ଶିକ୍ଷାର ଏପରି ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ | SCHOOL |

  Рет қаралды 46,947

A1 ODIA

A1 ODIA

Күн бұрын

A1 ODIA | ODISHA NEWS | CUTTACK |
#school #schoolstudent #student #trendingstory #cuttack #cuttacknews #pathapadha #sadstory #latestnews #latest #updatenews #bigbreaking #brekingnews #todaynews #cuttackschool #viralvideo #pardafash
#A1Odia #Odianews #Odishanews #A1TVOdisha
___________________________________________________________________________________
✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
___________________________________________________________________________________
🔆MORE UDATE🔆
↪️Facebook: / a1tv-odisha-1102393747...
↪️Twitter: / ea1tvodisha
↪️KZbin(A1 ODIA): / @a1odia
↪️KZbin(A1 ODISHA) : / @a1odisha
▶️KZbin Live
📱Jio TV live
📡On DTH: Tata sky -1186, AirTel - 349, Available on 🆓 DTH
___________________________________________________________________________________
📺A1 ODIA News Channel 📺: -
A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
___________________________________________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔆CONTACT US🔆
📧E-mail : a1tvodisha@gmail.com
☎️Phone No. : 0674-3554921, 0674-2744921
#A1ODIA #OdiaNewsChannel #Odisha #OdiaNews
© A Group Of Shree Mandir Media

Пікірлер: 104
@sanjeebkumarhembram8046
@sanjeebkumarhembram8046 Жыл бұрын
ଏଥିରେ କେବଳ ପିଲା ନୁହେଁ, ଆମର ସରକାର, ଶିକ୍ଷା ମନ୍ତ୍ରୀ, ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅବହେଳା ଯୋଗୁଁ ଏ ସବୁ ପିଲାମାନେ ଠିକ୍ ଭାବରେ ଶିକ୍ଷା ଲାଭ କରିପାରୁ ନାହାନ୍ତି।
@alokranjanbiswal3245
@alokranjanbiswal3245 Жыл бұрын
UPAKULA JILA KATHA KAHILA NA SARE
@mathanalysistutu2230
@mathanalysistutu2230 Жыл бұрын
And also responsible for the guidan
@hariharsatapathy7165
@hariharsatapathy7165 Жыл бұрын
@@alokranjanbiswal3245 ,
@directadmission3733
@directadmission3733 Жыл бұрын
କେହି ମାଷ୍ଟ୍ର ମାଷ୍ଟ୍ରାଣୀ ପାଠ ପଢ଼ୁନାହାନ୍ତି, ଖାଲି ସ୍କୁଲ କୁ ଯାଉଛନ୍ତି attandance ପକେଇକି ମାସକୁ ମାସ salary ନେଉଛନ୍ତି , request salary ଆଉ ନବଢୁ.....
