"ହରିଜନ ଶବ୍ଦ ଯଦି ଏତେ ଭଲ ଲାଗୁଛି ତାହେଲେ ସେମାନେ ନେଇଯାନ୍ତୁ ଆଉ ନିଜ ନାଁ ସହ ଲଗେଇ ରଖନ୍ତୁ"ଲିଙ୍ଗରାଜ ଭୋଇ

  Рет қаралды 1,082,773

Odisha Bhaskar

Odisha Bhaskar

Күн бұрын

Пікірлер: 3 100
@manashnayak2794
@manashnayak2794 Жыл бұрын
ହରିଜନ ରକ୍ତ କଳା ବଡ଼ ଜାତି ଲୋକଙ୍କ ରକ୍ତ ନାଲି ମଣିଷ ଗୋଟାଏ ରକ୍ତ ଗୋଟାଏ ଯଦି ମୋ କମେନ୍ଟ ଭଲ ଲାଗିଥିବ ମୋପାଇ ଗୋଟାଏ ଲାଇକି 🙏🙏🙏ସବୁ ଲୋକ ସମାନ କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି
@sanjuktaoram4149
@sanjuktaoram4149 Жыл бұрын
Pita salamanku
@subratkumardash4220
@subratkumardash4220 Жыл бұрын
To vauniki Muslim ghare dei de. Tanka blood bi red
@manashnayak2794
@manashnayak2794 Жыл бұрын
@@subratkumardash4220 ତୋ ଗାଡ଼ି ମାଉଁସରେ କୁକୁର ଗେହୁଁ ମାଗିହା 🐕‍🦺🐕‍🦺🐕‍🦺
@jagyasenikara1975
@jagyasenikara1975 Жыл бұрын
​@@sanjuktaoram41494❤@😂 ❤😂adds as😂w😢😂😂😂lw" Sq qrp😅
@liger3261
@liger3261 Жыл бұрын
@@subratkumardash4220 jadi semana goru mansa khaiba banda karidebe seta bi karidabu😏
@sagarpandit7029
@sagarpandit7029 Жыл бұрын
ନୋ ହରିଜନ ନୋ ବ୍ରାହ୍ମଣ ସବୁ ହିନ୍ଦୁ ଜୟ ହିନ୍ଦୁ ଜୟ ସନାତନ
@NiruRaajVlogs
@NiruRaajVlogs Жыл бұрын
Hmmm sc st kotaa uthei diaa jaau😊
@sagarpandit7029
@sagarpandit7029 Жыл бұрын
@@NiruRaajVlogs ହ ସତକଥା କିନ୍ତୁ congress ତ ଏମିତି କରିଛି ଉଠାଇବାକୁ ବାଟ ମିରୁନୀ ବହୁତ problem ହଉଛି ଯଦି ସରକାର reservation ଦବା କଥା ଯିଏ ଗରିବ ଘରର ପିଲା ତାଙ୍କୁ ମିରିବା ଠିକ୍ ହବ ସିଏ general ହଉ କିମ୍ବା sc st
@A.Mohammad-c3j
@A.Mohammad-c3j 8 ай бұрын
​@@NiruRaajVlogsTala jati manku mandir re Puja karibaku chada jau
@Lawrence-u2l
@Lawrence-u2l 8 ай бұрын
​@@A.Mohammad-c3jtu gyana deni tamara bi ladies mananku masjid chhada jau
@sankarNahak-v9p
@sankarNahak-v9p 8 ай бұрын
Amiti kete budha rahile odisha kebe agaku badhibani Sethi pai odisha tale achhi 2030 pare abhali loka duniya ru gale hi😢
@pradyumnamohanty-cx1lw
@pradyumnamohanty-cx1lw 8 ай бұрын
ଲିଙ୍ଗରାଜବାବୁ, ଆପଣଙ୍କୁ ହରିଜନ ଶବ୍ଦର ପ୍ରକୃତ ଅର୍ଥ ବୋଧହୁଏ ଜଣାନାହିଁ ସେଥିପାଇଁ ଜାରଜ ଶବ୍ଦ ପ୍ରୟୋଗ କରି ଆମ ହରିଜନ ସମ୍ପ୍ରଦାୟକୁ ଅପମାନିତ କରୁଛନ୍ତି l ଆପଣ କୌଣସି ବିବୃତି ଦେବା ପୂର୍ବରୁ ନିଜର ଜ୍ଞାନ ପ୍ରଥମେ ବୃଦ୍ଧି କରନ୍ତୁ l
@SonaliSingh-r6c
@SonaliSingh-r6c 8 ай бұрын
Gyana bantina darkar nahi
@PuspalataMaity
@PuspalataMaity 5 ай бұрын
Right pagal bhali kotha houchi
@kedarpadhan9581
@kedarpadhan9581 24 күн бұрын
Bhai sathi pai odisha ku ghariba state kuhati barana karuchati bale bahara jaiki kama karuchu❤❤❤❤❤
@babulnayak6040
@babulnayak6040 Жыл бұрын
ଠିକ୍ କହିଛନ୍ତି ସାର୍ ଆମେ ହରିଜନ ହେଲୁ ବୋଲି ଆମର ଇଯତ୍ ନାଇ ସବୁଠି ହରିଜନ ଯାତିକି ଘୃଣା ଖାଲି ଘୃଣା କଣ ପାଇଁ ଭଲ ଜାତି ଲୁକ୍ ଙ୍କ ହାତ କାଟିଲେ ନାଲି ରକତ ବହୁଛି ଆମ ହରିଜନ ଙ୍କ ଦେହରେ ଧଳା ରକ୍ତ ବୁହୁଚି ଜାତି ବୋଲି ନାରୀ ଆଉ ପୁରୁଷ ଆଉ ଉଡ଼ିଶା ରା ଜାତି ନାହିଁ ତୁରନ୍ତ ଏହାର କାର୍ଯ୍ୟ କଳପ୍ କରାଯାଉ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@subarnnapanda5072
@subarnnapanda5072 Жыл бұрын
Your surname is "nayak" which is a Brahmin surname. SC people who aren't untouchables, their surname is "Naik".
