ଟିମ୍ ପ୍ରସ୍ତୁତ, ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା | All set, Waiting for center's order | The Quiver News

  Рет қаралды 2,159

THE Quiver News

THE Quiver News

Күн бұрын

ମହାପ୍ରଭୁଙ୍କ ରଥ ଗଡ଼ିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତୁତି କରାଯାଉଛି। ସେହି ସମୟରେ ରତ୍ନଭଣ୍ଡାର ଖୋଲି ପ୍ରାଥମିକ ଯାଞ୍ଚ କରିବାକୁ ପ୍ରସ୍ତୁତି କରିସାରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା। ଶ୍ରୀମନ୍ଦିର ବୈଷୟିକ କମିଟି ଓ ରତ୍ନଭଣ୍ଡାର କମିଟି ବି ସେଥିରେ ସହମତ ରହିଛି। ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦ୍ୱନ୍ଦ ମୁକ୍ତ ହୋଇ ପାରୁ ନାହାନ୍ତି ମୋହନ ମାଝୀ ସରକାର। ଦିଲ୍ଲୀରୁ ଇଙ୍ଗିତ ଆସି ନାହିଁ। ତେଣୁ କାହାର ମୁହଁ ଖୋଲୁ ନାହିଁ। ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବାକୁ ଏଏସଆଇ କହିବା ପରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସେପରି କିଛି ନିଷ୍ପତ୍ତି ହୋଇ ନଥିବା କହିଥିଲେ। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ସରକାରୀ ଭାବେ କୌଣସି ନିଷ୍ପତ୍ତି ଘୋଷଣା କରାଯାଇ ନାହିଁ। ତଥାପି ରଥଯାତ୍ରା ସମୟରେ ଖୋଲିବାକୁ ଅଫିସରଙ୍କ ରିପୋର୍ଟକୁ ମୋହନ ସରକାର ଗ୍ରହଣ ବି କରି ସାରିଛନ୍ତି। କିନ୍ତୁ ଆଇନ ବିଭାଗ ଏପର୍ଯ୍ୟନ୍ତ ନିର୍ଦ୍ଦେଶ ଦେଇ ନାହିଁ। ଯାହାଦ୍ୱାରା ସବୁ ଅଟକି ରହିଛି।
#thequiver #odisha #rathyatra_2024 #ratnabhandar #odishabjp #mohanmajhi #odishanews #latestnews #latest_odia_news #odisha_news #puri #jayjagannath #jagannath_dham
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 3
@sureshdash8597
@sureshdash8597 3 ай бұрын
Mohan bhai cm kahi ki bjd karithiba neta tamil officernku suspend arest karunahanti
@TuniGouda-yh4wc
@TuniGouda-yh4wc 3 ай бұрын
Jay jagannath🙏🙏🙏🙏🙏
@basudebsenapati2181
@basudebsenapati2181 3 ай бұрын
Aeta gote bada katha nuhe
Офицер, я всё объясню
01:00
История одного вокалиста
Рет қаралды 5 МЛН
Running With Bigger And Bigger Lunchlys
00:18
MrBeast
Рет қаралды 120 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Офицер, я всё объясню
01:00
История одного вокалиста
Рет қаралды 5 МЛН