ଓଡ଼ିଆ ବର୍ଣ୍ଣମାଳାରେ ଅକ୍ଷର କେତୋଟି ? Samaj O Sanskruti | Baishnaba Charan Mohanty | Odisha 365

  Рет қаралды 126,535

ODISHA 365

ODISHA 365

Күн бұрын

Пікірлер: 312
@gouttamgiri1293
@gouttamgiri1293 11 ай бұрын
ଓଡ଼ିଆ ରେ 50 ଟି ଅକ୍ଷର ଅଛି,ରହିବ ମଧ୍ୟ । ବ୍ରହ୍ମ ଜ୍ଞାନୀ ଙ୍କ ସହାୟତା ନିଅନ୍ତୁ ଜାଣି ପାରିବା । ଶରୀର ତତ୍ତ୍ଵ ସହିତ ଅକ୍ଷର ର ସମ୍ବନ୍ଧ ଅଛି । କିପରି ଜାଣନ୍ତୁ । ଶରୀର ଭିତରେ ଷଡ ଚକ୍ର ଅଛି । ମୂଳା ଧାର ଚକ୍ରରେ ଚାରି ପାଖୁଡ଼ା କୁ ଚାରି ଅକ୍ଷର । ଲିଙ୍ଗ ଚକ୍ରରେ ଛଅ ପାଖୁଡ଼ା କୁ ଛଅ ଅକ୍ଷର । ନାଭି ଚକ୍ରରେ ଦଶ ପାଖୁଡ଼ା କୁ ଦଶ ଅକ୍ଷର ।ହୃଦୟ ଚକ୍ରରେ ବାର ପାଖୁଡ଼ା କୁ ବାର ଅକ୍ଷର । ବିଶୁଦ୍ଧ ବା କଣ୍ଠ ଚକ୍ରରେ ଷୋଳ ପାଖୁଡ଼ା କୁ ଷୋଳ ଅକ୍ଷର । ଲଲାଟ ଚକ୍ରରେ ଦୁଇ ଦଳ ପାଖୁଡ଼ା କୁ ଦୁଇ ଅକ୍ଷର । ସମୁଦାୟ ହେଲା 50 ଅକ୍ଷର । ଆଉ ଯେତେ ରହିଲେ ସେ ସମସ୍ତ ଶରୀରର ସହାୟକ verb, ଏଣୁ, ଏ ସମସ୍ତ ଅକ୍ଷର କୁ କାଟି ଯିଏ କମ୍ କରିବ, ଆପଣ ମାନେ ଜାଣିବେ ସେ ଜଣେ ନିହାତି ଅଜ୍ଞାନୀ ଓ ମୂର୍ଖ ମହାପୁରୁଷ । ଆମର ପୂର୍ବ ପୁରୁଷ ଅଜ୍ଞାନୀ ଥିଲେ ଆଉ ଏମାନେ ଜ୍ଞାନୀ ହୋଇ ଗଲେ । ଓଡ଼ିଆ ଭାଷାକୁ ଲୋପ କରିବା ଏମାନଙ୍କ ଗୋଟାଏ ରୀତିମତ ଷଡ଼ଯନ୍ତ୍ର।
@kunmunsmruti6039
@kunmunsmruti6039 11 ай бұрын
ଶରୀର ମଧ୍ଯରେ "ଷଡ" ଚକ୍ର .....????
@RanjanKumarDehuri-qj8bb
@RanjanKumarDehuri-qj8bb 11 ай бұрын
🙏🙏🙏​@@kunmunsmruti6039
@sdbaral7721
@sdbaral7721 10 ай бұрын
Odia type by computer-1 page cost Rs35-40 Rs. English type-Rs 5.00 This is our love for Odia bhasa. Shame...
@kunmunsmruti6039
@kunmunsmruti6039 10 ай бұрын
@@sdbaral7721 ଯେତେବେଳେ ଓଡ଼ିଆ କହିବାକୁ ଲୋକଙ୍କୁ କଷ୍ଟ ହେଉଛି, tipe କରିବା କେତେ କଷ୍ଟକର ହୋଇନଥବ.....!!!! ଇଂରାଜୀରେ ଏତେଗୁଡିଏ "ମାତ୍ରା"ର ପ୍ରୟୋଗ ନାହିଁ ଯାହା ଅନ୍ୟସବୁ ଭାରତୀୟ ଭାଷାମାନଙ୍କରେ ହୋଇଥାଏ........ଓଡ଼ିଆ ବ୍ୟାକରଣ ତ ଆମେମାନେ ଠିକ୍ ଭାବେ ଜାଣିନାହୁଁ ...... ଅନେକ ଓଡ଼ିଆ ଟାଇପିଷ୍ଟ ବି ନିର୍ଭୁଲ ଭାବେ ଟାଇପ୍ କରିପାରନ୍ତି ନାହିଁ.........ଆପଣ ମଧ୍ଯ ଅଜାଣତରେ ଫୋନ୍ ନମ୍ବର ସବୁ 1,2,3,..... ଭାବେ ମନେରଖୁଥିବେ....
