No video

Rath Yatra 2024 | Shree Jagannath Anubhuti | Pragyan | Alankar TV

  Рет қаралды 473,529

Alankar TV

Alankar TV

Күн бұрын

ଶ୍ରୀଜଗନ୍ନାଥ ଙ୍କ ଅନୁଭୂତି କହୁକହୁ ହସକୁରା ପ୍ରଜ୍ଞା କାନ୍ଦି କାନ୍ଦି ହେଲେ ବାଷ୍ପ ରୁଦ୍ଧ....
#alankartvfulljatra #jagannathanubhuti #comedypragyan #pragyan #jagannath #jagannathanubhuti #pragyanjagannathanubhuti #rathyatra2024 #shreejagannath #bahudayatra2024 #alankarTv #rathyatra #alankar #rathayatraspecial #puri #alankarrathyatra2024 #rathyatrajatralive #alankarrathajatralive #pragyanbycineartist #ollywoodstar
►SUBSCRIBE To #Alankar Channel For Entertainment Packed Shows, Latest Jatra, Latest Movies & Much More Entertaining Content
►Like us on Facebook
/ alankartv
►Follow us on Instagram
/ alankar_tv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...

Пікірлер: 1 200
@MadhusmitaP-s4m
@MadhusmitaP-s4m Ай бұрын
ପ୍ରଜ୍ଞା ତମ କଥା ଶୁଣି ଆଖିରୁ ଲୁହ ଆସିଗଲା.. ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରସା 🙏🙏🙏
@arsamal
@arsamal Ай бұрын
ପ୍ରଜ୍ଞା ତମେ ବହୁତ ଭାଗ୍ୟବାନ 🙏 ପ୍ରଭୁ ତୁମ ଜୀବନରେ ଅନେକ ଆନନ୍ଦ ଆଣି ଦିଅନ୍ତୁ
@smaritanayak8528
@smaritanayak8528 Ай бұрын
ସତରେ ମୁଁ କାଳିଆ ର ଅନୁଭୂତି ପ୍ରଜ୍ଞା ଭାଇଙ୍କ ମୁହଁରୁ ସୁଣିକି ନିଜକୁ ଧନ୍ୟ ମନେ କଲି, jay Jagannath 🙏🙏🙏🙏
@bijayakumarmaharana8330
@bijayakumarmaharana8330 Ай бұрын
ସତରେ ପ୍ରଜ୍ଞାଭାଇ ଆପଣଙ୍କ କଥାକୁ ଶୁଣି ଆଖିରେ ଲୁହ ଆସିଗଲା । ସେ ହଟକୁଟିଆର ସବୁଲିଳା ଆମେ ନିମିତ୍ତ ମାତ୍ର । ଜୟ ଜଗନ୍ନାଥ 🙏🙏🙏🙏
@chandankumarthatoi7584
@chandankumarthatoi7584 Ай бұрын
ସେ ସବୁ ଜଗନ୍ନାଥଙ୍କ ଇଚ୍ଛା, ପ୍ରଜ୍ଞା ଭାଈ ସବୁ ଭକ୍ତ ବୃନ୍ଦ ଙ୍କୁ କନ୍ଦେଇ ଦେଲ 🙏🏽🙏🏽🙏🏽 ଜୟ ଜଗନ୍ନାଥ 🙏🏽🙏🏽🙏🏽
@purnachandrapanda5044
@purnachandrapanda5044 Ай бұрын
Sata kahile😢... mahaprabhunka kathha suniba bi aneka bhagya ra kathha😢😢😢
@chandankumarthatoi7584
@chandankumarthatoi7584 Ай бұрын
@@purnachandrapanda5044 ଜୟ ଜଗନ୍ନାଥ
@user-xw7sq1bg1y