@priyasamal5310
@priyasamal5310 Жыл бұрын
ଆମ ଓଡ଼ିଶାରେ କାହିଁ କେତେଯେ ପିଲା ପାଠ ସାଠ ପଢି ବେକାର ହେଇ ବୁଲୁଛନ୍ତି ସେମାନଙ୍କୁ ଯଦି ସୁଯୋଗ ଦିଆଯାଏ ତାହାହେଲେ ସରକାରଙ୍କର ମଙ୍ଗଳ ହେବ 🙏🙏🙏🙏
@susmithadas4915
@susmithadas4915 Жыл бұрын
ଆଜିର ପିଲା କାଲି ଆମ ଦେଶର ନାଗରିକ ତାଙ୍କ ଉପରେ ନିର୍ଭର କରେ ଆମ ଦେଶର ଭବିଷ୍ୟତ ଏମାନେ ଗରିବ ଘରର ପିଲା ବୋଲି ତାଙ୍କୂ ଏମିତି ପଢା ଯାଉଛି
@odfact77
@odfact77 Жыл бұрын
ଏବେ ତ ପଇସା ଦେଇକି ଚାକିରି ପାଉଛନ୍ତି teacher ହେଉଛନ୍ତି, ଆଉ ପାଠ କେମିତି ପଢ଼ିବେ ପିଲା
@gourangajena7680
@gourangajena7680 Жыл бұрын
Jay jagannath
@nityanandasahoo2533
@nityanandasahoo2533 Жыл бұрын
Teacher janini student kana janiba teacher ku pacharajau
@abyaktakumarrout9084
@abyaktakumarrout9084 Жыл бұрын
ଦରମା ବଢ଼ାଇବା ଦରକାର ମାଷ୍ଟର ମାନଙ୍କର
@ullashmaharana6320
@ullashmaharana6320 Жыл бұрын
କୋଟି କୋଟି ରାଜସ୍ବ ଧ୍ଵଂସ ହେଉଛି ଶିକ୍ଷା ବିଭାଗରେ , ଫଳ ଶୂନ ।
@khusikhusi5581
@khusikhusi5581 Жыл бұрын
ମାସ ପୁରିଲେ ଦରମା ଦରକାର ପିଲା podila ନୋପୋଡ଼ିଲା କିଛି ଯାଏ ଆସେନି ସବୁ ଗଁ ସ୍କୁଲ ରେ ଏମିତି ହୋଉଛି
@asheshkumarmohantymohant-oz7ug
@asheshkumarmohantymohant-oz7ug Жыл бұрын
Odisa sarakar nobine Babu nomber 1
@SchoolPrime
@SchoolPrime Жыл бұрын
ଭଲ ହଉଛି
@srikantapradhan9758
@srikantapradhan9758 Жыл бұрын
ସତ୍ୟବାଦୀ ବ୍ଲକ ଅଧିନସ୍ତ ମଧୁବନ ପଞ୍ଚାୟତ ର ବାଣପୁର ରାତ୍ନଚିରା ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଚାରୋଟି ଶ୍ରେଣୀ ରେ ଅଷ୍ଟମ ପର୍ଯ୍ୟନ୍ତ ପିଲା ପଢୁଛନ୍ତି
@hpmarndi6871
@hpmarndi6871 Жыл бұрын
ଟଙ୍କେ କିୟା ଚାଉଳ ତ ଦଉଛି- ପାଠ କଣ ଦରକାର?? ଏ କଥାଟି ଆମ ମୁକ୍ଷ୍ୟ ମନ୍ତ୍ରୀ ମାନ୍ୟଵର ନବୀନ ପଟ୍ଟନାୟକ କହୁଛନ୍ତି।
@Odisha838
@Odisha838 Жыл бұрын
ସରକାରୀ ପ୍ରାତମିକ ବିଦ୍ୟାଳୟ ରେ ଓଡିଶା ରେ କୋଉଟି ବି ପୋଡ଼ଉନାଥି ପିଲାମାନଙ୍କୁ ପଚାରିଲେ କିଛି ଆସୁନି Sir କଣ ପାଇଁ ଅଛନ୍ତି..?
@SchoolPrime
@SchoolPrime Жыл бұрын
କ୍ଷୀର ବାଲା,କଦଳୀ ବାଲା,ଦହି ବାଲା, ଗୁପଚୁପ ବାଲା, ଲସି ବାଲା,ଫଳ ବାଲା,ପେପର ବାଲା, ପରିବା ବାଲା,ଫେରି ବାଲା,ହାଣ୍ଡିଆ ବାଲା,ରିକ୍ସା ବାଲା,ଝାଡୁ ବାଲା ସବୁ ତ ବାଲା govt school କୁ ଆସିବେ,ପାଠ ନା ବାଳ ପଢ଼ିବେ
@manojnayaktikiri9418
@manojnayaktikiri9418 Жыл бұрын
ମାଗିଆ ମାଷ୍ଟର ମାଗିଆ ନବୀନେ ପଟନାୟକ ମୋର ବି ଜୀବନ ବର୍ବାଦ କରି ଦେଲା
@SchoolPrime
@SchoolPrime Жыл бұрын
To bou ku kebe kou master gehithila
@rabindradas2952
@rabindradas2952 Жыл бұрын
ଏଠି ବାଳ ସରକାର ଚାଲିଛି
@Odiafunnytech
@Odiafunnytech Жыл бұрын
ମୁଖ୍ୟ ମନ୍ତ୍ରୀ କିଏ..... ଜାଣିକି କଣ ହବ.... ବଡ ହେଲେ ସୁରଟ କି ଗୁଜୁରାଟ ଯିବାକୁ ହବ ଭଲ ହବ ସେଠିକା ର ମୁଖ୍ୟ ମନ୍ତ୍ରୀ କିଏ ଜାଣିବା ଉଚିତ 🤣🤣🤣..... ସେ ସ୍କୁଲ ରେ 5ଜଣ ମାଷ୍ଟ୍ର.. 7ଟା ଶ୍ରେଣୀ ଠିକ ଅଛି.... ମୁ ତ କହିବି ସେଇ qution ସବୁ ସେଇ ମାଷ୍ଟ୍ର ମାନଙ୍କୁ ପଚାରି ବାର ଥିଲା 🤣🤣🤣
@swastiprasaddas5508
@swastiprasaddas5508 Жыл бұрын
ପିଲାମାନଙ୍କର ଏ ଦୋଷ ନୁହେଁ, ଆମ ରାଜ୍ୟର ବ୍ୟବସ୍ଥାକୁ ଦେଖ ଆଉ ଆମ ରାଜ୍ୟର ମହାନ ବ୍ୟକ୍ତିତ୍ୱ ଯେଉଁ ବ୍ୟକ୍ତିମାନେ ସିଂହାସନ ଧରି ବସିଛନ୍ତି ସେମାନଙ୍କୁ ପଣିକିଆ ଆସିବ କି ନାହିଁ ସନ୍ଧେହ.
@rohitsharma2393
@rohitsharma2393 Жыл бұрын
ସମସ୍ତେ ଯଦି କାସ୍ମିରୀ ଯିଵେ ଖଲି ଚାଟିବା କିଏ ା କିଛି କୁଜି ନେତା ରହିକି ଭାଇରାଲ୍ କରୁଛନ୍ତି ା ଆମର କିଛି କରିବାର ନାହିଁ ା ସଵୁ ଵିଦ୍ୟାଳୟର ଏହିପରି ଅଵସ୍ଥା ା ଏ ଵିଷୟରେ କିଛି କରାଯାଇ ପାରିବ ନାହିଁ ତେଣୁ ଅଯଥା ଭାଇରାଲ କରିଵା ଦରକାର ନାହିଁ ା
@gaurangapruseth8672
@gaurangapruseth8672 Жыл бұрын
ସମିର ସାର୍ ଦେଖାଜାଉଛି ଟି?
@kamalakantapanda8822
@kamalakantapanda8822 Жыл бұрын
Samir matrik 7 that re pass karichhi.
@purnapradhan1549
@purnapradhan1549 Жыл бұрын
Now BJD government should teach to the teachers not to the pupils.
@rabindrakumarmohanty9415
@rabindrakumarmohanty9415 Жыл бұрын
ସାର୍ ଆଠରେ ତିନି ମିଶିଲେ ଯେତିକି ହେଵା କଥା ହେଵ ଵେଶି ହେଵ ନାହିଁ କି କମ୍ ହେବ ନାହିଁ।
@lipikasunshine2743
@lipikasunshine2743 Жыл бұрын
🤣🤣
@lingarajsahoo8996
@lingarajsahoo8996 Жыл бұрын
Teacher ta nanhanti patha padha kemiti chalichi
@prasantkumarpatra6293
@prasantkumarpatra6293 Жыл бұрын
News channels କୁ school ଭିତରେ ଯିବାର ଅଧିକାର ଦିଆଯିବା ଉଚିତ
@digitaltuducreation3133
@digitaltuducreation3133 Жыл бұрын
ଓଡିଶାର ଶିକ୍ଷା ମନ୍ତ୍ରୀ ଶିକ୍ଷିତ ନୁହନ୍ତି
@kamalakantapanda8822
@kamalakantapanda8822 Жыл бұрын
7thar re matrik pass karichhi samir
@St.talking
@St.talking Жыл бұрын
Biju beiha dala ra 5t school eta... Bjd hotao odisha bonchao
@mrdillipkumarbehera3426
@mrdillipkumarbehera3426 Жыл бұрын
जब तक लोग रुपए ले के वोट देंगे तब तक ऐसा ही शिक्षा मिलेगा जब तक लोग जागृत नहीं होंगे सरकार और राजनीति ऐसा ही लोगों के जिंदगियों के साथ खेलेंगे
@purnapradhan1549
@purnapradhan1549 Жыл бұрын
100 percent responsible teachings without punishment to students,government 100 percent responsible. 00
@localbolt4492
@localbolt4492 Жыл бұрын
Maaghi media bala bholi kahuchhu.....normali kahi parunu
@learnwithaarush1244
@learnwithaarush1244 Жыл бұрын
ପିଲା ପାଠ ନପଢିଲେ parents ଦାୟୀ ରହିବେ.. School ରେ ଯାହା ପାଠ ପଢା ହେବ ତାକୁ ଘରେ 100 ରେ 20 ଜଣ ପିତାମାତା ପଚାରୁଥିବେ ଆଉ କେହି ପଚାରୁନଥିବେ ଏଥିରେ ଶିକ୍ଷକ ଙ୍କର ଭୁଲ କଣ କେବଳ ଜଣେ ଶିକ୍ଷକ ଙ୍କ ପାଇଁ ଆଜି ସାରା ଦୁନିଆ.. ଶିକ୍ଷକ ନଥିଲେ ଶିକ୍ଷା ନାହିଁ. So... Pls.. କେତେଜଣ ଶିକ୍ଷକ ଙ୍କ ପାଇଁ ସବୁ ଶିକ୍ଷକ ଙ୍କୁ blem କରନ୍ତୁ ନାହିଁ.. ଅନୁରୋଧ.. ପିଲାମାନେ ପାଠ ନପଢିଲେ ସମ୍ପୂର୍ଣ ରୂପେ ବାପା ମା ଦାୟୀ ରହିବେ. ମୁ ବି ଜଣେ ମା... ଏଇଟା ମୋର ମତ..
@manojnayaktikiri9418
@manojnayaktikiri9418 Жыл бұрын
ମୁ ମେଟ୍ରିକ ପାସ ହେଇଗଲି ସିନା ମୋତେ inglish ପଢି ଆସୁ ନାହିଁ ମାଗିଆ କାହାର ଭୁଲ କୁହ ମୋତେ 😢😢
@deepakkumarpanigrahi2281
@deepakkumarpanigrahi2281 Жыл бұрын
Tumara au kahara
@Bkentertenment
@Bkentertenment Жыл бұрын
ତୋର ସବୁ ଭୁଲ୍ ତୁ ପାଠ ନପଢି ଅଣ୍ଡା ଛତୁଆ ଖାଈବାକୁ ଯାଇଥିଲୁ ଶିକ୍ଷକ ପାଠ ପଢେଇଲା ବେଲେ ପିରିଅଡ ଛାଡ଼ି ବୁଲୁଛ ଯଦି ମାଷ୍ଟର ପଢଉନି କେବେ କହିଛନ୍ତି କି
@bipin552
@bipin552 Жыл бұрын
Tu padhiluni tote asuni
@jaganathdesinayak4211
@jaganathdesinayak4211 Жыл бұрын
Bhai empowerment creat kale ta vala education paibe Odisha govt re economicist minister thile ta khali politics mada pia vote dia
@satyanarayansahoo6768
@satyanarayansahoo6768 Жыл бұрын
Students are prepared for the election campaign,poster,banner operation and rallies of political parties.
@kamalakantapanda8822
@kamalakantapanda8822 Жыл бұрын
NABINA TA KAHI PARIBANI AMARA KETE JANA MINISTER. PILA BALA KAHIBE KN. MADUA NABINA KU HATAO, PILANKU SIKHITA KARAO. NABINA JETE DINA THIBA PILA MURKHA HOIJIBE. MADUA NABINA KU HATAO ODISHA KU BANCHAO.
@SchoolPrime
@SchoolPrime Жыл бұрын
ଶିକ୍ଷା ମନ୍ତ୍ରୀ ନା ଜାଣି ଦେଲେ ଆଉ ବାଳ କଣ ଟା ଛୋଡ଼ି ହୋଇଯିବ
@sambitmahali1017
@sambitmahali1017 Жыл бұрын
Beta moj kardi 😂😂😂😂🤣🤣🤣🤣
@kailashpatra7127
@kailashpatra7127 Жыл бұрын
Aga sarpanch ko gode ki pita se sala kan khali maikena ra chatiba pain achhi ki dakho nahi kan sabo chali ch hi
@bijayjena9621
@bijayjena9621 Жыл бұрын
Badhia lagila
@sushantakumarpujari9727
@sushantakumarpujari9727 Жыл бұрын
E heauchi mission shakti au 5t ra side effect 😄😄 madi chala
@lipikasunshine2743
@lipikasunshine2743 Жыл бұрын
🤣🤣
@satyabratasatyabrata8816
@satyabratasatyabrata8816 Жыл бұрын
Good news
@jahanamajhi4150
@jahanamajhi4150 Жыл бұрын
Sabu bele ta teacher mane bhubaneswar gele nija pai tanka kemiti badiba au pila pai kia chinta karuchi.
@archanapradhan5236
@archanapradhan5236 Жыл бұрын
Prati class re jane jane teacher rahiba darkar..se 30:1 kama karibani
@nilakanthasahu2808
@nilakanthasahu2808 Жыл бұрын
All of you are responsible for this type of education .
@sonamani2476
@sonamani2476 Жыл бұрын
Please camera man pilara muha dekho pila daruchi kan kahiba janiki sabu bhulijibo camera microphone ଦେଖେଇଲେ
@pradeeppradhan1943
@pradeeppradhan1943 Жыл бұрын
ବର୍ବାଦ ହେଇଗଲା ରାଜ୍ୟ
@rupakbehera5383
@rupakbehera5383 Жыл бұрын
ବିଜେଡି ସରକାର ଥିବା ଯାଏ ଏମିତି ପାଠ ପଢା ଜାରି ରହିବ
@kamalakantapanda8822
@kamalakantapanda8822 Жыл бұрын
BJD HATAO ODISHA KU BANCHAO.
@rasmitarout4044
@rasmitarout4044 Жыл бұрын
A sabu bjd ra Kamal👍
@sanjeebkumarmahanta5012
@sanjeebkumarmahanta5012 Жыл бұрын
Lancha nei teacher posting.
@srisaidesignvastu9209
@srisaidesignvastu9209 Жыл бұрын
ଯେବେଠାରୁ ଶିକ୍ଷା ମନ୍ତ୍ରୀ ପଦରୁ ଆମ ବିଧାୟକ ଗଲେଣି ସେବେଠାରୁ ଆମର ପାଢପଢା ଡୋରି ବନ୍ଧା ହେଲା ହେଲାଣି ।
@pratibhapradhan493
@pratibhapradhan493 Жыл бұрын
Gate teachar jeitiki school re padauchanti setiki jadi ghare b setiki jodi gide karanti pila sur patha janati
@ALOKKUMAR-cu7dh
@ALOKKUMAR-cu7dh Жыл бұрын
Didi nku tike pachara
@manoranjanbehera9645
@manoranjanbehera9645 Жыл бұрын
Future dadan development of the bjd government school
@manoranjanbehera9645
@manoranjanbehera9645 Жыл бұрын
FDDBGS yojana
@kshetramohanbishwal7243
@kshetramohanbishwal7243 Жыл бұрын
Pila kemiti janibe minister msne ta jani paru nahanti cm kie .Jane chair re basichhi au anya jane chalauchhi
@pratibhapradhan493
@pratibhapradhan493 Жыл бұрын
Gate teachar kahaku boli padeiba ete pila kahar IQ kete kie let re dharibe aau kie sighra
@alokranjanbiswal3245
@alokranjanbiswal3245 Жыл бұрын
ODISHA RE BADA FASALA KHAUCHI
@narendramahanta2540
@narendramahanta2540 Жыл бұрын
Kichi Darma Badha jao. Paisa kami gala bodhe
@jyotibagh8744
@jyotibagh8744 Жыл бұрын
ତୁ ଗୋଟେ ଶିକ୍ଷକ ବିରୋଧୀ ଖବର ଦାତା
@benudharnaik5819
@benudharnaik5819 Жыл бұрын
Sir Mane Tama nija chhua heithile emiti patha padhanta kii
@videoicon945
@videoicon945 Жыл бұрын
Sikhyaka mane sabu anda khauchhanti
@archanapradhan5236
@archanapradhan5236 Жыл бұрын
Mukhyamantree khali jojana karuthantu basiki....sabuthu besi important hauchi chhua nka katha bujhiba.Education system ku top kariba
@kalucharansahoo3698
@kalucharansahoo3698 Жыл бұрын
Bjd hatao odisharu,kata ghata re malam mara heuchhi,media school ku gale sarkar badlam hebabhayare media ku sujoga dia jauni dhanya murkha mantri.
@mrdillipkumarbehera3426
@mrdillipkumarbehera3426 Жыл бұрын
It is the fault of the people, until the thinking of the people will not change, till then the government and the politicians will continue to play with the lives of the people like this.
@vidwansi927
@vidwansi927 Жыл бұрын
Khali mukhya mantri nka nam janiba pain patha padha jauchi ki
@rohitsharma2393
@rohitsharma2393 Жыл бұрын
ଆପଣ ଯେଉଁ ହାତ ଟେକି ଥିବା ପିଲାମାନଙ୍କୁ ପ୍ରଶ୍ନ ପଚାରିଲେ ନାହିଁ କାରଣ ଆପଣକୁ ଖାଲି HOT NEWS ଦରକାର ଦେଖେଇବା ପାଇଁ ା
@rukmaninayak2624
@rukmaninayak2624 Жыл бұрын
ମାଷ୍ଟର ମାନଙ୍କର ଦରମା ଆହୁରି ବଢେଇ ଦିଅ
@pranatisamantaray144
@pranatisamantaray144 Жыл бұрын
Patha nahni ta darama nahni kale teacher huata badalibe
@kumarashok2384
@kumarashok2384 Жыл бұрын
Neta manankara Darama ahuri badheidia....
@sushamamoharana4852
@sushamamoharana4852 Жыл бұрын
Salery kamigala t sethipain pilanku padheeparunahanti
@paritoshmeher-ij6gy
@paritoshmeher-ij6gy Жыл бұрын
Dear sir gudika gale khli education ra dukha katha
@pranatisamantaray144
@pranatisamantaray144 Жыл бұрын
Govt school teacher Mota tanka nei office re basi gharaku jibe patha kouthu padha heuchi
@jagannathprusty9949
@jagannathprusty9949 Жыл бұрын
Bhai tik college pilaku pacharantu se kichhi new patha kahibe
@dayanidhitandi590
@dayanidhitandi590 Жыл бұрын
Se thi pain kahe nabin chhadantu odisha banchantu
@benudharnaik5819
@benudharnaik5819 Жыл бұрын
Tame teaching chhadi sweeper kama Kara ..Tama pari keteta teacher mananka lagi sabu teacher gali khauchhanti...tamaku laja laguni
@ghanashamdhrua9135
@ghanashamdhrua9135 Жыл бұрын
Eythir jamedar Kia tume ni jhani khali dool pitucha sabu bigness
@khirodbehera5843
@khirodbehera5843 Жыл бұрын
Tame vari pandita
@karutudu
@karutudu Жыл бұрын
Sikhya mantri jindabad
@saratmanjaribehera6219
@saratmanjaribehera6219 Жыл бұрын
No.1 chief Minister
@routkiran1022
@routkiran1022 Жыл бұрын
Panakia 🙄
@jayantakhandual4651
@jayantakhandual4651 Жыл бұрын
Darama Kam kare deyantu
@chandanroychandan3142
@chandanroychandan3142 Жыл бұрын
ଶିକ୍ଷା ମନ୍ତ୍ରୀ ଟିକେ ନଜର ଦିଅ .
@bikashswain5716
@bikashswain5716 Жыл бұрын
🤣🤣🤣🤣
@mr.mathurihansdah
@mr.mathurihansdah Жыл бұрын
ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ସବୁ ଆଡ଼େ ସମାନ । ଶିକ୍ଷା ବିଭାଗ ବିଫଳ ।🤔🤔🤔🤔
Что-что Мурсдей говорит? 💭 #симбочка #симба #мурсдей
00:19
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
Что-что Мурсдей говорит? 💭 #симбочка #симба #мурсдей
00:19