ଓଡ଼ିଶା ରୁ GREAT WALL OF CHINA ପହଞ୍ଚି ଗଲି || ଚାଇନା ର ଏ କାନ୍ଥ ପାଇଁ ଯାଇଥିଲା ଚାରି ଲକ୍ଷ ଲୋକଙ୍କ ଜୀବନ

  Рет қаралды 362,868

ମୁଁ TRAVELLER

ମୁଁ TRAVELLER

Ай бұрын

ଓଡ଼ିଶା ରୁ GREAT WALL OF CHINA ପହଞ୍ଚି ଗଲି || ଚାଇନା ର ଏ କାନ୍ଥ ପାଇଁ ଯାଇଥିଲା ଚାରି ଲକ୍ଷ ଲୋକଙ୍କ ଜୀବନ
Connect with me on:
1. Facebook: share/ZACaKa...
2. Instagram: laba_hansda...
3. LinkedIn: www.linkedin.com/in/laba-hans...
4. X: x.com/HansdaLaba71922?t=qb9re...
5. Facebook page: share/r1beha...
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Пікірлер: 1 100
@nalinimajhi5348
@nalinimajhi5348 Ай бұрын
କିଛି ଲୋକ ଆଦିବାସୀ ଙ୍କୁ ବହୁତ ଘୃଣା କରନ୍ତି, ଯୋଉ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଆନ୍ତି ଜରୁର like କରନ୍ତୁ 🙏🙏🙏
@ODISHANATAKCULTURE
@ODISHANATAKCULTURE Ай бұрын
Sure😊
@KulamaniMohanta-tf1xx
@KulamaniMohanta-tf1xx 27 күн бұрын
God ta dela bale jati dekhileni ame kahinki jati bheda dekhiba 🙏
@UrmilaSuna-po1mu
@UrmilaSuna-po1mu 25 күн бұрын
Jeumane Chhota jati boli ghruna karanti semane Manisha nuhanti pasu thu b hina bhagwan khali gotie jati hi gadhichi sie hela Manisha jati
@nalinimajhi5348
@nalinimajhi5348 25 күн бұрын
@@UrmilaSuna-po1mu ଆପଣ ଏତେ ସୁନ୍ଦର କଥା ଟିକୁ କହିଲେ,ଆପଣଙ୍କ ମନ ଖୁବ ପବିତ୍ର ଆଉ ଆପଣଙ୍କ ଚିନ୍ତା ଧାରା ବହୁତ ଉଚ୍ଚକୋଟୀର ଅଟେ, ଧନ୍ୟବାଦ mam 🙏🙏💐
@Roshanlifevlog5747
@Roshanlifevlog5747 Ай бұрын
ସତ ଭାଇ ଓଡ଼ିଶା ର ତମେ ଗର୍ବ କାହିଁକି ନା ଓଡ଼ିଶା ର ପ୍ରଥମ ଜଣେ ଏମିତି ବ୍ୟକ୍ତି ସାରା ଦେଶର କିଛି ଜ୍ଞାନ ବା ଦୃଶ୍ୟ ଦେଖାଇ ପାରୁଚି ଆମ ସମସ୍ତଙ୍କୁ love u Bhai 🥰🥰
@judhisthiranaik2503
@judhisthiranaik2503 Ай бұрын
ଲବ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ପରିଶ୍ରମ କରି ଆମ୍ଭମାନଙ୍କୁ ସୁନ୍ଦର ଭିଉ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ, ଆମ୍ଭେମାନେ ଭାରତରେ ଥାଇ ସବୁ ଜିନିଷ ଦେଖି ପାରଛୁ 🙏ଜୟ ଜଗନ୍ନାଥ 🙏
@rajatkumarvlog
@rajatkumarvlog Ай бұрын
ବହି ରେ ପଡ଼ିଥିଲି ଆଜି ନିଜ ଆଖିରେ ଦେଖିଲି....ଏହି ସବୁ ସମ୍ଭବ ହେଇ ପାରିଛି ଲବ ଭାଇ ପାଇଁ..❤love u bhai❤❤❤
@JadunathTudu...
