 күн бұрын
ଏତିକି ବି ଆଗରୁ ହେଉନଥିଲା
@rasanandasethy
@rasanandasethy 16 күн бұрын
ସାରେ ଆପଣ କର ଢେକାନାଳରେ ବି ବିକ୍ରି ହେଉଛି ରେଟେରେ ବିକୁଛତି ତମ ଘର ପାଖରେ ବାଜିଚେକି ପରିବା ମାର୍କେଟ ବୁଲି ଆସ କି ରେଟ୍ ରେ ଅଛି ଦେଖ 😂
@bikramsahoo2416
@bikramsahoo2416 16 күн бұрын
ଯାଉନ ଅଦାନୀ ଅମ୍ବାନୀ ର ରସିଦ ମାଗିବ ଛି ଛି
@banamalibehera8781
@banamalibehera8781 16 күн бұрын
BHABUCHHI NAVEEN O PAANDUKU MAAGILE BHALA HEBA.
@swastikvlogs90
@swastikvlogs90 13 күн бұрын
Kichi genda dalia nka bjp govt ra action naba ta bhala laguni karana samne agaru magana khaiba abhyasa achi na
@jagannathsahoo6022
@jagannathsahoo6022 16 күн бұрын
ଗୋଦାମ ଯାଞ୍ଚ କର.
@mohitakumarnayak2316
@mohitakumarnayak2316 16 күн бұрын
Very good decision
@pradipkumarbarik585
@pradipkumarbarik585 16 күн бұрын
ସ୍ୱାଗତଯୋଗ୍ୟ ପଦକ୍ଷେପ
@manasbeher7264
@manasbeher7264 16 күн бұрын
ସାରେ ସବୁ ମନ ଇଛା ରେଟେ ନଉଛନ୍ତି ଭେଣ୍ଡି 130 kg 😭😭
@debabratabehera6423
@debabratabehera6423 14 күн бұрын
ଶଳା ଖାଲି ଆକ୍ସନ ମୁଡ୍ ଖାଲି ବହସ୍ପଟ କଥା ଦୁଇଟା କ୍ୟାବିନେଟ୍ ଗଲା କୁଆଡେ ଗଲା ତମ ବିଜୁଳି 300ୟୁନିଟ କୁଆଡେ ଗଲା ତମ ସୁଭଦ୍ରଯୋଜନା କୁଆଡେ ଗଲା ତମ ଧାନ 3100 ଟଙ୍କା
@harinarayannanda5087
@harinarayannanda5087 15 күн бұрын
ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ। ବେପାରୀମାନେ ଆପଣଙ୍କ ଲୋଭୀ କର୍ମଚାରୀମାନଙ୍କୁ କିଣିନେବେ ସତର୍କ ରହିଥାଆନ୍ତୁ ନଚେତ ସରକାର ବଦନାମ ହେବ।
@sambitpradhan232
@sambitpradhan232 13 күн бұрын
Sir Jai ho .. jahou step ta nele aauri khusi lagi ba sir Jaa hou sir ur great...🎉🎉🎉🎉
@ganeshmeher3743
@ganeshmeher3743 16 күн бұрын
Thank you sir
@samirpattanaik7789
@samirpattanaik7789 16 күн бұрын
WELCOME SIR
@namitaranidandanrutyabarpali
@namitaranidandanrutyabarpali 15 күн бұрын
ବହୁତ ଭଲ ସାର
@Allindiatouristin
@Allindiatouristin 16 күн бұрын
ଧନ୍ୟବାଦ୍,
@rakeshmohapatra1459
@rakeshmohapatra1459 13 күн бұрын
ୱା ୱା ସାର୍, ବହୁତ୍ ଭଲ , ଧନ୍ୟବାଦ୍ ସାର୍ 🙏🫡
@ranajitparida1400
@ranajitparida1400 16 күн бұрын
Right🎉
@user-zm6wk2cd6r
@user-zm6wk2cd6r 16 күн бұрын
Verry good
@padmanava1000
@padmanava1000 15 күн бұрын
ଅସାଧୁ ଫ୍ରୁଟ୍ସ ବ୍ୟବସାୟୀ ଉପରେ ମଧ୍ୟ କା୍ଯ୍ୟାନୁଷ୍ଠାନ ନିଆଯାଉ