@bhikaricharanpadhan1843
@bhikaricharanpadhan1843 10 ай бұрын
ସଶ୍ରଦ୍ଧ ପ୍ରଣାମ୍ ସାର୍, ଅଭିନନ୍ଦନ । ହରିଃ ଓମ୍ ।
@DipakSethy143
@DipakSethy143 10 ай бұрын
Sir... ଏତେ ସମୟ ଆପଣଙ୍କର video ଟା ଦେଖିଲି...କିନ୍ତୁ ପ୍ରକୃତ ଉତ୍ତର ପାଇଲିନି
@Odiajatrasong1976
@Odiajatrasong1976 10 ай бұрын
ଆଲୋଚନା ଭିତରେ ଆପଣ ନିଜେ ବି ତ ସାର କହିଲେ ନାହିଁ ଯେ ଓଡ଼ିଆ ବର୍ଣମାଳାରେ ଅକ୍ଷର ସଂଖ୍ୟା କେତେ ବୋଲି l କିନ୍ତୁ ଆପଣ ନିଜେ ହିଁ ଏ ଆଲୋଚନାର ଶୀର୍ଷକ ଏଇଆ ରଖିଛନ୍ତି
@kshirasindhusahu3772
@kshirasindhusahu3772 4 ай бұрын
ଠିକ୍
@pratapkumarnayak2271
@pratapkumarnayak2271 11 ай бұрын
ସାର୍ ମୋର ଗୋଟିଏ ଅନୁରୋଧ.ଆମ୍ଭେମାନେ ଦେଖି ସାରିଲୁଣି ପଥରରେ ତିଆରି ହୋଇଥିବା ଆମ ଓଡ଼ିଆ ଭାଷାର ତୃଟି ରହିଛି.ଅଜାଣତରେ ହୋଉ କିମ୍ବା ଜାଣତରେ ହୋଉ ହେଇତସାରିଛି....ଚାଲନ୍ତୁ ତାକୁ ଆମ୍ଭେମାନେ ସମସ୍ତେ ମିଶିକି ଏହି ଭୁଲଟି ସଂଶୋଧନ କରିବା ।
@gokulanandabadhei644
@gokulanandabadhei644 11 ай бұрын
🙏 ବିଶୁଦ୍ଧ ଓଡ଼ିଆ ଲେଖିବା , ପଢ଼ିବା ପାଇଁଁ ସମସ୍ତେ ଛବିଳ ମଧୁ ବର୍ଣ୍ଣବୋଧ ଅନୁସରଣ କରିବା ଉଚିତ।🙏
@MrPpcops
@MrPpcops 11 ай бұрын
ସାର୍ ଏକ ଗମ୍ଭୀର ବିଷୟ ର ସୁନ୍ଦର ଚର୍ଚ୍ଚା। ହେଲେ ଆପଣ ଆକ୍ଷେପ କରିଥିବା ଯେଉଁ ଭାଷାବିତ୍ ଗଣ ସରକାରଙ୍କ ଦ୍ୱାରା ମନୋନୀତ ହେଇ ନିଜକୁ ସରକାରୀ ଭାବେ ଭାଷା ପଣ୍ଡିତ ବୋଲି ପ୍ରତିପାଦିତ କରିଛନ୍ତି ଓ ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯଦି ଭାଷାରେ କେବଳ ତୃଟି ନୁହେଁ, ଭାଷା ବିକୃତ ହୁଏ ସେମାନଙ୍କ ଅପେକ୍ଷା ସେମାନଙ୍କୁ ମନୋନୀତ କରିଥିବା କର୍ତ୍ତୃପକ୍ଷ କ'ଣ ସମ ପରିମାଣରେ ଦୋଷୀ ନୁହଁନ୍ତି ? 🙏
@rabindrakumarpuhan7688
@rabindrakumarpuhan7688 Ай бұрын
Very well said bhai pranam
@sureshkabi68
@sureshkabi68 11 ай бұрын
ମହାଶୟ, ସାଦର ନମସ୍କାର ଗ୍ରହଣ କରିବେ। ମୋ ମତରେ ପୂର୍ବ ପରମ୍ପରାରୁ ଯେଉଁ ଭାଷା ବର୍ଣ୍ଣସବୁ ରହିଛି ତାହାକୁ ଉଚ୍ଛେଦ କରିବା ଉଚ଼ିତ ନୁହେଁ। ବରଂ ଏହାର ସୁରକ୍ଷା କରିବା ଉଚିତ ।
@minakhidas8858
@minakhidas8858 11 ай бұрын
ଖୁବ୍ ସୁନ୍ଦର ଉପସ୍ଥାପନା।ଏଭଳି ଭାଷାମରା ଭାଷାବିତ୍ତମାନଙ୍କୁ ଛାଡ଼ିବା କଥା ନାହିଁ।ମୂର୍ଖ, ଗୋଡାଣିଆ ଦଳ‌ ସାହିତ୍ୟ ବଦଳରେ ରାଜନୀତି କରୁଛନ୍ତି। କରାଣ୍ଡିଆ ପଣ୍ଡିତ ଏମାନେ।
@govtsubsidysalecenterkvmk6140
@govtsubsidysalecenterkvmk6140 11 ай бұрын
କାରାଣ୍ଡିଆ ପଣ୍ଡିତ
@buddhirammunda9426
@buddhirammunda9426 10 ай бұрын
ନମସ୍କାର ସାର୍ ଆପଣଙ୍କ ବର୍ଣ୍ଣ ମାଳା ବିଷୟରେ ଆଲୋଚନା କରିଥିଲେ ବହୁତ ସୁନ୍ଦର କହିଲେ ଏହି ବର୍ଣ୍ଣ ମାଳାର ମହିମା , ରହସ୍ୟ ଅଛି ସାର୍ ।🙏🙏
@biswabhusanbhanja1561
@biswabhusanbhanja1561 11 ай бұрын
ଓଡ଼ିଆ ଜାଣିନଥିବା ଓଡ଼ିଆ ଶିଖିବାକୁ ଆଗ୍ରହ ନଥିବା ଅଣଓଡିଆ ମାନଙ୍କୁ ଭଲ ପାଉଥିବା ନବୀନ ପଟ୍ଟନାୟକ ନିଜକୁ ଖାଣ୍ଟି ଓଡ଼ିଆ ବୋଲି ପ୍ରଚାର କରିବାପାଇଁ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିବା କେତେ ଦୂର ଠିକ୍. ଯାଦୁଆ ଯାଦୁ ମଲମ ବିକିବା ଓ ମଦୁଆ ନିଶା ନିବାରଣ ଝଣ୍ଡା ଧରିବା ସହିତ ସମାନ.
@azubizu2534
@azubizu2534 10 ай бұрын
ସାର ଗୋଟିଏ ଅକ୍ଷର ରେ ଗୋଟିଏ ଉପନ୍ୟାସ ଲେଖିଛି, ମୋ ଭାଷା ମହାନ 🙏🙏🙏🙏🙏🙏🙏🙏🙏🙏🙏🙏
@LokanathBehera-i4h
@LokanathBehera-i4h 11 ай бұрын
ସାର୍ ଆପଣଙ୍କ କଥା ଯୁକ୍ତି ଯୁକ୍ତ ଅଟେ ପୂର୍ବରୁ ଯେଉଁମାନେ ଏଇ ଭାସପାଇଁ ଏତେ କଷ୍ଟ କରିଥିଲେ ସେମାନେ କଣ ମୂର୍ଖ ଥିଲେ ,ଅଣ ଓଡ଼ିଆ ମନକୁ ଚିଫ କଲେ ଫଳ ଏଇଆ ଆପଣକୁ ମୋର ଅଶେଷ ଧନ୍ୟବାଦ୍ ଆପଣ ନିଜ ଚେଷ୍ଟା ଜାରି ରଖନ୍ତୁ
@LISTENODISHA
@LISTENODISHA 11 ай бұрын
ସାର୍ ପ୍ରଣାମ 🙏। ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଶ୍ରୀ ପଞ୍ଚମୀରେ ଏତିକି କାମନା🙏🙏
@bhagabanpradhan783
@bhagabanpradhan783 11 ай бұрын
ସାର୍ ନମସ୍କାର ।ଆପଣ ଯାହା କହିଛନ୍ତି ମୋ ମନକୁ ଏକ୍ଦମ୍ ଛୁଇଁଲା । ଯେଉଁମାନେ ବର୍ଣ କାଟିବା କଥା କହୁଛନ୍ତି ସେମାନଙ୍କର ପୂର୍ବ ପୁରୁଷ ପ୍ରକୃତ ଓଡ଼ିଆ ହୋଇ ନଥିବେ ।
@srikanthamohanty5352
@srikanthamohanty5352 11 ай бұрын
ଖୁବ୍ ସୁନ୍ଦର ଗାଳି ସେ ଭାଷା ବେଇମାନ୍ ମାନଙ୍କୁ ଆଜ୍ଞା !