@user-xw7sq1bg1y Ай бұрын
Hi
@chandankumarthatoi7584
@chandankumarthatoi7584 Ай бұрын
@@user-xw7sq1bg1y ଜୟ ଜଗନ୍ନାଥ
@rameshthatoi1201
@rameshthatoi1201 Ай бұрын
Jay jagannat
@manojdalua1428
@manojdalua1428 Ай бұрын
ହେ ବଳିଆର ଭୂଜ କାଳିଆ ଠାକୁର, ଅନନ୍ତ ଅପୂର୍ବ ଲୀଳା ତୁମର। ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
@prativamamun_minivlog
@prativamamun_minivlog Ай бұрын
ମଣିମା ସବୁ ଆପଣଙ୍କ କୃପା। ସତରେ ପ୍ରଜ୍ଞା ଭାଇ ଆପଣଙ୍କୁ ମୁହଁରୁ ମହାପ୍ରଭୁଙ୍କର ଏତେ ସୁନ୍ଦର ଅନୁଭୂତି ଶୁଣି ଏତେ ଆନନ୍ଦ ଲାଗୁଚି। ଜୟ ଜଗନ୍ନାଥ 🙏🙌
@pabitranayak9893
@pabitranayak9893 Ай бұрын
ସବୁବେଳେ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରୁଥିବା ଲୋକଟି ଆଜି ନବଧା ଭାବ ଭକ୍ତି ଆଧ୍ୟାତ୍ମିକ ପ୍ରିତି ଅଭିମାନ ରେ କନ୍ଦାଇଦେଲେ। ଜୟ ଜଗନ୍ନାଥ। ସତରେ ପ୍ରଜ୍ଞା ଭାଇ ବହୁତ ଭଲ ମଣିଷ ଟିଏ।
@BabasBhojan
@BabasBhojan Ай бұрын
ପ୍ରଜ୍ଞା ବାବୁ ଆଜି ତୁମର ଭକ୍ତି ଆଉ ଅନୁଭୂତି ମୋତେ କନ୍ଦେଇ ଦେଲା, ଜୟ ଜଗନ୍ନାଥ
@prabhatnalinipattnaik245
@prabhatnalinipattnaik245 Ай бұрын
Jaya jagnnath
@ChandanRoul-bh3bm
@ChandanRoul-bh3bm Ай бұрын
ସତରେ ପ୍ରଜ୍ଞା ଭାଇ ତୁମେ ଜଣେ ସରଳ ହୃଦୟ ଲୋକ,ଜଗନ୍ନାଥ ହେଉଛନ୍ତି ଭାବର ଠାକୁର,
@malayaranidash9599
@malayaranidash9599 Ай бұрын
🎉
@DollyBehera-uy9ki
@DollyBehera-uy9ki Ай бұрын
ପ୍ରଜ୍ଞା ଭାଈ ପରି ଭଲ ମଣିଷ ଟେ ମିଳିବା ବହୁତ୍ କଷ୍ଟ
@mathurakanhar9754
@mathurakanhar9754 Ай бұрын
ସତରେ ପ୍ରଜ୍ଞା ଭାଇ ତୁମ ଅନୁଭୁତି ସତରେ ରୋମାଞ୍ଚକ ଭାବ ବି ନଦିଆ ଠାକୁର କାହାକୁ କେତେବେଳେ କିଭଳି ସାହାଯ୍ୟ କରିଥାନ୍ତି ତାହା ତ ତାଙ୍କୁ ହିଁ ଜଣା ଆଉ ଆଜି ଆପଣଙ୍କ ଏହି ଭିଡ଼ିଓ ଦେଖି ସତରେ ମୋତେ ବି ବହୁତ ଇମସ୍ନାଲ୍ ଲାଗିଲା | ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ମୁଁ କନ୍ଧମାଳ ରୁ ଏ ବାର୍ତ୍ତା ଲେଖିଛି । ଭାଇ
@mabhayakumar
@mabhayakumar Ай бұрын
ଭାଇ ମୋ ପ୍ରଭୁ ଜଗନ୍ନାଥ ସେ ଭକ୍ତ ଭାବରେ ବନ୍ଧା।ଯିଏ ଯେମିତି ତାଙ୍କୁ ଡାକିଛି ତାକୁ ସେ ସେମିତି ଦେଖା ଦେଇଛନ୍ତି।ତମ କଥା ହୃଦୟକୁ ଛୁଇଁ ଗଲା।।ଜୟ ଜଗନ୍ନାଥ 🙏
@RAMAKANTAMOHARANA45
@RAMAKANTAMOHARANA45 Ай бұрын
କଳୀ ଯୁଗ ର ଜୀବନ୍ତ ଠାକୁର ଆମ ଜଗନ୍ନାଥ ଆମେ ଓଡ଼ିଆ ଆମ ଠାକୁର କାଳିଆ ଜୟ ଜଗନ୍ନାଥ
@rasmitabehera3293
@rasmitabehera3293 Ай бұрын
Deha stita kanta maruchi vhieee apanaka katha sunibaru jay jaganntha
@hiteshmeher
@hiteshmeher Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@rojalinsantoshmoharana3308
@rojalinsantoshmoharana3308 Ай бұрын
ସତରେ ପ୍ରଜ୍ଞା ବହୁତ୍ ସୁନ୍ଦର ଅନୁଭୂତି,ଅତି ଉଚ୍ଚ କୋଟିର,ହୃଦୟକୁ ଛୁଇଁ ଗଲା
@Shripatitapabana
@Shripatitapabana Ай бұрын
ଆମ ମହାପ୍ରଭୁ ପରି କିଏ ହେବ, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🥺🥺🙏🙏🙏
@PravasChandraRout
@PravasChandraRout Ай бұрын
ବାଃ ବାଃ ରେ କାଳିଆ ଭକ୍ତ ଶହେ ସଲାମ ଆପଣଙ୍କୁ Jai jagannath 🙏🙏🙏❤️❤️🙏
@pravaskandi6744
@pravaskandi6744 Ай бұрын
ମୋ ପ୍ରଭୁ ସେ ଜୀବନ୍ତ ଠାକୁର। ଧନ୍ୟ ପ୍ରଭୁ ତୁମେ ଜଗନ୍ନାଥ ❤🙏🙏🙏
@queenjashmeenlifestyle1215
@queenjashmeenlifestyle1215 Ай бұрын
ପ୍ରଜ୍ଞା ଭାଇ ମୁଁ ଆପଣଙ୍କ ଭିଡିଓ ଛୋଟରୁ ଦେଖୁଛି ସବୁବେଳେ ହସାନ୍ତି କିନ୍ତୁ ଆଜି କନ୍ଦେଇ ଦେଲେ 😢 ଆପଣଙ୍କ ମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଶୁଣି ଶୁଣି ଭିଡିଓ ଟା କେତେବେଳେ ସରିଗଲା ମୁଁ ଜାଣି ପାରିଲିନି 😢😢 😢😢😢😢ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🏻🙏🏻🙏🏻
@misramallick3350
@misramallick3350 Ай бұрын
ଜୟ ଜଗନ୍ନାଥ 🙏🙏🙏 ମନୁଆ ଠାକୁର ପ୍ରଭୁ ଜଗନ୍ନାଥ 🙏🙏🙏ହେ ମହାବାହୁ 🙏🙏🙏🙏🙏🙏🙏
@lipakbehera1453
@lipakbehera1453 Ай бұрын
ପ୍ରଥମ ଥର ପ୍ରଜ୍ଞା ଭାଇ ର କଥା ରେ କାନ୍ଦ ଲାଗିଲା ଜଗନ୍ନାଥ ତୁମକୁ ସବୁବେଳେ ଏମିତି ଖୁସି ରେ ରଖିଥାନ୍ତୁ ତୁମେ ଏମିତି ଲୋକ ମାନଙ୍କୁ ହସାଉ ଥାଅ ଜୟ ଜଗନ୍ନାଥ
@ashokkumarsahoo4501
@ashokkumarsahoo4501 Ай бұрын
ଜୟ ଜଗନ୍ନାଥ
@soudaminimallick2064
@soudaminimallick2064 Ай бұрын
🙏🙏🙏Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Thanks alot both of you🙏🙏🙏🙏🙏Dhanya tume pragyan bhai 🙏🙏🙏🙏🙏🙏🙏🙏🙏🙏Koti Koti pranam amit bhakta nku🙏🙏🙏🙏🙏
@Terunodiavlogs
@Terunodiavlogs Ай бұрын
ବହୁତ ବହୁତ ଭଲ ଲାଗିଲା ଆପଣଙ୍କର ଏହି ଭିଡିଓ ଟି ବହୁତ ହୃଦୟସ୍ପର୍ଶି ହୋଇଛି !! ଜୟ ଜଗନ୍ନାଥ ⭕‼️⭕
@radhadas7701
@radhadas7701 Ай бұрын
👏🏼ଜୟ ହୋ ମହାପ୍ରଭୁ ସତରେ କେତେବେଳେ କାହାକୁ କେମିତି କୃପା କର ଏଇ ଅନୁଭୂତି ରୁ ସ୍ପଷ୍ଟ
@akashmallik9838
@akashmallik9838 Ай бұрын
ବୋହୁତ ଭଲ ତୁମ ଜୀବନୀ କଥା ଆଉ ଆମକୁ କୁ କନ୍ଦାଇ ଦେଲ , ହେଲେ ବୋହୁତ ଆନନ୍ଦ..... ଜୟ ଜଗନ୍ନାଥ 🙏🙏🙏
@smaritanayak8528
@smaritanayak8528 Ай бұрын
କନ୍ଦେଇ ଦେଲା ତମେ ପ୍ରଜ୍ଞା ଭାଇ😭😭😭😭
@MNDIGITALSARAKANA
@MNDIGITALSARAKANA Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ ଭକ୍ତି ର ଠାକୁର ସିଏ 🙏🙏🙏
@bibhudattatripathy3400
@bibhudattatripathy3400 Ай бұрын
Thank you PRANGYAN BABU.,....I hope Lord Jagannath & Gananath BlessTo U&All.....
@niranjanswain3328
@niranjanswain3328 Ай бұрын
ଭାଇ ପ୍ରକୁତରେ ତମ କଥା ଶୁଣି କାନ୍ଦ ଲାଗିଲା 🙏🏽🙏🏽🙏🏽ଜୟ ଜଗନ୍ନାଥ
@AdvNiharika
@AdvNiharika Ай бұрын
Jai shree Jagannath 🙏😢 Ki sundor leela.🙏
@bipinamallik2803
@bipinamallik2803 Ай бұрын
Jaya Sree Jagannatha Jaya Ajira Ehi Pupi Bhai, Prangya Babunka Sakhyatkara Bahuta Khusi, Bahuta Bhala Lagila, Hari Hara Prabhunka Dui Bhakta
@shashikant-tw3uk
@shashikant-tw3uk 29 күн бұрын
ପ୍ରଙ୍ଗ୍ୟା ବାବୁଙ୍କ ର ମହାପ୍ରଭୁ ଏମିତି ଭକ୍ତିଭାବ ଆଉ ମହାପ୍ରଭୁ ଙ୍କର ତାଙ୍କ ପ୍ରତି ଏମିତି ଭାବ ସୁଣିଲା ପରେ ସତରେ ମୋ ଆଖିରୁ ଲୁହ ଆସିଗଲା! ଜୟ ଜଗନ୍ନାଥ
@biranchinarayanpradhan846
@biranchinarayanpradhan846 Ай бұрын
Bhai satare tama anubhuti sunu sunu akhire luha asijauchhi dhany tuma bhaba bhakti jay jagannath
@riyanshi9666
@riyanshi9666 Ай бұрын
Bahut badiya jay Jagannath
@bijendramahapatra8395
@bijendramahapatra8395 Ай бұрын
Jay Jagannath ❤
@pratimabehera7150
@pratimabehera7150 Ай бұрын
ବହୁତ ଭଲ ଲାଗିଲା। ତୁମ ଜୀବନ ଧନ୍ୟ ପ୍ରଜ୍ଞାନ୍।
@user-zw9qu7fp2m
@user-zw9qu7fp2m Ай бұрын
ପ୍ରଜ୍ଞା ଭାଇ ଧନ୍ୟ ତୁମେ ହୃଦୟ ବିଦାରକ କାହାଣୀ ଜୟ ଜଗନ୍ନାଥ
@rajkumaridevi7450
@rajkumaridevi7450 Ай бұрын
Prangya bhai.satare.a Anubhuti suniki mo akhire luha bharigala.jay jagannath.jay jagannath.jay jagannath.
@DebashishNayakofficial
@DebashishNayakofficial Ай бұрын
ହେ ମହାପ୍ରଭୁ ତୁମ ଲୀଳା ସତରେ ଅତୁଳ ନିୟ, ସତରେ ପ୍ରଭୁ ଏ କଥା ଶୁଣି ଆଖିରୁ ଲୁହ ସମ୍ଭାଳି ହଉନି, ଜୟ ଜଗନ୍ନାଥ 🙏🙏🙏🙏 ଆପଣଙ୍କ ପାଦ ପଦ୍ମରେ ସତବାର ପ୍ରଣାମ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏,
@rudra_editz_2.0U
@rudra_editz_2.0U Ай бұрын
16:20 second ra video kintu bahut kichi feel Hela au bahut kichi sikhibaku milila Jay jaganath ❤️ 🥹
@classeswithgolekha9766
@classeswithgolekha9766 Ай бұрын
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ❤
@CrazzzyContents
@CrazzzyContents Ай бұрын
King of comedy pragyan bhai. May lord jagganath keep blessings you
@bnmohanty2553
@bnmohanty2553 Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏 ସବୁ ସେହି ପ୍ରଭୁଙ୍କ କୃପା ଜୟ ଜଗନ୍ନାଥ 🙏🙏🙏
@Dudulu-x9m
@Dudulu-x9m Ай бұрын
ଅଭିସ୍ମରଣୀୟ ପ୍ରଭୁ ତୁମ୍ଭ ଲୀଳା ଅପାର 🙏🙏 ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ 🙏
@Prabir44
@Prabir44 Ай бұрын
Jay Jagannath 🙏🙏🙏🙏❤️
@surendrabarad5260
@surendrabarad5260 Ай бұрын
ଜୟଶ୍ରୀ ଜଗନ୍ନାଥ ଅପାର କରୁଣା ମିଳୁ ହାସ୍ୟ ରାଜ🙏🙏🛕💐💐
@Udaya75Express
@Udaya75Express 18 күн бұрын
ମୋ ଜୀବନରେ ବି ସେମିତି କିଛି ହେଇଛି .....ସବୁ ସେଇ ଜଗାର ମାୟା..... ଜୟ ଜଗନ୍ନାଥ ⭕‼️⭕
@santoshsahoo3158
@santoshsahoo3158 Ай бұрын
Jay jagannath Swami🙏❤️
@Adityafoodandvlogs
@Adityafoodandvlogs Ай бұрын
Joy jagannath ❤❤❤❤he prabhu tamar ki lila ❤hrudaychhuan anubhuti
@lakuluckyvlogs
@lakuluckyvlogs Ай бұрын
Jai jagannath Swami Nayan path gami bhaba tume 🙏😥
@rameshswain798
@rameshswain798 23 күн бұрын
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ବିଶ୍ଵ ବିହାରୀ ଜୟ ଜଗନ୍ନାଥ ସ୍ଵାମୀ କି ଜୟ
@nishikantapal6930
@nishikantapal6930 23 сағат бұрын
ଅତି ସୁନ୍ଦର ଅନୁଭୂତି, ତାଙ୍କ ପ୍ରେମରେ ଯିଏ ପଡିଛି ସିଏ ଜାଣିଛି ❤❤❤❤❤❤❤
@tapaswinidash6204
@tapaswinidash6204 Ай бұрын
ବହୁତ ସୁନ୍ଦର କଥା, ପ୍ରଜ୍ଞା ଭାଇ,ଆଖିରେ ଲୁହ ଆସିଗଲା 😭🙏
@jayjagannathdhara6487
@jayjagannathdhara6487 Ай бұрын
ଜୟ ଜୟ ଜଗନ୍ନାଥ..ଜୟ ଜୟ ଜଗନ୍ନାଥ..ଜୟ ଜୟ ଜଗନ୍ନାଥ...ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
@laxmipriyaratha123
@laxmipriyaratha123 23 күн бұрын
🙏🙏ଜୟ ଜଗନ୍ନାଥ I ହୃଦୟସ୍ପର୍ଶୀ ଅନୁଭୂତି I
@dhanapatigoudagouda9864
