ଏଠି ଆସିଲା ପରେ ସ୍ବର୍ଗ ପରି ଲାଗୁଛି ଏଇଠି ହେଇଥିଲା "ଅବତାର୍" ଫିଲ୍ମ ର ସୁଟିଂ || AVATAR MOUNTAIN IN CHINA

  Рет қаралды 426,400

ମୁଁ TRAVELLER

ମୁଁ TRAVELLER

4 күн бұрын

ଦୁନିଆର ସବୁଠୁ ଅଧିକ ଟଙ୍କା କମେଇଥିବା ଚଳଚିତ୍ର ଏଠି ଶୂଟିଙ୍ଗ କରା ଯାଇଥିଲା .

Пікірлер: 1 800
@Pradipbehera-yo3gi
@Pradipbehera-yo3gi 2 күн бұрын
କିଏ କିଏ ଚାହାନ୍ତି କି ଲବ ଭାଇ ଯଉଠି ବି ଥାଆନ୍ତୁ ଭଲରେ ରୁହନ୍ତୁ ❤❤ ♥️ କର
@FireManDipak
@FireManDipak 2 күн бұрын
Thoda Mera Vlog Dekhlo 🥺
@dhanirambeg7820
@dhanirambeg7820 2 күн бұрын
ସମସ୍ତ ଙ୍କର ଆଶିର୍ବାଦ ଦ୍ଵାରା ବହୁତ ସୁସ୍ଥ ରହୁ ଯିଏ ଖରାପ୍ ନଜରରେ ରଖି ଛେ ହେଲେ ତାର ମୁହଁ ପୁଡୁ
@PinkyDash-cf9iw
@PinkyDash-cf9iw 2 күн бұрын
❤❤❤ mu
@ChandanSahoo-sk7ed
@ChandanSahoo-sk7ed 2 күн бұрын
❤❤l
@sweetsneha627
@sweetsneha627 2 күн бұрын
Gad bless you ଭାଈ
@RinkuExperimentToys
@RinkuExperimentToys 2 күн бұрын
ଲବ ଭାଇ ଚାଇନାରୁ ଭଲରେ ଭଲରେ ଘରକୁ ଫେରି ଆସନ୍ତୁ ବୋଲି କେଉଁ ଭାଇ ମାନେ ଚାହୁଁଛ ସେଥିପାଇଁ ଗୋଟିଏ like comment କରନ୍ତୁ ଜୟ ଜଗନ୍ନାଥ
@PinkyDash-cf9iw
@PinkyDash-cf9iw 2 күн бұрын
Mu
@munapatra9876
@munapatra9876 2 күн бұрын
Mu chahe ama laba bhai bhala re feri asantu.
@jyotipanda7079
@jyotipanda7079 2 күн бұрын
Mu
@bibhutidas1494
@bibhutidas1494 2 күн бұрын
Mu
@rrkoraputia4697
@rrkoraputia4697 2 күн бұрын
Laba Bhai Chaina ru Bohut Bhal Re Asibe Kichhi Bi Heba Nahi Jay Jaganath 🙏🙏🙏🙏
@sureshmajhi4280
@sureshmajhi4280 2 күн бұрын
ଦୁନିଆର ସବୁଠାରୁ ବହୁତ ସୁନ୍ଦର ଜାଗା ଦେଖାଇ ଥିବା ରୁ ଧନ୍ୟବାଦ୍ ଲବ ଭାଇ 👍
@biswajitdehury942
@biswajitdehury942 2 күн бұрын
ଚାଇନା ରେ ବହୁତ କିଛି develop ହେଇଛି ତଥାପି ସେମାନେ ଜଙ୍ଗଲ କୁ ସାଇତି କି ରଖିଛନ୍ତି କିନ୍ତୁ ଆମର develop ନହେଇକି ବି ଜଙ୍ଗଲ ନଷ୍ଟ କରି ଦେଇଛନ୍ତି
@hemantabahera8047
@hemantabahera8047 Күн бұрын
Rights bor,,,❤❤
@Usharanibehera01
@Usharanibehera01 Күн бұрын
Yes bro
@gurucharanaroutray5955
@gurucharanaroutray5955 Күн бұрын
ଜୟ ଶ୍ରୀ ଜଗନ୍ନାଥ 🚩🙏 ଭାଈ ❤ ଆପଣଙ୍କ ମେସେଜେ ଦେଖି ଖୁସି ଲାଗିଲା ଭାଈ♥️🙏🙏🙏
@pintu-pwa0413
@pintu-pwa0413 Күн бұрын
କାରଣ china ର maximum region mountains ଦ୍ଵାରା ଘେରା
@SINGHBABU-7
@SINGHBABU-7 7 сағат бұрын
ପୁରା ପୁରି ଠିକ୍ କଥା କହିଲ ମୋ ଭାଇ ମୁଁ ବି ତୁମ କଥାରେ ଏକମତ ଅଛି.....🥺🥺
@JadunathTudu...