@narayanpradhan2230
@narayanpradhan2230 11 ай бұрын
ଆଜ୍ଞା 🙏🙏🙏 ଆପଣଙ୍କୁ ନିବେଦନ ଆପଣ ସ୍ପଷ୍ଟ କରିଦିଅନ୍ତୁ ଆମେ କେତେଟା ଅକ୍ଷର ବୋଲି ଜାଣିବୁ ଏବଂ ଦୟାକରି ସମସ୍ତ ବର୍ଣ୍ଣ କୁ ଉଚ୍ଚାରଣ କରି କୁହନ୍ତୁ..! ଜୟ ଜଗନ୍ନାଥ...!
@Debate1963
@Debate1963 Ай бұрын
ହେ ଜାଗରୁକ ପ୍ରହରୀ ବୈଷ୍ଣବ ବାବୁ, ଓଡ଼ିଆ ଭାଷା ଏବଂ ତତ୍ ସମ୍ପର୍କିତ(ଆପଣ ଲେଖିଥିବା ବହିଗୁଡ଼ିକ ର) ଭିଡିଓ କରି ଆମମାନଙ୍କୁ ଆହୁରି ସଚେତନ କରାଇବା ପାଇଁ ବିନମ୍ର ନିବେଦନ । ପ୍ରଣାମ ।
@radhakrushnapatra2321
@radhakrushnapatra2321 10 ай бұрын
ମହାଶୟ,ଆପଣ ବହୁତ ବହୁତ ଧନ୍ୟବାଦ
@hemantakumar.c
@hemantakumar.c 11 ай бұрын
ମହାଶୟ, ବର୍ଣ୍ଣମାଳା ମୁଦ୍ରଣ ହେବା ପରେ ସଂଶୋଧନ କରାଯିବା ଦାୟିତ୍ୱ ଶାସନ ମୁଖ୍ୟଙ୍କର l
@sabitabehera8748
@sabitabehera8748 11 ай бұрын
Respected Sir.Thanks to your discussion on this matter. Please! save our Barnamala.
@antarjyamigiri1192
@antarjyamigiri1192 11 ай бұрын
😮
@ashokkumarray8657
@ashokkumarray8657 10 ай бұрын
⁸ ji
@DiptiRanjan-t4x
@DiptiRanjan-t4x 11 ай бұрын
ଅଣ ଓଡିଆ ପଣ୍ଡିତ ହେଲେ ହୁଏ ଏମିତି ଦୁଃଖ ର ବିଷୟ ଆଜି ଓଡ଼ିଆ ନିଜର ମାତୃଭାଷା ଭୁଲ୍ କହୁଛି
@dasarathmeher8935
@dasarathmeher8935 11 ай бұрын
ହେଲେ ମହାଶୟ, ସେଇ ଅକ୍ଷର ଗୁଡାକ ପବ୍ଲିକ କରିବା ଆଗରୁ ତାକୁ ଚେକିଂ କରିବା କଥା ନା.....
@liman1995
@liman1995 11 ай бұрын
ଯେଉଁମାନେ ଓଡ଼ିଆ ଭାଷାକୁ କ୍ଷତାକ୍ତ କରିବାକୁ ଚାହୁଁଛନ୍ତି; ସେମାନଙ୍କୁ ସୁଯୋଗ ନଦିଆଯାଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@biswanathbehera7960
@biswanathbehera7960 Ай бұрын
ଆପଣ କଣ କହିଲେ ଜାଣି ହେଉନାହିଁ. ସ୍କୁଲ ମାନଙ୍କରେ ମହାପୁରୁଷ ବାଣୀ ଭୁଲ ଲେଖା ଅଛି.
