ଓଡ଼ିଆ ମୁରଲୀ ସଂଗୀତ :- ରାଜା ହେବ ଯଦି ପବିତ୍ର ରାଇଜେ ପବିତ୍ରତା ବ୍ରତ ଧର ହେ ......... ୯/୧୦/୨୦୨୪

  Рет қаралды 535

ODIASANGEET

ODIASANGEET

Күн бұрын

ଓଡ଼ିଆ ମୁରଲୀ ସଂଗୀତ :- ରାଜା ହେବ ଯଦି ପବିତ୍ର ରାଇଜେ ପବିତ୍ରତା ବ୍ରତ ଧର ହେ ......... ୯/୧୦/୨୦୨୪
ରଚନାକାର :- ବି. କେ. କୁମରମଣି ଭାଇ, ସମ୍ବଲପୁର
ସଙ୍ଗୀତକାର :- ବି. କେ. ଝରଣା ଭଉଣୀ, ଫୁଲବାଣୀ
🌷୯.୧୦.୨୦୨୪ ମୂରଲୀ ଗୀତ🌷
(ସ୍ୱର... ପାରି ହେବ ଯଦି ଏ ଭବ ସାଗରୁ ...)
ରାଜା ହେବ ଯଦି ପବିତ୍ର ରାଇଜେ
ପବିତ୍ରତା ବ୍ରତ ଧର ହେ
ବାହୁବଳେ ଏହା ମିଳି ନ ପାରିବ
ଯୋଗବଳେ ଆଶ୍ରା କର ହେ ।୦।
କଳିଯୁଗୀ ସମ୍ପର୍କ ହିଁ ବନ୍ଧନ
ଅବିଳମ୍ବେ ୟାକୁ କର ହେ ଛିନ୍ନ
ସତ୍ୟ ଗୀତା ଶୁଣି ଶୁଣାଅ ଅନ୍ୟକୁ
ନରକୁ ଦେବତା କର ହେ
ବାହୁବଳେ ଏହା ମିଳି ନ ପାରିବ
ଯୋଗବଳେ ଆଶ୍ରା କର ହେ ।୧।
ବାବା ହିଁ ଆଶ୍ଚର୍ଯ୍ୟ ଏ କଥା ଜାଣ
ହୁଏ ନାହିଁ ତାଙ୍କ ଜନ୍ମ ମରଣ
ଆଦି, ମଧ୍ୟ, ଅନ୍ତ କଥାକୁ ଜାଣନ୍ତି
ସିଏ ହିଁ ଜ୍ଞାନ ସାଗର ହେ
ବାହୁବଳେ ଏହା ମିଳି ନ ପାରିବ
ଯୋଗବଳେ ଆଶ୍ରା କର ହେ ।୨।
ବାବା ଆଜ୍ଞା ଭାବି ସ୍ନେହରେ ସହ
ସହନଶୀଳତା ଗୁଣ ଦୁର୍ଲ୍ଲଭ
ଖୁସିର ଭୋଜନ ଟାଣେ ପ୍ରିୟ ଜନ
ଜୀବନରେ ଏହା ସାର ହେ
ବାହୁବଳେ ଏହା ମିଳି ନ ପାରିବ
ଯୋଗବଳେ ଆଶ୍ରା କର ହେ ।୩।

Пікірлер: 6
@urmiladas8992
@urmiladas8992 5 күн бұрын
Om Shanti good very nice❤❤❤
@MURLISANGEET
@MURLISANGEET 4 күн бұрын
Om Shanti, Dhanyawad, ☺🙏🙏
@santilatapanigrahi3589
@santilatapanigrahi3589 5 күн бұрын
❤very nice singing
@MURLISANGEET
@MURLISANGEET 4 күн бұрын
sukriya baba ☺🙏🙏
@bkkumarmanimahakul3411
@bkkumarmanimahakul3411 5 күн бұрын
Raja heba jadi .. this is the Murali song of dt 9.10.2024. BK Jharana Bhauni has sung this song nicely and sweetly. I thank her a lot. Om Shanti 🙏🌹🌹 BK Kumarmani Sambalpur Odisha India
@MURLISANGEET
@MURLISANGEET 4 күн бұрын
Thanks a lot sweet & supreme Father ☺🙏🙏
Epic Reflex Game vs MrBeast Crew 🙈😱
00:32
Celine Dept
Рет қаралды 39 МЛН
How do Cats Eat Watermelon? 🍉
00:21
One More
Рет қаралды 14 МЛН
这到底是怎么做到的 #路飞#海贼王
00:10
路飞与唐舞桐
Рет қаралды 4,1 МЛН
World‘s Strongest Man VS Apple
01:00
Browney
Рет қаралды 44 МЛН
8 October 2024
5:21
Sangameshwara swamigalu
Рет қаралды 1,1 М.
Epic Reflex Game vs MrBeast Crew 🙈😱
00:32
Celine Dept
Рет қаралды 39 МЛН