@JadunathTudu... 2 күн бұрын
କେଉଁମାନେ laba ଭାଇ ଙ୍କ video ଅପେକ୍ଷା କରିଥିଲ 👍🏼କର.... 😊
@manaskumarbhoi3474
@manaskumarbhoi3474 2 күн бұрын
Mu waiting re thhili
@jyotipanda7079
@jyotipanda7079 2 күн бұрын
Mu
@Ganesh-jo1ew
@Ganesh-jo1ew 2 күн бұрын
Tu ekela thilu
@MRUTUNJAYMOHANTA-uy3km
@MRUTUNJAYMOHANTA-uy3km 2 күн бұрын
ସବୁ ମୂର୍ଖ ମାନେ 😮
@JustEnjoy24h
@JustEnjoy24h 2 күн бұрын
I
@UditnarayanBiswal
@UditnarayanBiswal 2 күн бұрын
ଲବ ଭାଇ ଆଜି ମୋ birthday ମତେ ଲାଗୁଚି ଏଇ ଭିଡିଓ ମୋ birthday gift
@Students.lifestyle
@Students.lifestyle 2 күн бұрын
Happy birthday bhai
@umeshchandrakishan7254
@umeshchandrakishan7254 2 күн бұрын
Happy birthday bhaiya 🎉🎉🎉
@prakashmodijihamarapmmohan511
@prakashmodijihamarapmmohan511 2 күн бұрын
Happy birthday bro🎉🎉🎉🎉🎉🎉
@SibaniSibani-wq1lj
@SibaniSibani-wq1lj 2 күн бұрын
Happy birthday🎂 Jagannath bless you☺ 🙏🙏
@PriyanshupratikMajhi
@PriyanshupratikMajhi 2 күн бұрын
Tate para eyi video gift karichi
@jdsoren9299
@jdsoren9299 2 күн бұрын
ସତରେ ସ୍ବର୍ଗ ର ରମଣୀୟ ଦୃଶ୍ୟ। ଲବ ବାବୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍।
@dasarathimohapatra618
@dasarathimohapatra618 2 күн бұрын
ବହୁତ ବହୁତ ସୁନ୍ଦର ଲାଗିଲା, ସେଠାକାର ପରିବେଶ ଓ ଆକର୍ଷଣୀୟ ପର୍ବତମାଳା ସିନ୍, ଦେଖି ମନମୁଗ୍ଧକର ଲାଗିଲା, ଜୟ ଜଗନ୍ନାଥ,
@hoknowledgeodisha
@hoknowledgeodisha 2 күн бұрын
ଯେଉଁ ମାନେ ମୟୂରଭଞ୍ଜରୁ ଦେଖୁଛନ୍ତି ଲାଇକ କର👍👍👍
@bhagirathigochhayat7229
@bhagirathigochhayat7229 2 күн бұрын
ଜିନ୍ଦାବାଦ ଓଡିଶା ଜିନ୍ଦାବାଦ ବାରିପଦା ଜିନ୍ଦାବାଦ ଭାରତ ❤❤❤❤❤❤❤❤❤ଓ ଜିନ୍ଦାବାଦ ଲବ ହାଁସଦା ❤❤❤❤❤❤
@BetaMarndi
@BetaMarndi Күн бұрын
Jindabad
@chandramanimahanta8332
@chandramanimahanta8332 2 күн бұрын
ବହୁତ ସୁନ୍ଦର ହୋଇଛି ଅବତାର ମାଉଁଣ୍ଟେନ ବହୁତ ବଢିଆ ଲାଗିଲା ଜୟ ଜଗନ୍ନାଥ
@satyagopal2068
@satyagopal2068 2 күн бұрын
ଏହି ଭିଡିଓ one million views ଆସିବା ଦରକାର କିଏ କିଏ ଚାହୁଁଛ ❤କର
@JalendraDalai46
@JalendraDalai46 2 күн бұрын
ଭାଇ ମୋତେ ପ୍ରକୃତିର ଦୃଶ୍ୟ ବହୁତ ଭଲଲାଗେ, ତମେ ନିଜେ ଦେଖିବା ସହିତ ଆମମାନଙ୍କୁ ଦେଖଉଛ ସେତି ପାଇଁ ଧନ୍ୟବାଦ୍। 🙏❤❤️
@memorym2879
@memorym2879 2 күн бұрын
ମୁ ସତରେ ବୋହୁତ ଖୁସି ।କାରଣ , କଷ୍ଟ କରି ସଫଳତା ପାଇ ଥିବାରୁ ଓ ଭଲ କଥାକୋହୁଛ।
@FireManDipak
@FireManDipak 2 күн бұрын
Thoda Mera Vlog Dekhlo 🥺
@user-sw5wc4fh9q
@user-sw5wc4fh9q 2 күн бұрын
ଓଡ଼ିଶା ଭାଇଙ୍କ ପାଇଁ ବହୁତ ସୁନ୍ଦର କଥା