@JadunathTudu... Ай бұрын
ଲବ ଭାଇଙ୍କର video ଦେଖିଲା ବେଳେ.. କାହାକୁ movie ଦେଖିବା ଭଳି ଲାଗେ 👍କର... 😊❤️😊
@Subham__ff2.0
@Subham__ff2.0 Ай бұрын
Allu arjun😊❤
@pabitramohandandia274
@pabitramohandandia274 Ай бұрын
ଚୀନର ଫ୍ଲିମ ରେ ଏସବୁ ଡ୍ୟାନ୍ସ ଦେଖିବାକୁ ମିଳେ, ଲାଗୁଥିଲା ମୋତେ ମୁଁ ଚୀନ ଫ୍ଲିମ ଦେଖୁଚି, ଆଉ ସେ କାନ୍ଥ କୁ ନେଇକି ମଧ୍ୟ ଗୋଟେ ଫ୍ଲିମ ହେଇଚି ସେ ଫ୍ଲିମ ବି ବହୁତ ଭଲ ଲାଗୁଚି, ଭାଇ ସବୁବେଳେ ଭଲରେ ରୁହ ଏତିକି ଜଗନ୍ନାଥ ଙ୍କୁ ମୋର ପ୍ରାଥନା ❤️❤️❤️❤️
@user-eu1ur5wn4m
@user-eu1ur5wn4m Ай бұрын
Chandni chowk to chaina
@kalicharanmarndi3369
@kalicharanmarndi3369 Ай бұрын
ଲବ ଭାଇ ଓଡ଼ିଶା ପାଇଁ ଗର୍ବ ଏବଂ ମୟୂରଭଞ୍ଜ ପାଇଁ ମଧ୍ୟ
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ଜଗନ୍ନାଥ ଲବବେଟା ବହୁତ ବହୁତ ଧନ୍ଯବାଦ କନ୍ଧମାଳ ରୁ
@Vlogsrabindrakumar
@Vlogsrabindrakumar Ай бұрын
Laba bhai ku Jia dil ru bhala pao Sia like kara ❤
@JugalNayak-ce4wf
@JugalNayak-ce4wf Ай бұрын
Like kole kn bia miliba ki
@giftsonchintalu5021
@giftsonchintalu5021 Ай бұрын
ଭାଇ ବହୁତ ବହୁତ ଧନ୍ୟବାଦ ତମକୁ ଯଦିଓ ଆମେ ଓଡିଶା ରେ ଅଛୁ କିନ୍ତୁ ତମେ CHINA ଦେଖେଇ ଦେଲ.=..And THE GREAT WALL OF CHINA
@theanimal3153
@theanimal3153 Ай бұрын
ଶୁଭ ସକାଳ ❤️❤️ଯାହା ହେଉ ଆପଣଙ୍କ ପାଇଁ ବହୁତ କଥା ଜାଣିପାରୁଛୁ 🙏🙏🙏❤️ଧନ୍ୟବାଦ 🙏🙏🙏🙏
@manumurmu4511
@manumurmu4511 Ай бұрын
ସତରେ ଲବ ଭାଈ chaina picture ଦେଖିଲା ଭଳି ଲାଗିଲା ମୋତେ, ବହୁତ ସୁନ୍ଦର place ❤❤❤ Dil khush କରିଦେଲ
@samajikachetana
@samajikachetana Ай бұрын
ସୌନ୍ଦର୍ଯ୍ୟ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ..!! 🥰 A thing of beauty is joy forever..!! ❤ Outstanding video Bro... 💐
@sahedknr9990
@sahedknr9990 Ай бұрын
ବ୍ରୋ ଚାଇନା ର ଚାଷ କେମିତି କରନ୍ତି କ୍ଷେତ ଗୁଡାକ..... Process ଭିଡ଼ିଓ ଆଣନ୍ତୁ ❤❤
@ranjan2du428
@ranjan2du428 Ай бұрын
ନିଶ୍ଚୟ ଗୋଟେ ତମେ ଚାଷୀ ଟେ ହେଇଥିବ ଭାଇ
@MrLikun-sd8vo
@MrLikun-sd8vo Ай бұрын
Yes
@Jagadishdehuri-y8x
@Jagadishdehuri-y8x Ай бұрын
Hm nihati video gote anontu
@kalpanabindas
@kalpanabindas 29 күн бұрын
Right
@villagestarsrikanta
@villagestarsrikanta Ай бұрын
ବହୁତ୍ ବହୁତ୍ ଧନ୍ୟ ବାଦ୍ ଲବ ଭାଇ ଆମ ମାନଙ୍କ ଅନୁରୋଧ ରଖିଥିବାରୁ ଜୟ ଜଗନ୍ନାଥ 🙏ଜୟ ଲବ ଭାଇ🙏🙏🙏
@TapanKhatua-ot5ey
@TapanKhatua-ot5ey Ай бұрын