@PapunNayak-pu8cc
@PapunNayak-pu8cc Жыл бұрын
ଭାଇ ମନ ଦୁଖ କରିବ ନାହିଁ ହରିଜନ ଲକେ ଜେଉ ବସୁଧରେ ଚାଲୁଛୋନି ବଡ ଲକେ ବସୁଧରେ ଚାଲୁ ନାହାଁ ନିୁକି ତାହେଲେ ଛଆଁ ଆସିଲା କେଉଠୁପଚାରିବତି
@hariharapanigrahy
@hariharapanigrahy 8 ай бұрын
ଆଜି ପର୍ଯ୍ୟନ୍ତ କେହି 'ହରିଜନ' ଶବ୍ଦ ର ଅର୍ଥ ଜାରଜ ସନ୍ତାନ ବୋଲି କହିନଥିଲେ, ୟେ ଲୋକ ର ବୋଧେ ଅଧିକା ଞାନ। ୟେ ଲୋକ ର ଉଦେଶ୍ୟ କେବଳ ସିନେମା ର ପ୍ରଚାର କରିବା ଛଡା ଆଉ କିଛି ନୁହେଁ। ଫିଲ୍ମ ର ନିର୍ମାତା ଆଉ ନିର୍ଦ୍ଦେଶକ ଙ୍କ ଠାରୁ କିଛି ଲାଭ ଆଶା ରେ ଏହା କରାଯାଉଛି।
@ajodhyanath4284
@ajodhyanath4284 Жыл бұрын
ଜୟ ଜଗନ୍ନାଥ 🙏🌹🙏 ବହୁତ ଭଲ କଥା ମୁଁ ଆପଣଙ୍କୁ ସ୍ଵାଗତ କରୁଛି ଏ ପ୍ରତିବାଦ ପାଇଁ...👍👍👍
@baishnabcharansahoo9119
@baishnabcharansahoo9119 Жыл бұрын
ବହୁତ ସୁନ୍ଦର ଭୋଇ ବାବୁ,ଆମ ଓଡ଼ିଶାର ବହୁଜନ ସମାଜ କୁ ଭଲଭାବେ ବୁଝାଇ ଦିଅନ୍ତୁ ଯେ SC.ST.OBC ଏମାନେ ହିନ୍ଦୁ ନୁହନ୍ତି।ଏମାନେ କେତେ ପୂଜା କଲେ ମଧ୍ୟ ବ୍ରାହ୍ମଣ ହୋଇ ପାରିବେ ନାହିଁ।SC,ST, OBC ବନ୍ଧୁଗଣ ଥରେ ଆପଣମାନେ ଚେଷ୍ଟା କରି ଦେଖି ପାରିବେ।ଯେଉଁ ମାନେ ଆପଣମାନଙ୍କୁ ହିନ୍ଦୁ କହି କାଳ୍ପନିକ ଦେବୀ,ଦେବତା ପୂଜା କରିବା ପାଇଁ କିମ୍ବା ପୀତୃଶ୍ରାଧ,ସ୍ବର୍ଗ,ନର୍କ,ପୁନର୍ଜନ୍ମ କାହାଣୀ କହି ଅନେକ ଦିନରୁ ଆପଣ ମାନଙ୍କୁ ଶୋଷଣ କରି ଆସୁଛନ୍ତି।ସେମାନଙ୍କୁ ଏତିକି କେହି ଦେଖନ୍ତୁ ଯେ ଆମେ ହିନ୍ଦୁ ଓ ଆପଣ ହିନ୍ଦୁ।ତେଣୁ ଆମ ଛୁଆ ମାନଙ୍କର ସାଂସାରିକ ଭାବେ ବାହାଘର କରି ପାରିବା କି?ଦେଖିବେ ସେ କଣ ଉତ୍ତର ଦେଉଛନ୍ତି।ଏହି ଚକ୍ରାନ୍ତ କୁ ଯେତେଦିନ ଯାଏ ମୂର୍ଖ SC,ST, OBC ବୁଝି ପାରୁ ନାହାଁନ୍ତି,ସେତେଦିନ ପର୍ଯ୍ୟନ୍ତ ଏହା ଚାଲିବ।ବାସ୍ତବରେ ଭଗବାନ ର ଅର୍ଥ ହେଉଛି।ଭୂମି ରୁ ଭ,ଗଗନ ରୁ ଗ,ବାୟୁ ବା,ନିର ନ।ଏହା ହେଉଛି ବାସ୍ତବରେ ଭଗବାନ।ଏହା ବ୍ୟତୀତ ଏ ପୃଥିବୀରେ କୌଣସି ପ୍ରାଣୀ ବଞ୍ଚିବା ଅସମ୍ଭବ ଅଟେ।
@bibhuranjanbrahma7692
@bibhuranjanbrahma7692 9 ай бұрын
ଠିକ୍ କହିଛନ୍ତି 💯ରୁ💯👍
@baishnabcharansahoo9119
@baishnabcharansahoo9119 9 ай бұрын
@@bibhuranjanbrahma7692 ଧନ୍ୟବାଦ ମହାଶୟ,ଆପଣ ଏହା ବୁଝି ପାରିଲେ।କିନ୍ତୁ ମୂର୍ଖ SC,ST, OBC ଏହାକୁ ୩୫୦୦ ବର୍ଷ ଧରି ମଧ୍ୟ ବୁଝି ପାରୁ ନାହାଁନ୍ତି।ଯେଉଁ କାରଣ ରୁ ,ଯିଏ SC,ST, OBC ମାନଙ୍କ ମୁଁହ ରେ ଟେକି ଓ ପଛରେ ଝାଡୁ ବାନ୍ଧି ଅନେକ ଦିନ ରଖିଥିଲା।ଆଜି ସିଏ SC,ST, OBC ମାନଙ୍କୁ ହିନ୍ଦୁ କହି ବହୁତ ସହଜରେ ଶୋଷଣ କରି ଚାଲିଛି।କିନ୍ତୁ ମୂର୍ଖ SC,ST, OBC ଥରେ ପଚାରି ବୁଝିବା ଦରକାର ଯେ ,ଆପଣ ହିନ୍ଦୁ ଆମେ ମଧ୍ୟ ହିନ୍ଦୁ।ତେଣୁ ସାମାଜିକ ଭାବେ ପରସ୍ପର ମଧ୍ୟରେ ବୈବାହିକ ପ୍ରଥା କୁ ଆରମ୍ଭ କରି ହେବକି?କିନ୍ତୁ ଏହି ବିଷୟରେ SC,ST, OBC ମାନଙ୍କ ମୁଣ୍ଡରେ ୩୫୦୦ ବର୍ଷ ଧରି ମଧ୍ୟ ପଶୁ ନାହିଁ।
@durgaprasadmandal4110
@durgaprasadmandal4110 8 ай бұрын
I am obc and i am kattar hindu 🚩🚩🚩 Jai shree ram 🙏
@durgaprasadmandal4110
@durgaprasadmandal4110 8 ай бұрын
Brahman, vaishya, khetriya, shudra eha bhagwan nka dwara bana jaithiba karma anushare jati. But ethare ame overall hindu. Kintu tume jeun st, sc, obc katha kahuchha seita just constitutional and seita kebala reservation aou anya subidha deba pain banta jaichhi. Ethi kahaku tome boka bhabuchha! 🙄 mind it sanatan dharma na religion, na community. It's a oldest and first dharma jaha kebala sat marga, uchita marga, humaniti, karma aou ishwara nka prati samarpana shikhaichhi. Reservation bhali bhika magiba shikhai nahi.
@durgaprasadmandal4110
@durgaprasadmandal4110 8 ай бұрын
Jadi shastra padhi thanta, tebe emiti murkha bholi comment dei na thanta.
