ଶିବ ଙ୍କ ସ୍ତ୍ରୀ କିଏ ?? Gahani Ganti Prasna // Bhaliajhola Bharatalila // Nilanchala Mishra

  Рет қаралды 515,102

Ame Ganjam Pila

Ame Ganjam Pila

Жыл бұрын

ଶିବ ଙ୍କ ସ୍ତ୍ରୀ କିଏ ??
Gahani Ganti Prasna
Bhaliajhola Bharatalila
Dwari Nilanchala Mishra Bharatalila
Ame Ganjam Pila
ଭିଡ଼ିଓ ଟି କେମିତି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଲେ ଲାଇକ କରିବା ସହ ଅନ୍ୟ ମାନଙ୍କ ପାଖକୁ ସେୟାର କରନ୍ତୁ। ଏମିତିକା ଭିଡ଼ିଓ ସବୁଦିନ ଦେଖିବା ପାଇଁ ଆମ ଚେନେଲକୁ SUBSCRIBE କରନ୍ତୁ
Like | Comment | Share | Subscribe
ଆପଣଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ନାଟକ/ଯାତ୍ରାକୁ ଆମ ଚ୍ୟାନେଲ ମାଧ୍ୟମରେ ପରିବେଷଣ କରିବାକୁ ଚାହୁଁଥିଲେ ଆମ ସହ ଯୋଗାଯୋଗ କରନ୍ତୁ
Mobile No.7377713604
Ganga Jamuna Studio
Bolasara, Ganjam
THANK YOU FOR WATCHING
#ameganjampila

Пікірлер: 82
@rimankashyap7152
@rimankashyap7152 3 ай бұрын
Bharat lila bahut sundar gyan miluchi
@Bulu123-uy6qs
@Bulu123-uy6qs 2 ай бұрын
Very nice,prasanga❤❤❤😅😅😅
@user-qw2uq2gs1e
@user-qw2uq2gs1e 9 ай бұрын
ବହୁତ ସୁନ୍ଦର katha😊😅😮😢😂❤ 7:26
@katakhitiram5645
@katakhitiram5645 Жыл бұрын
Atisundrakathakahuchhanti,duari,mahasaya,apanku,bahut,bahut,dates,dhanyabad🙏❤️🙏🙏
@deepakbehera2315
@deepakbehera2315 Жыл бұрын
Q
@Hemalata-wv9sh
@Hemalata-wv9sh 4 ай бұрын
​@@deepakbehera2315😊p bi Un bhi ଉ ମୋ
@Pradeeplifestylevideo
@Pradeeplifestylevideo 4 ай бұрын
Nice 👍
@user-nd2fo3zg5g
@user-nd2fo3zg5g 9 ай бұрын
Verry nice❤❤❤❤❤
@user-py2qo7gp3n
@user-py2qo7gp3n 5 ай бұрын
😊 .
@bmcreations228
@bmcreations228 9 ай бұрын
Nice
@khirodnaik4008
@khirodnaik4008 7 ай бұрын
Om namah shivaya 🙏
@BiswanathsahuBiswanathsahu
@BiswanathsahuBiswanathsahu 4 ай бұрын
☺️
@sanatanpal7492
@sanatanpal7492 10 ай бұрын
Wow mere odisha culture and nitisikhya and salute to mr Gayak mahashay . I proud , because ! I am odia. Thank to video download person
@panchanansikaka1711
@panchanansikaka1711 5 ай бұрын
ବହୁତ ସୁନ୍ଦର 🙏🙏🙏
@petworld8827
@petworld8827 4 ай бұрын
🎉
@raghunathmishra959
@raghunathmishra959 11 ай бұрын
Ati.sundar
@madhusmitasahoo3221
@madhusmitasahoo3221 Жыл бұрын
ବହୁତ ସୁନ୍ଦର 🙏
@anilkumarsahu2660
@anilkumarsahu2660 11 ай бұрын
Nic 👌
@samarbehera8277
@samarbehera8277 11 ай бұрын
Very nice vido
@KumarUpendra-ig1dv
@KumarUpendra-ig1dv 8 ай бұрын
ବହୁତ ଭଲ ପ୍ରସଙ୍ଗ (ଓଁ ନମଃ ଶିବାୟ)
@harisinghmajhi
@harisinghmajhi Жыл бұрын
Nilanchaa. Modapi. Kari. Puajanma. Kare. Se. Pua. Kemiti. hua. anjya
@premjeetpanigrahi7676
@premjeetpanigrahi7676 5 ай бұрын
E mahashaya bodhe Pakistan ru pala training nei ferichanti... Emane hin pala naa re odia sanskriti ku kadarjya kari prachar karuchanti. Narmada Lord Shiv nka stree nuhan... Jhia jie Shiv nka sweat mane jhala ru janma au se unmarried shivnka 1st stree Sati.. Narmada nku beshya????? Nija independence paen se unmarried thile... Ya mane nuhan beshya... Bapa jhia nku pati patni ra akhya??? Lajja. 2nd kaveri brahmanka adopted jhia tanku pare brahma Kavera nku deithile... Tanka na lopamudra... Kuadu ani kuade purei lokanku bhakua banauchanti e pala bala😊
@khageshwarnayak2799
@khageshwarnayak2799 10 ай бұрын
Jajpur cuttack kendrapada eriyare kara pls
@user-dr7iu1nq4k
@user-dr7iu1nq4k Жыл бұрын
Vary,nice
@gandhiswain7798
@gandhiswain7798 Жыл бұрын
Nilanchal sir, Namasthe, apnake keto ti pila , semane kan karu chhanti,? pl apnake father nk nam kan? pl replyed.
@sanghamitrapanda3809
@sanghamitrapanda3809 Жыл бұрын
ବ୍ଯକ୍ତିଗତ କଥା ଯାଣିବା କୁ ହେଲେ ବ୍ଯକ୍ତି ଗତ ଭାବରେ କଲ କରନ୍ତୁ । ଉତ୍ତର ନିଶ୍ଚିତ ପାଇବେ । ଆଜ୍ଞା ଙ୍କ ନମ୍ୱର ଭିଡିଓ ରେ ଅଛି । ଜୟ ଜଗନ୍ନାଥ ।
@akshayakumar8712
@akshayakumar8712 Жыл бұрын
ଅତି ସୁନ୍ଦର କଥାଟିଏ କହିଛନ୍ତି ଦ୍ଵାରି ମହାଶୟ 🙏🙏🙏
@simanchalsahu7820
@simanchalsahu7820 9 ай бұрын
Thank
@prabhupanigrahi9142
@prabhupanigrahi9142 Жыл бұрын
Mu sabu video re dekhuchi Baya apananku e gote hi questions karuchi Au kichi question nahi ki Baya pakhare
@sanghamitrapanda3809
@sanghamitrapanda3809 Жыл бұрын
କାରଣ ଏ ବିଷୟ ବସ୍ତୁକୁ ଅଧିକ ଲୋକ ପସନ୍ଦ କରୁଛନ୍ତି
@entertainerbhagaban5829
@entertainerbhagaban5829 7 ай бұрын
ପ୍ରଭୁ ଭାଇ ମୋତେ ଟିକେ call କରିବେ.. ଦୟାକରି
@sudhakarpradhan4655
@sudhakarpradhan4655 11 ай бұрын
Very nice performance thank u
@user-ci4pq8uq1n
@user-ci4pq8uq1n 5 ай бұрын
NICE
@prabhupanigrahi9142
@prabhupanigrahi9142 Жыл бұрын
Mora gotie question plz jemiti hele mate answer darkar gahani madhayamare Rama nka ourasru ketutaa pila janma houchi Au ramanka ra ketutaa Street Au Rama kahaku harana Kari thile Aitaa mate gahani madhayamare bujheiki kahiba plz
@sanghamitrapanda3809
@sanghamitrapanda3809 Жыл бұрын
ଏସବୁ ପ୍ରଶ୍ନ ର ଉତ୍ତର ବହୁତ ଥର ଆଜ୍ଞା ଦେଇଛନ୍ତି ।
@samarbehera8277
@samarbehera8277 11 ай бұрын
👏👏👏👏👏👏🙏🙏
@Fraudboy57
@Fraudboy57 9 ай бұрын
ଏମାନେ କେତେ ଟଙ୍କା ନିଅନ୍ତି ଆଜ୍ଞା
@rohitakumarsethi2503
@rohitakumarsethi2503 10 ай бұрын
ରାଜତନ୍ତ୍ର ରେ ରାଜା ପୁଅ ରାଜା ଏବେ କଣ ରାଜତନ୍ତ୍ର ଚାଲିଛି କି?
@nilambarbehara3562
@nilambarbehara3562 Жыл бұрын
ଭାରତ ଲୀଳା ଲୋକ ନୃତ୍ୟ କରିବା କୁ ଆସିଛ ନା gahani ଗଣ୍ଠି ଗାଇବା କୁ ଆସିଛ,
@sanghamitrapanda3809
@sanghamitrapanda3809 Жыл бұрын
ଭାରତ ଲୀଳା ରେ ଅନେକ ପ୍ରଶ୍ନ ଲୋକ ପଚାରୁଛନ୍ତି , ଦ୍ବାରୀ ମାନେ ଅନେକ ବିଷୟ ପୁରାଣ ରୁ ଆଣୁଛନ୍ତି , ତାହାହେଲେ ଗାହାଣ କିଛି ହେଲେ କୌଣସି ଅସୁବିଧା ନାହିଁ ।
@nilambarbehara3562
@nilambarbehara3562 Жыл бұрын
Ok, ଯାହା ଠିକ୍ ଭାବୁଛ କରନ୍ତୁ, ନମସ୍ତେ
@nilambarbehara3562
@nilambarbehara3562 Жыл бұрын
ନା ନା, Only ଭାରତ ଲୀଳା ପ୍ରଦର୍ଶନ କରନ୍ତୁ,, ଯିଏ gahani ଶୁଣିବାକୁ ଇଛୁକ ସେ gahani ନୃତ୍ୟ ଦେଖିବେ, ପ୍ରତ୍ୟେକ କଳା ବଞ୍ଚି ରହୁ,, ଭବିଷ୍ୟତ ପଇଁ
@tanmaybehera7560
@tanmaybehera7560 5 ай бұрын
Bahut kichhi bhul byakhya heichi
@entertainerbhagaban5829
@entertainerbhagaban5829 Жыл бұрын
ଭାଇ.. ମୁଁ ବି ସେୟୀ କଥା ହିଁ କହିଲି... ଯେତେ ଗୁଡାକ ପ୍ରୋଗ୍ରାମରେ ବାୟା ସେଇ ଗୋଟେ ପ୍ରଶ୍ନ କରୁଛି.. ଆଉ କଣ ପ୍ରଶ୍ନ ଜଣା ନାହିଁ ବୋଧେ.. ମୁଁ ବି ଥରେ comments ମଧ୍ୟମରେ.. ଏଇ କଥା କହିଥିଲି.. ପୁଣି.. ଗୋଟେ ଗାଁରେ ପ୍ରୋଗ୍ରାମ ଚାଲିଥିଲା.. ମୁଁ ନୁଆଁ ପ୍ରଶ୍ନ 12ଟା ପଚାରିଲି..3.15ପର୍ଯ୍ୟନ୍ତ ମୋତେ ପ୍ରଶ୍ନର ଦେଲେ ନାହିଁ.. ମୁଁ ସେଠି କହିଥିଲି.. ବାୟା ସବୁବେଳେ ଏଇ ଗୋଟେ ପ୍ରଶ୍ନ କଣ ପାଇଁ..କରୁଛି.. ମୋତେ କହିଲେ. ମୁଁ ଗର୍ବ କରୁଛି ବୋଲି.. ମୋ ସହ ଯୁକ୍ତିଯୁକ୍ତ କଲେ... ବୋଲା ବୋଲି ହେଲେ... ମୋର ପ୍ରଶ୍ନର ଉତ୍ତର ନ ଦେଇ.. ମୋତେ ବହୁତ କଥା କହିଲେ...
@sanghamitrapanda3809
@sanghamitrapanda3809 Жыл бұрын
ଭଗବାନ ବାବୁ ଆପଣ ପ୍ରଶ୍ନ ନମ୍ର ନହୋଇ ଉଗ୍ର ଭାବରେ ପଚାରିଛନ୍ତି ବୋଧେ? ନଚେତ୍ ମୁଁ ଯେତେ ପ୍ରଶ୍ନ କରିଛି ସବୁ ପ୍ରଶ୍ନ ର ଉତ୍ତର ଖୁବ୍ ସୁନ୍ଦର ଭାବରେ ଦେଇଛନ୍ତି ।
@entertainerbhagaban5829
@entertainerbhagaban5829 Жыл бұрын
@@sanghamitrapanda3809... ମୁଁ ପ୍ରଶ୍ନ. ପଚାରିନି... ସବୁ ଲେଖିକି ଦେଇଥିଲି... ଆଉ ଉଗ୍ର ଭାବରେ ନାହିଁ.. ମୁଁ ସବୁ ବୁଝି ପାରୁଛି... ଆଜ୍ଞା
@sanghamitrapanda3809
@sanghamitrapanda3809 Жыл бұрын
@@entertainerbhagaban5829 ଆପଣ କଣ ବୁଝି ପାରୁଛନ୍ତି ? ଆପଣ ଦୟାକରି ମୋତେ ସେ ପ୍ରଶ୍ନ ଦିଅନ୍ତୁ ଉତ୍ତର ନିଶ୍ଚିତ ପାଇବେ? ଯଦି ଉତ୍ତର ଯାଣିବାର ଅଛି। ନଚେତ୍ ମୁଁ ଯାଣିବି ସେମାନଙ୍କୁ ଅପମାନିତ କରିବା ଆପଣ ଙ୍କ ଲକ୍ଷ୍ଯ ।
@gautamnayak6044
@gautamnayak6044 Жыл бұрын
😢😢
@entertainerbhagaban5829
@entertainerbhagaban5829 9 ай бұрын
@@sanghamitrapanda3809... Comment ରେ କିଛି କହି ହବନି ମାଡାମ.. ରାଗରେ ପଚାରିଛି କି ଶାନ୍ତ.... ଲେଖିକି ଦେଇଥିଲି... ମାଡାମ
@user-mc3qk3dl9u
@user-mc3qk3dl9u 10 ай бұрын
Gayaka ken gaon ra
@user-wr6xk1id7r
@user-wr6xk1id7r 6 ай бұрын
Very nice 🎉🎉🎉
@nilambarbehara3562
@nilambarbehara3562 Жыл бұрын
ଦୁଆରୀ ଙ୍କୁ question ତାଙ୍କୁ ଭାରତ ଲୀଳା ଗାଇବା ଆସୁଛି କି ନାହିଁ, ଗହଣୀ ଗାଇ ସମୟ ନଷ୍ଟ କରିବା ଉଚିତ୍ nuha,,, ଦୁଆରୀ ଜଣେ ଗୁରୁ ତୁଲ୍ୟ ଲୋକ, ତାଙ୍କୁ ତୁ ତା କହିବା, ଶୁଣିବା କୁ ଈଛା ହେଉନି, ମୂର୍ଖ ଲୋକ ପରି କଥା ବାର୍ତ୍ତା
@sanghamitrapanda3809
@sanghamitrapanda3809 Жыл бұрын
ନୀଳାମ୍ବର ବାବୁ ଆପଣ ନିଜେ କହୁଛନ୍ତି ଦ୍ବାରୀ ଙ୍କୁ ଭାରତ ଲୀଳା ଯଣାଅଛି କି ନାହିଁ । ପୁଣି କହୁଛ ସେ ଜଣେ ଗୁରୁ କିଛି ଯଣାନଥିଲେ ଜଣେ ଗୁରୁ ହେବେ କେମିତି? ବାୟା ତୁ କଲେ କିଛି ଅସୁବିଧା ନାହିଁ କାରଣ ସେ ବାୟା ରୋଲ କରୁଛି ।
@nilambarbehara3562
@nilambarbehara3562 Жыл бұрын
Sorry, ବାୟା ବୋଲି role ଭାରତ ଲୀଳା ରେ ନଥିଲା, ଆଜିକାଲି ଭାରତ ଲୀଳା,ଗାହାଣି ଦେଖିବା ପରି ଅନୁଭବ ହେଉଛି, ମୁଁ ମତାମତ ଦେବାର ଉଦ୍ଦେଶ୍ୟ, କଉତୁକ କମେଡି ରହିବ, ନଚେତ ନାଟକ ସମ୍ପୂର୍ଣ ରୂପ ନେବ ନାହିଁ, କିନ୍ତୁ ଭାରତ ଲୀଳା ର ସବୁ ବିଷୟ ଗାଇ ବୁଝାଇଲେ, ମନ ଶାନ୍ତି ହେବ,,gahanee ଗାଇ ଗାଇ ଗଲେ, ଭାରତ ଲୀଳା ଦେଖିବା ର ଆତ୍ମ ସନ୍ତୋଷ ରହୁନି,, କ୍ଷମା କରିବେ, ଯଦି ଭୁଲ comment ଦେଇଛି
@nilambarbehara3562
@nilambarbehara3562 Жыл бұрын
ନାହିଁ madam, ସେମିତି କିଛି ନାହିଁ,, ମୁଁ ଅନୁରୋଧ କରୁଛି,, ଭାରତ ଲୀଳା ର ବିଷୟ ବସ୍ତୁ ଅଧିକ ଆଲୋଚନା ହେଉ,,gahani ଖୁବ୍ କମ୍ ସମୟ ହେଉ,,, ଆଉ ଭବିଷ୍ୟତ ରେ comment କିଛି ଦେବି ନାହିଁ
@sanghamitrapanda3809
@sanghamitrapanda3809 Жыл бұрын
@@nilambarbehara3562 ଆପଣ ଠିକ୍ କହିଛନ୍ତି କିନ୍ତୁ ଲୋକ ମାନଙ୍କ ର ରୁଚି କୁ ଆଖି ରେ ରଖି ସେମାନେ ପରିବେଷଣ କରୁଛନ୍ତି । ରେକର୍ଡ଼ ଡ୍ୟାନ୍ସ କଣ ଭାରତ ଲୀଳା ରେ ଅଛି ତଥାପି କରୁଛନ୍ତି ଏସବୁ ଯୁଗ କୁ ଦେଖି କରିବା କଥା ।
@sanghamitrapanda3809
@sanghamitrapanda3809 Жыл бұрын
@@nilambarbehara3562 କାହିଁକି କମେଣ୍ଟ ଦେବେନି ଦର୍ଶକ ର ଅଧିକାର ଅଛି କମେଣ୍ଟ ଦେବାକୁ । ଭାଇ ଏଠି ପଛ ହଲେଇ ଲେ ପଇସା ହରି ନାମକୁ ମାଡ । ସେ ନ୍ଯାୟ ରେ ଏମାନେ ଯୁଗ ପ ଯୋଗୀ ପୋଗ୍ରାମ କରିବା କୁ ବାଧ୍ଯ ।
@PraluDas-xu2pq
@PraluDas-xu2pq Жыл бұрын
J
@sibasenapati2600
@sibasenapati2600 8 ай бұрын
ମହାଦେବଙ୍କ ଝିଅ ତାହାଠାରୁ ଜନ୍ମ ନେଇଥିଲେ ଟିକେ କୁହନ୍ତୁ
@user-gq6re2ch1q
@user-gq6re2ch1q 5 ай бұрын
ଯେଉଁ ବ୍ରାହ୍ମଣ ଏତେସବୁ ଅନ୍ୟାୟ ଚିନ୍ତାଧାରା ରଖିଛି ଉଚ୍ଚ ନୀଚ ଜାତିଭେଦ କରି ଶୁଭ କାର୍ଯ୍ୟକୁ ତାକୁ ଡାକିଲେ ଅଶୁଭ ହୋଇଥାଏ ତାର ପାଦ ପଡ଼ିଲେ ଏଥିପାଇଁ ଆଦିବାସୀ ମାନେ ବ୍ରାହ୍ମଣଙ୍କୁ ଡାକନ୍ତି ନାହିଁ ଏମାନେ ଯେଉଁଠିକୁ ଗଲେ ସେଇଠି ଷଡ଼ଯନ୍ତ୍ର ରଚିଥାନ୍ତି କୁପଥ ଅବଲମ୍ବନ କରି ଧନ ଉପାର୍ଜନ କରୁଥିବା ହେତୁ କେତେ ପ୍ରକାର ସାଧୁ ସନ୍ଥ ବ୍ରାହ୍ମଣ ଘରେ ଅର୍ଣ୍ଣ ଭିକ୍ଷା କରନ୍ତି ନାହିଁ ନିଶା କାରବାର, ଜୀବ ହତ୍ୟାକାରୀ ମାଂସ କାରବାର, ଦେହ କାରବାର, ଜୁଆ କାରବାର କରୁଥିବା ଘରେ ସାଧାରଣ ବ୍ୟକ୍ତି ମଧ୍ୟ ଭୋଜନ ନକରିବା ପାଇଁ ଶାସ୍ତ୍ରରେ ନିୟମ ରହିଛି ରାଜା, ବ୍ରାହ୍ମଣ, ଗଣକ ଗଣିକ, ଧୋବା, ଭଣ୍ଡାରି ଗୃହେ ନ କରିବ ଭିକ୍ଷା ଏଇଟା ଭି ବ୍ରାହ୍ମଣମାନେ ନିଜେ ଲେଖିଛନ ଆପଣମାନେ ବିଚାର କରନ୍ତୁ ଗୃହରେ କାହାର ପଦଧୁଲି ପଡ଼ିଲେ ଶୁଭ ହେବ
@kunisenapati561
@kunisenapati561 6 ай бұрын
Kaubahire le heichi kaha
@entertainerbhagaban5829
@entertainerbhagaban5829 Жыл бұрын
ବାୟା ପଚାରିବା ପ୍ରଶ୍ନର ଉତ୍ତର କହି.. Time pass କରେଇ ଦେଉଛନ୍ତି.. ୟା ପୂର୍ବରୁ.. ଆଉ ଗୋଟେ ଗାଁରେ ମଧ୍ୟ ପ୍ରଶ୍ନ କଲି.. ଉତ୍ତର ନ ଦେଇ.. ମନା କଲେ... କହୁଛନ୍ତି ଆମ ପାଖରେ time ନାହିଁ... ଜଣେ ଶିକ୍ଷକମାନେ ଶାଳୀନତା.. ଆଉ ସହନଶୀଳତା ରହିବା କଥା... କିନ୍ତୁ.. ମୋତେ ବହୁତ କିଛି କହିଲେ... ପୁଣି କହିଲେ.. ନାଚ ଭାଙ୍ଗିଲେ.. ପ୍ରଶ୍ନ ପଚରା ପାଚିରୀ ହେବା.. ମୁଁ ଏତେ ଜ୍ଞାନୀ ନାହିଁ... ଆହୁରି କହିଲେ.. ଉତ୍ତର ତ ଜାଣିଛ.. ପ୍ରଶ୍ନ କାହିଁକି କରୁଛ...
@prabingouda3538
@prabingouda3538 Жыл бұрын
Ll K.oiki ki
@user-yn7oh4bt2d
@user-yn7oh4bt2d 7 ай бұрын
18 ta puran ru besya puran kete no.
@nilambarbehara3562
@nilambarbehara3562 Жыл бұрын
ମୁଁ କହିବା ର ଉଦ୍ଦେଶ୍ୟ, ଭାରତ ଲୀଳା ର ବିଷୟ ବସ୍ତୁ ଅଧିକ ରହୁ,, ରେକର୍ଡ ଡାନ୍ସ,gahani କମ୍ ରହୁ,,
@bishnucharanbehera3009
@bishnucharanbehera3009 11 ай бұрын
50
@entertainerbhagaban5829
@entertainerbhagaban5829 Жыл бұрын
ଜଣେ ଯଦି ପ୍ରଶ୍ନ କଲା.. ବେଶୀରେ ବେଶୀ..10minute time ନେବେ.. କିନ୍ତୁ...3ଘଣ୍ଟା ପରେ time ନେଇକି... ଉତ୍ତର କହିଲେଣି...
@sanghamitrapanda3809
@sanghamitrapanda3809 Жыл бұрын
@@nilambarbehara3562 ଯଦି ସେମାନଙ୍କୁ ଭାରତ ଲୀଳା ଯଣାନାହିଁ ଲୋକ ଡାକୁଛନ୍ତି କଣ ପାଇଁ ତାର ଉତ୍ତର ଟିକେ ଦେବେ କି?
@entertainerbhagaban5829
@entertainerbhagaban5829 Жыл бұрын
@@nilambarbehara3562.. କଥା ପଦେ କହିଲେ ଆଜ୍ଞା.. 👍👍... Typing କରିବାକୁ ଇଚ୍ଛା ନାହିଁ... ବିରକ୍ତି ଲାଗୁଛି... ନ ହେଲେ ସମସ୍ତଙ୍କ ଉତ୍ତର ଦିଅନ୍ତି...
@nilambarbehara3562
@nilambarbehara3562 Жыл бұрын
ଲୋକ ନୃତ୍ୟ ନାମ ଭାରତ ଲୀଳା, ତେଣୁ ଭାରତ ଲୀଳା ର ବିଷୟ ବସ୍ତୁ ଗାଇଲେ ଆଲୋଚନା କଲେ ସ୍ଵର୍ ଲୟ ତାଳ ଭାରତ ଲୀଳା ର ଅବିକଳ ହେଉ, ଧୀରେ ଧୀରେ ଏହି ଲୋକ ନୃତ୍ୟ gahani ଦେଖିଲା ପରି ଅନୁଭବ ହେଉଛି, ତେଣୁ dasakathi,gahani, ପ୍ରହଲ୍ଲାଦ ନାଟକ, ଭାରତ ଲୀଳା etc ପ୍ରତ୍ୟେକ କଳାକାର ନିଜସ୍ୱ କଳା ପରିବେଷଣ କଲେ ଶ୍ରୋତା ଦର୍ଶକ ଖୁସି ହେବେ, କଳା ର ଧାରାବାହିକ ପରମ୍ପରା ବଞ୍ଚି ପାରିବ
@BibhutiMuni-qn2co
@BibhutiMuni-qn2co 11 ай бұрын
Gita kana nije pachare
@BibhutiMuni-qn2co
@BibhutiMuni-qn2co 11 ай бұрын
Tu bhakuda
@user-qz9hj5oo5e
@user-qz9hj5oo5e 11 ай бұрын
Nice
නැවත ඉපදීමක් ඇත්ද? - Manasgatha Ep 39
3:27:58
Sanjaya Elvitigala
Рет қаралды 79 М.
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 129 МЛН
No empty
00:35
Mamasoboliha
Рет қаралды 3 МЛН
Откуда эти паучки??? @zackdfilms - автор анимации.
0:29
Время знаний
Рет қаралды 4,1 МЛН
ПОМОГИ РАЗБУДИТЬ ПИЛОТА 😱😱
0:16
ДЭВИД ЛАВА
Рет қаралды 4,3 МЛН
Spot The Fake Animal For $10,000
0:40
MrBeast
Рет қаралды 169 МЛН
HE’S BACK! 😰
0:11
HeyItzPuppies
Рет қаралды 14 МЛН
And who would you choose?👇
0:20
Kitty Power
Рет қаралды 15 МЛН