Why Is Mohan Government Hiding The Expenses Of Pandian's Helicopter Trips? | Nirbhay Gumara Katha

  Рет қаралды 71,212

Nirbhay

Nirbhay

Күн бұрын

Why Is Mohan Government Hiding The Expenses Of Pandian's Helicopter Trips? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 529
@manjulatabehera1128
@manjulatabehera1128 2 ай бұрын
ଆପଣ ନିର୍ଭୀକ ଭାବରେ ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ
@bhagirathisandhibigraha6909
@bhagirathisandhibigraha6909 2 ай бұрын
ଏ ସରକାର ଖୁବ ଶିଘ୍ର ଲୋକଙ୍କର ଆସ୍ଥା ହରାଇବ.
@Katak_Dk
@Katak_Dk 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ସିନା ମୁଖ୍ୟମନ୍ତ୍ରୀ ହୋଇ ପାରିଲେ ନାହିଁ କିନ୍ତୁ ପ୍ରଚ୍ଛଦ ପଟରେ ସେ ହିଁ ସରକାର ଚଳାଉଛନ୍ତି ।
@gyandrapatra7719
@gyandrapatra7719 2 ай бұрын
Dharmendra nama kia dela,se mahashaya adha--- - - - - -.
@prasantamohapatra7767
@prasantamohapatra7767 2 ай бұрын
ମୁଁ ଭାବୁଛି ପାଣ୍ଡିଆନ ବୋଧେ ମୋହନ ସରକାରକୁ ଚଳାଉଛନ୍ତି, ନହେଲେ ପାଣ୍ଡିଆନଙ୍କ ବିରୁଦ୍ଧରେ ସରକାର ପୁରା ଚୁପ କାହିଁକି ? ଏହା ବିଜେପିର କୁଚକ୍ରୀ ଗୋଷ୍ଠୀ କିମ୍ବା ଅମିତ ସାହା ଙ୍କ ଗୁପ୍ତ ନିର୍ଦେଶ l
@ajitmohanty4777
@ajitmohanty4777 2 ай бұрын
ନବୀନ ପଟ୍ଟନାୟକ ଏବଂ ବିଯେପି ଦଳ ସମସ୍ତଙ୍କୁ ଏତେ ପାଣ୍ଡୁ ନିଶା ଘାରିବା ର କାରଣ କଣ ବୁଝି ହଉନି।
@Dr.HemantaKumar
@Dr.HemantaKumar 2 ай бұрын
ସତରେ କଣ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି ? ବିଗତ ଏକ ମାସର ସରକାରୀ କ୍ରିୟା କଳାପରୁ ଲାଗୁଛି ବିଜେଡି ସରକାର ର ଶାସନ ଚାଲିଲା ପରି ।
@basantajena5418
@basantajena5418 2 ай бұрын
ପାଣ୍ଡିଆନ ଓ ବିଜେପି ର ଜଣେ ବଡ କେନ୍ଦ୍ର ନେତା ଙ୍କ ପୁଅ ମିଳିତ ଭାବେ ଆଫ୍ରିକା ମହାଦେଶ ରେ ବିଭିନ୍ନ ସୁନାଖଣି ରେ ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶ କରିଥିବାର ଅଭିଯୋଗ ହେଉଛି | ନହେଲେ ହେଲିକ୍ୟାପ୍ଟର ଖର୍ଚ୍ଚ ର ହିସାବ କାହିଁକି ଲୁଚୋଉଛନ୍ତି?
@manojpanda2956
@manojpanda2956 2 ай бұрын
ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଶୁଣିବା ପରେ BJP କୁ ସରକାର କରାଇ ବୋଧହୁଏ ଭୁଲ୍ ହେଇଗଲା, ମୋହନ ବାବୁ ପ୍ରକୃତରେ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ଏହା ଏକ ଜଟିଳ ପ୍ରଶ୍ନ ଆସୁଛି
@brundaban4
@brundaban4 2 ай бұрын
ନବୀନ ବାବୁ ଥରେ ଜୟ ନାରାୟଣ ମିଶ୍ର ଙ୍କୁ ଚର୍ଚା କୁ ଡାକନ୍ତୁ
@BishnucharanRay-xy5ox
@BishnucharanRay-xy5ox 2 ай бұрын
ପାଣ୍ଡିଆନ ଯଦି ସ୍ୱଚ୍ଛ ତେବେ ସେ ନବୀନ ନିବାସାରେ ନବୀନ ଙ୍କର ସହିତ ଲୁଚି ଛନ୍ତି କାହିଁକି.