@PrafullachDas-s7s
@PrafullachDas-s7s 11 ай бұрын
ନମସ୍ତେ , ଆଜି ମୁଁ ଜାଣିଲେ ଯେ ଯତି ରାବଣ କେବଳ ତ୍ରେତୟାରେ ନଥିଲେ କଳିରେ ମଧ୍ୟ ଅଛନ୍ତି । ତେଲ ଅଧିକ ହୋଇଗଲା | ତୁମ ଭାଷାରେ ଏହା ଯଦି ଏତେ ବଡ କର୍ମ ତେବେ ଶାସ୍ତ୍ରୀୟମାନ୍ୟତା ଠାରୁ ଆଜି ଯାଏଁ ତୁମର ପ୍ରଭୁ କେଉଁ ଗୁମ୍ଫାରେ ଅନନ୍ତଶରନରେ ଥିଲେ ? ନିର୍ବାଚନ ୩ମାସ ଅଛି ଏବେ କିପରି ମନେ ପଡିଲା ? ଉତ୍କଳ ଦିବସରେ ଏହା ପାଳନ କରିଥିଲେ କଣ ପ୍ରଣବ ଅଶୁଦ୍ଧି ହୋଇଥାନ୍ତା କି ?ତୁମପରି ୧୦/୧୨ଟି ପ୍ରାଥମିକ ଅକ୍ଷର ଶିକ୍ଷାବହି ଲେଖି ମୁଣି ଭରିବା ଲୋକ ଅନ୍ତତଃ ସଠିକ୍ ଭାବେ କେତୋଟି ବର୍ଣ୍ଣମାଳା ଅଛି ଉପସ୍ଥାପନ କରିଥିଲେ ଭଲ ହୋଇଥାନ୍ତା | କାମ ଯେତେ ବଡ ହେବ ତାକୁ ଗୁରୁତ୍ୱ ମଧ୍ୟ ତହୁଁ ବଡ ହେବା ବିଧେୟ ।ଏଣୁ "ବାଡି ପକାଇ ଜଗ " ନ ପାରନ୍ତି କିନ୍ତୁ ସଂଶୋଧନ କରି ଭୁଲ କରିଥିବା ଲୋକକୁ ଦଣ୍ଡ ଦେବା କଣ ଅସମ୍ଭବ ? ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡିଆ ଭାଷାର ସ୍ଥାନ କେଉଁଠି, ସରକାରୀ ସ୍ତରରେ ବା ଦପ୍ତରରେ ଓଡ଼ିଆ ଭାଷା ଚଳୁଛିକି ? ଓଡ଼ିଶାର ଉପାନ୍ତ ଅଞ୍ଚଳ ଆଜି ଅସୁରକ୍ଷିତ ସେ କଥା କେତେ ଭାବିଲଣିକି ? ଓଡ଼ିଆ ବ୍ୟାକରଣ ନାହିଁ,ସ୍ଵୀକୃତିପ୍ରାପ୍ତ ଅଭିଧାନ ଥାଇ ନଥିଲା ପରି ଏ ସମସ୍ତ ଅବ୍ୟବସ୍ଥାର ସୁବ୍ୟବସ୍ଥା କିଏ କରିବ ଜନସାଧାରଣ ନା ସରକାର ? ଯେଉଁଠି ଭଲ ଥିବ ଭଲ କହିବ ଏବଂ ଭୁଲ ଥିଲେ ଅଙ୍ଗୁଠି ଦେଖାଇବ, କିନ୍ତୁ ଭୁଲ୍ କୁ ଲୁଚାଇ ବାହା ବହା ଦେଲେ ଅବିବେକି ଓ ଚାଟୁକାର କହିବେ | ତୁମର ମହାମାନ୍ୟଙ୍କୁ କଣ ଭୋଟବେଳେ ହିଁ ଓଡ଼ିଶା ରାଜ୍ୟ , ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଶା କୃଷି ଓ କୃଷକଙ୍କ କଥା ମନେପଡୁଛି ?ଯଦି ସରକାରଙ୍କ ଉଦ୍ଦେଶ୍ୟ ଭଲ ଥାଆନ୍ତା ତେବେ ୮ବର୍ଷ ତଳୁ ଓଡ଼ିଶ ଦପ୍ତରରେ ୧୯୫୪ ର ଭାଷାଆଇନ ଲାଗୁ ହୋଇ ସାରନ୍ତାଣି ।" କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର ।"ଠିକ୍ କହିଲେ ସମସ୍ତେ ଶୁଣିବେ ଭୁଲ କହିଲେ ନାକ ଟେକିବେ ।
@NrusinghaCharanRatha
@NrusinghaCharanRatha 11 ай бұрын
ସ୍ବାଧୀନ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ।
@satishdas1248
@satishdas1248 11 ай бұрын
ଏବେ ମଧ୍ଯ ସମୟ ଅଛି, ଏଇ ସବୁ ଭୁଲକୁ ସୁଧାରି ଦିଅ। ପରପିଢି ପାଇଁ ଏହା guideline ହେବ
@ksatyajit9
@ksatyajit9 10 ай бұрын
👍
@shyamaghanmohanty1369
@shyamaghanmohanty1369 8 ай бұрын
ପୂର୍ବରୁ ଯାହା ଥିଲା ସେୟା ରହିବା ଉଚିତ୍ ।
@Ddxyz-b9n
@Ddxyz-b9n 2 ай бұрын
Purbaru jaha thila taha thik boli kahiba bhul .
@keshabpradhan916
@keshabpradhan916 4 ай бұрын
Good morning sir
@MainaSahoo-c7b
@MainaSahoo-c7b 11 ай бұрын
ସାର୍ ଆପଣ ଭଲଭାବରେ କହିଛନ୍ତି ଆପଣଙ୍କୁ ବହୁତ ଧନ୍ୟବାଦ
@ABRSMODISHA
@ABRSMODISHA 11 ай бұрын
କିଏ ତାଙ୍କୁ ନିଯୁକ୍ତି ଦେଇ ଥିଲା, ସେ କଣ ଦୋଷୀ ନୁହେଁ ?
@swarnalatasahoo7900
@swarnalatasahoo7900 11 ай бұрын
ଏକଦମ ଠିକ୍ ସାର୍.🙏🙏
@sugamprasaddalua4412
@sugamprasaddalua4412 9 ай бұрын
ମହାଶୟ ଆମେ କଣ ଧରିନେବୁକି , ଆପଣ ଉତ୍ତର ନିଜେ ନଜାଣି ଏତେ ଲମ୍ବା ଭାଷଣ ବୃଥାରେ ଦେଉଥିଲେ ବୋଲି। ଆପଣ ଭାରି କୁହାଳିଆ ଜଣା ପଡୁଛନ୍ତି ।
@shashikantabarik7960
@shashikantabarik7960 Ай бұрын
🙏ମହାଶୟ ଆପଣ ନିଜେ ବି କହିଲେନି କେତୋଟି ଅକ୍ଷର ଅଛି।
@nimaicharanmajhi8366
@nimaicharanmajhi8366 11 ай бұрын
ସୁନ୍ଦର ଉପସ୍ଥାପନା ମହାଶୟ। ସଠିକ୍ ଭାବେ ତଥ୍ୟ ଉପସ୍ଥାପନା କରି ଥିବାରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଆପଣ ଆପଣଙ୍କର ଉଦ୍ଦେଶ୍ୟ ସଫଳ ହେଉ ଏହା ଈଶ୍ୱର ଙ୍କ ଠାରେ ମୋର ପ୍ରାର୍ଥନା। ବନ୍ଦେ ଉତ୍କଳ ଜନନୀ।
@arpitamishra2102
@arpitamishra2102 11 ай бұрын
Ek dam sata katha......