@srutihantal5445
@srutihantal5445 2 күн бұрын
ଏ ହେଉଛି ଅସଲ ସ୍ବର୍ଗ ଆଖି ପବିତ୍ର ହୋଇଗଲା । ବହୁତ ବହୁତ ଧନ୍ୟବାଦ ଲବ ଭାଇ ❤❤❤
@abhinandansabar5828
@abhinandansabar5828 2 күн бұрын
ଏ ସୁନ୍ଦର ପରିବେଶ ପାଇଁ ମୋତେ ଚୀନ ଭଲ ଲାଗେ ❤
@user-fc7tc2cl8e
@user-fc7tc2cl8e 2 күн бұрын
ଏଇ ପୂର୍ବୋତ୍ତର ଦେଶମାନଙ୍କୁ ପୁରାଣ ଯୁଗରେ ସ୍ଵର୍ଗ କୁହାଯାଉଥିଲା ବୋଲି କେତେକ ବିଦ୍ଵାନ କହନ୍ତି । ନରୱେ - ସ୍ଵିଡେନ ଦେଶ କୁ ବୋଧେ ମର୍ତ୍ତ୍ୟ ବୈକୁଣ୍ଠ କୁହାଯାଉଥିଲା । ଲବ ଭାଇନା ! ସୁବିଧା ହେବ ତ ନରତ୍ଵେ - ସ୍ଵିଡେନ ଦେଶ ଦେଖିଲେ ଭଳ ହୁଅନ୍ତ। ।🌹
@Bapu16
@Bapu16 2 күн бұрын
Nice
@manasranjanmahanta6072
@manasranjanmahanta6072 Күн бұрын
Norway🇳🇴🇳🇴🇳🇴❤❤❤
@saisasmita3152
@saisasmita3152 2 күн бұрын
ଲବ ଭାଇ ଆପଣଙ୍କ ପାଇଁ ଆମେ ମାନେ ଅନେକ କିଛି ସିଖି ବା ପାଇଁ ପାଉଛୁ , ଛୋଟ ପିଲା ମାନେ ବାହାର ଦେଶ ବିଷୟରେ ନୂଆ ପ୍ରସଙ୍ଗ ରେ ଜାଣି ବା କୁ ପାଉଛନ୍ତି ❤❤❤❤
@Mayanmilu
@Mayanmilu Күн бұрын
Thnx 👍 luv bhai
@kartikamajhi3530
@kartikamajhi3530 2 күн бұрын
ଲବ ଭାଇ ତମେ ମହାନ ଏତେ ସୁନ୍ଦର ଜାଗା ଦେଖେଇ ଥିବାର ❤
@DiluNaik-su1qr
@DiluNaik-su1qr 2 күн бұрын
Keonjhar ରୁ କେଉଁ ମାନେ ଦେଖୁଛନ୍ତି like କର
@dilipkumarmuduli8999
@dilipkumarmuduli8999 2 күн бұрын
Hello
@narayanmunda1848
@narayanmunda1848 2 күн бұрын
I hello
@biswanathaluhar8672
@biswanathaluhar8672 2 күн бұрын
Mu achi🙏🙏
@Beshrabiti
@Beshrabiti 2 күн бұрын
Iam also
@Rocketbikerv3
@Rocketbikerv3 2 күн бұрын
​@@Beshrabiti keonjhar kau jaga tumar
@marndiraaz1277
@marndiraaz1277 2 күн бұрын
"ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ।। ଶଙ୍କର୍ଷଣ ମାର୍ଣ୍ଡି। From:-Bhadrak, ଚାନ୍ଦବାଲି, ଘଂଟେଶ୍ୱର।❤❤❤❤❤
@Sujeet_babu
@Sujeet_babu 2 күн бұрын
ମୁଁ ଏହି ଭିଡିଓ ଦେଖିବାପାଇଁ ବହୁତ ଦିନ ରୁ ଅପେକ୍ଷା କରିଥିଲି finally ଭିଡିଓ ଟା ଦେଖିଲି ବହୁତ୍ ସୁନ୍ଦର ହୋଇଛି ଏହି ଭିଡିଓ
@starmohapatra
@starmohapatra 2 күн бұрын
ପ୍ରକୃତ ସୁନ୍ଦରତା କେବଳ ପ୍ରକୃତିରେ ହିଁ ରହିଛି।
@pabitramohandandia274
@pabitramohandandia274 2 күн бұрын
ଜୟ ଜଗନ୍ନାଥ ଭାଇ, ବହୁତ ସମୟଧରି ଅପେକ୍ଷ୍ୟା କରିଥିଲି, mindbloing ଭାଇ ❤❤❤
@BiraMajhi-tp7gf
@BiraMajhi-tp7gf 2 күн бұрын
କିଏ କିଏ ଲବ ଭାଇ ର ଭିଡିଓ କୁ ନେଇ ଅପେକ୍ଷାରେ ଥିଲ ଗୋଟେ 👍 କରିଦିଅନ୍ତୁ
@badaswan92
@badaswan92 2 күн бұрын
No
@user-zu1uw7sk2v
@user-zu1uw7sk2v Күн бұрын
Mu
@mrarun4559
@mrarun4559 Күн бұрын
Mu
@chakradhardas6461
@chakradhardas6461 2 күн бұрын
ବହୁତ କଷ୍ଟ ଆମ ପାଇଁ କରୁଛନ୍ତି ଭାଇ । ହୃଦୟରୁ ଧନ୍ୟବାଦ । ଆପଣଙ୍କ ଯାତ୍ରା ଶୁଭମୟ ହେଉ ❤❤❤❤
@nakulabhumia2165
@nakulabhumia2165 Күн бұрын
ଭାଇ ମୁ ଦେଖି ବହୁତ ଖୁସି ହୋଇଗଲି ଧନ୍ୟବାଦ ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ
@RomiyoKumar-rr6yb
@RomiyoKumar-rr6yb 2 күн бұрын
ଯଉଟି ଥାଅ ଭାଇ ସବୁବେଳେ ଭଲରେ ଥାଅ ଇଶ୍ୱରଙ୍କ ଆଶୀର୍ବାଦ
@dainupujari5677
@dainupujari5677 2 күн бұрын
ଲବ ଭାଇ ତମେଏଖ ନମ୍ବର୍ ଯାଗାରେ ବିଡିଓ ଭନେଇଚ ❤❤❤👍
@hemantabahera8047
@hemantabahera8047 2 күн бұрын
ଶୁଭ ସକାଳ ❤❤❤very nice place ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା
@debabratadigal9171
@debabratadigal9171 2 күн бұрын
ବହୁତ୍ ସୁନ୍ଦର୍ ସ୍ଥାନ ଭାଇ,ପ୍ରକୃତରେ ଈଶ୍ୱର ଙ୍କ ଅନୁଗ୍ରହ ଅଛି ସେଠି,God bless you Labo ଭାଇ 👍👍👍
@binodkumar-px7ld
@binodkumar-px7ld 2 күн бұрын
ଲବଭାଇ ବହୁତ୍ ସୁନ୍ଦର ଜାଗା ଅଛି ଚାଇନା ରେ 👌👍🎥🤳...!!
@NandakiswarMallick
@NandakiswarMallick 2 күн бұрын
ଜୟ ଶ୍ରୀ ରାମ ସୁନ୍ଦର ତ୍ରୁପ୍ତି ର ଅବସାଦ ନାହିଁ ❤❤❤❤❤❤❤କନ୍ଧମାଳ ରୁ ଧନ୍ଯବାଦ
@SHREYAGURUNG123
@SHREYAGURUNG123 2 күн бұрын
भैया आपके व्लोग्स बहुत अच्छा लगती है मै सारी निरन्तर देख्ती हु🙏हमेशा हिन्दी मै व्लोग बनालिजिये क्युकी हम सभी समझ जाए। I watching from Nepal🇳🇵
@ramasoren6289
@ramasoren6289 2 күн бұрын
Odia somajte hoi kiya
@pujavillagevlog
@pujavillagevlog 2 күн бұрын
Thank you so much Shreya aap Nepal se dekhne k liye because I love Nepal and Nepal people
@pujavillagevlog
@pujavillagevlog 2 күн бұрын
Devid
@motilalmunduya6392
@motilalmunduya6392 2 күн бұрын
@@SHREYAGURUNG123 thank you so much shreya didi
@rajashreedas8636
@rajashreedas8636 2 күн бұрын
Laba bhaya ki hind me ek I'd hai app us I'd pe dekhiy baat samjh me aegi love you Nepal & Nepal people
@shansdah1077
@shansdah1077 2 күн бұрын
ସେଠାକାର ଆକାଶ ଛୁଆଁ ପାହାଡ଼ ପରି, ତୁମ ସଫଳତା ଆହୁରି ଉପରକୁ ଉପରକୁ ଯାଉ l we are all with u.....❤❤❤
@bhimasenbhatra339
@bhimasenbhatra339 2 күн бұрын
ବହୁତ ବହୁତ ଧନ୍ୟବାଦ୍ ଲବ ଭାଇ ତୁମେ ଆମ ମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଜାଗା ଦେଖାଉଛ ବହୁତ ଖୁସି ଲାଗୁଛି ପ୍ରଭୁ ଜଗନ୍ନାଥ ସବୁବେଳେ ତୁମକୁ ଏମିତି ଖୁସିରେ ରଖନ୍ତୁ
@dipakanhar8923
@dipakanhar8923 2 күн бұрын
ଅତି ସୁନ୍ଦର ହେଇଛି ଲଭ ଭାଇ ବହୁତ୍ ଖୁସି ଲାଗୁଛି ଦେଖିକି ଏ ଦୃଶ୍ୟ you are lucky man Bhai
@DasharathaMunda-hz5ki
@DasharathaMunda-hz5ki 2 күн бұрын
ଲବ ଭାଇ ତମେ ଯୋଉଠି ବି ଥାଅ ଭଲରେ ଥାଅ ଜୟ ଜଗନ୍ନାଥ
@pithosoren2023
@pithosoren2023 Күн бұрын
ଧନ୍ୟବାଦ ଲବଭାଇ ଏତେ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିବାକୁ ସୁଯଗଦେଇ ଥିବାରୁ🙏👍🤗
@pradyumnanayak7278
@pradyumnanayak7278 2 күн бұрын
ଭାଇମାନେ ଏହି vdo 1million ପହଞ୍ଚିବା ଦରକାର
@pintuvillagetour
@pintuvillagetour 2 күн бұрын
ଭାଇଙ୍କୁ ଅନୁରୋଧ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ବ୍ଲଗ୍ ଭିଡ଼ିଓ କରନ୍ତୁ ❤❤
@aparajitanayak550
@aparajitanayak550 2 күн бұрын
Jaha hau Bhai Tam pai bahut kichi dekhiba ku muluchi n hele kaha pakhe time nahi takaha pakhe paisa nahi kaha pakhe neiki jibaku kehi nahi aji Tam pai ame Sara duniya dekhiparuchu heartily tqq 💐 bhai
@krushnachandranaik1896
@krushnachandranaik1896 2 күн бұрын
ଲବ ଭାଇ ସବୁ ଦେଶ ଅପେକ୍ଷା ଚାଇନା ଦେଶ ବହୁତ ଭଲ ଲାଗୁଛି
@sarojmalik6022
@sarojmalik6022 2 күн бұрын
ଅତି ସୁନ୍ଦର ଏ ଦୃଶ୍ୟ ଆଖି ଲାଗି ଯାଉଛି ,,, lov u vai
@laxmanmishra9944
@laxmanmishra9944 2 күн бұрын
ଲବ ଭାଇଙ୍କୁ ଭଲ ପାଉଥିଲେ ଲାଇକ କରିବେ ❤
@kamalakantabeshra1780
@kamalakantabeshra1780 2 күн бұрын
ଅତି ସୁନ୍ଦର ଦୃଶ୍ୟ
@ramachandrabehera4696
@ramachandrabehera4696 2 күн бұрын
❤❤❤ ଅତି ସୁନ୍ଦର ଜୟ ଶ୍ରୀ ଜଗନ୍ନାଥ
@susanta659
@susanta659 2 күн бұрын
China ra sabu aiche. Satara china. Bahut sundar ❤❤❤❤❤ love you china
@kalyanipahadasingh6402
@kalyanipahadasingh6402 2 күн бұрын
Jay Jagannath Swami Nayan path gami bhaba tume. You are so lucky and great bro.
@dwarikanath1958
@dwarikanath1958 Күн бұрын
ବହୁତ ସୁନ୍ଦର ସିନେରୀ, ବିମୋହିତ କରୁଛି ମନକୁ। ଅବତାର ସୁଟିଂ ଜାଗା ଦେଖାଇଥିବା ହେତୁ ଧନ୍ୟବାଦ।
@mahendradeheri6879
@mahendradeheri6879 2 күн бұрын
ବହୁତ ସୁନ୍ଦର ଜାଗା ହେଇଛି। ଧନ୍ଯବାଦ।
@KhiramatiMD
@KhiramatiMD 2 күн бұрын
ନିଜକୁ ନିଜେ ମୁଁ ପ୍ରଶ୍ନ ପଚାରିଲି କାହିଁକି ଜନମ ପାଇଛି ବିବେକ ମୋର ବୁଝେଇ କହିଲା ମୃତ୍ୟୁ ପାଇଁ ଜନ୍ମ ମିଳିଛି ଜନ୍ମ ଓ ମୃତ୍ୟୁ ର ବ୍ୟବଧାନ କଥା ପ୍ରାଞ୍ଜଳେ ବୁଝାଇ ଦେଉଛି ଯିଏ ବୁଝିଯିବ ସିଏ ଜାଣିଜୀବ କାହିଁକି ଜନମ ମିଳିଛି ଯେତେଦିନ ଥିବୁ ଏ ଧରାପୃଷ୍ଠରେ ଛଟପଟ ହୋଇ ବଞ୍ଚିବୁ ମୋର ମୋର କହି ଧନ ସଞ୍ଚି ସଞ୍ଚି ଖାଲି ହାତେ ଶେଷେ ଫେରିବୁ ଶୈଶବ ଯିବ ଯୌବନ ବି ଯିବ ଶେଷ ବେଳେ ବୃଦ୍ଧ ହୋଇବୁ ଅଲୋଡ଼ା ଜୀବନ ଉପହାର ପାଇ କଲବଲ ହୋଇ ବଞ୍ଚିବୁ ନିଶ୍ୱାସ ଯେବେ ହାତ ଛାଡ଼ିଦେଵ ଶବ ହୋଇ ପଡି ରହିବୁ ସ୍ମଶାନ ଜୁଇରେ ଯେବେ ପୋଡିଯିବୁ ପାଉଁଶ ମୁଠାଏ ହୋଇବୁ ତେଣୁ ଯେତେଦିନ ଥିବୁ ଏ ଧରା ପୃଷ୍ଠରେ ସମାଜ କୁ ନେଇ ଚଳିବୁ ଜନମ ମିଳିଲେ ମରଣ ନିଶ୍ଚିତ ଏ କଥାକୁ ମନେ ରଖିବୁ
@manasisahu3512
@manasisahu3512 2 күн бұрын
So nice kabita
@dkkiskuofficial4080
@dkkiskuofficial4080 11 сағат бұрын
bahut sunder chinta dhara❤❤❤
@PradhanSuman-fe2jx
@PradhanSuman-fe2jx 2 күн бұрын
ଲବ ଭାଇ ଆମେ ତ ଜୀବନ ରେ ଏହା ଦେଖି ପାରିବୁନି ଆପଣ ଦେଖାଉଛନ୍ତି ଧନ୍ୟବାଦ ଭାଇ
@Rinuuodia
@Rinuuodia Күн бұрын
ଜଗନ୍ନାଥଙ୍କ କୃପାରୁ ଆପଣ ଭଲରେ ରହିଥାନ୍ତୁ ଭାଇ🙏🙏🙏
@gadadharsahoo8577
@gadadharsahoo8577 2 күн бұрын
ଅତି ସୁନ୍ଦର ଯାଗା ର ଭିଡିଓ ପ୍ରସ୍ତୁତ କରିଥିବାରୁ ତୁମକୁ ଅଶେଷ ଧନ୍ୟବାଦ୍। ଜୟ ରଘୁନାଥ।
@juniorlaxmanofficial25
@juniorlaxmanofficial25 2 күн бұрын
ହିର୍ଲା ମାରାଙ୍ଗବୁରୁ।
@hansdahram1271
@hansdahram1271 2 күн бұрын
ᱥᱟᱨᱦᱟᱣ
@user-zv9yt4qv6m
@user-zv9yt4qv6m 2 күн бұрын
😂😂😂
@theanimal3153
@theanimal3153 2 күн бұрын
ଚାଇନର ସବୁ ଜିନିଷ ଏ କ୍ଲାସ ନୁହଁ, 👍👍👍👍👍👍👍👍👍👍👍👍
@saritascreativeart7043
@saritascreativeart7043 2 күн бұрын
Wawwwww.......... amazing views ...... mind blowing mountain area ........ seems as a dream land.... cloudy weather makes it more attractive It's a heaven for forest and mountain lovers ❤
@SanuTudu-rg4ct
@SanuTudu-rg4ct 2 күн бұрын
Laba Bhai ତମର drawn short ମୋର ପସନ୍ଦ ❤️❤️❤️❤️❤️👌👌👌👌
@mutun687
@mutun687 2 күн бұрын
Jaha heu ame laba bhainka pai bahara ra sabu katha dekhiparuchu love you Bhai Jagannath tamaku bhalare rakhantu🙏🙏🙏
@JoltGanesh
@JoltGanesh 2 күн бұрын
Congratulations ❤ 900K FAMILY
@sundarmohanmarndi7979
@sundarmohanmarndi7979 2 күн бұрын
ବହୁତ ସୁନ୍ଦର ହେଇଛି ଏହି ଭିଡିଓ 🎉🎉🎉🎉
@geetanjalibhaena4507
@geetanjalibhaena4507 2 күн бұрын
ଲବ ଭାଇ ଚାଇନା ଦେଖୀବାକୁ ବହୁତ ସୁନ୍ଦର
@princepriyansu7520
@princepriyansu7520 2 күн бұрын
Better than Odia films ❤
@Jy_215
@Jy_215 2 күн бұрын
ବହୁତ ସୁନ୍ଦର ଦେଖା ଯାଉଚି ମାଉଁନଟେନ୍ ଲବ ଭାଇ ❤❤❤,,,,.. ଓଡ଼ିଆ ଫିଲ୍ମ୍ ରେ ଡାଇରେକ୍ଟ ହେଲେ ବେଶି ଭଲ ହେବ ଏଇଟା ମୋ ଆଶା ଆଉ ବିଶ୍ଵାସ l ଆଗାମୀ ଫିଲ୍ମ୍ ର ଡାଇରେକ୍ଟ,ବ୍ଲଗର, ୟୁଟୁବର୍, ଆଉ କୋରିଓଗ୍ରାଫର୍❤❤❤❤🥰💯🙏🇮🇳🫡
@prasantaray6943
@prasantaray6943 2 күн бұрын
ଧନ୍ୟବାଦ୍ ତୁମ ପାଇଁ ଆମେ ମାନେ ବାହାର ଦେଶର ଅନେକ ସହରର ଦୃଶ୍ୟ ଦେଖିବାକୁ ପାଉଚୁ
@Nitaipurty918
@Nitaipurty918 2 күн бұрын
You are great Lava bhai. ଇତିହାସ ରଚିଦେବ ଭାଇ ତୁମେ ।
@kevaindustrybrandambasodor5217
@kevaindustrybrandambasodor5217 2 күн бұрын
ପଇସା କେମିତି manage କରୁଛ ବନ୍ଧୁ... Your really great ବନ୍ଧୁ. Bhala lagila blog bandhu.
@devrjrudai1988
@devrjrudai1988 2 күн бұрын
ଲବ ଭାଇଙ୍କ ପାଇଁ ଇତିହାସ ହେବା କଥା❤
@dmvoiceofficial1354
@dmvoiceofficial1354 2 күн бұрын
ତୁମେ ବହୁତ ଭାଗ୍ୟବାନ । 1million ଯିବ ପାର କରିବ
@anupamanayak8568
@anupamanayak8568 2 күн бұрын
ଧନ୍ୟବାଦ ଲବ ।ଭିଡିଓ ଖୁବ୍ ଭଲ ଲାଗିଲା ।।ଅଜବ ଦେଶର ଗଜବ ଗଜବ ଜିନିଷ ଦେଖି ବାକୁ ମଳୁଛି ।ଭଲରେ ଥାଆ ।
@chowdhurychandrasekharpatr2512
@chowdhurychandrasekharpatr2512 2 күн бұрын
ୟେ କଣ ରେ ଭାଈ.... ସିନେମା ଦେଖିଲା ରକମ ଲାଗୁଛି
@ODIADAILYVLOG-
@ODIADAILYVLOG- 2 күн бұрын
No1 blogger❤
@pratapnaik3278
@pratapnaik3278 Күн бұрын
ବହୁତ ତ ଭଲ ଭିଉ ଦେଖେଇ ଥିବାରୁ ବହୁତ ଧନ୍ୟ ବାଦ ଲବ ଭାଇ
@hrudanandasankhua5824
@hrudanandasankhua5824 2 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@manaskumarbhoi3474
@manaskumarbhoi3474 2 күн бұрын
Kia Kia laba bhai ra video ku waiting kari thhila like kara
@norihorihori4910
@norihorihori4910 2 күн бұрын
ବଉତ ସୁନ୍ଦରବାଇ
@Baidu-g7h
@Baidu-g7h 2 күн бұрын
Video ଦେଖୀ ki ବହୁତ ଭଲ ଲଗିଲା thank you ଲୋବ bhai ଅମା mananka pain ete sara county re jauchhanti ଲୋବ bhai ku କିଏ kie ମାନୁଛ ki odisha ର hero ସତ କହିବ❤❤❤❤❤
@smjmurmu96
@smjmurmu96 Күн бұрын
ଲବ ଭାଇ. ଗଜବ ଦୁନିଆଁ ସତରେ ସବୁଠୁ best ଥିଲା 🎉🎉❤❤❤❤
@kartik070
@kartik070 2 күн бұрын
ଲବ ଭାଇଙ୍କ ଭିଡିଓ କିଏ କିଏ ମୟୂରଭଞ୍ଜ ଜିଲ୍ଲାରୁ ଦେଖୁଛ ଲାଇକ କରନ୍ତୁ 👉❤️
@swapnabaral3008
@swapnabaral3008 2 күн бұрын
ଭାଇ ସୁନ୍ଦର ହୋଇଛି ଜାଗା ସତରେ ସ୍ଵର୍ଗ ର ଅନୁଭବ ହେଉଥିବ ସେଠାରେ 😊😊👍👍
@dassambit6802
@dassambit6802 2 күн бұрын
Are yaar laba bhai kna view kn pain kam asuchhi
@swapnabaral3008
@swapnabaral3008 2 күн бұрын
😔😔 ସବୁ ଜୟ ଜଗନ୍ନାଥ 🙏🚩🤗
@surendranathmishra5433
@surendranathmishra5433 2 күн бұрын
ଵହୁତ adventurous site,scenery uploadକରିଛ।ଵହୁତ ଧନ୍ୟବାଦ ଭାଇ,ଲବବାବୁ।ଚାଇନା ବିଷୟରେ ଵହୁତକିଛି ଜାଣିଵାକୁମିଳିଲା,ଫିଲ୍ମଦେଖିଲାଭଳିଆ ଲାଗୁଛି।
@Pabitra_Sabar
@Pabitra_Sabar 2 күн бұрын
ବିଶ୍ଵାସ ହେଉନାହିଁ ଭାଇ😮 ବହୁତ ସୁନ୍ଦର ପ୍ରାକୃତିକ ଦୃଶ୍ୟ ❤
@rashmirekha7118
@rashmirekha7118 2 күн бұрын
ବହୁତ ସୁନ୍ଦର 👌🏻👌🏻👍🏻
@susanta659
@susanta659 2 күн бұрын
Wow china bahut bahut sundar ❤❤❤❤👌👌👌👌👍👍👍👍👌
@ramachandranaik1132
@ramachandranaik1132 2 күн бұрын
Bohut bodhiaa❤❤❤❤
@SaraSarasuyti-sz9mz
@SaraSarasuyti-sz9mz 2 күн бұрын
ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
@user-dw3gq9yx7v
@user-dw3gq9yx7v Күн бұрын
ଲବଭାଇ ଚାଇନା ପାହାଡରେ ବହୁତ ମଜା ନେଲ ,ଆମେବି ତୁମ ଭିଡିଓ ଦେଖି ବହୁତ ଖୁସି❤❤
@lelinkumar6568
@lelinkumar6568 2 күн бұрын
ଲବ ଭାଇ ,china ବହୁତ୍ ବହୁତ୍ ସୁନ୍ଦର୍ ହେଇଛି,ଭାଇ ଟିକିଏ three gorges dam କୁ explore କରନ୍ତୁ,love u luv ଭାଇ ❤❤❤❤❤
@Mahahembram-wm7ds
@Mahahembram-wm7ds 2 күн бұрын
Tree gorges dam
@sgkoraputiaofficial
@sgkoraputiaofficial 2 күн бұрын
ଲବ ଭାଇଙ୍କ ଭିଡିଓ ଦେଖିବକୁ କିଏ କିଏ ଅପେକ୍ଷାରେ ରହୁଛ ❤
@LifestoryEmpty
@LifestoryEmpty Күн бұрын
ଛତିଶଗୋଡ଼ ବି ଦେଶୀ ଗେଟ୍ ବନାନ୍ତି ମୁଁ ଜାଣିଛି ❤❤❤❤ ଲୋବା ଭାଈ
@sanjaykumarnayak5143
@sanjaykumarnayak5143 2 күн бұрын
ଅତି ସୁନ୍ଦର, wonderful
@sasmitaho785
@sasmitaho785 2 күн бұрын
କିଏ କିଏ ଭାବୁଛ ଲବ ଭାଇଙ୍କ ଭିଡ଼ିଓ ଟି informative ଅଟେ like କର.......!
@SKBABUOFFICIAL-mi9qb
@SKBABUOFFICIAL-mi9qb 2 күн бұрын
Aadi napay ge dada
@padmabati2256
@padmabati2256 Күн бұрын
ଚୀନ ର ଘର ମତେ ବେଶି ଭଲ ଲାଗୁଚି
@anilmohanty9774
@anilmohanty9774 Күн бұрын
ଆପଣଙ୍କ ଭିଡିଓ ପରେ ସବୁବେଳେ କିଛି ବାର୍ତ୍ତା ଲୋକ ମାନଙ୍କ ପାଇଁ ରହୁଛି ସେଇଟା ବହୁତ୍ informative. ବହୁତ୍ ସୁନ୍ଦର୍ ଉପସ୍ଥାପନା ସହ ଦେଖିବାକୁ ମିଳୁଛି ସବୁ ଭିଡିଓ.
@bhupendravlogvideo7848
@bhupendravlogvideo7848 Күн бұрын
ଭଗବାନ ଆପଣ ଙ୍କୁ ସୁନ୍ଦର ସୁନ୍ଦର ଦୃଶୟ ଦେକାଇଁଵାକୁ ପଟେଇ ଅଛି ଜୟ jagar ନାଥ ❤❤
@MkMilan-kt6ri
@MkMilan-kt6ri 2 күн бұрын
Bahut sundar jaga... Nice view.. ❤❤❤
@abhipsamahanty1450
@abhipsamahanty1450 2 күн бұрын
Are wahhh mastt place 😍😍
@user-sb9yj9im4b
@user-sb9yj9im4b 2 күн бұрын
ସତରେ ଭିଡିଓ ବହୁତ ଭଲ ଲାଗିଲା 👌👌👌👌❤❤
@sunarammurmu3132
@sunarammurmu3132 Күн бұрын
ଖୁବ ସୁନ୍ଦର ଜାଗା ଭିଡ଼ିଓ ଖୁବ ଭଲ ଲାଗିଲା ❤️❤️❤️❤️
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 20 МЛН
Каха ограбил банк
01:00
К-Media
Рет қаралды 11 МЛН
LOVE LETTER - POPPY PLAYTIME CHAPTER 3 | GH'S ANIMATION
00:15
Avatar Movie Final Battle scene in Hindi
21:10
Rattoke Movie Time
Рет қаралды 4,1 МЛН
News Fuse 01 JULY 2024
20:19
OTV
Рет қаралды 242 М.
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 20 МЛН