@BiduutaravaSahoo
@BiduutaravaSahoo 2 ай бұрын
Investigation by C B I
@Ambulrai
@Ambulrai 2 ай бұрын
Gay relationship
@TrilochanHarichandan
@TrilochanHarichandan 2 ай бұрын
​@@BiduutaravaSahoo❤❤!!!!!!!!11AàAAà111AWWW111aa1a1 1AàAAà111AWWW111aa1a1 A LOT OF PEOPLE 111and 111111❤
@munakumar5538
@munakumar5538 2 ай бұрын
ନବୀନ ପଟନାୟକ ଜଣେ homo sexual, ସେ ପାଣ୍ଡିଆନ କୁ ସେଥିପାଇଁ ବୋଧହୁଏ ଛାଡି ପାରୁନି l ନିଶ୍ଚୟ ସେ ଦୁଇଜଣ ଙ୍କ ମଧ୍ୟରେ କିଛି ଅଛି l ନବୀନ ମରିବ ସିନା ପାଣ୍ଡିଆନ କୁ ଛାଡିପାରିବନି
@SabitriSahoo-f1o
@SabitriSahoo-f1o 2 ай бұрын
ଖୁବ୍ କମ୍ ଦିନରେ ଓଡିଶା bjp ଦୁବିଯିବ
@ajitkumarpanda6388
@ajitkumarpanda6388 2 ай бұрын
Pandiyan କି ଏ କି,,,,,,ଜଣେ ସାଧାରଣ ଲୋକ କୁ କଣ ପାଇଁ ଏତେ security,,,,,,, ସେମାନଙ୍କୁ ED,CBI ଦରକାର,,,,,bjp ସରକାର ବଦନାମ ହେବା ସ୍ଵାଭାବିକ,,,,,,
@user-qx7xy7sl1q
@user-qx7xy7sl1q 2 ай бұрын
100% right
@BishnucharanRay-xy5ox
@BishnucharanRay-xy5ox 2 ай бұрын
ପାଣ୍ଡିଆନ ହେଲିକ୍ୟାପଟେର ବୁଲି କେତେ ଅଭିଯୋଗ ଆଣିଥିଲେ, କେତୋଟି ସମାଧାନ ହୋଇଅଛି.
@prabinakumarmuduli7573
@prabinakumarmuduli7573 2 ай бұрын
ଅଭିଯୋଗ ତ ଭୁବନେଶ୍ୱର ରେ ବୋଝେଇ ହୋଇଛି । ଗତ ୧୫ ତାରିଖ ରେ ମୁଖ୍ଯ ମନ୍ତ୍ରୀ ତରିଲେ। ଆଉ ଓଡିଶା ସରା କ'ଣ ପ୍ରହସନ ହେଉଥିଲା। ଲୋକ 10 , 15, 20 ବର୍ଷ ଧରି ରାଜ ଧାନି ଦଉଡି -୨ ଗୋଡ଼ରେ ଚାନ୍ଦି।
@muralidharnayak5237
@muralidharnayak5237 2 ай бұрын
​@@prabinakumarmuduli7573mm
@muralidharnayak5237
@muralidharnayak5237 2 ай бұрын
Good analayed sir
@sudarsandalai7001
@sudarsandalai7001 2 ай бұрын
ପାଣ୍ଡିଆ କୁ ଶାହା ଘଣ୍ଟ ଘୋଡାଉଛି
@saratachandrakarjee1227
@saratachandrakarjee1227 2 ай бұрын
ସବୁ ଚୁର
@santoshnanda7811
@santoshnanda7811 2 ай бұрын
BJD ରେ ଥିବା ଅନେକ ଲୂଟେରାଙ୍କ ତଥ୍ୟ ସରକାରଙ୍କ ପାଖରେ ଅଛି. ଏ ସବୁ ସରକାର ଖୋଲୁବାକୁ ଚାହୁଁନାହାନ୍ତି କିଛି ଭିତିରି ବୁଝାମଣା ଅଛି କି? ରାଜ୍ୟସଭାରେ ସମର୍ଥନ ତ ଦରକାର.
@ramakantapanda6476
@ramakantapanda6476 2 ай бұрын
You are right
@ArunDas-hc5zz
@ArunDas-hc5zz 2 ай бұрын
ଜନତା ଙ୍କୁ ବେଇମନି କରୁଛି ମୋହନ ସରକାର ।ଲୋକଙ୍କ ଆଶା,ଆକାଂକ୍ଷା,ଆକ୍ରୋଶ କୁ ଅଣଦେଖା କରିବା ଠିକ୍ ହେଉନାହିଁ।
@arabindamishra4045
@arabindamishra4045 2 ай бұрын
ବିଜେଡି ଦଳ ଓ ଏହାର ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ର ପ୍ରୟାସ ଯଦି ସତ ହୋଇଥାଏ ତେବେ ତାହା ମହଙ୍ଗା ପଡିବ, ଏହା ବିଜେପି ଓ ଏହାର ରାଜ୍ୟ ତଥା ଶୀର୍ଷ ନେତୃତ୍ୱ ଙ୍କୁ ମନେ ରଖିବା ଆବଶ୍ୟକ।
@SabitriSahoo-f1o
@SabitriSahoo-f1o 2 ай бұрын
ଆଗାମୀ ୨୦୨୯ ରେ ଜନତା ଠିକ୍ ଜବାବ ଦେବେ
@ramakantapanda6476
@ramakantapanda6476 2 ай бұрын
Right
@srikantamishra9127
@srikantamishra9127 2 ай бұрын
Right 👍
@abhijitmohanty8284
@abhijitmohanty8284 2 ай бұрын
Mate bi laguchi bjp chup basichi,hau ame 2029 re bi dekheidabu
@prasantapanda1703
@prasantapanda1703 2 ай бұрын