@PrasantaMalick-tl7xb
@PrasantaMalick-tl7xb Жыл бұрын
ହରିଜନଙ୍କୁ ଏତେ ଖରାପ ଆଖିରେ ଲୋକ ଦେଖୁଛନ୍ତି ଏତେ ଛୁଆଁ ବାରୁଛନ୍ତି ହରିଜନ ଲୋକମାନଙ୍କୁ ଏତେ ଘୃଣା କରୁଛନ୍ତି କଣ ଏମାନେ ବ୍ରାହ୍ମଣ ଖଣ୍ଡାୟତ ଦେଖେଇ ହେଉଛନ୍ତୀ ଏମାନେ ମଣିଷ ଆଉ ଯେଉଁ ହରି ଜନ ପସୁ ଏ ସରକାର ଆଖିରେ ଏଇଟା କ'ଣ ଦେଖାଜାଉ ନାହିଁ ଏସବୁ ସଂପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ଦରକାର ଜୟ ଜଗନ୍ନାଥ 🛕🪔🙏🙏🙏🙏🇳🇪🇳🇪
@Lawrence-u2l
@Lawrence-u2l 8 ай бұрын
Seita tame manuchha hela amme kintu manunu
@Lawrence-u2l
@Lawrence-u2l 8 ай бұрын
Sarkar hi tamaku reservation re rakhiki chhota Kari deichhi
@brusabdigal1864
@brusabdigal1864 Жыл бұрын
କି କହିବା ଶୈଳୀ ଅଛି ଆଜ୍ଞା ଆପଣଙ୍କର ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।ଆପଣଙ୍କର ଭଳି ଆଗଧାଡ଼ିଆ ବ୍ୟକ୍ତି ଜଣେ ଥିଲେ ଆମ ସମାଜ ପାଇଁ ଯଥେଷ୍ଟ ।
@damburubehera9976
@damburubehera9976 Жыл бұрын
ସାର୍ ବଢିଆ କହିଲ 🙏🙏, ସଳା ଜାତି ଖୋଜୁଛନ୍ତି
@zxdebaa
@zxdebaa 8 ай бұрын
ଆବେ ମାଗିଆ ହରି ଜନ ଲୋକ ତୋ ବୋଉ କୁ ଗେଇ ବେ ଶଳା ବେଧ ଛୁଆ
@manasmallik3296
@manasmallik3296 Жыл бұрын
ଓଡ଼ିଶାରେ ହରିଜନ ଅଧିକ ଲୋକ ଅଛନ୍ତି ସମସ୍ତେ ଏକ ହୁଅ
@prakashsahu5339
@prakashsahu5339 Жыл бұрын
St sc band kara
@sangramswain5585
@sangramswain5585 Жыл бұрын
Chhodi daba sabu
@gaganbiharimahanta4951
@gaganbiharimahanta4951 9 ай бұрын
ST Sc quata ku govt. Remove from the Indian sambidhan ru This is solution.
@Balaramsahoo476
@Balaramsahoo476 9 ай бұрын
​@@gaganbiharimahanta4951ଲକ୍ଷେ ଲକ୍ଷେ ସପନ୍ତି ଦେଇଛନ୍ତି ତ 😊
@premthebornfighter786
@premthebornfighter786 8 ай бұрын
Harijana jebe bhol job te pae setebele tame Mane kahinki ki objection koruno , kn general obc ete kharap ki kuho
@aloneanu457
@aloneanu457 Жыл бұрын
Right sir ଯେଉଁ ମାନେ ହରିଜନ କହୁଛନ୍ତି ସେମାନେ ପ୍ରକୃତରେ ସେମାନେ low mind ର ମଣିଷ ଯାହା ର ମନିଷ ପଣିଆ ନାହିଁ ଜାତି ବଡ ହେଇ ଗଲେ କେହି ଭଲ ମନିଷ ହେଇ ଯାଏ ନାହିଁ ମଣିଷ ପଣିଆ ଥିବା ଦରକାର ଆମ ଘର ପାଖରେ ଗୋଟେ ବ୍ରାହ୍ଣଣ ଲୋକୋ ଅଛି ହେଲେ ସେ ଏମିତି ଭାଷା ରେ ଗାଳି ଗୁଲଜ କରୁଛି ଯିଏ ଶୁଣିବ ସେ ଭାବି ବ ସେ ଗୋଟେ low cast ର ମଣିଷ ବୋଲି
@rashmiranjan286
@rashmiranjan286 Жыл бұрын
Low caste mane kana ? Kou caste ku low caste kahucha ? Jati jati kahinki heucha bhai ? Jadi tume b taku low caste pari heuchi bhabicha tebe nije janithiba j low caste loke hin semiti karanti boli .
@rashmiranjan286
@rashmiranjan286 Жыл бұрын
Bhai low caste mane kou caste ?
@statuslover8868
@statuslover8868 Жыл бұрын
​@@rashmiranjan286ta bou bia cast😂😂😂
@subarnnapanda5072
@subarnnapanda5072 Жыл бұрын
​@@rashmiranjan286low caste word books re byabahara karajaichhi.
@subarnnapanda5072
@subarnnapanda5072 Жыл бұрын
Humanity has nothing to do with people calling harijan. Harijan simply means the people of God, people of children of Lord Krishna. It's a respected word. No way it's a derogatory word. So you don't need to worry when someone calls you Harijan. I would be happy if someone calls me that. It's a thing of pride.
@LokanathBehera-i4h
@LokanathBehera-i4h 10 ай бұрын
ବାସ୍ତବିକ୍ ଆପଣ ଯାହା ଯୁକ୍ତି ଉପସ୍ଥାପନା କଲେ ତାହା ପ୍ରଣିଧାନଯୋଗ୍ୟ। ଏହା ଉପରେ କିଛି କାର୍ଯାନୁଷ୍ଠାନ୍ ହେବା ଦରକାର ଆମେ ସ୍ଵାଗତ କରୁଛୁ। ଧନ୍ୟବାଦ୍
@balarammallik8766
@balarammallik8766 Жыл бұрын
ଜୟ ଭୀମ,,, ସବୁ ଭାଈ ମାନେ ଏକତ୍ରିତ ହେବା ଏବେ ସମୟ ଆସିଛି ଗାଁ ଗାଁ ରେ ଛୁଆଁ ଅଛୁଆଁ ଭେଦଭାବ ଚାଲିଛି ପ୍ରତି ବାଦ୍ କରିବା 😢😢😢😢 ସବୁ ଗାଁ ରେ ଆନ୍ଦୋଳନ ହେବା ଦରକାର 😢😢😢
@NabaghanaBehera-kv1lr
@NabaghanaBehera-kv1lr Жыл бұрын
Right brother 👍👍
@commontalent.6200
@commontalent.6200 Жыл бұрын
Right bro.
@Indian-gh2tc
@Indian-gh2tc Жыл бұрын
reservation nela bele laja laguni tuma mananku..harijana nku harijana kahibani aau brahmin kahiba na kn??Teacher exam re cut off 0.5% cut off jauchi st nka pain..chii...shame on u...
@balarammallik8766
@balarammallik8766 Жыл бұрын
@@Indian-gh2tc ଆପଣ ଜଣେ ଭଦ୍ର ଲୋକ ତ ଜଦି ଭଦ୍ର ଲୋକ ଥରେ ଚିନ୍ତା କରନ୍ତୁ,,,
@Indian-gh2tc
@Indian-gh2tc Жыл бұрын
@@balarammallik8766 tume mane reservation system bandh kar ta pare hi sabu respect debe...0.5 mark rakhiki qualify heba bandh kara
@debabratabhoi2991
@debabratabhoi2991 Жыл бұрын
କିଛି ମନୁବାଦି ଗୋଷ୍ଟିର ଲୋକ କୁହନ୍ତି ଆଉ ଜାତି ଅଜାତି ନାହିଁ ସେହିମାନଙ୍କୁ କହିବାକୁ ଚାହେଁ ଆମ ସହିତ ଆସନ୍ତୁ ଆପଣମାନଂକୁ ଆମେଦେଖାଇବୁ କି ଆଜିବି ଲୋକମାନେ ଜାତିପ୍ରଥାର ଶିକାର ହେଉଛନ୍ତି ଆଜିବି ଲୋକମାନଙ୍କ ପ୍ରତି ଘୃଣା ଭାବ ଭରିରହିଛି
@ommprakash7
@ommprakash7 Жыл бұрын
Bhai bhoi kau caste?