@bijayanandapanda8816
@bijayanandapanda8816 16 күн бұрын
ଭଲ
@rajeshnayak1065
@rajeshnayak1065 16 күн бұрын
ଏମିତି ଆକ୍ସନ ସବୁ ସମୟରେ ସବୁ ଜାଗା ରେ ହେବା ଦରକାର
@bibhubaibhav453
@bibhubaibhav453 14 күн бұрын
ସମାଧାନର ସୂତ୍ର ଏଇଟା ନୁହଁ। ପଚିଯିବା , ଦାଦାବଟି ଓ ପୋଲିସ ଚାନ୍ଦା କେଉଁଥିରେ ନିୟନ୍ତ୍ରଣ ହେବ ? ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇ ବାହାବା ନେବା ହିଁ ଲାଭ। ସମାଜରେ ଧନବାନ୍ ଓ ଧନହୀନ ଦୁଇଟି ଗୋଷ୍ଠୀର ସୃଷ୍ଟି କରିବାର କାରଣ ବୁଝନ୍ତୁ ଓଡିଆ ଅସ୍ମିତାର ସରକାର।
@chhabilal6205
@chhabilal6205 16 күн бұрын
ଖାଲି ଭୁବନେଶ୍ୱର ରେ ଦେଖିଲେ ହେବନାହିଁ,, ରାୟଗଡ଼ା,କୋରାପୁଟ, ଜୟପୁର, ନବରଙ୍ଗପୁର, ଜିଲ୍ଲାରେ ଟିକିଏ ଦେଖ, ପୁରା ଚଢ଼ା ଦର ରେ ବିଭିନ୍ନ ପ୍ରଜାତି ର ଜିନିଷ ପତ୍ର ବିକାଯାଉଛି,,,
@littlequeenrakhi
@littlequeenrakhi 13 күн бұрын
ଦେଖରେ ବିରୋଧି ଭଲ କଥା ଦେଖା ଜୀବନୀ
@santoshswain3113
@santoshswain3113 14 күн бұрын
Thank you Minister SIR
@raghunath2131
@raghunath2131 16 күн бұрын
Sir, krishak bazar ku aasantu
@jitendrameher1344
@jitendrameher1344 16 күн бұрын
Jio , Airtel ପ୍ଲାନ କାହିଁକି ବଢ଼ିଲା ସେଇଟା ପ୍ରଥମେ କୁହ
@khusi5258
@khusi5258 16 күн бұрын
Ambani pua ra bahaghara, se Paisa maguchhi emiti
@societyforruraldevelopment1264
@societyforruraldevelopment1264 13 күн бұрын
Good leader.
@user-qz8tz2rm6t
@user-qz8tz2rm6t 16 күн бұрын
Bahut bhala sir god bless you
@rabinarayanbehera7146
@rabinarayanbehera7146 13 күн бұрын
Good job sir
@MNMP2024
@MNMP2024 13 күн бұрын
ସୁନ୍ଦର ପଦକ୍ଷେପ !
@kshyamanidhisahoo1248
@kshyamanidhisahoo1248 16 күн бұрын
Thankyou sir
@user-lv9oq8xl2k
@user-lv9oq8xl2k 10 күн бұрын
Thanku sir ❤❤❤❤❤
@SPD1206
@SPD1206 14 күн бұрын
ଧନ୍ୟବାଦ ମନ୍ତ୍ରୀ ହେଲେ ଲାଭ କଣ ହେବ ଦେଖିବାର ଅଛି 😊
@mrskbhanja4765
@mrskbhanja4765 15 күн бұрын
Ati sunder action
@chandrasekhar01
@chandrasekhar01 14 күн бұрын
ଏଟା ଭୁଲ ପଦକ୍ଷେପ, ସରକାର ଙ୍କୁ process ବନେଇବା ଦରକାର ହାଟ ରେ ସବୁ ସୁଚାରୁ ରୁପେ କାର୍ଯ ହେବାପାଇଁ। ଆଉ ସବୁ ସହାୟତା ଦେବା ଦରକାର କୃଷକ ଭାଇ ମାନଙ୍କୁ
@hiteshpattnayak1908
@hiteshpattnayak1908 16 күн бұрын
Very nice sir
@rajkishoresahoo6543
@rajkishoresahoo6543 16 күн бұрын
ପ୍ରତ୍ୟେକ ଦିନ ଅଫିସର ମାନେ ବୁଲିବା ଉଚିତ.