ବିଜେଡି ସରକାରରେ ହେଇଥିବା ହତ୍ୟା, ଧର୍ଷଣ, ଚୋରି, ଦୁର୍ନୀତି ଗୁଡାକୁ ତଦନ୍ତ କରି ସେଥିରେ ସମ୍ପୃକ୍ତ ଥିବା ନେତା ଓ ଅଫିସର ମାନଙ୍କୁ ଜେଲରେ ଭର୍ତି ନକରେ ତେବେ ଆଗାମୀ ଦିନରେ ବିଜେପି ଓଡିଶାରୁ ସଫା ହେଇଯିବ, ବିଜେଡି ବିଜେପି ଭାଇ ଭାଇ ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ଯୋଉ ଅଭିଯୋଗ କରୁଥିଲା ତାହା 100 % ସତ୍ୟ ବୋଲି ପ୍ରମାଣିତ ହେଉଛି, ମୁଁ ଭାବୁଛି ବିଜେପିକୁ ଭୋଟ ଦେଇ ଭୁଲ ହେଇଗଲା ବୋଲି ଜଣାପଡୁଛି, ବିଜେପି ବଦଳରେ କଂଗ୍ରେସକୁ ଭୋଟ ଦେବାର ଥିଲା ବୋଲି ଆଜି ମନରେ ପ୍ରଶ୍ନ ଉଙ୍କି ମାରୁଛି
@kishorechoudhury7844
@kishorechoudhury7844 2 ай бұрын
ମୋହନ ଙ୍କୁ ଅନୁରୋଧ, ଦଳ ପାଇଁ ବା ଦଳର କିଛି ପ୍ରଭାବଶାଳୀ ଙ୍କ ପାଖରେ ନିଜର ସ୍ୱାଭିମାନ କୁ ବିକି ନଦିଆନ୍ତୁ।
@hiteshkumarpradhan254
@hiteshkumarpradhan254 2 ай бұрын
Emti hin huea , namaku matra ରାଜା but instructions re chalibe
@kishorechoudhury7844
@kishorechoudhury7844 2 ай бұрын
@@hiteshkumarpradhan254 Naveen, Pandia instructions re chaluthila boli samaste kaana semiti hebe?
@t4trilochankarji585
@t4trilochankarji585 2 ай бұрын
ଆପଣଙ୍କର ବିଚକ୍ଷଣ ତଥ୍ୟ ଉପସ୍ଥାପନା ପାଇଁ ଯେତେ ଧନ୍ୟବାଦଦେଲେ ବି କମ ହେବ
@saratsahu4354
@saratsahu4354 2 ай бұрын
ମୋହନ ସରକାର ଡରିଗଲେଣି ବୋଧେ, କାରଣ ସବୁବେଳେ ନବୀନ ର ପାଦ ଧରୁଛନ୍ତି
@RajendraRajendra-di4uk
@RajendraRajendra-di4uk 2 ай бұрын
Bhai,Charan,sarkar,kanajane,nabinraodisa
@trilochanpatnaik6321
@trilochanpatnaik6321 2 ай бұрын
BJD ଦଳରେ ଯେପରି ମୂଷା ଥିବାରୁ BJD ସରକାର ରୁ ଗଲା ଏବେ BJP ସରକାର ରେ ମଧ୍ୟ କିଛି ମୂଷା ଅଛନ୍ତି ଯେଉଁମାନେ ଓଡ଼ିଶା BJP କୁ BJD ଦଶା ଭୋଗିବାକୁ ପଡିବ।
@bhubananandamishra7480
@bhubananandamishra7480 2 ай бұрын
ଏ ସରକାର ପାଣ୍ଡିଆନ କୁ ଡରୁଚି ଓ ନବୀନଙ୍କୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବୁଛି. ଏ ସରକାର ଅତିଶୀଘ୍ର ବଦନାମ ହୋଇଯିବ
@harijagat9133
@harijagat9133 2 ай бұрын
Badnam hei sarichhi
@santoshprasadmishra4977
@santoshprasadmishra4977 2 ай бұрын
Right
@RajendraRajendra-di4uk
@RajendraRajendra-di4uk 2 ай бұрын
Bhai,nabin,chahile,pm,,halijiba
@dpnayak19
@dpnayak19 2 ай бұрын
😂😂😂
@bishnucharnrana3282
@bishnucharnrana3282 2 ай бұрын
ଦୁର୍ନୀତିର ମହାନାୟକ ନବୀନ ପଟ୍ଟନାୟକଙ୍କ ଗିରଫ ଆମେ ଦେଖିବାକୁ ଚାହୁଁଛୁ ।ନିର୍ଭୟ ଗୁମର କଥାର ଗୁରୁତ୍ଵ ମୋହନ ମାଝୀ ସରକାର ଅନୁଭବ କରନ୍ତୁ ।
@BiduutaravaSahoo
@BiduutaravaSahoo 2 ай бұрын
Pandiyan l 100 koti CBI ku
@manasdas5715
@manasdas5715 2 ай бұрын
ଦିଲ୍ଲୀ ଫାଲୁଆ ର ଅଭୟ ବର ପାଇଁ ଏ ଅବସ୍ଥା ଓଡ଼ିଶା ରେ ସୃଷ୍ଟି ହୋଇଛି 😢🙏
@sagarodisha
@sagarodisha 2 ай бұрын
ପାଦ ଚଟା ସରକାର କୁ ଭୋଟ ଦେଇ ଅତ୍ୟନ୍ତ ନିରାଶା ଲାଗୁଛି। A spineless Govt. At State. ଏମାନଙ୍କ କାର୍ଯ୍ୟକଳାପ କୁ ଦେଖି ଲାଗୁଛି ନବୀନ ସରକାର ହିଁ ଭଲ ଥିଲା।
@pramodkumarmishra7657
@pramodkumarmishra7657 2 ай бұрын
ମୋହନ ସରକାର ମୋଦୀଙ୍କ ନିର୍ଦ୍ଦେଶରେ ନବୀନ ପଟ୍ଟନାୟକଙ୍କ ପାଦ ସେବା କରୁଛନ୍ତି । କାରଣ ତାଙ୍କ ପାଖରେ ୯ ଟି ରାଜ୍ୟସଭା ସିଟ ଅଛି ।
@rakeshkumarjena8824
@rakeshkumarjena8824 2 ай бұрын
Ek dum thik karana
@padmanavsahoo8432
@padmanavsahoo8432 2 ай бұрын
ସତରେ କଣ ନୂଆ ଗଠନ ହୋଇଥିବା ମୋହନ ସରକାର ଙ୍କ ର ଓଡ଼ିଆ ଅସ୍ମିତା ନାହିଁ କି ?ଯଦିଅଛି ତେବେ ପାଣ୍ଡିଆନ ନିର୍ବାଚନ ରେ ବୁଲୁଥିବା ହେଲିକ୍ୟାପ୍ଟର ରେ ହୋଇଥିବା କୋଟି କୋଟି ଅର୍ଥ ର ଯାଞ୍ଚ ହେବା କଥା ନୁହେଁକି ? ତେବେ ମୋହନ ସରକାର ଯାଞ୍ଚ ପାଇଁ ଡ଼ରୁଛନ୍ତି କାହିଁକି ?
