MD of Kalinga Hospital, Shares Her Success Journey | EP 21 | Podcast With Nilanjana Mukherjee

  Рет қаралды 551,876

Argus Digital

Argus Digital

Күн бұрын

Пікірлер: 598
@kishorchandra2531
@kishorchandra2531 3 ай бұрын
ମାଡ଼ମ ବହୁତ୍ ଲୁଚାଉଛନ୍ତି।ଅଧିକ ମିଛ କହୁଛନ୍ତି।ଓଡ଼ିଶାର ସବୁ ପ୍ରାଇଭେଟ୍ ହସ୍ପିଟାଲ୍ ଲୁଟିବାରେ ଧୁରନ୍ଧର।
@rejeshmoharana1561
@rejeshmoharana1561 2 ай бұрын
Ok bhai
@rjsoy4432
@rjsoy4432 2 ай бұрын
Right 😂 ଏହା ସମ୍ପୂର୍ଣ ସତ୍ୟ
@jayadevsenapati4521
@jayadevsenapati4521 2 ай бұрын
ଜଗନ୍ନାଥ ମହାପ୍ରଭୁ ଏମିତି ଏମାନଙ୍କୁ ଦଣ୍ଡ ଦିଅନ୍ତୁ ଯେ ଦୁନିଆଁ ଦେଖିବ।
@lawnyray-gi6ox
@lawnyray-gi6ox 29 күн бұрын
Medam, you are courage is great
@kanhupatra9968
@kanhupatra9968 2 ай бұрын
Really sangram Shir your taking style ଏବଂ ଆପଣଙ୍କ ପ୍ରଶ୍ନ ପଚାରିବା ସହିଳି ବହୁତ ସୁନ୍ଦର 🙏🏻
@SantoshAyush227
@SantoshAyush227 3 ай бұрын
ପ୍ରଶ୍ନ ଠିକ୍ ଅଛି ଉତ୍ତର ସଠିକ୍ ଭାବେ ଉତ୍ତର ଲାଗୁନି ❤❤❤
@satyakamsahu7979
@satyakamsahu7979 2 ай бұрын
Bahut cut and edit heichi video re. Eita proper podcast nuhen. Au detailing re rahiba katha .
@preranashrota8166
@preranashrota8166 2 ай бұрын
Bahut ସୁନ୍ଦର ପୋଗ୍ରମ୍। ପ୍ରଶ୍ନ ପଚାରିବାର ଶୈଳୀ ଅତି ଚମତ୍କାର। ଏହି ପରି ଆହୁରି ପ୍ରେରଣାଦାୟୀ ଜୀବନ ର ଅନୁଭୂତି କୁ ଲୋକ ଲୋଚନ କୁ anantu। E ସବୁ ଶୁଣିଲେ ନିଜ ଭିତରେ ଥିବା ଦୁର୍ବଳତା କୁ କାଢି ଫିଙ୍ଗିବାରେ ସହାୟ ହେଉଛି
@basudevsahoo2092
@basudevsahoo2092 3 ай бұрын
ଆଖି ବାର୍ତ୍ତା ର ତାଳେ ତାଳେ ସତ ମିଛ ର ସୂଚନା ସୂଚାଇ ଦିଏ👍💯
@samirraut3950
@samirraut3950 2 ай бұрын
MD ମାଡ଼ାମ ମହାନ ଚୋର ଆଉ ଏକ ନମ୍ବର ଟାଉତର 👌
@anandnarayanrath8322
@anandnarayanrath8322 2 ай бұрын
ହସ୍ପିଟାଲ ଯିବା ନରକ ଯିବା ସହିତ ସମାନ।
@abhiabhi2511
@abhiabhi2511 3 ай бұрын
ମାଡାମ ଙ୍କ କଥା ରେ ବହୁତ ମିଛ ଜଣା ପଡିଯାଉଛି
@biswaranjandora9211
@biswaranjandora9211 3 ай бұрын
ସୁନ୍ଦର କଷ୍ଟକର ପ୍ରଶ୍ନ ପଚାରୁ ଥିବାରୁ ସାଧୁବାଦ ଦେଉଛି।
@basudevsahoo2092
@basudevsahoo2092 3 ай бұрын
ଅପ୍ରିୟ ସତ୍ୟ କଥା କୁ ମ୍ୟାମ୍ ପ୍ରଖରସ୍ରୋତ ର ଭଉଁରୀ ପରି ଘୁରେଇ ଦେଉଛନ୍ତି 👍👍
@saikrishnabaral4587
@saikrishnabaral4587 2 ай бұрын
ସବୁ ମିଛ ଲୁଟିବା ହେଉଛି ବଡ଼ ହସ୍ପିଟାଲର କାମ।
@keepsmiling2847
@keepsmiling2847 3 ай бұрын
Sangram Sir, really you are great..... Ask such dare questions to our politicians also
@CHHUANK_GAPA
@CHHUANK_GAPA 2 ай бұрын
ଏଠି media ସାମ୍ନାରେ କହୁଛନ୍ତି ଗୋଟେ କଥା କିନ୍ତୁ ମୁଁ ୧୦୦ % sure private hospital ଲୋକଙ୍କୁ ବହୁତ ଲୁଟୁଛନ୍ତି ଆଉ Kalinga Hopital ମଧ୍ୟ
@avilas7009
@avilas7009 3 ай бұрын
ମୁଁ ଭାବୁଛି ଏହା ସବୁଠାରୁ ପ୍ରେରଣାଦାୟକ ଓଡିଆ ପୋଡକାଷ୍ଟ ଯାହାକୁ ମୁଁ ଦେଖିଛି | ଏହାକୁ ପ୍ରତ୍ୟେକ ଓଡିଆଙ୍କୁ ଦେଖିବା ଉଚିତ୍ | ସାକ୍ଷାତକାରକାରୀ ତାଙ୍କ ପ୍ରଶ୍ନରେ ଅନେକ ବିଷୟ ଆଚ୍ଛାଦନ କରିଛନ୍ତି ଏବଂ ମହିଳା ପ୍ରତ୍ୟେକ ପ୍ରଶ୍ନକୁ ଅତି ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି | Kudos to Argus News. 👏
@Shreyavlog24
@Shreyavlog24 3 ай бұрын
କିମ୍ସ ରେ ମୁଁ ମୋ ସ୍ବାମୀ ଙ୍କର ଅସ୍ତ୍ରୋପଚାର କରିଥିଲି,ଏମିତି ହଇରାଣ ମତେ କଲେ,ମୁ ବହୁତ କାନ୍ଦିଲିି, କାରନ ମୋ ପାଖରେ ପଇସା ନଥିଲା, ବହୁତ ବୀଲ୍ କରିଦେଇ ଠକି ଲେ, ପ୍ରଥମେ ବହୁତ ମିଠା କଥା କହିଲେ,ଆଉ ମିଛ ମଧ୍ୟ। ଯେହେତୁ ମୁଁ ବେଶୀ କିଛି ଜାଣି ନଥିଲି ବହୁତ ଠକି ହେଲି, ବିଲ୍ ମୋର ଏକ୍ସଟ୍ରା 20000 pakeidele
@sukantakumarsukhibhai4463
@sukantakumarsukhibhai4463 2 ай бұрын
Hn paa
@BudhiaAruk
@BudhiaAruk 2 ай бұрын
Oip​@@sukantakumarsukhibhai4463
@Helpsother110
@Helpsother110 2 ай бұрын
ଆପଣ ବହୁତ୍ ଚାଲାକ୍ ଦିଦି
@JagannathMohapatra-f1n
@JagannathMohapatra-f1n 2 ай бұрын
Kims nu he ,sabu hospital bhauni
@ayaskanta100
@ayaskanta100 2 ай бұрын
E khela sabuthi janithile bi besi ki opadi habani emane mafia
@RoLliNg.TeArS008
@RoLliNg.TeArS008 2 ай бұрын
Nice conversation .. bengali madam is very clever smartly answer all questions.. but reality is reality everyone knows the policies of private hosoitals .. thank you Argus News
@lalitmohanmohapatra8761
@lalitmohanmohapatra8761 2 ай бұрын
ପ୍ରାଇଭେଟ ମେଡିକାଲରେ ସେବା ବଦଳରେ ଶୋଷଣ ଅଧିକ ।ଏହା ସେବାନାମରେ ବେବସାୟ ।
@SILAVLOGS
@SILAVLOGS 3 ай бұрын
ଧନ୍ୟବାଦ argus
@mukulmed27
@mukulmed27 2 ай бұрын
Glad to have worked with Neelanjana madam ! A extremely talented and energetic professional who has set guidelines in corporate hospital culture to have high end quality health care services to patients of Odisha and surrounding states . Good wishes to her for future endeavours !
@priyadamishra2639
@priyadamishra2639 3 ай бұрын
ଯେଉଁ receptionist ରୋଗୀଙ୍କୁ ମିଠା ମିଠା କଥା କହି ଲୁଟି ପାରନ୍ତି ସେହିମାନେ ହିଁ ବହୁତ ବଡ଼ promotion ପାଇ ପାରନ୍ତି।
@dillipdalai5250
@dillipdalai5250 3 ай бұрын
😊😊😊
@dillipdalai5250
@dillipdalai5250 3 ай бұрын
😊
@dillipdalai5250
@dillipdalai5250 3 ай бұрын
😊😊😊
@pritam_rout
@pritam_rout 3 ай бұрын
Hele ketoti receptionist MD heichanti?
@sandeepmohapatra8659
@sandeepmohapatra8659 3 ай бұрын
Maam Apana pura thik kahile only kalinga hospital nuhe madam bhubaneswar re emiti aauhuri bahut private hospital achi jeun mane patient tharu paisa lutuchanti chora aau dakayatnka ligal organization segudaka. Government hospital top class health facilities jadi provide karnata taa taa hele obviously private hospital close hoijanta. E jeun health insurance and health card achi esabu gote gote scamers esabu rahiba katha nuhe Government tara statera sabu nagarikanku se dhani heu or gariba heu helath facilities jogaiba uchit top class helath facilities only in Government hospital. Per monthre patient ka tharu opinion neba darkar facilities jogajauchi kimba nuhe. Ama desare ipc crpc india evidence act ku change karidei Lawrence amendment anile semiti law gote kariba katha ki private hospital rahipariba nahi one monthre bhubaneswar and ctcre jetiki private hospital achi sabu hospital ra licence cancel kari taaku band karajiba uchit. Aga helath facilities patientnku Government hospital ru provide hele ama state sudhuriba.
@debiprasadnayak5487
@debiprasadnayak5487 3 ай бұрын
Bahut badhia interview, it is a praiseworthy programme.
@HemantaBagal-g9v
@HemantaBagal-g9v 3 ай бұрын
Right ପ୍ରଶ୍ନସାର ସତ କହୁନାହାନ୍ତି ଟିକେ ବୁଲଉଛନ୍ତି ।
@AsokakumarDas-m5z
@AsokakumarDas-m5z 2 ай бұрын
ଗୋଟିଏ ନିରାଟ ସତ୍ୟ ଏହି ଯେ ହସ୍ପିଟାଲ ଲୁଟୁଛନ୍ତି , ଏହି ମହିଳା ଯେହେତୁ ଜଣେ ଷ୍ଟାଫ୍ ସେ ବହୁତ କଥା ଲୁଚାଉଛନ୍ତି
@BIRANCHI123
@BIRANCHI123 2 ай бұрын
There are so many personnel, they are not at the top of their field but they are having a great dedication... Beautiful experiences and their words are like Dimond for the society... Please try to introduce in your podcast.... No doubt in initial stage there will be no mileage.. But after that your podcast can top to sky.... Regards
@gajendranayak428
@gajendranayak428 2 ай бұрын
ମିଛ ଅତି ସୁନ୍ଦର ଭାବରେ କହୁଚନ୍ତି, ଯେମିତି ସତ ପରି ଅନୁମାନ ହଉଛି....ହେଲେ ସବୁ ଜଣା ପଡିଯାଉଛି.....😂
@laxmidharnayak6240
@laxmidharnayak6240 2 ай бұрын
Bhai absolutely right
@sonukhansonukhan8387
@sonukhansonukhan8387 2 ай бұрын
Welcome. Argus. Digital. Very. Good. Information. Newus. Salut. Hartly. Salut
@DrBikashPatra
@DrBikashPatra 3 ай бұрын
ଏହି Nilanjana madam Kalinga hospital ରେ join କରୁ କରୁ ସବୁ rate ବଢ଼େଇ ଦେଲେ। ପଇସା ଖୋର ମହିଳା। Doctors ଙ୍କୁ ଭଲ target ଦିଏ। TV ରେ କି ଭଦ୍ର?
@Pinkisahu744
@Pinkisahu744 2 ай бұрын
Chorani
@Pinkisahu744
@Pinkisahu744 2 ай бұрын
Loteri
@MANASKUMARBEHURA
@MANASKUMARBEHURA 2 ай бұрын
Saya tale baya basa dekhai dekhai UPRA KU JAI HI..
@chinmayamishra5947
@chinmayamishra5947 2 ай бұрын
😂😂😂😂
@sambhu1683
@sambhu1683 2 ай бұрын
😅😅😅😅 ସତ
@Comment-master474
@Comment-master474 2 ай бұрын
ଗୋଟେ କଥା ମନେରଖ, ଯିଏ ସ୍ୱାମୀ ର ନୁହେଁ, ସିଏ କାହାର ନୁହେଁ। ଏଟା ରିଏଲ କଥା। 🙏
@deeptimayee693
@deeptimayee693 2 ай бұрын
ବିଲକୁଲ ଠିକ୍, ସ୍ବାମୀ ଯଦି ଅମଣିଷ ହେଇଥିବ, ଜମା ସୁଧାରିବାର ନାଁ ନେଉ ନଥିବ ଆଉ ନିର୍ଯାତନା କରି ଚାଲିଥିବ ତେବେ ସେଭଳି ସ୍ବାମୀ ନାମକ ରାକ୍ଷସଠୁ ଦୂର ହୋଇ ସ୍ବତନ୍ତ୍ର ଆଉ ସ୍ବାଧୀନ ଭାବରେ ନିଜ ଦମ୍ ରେ ନିଜ ଗୋଡ଼ରେ ଛିଡାହୋଇ ନିଜ ଜୀବନ କୁ ଖୁସିର ସହିତ ସମ୍ମାନ ର ସହିତ ବଞ୍ଚିବା ଏକ ଏକମାତ୍ର ଏବଂ ସ୍ଵାଗତଯୋଗ୍ୟ ପଦକ୍ଷେପ। । କିନ୍ତୁ ଗୋଟେ ସ୍ତ୍ରୀ ପାଇଁ ଏକ ରୁ ଅଧିକ ପୁରୁଷ ଚୟନ ଏବଂ ଗୋଟେ ପୁରୁଷ ପାଇଁ ଏକ ରୁ ଅଧିକ ସ୍ତ୍ରୀ ର ଚୟନ କରିବା ଉଭୟ ହିଁ ଅମର୍ଯ୍ୟାଦିତ ଏବଂ କ୍ଷତିକାରକ, ବିନାଶ ର କାରଣ। ।
@pallishreepattanayak
@pallishreepattanayak 3 ай бұрын
ଶୁଣନ୍ତୁ, କିଛି କରିହେବନି l ମୋ ବାପାଙ୍କ ସହ ଏବେ ହେଇଚି ପରଦିନ lInsurance ଥିଲେ ପୁରା card ନସରିଲେ, ଛାଡ଼ିବେନି l
@skp3961
@skp3961 2 ай бұрын
Can take help of police
@pallishreepattanayak
@pallishreepattanayak 2 ай бұрын
@@skp3961 police can not do anything because they make report as such no one can challenge
@skp3961
@skp3961 2 ай бұрын
@@pallishreepattanayak how about transper to other hospital Patient's family can force for discharge as not satisfied by the treatment process and can ask police help to allow discharge ASAP
@skp3961
@skp3961 2 ай бұрын
@@pallishreepattanayak agreed with your point
@rabindradocument8934
@rabindradocument8934 2 ай бұрын
Mora insurance thila. Mora card re 10 lakh thila. Mu mention karithili 1.5 lpa
@sabysachipattnaik3975
@sabysachipattnaik3975 2 ай бұрын
Madam MD is very down to earth . It is not easy to maintain two parallel line but she does .She frankly admitted her back ground and also disclosed of back door business adopted by private hospital . The black truth about dis respecting a dead body . One thing I appreciate about her is how she knows all languages to convince the patient to pay money and wo man earning power importance . Orgus prodcast is an unique platform .
@shibanandadas7690
@shibanandadas7690 3 ай бұрын
ପ୍ରଶ୍ନ ଭଲ ଥିଲା କିନ୍ତୁ ମଡାମ୍ ବହୁତ୍ କଥା ଲୁଚଉ ଛନ୍ତି
@amitabhmishra2273
@amitabhmishra2273 3 ай бұрын
ଯେଉଁ ମାନେ doctor ଓ hospital ଦ୍ୱାରା ଠକାମୀର ଶିକାର ହେଉଛନ୍ତି ବୋଲି ହୃଦୟଙ୍ଗାମ କରୁଛନ୍ତି ସେମନେ ନିଜ patient ଙ୍କୁ LAMA (Leave Against Medical Advice)application ସେହି ହସ୍ପିଟାଲରେ ଦେଇ discharge କରେଇ ପାରିବେ, ମୁଁ ଜଣେ ଭୁକ୍ତ ଭୋଗୀ ଓ ମୁଁ ସେପରି କରି ମୋର ବାପାଙ୍କୁ cuttack ଏକ ହସ୍ପିଟାଲ ରୁ ସ୍ଥାନାନ୍ତରିତ କରିଥିଲି
@Shreyavlog24
@Shreyavlog24 3 ай бұрын
ସଂଗ୍ରାମ ଭାଇ ,ଆପଣ ମାନେ ହିଁ ସତ କୁ ସାମ୍ନା କୁ ଆଣି,ସମାଜ କୁ ନ୍ୟାୟ ଦେଇପାରିବେ
@shreekrishnabhakta326
@shreekrishnabhakta326 2 ай бұрын
Bahut sundar anchoring karuchanti aapana sir. Subu tharu Sunder and nirapekhya and also accuracy anchoring ❤❤❤❤sir. No one anchor in odisha sir
@adhira.12M
@adhira.12M 3 ай бұрын
Right ମୋ ସହିତ ଘଟିଛି ମୁଁ duty ରେ ଥିଲି ମୋ ସ୍ତ୍ରୀ operation ହେଇଥିଲେ ଆଉ 4day's ପରେ ମୁଁ ଗଲି ଆଉ ପୁରା ditel ପଚାରିଲି ହେଲେ ମତେ କିଛି ଉତ୍ତର ମିଳିଲାନି ଆଉ ଆଉ ଯେତିକି ardmition ହେଲାବେଳେ କହିଥିଲେ କିନ୍ତୁ dishchare ହେଲାବେଳେ ଅଧିକ ନେଲେ 10000
@purnachandrasabat5873
@purnachandrasabat5873 2 ай бұрын
Highly inspiring personality. Dear Sangram Babu also very matured interviewer.Lot of things got to learn.Madam appeared very polite,firm, courageous,steadfast and pragmatic. polite,firm,couregious,steadfast .An inspiring life life journey.Namaskar though she is younger to me
@sushantkumarmoharana7567
@sushantkumarmoharana7567 3 ай бұрын
ଲୋକ ମାନଙ୍କୁ ଭୟ ବିତ କରି ଲୁଟିବା ଉଦ୍ୟମ କରନ୍ତି।
@alokranjansethi1990
@alokranjansethi1990 Ай бұрын
Best. Proggem.of.argu.channel.❤.sabu.type.ra.proggem. Kale.odissa.basi.jani.pariba.
@1Mreastern
@1Mreastern 2 ай бұрын
This reporter is most talented person in odia news reporter 😊 love you sir ❤
@akshayakumarmishra4797
@akshayakumarmishra4797 2 ай бұрын
Excellant interview
@Khamania02
@Khamania02 3 ай бұрын
ଧନ୍ୟବାଦ୍ ଜଣାଉଛୁ😊🙏
@SM_SUDHIR_OFFICIAL
@SM_SUDHIR_OFFICIAL 2 ай бұрын
ଯେନ୍ ପ୍ରକାରର ଲୁଟ୍ ହେସି ନାଇଁ କହେବାର ଟା ହିଁ ଭଲ ଆଏ। ଭଗବାନ ସଦବୁଦ୍ଧି ଦେଉନ୍।
@pravasinilenka7040
@pravasinilenka7040 2 ай бұрын
Bahut khusi lagila.feeling proud 🙏🙏🙏🙏
@tapasranjandas4321
@tapasranjandas4321 2 ай бұрын
You have a positive attitude mind set. Great struggle great personality.
@Beyondage
@Beyondage 3 ай бұрын
I had visited KIMS once. One doctor prescribed one medicine which I used for treatment. But after few days I noticed that instead of getting better it is degrading the same. Then I thoroughly searched the internet. On another day, I went to doctor and asked "why did you recommend this medicine to me" and "does it have any relation to the disease" Then he replied" I had given this medicine for different purpose not to cure your present disease for which you are here" I was shocked and suddenly my respect to that doctor fall. Because, I had gone to that doctor as Prof. CBK Mohanty had advised me to get appointment from that Prof./DR . I have no such black money or not so rich person, it's loot.
@bijaymunda4612
@bijaymunda4612 2 ай бұрын
JAYSRI RAM Like this is ଭଲରେ ଥାଆନ୍ତୁ ।
@antaryamibarik8231
@antaryamibarik8231 2 ай бұрын
sangram sir you are great 🙏🙏
@gunanidhisahoo557
@gunanidhisahoo557 3 ай бұрын
Best presentation by Mr Sangram
@bestpictureofmanoranjanwor4765
@bestpictureofmanoranjanwor4765 3 ай бұрын
Good question sir...
@Sahoo983
@Sahoo983 3 ай бұрын
ବହୁତ ସୁନ୍ଦର 🎉
@vikramkesharibehera1616
@vikramkesharibehera1616 2 ай бұрын
ଘର ହେଉଛି ବେଙ୍ଗଲ Job କରୁଛନ୍ତି ଓଡିଶା ରେ , ଓଡିଶା ର ଗରିବ ଲୋକଙ୍କୁ ଲୁଟିବା ପାଇଁ, ଯଦି ସେବା କରିବାର ଅଛି ପ୍ରତ୍ୟେକ ମେଡିକାଲ କମ ପଇସା ରେ ସେବା କରୁ ନାହାନ୍ତି
@prasanamohanty4139
@prasanamohanty4139 2 ай бұрын
କେବଳ ବଙ୍ଗାଳୀମାନଙ୍କ କ୍ଷେତ୍ରରେ ସମ୍ଭବ।
@omkareswarmishra4861
@omkareswarmishra4861 2 күн бұрын
Great inspiration. Great life journey.
@jasodadei8956
@jasodadei8956 Ай бұрын
Bahut sundar question emiti prog. Bhal achhi thanks
@milanbehera1107
@milanbehera1107 3 ай бұрын
ଏତେ ଟଙ୍କାର ମାଲିକ..ଗରିବଙ୍କ ପାଇଁ କିଛି କରନ୍ତୁ..ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ ମାଗଣାରେ separate Outdoor କରି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଲେ ଭଲ ହୁଅନ୍ତା...kalinga ହସ୍ପିଟାଲରେ ଆହୁରି ନାଁ ହୁଅନ୍ତା...
@girijanandandash4727
@girijanandandash4727 2 ай бұрын
ପ୍ରାଇଭେଟ ହସ୍ପିଟାଲ profit making ଆଉ best service ଦିଅନ୍ତି 😮 ମାଗଣା, ପଇସା ନାହିଁ ଆଉ ଗରିବଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ରହିଛି, ତେଣୁ Taj 5 star Hotel କୁ ଜାଇ 5 ଟଙ୍କା ରେ ଚାହା ପିଇବି... କଣ ଭାଇ ମାନେ ହୋଇ ପାରିବ ତ 😮
@milanbehera1107
@milanbehera1107 2 ай бұрын
ଭଲ service କେତେ ସାଧାରଣ ଜନତା କହିବେ...କେତେ ଅଧିକ ଲୁଟି ହେବ ସାଧାରଣ ରୋଗୀ ଠାରୁ private ମାନେ ବେଶି ଜାଣନ୍ତି... ଓଡ଼ିଶାରେ ରହି 5star କଥା କେବଳ ବଡ଼ ବଡ଼ିଆ ଭାବନ୍ତି... ସାଧାରଣ ରୋଗୀ ଟେ ନୁହେଁ... ଯଦି କମେଇବାର ଏତେ ସଉକ ଓଡିଶାରୁ ହଟେଇଦିଅ ଆପଣଙ୍କର ସେ privet hospital.....
@s.mohapatra-i1k
@s.mohapatra-i1k 2 ай бұрын
ବଙ୍ଗାଳୀ ବ୍ରାହ୍ମଣୀ ର ବୁଦ୍ଧି ପ୍ରବଳ ଗୋଟିଏ କଥା ପଚାରିଲେ ଆଉ ଗୋଟେ ଉତ୍ତର
@damayantidas5308
@damayantidas5308 3 ай бұрын
ସାରେ ଆପଣଙ୍କୁ ମୋର ନମସ୍କାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ପ୍ରଶ୍ନ ପଚାରିଥିଲେ ଉତର ମ୍ୟାଡମ ଠିକ୍ ସେ ଦେଉଥିଲେ ଦୁଃଖ ଲାଗୁଥିଲା ଆମମାନଙ୍କୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@snigdhabaxipanigrahi3304
@snigdhabaxipanigrahi3304 3 ай бұрын
Sangram babu, a podcast to remember forever.
@ahalyamohapatra1947
@ahalyamohapatra1947 2 ай бұрын
ଝିଅ ତ ଚାକିରୀ କଲାଣି ..ଏତେ କାହିଁକି ସଞ୍ଚୟ କରୁଛନ୍ତି ?? ଖାଲି ହାତରେ ତ ଯିବେ ଦିନେ lକିଛି ନିଃସହାୟ ଙ୍କୁ ସାହାଯ୍ୟ କରିଥିଲେ ,ବରଂ ଆଗାମୀ ଜନ୍ମ ପାଇଁ କିଛି ସୁନ୍ଦର ପାଥେୟ ହେବ l "ଧନ ଅରଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି l"
@lanjiasouratribesorg.9638
@lanjiasouratribesorg.9638 2 ай бұрын
ପ୍ରଶ୍ନ ଗୁଡ଼ିକ ସବୁ ସତ କିନ୍ତୁ ଉତ୍ତର ଗୁଡ଼ିକ ପ୍ରାୟ ମିଛ ଲାଗୁଛି।
@Genuine_aspirant
@Genuine_aspirant 3 ай бұрын
Podcast karucha question pacharucha gote kintu direct answer asuni😂😂😂 sabu ku bulei bulei reply dauchanti.... Kau entrepreneur nija godare kuradhi maribaku chanhibana...😂😂😂 Jadi podcast karibara achi real kara view naba pain Karanahi.... Question guda emiti haba darkar 1. Private hospital manankare test pain gote fixed scale/chart/public plac card rahiba darkar ki? Se chart hospital re lagiba darkar ki? 2. In case any complain /issue kehi jadi face karanti ta direct MD ki management nku contact kariba pain steps/contact details hospital re show haba drkr.Grievance shell active rahiba darkr ki??? 3. ICU ra patient treatment ra CCTV recording Footage jane attendant paipariba ki 4. Dictor manankara unnecessary mana icha vitamin tablets /and syrups lekhiba kete jaruri. 5. Bada bada hospital re gote date rakhiba katha ki jaudina doctor nka consultation fee under ₹100 rahiba jauthi jane gariba loka te bhi ta roga ra nirakarn karipariba. 6. Private hospital mane nija campus bhitare medicine store. Kari jau lokanka thu tanka lutuchhanti tara reality kebe check karichhanti 7. Patient ra Medicine jtk darkr ta thu adhika lekha jauchi ki.... Jemiti gote patient ku 150 tanka ra oxygen mask hospital ru provide kari bill re 500 tankara mask pakeiba .... Last re kahibi bhala karicha kintu aau tike bhala heiparithanta.....
@somnathmohanty3557
@somnathmohanty3557 2 ай бұрын
Ati sundar debate
@anandnarayanrath8322
@anandnarayanrath8322 2 ай бұрын
ସଫଳତା ବଡ଼ ପୋଷ୍ଟ ଓ ବଡ଼ ଧନୀ ହେବାରେ ନୁହେଁ ନିଜ ର ସ୍ବରୂପ କୁ ଜାଣିବା, କ'ଣ ପାଇଁ ଏ ମଣିଷ ଜୀବନ ମିଳିଛି ଜାଣିବା ଓ ସଚ୍ଚା ଗୁରୁ, ସନ୍ଥ ନିଜ ଜୀବନ ରେ ପ୍ରାପ୍ତ ହେବା ହିଁ ସବୁଠୁ ବଡ଼ ସଫଳତା।
@Abhijit29
@Abhijit29 3 ай бұрын
What ever you say she is no doubt a strong lady 💞
@samireshmisra4562
@samireshmisra4562 3 ай бұрын
Sangram the name itself proves as one of the talented journalist of Odisha.
@BrundabanPasida-kr2tf
@BrundabanPasida-kr2tf 3 ай бұрын
Right
@prasantadash4450
@prasantadash4450 2 ай бұрын
Excellent. Too emotional questions
@dancesatawithkriti9076
@dancesatawithkriti9076 3 ай бұрын
Madm profesional life ta alaga kintu family with own life ate sundr description also HRT touching
@learningrace2066
@learningrace2066 3 ай бұрын
We need to understand why there is privatisation in medical sector.... .its not on quality treatment it is more about state of art infrastructure, and taking wholesole responsibility of patient..... But if any family can take his/ her patients whole responsibility there are so many options in our state ..... At least in Odisha ❤
@AnkitG12
@AnkitG12 3 ай бұрын
Much needed conversation.
@binodkumarsahoo7355
@binodkumarsahoo7355 3 ай бұрын
Sacrifice is most powerful in Life to Jouerny Most vital point of judgement
@kabudas8617
@kabudas8617 2 ай бұрын
ପ୍ରଶ୍ନ ସଠିକ୍ ଉତ୍ତର ମିଛ ଦେଉଛନ୍ତି MD
@swarnalatakanhar7496
@swarnalatakanhar7496 2 ай бұрын
U r the no...1 layer mam nku kn michuaa kahuchanty tume jane bahut bada murkha te
@pintumandal3804
@pintumandal3804 2 ай бұрын
Not only Kalinga hospital, every private hospital is for business first, then treatment, Every private hospital is for Reach Person, not for common people,
@amitrashmita4577
@amitrashmita4577 2 ай бұрын
ପୁରା ମିଛ କହିଛନ୍ତି।ମୋ ବାପା ଙ୍କୁ ମାରିଦେଲେ ଉତ୍କଳ ହସ୍ପିଟାଲ ବାଲା।monay ଖାଲି monay ଦରକାର ।ଏମାନଙ୍କୁ
@satrughnamallicj8703
@satrughnamallicj8703 2 ай бұрын
ଜୟ ଜଗନ୍ନାଥ, ରୋଗୀ କୁ ଦିଆଯାଇଥିବା ଔଷଧ ତାଲିକା ମାଗିଲେ ମେଡିକାଲ ରେ ଥିବା ନର୍ସ, ଡାକ୍ତର ମାନେ ବହୁତ ରାଗୁଛନ୍ତି ଆଉ ରୋଗି ପାଖରେ ପାଦ ବି ମାଡୁ ନାହାନ୍ତି
@ashoknayak75
@ashoknayak75 3 ай бұрын
Sangram is best journalist.
@balaramdas1656
@balaramdas1656 3 ай бұрын
Pura correct
@swarnalatakanhar7496
@swarnalatakanhar7496 2 ай бұрын
Proud of u mammmmm am soooo proud of u ....... Thq j sabukichi aapana kahile kichi b na luchei
@papumohanty8621
@papumohanty8621 3 ай бұрын
ମୁ ବି ଶ୍ରୀ ହସ୍ପିଟାଲ ରେ ପୁରା ଲୁଟ ର ଶିକାର ହେଇଚି ଜଦି କୀଏ ଶ୍ରୀ ହସ୍ପଟିଟାଲ ଯାଉଛନ୍ତି ଭାଇ ଟିକେ ଦେଖିକି
@obeyr8232
@obeyr8232 3 ай бұрын
Bahat hard questions.. but you know it's the definition of a podcast! 😂 Let's reveal the hidden truths to the public..I request doctors please enjoy your profession. It won't bore you and bring immense happiness
@ChapalaDas-x6o
@ChapalaDas-x6o 3 ай бұрын
Bahut sunder odia kahuchanti
@SureshSahoo-ri6gz
@SureshSahoo-ri6gz 2 ай бұрын
ସବୁ ଵିଲ ଓଡ଼ିଆ ଭାଷା ହୟୁ
@Santosh_mohanty
@Santosh_mohanty 2 ай бұрын
Mu ଏହି hospital re ଠକାମୀ ra sikar ହେଇଛି
@AshokPanda-qt4qn
@AshokPanda-qt4qn 3 ай бұрын
Dhanyabada Ahi Sakhat Kara pain . Mor jaha Anubhab Odisara Madhya bit paribar Pain Seba Manabruti Byakti Kama karipariba Nahi Jadi kalinga Hospital Seba karuchhi Amar Rajaya pain tanela Bahut bhala katha Yanku Mor Dhanyabad
@AshokPanda-qt4qn
@AshokPanda-qt4qn 3 ай бұрын
Madam Really you are Great 🙏
@rajendrasatpathy7043
@rajendrasatpathy7043 3 ай бұрын
From receptionist to MD. It's only possible if she is a Bengali Extra-smart Lady. But whatsoever, success is success.
@entertainment4you...974
@entertainment4you...974 2 ай бұрын
ଯିଏ କହି ଜାଣିଲା ସିଏ ପଚା ମାଛ ବିକି ପାରିଲା.... ମାଡାମ ଜଣକ ଭଲ କଥା କହି ଜାଣନ୍ତି.... ୯୦% ମିଛ କହିଲେ...... କଳିଙ୍ଗ ହସ୍ପିଟାଲ ଲୋକଙ୍କୁ ଲୁଟିବାରେ NO1......samaste janichhanti.....
@rkbiswal621
@rkbiswal621 3 ай бұрын
କଳିଙ୍ଗ ହସ୍ପିଟାଲ ମଲା ଲୋକଙ୍କୁ ଟ୍ରେରେଟମେଣ୍ଟ କରେ?
@s.mohapatra-i1k
@s.mohapatra-i1k 2 ай бұрын
😂😂😂😂😂 ଗବେଷଣା କରୁ ଥିବେ
@gopalchandra6455
@gopalchandra6455 2 ай бұрын
ମହିଳା ମାଡାମ ପୁରା ଚତୁର ଚାଲାକ, ପୁରା ଧୁରନ୍ଧର, ପୁରା ଅଲରାଉଣ୍ଡର l କାହିଁ 3000T କାହିଁ 75L, ପୁରା fixed deposit କମେଇ, ପୁରା ରହି ତେଲରେ ଇଲିସି ଭଜା l ମିଛ ସତ ଦୁନିଆ, ଚାଲିଛି ଚାଲିବ, ସେଥିରେ ଟିକେ ମିଛ କହିଦେଲେ କଣ ଅସୁବିଧା ?
@sibaprasadmishra7263
@sibaprasadmishra7263 2 ай бұрын
Bengalis r more critical than others...
@MamataMani-zn2ke
@MamataMani-zn2ke Ай бұрын
ଆମେ ଏବେ କିମ୍ସ ହସ୍ପିଟାଲ୍ ଯାଇଥିଲୁ ଆମର ବାପା ଙ୍କର ଗୋଡ଼ ଭାଙ୍ଗି ଯାଇଥିଲା ବୋଲି କିନ୍ତୁ ସେଥି ଏତେ ଚୋରଣି ସେ ନର୍ସ ଆଉ ବହୁତ ଅଲଗା ମେଡିସିନ ଲେଖି ବିଲ ବଢ଼େଇଦେଇଛନ୍ତି ଭାରି ଏମାନେ ଗୋଟେ ଗଲୁଆ ହସ୍ପିଟାଲ୍
@basantasahoo425
@basantasahoo425 2 ай бұрын
ଗାଣ୍ଡି ମରା ହସ୍ପିଟାଲ ସବୁ ମୋ ମାର ଦେହ ଭଲ ନଥିଲା ମୁଁ Sum hospital ନେଇକି ଯାଇଥିଲି , ଗରୀବ ଲୋକଙ୍କ ପାଖରେ ପଇସା କମ୍ ଥିଲେ ତାଙ୍କୁ ବେଡ୍ ମିଳୁନି
@prasantamaharana6593
@prasantamaharana6593 3 ай бұрын
ଇଏ ହସ୍ପିଟାଲ ରୁ ପୁରା ଲୁଣ୍ଠୁଛି...
@SureshKumar-dh8dg
@SureshKumar-dh8dg 2 ай бұрын
Nice information
@ranjankumarbehera826
@ranjankumarbehera826 2 ай бұрын
Good interview sir
@sinulatadas4309
@sinulatadas4309 3 ай бұрын
Ki questions oh my God ❤❤❤
@madhusudanbehera6363
@madhusudanbehera6363 2 ай бұрын
Nice information
@BadalMunda-kw8ce
@BadalMunda-kw8ce 3 ай бұрын
God. Bless. You. Mam
@chandrakantsutar2922
@chandrakantsutar2922 3 ай бұрын
Good achievement
@ranjannayak8948
@ranjannayak8948 3 ай бұрын
Great interview
@JituKand-w4m
@JituKand-w4m 2 ай бұрын
Super sir ❤
@saipapu
@saipapu 2 ай бұрын
nice programme.
Jibana Do Chhakire Ashara Alok Ep 422   27 JULY 2024
44:26
An Unknown Ending💪
00:49
ISSEI / いっせい
Рет қаралды 57 МЛН
India's EAM Dr. S. Jaishankar Addresses UNGA
17:38
DD India
Рет қаралды 88 М.
An Unknown Ending💪
00:49
ISSEI / いっせい
Рет қаралды 57 МЛН