@SabitaBhoi-j4o
@SabitaBhoi-j4o 9 ай бұрын
Dr, Ambedkar ଙ୍କୁ ସହେ ସଲାମ, ଜୟ ଭିମ୍ ଭାଇ ସମସ୍ତଙ୍କୁ,,,,
@anilkumarjena7590
@anilkumarjena7590 Жыл бұрын
ଧନ୍ୟବାଦ sir, ଆମେ ଆପଣଙ୍କ ସହିତ ଅଛୁ.......
@rudra6171
@rudra6171 Жыл бұрын
ଏଇଥିପାଇଁ ସନାତନ ଧର୍ମ ଆଘାତ ପାଉଛି ଧନ୍ୟବାଦ ସାର
@pitamganda6279
@pitamganda6279 Жыл бұрын
ଆଟୁଭଳମୁସିଳିମ୍,ଧରମଭଳ
@chandrasekharsanta-bj2ux
@chandrasekharsanta-bj2ux Жыл бұрын
👍
@lobhalohar4314
@lobhalohar4314 Жыл бұрын
ତା ହେଲେ ସବୁ କ୍ଷେତ୍ର ରେ କାହିଁକି କୋଟା ରଖା ଯାଉଛି
@gaganbiharinayak8713
@gaganbiharinayak8713 Жыл бұрын
​@@lobhalohar4314କୋଟା 10%ନେଇଗଲ୍ । ଆନ୍ଦୋଳନ କଲ ପୁଣି ଅନ୍ୟକୁହୁଚ ।
@bsdkbaaphunteramcporki1768
@bsdkbaaphunteramcporki1768 Жыл бұрын
@@pitamganda6279 hmm behen ko chodega na muslim Dharma achha lagega na Ganda
@Sort958
@Sort958 Жыл бұрын
ଭାଇ ଜାତି ଅଜାତି କଣ ଜାତିହେଉଛି ଦୁଇଟି ଗୋଟେ ନାରି ଗୋଟେ ପୁରୁସ ଜୟ ଜଗନ୍ନାଥ
@NilanchalaNilanchalanayak
@NilanchalaNilanchalanayak 8 ай бұрын
Correct
@chandankhora6352
@chandankhora6352 8 ай бұрын
Sabu Manisha bujhanti nahi bhai tama bolia
@Lawrence-u2l
@Lawrence-u2l 8 ай бұрын
Seita jati nunha linga 🤣
@sandhyaranipatra9221
@sandhyaranipatra9221 Жыл бұрын
ଆପଣ ଉଚିତ୍ କଥା କହିଛନ୍ତି ସାର୍ 🙏🙏 ଆପଣ ଆଗକୁ ଆଗେଇ ଚାଲନ୍ତୁ ଆମେ ଆପଣଙ୍କ ସହ ସବୁବେଳେ ଅଛୁ👏👏👍
@Ashish_G5
@Ashish_G5 Жыл бұрын
Right
@Pihhukaran
@Pihhukaran Жыл бұрын
​right
@sushantakumarpatra8697
@sushantakumarpatra8697 Жыл бұрын
Right
@sushantakumarpatra8697
@sushantakumarpatra8697 Жыл бұрын
Right
@Rohangulati96
@Rohangulati96 Жыл бұрын
Right sir ମୁଁ ଜଳ ଛତ୍ର କୁ ପାଣି ପିଇବା ପାଇ ଯାଇ ଥିଲି ସେ ବୁଢ଼ୀ ଗାଧଉଥିଲା ବେଶୀ ଖରା ମତେ ବେଶୀ ଶୋଷ ଲାଗୁଥିଲା ମୁଁ କହିଲି ପାଣି ପିଇବି କି ସେ କହିଲା ତମେ ଗଣା ଲୋକ କାହିଁକି ମାଠିଆ କୁ ଛୁଇଁବ କହିଲା କୋଟା ଉଠାଇଲେ ବି ଆମକୁ ସେମାନେ ଘୃଣା ହିଁ କରିବେ ଆମକୁ....100%
@omsahoo4370
@omsahoo4370 Жыл бұрын
Kou jaga ra jalachtra
@Rohangulati96
@Rohangulati96 Жыл бұрын
@@omsahoo4370 chhada bhai ame sc amke ghruna ekha karbe...
@subarnnapanda5072
@subarnnapanda5072 Жыл бұрын
Mane kou district?
@omsahoo4370
@omsahoo4370 Жыл бұрын
@@Rohangulati96 Politics kariba thik nuhe. Gana re kichi jagare achi, jouta education dura sampat kari heba. Jadi eta ku sesa kari pai chaucha. Nija ku chot kahi ki mane karucha. Sri kursna nije kahichanti : manish ra varna the, jouta tanka karma upre nirbhar kare. Jati etc man made, chesta kale sampta hei jiba
@Rohangulati96
@Rohangulati96 Жыл бұрын
@@subarnnapanda5072 Nuapada
@kala-o-sanskrutira-bikash
@kala-o-sanskrutira-bikash 2 ай бұрын
ନୁହେଁ ବ୍ରାହ୍ମଣ କି ନୁହେଁ ହରିଜନ , ମୁଁ କେବଳ ସତ୍ୟ ସନାତନ 🚩 ଜୟ ଜଗନ୍ନାଥ 🙏
@ALWAYSbepositive7497
@ALWAYSbepositive7497 Жыл бұрын
ଫିଲ୍ମ ର ନାଁ ପ୍ରିୟେ ତୋ ବିଆରେ ଗିହେଁ ହେଇଥିଲେ ଭଲ ହେଇଥାନ୍ତା।
@NarayanNayak-z6y
@NarayanNayak-z6y 8 ай бұрын
ଠିକ
@pintusahu195
@pintusahu195 Жыл бұрын
ଜାତିବାଦ..... କେବେ ଉଠିବ ନାହିଁ...
@balaramdas9854
@balaramdas9854 Жыл бұрын
କଣ ପାଇଁ ପୁରା କଥା କୁହନ୍ତୁ,sir ଆପଣଙ୍କ ଅଭିଯୋଗ କଣ ରହିଛି?
@srikantkhillo6423
@srikantkhillo6423 22 күн бұрын
Uthiba knn pain uthi boni
@pintusahu195
@pintusahu195 22 күн бұрын
@@balaramdas9854 ଲୋକ ଙ୍କ ମାନସିକତା ଏତେ ତଳେ ଜାତି କୁ ନେଇକି, ଯାହା ଉଠିବା ପାଇଁ 1000 ବର୍ଷ ଲାଗି ପରେ, ମୁଁ ମୋ ଜୀବନ୍ କାଳ ଗାଆଁ ରେ କାଟି ଆସିଛି.. ଏଠି ସବୁ ଜାତି ର ଲୋକ ମାନେ ନିଜ ଜାତି ଠୁ ଉପର ଜାତି କହୁ ଥିବା ଲୋକ ଙ୍କ ଠୁ ନିନ୍ଦା କଟୁ କଥା ଶୁଣି ଆସୁଛନ୍ତି.... ଯାହା ମୋ ଛାତ୍ର ଜୀବନ୍ ରେ ଅଙ୍ଗେ ଲିଭେଇ ଛି,
@devilsdevils4576
@devilsdevils4576 Жыл бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
@queenofhearts7691
@queenofhearts7691 Жыл бұрын
ବାଳ ନା ପୁରୀ ପଣ୍ଡା କୁ ରାଜ୍ୟ ସରକାର ମାସକୁ ୫୦୦୦୦ ଦେଉଚି ଯିଏ ପୂଜା କି ମନ୍ଦିର କାମରେ ନିୟୋଜିତ । ସେମାନେ ଠକି କି ମାସକୁ ୩ ରୁ ୪ ଲକ୍ଷ ପାଉଚେ ଯାଇ କି ତାଙ୍କ ଘର ଦ୍ୟାର ଦେଖ sc/st କି ବାଳ ମିଳୁଛି ସେମାନେ ଏତେ ପଇସା କମାଉଚେ ପୋଷ୍ଟ କିଣି ନେଉଚେ ଆଉ ଅନୁସୂଚିତ ଜାତିକୁ ବାଳ ମିଳୁଛି🙄
@ChikuLafi
@ChikuLafi Жыл бұрын
Bala miluchi sala SC st sabu thire chada tu maghia Banda janichu sala to maa ku ghihna
@anshumankhamari6931
@anshumankhamari6931 Жыл бұрын
😂😂😂
@subashdalai8893
@subashdalai8893 Жыл бұрын
😂
@hrhomusicentertainmentanga7642
@hrhomusicentertainmentanga7642 Жыл бұрын
Right kahichanti sir
@subarnnapanda5072
@subarnnapanda5072 Жыл бұрын
Exactly!Sabu general loka ta purire hin kama karuchhanti. Koti koti loka purire Puja karuchhanti AAU kichhi kama dhanda nahi tankara.
@santoshjena6843
@santoshjena6843 Жыл бұрын
ଜୟ ଭୀମ ✊✊✊
@pradiptabehera7558
@pradiptabehera7558 9 ай бұрын
ନିଜ ଜାତିକୁ ବଡ ଭାବି ଗର୍ବ କରି କାହାକୁ ଆକ୍ଷେପ କରି କହିବା ନିଯ ଅଂହକାରକୁ ସବସ୍ଥ୍ୟ କରିଥାଏ l
@rkrk9135
@rkrk9135 Жыл бұрын
You are great sir
@reshmasuna6536
@reshmasuna6536 Жыл бұрын
You are right sir🙏
@sonukhansonukhan8387
@sonukhansonukhan8387 Жыл бұрын
Welcome. Bhai. Sunder. Advaice. Salut. Thanks
@sudarsankumar3516
@sudarsankumar3516 Жыл бұрын
Sir,You are right and thank you
@sukantikhara6892
@sukantikhara6892 Жыл бұрын
Correct message sir very very nice❤❤❤❤❤❤❤❤
@apanda653
@apanda653 8 ай бұрын
Sir ଚାକିରି କ୍ଷେତ୍ର ରେ ବି ଏ ପ୍ରକାର ଭାବନା ରଖିଲେ ସମସ୍ତେ ଖୁସି ହୁଅନ୍ତେ
@bikramkaluvlogschannel3215
@bikramkaluvlogschannel3215 Жыл бұрын
ଜୟ ଭୀମ 🙏🙏🙏🙏
@pradeepnaik7299
@pradeepnaik7299 Жыл бұрын
ଆପଣ ଆଗେଇ ଚାଲନ୍ତୁ ଆମେ ସାଥୀରେ ଅଛୁ ସାର୍
@amitpradhan4518
@amitpradhan4518 Жыл бұрын
ମ ବାଳ ନା ଖାଲି ଚାକିରୀ ବେଳକୁ ହରିଜନ କହିଲେ ଚଳିବ ନା କି ତମେ ତ ଏକା ଚାଲାଖ ଆଉ 💔💔💔
@sidhantkasalya5125
@sidhantkasalya5125 Жыл бұрын
Harijan kuha houni ...jati jogun chakiri
@avegersgaming1050
@avegersgaming1050 Жыл бұрын
Tume puja patha au bhika magiba ame sason karibu ok 😅
@J4uentertainment130
@J4uentertainment130 Жыл бұрын
Obc Kota ku tame use karuchha
@GobardhanChhatria-c6u
@GobardhanChhatria-c6u 8 ай бұрын
Tume kana janichha bhaii
@srikantkhillo6423
@srikantkhillo6423 22 күн бұрын
Tame mo bala janicha
@odiaeducation123
@odiaeducation123 Жыл бұрын
ଜାତି ଭେଦ ଟା ଏବେ ବି ରହିଛି । ଏବେ ବି ଆମ ଗାଁ ରେ କିଛି ଅଛନ୍ତି କୁହନ୍ତି ଛୁଅଁ ନାହିଁ ଜାତି ଚାଲିଯିବ ଆମର😢😢😢😢😢
@subashnayak4611
@subashnayak4611 Жыл бұрын
ଦିଦି ଏଇଥି ପାଇଁ। ମୁଁ ଆମ ଗାଁ ର କୌଣସି ଭୋଜି କି କୌଣସି କାର୍ଯ୍ୟ କୁ ଯାଏନି। ଏମିତି କିଏ କହି ଦେଲେ ହେ ତା ପୁଅ ଆସିଛି ତାଙ୍କର ଛୋଟ ଜାତି। ବୋହୁତ ବାଧେ ନିଜକୁ 😔😔😓।
@mrbiputips1644
@mrbiputips1644 Жыл бұрын
Right
@rcmediaboudh
@rcmediaboudh Жыл бұрын
​@@subashnayak4611right Bhai jauthi sanman nahi se jagaku jiba darkar nahi
@rudrakumar8024
@rudrakumar8024 Жыл бұрын
ଆପଣ ଠିକ୍ କହିଛନ୍ତି 👍👍👍
@Sushil-o8z
@Sushil-o8z Жыл бұрын
ମୁଁ ବହୁତ ଜାତିପ୍ରଥାର ସ୍ୱୀକାର ହେଉଛି।
@khitipatiduria5728
@khitipatiduria5728 Жыл бұрын
ବହୁତ୍ ସୁନ୍ଦର୍ point ☝️ କହିଛନ୍ତି sir,thank you
@Akhuji-rb1km
@Akhuji-rb1km Жыл бұрын
ଯଦି ହରିଜନ ମାନେ ଯାରଜ ତାହେଲେ ଗାନ୍ଧୀ ଏମିତି ଶବ୍ଦ ବ୍ୟବହାର କରୁଥଲେ କଣ ପାଇଁ? ଓଡ଼ିଆ ଡାଇରେକ୍ଟର ଙ୍କୁ ତ କିଛି ଷ୍ଟୋରୀ ମିଳୁନି। ସବୁବେଳେ controversy ଆଣିବାକୁ ଆଗୁଆ
@sureshmallick5946
@sureshmallick5946 Жыл бұрын
ଧନ୍ଯବାଦ ସାର୍,,
@n.knew4vedeo.65
@n.knew4vedeo.65 Жыл бұрын
You say right 100% sir
@krushnakhillo6374
@krushnakhillo6374 9 ай бұрын
ଜୟ ଭୀମ ମାଗିଆ ଡାଇରେକ୍ଟର ।
@Tjgjchh
@Tjgjchh Жыл бұрын
ଯଦି ହରିଜନ ମାନେ General ଲୋକଙ୍କ ସହ ସମାନ ହବାକୁ ଚାହୁଁଚ, ତାହେଲେ କୋଟା ରେ କାଇଁ ଚାକିରୀ କରୁଚ talent/knowledge ନ ଥାଇ. ସରକାର ଙ୍କୁ କହୁନ କୋଟା ବନ୍ଦ କରିଦେବେ ଆଉ ସମସ୍ତଙ୍କୁ talent/knowledge ଅନୁସାରେ ଚାକିରୀ ଦେବେ
@sasmitamahanand-wx8bn
@sasmitamahanand-wx8bn Жыл бұрын
Ews quota Kia pauchi?
@SandhyaraniMajhi-qg6xz
@SandhyaraniMajhi-qg6xz 9 ай бұрын
Tora talent achi ta adhika gopuchu jama bi sahi paruna tame sobu
@Cricket_world_856
@Cricket_world_856 8 ай бұрын
Are magia general loka bhi kota pauchanti to akhi di taa kn to maeikina bia re pureichu
@Cricket_world_856
@Cricket_world_856 8 ай бұрын
Harijana loka jaha kari paruchanti tame mane magia 100 janama nele sebhali kari paribani kebe
@fordemojust3904
@fordemojust3904 2 ай бұрын
Right
@bikram2204
@bikram2204 Жыл бұрын
ଭାଇ ମାଡି ଚାଲ ❤️❤️❤️❤️
@ranjanmalik857
@ranjanmalik857 5 ай бұрын
Jay Bheem ❤️❤❤❤❤❤❤❤❤❤❤❤❤❤❤❤
@rajnikantsenapati-wz8ir
@rajnikantsenapati-wz8ir Жыл бұрын
Thank you sir.
@SutaranandaSutar
@SutaranandaSutar 10 ай бұрын
ଚାକିରୀ କ୍ଷେତ୍ରରେ ଅଲଗା ଆଉ ହରିଜନ କ୍ଷେତ୍ରରେ ସମାନ ବା ବହୁତ ସୁନ୍ଦର କଥା ଆଉ ତୁମକୁ ସଳା ସରକାର ସବୁଥିରେ ସୁଯଗ ଦେବାରୁ ତୁମେ ଗରିମ କଥା ବାହାର କରୁଛ
@SandhyaraniMajhi-qg6xz
@SandhyaraniMajhi-qg6xz 9 ай бұрын
Kai tu nabuki tame sobu sahi paruna ki jadi sahi paruna bisa khaidia jou mana badae haucha
@manoranjansingh5209
@manoranjansingh5209 Жыл бұрын
ଜୟ ଭୀମ.....ଜୟ ଆଦିବାସୀ. ଜୟ......ମୂଳନୀବାସୀ
@malayajena9827
@malayajena9827 10 ай бұрын
❤Jay Bhim 💪 jay Samvidhan 🙏🙏
@Lawrence-u2l
@Lawrence-u2l 8 ай бұрын
Jay Jagannath
@Lawrence-u2l
@Lawrence-u2l 8 ай бұрын
Jay Jagannath
@PrakashKumar-yx3ym
@PrakashKumar-yx3ym Жыл бұрын
Your right sir
@LokanathMarndi
@LokanathMarndi 2 ай бұрын
ହରିଜନ ଭାଇ ଓ ଭଉଣୀ ମାନେ ଆଜି ବାଧୁଛି। ଆଜକୁ ୩୦ ବର୍ଷ ପୂର୍ବେ କିମ୍ବା ୧୫୦ ବର୍ଷ ପୂର୍ବେ; ହରିଙ୍କର ଜନ ମାନେ କିଭଳି ଥିଲେ। କେବଳ କହିଲେ ହବନାହିଁ ସହିବାଦରକାର। କାରଣ ଏମାନେ ବେଦ ଶାସ୍ତ୍ର ଅନୁସାରେ ମୁଖ ଓ କାନ୍ଧରୁ ଜନ୍ମ।ସେଥିପାଇଁ ଏମାନେ କହିବେ ଆଉ ଆମେମାନେ ସହିବା। ଏହା ଶାସ୍ତ୍ର କହେ.. ସମ୍ବିଧାନ ଯାହାକହୁଛି କହୁ ।ଶାସ୍ତ୍ର ଓ ବେଦ ସତ. ଶାସ୍ତ୍ର ବେଦ କୁ ଆମେମାନେ ଟିକେ ଭୁଲିଯାଇଛେ। ଘୋଡା ଓ ଗୋରୁଙ୍କୁ ପୁଡ଼ିଖାଇବା। ଏହା ଆମ ବୈଦିକ ପରମ୍ପରା. Jai bhim 👍🏿🙏🏿👍🏿.
@srikantkhillo6423
@srikantkhillo6423 22 күн бұрын
Nhi bahut chup heichu au nuhe
@Dillipkumar35
@Dillipkumar35 Жыл бұрын
You are saying absolutely correct sir.
@Jitu-kh7ds
@Jitu-kh7ds Жыл бұрын
ସବୁ ଦଳିତ ଭାଇ ମାନଙ୍କୁ ଆହ୍ୱାନ କରୁଛୁ ଏକାଠି ହୁଅ ଆମେ ଗୋଟିଏ ଦଳ ଭାବେ ରହିବା ଆମ ପଛରେ ଯିଏ ଲାଗିବ ସିଏ ଡରିବା ଉଚିତ
@sunilkumarjena5593
@sunilkumarjena5593 Жыл бұрын
Right kichhi kariba darkar
@umeshparida9509
@umeshparida9509 Жыл бұрын
Aau harijana 50% rakhi doctor Anya mane 95% rakhi bekar
@veersb5518
@veersb5518 Жыл бұрын
@@umeshparida9509 taha hele gaandi mara ..
@vespavlog7707
@vespavlog7707 Жыл бұрын
Ruha tame Kain sag khaila kaheba 😂😂
@vespavlog7707
@vespavlog7707 Жыл бұрын
​@@umeshparida9509right sir
@BanajabasiniMallick
@BanajabasiniMallick 10 ай бұрын
Thank you so much sir...... good point ☝️ kahuchhanti
@gopabandhunaik1003
@gopabandhunaik1003 Жыл бұрын
Salute sir 🙏
@Mr.adi_052
@Mr.adi_052 Жыл бұрын
ଏ ସବୁ କଥା କୁ ବନ୍ଦ କରାଯାଉ 👉 ଆମେ ତମ ପଛରେ ଅଛୁ 😔😔
@biramkumarmandal4669
@biramkumarmandal4669 9 ай бұрын
ବଡ଼/ସାନ ଜାତିକୁ ନେଇ ଯେଉଁ ମାନେ ସଙ୍କୁଚିତ ଚିନ୍ତାଧାରା କୁ ଏକ ବିସ୍ତୀର୍ଣ୍ଣ ସମାଜକୁ ଆମ ଅଣଗଣତନ୍ତ୍ର ଶାସନ ପ୍ରଚ୍ଛଦପଟ ରେ ଦାୟୀ।
@monajbhaibhai121
@monajbhaibhai121 Жыл бұрын
ଏକଦମ ସତକଥା କହିଲେ ସାର ଆମେ ଅପାଙ୍କ ସାଥିରେ ଅଛୁ ମାଡିଚାଲ..
@Sandipsandip9413
@Sandipsandip9413 Жыл бұрын
ଓଡ଼ିଶା ର ଝିଅ ରାଷ୍ଟ୍ର ପତି ହୋଇଛନ୍ତି କିନ୍ତୁ ହରି ଜନ ଲୋକ ଙ୍କ ପାଇଁ କିଛି କରନ୍ତୁ
@maheswarsingh9754
@maheswarsingh9754 Жыл бұрын
Dekha bhai tame harijana word use karuchha kn pain
@maheswarsingh9754
@maheswarsingh9754 Жыл бұрын
Harijana Loko kn pain kahuchha
@arosmitamallik8657
@arosmitamallik8657 Жыл бұрын
Harijan mane prati khetra re lokanku melei adholan kariba,bhala kama prati tankara negetive mana bruti,ST lokankara dhorjya adhik,semane Ratrapati,hebe
@lxboy2095
@lxboy2095 Жыл бұрын
@@arosmitamallik8657 Hii
@Jasabanta089
@Jasabanta089 Жыл бұрын
​@@arosmitamallik8657mg ଶଳା ତୁ କିଏ ବେ ଏମିତି କହିବାକୁ ନିଜକୁ ନିଜେ ଜ୍ଞାନ ବିଶେଷଜ୍ଞ ଭାବୁଚୁ ,ଜାତିକୁ ନେଇ କଣ ପାଇଁ କହୁଚୁ
@sanjeebraaznaik1314
@sanjeebraaznaik1314 Жыл бұрын
Tq so much sir ❤❤❤❤
@ajaykumarmohanty-gv6us
@ajaykumarmohanty-gv6us Жыл бұрын
All right 👍 God bless you sir
@rabindranathbehera876
@rabindranathbehera876 Жыл бұрын
ମୋ ଦଳିତ ଭାଇ ଙ୍କୁ ସତ ସଲାମ
@Balaramsahoo476
@Balaramsahoo476 9 ай бұрын
ପୁରା ଠିକ କଥା କହିଲ ହରିଜନ କଣ ମଣିଷ ନୁହଁ ଇଏ ସମାଜ ରେ ବଡ଼ ଜାତି ହରିଜନ ଙ୍କୁ ଏଇ ସମାଜ ରେ ଶାନ୍ତି ରେ ବଞ୍ଚିତେ ଦେବେ ନି ସେଥିପାଇଁ କେତେ ଝିଅ ବହୁ ଶଶୁର ଘରେ ନିଯ୍ୟତ ନା ସହି ନ ପାରି ଜୀବନ ହାରି ଦେଉଛନ୍ତି 😢 ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ କିଛି ଲୁକ ଅଛନ୍ତି ହରିଜନ ଲୁକ କୁ ସବୁବେଳେ ଛୁଟନଜର ରେ ଦେଖୁଛନ୍ତି 😮
@bishnupriyapatra5916
@bishnupriyapatra5916 Жыл бұрын
Thank you Bhaskar chalen
@suhanigochhayat1338
@suhanigochhayat1338 Жыл бұрын
Right right sir ❤❤
@manojfine7386
@manojfine7386 Жыл бұрын
Right 👍👍👍 ama bi gochhayat
@manojfine7386
@manojfine7386 Жыл бұрын
Kiheki kijana bhagona amo ku eata chuta jatira ganmo dila
@superstar467
@superstar467 Жыл бұрын
Thik katha kahuchanti apana🙏🙏🙏🙏
@MrAshok07655
@MrAshok07655 Жыл бұрын
ସରକାର ଏଇନା ସୋଇଛନ୍ତି ତାଙ୍କୁ ଦେଖା ଯାଉନି ସୁଣା ଯାଉନି 👍 ଧନ୍ୟ ଆମ ଓଡ଼ିଶା ସରକାର ଓ ଆମ ଓଡ଼ିଶା ଲୋକ ମାନଙ୍କ ଚିନ୍ତାଧାରା କୁ 👍💯
@surajkumarnahak4302
@surajkumarnahak4302 Жыл бұрын
Ekdam right kahicha 👍
@SubajKumar-t8s
@SubajKumar-t8s 4 ай бұрын
You. Are. Great
@sureshguru4496
@sureshguru4496 Жыл бұрын
Jiye hari☝ nka priya se harijana..... Mu garbita mu harijana sanatani hindu shree hari☝ nka santana....jay jagannath.... Jay shree ram👏
@bishnupriyapatra5916
@bishnupriyapatra5916 Жыл бұрын
ଦଣ୍ଡ ମିଳୁ film ର ସବୁ ଲୋକ ମାନଙ୍କୁ
@ManojKumarNayak-p9l
@ManojKumarNayak-p9l Жыл бұрын
Right 👍
@lxboy2095
@lxboy2095 Жыл бұрын
Hii
@melisha4236
@melisha4236 Жыл бұрын
Right
@balaramdash5612
@balaramdash5612 Жыл бұрын
ଓଡ଼ିଆ। Industry ban। Hei ଯିବ
@lilimalikmalik4862
@lilimalikmalik4862 Жыл бұрын
Right
@sagarpradhan5724
@sagarpradhan5724 Жыл бұрын
ଧନ୍ୟବାଦ ଆଜ୍ଞା, ଆପଣ ଠିକ୍ କହିଛନ୍ତି । ଏକଥା ଭାବିଲେ ଆମକୁ ଆଜି ପର୍ଯ୍ୟନ୍ତ ସ୍ୱାଧୀନତା ପାଇ ସୁଧା ପରାଧିନ ହୋଇ ଚଳିଲା ଭଳି ଲାଗୁଛି ।
@Mantu67K
@Mantu67K Жыл бұрын
Jay Jagannath 🙏❤️🙏🚩
@chandrasekharsanta-bj2ux
@chandrasekharsanta-bj2ux Жыл бұрын
Perfect କଥା 🙏
@Pramodnaik-tm6bu
@Pramodnaik-tm6bu Жыл бұрын
Thanks sir
@padmamahanta6069
@padmamahanta6069 Жыл бұрын
ହରିଜନ ଓ ଆଦିବାସୀ କୋଟା ଉଠାଯାଉ
@pratibhabhoi1792
@pratibhabhoi1792 8 ай бұрын
ଜାତି ଉଠିଯାଉ
@HrushiTandi-g1j
@HrushiTandi-g1j 8 ай бұрын
Kahiki utha jiba
@A.Mohammad-c3j
@A.Mohammad-c3j 8 ай бұрын
Age jati uthao tapre ape ape Kota uthiba😂
@pratibhabhoi1792
@pratibhabhoi1792 8 ай бұрын
@@HrushiTandi-g1j ତାହେଲେ କୋଟା କାହିଁକି ଉଠିବ ଆଜ୍ଞା
@chaitanrmallik6272
@chaitanrmallik6272 8 ай бұрын
Tor maa ku giha jau
@binodkumarsethi3099
@binodkumarsethi3099 Жыл бұрын
With you Sir
@R.swagat.nanda.official
@R.swagat.nanda.official Жыл бұрын
Thenks sir
@nmproduction8035
@nmproduction8035 Жыл бұрын
All right ✅️ sir 🙏
@sunilharipal2491
@sunilharipal2491 Жыл бұрын
Love you brother
@Jagat-qw6sm
@Jagat-qw6sm 5 ай бұрын
ବହୁତ ସୁନ୍ଦର
@khantiodia1289
@khantiodia1289 Жыл бұрын
ପ୍ରଥମ କଥା କୋଟା ଉଠିଯାଉ,ସବୁ ଜାତି ସମାନ ହେଇଯିବ
@rasmitamalik4267
@rasmitamalik4267 Жыл бұрын
Tu kia be kotakota houchu
@khantiodia1289
@khantiodia1289 Жыл бұрын
ତୁ କିଏ ବେ ମଳିକିଆଣି
@khantiodia1289
@khantiodia1289 Жыл бұрын
ସରକାରୀ ସୁବିଧା ପାଇବାରେ ପାଟିରେ ଲାଗିଯାଇଛି,ତୁମ ଲାଗି ଜେନେରାଲ ପିଲା ଗରିବର ପିଲା ହେଲେବି କିଛି ସୁବିଧା ପାଉନି, ସେତେବେଳେ ପାଟି ତ କାଇଁ ଫିଟୁନି,40%ରେ ଚାକିରି ପାଇଯାଉଛ
@dushasanbhesra2678
@dushasanbhesra2678 Жыл бұрын
Bhai history padhichu jadi comments kar nahele direct jail jibu
@lizadas272
@lizadas272 Жыл бұрын
ଆଗ ଜାତିଭେଦ ପ୍ରଥା ଉଚ୍ଛେଦ କର ..obc ମାନଙ୍କୁ କୋଟା ମିଳୁଛି ଏବେ general bi paileni ..
@Restart2.O-y1y
@Restart2.O-y1y 14 күн бұрын
ଆଜି ପ୍ରଥମେ ଦେଖିଲି ଏକ ଲଢ଼ୁଆ ଓ ଜ୍ଞାନୀ ସମାଜ ସେବୀ 🙏
@satheeshmlc6926
@satheeshmlc6926 Жыл бұрын
ଠିକ୍ କଥା ସାର 😢😢😢ଆଇନ କୁ ଅପମାନ କରୁଛନ୍ତି ଦଳିତ ଜାତି😭😭😭
@Jagyan466
@Jagyan466 Жыл бұрын
Right 👍
@Samirjena-o1l
@Samirjena-o1l Жыл бұрын
Salute sir❤❤❤❤❤❤❤
@jinasingh6101
@jinasingh6101 Жыл бұрын
Thank you so much sir jay bhim
@ridhimacreation2021
@ridhimacreation2021 Жыл бұрын
ସୁଧାଂଶୁ ମୋହନ କେବେ ଆଉ ଯେମିତି Filim କରିପାରିବେନି.. ସେଥିପାଇଁ ଦୃଢ କାଯ୍ୟନୁଷ୍ଠାନ ନିୟା ଯାଉ
@RakeshNayak-kd1iv
@RakeshNayak-kd1iv Жыл бұрын
Good film
@nprcreations6773
@nprcreations6773 Жыл бұрын
Right sir you are grit jay bhim
@ritamjena3453
@ritamjena3453 Жыл бұрын
Right sir correct
@jayadevnayak4765
@jayadevnayak4765 Жыл бұрын
You are right , Jay bhim 💙
@omsahoo4370
@omsahoo4370 Жыл бұрын
Sei ta bhai , mu obc ru reservation paichi. Hele mote tar fidha nei nijar development kariba darkar. Jouta reservation ra aim. Reservation nei, semiti pakei rakhi, use na kari ame pachua cile le kana haba. Sukhila politics kariba.
@LambodarNanda-yi6do
@LambodarNanda-yi6do Ай бұрын
Very .. good Sir . thanks
@bidyadharnaik1319
@bidyadharnaik1319 Жыл бұрын
Jay jagannath🙏🙏🙏
@jagannathpradhan7858
@jagannathpradhan7858 Жыл бұрын
ହରିଜନ କହିଦେଲେ ଯଦି ଖରାପ ଲାଗୁଚି ଜାତି ଭିତିକ କୋଟା ଉଠେଇ ଦିଆଯାଉ ।ଗୋଟେ ଦେଶ ଗୋଟେ ଜାତି
@sumankarj
@sumankarj Жыл бұрын
ତୋର ବୋପରା ଟଙ୍କା କି ମଁ ତୁ କିଏରେ..
@sunandamalick5015
@sunandamalick5015 Жыл бұрын
Jatipratha Uthigale quota ape ape udhijiba
@antionbb727
@antionbb727 Жыл бұрын
Tu kn janichu be sala 5000 year ru atyachar kariasucha au abe reservation utha kahucha
@skmaahi7111
@skmaahi7111 Жыл бұрын
jau mane kahuchha jati utheideiaju ...hau thik achhi jadi jati uthei deiajiba ..ta hele tme mane tma bhauniku gote lower caste saha mariage daba na samaste...ta hele thik achhi sabu saman hba drkar
@satyajitkumar1587
@satyajitkumar1587 Жыл бұрын
Right answer ❤
@umeshmallick3180
@umeshmallick3180 Жыл бұрын
I salute you Sir for your good statement. I am highly satisfied on your objection about use of the word Harijan. The produser and sencer board should penalize for using Harijan in a film including the script writer. This is a shameful word to which Hounrable Supreme Court has banned not to write, speak this Harijan word. Hence, I would like to request all odishan people protest to that film.
@subarnnapanda5072
@subarnnapanda5072 Жыл бұрын
Do you know odia language? because in odia Harijana means people of God. Oh, sorry sorry. You are a foreigner,so may be you don't know odia language.
@Bapa4207
@Bapa4207 Жыл бұрын
@ଆରେ ଉମେଶ ମଲ୍କିକ ତୋ ବୟସ କେତେ ଆରେ??? ଆମ୍ୱେଦକର ପାଠ ପଢି ନାଁ ରଖିଲେ କିନ୍ତୁ ତୁ ପାଠ ପଢି ଗଜ ମୂର୍ଖ ହେଲୁ .. ମାଗଣା ଖିଆ
@Mr.adi_052
@Mr.adi_052 Жыл бұрын
​@@Bapa4207ତୁ ଶଳା ଟା କିଏ
@Bapa4207
@Bapa4207 Жыл бұрын
@@Mr.adi_052 ବାପା କୁ ଚିନ୍ହି ପାରୁନୁ!!!!
@Bapa4207
@Bapa4207 Жыл бұрын
@@Mr.adi_052 🤣🤣🤣🤣ଜୋସ କମ୍ କରେ ନହେଲେ ପେଲି ପେଲି ପେଲେଇପୁଅ ହେଇଯିବୁ 🤣🤣🤣🤣ମାଗିଆ ଶବ୍ଦ କହି ପ୍ରମାଣ କରିଦେଲୁ ମୁଁ ହିଁ ତୋ ବୋପା 🤣🤣good job my ମାଗଣା ଖିଆ Son 😁😁😁😁
@mj1...
@mj1... Жыл бұрын
Waa waa uncle it is very intelligent motivational ❤❤❤❤
@RinkuBagh8128
@RinkuBagh8128 Жыл бұрын
It is not motivation It is reality.....
@ramakantabhakta4592
@ramakantabhakta4592 Жыл бұрын
ସାର୍ ଜୟ ଭିମ୍ ମୁଁ ବହୁତ ଗରିବ ହରିଜନ ପିଲା ଆପଣ ଜୋଉ କସ୍ଥିନ କରି ଛନ୍ତି ମୁଁ ଏଲିନା ସାମନ୍ତରାୟ କୁ ବିବାହ କରିବି ସିଏ ମୋ ସହିତ ବିବାହ କରିବ କି ତାକୁ ଟିକେ ପଚାରନ୍ତୁ
@dolamanimahananda-lx6vj
@dolamanimahananda-lx6vj Жыл бұрын
Thank you sir.There should be severe mass protest against it.
@arjunbhoi188
@arjunbhoi188 Жыл бұрын
Very nice 👍👍👍👍
-5+3은 뭔가요? 📚 #shorts
0:19
5 분 Tricks
Рет қаралды 13 МЛН
«Жат бауыр» телехикаясы І 26-бөлім
52:18
Qazaqstan TV / Қазақстан Ұлттық Арнасы
Рет қаралды 434 М.
BSE Enhanced Exam Paper Security | NEP in Odisha Schools
18:03
OdiaTechBulletin
Рет қаралды 7 М.