@SantoshKumarBhoi-w7h
@SantoshKumarBhoi-w7h 2 ай бұрын
ଆମେ ସମସ୍ତେ କେବଳ ଅନ୍ଧାର ରେ ବାଡ଼ି ବୁଲାଉଛେ ଏ ସବୁ ପଛରେ କିଏ ଅଛି ପାଣ୍ଡିଆନ୍ ଜାଣିଛି ଆଉ ମୋହନ୍ ମାଝୀ ଜାଣିଛନ୍ତି।
@kalyankumardas4423
@kalyankumardas4423 2 ай бұрын
Absolutely corect
@manojbabu6690
@manojbabu6690 2 ай бұрын
🙏
@prananathpati9976
@prananathpati9976 2 ай бұрын
ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହେଁ। ସେ ଚାକର ବାକର ହେବାକୁ ଯୋଗ୍ୟ।
@laxmidharnayak4191
@laxmidharnayak4191 2 ай бұрын
ଏ ସରକାର ଠାରୁ ଗତ ସରକାର ର ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଶା କରିବା ଅରଣ୍ୟ ରୋଦନ ସହ ସମାନ। ଉପସ୍ଥାପନା ପାଇଁ ଧନ୍ୟବାଦ ନମସ୍କାର।
@kiranbalamohanty8084
@kiranbalamohanty8084 2 ай бұрын
Thank you Nabin Babu for your analysis n creating awarness among the people of Odisha🙏
@BabitaMishra-yx2hr
@BabitaMishra-yx2hr 2 ай бұрын
ସାର୍ , ନମସ୍କାର । ମତେ ଲାଗୁଛି ଆଉ କିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛି !
@bijayaharichandan1592
@bijayaharichandan1592 2 ай бұрын
Sir ନବୀନ କେବେ ମରିବେ ସବୁ ସମସ୍ୟାର ସବୁ ସମାଧାନ ହୋଇଯିବ
@rajendranathnayak6904
@rajendranathnayak6904 2 ай бұрын
Correct answer
@BHARATSAGAROFFICIAL
@BHARATSAGAROFFICIAL 2 ай бұрын
Absolutely right
@BishnucharanRay-xy5ox
@BishnucharanRay-xy5ox 2 ай бұрын
କେବଳ ଆପଣ ଏକ ମାତ୍ର ସେଚେତକ ଜିଏ କି ସବୁ ଅସୁବିଧା ସୁବିଧା କୁ ଉଜାଗର କରୁଛନ୍ତି. ଅଙ୍ଗନବାଡି ରେ 10% ରୁ କମ ପିଲାମାନେ ଆସୁଛନ୍ତି. କେବଳ cc କ୍ୟାମେରା ଵେବସ୍ତା ହେଲେ ଜଣା ପଡିବ
@runupradhan2486
@runupradhan2486 2 ай бұрын
Anganwadi bisayare kichi na Jani kn pain e Mata!. 10% pila jadi asichanti eha kahara vul. Se area ra pila kn Mari jaichati je anganwadi asunahanti . Parents ra responsibleity AWC ku prepare Kari helper hatare pathaiba. Helper gharu Tani aniba nahin. Jadi se center. Ku didi asunahanti tebe office ku commission dei rahibe. Office nahale chadibani . Govt 7.14 re morning snacks o anda vata hoipariba . Ethara kuhantu bhul kahara . Au gote katha kuhantu sei 100ercent pilaku randhi le helper jadi worker ra 50 percent darama paiba tebe worker kahinki AWC asiba. Teacher ra half darama kn roseya pauchi? Justice for anganwadi workers.
@durgaprasadkar8555
@durgaprasadkar8555 2 ай бұрын
ମୋହନ ସରକାର ପାଂଡୁ ଠାରୁ ମାଲ ପାଇ ଛନ୍ତି କି?