@rameshchandrasahoo726
@rameshchandrasahoo726 11 ай бұрын
ମହାଶୟ, ଯଦି ଅଣ ଓଡ଼ିଆ ଓଡ଼ିଆ ଭାଷାର ଅଧ୍ୟକ୍ଷ ହେବେ ,ତେବେ ଏପରି ପରିଣତି ହେବା ହିଁ ହେବ ।
@diptimayeesingh6284
@diptimayeesingh6284 11 ай бұрын
ପ୍ରଣାମ ସାର୍ ❤❤ ଦୀର୍ଘାୟୁ କାମନା କରୁଛି।
@thirdeye9492
@thirdeye9492 11 ай бұрын
ପ୍ରଣାମ ମହାଶୟ 🙏❤️
@kishorekumarbehera5900
@kishorekumarbehera5900 10 ай бұрын
Aapananku sah sah dhanybad Jay sadguru
@jadupatirout
@jadupatirout 5 ай бұрын
ଭାଷା କଥା କମ୍ ନେତା କଥା ବେଶି, ଭୁଲ ଯିଏ କରୁ ସାର୍ବଜନୀନ ଭୁଲ ଟା ଭୁଲ୍। ଓଡ଼ିଆ ଭାଷା ଏବେ ଖଣ୍ଡି ଓଡ଼ିଆ ଭାଷା ହେଇଛି। ଉଚ୍ଚାରଣ ଆଉ ବନାନ ଦେଖିଲେ ମୁଣ୍ଡ କଣ ହେଇଯାଉଚି
@prakasinidas8188
@prakasinidas8188 11 ай бұрын
ଜୟ ଜଗନ୍ନାଥ ସାର,ପ୍ରଣାମ 🙏❤️
@purnachandrakumbhar3550
@purnachandrakumbhar3550 5 ай бұрын
ଓଡ଼ିଆ ବର୍ଣ ମାଳା ରେ ଯାହା ଅଛି ସବୁ ଅପରିବର୍ତ୍ତିତ ରହୁ l ଆଜିର ଜ୍ଞାନୀ ମାନେ ଓଡ଼ିଆ ବୁଝି ପାରନ୍ତି ନାହିଁବୋଲି ଓଡ଼ିଆ ଲୋପ ର ଷଡଯନ୍ତ୍ର ଚାଲିଛି
@keshabpradhan916
@keshabpradhan916 4 ай бұрын
Apananku bahut bahut dhanyabad.
@bijayajhankar3125
@bijayajhankar3125 11 ай бұрын
ମହାଶୟ ଅଣ ଓଡ଼ିଆ ହେଲେ ରାଜା ଇଂରାଜୀ ପାଠୁଆ ନେଉଛନ୍ତି ମଜା
@pareshsethy7775
@pareshsethy7775 11 ай бұрын
ମହାଶୟଙ୍କୁ ଧନ୍ୟବାଦ ! ମହାଶୟ ଜଣେ ଲେଖକ ତାଙ୍କର ଜ୍ଞାନ ଅଧିକ କିନ୍ତୁ ଜଣେ ସାଧାରଣ ଜନତା ଅନୁସାରେ ମୁଁ କିଛି କହିବାକୁ ଚାହେଁ , "Education is not fixed but flexible"ଅର୍ଥାତ ଶିକ୍ଷା ପରିବର୍ତ୍ତନଶୀଳ,ଭାଷା ଗୋଟେ ମାଧ୍ୟମ ନିଜର ଭାବନା କୁ ପରିପ୍ରକାଶ କରିବା ପାଇଁ ତେବେ ଭାଷା କିଁହିକି ଏତେ କ୍ଳିଷ୍ଟ ହେବ,କାହିଁକି ସରଳ ନ ହେବ? କାହିଁକି ହାତୀ ଠିକ୍ କାହିଁକି ହାତି ଭୁଲ,କାହିଁକି ଶଗଡ଼ ଠିକ୍ କାହିଁକି ସଗଡ ଭୁଲ,କାହିଁକି ନଈ ଠିକ୍ କାହିଁକି ନଇ ଭୁଲ,କାହିଁକି ଆମେ ଆମ ଭାଷା କୁ ଏତେ କ୍ଲିଷ୍ଟ କରି ଓଡ଼ିଆ ଭାଷା କୁ କେବଳ ଓଡ଼ିଆ ମାନଙ୍କ ମଧ୍ୟରେ ସୀମିତ ରଖିବାକୁ ଚାହୁଁଛେ? ଆପଣ ସରକାରଙ୍କ ଦ୍ଵାରା କରାଯାଇଥିବା ଭୁଲ କୁ ସ୍ବୀକାର ନକରି ତାଙ୍କ ପ୍ରତିନିଧି ହୋଇ ତାଙ୍କର ଭୁଲ ଘୋଡାଉଛନ୍ତି,ଯଦି ସରକାର କୌଣସି ଭଲ କାର୍ଯ୍ୟ ପାଇଁ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ତେବେ ସୋମାଳଚନା ପାଇଁ କାହିଁକି ନୁହେଁ? ଏତେ କଥା ଆଲୋଚନା ପରେ ମଧ୍ୟ ଆପଣ ବି କହି ପାରିଲେନି ପ୍ରକୃତ ରେ ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣମାଳା ରହିଛି ,ଧନ୍ୟବାଦ୍
@Gopi_Geeti
@Gopi_Geeti 8 ай бұрын
ଆପଣ କଣ କହିବାକୁ ଚାହୁଁଥିଲେ ଆଉ କଣ କହୁଛନ୍ତି? ଶେଷ ପର୍ଯ୍ୟନ୍ତ ଦେଖିଲି, ଏବେ ବି ଅବୁଝା ରହିଲା।
@swapnanandarath2244
@swapnanandarath2244 11 ай бұрын
ଆଜ୍ଞା, ଓଡ଼ିଆ ବର୍ଣ୍ଣମାଳାରେ ଦୀର୍ଘ ରୁ ପରେ ଯେଉଁ ଲୁ ଅଛି ତା'ର ବ୍ୟବହାର କିପରି ହୁଏ ଦୟାକରି କହିବେକି? ଆପଣଙ୍କୁ ଅନେକ ଧନ୍ୟବାଦ l
@akashmishra9209
@akashmishra9209 Ай бұрын
A 5 minute crisp to the point video is better than a 15 minute khichdi
@writerbarsharout
@writerbarsharout 11 ай бұрын
ଖୁବ୍ ସୁନ୍ଦର କଟାକ୍ଷ ଉପଦେଶ ।
@subhansukumardas5738
@subhansukumardas5738 10 ай бұрын
ଧନ୍ୟବାଦ ❤
@govindadas7095
@govindadas7095 11 ай бұрын
Khub Sundar bichara..Doshi ku danda miliba darkar
@birakishorenayak1690