Super ଲବ ଭାଇ ଚୀନର ଏତେ ସୁନ୍ଦର ଜାଗା ଦେଖେଇଥିବାରୁ❤❤❤❤❤
@madhusmitarout5458
@madhusmitarout5458 Ай бұрын
ଲବ ଭାଇ ଭିଡିଓ ପୁରା ଜବର ଦ୍ଧସ୍ତ, ସୁପର,fhantastik, ଏକ୍ସିଲେଣ୍ଟ, wow, ଧନ୍ୟବାଦ ଲବ ଭାଇ ଆମକୁ ଏତେ ସୁନ୍ଦର ଜାଗା ସବୁ ବଳେ ଦେଖେଇ ଥିବାରୁ & new new katha ଜଣେଇ ଥିବାରୁ ଦିଲ୍ ସେ ଧନ୍ୟବାଦ୍ ( ଆଉ ଗୋଟେ କଥା ଚାଇନା ଯାଇକି ତମେ ଗୋରା ହେଇଗଲାଣି 🤭😉) ଇତି ", ମୁଁ ତୁମର fan ନୁହେ ମୁଁ ତୁମର AC ❤️❤️❤️
@TaniTanveerTribal
@TaniTanveerTribal Ай бұрын
Odisha ra new CM Mohan Majhi Hele apana kete khusi laba bhai ❤
@aadilifestyle7378
@aadilifestyle7378 Ай бұрын
ଜୟ ଜଗନ୍ନାଥ ❤️❤️❤️love from କେନ୍ଦ୍ରାପଡ଼ା ❤️❤️❤️
@PabitraJena-zc6ge
@PabitraJena-zc6ge 7 күн бұрын
ଭାଇ ବହୁତ ସୁନ୍ଦର ଦେଖା ଯାଉଚି ଜଗା ତୁମର କିଛି
@hemantabahera8047
@hemantabahera8047 Ай бұрын
ଶୁଭ ସକାଳ ଚାଇନା ର ରିଏଲି ପ୍ଲେସ ଦେଖାଉ ଥିବାରୁ ବହୁତ୍ ବହୁତ୍ ବହୁତ୍ ହି ଧନ୍ୟବାଦ୍,,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤
@AnchorSubham1
@AnchorSubham1 Ай бұрын
bahut sundar video bhai, tama parisrama ku salam ,keep up the good work .. and pls take care of your health :) sending much love , good energy , power to you @laba
@thalagamer475
@thalagamer475 Ай бұрын
Subham bhai apana bi gote foreign trip te hau bahaut dina helani
@user-nl5ut1ic4x
@user-nl5ut1ic4x Ай бұрын
Very very nice ❤❤❤❤❤❤❤❤❤❤❤❤❤❤❤ Odisha ra jubaka paae support darakar 💖💖💖💖💝💐💞👌👍
@Mrodking25-mr7zm
@Mrodking25-mr7zm Ай бұрын
ଭାଇ ମୋହନ ମାଝୀ ଆଜି ନୂଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆପଣ କେତେ ଖୁସି ଅଛନ୍ତି
@user-dw1jq3ey1z
@user-dw1jq3ey1z Ай бұрын
No
@ZERO_TOHERO
@ZERO_TOHERO 29 күн бұрын
Ha😂
@bijaykusamal1803
@bijaykusamal1803 Ай бұрын
First blogger in India to do this...U r great
@sundarmohanmarndi7979
@sundarmohanmarndi7979 Ай бұрын
ବହୁତ ସୁନ୍ଦର ହେଇଛି ଏହି ଭିଡିଓ 🎉🎉🎉🎉
@officialrajesh1276
@officialrajesh1276 Ай бұрын
The Great Hero Laba bhai.Aame ghare basiki Dunia dekhi paruchu au filling kariparuchu. ❤❤ "Many many Thank you "
@Sached299
@Sached299 Ай бұрын
ମୋହନ ମାଝୀ ଜଣେ ସାନ୍ତାଳ ଜଣଜାତି ର ଲୋକ.. ଲବ ହାଁସଦା ବି ସାନ୍ତାଳୀ.😊
@Prithiraj328
@Prithiraj328 Ай бұрын
Thank you Laba daa❤️ Great wall of China dekhane ke liye