@prasanpatro2044
@prasanpatro2044 2 ай бұрын
ମହନ ସରକାର, ନବୀନ ପାଖରେ ମହାନ ହେଵା କୁ ଚାଲିଛି ଚେଷ୍ଟା, ଏମାନଜୁ ମହାଗା ପଡ଼ିବ ପୁଣି କଂଗ୍ରେସ ଆଗମନ ହେବ l
@tunapallei1017
@tunapallei1017 2 ай бұрын
ବିଜେପି କେଵେବି ଵିଜେଡି କୁ ଦଣ୍ଡଦେଇପାରିଵେ ନାହି କାରଣ ଏମାନେ ବିଜେଡିକୁ ଭୟ କରନ୍ତି
@sisirsahoo5931
@sisirsahoo5931 2 ай бұрын
କୌଣସି ଭୟ ନାହିଁ ଭାବ ପୀରତି ଚାଲିଛି l
@Ambulrai
@Ambulrai 2 ай бұрын
Because Pandian will expose Naveen gay Relationship with him.
@Puspa-lata
@Puspa-lata 2 ай бұрын
​@@Ambulraiସତ କଥା, ନବୀନ ଗୋଟେ gay ଆମେ ମଧ୍ୟ ଜାଣିଛୁ
@Ambulrai
@Ambulrai 2 ай бұрын
@@Puspa-lata Pandian ra power ku shortcut ra secret.
@akhsyakumarbehera7298
@akhsyakumarbehera7298 2 ай бұрын
ମୋହନ ସରକାର ଓଡ଼ିଆଙ୍କୁ ନିରାସ କରିବ
@kndehury8388
@kndehury8388 2 ай бұрын
You are right.
@prasantpradhan3925
@prasantpradhan3925 2 ай бұрын
🤣ମୋହନ ସରକାର ଦବ 500କୋଟି କାହିଁକି ମୋହନ ଙ୍କ ମାସିକିୟା ଧରମ ଭାଇ ପାଣ୍ଡିଆନ...ଧରମ ଭାଇ ଙ୍କ ପାଇଁ ଦାନ କରିବେ 500କୋଟି ମୋହନ ମାଝି. ଆପଣ ମାନେ ଖୁସି ତ 🤣
@SantoshKumarBhoi-w7h
@SantoshKumarBhoi-w7h 2 ай бұрын
କାହାର କିଛି ହବନି କେବଳ ଓଡିଶା ଓ ଓଡିଶା ବାସିଙ୍କର ଦୁର୍ଭାଗ୍ୟ।
@ParthasarathiRout-z9l
@ParthasarathiRout-z9l 2 ай бұрын
ଆପଣଙ୍କ ଚର୍ଚ୍ଚା କୁ ମାନନୀୟ ଜୟ ପଣ୍ଡା ଙ୍କୁ ଥରେ ନିମନ୍ତ୍ରଣ କରନ୍ତୁ ନା
@brajamohanpati7797
@brajamohanpati7797 2 ай бұрын
🙏ନମସ୍କାର ଆଜ୍ଞା ବହୁତ ୨ ଧନ୍ୟବାଦ. ନା ନିର୍ଭୟ କହୁଛନ୍ତି ନିର୍ଭୟ ସତକଥା କହି ସରକାର ଙ୍କୁ ସାହସ ଓ ରାସ୍ତା ଦେଖାଉଛନ୍ତି ଜଗନ୍ନାଥ ଆପଣଙ୍କର ମଙ୍ଗଳକରନ୍ତୁ 👏
@childcare6895
@childcare6895 2 ай бұрын
ଯେମିତି ଗିରିଧର ଗମାଙ୍ଗ ବିଦା ହେଲେ. ସେପରି ମୋହନ ମାଝୀ ଙ୍କର ମୁଣ୍ଡରେ ଅଠା ବୁଲା ହେବ. ସେ ଆଧାରୁ ବିଦା ହେବେ. ଆଉଜଣେ ମୁଖ୍ୟମନ୍ତ୍ରୀ ହେବେ.
@sisirsahoo5931
@sisirsahoo5931 2 ай бұрын
ପାଣ୍ଡିଆନ ସହିତ ଭାବ ପୀରତି ରେ ଭାଜପା ର ଧର୍ମେନ୍ଦ୍ର ପ୍ରଧାନ ଥିଲେ ଆଉ ଏବେ ବି ଅଛନ୍ତି l ଆଉ ମୋହନ ସରକାର ତାଙ୍କ ନିର୍ଦେଶ ରେ କାମ କରୁଛନ୍ତି l ଆପଣ ଜାଣିକି କହିପାରୁନାହାନ୍ତି ଆମେ ସାଧାରଣ ଲୋକ ଠୋ ଠୋ ସବୁ କହିଦବୁ l
@rajendranathnayak6904
@rajendranathnayak6904 2 ай бұрын
You are right
@AshokPanda-qt4qn
@AshokPanda-qt4qn 2 ай бұрын
Sir Apankar Akalana 100% sata Samajaro ko Esata kafeehen Aha Center ra chala Bandey Mataram Victory to the Maa Bharati 🙏
@ashokpattanik6945
@ashokpattanik6945 2 ай бұрын
ନମସ୍କାର ସାର୍।ନବୀନ ଙ୍କ ଚର୍ଚ୍ଚା କୁ ନବୀନ କେବେ ଆସିବେ।ଦୟାକରି ଜଣାଇବେ।
@swadhikarbetaj3768
@swadhikarbetaj3768 2 ай бұрын
ଯେଉଁ ରାଜ୍ୟର ମୂଖ୍ଯମନ୍ତ୍ରୀ ବିରୋଧୀଦଳର ନେତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୁଅନ୍ତି ଏବଂ ଯେଉଁ ଦଳର ହେବିୱେଟ୍ କେନ୍ଦ୍ରମନ୍ତ୍ରୀ ସେହି ବିରୋଧୀଦଳର ନେତାଙ୍କୁ ତଳୁ ଦେଖି ବହୁ ଆନନ୍ଦର ସହିତ ମଞ୍ଚ ଉପରକୁ କୋଳେଇ ନେଇଯାନ୍ତି, ସେ ଦଳକୁ ଓଡ଼ିଶାବାସୀଙ୍କର ଆଉ ଚିହ୍ନିବାକୁ ବାକିନାହିଁ।ଏତିକି ବିଜେପି ଦଳକୁ ମନେରଖିବା କଥାଯେ,ଚାଷୀ ହୁଡିଲେ ବର୍ଷେ ଓ ଭୋଟର ହୁଡିଲେ ପାଞ୍ଚ ବର୍ଷ। ଏ ପବ୍ଲିକ ହୈ ଭାଇ! ସବ୍ ଜାନତେ ହୈ।ଏକା ମାଘ ରେ ଶୀତ ଯାଏନି ବଂଧୁ?