@dillipnayak4930
@dillipnayak4930 10 күн бұрын
ଏଇଟା ନିହାତି ଆଗରୁ କରିବାର ଥିଲା
@sanjauakumar8999
@sanjauakumar8999 13 күн бұрын
ସବୁ ବ୍ଲକ ରେ ବୁଲନ୍ତୁ BDO ତହସିଲଦାର ,,ଆଉ ACTION ନିଆଁ ଯାଉ
@saisankarsahoo8365
@saisankarsahoo8365 16 күн бұрын
Right
@knbiswal3084
@knbiswal3084 15 күн бұрын
Excellent Steps by Honorable Minister The Official at ground level must be vigilant about Market rates
@rajendramuduli336
@rajendramuduli336 16 күн бұрын
Dhanyabad khadhya mantree
@choudhurysomu
@choudhurysomu 16 күн бұрын
emiti mantri nku mora koti koti pranam
@kamallochannayak9660
@kamallochannayak9660 16 күн бұрын
Right Action. Sir
@rajeshbehera8770
@rajeshbehera8770 15 күн бұрын
ଚାଷ ନହେବାର କାରଣ ପାଣି ର ସୁବିଧା ନାହି ମହନ ସାର ଟିକେ ମୟୂରଭଞ୍ଜ ଆଡେ ଆସନ୍ତୁ
@prafullakumarnayak701
@prafullakumarnayak701 14 күн бұрын
It is very.much required sir.
@MR-22
@MR-22 15 күн бұрын
ସାର ଭୁବନେଶ୍ୱର ଠାରେ ଘର ଭଡା କମ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ
@tusardas3006
@tusardas3006 16 күн бұрын
Ok good action. Very good. Carrion sir.
@user-by1ji7eb4j
@user-by1ji7eb4j 14 күн бұрын
Right decision sir 👍 👍
@NibeditaDashsamanta
@NibeditaDashsamanta 16 күн бұрын
Very good step sir 🙏🙏🙏🙏
@amarendratripathy4723
@amarendratripathy4723 16 күн бұрын
Salute, right step. See their income, tax, property along with free scheme provided by government.
@sadanandmohanty3537
@sadanandmohanty3537 15 күн бұрын
Govt should look into this matter seriously Drastic step should be strongly taken
@sunilgouda2225
@sunilgouda2225 16 күн бұрын
Jay jagannath
@BijayakumarPatra-ox4qb
@BijayakumarPatra-ox4qb 13 күн бұрын
Great sir 🙏
@anitabehera8756
@anitabehera8756 16 күн бұрын
My odisha is changing.
@uttarafalgunidas453
@uttarafalgunidas453 16 күн бұрын
After minister's visit to 1 no. Hata price of veg r further up. Even pumpkin price has increased to Rs.70 to 80. What was the real purpose. How much donation has been collected. Pl think price of essential items goes up immediately after election. election. .