@birakishorenayak1690 11 ай бұрын
ବଢ଼ିଆ କହିଲେ ଆଜ୍ଞା,ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ 🙏
@MrNeelamadhab
@MrNeelamadhab 11 ай бұрын
ବିଶ୍ଳେଷଣ ଅନାବଶ୍ୟକ ଭାବରେ ଦୀର୍ଘ।
@akshayasahoo9922
@akshayasahoo9922 11 ай бұрын
ପ୍ରଣାମ ସାର୍ ଆପଣଙ୍କ କହିବା ଯଥାର୍ଥ
@dhaneswardehury6426
@dhaneswardehury6426 11 ай бұрын
ଓଡ଼ିଆ ଭାଷାର ଅକ୍ଷର ସଂଖ୍ୟା ଏଯାବତ୍ ନିର୍ଦ୍ଦିଷ୍ଟ କରି ପାରୁ ନାହାନ୍ତି ।ବିଭିନ୍ନ ବହିରେ ବିଭିନ୍ନ ପ୍ରକାରର ସଂଖ୍ୟା ଦିଆଯାଉଛି। ଫଳରେ ପିଲାମାନେ ସନ୍ଦେହଘେରରେ ପଡି ଯାଉଛନ୍ତି। ଅକ୍ଷରକୁ ସୁରକ୍ଷିତ ରଖାଯାଉ। ଲୁ ଅକ୍ଷରର ବ୍ୟବହାର କିପରି ଥିଲା, ତାହା ମଧ୍ୟ ପ୍ରଚଳନ କରିବା ଉଚିତ୍। ଅଙ୍ଗୁର ଖଟା କହି ଅକ୍ଷରକୁ ସଙ୍କୁଚିତ କରା ନ ଯାଉ। ବ୍ୟବହାର କରି ତାହାର ସଦ୍ ଉପଯୋଗ କରାଯାଉ। ❤
@chintamanirana8208
@chintamanirana8208 4 ай бұрын
Nice Video Sir
@kapuranaik3738
@kapuranaik3738 3 ай бұрын
50🌹🌹🌹🌹👌♥️♥️♥️♥️👍thankyou 🙏
@Rabindra.369
@Rabindra.369 5 ай бұрын
ଧନ୍ୟବାଦ ସାର 🙏♥️🙏
@padmalochanmalik6653
@padmalochanmalik6653 11 ай бұрын
धन्यवाद महाशय। आपको कोटि कोटि प्रणाम् करता हूँ। जागो ओडिआ जागो। वरना कालिदास भुस् पण्डित ओडिआ भाषा को तबाह कर देङ्गे। जय हिन्दु वन्दे मातरम् ॐ
@sarojkumarnayak2265
@sarojkumarnayak2265 5 ай бұрын
ଆପଣ ଓଡ଼ିଆ ବର୍ଣ୍ଣମାଳା ରେ ବର୍ଣ୍ଣ ସଂଖ୍ୟା କେତେ କହିଥିଲେ ଭଲ ହୋଇଥାନ୍ତା,
@GODCREATION2155
@GODCREATION2155 Ай бұрын
ଆଜ୍ଞା ଆଗରୁ ଆମର ପ୍ରଶ୍ନ ଥିଲା ଅନେକ ଏସ୍ଆଇ ଯେତେବେଳେ ବିଦ୍ୟାଳୟ ପରିଦର୍ଶନରେ ଆସନ୍ତି ସେତେବେଳେ ପଚାରନ୍ତି ଆଛା ପିଲାଏ କହିଲ ଅଣଚାଷରୁ ତିନି ଶଷସ ଗଲେ କେତେ?ପିଲାତ ପିଲା ଶିକ୍ଷକ ମାନେ କହିପାରନ୍ତିନି ତେବେ ମୋ କହିବା କଥା ଓଡ଼ିଆରେ ପ୍ରକୃତ ଅକ୍ଷର ସଂଖ୍ୟା କେତେ?
@upendrasaha3873
@upendrasaha3873 11 ай бұрын
Sir apana kuhantu keteta akshra odia barnamala re
@taranginipradhan8101
@taranginipradhan8101 5 ай бұрын
ବହୁତ ଭଲ ଲାଗିଲା।ପ୍ରଣାମ।
@bandhubabu2324
@bandhubabu2324 11 ай бұрын
ଅଜ୍ଞ୍ୟା ମୋର ପ୍ରଣାମ ନେବେ! ଭାଷା ରକ୍ଷା କ୍ଷେତ୍ରରେ ଆପଣଙ୍କ ବକ୍ତବ୍ୟ ର ଦମ ଅଛି! ବହୁତ ଭଲ କଥା ଜଣାଇଛନ୍ତି ଆପଣ!🙏
@pramodchandrapradhan5089
@pramodchandrapradhan5089 11 ай бұрын
କୁହ କେତେ ନା ଏତିକି ନୁହେଁ କହିବ ନା ଖାଲି ଭାଷଣ ମାରିଲେ କଣ ହେବ
@prafullkumar5105
@prafullkumar5105 11 ай бұрын
ମହାଶୟ, କ୍ଷମାକରିବେ l ଏହି ପଣ୍ଡିତମାନଙ୍କୁ ଚୟନ କିଏ କରିଛି, ଦୟାକରି କହିବେ କି ? ଚୟନକର୍ତ୍ତାର ଭୁଲ ନା ଚାଟୁକାର ସାଜି ନିଜେ ପଣ୍ଡିତରେ ଗଣାହୋଇଥିବା ପଣ୍ଡିତଙ୍କର ଭୁଲ ?
@spectrovision7466
@spectrovision7466 11 ай бұрын
ସାର୍ , ଆପଣ ଠିକ୍ କହିଛନ୍ତି । ବର୍ଣ୍ଣ ସଂଖ୍ୟା ହ୍ରାସ ଏକ ହୀନ ଚକ୍ରାନ୍ତ । ସେଥିରେ ଗୁଡାଏ ଅସୁବିଧା ହେବ । ମୋର ପ୍ରଶ୍ନ ଯେଉଁ ( ଌ ) ଲୁ କଥା ଉଲ୍ଲେଖ କରିଛନ୍ତି ଆପଣ ତାର ପ୍ରୟୋଗ କିଛି ଅଛି କି ? କହିବେ । ବିସର୍ଗ ର ବ୍ଯବହାର ଦେଇଥିବାରୁ ମୁଁ କୃତଜ୍ଞ । ଧନ୍ୟବାଦ, ନମସ୍କାର ।
@sushilkumarchoudhury1802
@sushilkumarchoudhury1802 10 ай бұрын
ଅନେକ ଅନେକ ଧନ୍ୟବାଦ ଆ ଜ୍ଞା
@bijayalaxmijena644
@bijayalaxmijena644 11 ай бұрын
Bahut vitari katha ame janilu.bahut dhanyabad sir..
@BichiPradhan-gz2cf
@BichiPradhan-gz2cf 4 ай бұрын
Jai jagannath
@sasthakumarpurohit2580
@sasthakumarpurohit2580 Ай бұрын
ଅ ରୁଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ୫୨ ବର୍ଣ୍ଣ, ମଧୁ ବାବୁ ମୂର୍ଖ ନୁହଁନ୍ତି,ବର୍ଣ୍ଣ ନ ବ ଦଳାଇବା କୁ ପ୍ରାର୍ଥନା,,,,,,,
@ganeshnayak5643
@ganeshnayak5643 6 ай бұрын
Dhanya aapan sat sat dhanyabad aapanku sat sat pranam aapanku.
@sudhansunayak2617
@sudhansunayak2617 11 ай бұрын
ମୋର ଏତିକି କହିବାର ଅଛି ଯେ ଭାଷା ପ୍ରତିଷ୍ଠା ର ସମ୍ପାଦକ ଜଣେ ଜଣେ ଓଡ଼ିଆ ଭାଷାର ଦକ୍ଷ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ନ କରାଇ ଏଭଳି ବ୍ୟକ୍ତିଙ୍କୁ କାହିଁକି ବଛିଲେ ଆମ ସରକାର। କଣ ଆମ ଓଡ଼ିଶାରେ ଭାଷାବିତ୍ ନାହାନ୍ତି। ଯଦି ଭୁଲ ହେଲା ସେ କଣ ପ୍ରଥମରୁ ତାହା ଦେଖିପାରିଲେନି।
@LshortsforU
@LshortsforU 3 ай бұрын
Sir🙏 ଦୁଃଖର କଥା ଆପଣ ବି ଜଣେ ଭାଷାବିତ୍ ହୋଇ ଆପଣ ଭିଡ଼ିଓ ଶେଷ ପର୍ଯ୍ୟନ୍ତ କହିଲେ ନାହିଁ ଯେ ଓଡ଼ିଆ ବର୍ଣ୍ଣର ଅକ୍ଷର ସଂଖ୍ୟା କେତେ ? 😢 😅
@chitaranjanteachingtube3335
@chitaranjanteachingtube3335 9 ай бұрын
🙏ଆଜ୍ଞା, ଆପଣ ଦୟାକରି କହିବେ କି, ପ୍ରକୃତରେ କେତୋଟି ଅକ୍ଷର 🙏
@srisaidesignvastu9209
@srisaidesignvastu9209 10 ай бұрын
ଆଜ୍ଞା ଯଦି କୌଣସି କାମର ପ୍ରଶଂସା ଯଦି ସରକାର ନେବେ ,ତେବେ ସେ କାମର ନିନ୍ଦା କାହିଁକି ନେବେ ନାହିଁ ?
@dillipnaik1439
@dillipnaik1439 11 ай бұрын
Very nice sir 🙏
@NitishkumarBag
@NitishkumarBag 4 ай бұрын
Thank you so much sir
@surendranathsahu3152
@surendranathsahu3152 11 ай бұрын
ଆପଣଙ୍କ ଦୁଃସାହସିକ ଅଭିବ୍ୟକ୍ତି ପାଇଁ ପ୍ରଣାମ।
@rajanikantapattanayak9702
@rajanikantapattanayak9702 11 ай бұрын
ପ୍ରିୟ ମହାନ୍ତି ବାବୁ ,ମୁଁ ଆପଣଙ୍କର ଜଣେ ଶ୍ରୋତା ।ନିର୍ଭୀକ ବକ୍ତବ୍ୟ ପାଇଁ ମୁଁ ଆପଣଙ୍କୁ ସମ୍ମାନ କରୁଥିଲି । ମୋଟାମୋଟି ଓଡ଼ିଆ ଭାଷାର ଅକ୍ଷର ନକାଟିବା ପାଇଁ ଆପଣଙ୍କ ବକ୍ତବ୍ୟ ଯୁକ୍ତିଯୁକ୍ତ । ତେବେ ମତେ ଦୁଖଃର ସହ କହିବାକୁ ପଡ଼ୁଛି ଆପଣଙ୍କ ପୂର୍ବ ସ୍ପଷ୍ଟ ବାଦୀତା ଆଉ ପରିଲକ୍ଷିତ ହେଉନାହିଁ । ଆପଣଙ୍କ ଭାଷାରେ ସେ ପଣ୍ଡିତଙ୍କ ନାମ ପ୍ରକାଶ ନକରିବାରେ ବାଧ୍ୟବାଧକତା କଣ ? ରାଜ୍ୟର ଭଲମନ୍ଦ ରାଜା ମୁଣ୍ଡରେ ଯାଏ । ଆପଣଙ୍କ ଆଜିର ବକ୍ତବ୍ୟ ତୋଷା ମଦିଆ ଭଳି ଲାଗିଲା । ବନ୍ଦେ ଉତ୍କଳ ଜନନୀ । ଜୟ ଜଗନ୍ନାଥ । ନମସ୍କାର ।
@kasturinaik7378
@kasturinaik7378 11 ай бұрын
Se jane Bhuspandita, Advice kanhiki deleni, ta boli Kantha kabi.