@arjuncharansamal7344
@arjuncharansamal7344 2 ай бұрын
ଭୁବନେଶ୍ବରରୁ ଧଉଳି ଟା ଭୁବନେଶ୍ବର ଭିତରେ। ଭୁବନେଶ୍ବରରୁ ପିପିଲି 20 km ଧଉଳି ନୁହଁ।
@netajidash9367
@netajidash9367 2 ай бұрын
ଜଣେ ମୋହନ ଏକାକୀ ଦାୟୀ ନୁହଁନ୍ତି। ଆର ମୋହନଙ୍କୁ ବି ପଚାରିବା ଦରକାର କାରଣ ସେ ଦଳର ମୁଖ୍ୟ ଏବଂ ଅନେକ ପ୍ରତିଶ୍ରୁତି ଦେଇଥିଲେ ପ୍ରଚାର ବେଳେ। ଦଳର କ'ଣ କିଛି ଭୂମିକା ନାହିଁ ସରକାରଙ୍କୁ ମାର୍ଗଦର୍ଶନ ଦବାରେ?
@BabaJCBBaba-e8w
@BabaJCBBaba-e8w 2 ай бұрын
ସେଇ "ହେଲିକପ୍ଟର" ପାଇଁ ବୈଜୟନ୍ତ ପଣ୍ଡା, ସୈମ୍ଯରଞ୍ଜନ ବାବୁ "ବାମ୍ଫ" ନେଇଛନ୍ତି ତେଣୁ, ମୋହନ ସରକାର ଆଉ ବାମ୍ଫ ନେବାକୁ ଚାହୁଁନାହାଁନ୍ତି .. 🤪
@biren81
@biren81 2 ай бұрын
Very good point and honourable Mr.Naveen Babu highlighted through media , appreciated
@abinashnayak3913
@abinashnayak3913 2 ай бұрын
ଆପଣଙ୍କ ମୁଁ କହୁଛି ଦୟାକରି ଯଦି ବିଜେପି ର ବଡ ବଡ଼ ନେତାଙ୍କୁ କୁହନ୍ତୁ ଜଣେ ବିଚାରପତି ଦ୍ୱାରା ବିଜେଡି ସରକାର ଙ୍କ ସବୁ ଯୋଜନା କୁ ତଦନ୍ତ କରନ୍ତୁ l
@bhagirathibehera553
@bhagirathibehera553 2 ай бұрын
ସେ ନିଷ୍ପତି ନେଇଛନ୍ତି ଶାହା
@sangramkar1198
@sangramkar1198 2 ай бұрын
It seems BJD and BJP are both two sides of a coin. They stay together but don't look each other.
@debendranathdas4023
@debendranathdas4023 2 ай бұрын
ମୋହନ ମାଝି କଣ କରିବେ?ରାଜ୍ୟ ସଭାରେ NDA ର ସଂଖ୍ୟା କିଛି କମ୍ ଅଛି.ନବୀନ ରାଜ୍ୟ ସଭାରେ ସମର୍ଥନ ଦେବାକୁ ରାଜି ହୋଇଛନ୍ତି.ପାଣ୍ଡିଆନ ଙ୍କ ବିରୋଧରେ କିପରି ଯାଇ ପାରିବେ?
@santoshsingh-im7ne
@santoshsingh-im7ne 2 ай бұрын
Aparajita Sarangi should be CM. Otherwise BJP will lose Odisha for ever. I request PM MODIJI to save Odisha from Naveen & Pandian
@jitendrakumarswain23
@jitendrakumarswain23 2 ай бұрын
Aparajita 😂😊
@AshokPanda-qt4qn
@AshokPanda-qt4qn 2 ай бұрын
Aparajita Madam CM heba uchhit
@narendrabarik9855
@narendrabarik9855 2 ай бұрын
ମୋହନ ବାବୁ ପାଣ୍ଡିଆ କୁ ଗିରଫ କରନ୍ତୁ
@mahendramallick9753
@mahendramallick9753 2 ай бұрын
ମୋହନ ସରକାର, ପଣ୍ଡିଆନଙ୍କୁ କାହିଁକି ଡ଼ରୁଛନ୍ତି?