@Sambitkumar000
@Sambitkumar000 Ай бұрын
Laba Bhai pani like hau,,,🙏ଜୟ ଜଗନ୍ନାଥ🙏
@rabinarayandehury5644
@rabinarayandehury5644 27 күн бұрын
The Great Wall of China is very nice and interesting,very nice,thank you, God bless you always, Jai Jagannath
@itguruzee-edux
@itguruzee-edux Ай бұрын
Superb video, we travel free with you and experience amazing places and culture. Hat's off brother....
@kilogram382
@kilogram382 Ай бұрын
ବହୁତ୍ ବଢ଼ିଆ ଲାଗିଲା।❤❤❤
@Natural_vibes77
@Natural_vibes77 Ай бұрын
Bhagawan ko jo piyar karta woh hi es video ko like karega
@pustamsabar2212
@pustamsabar2212 Ай бұрын
Laba bhainka china ru odisha pheriba parjanta 1 million hei jau Jagannathnka Krupa ru Jay Jagannath!!
@prasantanath4718
@prasantanath4718 3 күн бұрын
ବହୁତ ଭଲଲାଗିଲା ଭାଇ।Thank you
@user-ol2jz2lb3c
@user-ol2jz2lb3c Ай бұрын
Congratulations Bhai 1year finally complete heigala ❤❤❤❤
@chakradharamuduli5006
@chakradharamuduli5006 Ай бұрын
ଲବ ଭାଇ bhuta ସୁନ୍ଦର ଭିୟୁ
@chumukieating
@chumukieating Ай бұрын
ଲବ ଭାଇ ସତରେ ଆପଣ ଭାଗ୍ୟବାନ ❤️
@AbhishekVlogsodia
@AbhishekVlogsodia Ай бұрын
@lspapun9102
@lspapun9102 Ай бұрын
Nice chaina cultural information vdo .....
@mopathashala2122
@mopathashala2122 Ай бұрын
😂😂😂 ଚୀନ ର ବିଶାଳ ପ୍ରାଚୀର vdo ଟି ଦେଖିଲା ବେଳେ ମୋର ସ୍କୁଲ ସମୟ ର ଗୋଟେ କଥା ମନେପଡିଲା।ଆଉ ମୁଁ ହସିହସି ଏବେ b ବେଦମ୍।Thank u ଲବ ବାବୁ
@user-hj9qj2el2u
@user-hj9qj2el2u Ай бұрын
ଭାଇ ଉଟି ଦେଖି ବାକୁ ବହୁତ ଇଚ୍ଛା ହେଉ ଛି
@sudarsanpradhan6782
@sudarsanpradhan6782 Ай бұрын
ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ ସ୍ୱାମୀ
@TirthaSethy-ow7qw
@TirthaSethy-ow7qw Ай бұрын
ଲବ ଭାଇ କେଦୁଝର ସଦର ବିଧାୟକ ମହନ ଚରଣ ମାଝି Odisha CM ଜାଣିଛନ୍ତି ତ
@s.a.jhumarsong5996
@s.a.jhumarsong5996 Ай бұрын
ଲବ ଭାଇଙ୍କ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ୟାକେଜ ଖୁବଶିଘ୍ର ଘୋଷଣା କରିବେ । ଆଉ କୋଉଠି ଯିବାକୁ ପଡ଼ିବ ନାହିଁ ।
@Balaramjena021
@Balaramjena021 Ай бұрын
New chief minister of odisha mohan charan Majhi well come chief minister sir I am proud full ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@saritascreativeart7043
@saritascreativeart7043 Ай бұрын
Actually ଆଜି vedio late ରେ ଦେଖିଲି, channel opening Anniversary 🎉❤💐💐💐 One thing I must say that you are unique and amazing 👏. କାରଣ ଆଜିର ସମୟରେ ଯେତେବେଳେ ଗୋଟେ ଆଦିବାସୀ ପିଲା ଜୀବନରେ କିଛି limited goal, limited ସ୍ଵପ୍ନ ରଖୁଛି future କୁ ନେଇ, ଅବଶ୍ୟ ନବେ ଦଶକ ଠାରୁ ଏବର goals ରେ ଅଧିକ options ଆସି ଯାଇଛି, ତଥାପି ସେଇ ଆଦିବାସୀ ତଥା ଅନ୍ୟ ଯୁବ ବର୍ଗ ଙ୍କ ଆଗରେ ତୁମେ ଗୋଟେ ନୂଆ ଦିଗ, ନୂଆ ସ୍ଵପ୍ନ ଆଉ ନୂଆ vision ଖୋଲିଦେଇଛ ଯାହା କି ସମ୍ପୂର୍ଣ୍ଣ ନୂଆ. କେବଳ ଯେ vloging କ୍ଷେତ୍ରରେ ନୁହଁ, ଜୀବନରେ ବଡ ସ୍ଵପ୍ନ ଦେଖିବା, ନିଜର reall talent, capacity କୁ ଚିହ୍ନି ତାକୁ develop କରିବାର challenge ନେବା, ଆଉ ଯେ କୌଣସି ବିପରୀତ ପରିସ୍ଥିତି ରେ ହାର ନ ମାନିବା ଇତ୍ୟାଦି କୁ inspire କରୁଛ. ଭଲ ଭଲ English knowledge ଥିବା ଲୋକ ବି ଏକା ଏମିତି world explore କରିବାକୁ ବାହାରିବାର ସାହସ କରି ପାରିବନି. Knowledge ସହିତ experience, communication skill, daring nature, hard work ଆଉ bravery ଆଉ presence of mind ଦରକାର . In that sense u r unique 😊.
@jagannathjena218
@jagannathjena218 Ай бұрын
ଭାଇ ମୁଁ କେନ୍ଦୁଝର ହାଟଡିହି ବ୍ଲକ ରୁ ଧନ୍ୟବାଦ ଜଣାଉଛି, ଜୟ ଜଗନ୍ନାଥ
@chaturpujari8711
@chaturpujari8711 Ай бұрын
First view from nabarangpur odisha❤❤❤❤
@upendralifestyle5916
@upendralifestyle5916 Ай бұрын
ଲବ ଭାଇ ଜାଣିଛ ନା ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ keonjhar... ସଦର ନିର୍ବାଚନ ମଣ୍ଡଳୀ ର ଲଢୁଆ ନେତା ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ମହୋଦୟ 🌹🌹🌹🌹
@user-yk3sv8jc8l
@user-yk3sv8jc8l Ай бұрын
A ଏଵେ Deplov ହେବ ଆମଓଡ଼ିଶାଵାସିଙ୍କର
@s.a.jhumarsong5996
@s.a.jhumarsong5996 Ай бұрын
ଆର ଥରକୁ ଲବ ଭାଇଙ୍କୁ ମୁଖ୍ୟମନ୍ତ୍ରୀ କରିବା
@JhiliMehendi
@JhiliMehendi Ай бұрын
​@@s.a.jhumarsong5996Nai Bhai se jhamela re paseibani laba Bhai desa bidesa hi bulantu
@manoranjanjena4688
@manoranjanjena4688 Ай бұрын
😂😂😂
@chunarambehera9454
@chunarambehera9454 22 күн бұрын
ଲବ ଭାଇ ର ସବୁ ଭିଡ଼ିଓ ଅତି ସୁନ୍ଦର 😍👍
@darasingpurtty
@darasingpurtty Ай бұрын
ବହୁତ ସୁନ୍ଦର ଦୃଶ୍ୟ, ଗାଁରେ ରହି ଚାଇନା ଦୃଶ୍ୟ ଦେଖିପାରୁଛୁ Thanks ଲବ ଭାଇ🎉
@OPMGAMERSANU69
@OPMGAMERSANU69 Ай бұрын
ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 🙏
@swapnilraja1409
@swapnilraja1409 Ай бұрын
Kamaku nuhan😂 Gujrati Remote 😂
@satyamvlogs2.072
@satyamvlogs2.072 Ай бұрын
​@@swapnilraja1409Nabina pandu ra remote 😄😄😄
@RajeevMinz
@RajeevMinz Ай бұрын
​@@satyamvlogs2.072ନା , ନବୀନ ପାଣ୍ଡୁ ର ପେଳ
@ajayamajhi7333
@ajayamajhi7333 Ай бұрын
Congratulations of new cm sir
@gopibroyt500
@gopibroyt500 Ай бұрын
❤❤❤😂🎉
@kanakalatalenka7001
@kanakalatalenka7001 Ай бұрын
ଧନ୍ୟବାଦ ସାନ ଭାଇ
@mantunahak2813
@mantunahak2813 Ай бұрын
ଭାଇ ବହୁତ ପରିଶ୍ରମ କରୁଛନ୍ତି ଆଗ ଖାଇବା ପିବା ଧିନ ଦିଅନ୍ତୁ ତା ପରେ travel କରନ୍ତୁ.. ଭଗବାନ ଆପଣଙ୍କୁ ସବୁେବେଳ ସୁସ୍ଥ ରଖନ୍ତୁ 🙏🙏🙏🙏ଜୟ ଜଗନ୍ନାଥ love you laba ଭାଇ.. ❤❤❤❤
@samirabhatta792
@samirabhatta792 Ай бұрын
Nice video laba, mast lagila
@yoyorajubabacomedy
@yoyorajubabacomedy Ай бұрын
ଯାହା କହ ଭାଇ ତମ ଭିଡ଼ିଓ ଦେଖି ଲା ପରେ ଚୀନ କୁ ଗଲା ଭଳି ଲାଗିଲା ❤❤
@mrlasiramnayak7717
@mrlasiramnayak7717 Ай бұрын
Super beautiful laba ଭାଇ ୟୁ ଗ୍ରେଟ୍ ❤❤❤🎉
@SHONADHONA16
@SHONADHONA16 Ай бұрын
Bhai... Sabu dukha luchei rakhi lokonku bohut khusi douchonti..... Sethipain god bless you every time
@danardanpatra5433
@danardanpatra5433 Ай бұрын
Thank you ଲବ ଭାଇ ❤❤❤❤❤❤❤ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ବହୁତ ଖୁସିରେ ରଖିଥାନ୍ତୁ। ଯାହା ହେଉ ମୋ କମେଣ୍ଟ୍ ପଢ଼ି କି the great Wall of China ଗଲ ।❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@user-yb7nm6iq4k
@user-yb7nm6iq4k Ай бұрын
ଲବ ଭାଇ ଆପରେ କେଉଁଠି କି ଯିବେ❤❤
@Bikhyatsingh2.0
@Bikhyatsingh2.0 Ай бұрын
Thank you ଲବ ଭାଇ ଚାଇନା ଆମେ ନିଜେ ଦେଖିଲା ଭଳି ଲାଗିଲା
@Official_B.kanhar7289
@Official_B.kanhar7289 Ай бұрын
Great information for each other.nice ❤❤❤❤
@K_Ram_Daa
@K_Ram_Daa Ай бұрын
ଲବ ଭାଇ ଙ୍କ ପାଇଁ like 👍କର 💯
@itssangramvlogs952
@itssangramvlogs952 Ай бұрын
ଲବ ଭାଇଙ୍କ ଭିଡ଼ିଓ ଯିଏ ଯିଏ ଅପେକ୍ଷା କରିଥିଲ Like 👍🏻 କର. ♥️
@golakjambeka3090
@golakjambeka3090 Ай бұрын
ବହୁତ ବହୁତ୍ ଧନ୍ୟବାଦ ଲବ ଭାଇ ଆମକୁ ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖାଉ ଥିବାରୁ🫶❤️❤️Love from Koraput ❤️❤️Jay Jagannath 🙏
@npvlogs3132
@npvlogs3132 Ай бұрын
Ghare basi alaga country bisoyore ame bahut jinisa janibaku pauchu U great #LABA BHAI❤
@sahadevdharua6904
@sahadevdharua6904 Ай бұрын
ବହୁତ୍ ବଢିଆ ବହୁତ୍ ଭଲ ଲାଗିଲା
@laxmanmurmu3285
@laxmanmurmu3285 Ай бұрын
Wow very beautiful view vai ❤
@NandiniRout-gp2fu
@NandiniRout-gp2fu Ай бұрын
Thank you ଲବ ଦାଦା ମତେ ଚୀନ ଦେଖେଇ ଦେଲ ☺️☺️☺️☺️
@user-dx8uh1bk2l
@user-dx8uh1bk2l Ай бұрын
Laba vaye Sundar Sundar veu dekhau thibaru bahut bahut dhanyawad
@user-xe2wt9ur5w
@user-xe2wt9ur5w Ай бұрын
bhai China video super
@BadaramBehera-ch4dn
@BadaramBehera-ch4dn Ай бұрын
Bhai biswas Kari houni tume china ku jaicho great ahuri agaku jao God bless you brother Dill se mayurbhanjia ❤❤🎉😊
@alishabindhani8776
@alishabindhani8776 Ай бұрын
Brother thank you so much for provide all video .your all video most valuable for students.
@SrabaniDas-yw4tt
@SrabaniDas-yw4tt Ай бұрын
Bhai tamaku bahutu bahutu thanks ame ghare baseiki bi ate sabu jaga dekhiparuchu thank you 🙏🙏🙏
@user-iw9ho1dy3j
@user-iw9ho1dy3j Ай бұрын
❤❤❤❤❤❤❤❤❤laba bhai❤❤❤❤❤❤❤❤❤new cm aaile odisha re new cm pain congratulations te hei jau
@daktarnaik3883
@daktarnaik3883 Ай бұрын
Laba bhai great man ❤❤
@jadunathmarndi3242
@jadunathmarndi3242 Ай бұрын
Bohut khusi laguchi laba bhai pain gote laike heu,ete parishram koruchanti
@bapirana5653
@bapirana5653 Ай бұрын
Very very beautiful video laba bhai, balasore ru tamaku Thank you video re china ku dekhei thibaru❤
@Mrtitugamingff1k
@Mrtitugamingff1k Ай бұрын
Most shocking video bhae gajab he😮😮😮😮
@SuranjanPandit-yh8wk
@SuranjanPandit-yh8wk Ай бұрын
Laba bhai great 👍 man
@SuranjanPandit-yh8wk
@SuranjanPandit-yh8wk Ай бұрын
Like kara
@user-cd4rq9xb1v
@user-cd4rq9xb1v Ай бұрын
Thank you laba sir apananka pain ame bahara desa ra ete beautiful place dekhi paruchu
@MamataPradhan-fg1uq
@MamataPradhan-fg1uq Ай бұрын
वाह, बहुत बढ़िया दृश्य, माजा अगाया, बहुत बढ़िया 🎉🎉🎉🎉🎉
@UmeshTripathy
@UmeshTripathy Ай бұрын
Laba Bhai is best youtuber
@DurmilaNaik-fu2bn
@DurmilaNaik-fu2bn Ай бұрын
Laba bhai bahutu bhalo
@sabaramsingh1856
@sabaramsingh1856 Ай бұрын
Laba Bhai bohut interesting place
@prasadsethy1235
@prasadsethy1235 Ай бұрын
ଲଵ ଭାଇ ବହୁତ ଭଲ ଅଛି ଭିଡିଓ ନମସ୍କାର
@dumbimunda7992
@dumbimunda7992 Ай бұрын
Baut badiya heichi laba bhai
@jagatbhai286
@jagatbhai286 Ай бұрын
ମୁଁ history book ରେ ପଡ଼ିଥିଲି ଗ୍ରେଟ୍ ୱାଲ of china❤
@Twins_Lifestyle
@Twins_Lifestyle 27 күн бұрын
ଚୀନର ଲୋକମାନେ ତ ବହୁତ ଭଲ... 😍😍😍😍😍
@mukeshchhatoi2209
@mukeshchhatoi2209 23 күн бұрын
ଭାଇ ଆପଣ ବହୁତ ପରିଶ୍ରମ କରି ଭିଡିଓ ବନାଉଛନ୍ତି ଆପଣ ଙ୍କୁ ଅନେକ ଭଲ ପାଇବା ମିଳିବା ଦରକାର . ଅନ୍ୟ youtube channel କଥା କହି ହେବନି କିନ୍ତୁ ଆପଣ ଓଡିଶା ପାଇଁ ଓଡ଼ିଆଣୀ ମା ଙ୍କ ଓଡ଼ିଆ ପୁଅ ହୋଇ ଏତେ ଆଗକୁ କଷ୍ଟ କରି ପହଂଚି ଛନ୍ତି ଦେଶ ଦୁନିଆ ଦେଖାଉଛନ୍ତି ସେଥି ପାଇଁ ଆମ ମାନଙ୍କ ହୃଦୟ ଆପଣ ଙ୍କୁ ଦେଲୁ ❤
@user-cb6tj1oq7o
@user-cb6tj1oq7o Ай бұрын
Bahuta sundara vew
@kailashcreation2992
@kailashcreation2992 Ай бұрын
ବହୁତ ଭଲ ଲାଗିଲା
@sureshmajhi4280
@sureshmajhi4280 Ай бұрын
ଲବ ଭାଇ ଏମିତି ଜାଗା, ଆମ କୁ ଦେଖାଇ ଥିବା ରୁ ଅଶେଷ ଅଶେଷ ଧନ୍ୟବାଦ୍🎉🎉
@sms2sumanta
@sms2sumanta Ай бұрын
I am so lucky to see your video ❤you are the proud of Odisha & an Indian too
@DiptiKant440
@DiptiKant440 Ай бұрын
Super ka upar 💯 bhai
@radhakrishna4200
@radhakrishna4200 Ай бұрын
Very nice video laba bhai
@dainupujari5677
@dainupujari5677 Ай бұрын
ଲବ ଭାଇ ହେମିତି ଭଲ video ବନେହିବ ମଆଚା ❤❤👍👍🙏🙏
@srutihantal5445
@srutihantal5445 Ай бұрын
Bahut badiya laba bhaia pana ete badiya badiya jaga dekhau chanti toma pain esabu dekibabku miluchi❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@gopibroyt500
@gopibroyt500 Ай бұрын
ଓଡିଶା ର ନୂଆ ମୁଖ୍ୟ ମନ୍ତ୍ରୀ ମହନ ଚରଣ ମାଝୀ ଆମେ ବହୁତ ଖୁସି ❤❤❤❤ଜୟ ଜଗନାଥ 🌹ଆପଣ ମାନେ କେତେ ଖୁସି like କର ❤
🤔Какой Орган самый длинный ? #shorts
00:42
Red❤️+Green💚=
00:38
ISSEI / いっせい
Рет қаралды 65 МЛН
Дарю Самокат Скейтеру !
00:42
Vlad Samokatchik
Рет қаралды 7 МЛН
LABA HANSDA DADA TIKINA RUSSIA KHAN BARIPADA , PALABANI LAGIT TE UPDATE.  @DaleDharamCreation
2:33
𝙳𝙰𝙻𝙴 𝙳𝙷𝙰𝚁𝙰𝙼 𝙲𝚁𝙴𝙰𝚃𝙸𝙾𝙽
Рет қаралды 8 М.
X- gang ll Part 2 ll Chandan Biswal ll Odia Comedy ll
41:32
Chandan Biswal
Рет қаралды 2,1 МЛН
Natia Comedy Part 345 || Rathajatra - Bada dande Natia
17:43
utkal cartoonworld
Рет қаралды 8 МЛН