@niranjanmohanty3523
@niranjanmohanty3523 9 ай бұрын
Very good
@GODCREATION2155
@GODCREATION2155 11 ай бұрын
ପ୍ରକୃତରେ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ସଂଖ୍ୟା କେତେ କାରଣ ଅନେକ ଓଡ଼ିଆ ଭାଷାବିତ୍ ଭିନ୍ନଭିନ୍ନ ମତ ରଖନ୍ତି ବର୍ଣ୍ଣମାଳା ବର୍ଣ୍ଣରେ।ମୋର ବର୍ଣ୍ଣମାଳାର ଜ୍ଞାନ ଅନୁସାରେ ମୁ ଗୋଟିଏ ପ୍ରଶ୍ନ ଶୁଣି ଥିଲି ଯେ ଅଣଚାଶ ରୁ ତିନି ସ ଗଲେ କେତେ। ତା ହେଲେ ଅକ୍ଷର କେତେ ଦୟାକରି କହିବେ
@gadadhargrahacharya9483
@gadadhargrahacharya9483 4 ай бұрын
ଓଡିଆ ଅକ୍ଷରକୁ ଲୋପ କରିଲେ, ବ୍ୟାକରଣ ଶାସ୍ତକୁ ନିନ୍ଦା, ବ୍ୟାକରଣ ବିନା ସର୍ଵଶାସ୍ତ୍ର ନିରର୍ଥକ, ଯାହା କହିଲେ ଓଡିଆଭାଷା ରେ ତାହା ବ୍ୟାକରଣ ଜନିତ, ମହର୍ଷି ପାଣିନି ଶିବଙ୍କର ଅନୁକମ୍ପାରୁ ବର୍ଣ୍ଣ ଗୁଡ଼ିକୁ ଲାଭକରି ଅଷ୍ଟାଧ୍ଯାୟୀ ଲେଖିଲେ ।ଅପାଣିନୀୟମାନଙ୍କୁ କଣ୍ କହିବା, ଯାହାର କ୍ଷରତ୍ଵ ନାହିଁ ସେ ଅକ୍ଷର, ତାହା ବ୍ରହ୍ମ ସଦୃଶ ନିତ୍ଯ ,ସଵୁଵର୍ଣର ବ୍ୟବହାର ଅଛି, ଯେ ବିନାଶ କରିଵ ସେ ଵିନଷ୍ଟ , ଏତେ ଦୂରକୁ ନ ଯାଇ ଛବିଳ ମଧୁ ବର୍ଣ୍ଣବୋଧ ପଢି ଓଡ଼ିଶାର ମାନ ରଖନ୍ତୁ,
@PrasantKumar-c4s
@PrasantKumar-c4s Ай бұрын
@basantarout9538
@basantarout9538 11 ай бұрын
ବହୁତ୍ ବହୁତ୍ ଧନ୍ୟବାଦ sir 🙏 🙏
@pradeeptakumarpanda1054
@pradeeptakumarpanda1054 8 ай бұрын
Namaste sir You are right
@ajaybehera5190
@ajaybehera5190 10 ай бұрын
Akshara bina prachina sahitya ra explain କରିବା asambhaba
@pritampradhan6974
@pritampradhan6974 5 ай бұрын
ଲୁ ର ବ୍ୟବହାର କୋଉଥିରେ ହେଉଥିଲା ସେତବେଳର ଯେଉଁମାନେ ପଢୁଥିଲେ ଦୟାକରି ଜଣାଇବେକି
@atithimediacreations7791
@atithimediacreations7791 4 ай бұрын
ଆପଣ ବର୍ଣ୍ଣମାଳା କେତୋଟି ବି କହିଲେନି
@paramahansapradhan3328
@paramahansapradhan3328 10 ай бұрын
ଧନ୍ୟବାଦ ଗୁରୁଜୀ,,,🙏🙏🙏
@rajanisahoo2150
@rajanisahoo2150 11 ай бұрын
ହଉ ଆପଣ ଏତିକି ସେତିକି ନକହି କୁହନ୍ତୁ କେତୋଟି। ଚାଲାକି ଦେଖାନି।
@susantkumarnayak2074
@susantkumarnayak2074 8 ай бұрын
ମହାଶୟ, ଯେଉ ଭାଷାବିତ୍ କରିଛନ୍ତି ତାଙ୍କୁ କିଏ appointment କରିଥିଲେ।Govt କିଏ ଥିଲେ।Govt se ବେକ୍ତିର ନାମ ପ୍ରକାଶ କରୁନାହାନ୍ତି। ଆକ୍ସନ ନେଉନାହାନ୍ତି।The appointment authority will be responsible for mistek or the person. so U don't clarifying the matter.
@pranatiroutray5726
@pranatiroutray5726 Ай бұрын
ଓଡିଶା ରେ ଏତେ ଭାଷାବିତ୍ ଅଛନ୍ତି କିନ୍ତୁ ଭାଷା ସୁଧଉରୁ ନାହିଁ କାହିଁ କି sir. .?
@Nano143
@Nano143 11 ай бұрын
ସେଇ ଲୄ ର ବ୍ୟବହାର କଣ ଦୈନନ୍ଦିନ ଜୀବନ ରେ ଟିକେ କୁହନ୍ତୁ ।
@hrushikeshsahoo1009
@hrushikeshsahoo1009 11 ай бұрын
ମହାଶୟ, ପୁଅ ବିବାହ ଭୋଜି ଭଲମନ୍ଦ ବାପାଙ୍କୁ ଦିଆଯାଏ,ଏବେ ଚିନ୍ତାକରନ୍ତୁ କାହାକୁ ଦିଆଯିବ।
@diparaniojha3690
@diparaniojha3690 11 ай бұрын
ନିରାଟ ସତ କଥା ଆଜ୍ଞା 🙏
@akhilbiswal4371
@akhilbiswal4371 Ай бұрын
ଏଠି ମନ୍ତବ୍ୟ ପ୍ରଦାନ କଲା ବେଳେ ଠିକ୍ ଓଡ଼ିଆ ଲେଖନ୍ତୁ । ହଜାର ହଜାର ଲୋକ ପଢ଼ୁଛନ୍ତି । ରେମାନ୍ ଲିପିରେ ଓଡ଼ିଆ ନ ଲେଖିଲେ ଭଲ ହୁଅନ୍ତା ।
@RanjanKumarDehuri-qj8bb
@RanjanKumarDehuri-qj8bb 11 ай бұрын
Sir apananku sahashra pranam❤❤❤
@debiprasadmishra2699
@debiprasadmishra2699 11 ай бұрын
ଧନ୍ଯବାଦ ମହାନ୍ତି ମହାଶୟ।
@srisaidesignvastu9209
@srisaidesignvastu9209 10 ай бұрын
କ'ଣ ପାଇଁ ନବୀନ ପଟ୍ଟନାୟକ ନଂ୧ ମୂଖ୍ୟ ମନ୍ତ୍ରୀ ପୁରସ୍କାର ବେସରକାରୀ ସଂସ୍ଥା ରୁ ପାଇଛନ୍ତି ବୋଲି ଡିଣ୍ଡିବ ପିଟୁଛନ୍ତି ?
@abantisahoo5133
@abantisahoo5133 10 ай бұрын
ଆପଣଙ୍କ ମତାମତ ନିଶ୍ଚୟ ପୂରଣ କରିବି
@subodhachanda6245
@subodhachanda6245 11 ай бұрын
ସେ ଭୁଷ୍ ପଣ୍ଡିତ ଙ୍କୁ ପାଣିନିଙ୍କ ପାଖରେ ଟଇୟଉସନ୍ ହେବାକୁ ପଡିବ ।
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН
VIP ACCESS
00:47
Natan por Aí
Рет қаралды 30 МЛН