@manojdikshit1308
@manojdikshit1308 2 ай бұрын
ଆପଣଙ୍କ ଆଲୋଚନା ମୋହନ ମାଝି ସାର ଶୁଣୁଛନ୍ତି କି ନାହିଁ ?
@hiteshkumarpradhan254
@hiteshkumarpradhan254 2 ай бұрын
Na ma , se futa toda neba ru nibruta hele sina
@ajaykumarmohapatra3530
@ajaykumarmohapatra3530 2 ай бұрын
Sir, Instead of defensive playing the present Govt should act aggressively & expose the Loot...... during the previous Govt.
@binayakpaikaray8221
@binayakpaikaray8221 2 ай бұрын
ଓଡ଼ିଆ ଅସ୍ମିତା,ଅଣଓଡ଼ିଆଙ୍କ ଶାସନ ଆଉ ପ୍ରଭାବ,ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା,ଖଣିଦୁର୍ନୀତି,5T ଦୁର୍ନୀତି ବିଦ୍ୟାଳୟ ରୂପାନ୍ତରଣ ଦୁର୍ନୀତି,ଜଗନ୍ନାଥଙ୍କୁ ଗାଡ଼ିପଛରେ ବସାଇ ବୁଲାଇବା ଓ ଭିକ୍ଷା ମଗାଇବା ଆଦି କଥା ପ୍ରଚାର କରି ଭାଜପା ନିର୍ବାଚନ ଜିତିଲା। ସରକାର ଗଠନ କଲା। କିନ୍ତୁ ସରକାର ଗଠିତହେବାପରେ ଭାଜପା ସରକାରଙ୍କ ନବୀନ ଓ ପାଣ୍ଡିଆନ ପ୍ରୀତି ବହୁ ପରିମାଣରେ ବଢ଼ି ଯାଇଛି। ଆପଣଙ୍କ ରାଜନୀତିକ ବିଶ୍ଳେଷଣ ଅତ୍ଯନ୍ତ ଉଚ୍ଚକୋଟିର। ଅପଣଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ। ଆପଣଙ୍କୁ କୋଟି କୋଟି ପ୍ରଣାମ।
@nabakishoresahoo5712
@nabakishoresahoo5712 2 ай бұрын
ଧନ୍ୟବାଦ ନ ଦେଇ ରହିହେଉନି l🙏
@sailendudhal6055
@sailendudhal6055 2 ай бұрын
ବୋଧ୍ ହୁଏ, BJP ସରକାର ଭାବୁଛନ୍ତି ପାଣ୍ଡୁ ବାବୁ ପାଇଁ BJP ସରକାର ଗଠନ ହେଲା ଓଡ଼ିଶା ରେ।
@drdnnayak5594
@drdnnayak5594 2 ай бұрын
Great.
@sangramkishoredasdas2424
@sangramkishoredasdas2424 2 ай бұрын
ପରିବର୍ତ୍ତନ ର ମୁଖ୍ୟ ଭୂମିକା ନେଇଥିବା ଭୋଟର ଙ୍କ ଆଶା ନିରାଶ ରେ ରୂପାନ୍ତରିତ ହେବାକୁ ଯାଉଛି ।
@prabinakumarmuduli7573
@prabinakumarmuduli7573 2 ай бұрын
Sir you are 100% Correct if all those matters are true BJP will be suffer a lote in coming election. Congress road is clear.
@rautrayapat6822
@rautrayapat6822 2 ай бұрын
ବୋଧ ହୁଏ ପଣ୍ଡିଆନ୍ ନବୀନ ଓ ମୋହନ ସରକାର ଚାଲିଛି।
@PramodKumarPradhan-mw8vp
@PramodKumarPradhan-mw8vp 2 ай бұрын
ଗାଁ ଗହଳିରେ ଅଧିକ ମାତ୍ରାରେ ବି,ଜେ,ଡି ବି,ଜେ,ପି ଆମେ କହିଥିଲୁ ଖଣି,ବାଲି କେତେ ଖାଉଚ,ଖା ଡବଲ ଇଞ୍ଜିନି ଆସିଲେ ତମ ଅଣ୍ଟା ଭଙ୍ଗା ଜିବ ପାତାଳ ଚାବି ଥିଲେ ବାହାରିବ ଗଣତି,ମଣତି ହେବ ସେଷବୁ ନହେଲେ ଆମେ ଗାଁଉଲି ଲୋକେ ଅପଦସ୍ତ ହେବୁ ନାକ ନିଶ ତଳେପଡିବ ଆମେ ମାନେ ଜେଉଁ ଭଳି ମୋହନ ସରକାରଙ୍କୁ ଟେକି ଧରିଛୁ ଆମ ଟେକ ରଖନ୍ତୁ ମୋହନ ସରକାର
@santoshpradhan2509
@santoshpradhan2509 2 ай бұрын
ପାଣ୍ଡୁ କୁ କେନ୍ଦ୍ରରୁ ଶାହା ଏବଂ ରାଜ୍ୟରୁ ମନମୋହନ ସାମଲ ଘଣ୍ଟ ଘୋଡାଉଛନ୍ତି,ଏହା ମୋହନ ସରକାର ତଥା ବିଜେପି କୁ ବହୁତ ମହଙ୍ଗା ପଡ଼ିପାରେ ।
@sujaymahapatra2957
@sujaymahapatra2957 2 ай бұрын
Your mind upto Odisha Politics, not to NDA govt. BJP always co-operate BJD. This is order from DELHI.