@Bijayhan
@Bijayhan 16 күн бұрын
Bahuta bhala sir
@user-xj4ji9jy4e
@user-xj4ji9jy4e 16 күн бұрын
Very good decision sir
@skgofon
@skgofon 13 күн бұрын
Medicine, hospitality and testing charges should also be verified and controlled 😊
@user-kl9vp2gy4w
@user-kl9vp2gy4w 16 күн бұрын
Good 🎉
@ASHIRVADNk-sr9dq
@ASHIRVADNk-sr9dq 16 күн бұрын
Right Decision
@narayanrouta9270
@narayanrouta9270 16 күн бұрын
Jogada mantrinku dhanyabad
@madhabdash985
@madhabdash985 15 күн бұрын
ବହୁତ ଭଲ ଲାଗିଲା କାମ ଦେଖିକି
@RajendraSingh-mf6rj
@RajendraSingh-mf6rj 16 күн бұрын
Very very good decision। Thakur mahaprabhu apanankar Mangal karantu। Ahipari Apana Jancha Karantu।
@mragrncy9144
@mragrncy9144 16 күн бұрын
Minister has free hand to work.❤
@Mr.Harimohan
@Mr.Harimohan 13 күн бұрын
ଏହି ଭଳି ସବୁ ହାଟ ରେ ଯାଞ୍ଚ ହେବା ଜରୁରୀ ।
@gayadharpallai2206
@gayadharpallai2206 16 күн бұрын
Ati sunder decision semane 5 tankare Ani 15 tankare bikanti control heba nihati jaruri
@smrutisagar2629
@smrutisagar2629 10 күн бұрын
Khub sundar,sir emankun gota gota kari sabad karantu,mame sabu bohut kasta pailuni e pani pariba dar dekhiki
@user-lf2vd3xp2z
@user-lf2vd3xp2z 16 күн бұрын
Perfect food and civil supply minister.No minister has done it before.we request you sir make it stream line, but again request you not to hamper the interest of small business men
@artlover_Rashmi
@artlover_Rashmi 15 күн бұрын
Greatminister
@user-lx6ps3rr9g
@user-lx6ps3rr9g 10 күн бұрын
Thank u🙏
@SunaDs-Reaction
@SunaDs-Reaction 16 күн бұрын
Why don't take actions against govt employee
@bhaktimarga853
@bhaktimarga853 15 күн бұрын
ପ୍ରଥମେ ହୋଲସେଲ ପଏଣ୍ଟ ରେ ଦେଖନ୍ତୁ. ବହୁତ ଭଲ ପଦକ୍ଷେପ. ପ୍ରତି ଜିଲ୍ଲାରେ ଯାଞ୍ଚ କଲେ ଭଲହେବ ଓ ଲୋକମାନେ ତାର ସୁଫଳ ପାଇବେ .
@rsagarkumar5503
@rsagarkumar5503 15 күн бұрын
Good initiative by govt ....but ...it should be followed every place ....in state
@ChandrasekharBehera-go9to
@ChandrasekharBehera-go9to 16 күн бұрын
Very good job
@alokbhoi2106
@alokbhoi2106 11 күн бұрын
Good jobs sir
@sasanksekharaswain9208
@sasanksekharaswain9208 16 күн бұрын
Beautiful decision
@jharanajhankar7335
@jharanajhankar7335 16 күн бұрын
T q sir
@niranjanbehera4055
@niranjanbehera4055 16 күн бұрын
Very good
@sunilkumarpatnaik6953
@sunilkumarpatnaik6953 16 күн бұрын
Chemical pani rey pakai pariba bikri karajauchi.... FOOD INSPECTORS nku responsiblity fix karajau. Pariba Markets saha Hotels bhi check karajau.
@user-go4co4mo6e
@user-go4co4mo6e 13 күн бұрын
ଚଣ୍ଡିଖୋଲ ପରିବା ହାଟ ରେ ବହୁତ ଚଡା ଦରରେ ବିକ୍ରି ହେଉଛି , ଟିକେ ତଦାରଖ କରାଯାଉ
@Prasata558
@Prasata558 16 күн бұрын
Sir right
@TrilochanPradhan-hw9gu
@TrilochanPradhan-hw9gu 15 күн бұрын
ଖାଲି ପନିପରିବା ନୁହେଁ sir ଲୁଗା ଦୋକାନୀ, କିରାନୀ ଦୋକାନୀ, ଚପଲ୍ ଦୋକାନୀ ସବୁ ନଜର କୁ ନେଇ ଦୃଢ଼ ପଦକ୍ଷେପ ନିଆଯାଉ ।
@sanjaysethy333
@sanjaysethy333 11 күн бұрын
Right amiti heba darkar
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
Heartwarming Unity at School Event #shorts
00:19
Fabiosa Stories
Рет қаралды 20 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 60 МЛН
Amazing weight loss transformation !! 😱😱
00:24
Tibo InShape
Рет қаралды 53 МЛН
CM-KISAN replaces KALIA Yojana // Odisha's ₹2.65 Lakh Cr Budget
21:47
OdiaTechBulletin
Рет қаралды 136 М.
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН