ବ୍ରାହ୍ମଣ କିଏ ? ||odia motivational video ||odia story video ||

  Рет қаралды 151,213

mahima vastu seva

mahima vastu seva

Жыл бұрын

ବ୍ରାହ୍ମଣ କିଏ ? || odia motivational video ||odia story video ||‪@mahimavastuseva‬
#odiastory
#mahimavastuseva
#mahimaalekha
#nitisikhya
#odiamotivationalvideo
#motivationalvideo
#alekhamahima
#gurukrupa
#motivationalseries
#motivationalspeech
#alekha
🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏 ନମସ୍କାର ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମ ରେ mahima vastu seva ତରଫରୁ ଆପଣ ମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ।
1-ଆପଣଙ୍କ ରାଶିର ସର୍ବ ଶୁଭାଶୁଭ
2-ବାସ୍ତୁ ଶାସ୍ତ୍ର
3-ଗ୍ରହ ଚଳନ
4-ମାସିକ ରାଶିଫଳ
5-ନୂଆ ନୂଆ ମହିମା ଅଲେଖ ଖଞ୍ଜଣୀ ଭଜନ
6-ଅଲେଖ ସାଧୁବାବାଙ୍କ ଧର୍ମ ଆଲୋଚନା
7-ଓଡ଼ିଆ ଧାର୍ମିକ ପ୍ରବୋଚନ
ଦେଖିବା ପାଇଁ mahima vastu seva ଦେଖୁଥାନ୍ତୁ
🙏🙏🙏🙏🙏ଧନ୍ୟବାଦ 🙏🙏🙏🙏🙏🙏
🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏
odia motivational series best motivational video motivational speech Motivational video odia nitibani sikhya odia nitibani quote odia nitibani odia Odia nitibani odia story odia gapa chanakya niti odia Niti sikhya odia lalit tripathi sudarshan mishra law of attraction Odia motivational series
Join this channel to get access to perks:
/ @mahimavastuseva

Пікірлер: 168
@apartimoharana2763
@apartimoharana2763 Жыл бұрын
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ
@maragola6741
@maragola6741 Жыл бұрын
ଅଲେଖ ମହିମା ଶରଣ 🙏🙏🙏🙏🙏
@tulsidevpujhari
@tulsidevpujhari Жыл бұрын
Guru Brahma mahima alekha Swami saranam 🙏🙏🙏🙏🙏
@jagadishbehera1162
@jagadishbehera1162 Жыл бұрын
ଏହା ଠିକ୍ ଅଟେ
@mahimavastuseva
@mahimavastuseva Жыл бұрын
Prabhu Mangal karantu
@jitendrasahu1018
@jitendrasahu1018 Жыл бұрын
ମହିମା ଅଲେଖ ସ୍ଵାମୀ
@anamdigal792
@anamdigal792 Жыл бұрын
ଅଲେଖ ମହିମା ଶରଣ
@mahimavastuseva
@mahimavastuseva Жыл бұрын
ଶରଣ
@gbalivamixe
@gbalivamixe Жыл бұрын
ଜୟ ଜଗନ୍ନାଥ ଗୁରୁଦେବ
@saswatmandal7440
@saswatmandal7440 Жыл бұрын
Mahima alekha sharanam
@sanjitasanjita7734
@sanjitasanjita7734 Жыл бұрын
Alekh mahima sarano 🙏
@akbarharijan6336
@akbarharijan6336 10 күн бұрын
Alekha mahima saranam 🙏🙏🙏🙏🙏🙏🙏🙏🙏🙏🎉🎉
@mahimavastuseva
@mahimavastuseva 10 күн бұрын
ମହିମା ଅଲେଖ ଶରଣ ଶରଣ ଶରଣ
@user-yi9bl5gk3y
@user-yi9bl5gk3y 5 ай бұрын
ଅଲେଖ ମହିମା ନିରାକାର ସାହୁ
@natabarmalliknatabarmallik9143
@natabarmalliknatabarmallik9143 Жыл бұрын
Alekh mahima
@prasadmajhi6465
@prasadmajhi6465 Жыл бұрын
🌅 ଜୟ ଜଗନ୍ନାଥ 🙏 ଜୟ ପଞ୍ଚ ସଖା ଆବାୟାଁ 🙏 ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ 🙏🙏🙏
@kalianath6879
@kalianath6879 Жыл бұрын
Mahema, alkha, brahma, saran
@priyambadatripathy1336
@priyambadatripathy1336 Жыл бұрын
Ma
@ganeshpanigrahi5258
@ganeshpanigrahi5258 Жыл бұрын
ଗୁଣକର୍ମଃ ବିଭାଗଶ୍ଚ...
@ManasMallick-fc3bq
@ManasMallick-fc3bq 2 ай бұрын
Right ✅️
@achyutanandapanda62
@achyutanandapanda62 Жыл бұрын
Guru mahema Alekho Sarang
@SUKADEBSirCBSEandSSVMClASSES
@SUKADEBSirCBSEandSSVMClASSES Жыл бұрын
Pranam baba
@gobardhansabar8058
@gobardhansabar8058 2 ай бұрын
ଜୟ ଜଗନ୍ନାଥ 🙏🙏🙏
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@amitsahoo6138
@amitsahoo6138 Жыл бұрын
Sastanga pranam ji namo namaha❤❤
@lingrajbibhar
@lingrajbibhar Ай бұрын
ବହୁତ୍ ବଢିଆ ପ୍ରବୋଚନ
@mahimavastuseva
@mahimavastuseva Ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@ManoranjankKumbhar
@ManoranjankKumbhar 2 ай бұрын
Jai guru ji pranam
@user-qs8tw9ok4k
@user-qs8tw9ok4k 2 ай бұрын
Aapana thhik kahi chhanti gurudeba 🙏
@sunilkuanr.alekhamahimasar4267
@sunilkuanr.alekhamahimasar4267 Жыл бұрын
Bhakta Mahatma Sadhu Bharibhala lagila Mahima Alekha saranm
@mahimavastuseva
@mahimavastuseva Жыл бұрын
ଅଲେଖ ଶରଣ
@makardhwajmishra8258
@makardhwajmishra8258 Жыл бұрын
Jeun loka Satya Santi Daya kshama paropakari se dharmaraj. Basista Ayodhyaru bahudurare kudiaghare jangalre sisya mananangka sange thile Baba uchit kahu. Chanti
@ranjanranjanbagh1416
@ranjanranjanbagh1416 2 ай бұрын
Guru mahima alekha saranam❤❤❤❤❤
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@pravatimallik4738
@pravatimallik4738 Жыл бұрын
ଜୟ ଜଗନ୍ନାଥ ଜୟ ମହିମା ଅଲେଖ।ଏ ସଂସାର ରେ ସମସ୍ତେ ଜାଣିଗଲେଣି କୋଉ ଜାତି ଉଚ୍ଚ ନୁହନ୍ତି କି କେହି ନିଚ ନୁହନ୍ତି। ତଥାପି କିଛି ଲୋକ ଆଜିବି ମନରୁ ଲିଭିନି ସେଦିନର ପୁରୁଣା କଥାକୁ ଜେଉ ସମାଜ ନିଜେ ତିଆରି କରିଛି ଜାତି ଭେଦ।ସେହି ମଣିଷ କୁକୁର କୁ ନେଇ ବେଡ୍ ରୁମ୍ ରେ ସୁଆଇବେ କିନ୍ତୁ ମଣିଷ ପାଖରେ ବସାଇବାକୁ କୁ ନୁହେଁ ।ବାବାରେ ଧନ୍ୟ ତୁ ମଣିଷ ଧନ୍ୟ ତେର ଚିନ୍ତା ଧାରା।
@mahimavastuseva
@mahimavastuseva Жыл бұрын
ମାଆ ପ୍ରଭାତୀ ଆପଣଙ୍କ ପରି କିଛି ବୁଝିବେ. ଏହା ଧୀରେ ଧୀରେ ବୃଦ୍ଧି ହେବ ଅଲେଖ ଶରଣ
@NareshKumar-mx6qr
@NareshKumar-mx6qr Жыл бұрын
Right bhaina
@jagannath-creation
@jagannath-creation Жыл бұрын
Ryt
@silupradhan8283
@silupradhan8283 Жыл бұрын
Brahmaprachara
@tejraj.sabarsabar1549
@tejraj.sabarsabar1549 Жыл бұрын
Sad.guru.dev.namhaa
@mahimavastuseva
@mahimavastuseva Жыл бұрын
ଅଲେଖ ଶରଣ
@rajendrapandey5981
@rajendrapandey5981 Жыл бұрын
Jay Jagannath
@mahimavastuseva
@mahimavastuseva Жыл бұрын
Jay mahima Swami
@user-yi9bl5gk3y
@user-yi9bl5gk3y 5 ай бұрын
ଭଲ
@user-yi9bl5gk3y
@user-yi9bl5gk3y 5 ай бұрын
ଭଲ ତିନି ପିଠିଧମକୁବିସୁଆକରୁନିରାକାରସାହୁ
@jadumanipradhan6692
@jadumanipradhan6692 5 ай бұрын
🙏🙏🙏 अलेख शरणं ❤️❤️❤️
@mahimavastuseva
@mahimavastuseva 5 ай бұрын
ମହିମା ଅଲେଖ ଶରଣ
@gadanayak-nr9bn
@gadanayak-nr9bn Жыл бұрын
ସତ କହୁଛ
@NAYAKMINATI
@NAYAKMINATI Ай бұрын
🎉 Jaya ଶ୍ରୀ ଗୁରୁ ନାରାୟଣ ପାଦେ ଶରଣ
@NAYAKMINATI
@NAYAKMINATI Ай бұрын
@mahimavastuseva
@mahimavastuseva Ай бұрын
ଜୟ ଶ୍ରୀ ଗୁରୁ
@DjpabitraMallick
@DjpabitraMallick 2 ай бұрын
I'm proud harijan
@AJAYKUMAR-ux8iu
@AJAYKUMAR-ux8iu Жыл бұрын
Guru brahma Mahima alekha saranam 🌄🙏🙏🙏🙏
@user-bg8bs6du3v
@user-bg8bs6du3v 2 ай бұрын
ଏ ଲୋକଟା ଗୋଟିଏ ଗଜମୂର୍ଖ ଅଟେ।
@ganeshpanigrahi5258
@ganeshpanigrahi5258 Жыл бұрын
।।🚩ହରି ॐ ତତ୍ ସତ୍🚩।। *ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟଂ, ପରୋପକାରାୟସ୍ୱର୍ଗାୟ ନର୍କାୟ ପରପୀଡନମ୍।।* ଉକ୍ତ ଗଣମାଧ୍ୟମ ପ୍ରଣାଳୀଟିରେ କେତେକ ସମ୍ପୂର୍ଣ୍ଣ ଅସଙ୍ଗତି ମୂଳକ ଉଦ୍ଘୋଷଣ କରାଯାଉଛି, ଯାହା କି ଅପରିପକ୍ୱତା ଏବଂ ହୀନ ଚକ୍ରାନ୍ତ ବୋଲି କୁହାଯାଇ ପାରିବ... ! ତେଣୁ ସୃଷ୍ଟିର କେବଳ ଏକ ମହାନ ଆଦି ସତ୍ୟ ସନାତନ ଧର୍ମ ପ୍ରତି ଅଟ୍ଟହାସ୍ୟ,ଅବାନ୍ତର,ମୂଲ୍ୟହୀନ ଓ ଅବାଞ୍ଛିତ ବକ୍ତବ୍ୟ ପ୍ରଦାନ ଇତ୍ଯାଦିରୁ ଏଭଳି ଅନାର୍ଯ୍ୟ ଅସଭ୍ୟଙ୍କ କ୍ଷାନ୍ତ ରହିବା ବିଧେୟ...
@mahimavastuseva
@mahimavastuseva Жыл бұрын
ଆପଣକୁ ବ୍ରାହ୍ମଣ ବୋଲି ମୁଁ ଶତ କୋଟି ପ୍ରଣାମ ପ୍ରକୃତ ବ୍ରାହ୍ମଣ ର ପରିଚୟ ଆପଣ ଦେଲେ. ଅନ୍ୟ କେହି ଅସଭ୍ୟ ମନ୍ତବ୍ୟ ଦେଇ ପାରନ୍ତି. ପରୋପକାରାୟା ସ୍ଵର୍ଗାୟ ଅତି ସୁନ୍ଦର ଓ ଶିକ୍ଷଣୀୟ କଥା କହିଲେ. ମୋ ଜୀବନ ରେ ଏହିଭଳି ଶାନ୍ତ ସରଳ କଥା ପ୍ରାୟ ମୁଁ କେବେ ଶୁଣି ନ ଥିଲି. ପ୍ରଣାମ 🙏ପ୍ରଣାମ 🙏 ପ୍ରଣାମ 🙏
@upendrabhoi962
@upendrabhoi962 Жыл бұрын
​@@mahimavastuseva de de
@raghunathmishra959
@raghunathmishra959 Жыл бұрын
Bramha.ninda.bahut.kharp
@trilochannayak116
@trilochannayak116 Жыл бұрын
Thikkahila
@sudhanshukumarpadhy5233
@sudhanshukumarpadhy5233 Жыл бұрын
ପ୍ରକୃତରେ ନାରି ଏବଂ ପୁରୁଷ ଦୁଇଟି ହଁ ଜାତି , କର୍ମ ହିଁ ଧର୍ମ।
@dibakarswain6458
@dibakarswain6458 Жыл бұрын
Duty is not religion
@mahimavastuseva
@mahimavastuseva Жыл бұрын
ନାରୀ ଓ ପୁରୁଷ ଗୋଟିଏ ଜାତି ମଣିଷ ଦୁଇଟି ଲିଙ୍ଗରେ ବିଭକ୍ତ ଆପଣ ମତାମତ ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ
@sudhanshukumarpadhy5233
@sudhanshukumarpadhy5233 Жыл бұрын
@@dibakarswain6458 ଦେବାଳୟ ଦେବ ଦେବି ଙ୍କ ମନ୍ଦିର, ବିଦ୍ୟାଳୟ ଶିକ୍ଷା ର ମନ୍ଦିର, ଚିକିତ୍ସାଳୟ ସ୍ବାସ୍ଥ୍ୟ ର ମନ୍ଦିର ଓ ଥାନା, କଚେରି ନ୍ୟାୟ ର ମନ୍ଦିର । ଦେବ ଦେବି ନାମରେ ଟଙ୍କା ଆଦାୟ କରି ନାଚ ଗୀତରେ ମନୋରଞ୍ଜନ କରିବା ଭଗବାନ ପୁଜା ଓ ଧର୍ମ ନୁହେଁ।
@rabindrajena7988
@rabindrajena7988 Жыл бұрын
ଅଲେଖ ମେଳା ସମୟରେ ବାବାମାନେ କେତେ ଟଙ୍କା ନେଉଛନ୍ତି. ମେଳରେ କୌଣସି କାର୍ଯ୍ୟରେ ଟିକେ ତ୍ରୁଟି ହେଲେ. କେତେ ରାଗୁଛନ୍ତି ସେ କଥାବି କୁହ.
@mahimavastuseva
@mahimavastuseva Жыл бұрын
ନିଶ୍ଚୟ ଏହା ସତ୍ୟ
@sureshchandrabhoi5337
@sureshchandrabhoi5337 Жыл бұрын
Heart touching motivation Alekh mahima sharanam 🙏🙏🙏
@udayalima9094
@udayalima9094 Жыл бұрын
ଜୟ ଅଲେଖ ନମସ୍କାର ଧନ୍ଯବାଦ🤝 କାରଣ ମୋର ଶଶୁର ଘର ଶ୍ୟାମ ବାବା ପେରୁପାଂଗ ପଦ୍ମପୁର ରାୟଗଡ଼ା.
@mahimavastuseva
@mahimavastuseva Жыл бұрын
ଆପଣ ଭାଗ୍ୟବାନ
@udayalima9094
@udayalima9094 Жыл бұрын
Jay alekh sarna🙏
@silupradhan8283
@silupradhan8283 Жыл бұрын
Sarbadharma. Pracharakarithile
@krushnachandradeep4554
@krushnachandradeep4554 2 ай бұрын
Jay,jagannath
@sureshchandrabhoi5337
@sureshchandrabhoi5337 Жыл бұрын
ଗୁରୁ ମହିମା ଅଲେଖ ଶରଣ 🙏🙏🙏
@dhaneswarmallick6342
@dhaneswarmallick6342 3 ай бұрын
Namaste bahut bhala
@mahimavastuseva
@mahimavastuseva 3 ай бұрын
, ମହିମା ଅଲେଖ ଶରଣ ଶରଣ ଶରଣ
@anilsahoo4101
@anilsahoo4101 Жыл бұрын
ଗୁରୁ 🙏ବ୍ରହ୍ମ ମହିମା 🙏ଅଲେଖ 🙏ସରଣଂ 🙏🙏
@bhagabansahu9099
@bhagabansahu9099 2 ай бұрын
ସୀମିତ ଞାନ ମଧ୍ୟରେ ଶାସ୍ତ୍ର ଆଲୋଚନା କରିବା ଅନୁଚିତ।
@ManasMallick-fc3bq
@ManasMallick-fc3bq 2 ай бұрын
Mahima Alekha
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ ଶରଣ ଶରଣ
@priyambadatripathy1336
@priyambadatripathy1336 Жыл бұрын
Ydhistir dharm rakshya karithibaru tanku dharmaraj kuhajaaechi
@sanjaymishra3465
@sanjaymishra3465 2 ай бұрын
Thank you
@mahimavastuseva
@mahimavastuseva 2 ай бұрын
ମହିମା ପ୍ରଭୁ ଦୟା କରନ୍ତୁ
@user-ey7ry4hd6j
@user-ey7ry4hd6j 2 ай бұрын
Thik
@mahimavastuseva
@mahimavastuseva 2 ай бұрын
ମହିମା ଅଲେଖ ଶରଣ
@NareshKumar-mx6qr
@NareshKumar-mx6qr Жыл бұрын
Guru ji namaste . jatti kia srusti karithile
@LokanathBehera-ip3ll
@LokanathBehera-ip3ll 2 ай бұрын
ଆପଣଙ୍କ। ଚରଣରେ। କୋଟି। ପ୍ରଣାମ ମହିମା। ଅଲେଖ। ଶରଣ
@mahimavastuseva
@mahimavastuseva 2 ай бұрын
ଅଲେଖ ମହିମା ଶରଣ ଶରଣ ଶରଣ
@somanathkhara8368
@somanathkhara8368 2 ай бұрын
ଆପଣ ଯାହା କହୁଛନ୍ତି, ସମ୍ପୂର୍ଣ୍ଣ ଠିକ। ଏହା କୁ ସମସ୍ତେ ଜାଣିବା ଉଚିତ।
@mahimavastuseva
@mahimavastuseva 2 ай бұрын
ସମସ୍ତେ ଜାଣିଲେ ପ୍ରକୃତ ବ୍ରାହ୍ମଣ ଙ୍କୁ ପୂଜା କରିବେ । ଆଉ ସେହି ବ୍ରାହ୍ମଣ ଙ୍କୁ ଯିଏ ଅପମାନିତ କରିବ ସେ ଅହି ନର୍କରେ ପଡ଼ିବ । ଏତେ ଦିନରେ ଜଣେ ବ୍ୟକ୍ତି ମୋର ଉଦ୍ଦେଶ୍ୟ ବୁଝିଲେ ଅହଙ୍କାରୀ ବ୍ୟକ୍ତି ମୋର ବହୁ କ୍ଷତି କଲେଣି ମହିମା ଅଲେଖ ଶରଣ
@ommdas4745
@ommdas4745 3 ай бұрын
ଜୟ ଜଗନ୍ନାଥ❤❤❤
@bibhutinaik1161
@bibhutinaik1161 Жыл бұрын
Aha srusti arambharu thila ki jati kahile kahaku bujhae
@mahimavastuseva
@mahimavastuseva Жыл бұрын
ସୃଷ୍ଟି ଆରମ୍ଭରୁ ନ ଥିଲା. ବ୍ରାହ୍ମଣ ଜାତି ନୁହେଁ ବଶିଷ୍ଟ ପରି କର୍ମ କଲେ ବ୍ରାହ୍ମଣ ଏହା ଜାତି ନୁହେଁ
@gyanaranjanbehera9813
@gyanaranjanbehera9813 Жыл бұрын
ଚତୁଃ ବର୍ଣ୍ଣମ ମୟା ଶ୍ରେଷ୍ଠମ ଗୁଣ କର୍ମ ବିଭାଗସ୍ୟ। can you got it ??
@mahimavastuseva
@mahimavastuseva Жыл бұрын
ଗୁଣ କର୍ମ , ବିଭାଗସ୍ୟ। ଶହେ କୁ ଶହେ ଠିକ୍
@trilochannayak116
@trilochannayak116 Жыл бұрын
Abatarkahi. Bibhrantakuhanho
@ManjuKhuntia-rx2yo
@ManjuKhuntia-rx2yo Жыл бұрын
Tumarmati vhrma
@sureshakumarkumarsahoo7489
@sureshakumarkumarsahoo7489 Жыл бұрын
Judhistir dharmare thibaru dharmaraj boli kuha jae ,dharm nandan boli nunha......
@kitujena3004
@kitujena3004 Жыл бұрын
Jati dharm re Samanta ku kahi ki bantu chanti
@bibhutinaik1161
@bibhutinaik1161 Жыл бұрын
Jati kahile kan
@monojrout5667
@monojrout5667 Ай бұрын
ଭୋଇ ବଂଶ କିଏ ବାଉରୀ କୋଉ ବଂଶର କହି ପାରିବ।।
@user-on6gp7vm2b
@user-on6gp7vm2b 2 ай бұрын
ଭଲ କଥାଟି କହିଲ ଯେ ହେଲେ ମନରେ କିଛି ପ୍ରଶ୍ନ ଅଛି ତାହାର ସମାଟ୍ରାଇଧାନ କରିବ ପ୍ରଶ୍ନ ନ 1 ତ୍ରି ସନ୍ଧ୍ୟା କିପରି କରା ଯାଏ ପ୍ରଶ୍ନ ନ 2 ବ୍ରହ୍ମ କେଉଁଠି ରହେ ଓ ତାର ଜପ ମତ୍ର କଣ ପ୍ରଶ୍ନ ନ 3 ବ୍ରହ୍ମ ଅର୍ଥାତ୍ ଭଗବାନ ନିରାକାର ହେ ୟା ସାକାର ଦୟାକରି ପ୍ରଶ୍ନ ର ଉତ୍ତର କମେଣ୍ଟ ବାକ୍ସରେ ଦିଅନ୍ତୁ
@mahimavastuseva
@mahimavastuseva 2 ай бұрын
ପ୍ରଶ୍ନ ୧ =ତିନି ସନ୍ଧି ସମୟରେ ଶୁନ୍ୟ ଆକାଶ ତଳେ ସାଷ୍ଟଙ୍ଗ ଶରଣ ହୋଇ ନିଜକୁ ତାଙ୍କ ନିକଟରେ ସମର୍ପି ଦେବା । ପ୍ରଶ୍ନ ୨= ଏ ଜଗତ ବ୍ରହ୍ମମୟ। ପ୍ରଶ୍ନ ୩= ବ୍ରହ୍ମ ନିରାକାର ଓ ସାକାର ଉଭୟ ।ଅତି ନିକଟରେ ଥିବାରୁ ଅଦୃଶ୍ୟ
@user-eu8sh9ic7p
@user-eu8sh9ic7p Ай бұрын
ଗୋପାଳ ଦେବକୀ ବି ଜଣେ ଗୌଡ଼ ଝିଅ
@mahimavastuseva
@mahimavastuseva Ай бұрын
ଠିକ୍
@Himalaye-jc7md
@Himalaye-jc7md 2 ай бұрын
A sabu prasna ra uttar ame dei v paribu au deba mushkil v nuha ... 1- Konsi v Juga re hau, jadi kehi v - Mamu, Guru, Pitamaha... Adharma/Anyaya pakya ru Yuddha kruchhanti tahele semankara virrudha re Yuddha kariba hi Dharma 2- Yudhisthira nku DharmRaj ethi paai kuha jae na thila ki se Dharmaraj nka putra .... Kintu ethi paai kuha jauthila j siye Satya au Nyaya ra pakhya re sabu bele thile. 3- Pandava mane Kshatriya kaahin ki naa ... Semankara Guna o Karma Kshatriya vali (Bhagwad Gita 4.13). Jati o Varna madhya re antara achhi 4- Sri Krishna nkara janma Kshatriya ghare kintu palana Gowda ghare ... Athiru ehaa pramaan hela j DwaparYuga re Achhut/Untouchability pari kichhi na thila. 5- Pratyek Juga re Murti o Mandira ra puja hauthila, aehaar Pramaan acchi ... Sanatan Dharma Saakar o Nirakaar Brahma duhi ta ku maane
@mahimavastuseva
@mahimavastuseva 2 ай бұрын
ଆପଣ ସୁନ୍ଦର ଉତ୍ତର ରଖିଛନ୍ତି ଆପଣଙ୍କୁ କିପରି ଧନ୍ୟବାଦ ଦେବି ତାହା କହିହେଉନହିଁ।ଧନ୍ୟବାଦ ବହୁତ୍ କମ ହେବ ଆପଣଙ୍କୁ ଅନ୍ତରରୁ ଧନ୍ୟବାଦ ମହିମା ଅଲେଖ ଶରଣ ଶରଣ ଶରଣ
@milankumarsamal9130
@milankumarsamal9130 2 ай бұрын
Good rules
@bhabasindhuthakur9663
@bhabasindhuthakur9663 Жыл бұрын
Bhl
@bhabasindhuthakur9663
@bhabasindhuthakur9663 Жыл бұрын
Bhal kri sanatan darmra puranke pad tapre ganbu
@TheCaracas321
@TheCaracas321 2 ай бұрын
ଭୀମ ତ ଅଲେଖ ଭଜୁଥିଲେ ଜଗନ୍ନାଥ ଙ୍କ ପାଖକୁ କଣ ପାଇଁ ଯାଇଥିଲେ କହିପାରିବ
@mahimavastuseva
@mahimavastuseva 2 ай бұрын
ଭୀମ କେବେ ହେଲେ ଯାଇ ନାହାନ୍ତି ଭୀମ ଯୋରନ୍ଦା ମଧ୍ୟ ଆସି ନାହାନ୍ତି
@sikshyachannel7541
@sikshyachannel7541 Жыл бұрын
Baba bhagaban gitare kahichhanti mora Adi anta nahi mu nirakar Mo pakhare jati ajati nahi Karan samasta atma Mo tharu jat aumadhya kahichhanti guna adharare karma Ku chari barnare bibhakta karajaichhi jati mu Tiari karini apana kahile Satya yugaru jati pratha achhi kemiti satya yugare sabu satapradhan jati keunthu asila
@mahimavastuseva
@mahimavastuseva Жыл бұрын
ଆପଣଙ୍କୁ ଶତ ଶତ ଧନ୍ୟବାଦ ଆପଣ ଯାହା କହିଲେ ନିରାଟ ସତ୍ୟ ଜାତି ଭଗବାନ କରି ନାହାନ୍ତି ଜାତି ବାହୁ ବଳି ମାନେ ତିଆରି କରିଛନ୍ତି. ଜାତି ଜାତି ହେଉଛନ୍ତି ଜାତି ହେଲା ମଣିଷ. ଏହି ଜାତି ପ୍ରଥା ଏହି ମନୁଷ୍ୟ ତିଆରି କରଛନ୍ତି ଅଲେଖ ଶରଣ
@JAGANNATHBHAIPRODUCTION
@JAGANNATHBHAIPRODUCTION Жыл бұрын
କଣ ହେଲା ଜାତି ଭଗବାନ ତିଆରି କରି ନାହାନ୍ତି !! ତେବେ ମହାଭାରତ ରେ କର୍ଣ୍ଣ ଙ୍କୁ କାହିଁକି ଶୁଦ୍ର କହି ଅପମାନ କରାଗଲା .... ସେ ସମୟ ରେ ତା କୃଷ୍ଣ ଥିଲା ନା , କୃଷ୍ଣ କାହିଁକି କିଛି କରି ପରାଲାନି କାରଣ ସେ ହିଁ ଜାତି କରିଛି .. ଏବେ ବର୍ଣ୍ଣ ବ୍ୟବସ୍ଥା କହି ନିଜର ପକ୍ଷ ରଖୁଛ .. ରାମ ସମ୍ଭୁକ କୁ ମାରିଲା କାହିଁକି ଓ ଶାବରୀ କୁ ନୀଚ ଜାତି କଳା କିଏ ? ଯେଉଁ ଧରମରେ ନାହିଁ ସମାନତା ଧର୍ମ ନୁହେଁ ସେତ ଧନ୍ଦା ର ବ୍ୟବସ୍ଥା ସବୁ କିଛି ଧନ୍ଦା ଓ ଅନ୍ଧବିଶ୍ୱାସ
@sikshyachannel7541
@sikshyachannel7541 Жыл бұрын
@@JAGANNATHBHAIPRODUCTION bhagaban ramanka jati kana, gitaku bhalabhabare padha Jadi padhibaku asamartha tebe youtubure available achhi yathartha gita channel suna tebe mote kahiba je mu wrong
@sikshyachannel7541
@sikshyachannel7541 Жыл бұрын
@@mahimavastuseva apana mote kahile kana heba bhagaban gita padha nahele youtubure yathartha gita channel suna Jadi sei book and KZbin channel wrong tebe mu wrong
@mahimavastuseva
@mahimavastuseva Жыл бұрын
ନିଶ୍ଚୟ ଦେଖିବା ଜ୍ଞାନୀ ଜନଙ୍କ କଥା ମାନିବା ଉଚିତ
@jayadevnayak7931
@jayadevnayak7931 2 ай бұрын
Brahin created sll castes sbd made them dupreme,
@jotrimayapati7205
@jotrimayapati7205 Жыл бұрын
Kebe tharu started pls say and who was created
@mahimavastuseva
@mahimavastuseva Жыл бұрын
ବୁଝି ହେଲା ନାହିଁ
@ChotuJamuda-lp6ef
@ChotuJamuda-lp6ef 26 күн бұрын
Dharma stafna pare yudishtir ku kana kua jiba
@mahimavastuseva
@mahimavastuseva 26 күн бұрын
ଆପଣଙ୍କ ମତରେ ଯୁଧିଷ୍ଟିର ଧର୍ମ ସ୍ଥାପନ କଲେ ଧର୍ମ ରାଜ ହେଲେ ତେବେ କୃଷ୍ଣ କଣ କରିଥିଲେ ? କଣ ଅଧର୍ମ କରିଥିଲେକି ।ମୋର ଏହା ମଧ୍ୟରେ କୁହା ଯିବାର ଉଦ୍ଦେଶ୍ୟ କାହାକୁ ନିନ୍ଦା କରିବାର ନାହିଁ ସେ ଥିଲେ ଧର୍ମ ସୂତ
@kamalgahir8044
@kamalgahir8044 Жыл бұрын
Hlw baba... Papa ru kemiti udhar paibaa maharaj... Papa paien jane hin nija jibana dei achanti... Se hele Prabhu jishu... Jie Prabhu jishu kalaa se hin udhar paiba... Mu hindu hei ki kahuchi... Mu abe sath bisaya jaani parili... Duniya re kehi nahi kehi nahi... Prabhu jishu nku biswas kara papa ru udhar paa... Praise the Lord 🙏
@kamalgahir8044
@kamalgahir8044 Жыл бұрын
Prabhu jishu nku Jie biswas kalaa sie hin udhar paaiba.... Mu jane hindu... Lekin sath bisaya Abe mu jaani paarili... Praise the Lord 🙏
@mahimavastuseva
@mahimavastuseva Жыл бұрын
ଇଶ୍ୱର ଆଲ୍ହା ତେରେ ନାମ.....,,...
@kamalgahir8044
@kamalgahir8044 Жыл бұрын
Baba... Allah bele kie kahi paariba... Jie ki eka hin iswara... Ki iswara 33 koti thanti.. Naa kebe nuhen... Iswara matra eka... Jie papa paien aashi achanti... Sie hauchanti... Pita, putra, pabitra aatmaa... Pita bele parameswar aau putra bele Prabhu jishu... Aau pabitra aatma bele Jie aamaku saitan kabala ru rakhayaa... Kare... Bible padha sabu jaani paariba... Praise the Lord 🙏
@gopalchmahananda7264
@gopalchmahananda7264 Жыл бұрын
jati bheda braman mane kari chhi
@mahimavastuseva
@mahimavastuseva Жыл бұрын
ନିଶ୍ଚୟ
@monojrout5667
@monojrout5667 Ай бұрын
ଭୋଇ ବଂଶ କିଏ, କୁହ
@kitujena3004
@kitujena3004 Жыл бұрын
Sir tame prabachan deuchhanti apana thakura nku dekhi chhanti ki
@mahimavastuseva
@mahimavastuseva Жыл бұрын
ଠାକୁର ନିଜ ପିତା ମାତା ଆଉ କେହି ନୁହେଁ ସେମାନେ ହେଲେ ଜୀବନ୍ତ ଠାକୁର କିନ୍ତୁ ସମସ୍ତେ ପୁର୍ଣ ବ୍ରାହ୍ମଙ୍କ ଠାରୁ ଯାତ ସେ ଅଦୃଶ୍ୟ ସେ ଜୀବ ଜଗତ ନିମନ୍ତେ ଯେଉଁ ନିୟମ ମାନ କରିଛନ୍ତି. ତାହାକୁ ମାନିବ. ଯେହେତୁ ତାଙ୍କର ରୂପ ନାହିଁ ଖୋଲା ଆକାଶ ତଳେ ଶୂନ୍ୟକୁ ଚାହିଁ ମୁଣ୍ଡିଆଟିଏ ମାରିବା. ଯେଉଁ ମାନେ ମନ୍ଦିରରେ ପୂଜାପାଠ କରୁଛନ୍ତି କିନ୍ତୁ ବାପା ମାଆ ଖାଇବାକୁ ପାଉ ନ ଥିବେ. ଅଲଗା ଘରେ ରହୁଥିବେ. ତେବେ ମନ୍ଦିରରେ ପୂଜାର ଅର୍ଥ କଣ?
@bishalmallick4389
@bishalmallick4389 Жыл бұрын
Mahima aalekh guruji a bahira nama tike kahibe mo jejebapa alekha dharm neithile guriji mate tike kahantu bahira nama ta tike kuhantu please❤❤❤❤❤❤
@mahimavastuseva
@mahimavastuseva Жыл бұрын
ଏହା ଗୋଟିଏ ବହି ନୁହେଁ । ବିଭିନ୍ନ ବହିରୁ ଅଣାଯାଇଛି।ଏହିଠାରେ କେବଳ ଦର୍ଶା ଯାଇଛି ଜଣେ ଚଣ୍ଡାଲ ମଧ୍ୟ ବ୍ରାହ୍ମଣ ହୋଇ ପାରିବ ଏଣୁ କଥାରେ ଅଛି ବ୍ରାହ୍ମଣ କଲେ ଅପରାଧ।ବେଗେ ପୂଜିବ ତାଙ୍କ ପାଦ ।
@bishalmallick4389
@bishalmallick4389 Жыл бұрын
Thank you gurujii
@maheshray3775
@maheshray3775 3 ай бұрын
@@mahimavastuseva pranam guruji ,kathare achhi na keun sastrare lekha achhi dayakari janeibe ,bhul thile khyama karibe🙏🙏🙏🙏bramhana kale aparadha bege pujiba tanka pada
@bibhutinaik1161
@bibhutinaik1161 Жыл бұрын
Apana purana katha kahuchha Kan pain
@parsuramjena7119
@parsuramjena7119 Жыл бұрын
Baba Andha deshe gali Darpana biki.
@mahimavastuseva
@mahimavastuseva Жыл бұрын
Aha sampurn thik
@dharmadasnag
@dharmadasnag Жыл бұрын
Rama panchu pandba mane bi tapir puamane this le
@jitendrasahu1018
@jitendrasahu1018 Жыл бұрын
ପ୍ରଭୁ ଆପଣ କୃମି ଔଷଧ ବିଷୟ ରେ ଜାଣିଛନ୍ତି କି ଜାଣିଥିଲେ ଦୟା କରି ଉତ୍ତର ଦେବେ। ଆପଣ ଙ୍କ ଅପେକ୍ଷାରେ ରହିଲି ଗୁରୁ ବ୍ରହ୍ମ ମହିମା ଅଲେଖ ସ୍ଵାମୀ
@mahimavastuseva
@mahimavastuseva Жыл бұрын
ନା
@bibhutinaik1161
@bibhutinaik1161 Жыл бұрын
Hati kahile Kan
@mahimavastuseva
@mahimavastuseva Жыл бұрын
ହାତୀ କଣ?
@sarbeswarmishra6695
@sarbeswarmishra6695 Жыл бұрын
You are. Notknowing. Anything. About. Brahmin
@bhimsenmallick
@bhimsenmallick 2 ай бұрын
Mane bramun nuhanti..
@mahimavastuseva
@mahimavastuseva 2 ай бұрын
ନ ଥିଲେ ଦୁନିଆ ଚାଲିବ କିପରି ?. ବଶିଷ୍ଠ ଙ୍କ ପରି ବ୍ରାହ୍ମଣ ଅଛନ୍ତି ଯିଏ ନିଜକୁ ତିଳ ତିଳ କରି ଜାଳି ଅନ୍ୟର ଉପକାର ଚିନ୍ତା କରୁଛନ୍ତି ସେମାନେ କେବେ ଧନୀ ହୋଇପାରିବେ ନାହିଁ ସର୍ବଦା ଦୁଃଖରେ ସୁଖୀ ହୋଇଥିବେ
@sbi739
@sbi739 Жыл бұрын
Tume keun bhagabana nku puja athaba mana kuha .
@mahimavastuseva
@mahimavastuseva Жыл бұрын
ଭଗବାନ ଏକ ଦୂତିୟ ନାହିଁ
@sbi739
@sbi739 Жыл бұрын
@@mahimavastuseva ତାହେଲେ ତୁମେ ଭଗବାନ କୃଷ୍ଣ ଙ୍କ ବିଷୟରେ ଖରାପ କଥା ଗୁଡାକ କହି ନିଜେ ପୂଜୁଥିବା ଭଗବାନଙ୍କୁ ଅପମାନିତ କରୁଛ ।ଯଥା ରାବଣ ଶିବଙ୍କ ପରମ ଭକ୍ତ ହେଇ ବି ତାଙ୍କର ଅବତାର ପ୍ରଭୁ ହନୁମାନଙ୍କୁ ଅପମାନିତ କଳା କତୁବକ୍ୟ କହିଲା ।ଶତ୍ରୁ ଭାବି ମାରିବାକୁ ପାଞ୍ଚିଲା ।ସେହିଭଳି ତୁମେ ମଧ୍ୟ କରୁଛ ।
@mahimavastuseva
@mahimavastuseva Жыл бұрын
କେବେ ନୁହେଁ ଭଗବାନଙ୍କୁ ଛାଡ଼ିଲେ ଆମେ ହେତୁ ବା ଦୀ ହୋଇଯିବା ତାଙ୍କର ଭଲ ଗୁଣ ଗାଇବା ଜଗତର ମଙ୍ଗଳ ହେବ । ଅପମାନ କଥା କହିଲେ ସେତ ପଭୁ ସବୁସିନା ଶୁଣିବେ କର୍ମ ଅନୁଯାୟୀ ଫଳ ନିଶ୍ଚୟ ଦେବେ
@khirasindhumajhi-mv6lc
@khirasindhumajhi-mv6lc Жыл бұрын
Alekha dharmare thai ahankar kahiki
@radhanathkanjia8565
@radhanathkanjia8565 Жыл бұрын
ଚକୁଳି ଖାଇବା ଲୋକ ବିନ୍ଧ ଗଣୁଛି ସୃଷ୍ଟିର ନିୟମ ଇଶ୍ଵର ଆଣିଛନ୍ତି ତୁ କିଏ ପାଳଗଦା ରେ ଚଢି ଆତ୍ମ ପ୍ରଚାର କରୁଛୁ ମୂର୍ଖଙ୍କ ଗୁରୁ।
@bjayaraj6046
@bjayaraj6046 2 ай бұрын
Asubidha kan
@ShibaSankar-cu9vc
@ShibaSankar-cu9vc Ай бұрын
Tu ghhuda munha sobu janichhu
@bharatmishra7913
@bharatmishra7913 Жыл бұрын
Pagal a
@lalitadei953
@lalitadei953 Жыл бұрын
Banda kara tums vasana
@gopalchmahananda7264
@gopalchmahananda7264 Жыл бұрын
tui kete juga r loka
@trilochanpanda5570
@trilochanpanda5570 Жыл бұрын
ତୁଇ କିଟାକହିଲୁରେ ବୁଆଆଗେତୁଇ,,,,,,,
@mahimavastuseva
@mahimavastuseva Жыл бұрын
ଏହା ଏକ ଲଜ୍ୟା ବିଷୟ
@anilpradhan9567
@anilpradhan9567 8 ай бұрын
Braman beshya chhua😡
@sadanandamalik3569
@sadanandamalik3569 2 ай бұрын
Faltu katha
@mahimavastuseva
@mahimavastuseva 2 ай бұрын
ଧନ୍ୟବାଦ
@sanjaynaik4736
@sanjaynaik4736 2 ай бұрын
Ahi Katha Ajir Ahakari Lok Manibeta
@mahimavastuseva
@mahimavastuseva 2 ай бұрын
କୋଟିଏ ମଧ୍ୟରୁ ଜଣେ ମାନିବ ନିଶ୍ଚୟ
ВОДА В СОЛО
00:20
⚡️КАН АНДРЕЙ⚡️
Рет қаралды 30 МЛН
Spot The Fake Animal For $10,000
00:40
MrBeast
Рет қаралды 170 МЛН
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
World’s Largest Jello Pool
01:00
Mark Rober
Рет қаралды 63 МЛН
Janata Darbar: Who is Provoking Racism ?
47:39
Kanak News
Рет қаралды 175 М.
ВОДА В СОЛО
00:20
⚡️КАН АНДРЕЙ⚡️
Рет қаралды 30 МЛН