@adventureworld-vi9ou
@adventureworld-vi9ou 2 ай бұрын
Present govt is totally incapable
@ashoksamal7683
@ashoksamal7683 2 ай бұрын
ଅଲାଯୁକ ସାମ୍ବାଦିକ, ବିଜେପି ମୁଖପାତ୍ର, ବିଜେପି ବିଷୟରେ ଜଣାନାହିଁ
@KamalakantaNayak-z3o
@KamalakantaNayak-z3o 2 ай бұрын
ଆଜ୍ଞା, ମୋହନ ସରକାର ଙ୍କ ଠାରୁ ଆଉ କିଛି ଆଶା କରିବା ଉଚିତ୍ ନୁହେଁ।
@BiduutaravaSahoo
@BiduutaravaSahoo 2 ай бұрын
We appreciate and support you sir
@santoshnanda7811
@santoshnanda7811 2 ай бұрын
ମୋହନ ସରକାରଙ୍କ ରିମୋଟ ଅଛି ପାଣ୍ଡିଆଙ୍କ ପାଖରେ ନ ହେଲେ ଏମିତି ହୁଅନ୍ତା ନାହିଁ.
@ramachandrasahoo1921
@ramachandrasahoo1921 2 ай бұрын
ଧନ୍ୟବାଦ ସାର୍ ଆପଣଙ୍କ ବିଚାର ମତାମତ ଉପସ୍ଥାପନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଆଗକୁ ଆହୁରି ସୁନ୍ଦର ସୁନ୍ଦର ଶବ୍ଦରେ ମନକୁ ଛୁଇଁଲା ପରି ଲେଖନ୍ତୁ ଜୟ ଶ୍ରୀରାମ 🚩🚩🙏🚩
@AshokPanda-qt4qn
@AshokPanda-qt4qn 2 ай бұрын
Amar Dimakare Pura pasila Jai Sriram 💐🙏
@Harekrishna....947
@Harekrishna....947 2 ай бұрын
Aparajita should be cm
@bmmedia6408
@bmmedia6408 2 ай бұрын
VK PANDIAN ଙ୍କ ପ୍ରସ୍ତାବ ରେ ମୋହନ ସରକାର ତିଆରି ହୋଇଛି.
@odiachunkaraja1045
@odiachunkaraja1045 2 ай бұрын
ତେବେ ଜନ ସାଧାରଣ ଭାବିନେବେ ଯେ ପାଣ୍ଡିଆନ ଙ୍କୁ ବିଜେପି political tree plant କରିଥିଲା। ଶାସନ ଗାଦିକୁ ଆସିବା ପାଇଁ।
@basantibalapanigrahi5289
@basantibalapanigrahi5289 2 ай бұрын
Both have Radhe Radhe
@prabhasray675
@prabhasray675 2 ай бұрын
Jay Shriram
@kulamanimohanty1275
@kulamanimohanty1275 2 ай бұрын
Mr. Nabin Das you are absolutely correct. You are cardially requested to broadcast such type of news frequently.
@deepanjalimohanty9756
@deepanjalimohanty9756 2 ай бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻
@prananathpati9976
@prananathpati9976 2 ай бұрын
ମୋହନ ମାଝି ଗୋଟେ ମାଇଚିଆ କି? ତାକୁ କିଛି କାମ ଜଣା ନାହିଁ। ସେ ଗୋଟାଏ ବଚସ୍କର ଭଳି କାମ କରୁଛି।
@pradeepmisra816
@pradeepmisra816 2 ай бұрын
Everyone is aware of these actions
@Jagannath-oc9ht
@Jagannath-oc9ht 2 ай бұрын
JAI JAI SHREE JAGANNATH.
@laxminathbarma7374
@laxminathbarma7374 2 ай бұрын
Odisha government has no own administration power
@prustysaurabh
@prustysaurabh 2 ай бұрын
Very nice sir....always attack evil intentions of govt. Great and impartial....
@ajayakumarswain3193
@ajayakumarswain3193 2 ай бұрын
Right sir
@chakradharsahoo3684
@chakradharsahoo3684 2 ай бұрын
Sir government should not forget the intention of public.
@ramachandrapanipani7424
@ramachandrapanipani7424 2 ай бұрын
ଜୟ ଶ୍ରୀଜଗନ୍ନାଥ !
@BhaktaHari-xy3lf
@BhaktaHari-xy3lf 2 ай бұрын
Very good sir ❤❤❤❤❤
@purnachandranaak720
@purnachandranaak720 2 ай бұрын
Mohan babu should understand that he has been given vote to defend Pandian only.But what is mohan babu doing?Wait till Panchayat election and urban elections.Mr Mohan will learn then.
@alekhakumarsahu7529
@alekhakumarsahu7529 2 ай бұрын
If true,then surely 08th WONDER of the world.
Sanyashi Pandian has hijacked BJD । Nirbhay Gumara Katha
21:20
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 14 МЛН
Это было очень близко...
00:10
Аришнев
Рет қаралды 2,8 МЛН
How to whistle ?? 😱😱
00:31
Tibo InShape
Рет қаралды 12 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 261 М.
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН