ଟିକେ ଭାବନ୍ତୁ ଆମ ଘର, "ଆମ ଘର" ହେଇ ଅଛି ତ ? Samaj O Sanskruti | BAISHNABA CHARAN MOHANTY | AMA GHARA

  Рет қаралды 20,982

ODISHA 365

ODISHA 365

Күн бұрын

Пікірлер: 54
@dhrubacharanpadhi2296
@dhrubacharanpadhi2296 8 ай бұрын
ସାମ୍ପ୍ରତିକ ସମୟକୁ ଲକ୍ଷ୍ୟ କରି ଆପଣଙ୍କର ଉପସ୍ଥାପନା ଖୁବ୍ ଶିକ୍ଷଣୀୟ । ଆମଘର ବିଷୟବସ୍ତୁ ଆଜିର ସମାଜ ଉପରେ ନିଶ୍ଚୟ ପ୍ରଭାବ ପକାଇବ । ଜୟ ଜଗନ୍ନାଥ ।
@sarojkumarmallick4688
@sarojkumarmallick4688 Жыл бұрын
ଚମତ୍କାର ଉପସ୍ଥାପନା ସହ ଶିକ୍ଷଣୀୟ ନୁହେଁ ତ ପୁରା ହୃଦୟସ୍ପର୍ଶୀ 🙏🏽🙏🏽❤
@mamatasamal5351
@mamatasamal5351 7 ай бұрын
ଆମ ଘର ବଦଳ ରେ ମୋ ଘର ସାଜିଛି, ଆଉ ପ୍ରତ୍ୟେକ ଘର ଗୋଟେ ଗୋଟେ ବୃଦ୍ଧା ଶ୍ରମ ସାଜିଲାଣି
@shibaprasadnath827
@shibaprasadnath827 Жыл бұрын
ଖୁବ୍ ସୁଦଂର ବାର୍ତ୍ତା ବହନ କରୁଛି ଆପଣ କଂର ସୁଚିନ୍ତିତ ଚିନ୍ତା, ଅନୁଭୁତି ପୂଣ୍ୟ ବିଚାର ଧାରା ଏହି ଅଧୋଗାମୀ, ଅନ୍ୟ ମାନକୁଂ ଅନୁସରଣ କରି ଚାଲୁଥିବା ସମାଜ ପ୍ରତି ସତର୍କ ସୂଚନା...
@aadhikari7615
@aadhikari7615 Жыл бұрын
ନମସ୍କାର ଆଜ୍ଞା 🙏ବହୁତ ସୁନ୍ଦର ଘର କଥା କହିଲେ । ଆପଣଙ୍କ କଥା ଶୁଣି ପିଲାଦିନ କଥା ବାପା ମାଆଙ୍କ କଥା ମନେପଡିଲା। କେତେ ଭଲ ଥିଲା ସେଦିନ ଗୁଡିକ। ଆମେ ମାନେ ନଖାଇବା ପର୍ୟ୍ଯନ୍ତ ମା ଖାଉନଥିଲା। ସେ ସ୍ନେହ ମମତା ଆଜି କେଉଁଠି ଦେଖିବାକୁ ମିଳୁନାହିଁ। ଜୟ ଜଗନ୍ନାଥ🙏🙏🙏🙏🙏
@kariamarandi9397
@kariamarandi9397 Жыл бұрын
ତମ କଥାରୁ ଜଣା ପଡ଼ୁଛି ତମେ ବହୁତ୍ ଦୟାଳୁ ଆଉ ବହୁତ୍ ଭଲ |
@damayantidas5308
@damayantidas5308 7 ай бұрын
ସାରେ ନମସ୍କାର ବହୁତ ଭଲ ଲାଗିଲା ଘରର ଗଳ୍ପ ବହୁତ ବହୁତ ଧନ୍ୟବାଦ ସାରେ
@DushasanBehera-hw2vi
@DushasanBehera-hw2vi Жыл бұрын
ବହୁତ୍ ସୁନ୍ଦର୍ କବିତା ରାଇଟ୍ ଜୟ ଜଗନ୍ନାଥ
@himanshusekharpradhan3025
@himanshusekharpradhan3025 Жыл бұрын
ସାର୍ ନମସ୍କାର୍ , ମୁଁ ଆପଣଙ୍କୁ ସଦାବେଳେ ଶୁଣେ, ଆପଣଙ୍କ ଭିଡିଓ ସବୁ ଆତ୍ମା କୁ ଛୁଇଁଗଲାପରି, ଗୋଟିଏ ଜିଜ୍ଞାସା ଥିଲା, ଅପଣ ପେନସନ ପାଇଲେଣି ନା ନାହିଁ।
@baishnabacharanamohanty1344
@baishnabacharanamohanty1344 Жыл бұрын
ନା, ପାଇନାହିଁ। ଜୀବନରେ କେବେ ବି କାହାଠୁ ଲାଞ୍ଚ ଖାଇନି, ପେନ୍ସନ ପାଇଁ ଲାଞ୍ଚ ଦେବି କାହିଁକି ? ଗୋଟାଏ ନୀତି ଓ ଆଦର୍ଶକୁ ଜାବୁଡି ଧରି ବହୁତ ସହୁଛି। ଆପଣଙ୍କୁ ମୁଁ ଜାଣିନି, ଆପଣ ମୋ ପ୍ରତି ଦେଖାଉଥିବା ସହାନୁଭୂତି ପାଇଁ ମୋ କୃତଜ୍ଞତା ଜାଣିବେ। ନମସ୍କାର।
@swarnanjalimishra8715
@swarnanjalimishra8715 Жыл бұрын
ଆଉ ଆମ ଘର ନାହିଁ।ଏବେ ଖାଲି ମୋ ଘର।ଧନ୍ୟବାଦ ଭାଇ ଭଲ କହିଲେ।ପ୍ରଣାମ।
@lidoratha9920
@lidoratha9920 Жыл бұрын
Bahut sundar. NAMASKAR.
@somanathkhara8368
@somanathkhara8368 Жыл бұрын
ସାର, ଭୁବନେଶ୍ୱର କ'ଣ !କୋରାପୁଟଜିଲ୍ଲାରେ ଏଭଳି ଘଟଣା ମୁଁ ନିଜ ଆଖିରେ ଦେଖୁଛି।
@chitrasenbhoi7601
@chitrasenbhoi7601 Жыл бұрын
Good opinion. Thanks. Jagannatha tumara mangala karantu
@DebadattaMishra8
@DebadattaMishra8 Жыл бұрын
ନିହାତି ସତ କଥା ଆଜ୍ଞା। ତଥାପି ଆମ କୁ ବଞ୍ଚି ବାକୁ ହେବ, ପୁରୁଣା ସଂସ୍କୃତି ଆଉ ସଂସ୍କାର କୁ ବଞ୍ଚେଇ ବାକୁ ପଡ଼ିବ। ମୁଁ ମୋ ଘରେ କରୁଛି, ଅନ୍ୟ ମାନେ ବି କରନ୍ତୁ, ସମାଜ ବଦଳିଯିବ। ଜଗନ୍ନାଥ ସହାୟ ହେବେ। ଠାକୁର ଙ୍କ ଦେଶ ଆମର, ଭଲ ଦିନ ଆସିବ। ମୁଁ ଟିକେ ଅତ୍ୟଧିକ ଆଶା କରି ଦେଉଛି, ଏଇଟା ହି ଅସହାୟତା।
@thirdeye9492
@thirdeye9492 Жыл бұрын
ପ୍ରଣାମ ମହାଶୟ 🙏❤️
@pranatisarangi1116
@pranatisarangi1116 Жыл бұрын
ମହାଶୟ ଆପଣ ପ୍ରକୃତରେ ଜଣେ ନାରୀ ହୃଦୟ ର ଅନୁଭୁତି କୁ ଅନୁଧ୍ୟାନ କରିଛନ୍ତି ପ୍ରତ୍ୟେକ ଦିନ ର ଖାଇବା ପିଇବା ଭଲରେ ସରିବା ପରେ ଅପୂର୍ବ ଶାନ୍ତି ଲାଗେ
@amiya19277
@amiya19277 Жыл бұрын
Sata katha
@dineshojha230
@dineshojha230 17 күн бұрын
Sir Jane manobigyanbit so
@rameshsamal7087
@rameshsamal7087 11 ай бұрын
Thank u for reviving cultural heritage.
@leepusahoo3294
@leepusahoo3294 Жыл бұрын
Sir ଆପଣଙ୍କ କଥା ଭଲ ଲାଗେ👍👍👍👍
@susantakumarbal3593
@susantakumarbal3593 Жыл бұрын
Very very positive version
@jayarajmohanty9486
@jayarajmohanty9486 Жыл бұрын
🙏 Sir you are Great
@brahmanandabehera2289
@brahmanandabehera2289 10 ай бұрын
Sir thik katha🙏🙏
@sudhanjalimaharana950
@sudhanjalimaharana950 10 күн бұрын
Ati sunder barta
@janmejayasahoo7376
@janmejayasahoo7376 Жыл бұрын
Jay Jagannath
@sabitasahoo714
@sabitasahoo714 Жыл бұрын
ଜୟ ଜଗନ୍ନାଥ🙏🙏
@amiya19277
@amiya19277 Жыл бұрын
Maa besar batuni chakiri karuchhi gharaku pheruchi zomato ru mageye khauchi eiya chalichhi. Pilamane chaakr hatare badhuchanti. E sansar kemiti chailba eswarkun jana.
@kamalakantamohanty7045
@kamalakantamohanty7045 Жыл бұрын
Thanks Baishnab Babu...we are living in a non-family society...time will be more acute...we are becoming suicidal...
@ganeshnayak1520
@ganeshnayak1520 Жыл бұрын
Right sir
@prakasinidas8188
@prakasinidas8188 Жыл бұрын
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
@krushnachandrabehera1039
@krushnachandrabehera1039 Жыл бұрын
Jay jaganatha 🙏🙏🙏
@sureshranabijuli5124
@sureshranabijuli5124 9 ай бұрын
Sir you are very good person
@swetasahoo815
@swetasahoo815 Жыл бұрын
Kete sunder katha agyan🎉
@biranchidalei3058
@biranchidalei3058 Жыл бұрын
ସମସ୍ତେ ପଇସା ପଛରେ ଧାଁ ଇ ଲେଏ
@shashigrahacharya8310
@shashigrahacharya8310 Жыл бұрын
Excellent. Very true. Naked truth.🙏🙏🙏
@DwarikanathNayak-y9n
@DwarikanathNayak-y9n Жыл бұрын
ସାର ନମସ୍କାର , କବିତା ର ଲେଖକ ସାମଲ ନୁହେଁ ନନ୍ଦ କିଶୋର ବଳ
@sriyasupriyataposinisamant223
@sriyasupriyataposinisamant223 11 ай бұрын
Jai jagannath.namaskar,ama ghar chilika ku asantu
@pramilabarik3626
@pramilabarik3626 Жыл бұрын
Pranama sir jay Jagannath❤
@swarnalatasahoo8760
@swarnalatasahoo8760 Жыл бұрын
Jay jagannath
@gameforu8714
@gameforu8714 Жыл бұрын
Thick katha kahichanti aapna ...mu nija aakhire dekichi Bangalore BTM re most 80 percent family not bachelor monthly package karichanti (breakfast+Launch+dinner) au ebe dhire dhire Bhubaneswar ku madiasilani.....
@amiya19277
@amiya19277 Жыл бұрын
Sata katha
@anantabiswal3516
@anantabiswal3516 Жыл бұрын
Apurba barta.
@rajkumar-qf4xh
@rajkumar-qf4xh Жыл бұрын
Present reality but not good
@rasmitadhal403
@rasmitadhal403 Жыл бұрын
Sir namaskar Ama ghara kabita ra front page kouthu paile? bartaman se book ame pai paribaki kindly janeibe
@drowsytimes
@drowsytimes Жыл бұрын
chalantu tike katha kahiba ya bisaya re. bahut bhala lage, ghare ma housewife. bhai bhauni, paribar jana. ghara chahal pahal. pila mananku bahut bhala lage. kintu bada hela pare jana pade, housewife ku kichi respect nahi, na samaj re value na paribar re. sasu sasura suneibe, tu mo pua ra khauchu, se uttar kichi dei paribeni. pua jhia kebe ne kebe albatt kahibe, ma tu ta basiki khauchu, amaku suna na. financially dependent haba jogu kharap treatment hele, mar pit hele chadiki jai paribani ma. loke suswadu khaiba gili jibe, taku dui pada kahiki nija nija batare bahari jibe. emiti jiban kie jeebaku chanhiba? jahaku benefit karuchi, taku bahut bhala lagiba. ghare gruhini achi. ghara ghara laguchi. kintu striloka ta ra ta jiban anya mananku seba kari gala na? sethipain ajikali equality chahunchanti. tanku bi paisa kameiki samman miliba. ghara kama kari jadi same samman milithanta, ta problem hau nathanta.
@DebendraPanda-t4q
@DebendraPanda-t4q 17 күн бұрын
ଗୋଟେ ପୁଅ ମୋର ଲଣ୍ଡନେ ଡାକ୍ତର ଆଉଗୋଟେ ଯନ୍ତ୍ରୀ ଆମେରିକାରେ କଥାଟା ଯେବେଳେ କହେ ମୁଁ ବାହାରେ ଛାତି ମୋର ଫୁଲି ଉଠେ ଗର୍ବରେ। ବିଛଣାରୁ ବୁଢ଼ୀ ଉଠ ପାରୁନାହିଁ ରାନ୍ଧିଦେଇଯାଏ କାମବାଲୀଟା ଘୁଷୁରି ଘୁଷୁରି ଚା'ମୁଁ କରୁଛି କଷ୍ଟ ଲଗେଇକି ଗ୍ୟାସ୍ ଚୂଲୀଟା। କହୁଥିଲେ ପୁଅ ବୃଦ୍ଧାଶ୍ରମ ଯାଅ ଉଆସଟା ଛାଡ଼ି ଯାଇ ନପାରେ ଅପେକ୍ଷା କରିଛି ମଶାଣୀକି ଯିବି ମୁନିସିପାଲିଟି ସ୍ଵର୍ଗରଥରେ। ପାହାଡ଼ ଦୂରର ଅତୀବ ସୁନ୍ଦର କୋଟି ଜନମନ କିଣେ କେତେ କଙ୍କରୀତ,କେତେ କଣ୍ଟକୀତ ପାହାଡି଼ ଲୋକଟି ଜାଣେ।
@anantabiswal3516
@anantabiswal3516 Жыл бұрын
Namaskar sir
@CuriousGirl-g2g
@CuriousGirl-g2g 12 күн бұрын
ଘର ବୋଲେ କେବଳ ଯେଉଁଠି ବୋଉ ଆଉ ବାପା ଅଛନ୍ତି ବାକି ସବୁ ଫ୍ଲାଟ, apartment,villa ଇତ୍ୟାଦି ଆଉ ଇତ୍ୟାଦି। ଘରରେ ବାରି ଥାଏ ଆଉ ମଡର୍ନ ଘରେ ଦି ହାତର ବାଲକନି 😂
@bishwajitbhal9849
@bishwajitbhal9849 Жыл бұрын
🙏 Jay jagannath 🙏
@sukantakumarsk7530
@sukantakumarsk7530 Жыл бұрын
Sir 90%talak
@user-TRADE-WITH-ADK
@user-TRADE-WITH-ADK Жыл бұрын
MAUSA APANA KN JUGA AU NAI😂😂JUGA ADVANCE AU KOTIPATI LOKA HABA PAI ADVANCE HAUCHANTY AU TAMA JUGA NAI VATA DALI TARAKARI AU AMEY AJI JAY VIKARI😂😂😂😂TAMA TIME TAMAKU SOOT AMAKU NUHA😂😂😂😂😂
@sanjuktadalai
@sanjuktadalai 10 ай бұрын
Sir , ନମସ୍କାର । ଆପଣଙ୍କ କଥା ର ସତ୍ୟତା କୁ ସମସ୍ତେ ଉପଲବ୍ଧି କରୁଛନ୍ତି । ପୁଅ ବୋହୂ ଆମେରିକା ରେ ଅଛନ୍ତି , ବାପା ମାଆ ଙ୍କୁ ନିଜ ପାଖକୁ ନେବା ପାଇଁ ଅନୁରୋଧ କରିଥିଲେ ହେଲେ ନିଜ ଜନ୍ମମାଟି କୁ ଛାଡ଼ି ଯିବାକୁ ବାପା ମାଆ ରାଜି ହେଲେ ନାହିଁ । ଶେଷ ରେ ନିଜ ବାରି ପୋଖରୀ କୁ ସ୍ନାନ କରିବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ଏଇତ ଆଜି ର ସମାଜ । ଟଙ୍କା ପଇସା ପଛରେ ପଡ଼ିଛନ୍ତି ବହୁ ଯୁବକ ଯୁବତୀମାନେ । ଦେଶ ଛାଡ଼ି ବିଦେଶ ରେ ରହଣି । ତାର କୁ ପରିଣାମ ଭୋଗୁଛନ୍ତି ବୃଦ୍ଧ ବାପା ମା ।
@pratapnayak5533
@pratapnayak5533 Жыл бұрын
ଜୟ ଜଗନ୍ନାଥ 🙏
SIZE DOESN’T MATTER @benjaminjiujitsu
00:46
Natan por Aí
Рет қаралды 3,8 МЛН
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 21 МЛН
Do you love Blackpink?🖤🩷
00:23
Karina
Рет қаралды 21 МЛН
SIZE DOESN’T MATTER @benjaminjiujitsu
00:46
Natan por Aí
Рет қаралды 3,8 МЛН