@dhanapatigoudagouda9864 Ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ପ୍ରଜ୍ଞା ଭାଇନା କନ୍ଦେଇ ଦେଲ 😢😢❤❤❤
@Tukunu7248
@Tukunu7248 Ай бұрын
Pragyan bhai , you are true devote of Lord Jagannath, Mora vi akhi chala chala hoi jauchi. Jai Jagannath
@malayaranidash9599
@malayaranidash9599 Ай бұрын
🎉
@devbinivlogs7030
@devbinivlogs7030 Ай бұрын
Jay jagannath Swami
@lokanathsahoo9934
@lokanathsahoo9934 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଇଛା ତମ ପାଦ ପଦ୍ମ ତଳେ ସତ କୋଟି ପ୍ରଣାମ 🙏🙏🙏
@gaganbiharisethi7996
@gaganbiharisethi7996 Ай бұрын
ଚିରନ୍ତନ ସତ୍ୟ ବିଶ୍ଵବିଖ୍ୟାତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ବାସ୍ତବରେ ହୃଦୟ ଛୁଆଁ ଧନ୍ୟ ପ୍ରଜ୍ଞା ବାବୁ ଧନ୍ୟ ପ୍ରଭୂ ଜଗନ୍ନାଥ
@godabarimangaraj5027
@godabarimangaraj5027 Ай бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐
@ChirnjibSahoo
@ChirnjibSahoo Ай бұрын
କଣ ଯେ ପ୍ରଜ୍ଞା ଭାଇ ସବୁବେଳେ ତମକୁ ଦେଖି ହସୁଥିବା ଲୋକମାନଙ୍କୁ ଆଜି କନ୍ଦେଇଦେଲ।😢#ବହୁତ ସୁନ୍ଦର ଅନୁଭୂତି ସେ କାଳିଆ ସାଆନ୍ତ ଙ୍କ ସହ।
@jayaram6672
@jayaram6672 Ай бұрын
ଯାହା ହୋଉ ପ୍ରଜ୍ଞା ଭାଇ ପ୍ରଭୁଙ୍କର ଲୀଳା ଶୁଣିକି ରୁମ ଟାଙ୍କୁରୀ ଉଠି ପଡିଲା ମୋ ମନ ମୋ ହୃଦୟ କୁ ଛୁଁଇ ଗଲା ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ଜୟ ଜଗନ୍ନାଥ 🙏
@sagarikanayak7339
@sagarikanayak7339 Ай бұрын
Really a humble and devotion person. May God bless you with lots of happiness, prosperity, success and good health 🙏
@sudhiraswain5375
@sudhiraswain5375 Ай бұрын
🚩🌺🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🌺🚩
@manjulatasahu5082
@manjulatasahu5082 Ай бұрын
ଜୟ ଜଗନ୍ନାଥ 🙏🙏🙏🙏🌹🌹🌹
@teachervloggerjunoon5867
@teachervloggerjunoon5867 Ай бұрын
🙏🏻
@bijaykumarsahoo7918
@bijaykumarsahoo7918 Ай бұрын
Very Nice Presentation, Jay Sri Jagannath Bless you 🎉.
@ashokrout1903
@ashokrout1903 Ай бұрын
Sabu sei Jagannath nk ichha.jay Jagannath
@SantoshMoharana-d4y
@SantoshMoharana-d4y Ай бұрын
Jay Jagannath
@ffgameadi9374
@ffgameadi9374 Ай бұрын
Jay jagannath
@geetanjalimajhi1940
@geetanjalimajhi1940 Ай бұрын
Jai jagannath pragyan Bhai aapanka bhaba suni aakhiru luha asigala,aapananku dhanyavad deba pain sabda nahi.....lord Jagannath bless you 🙏🙏
@krishnachandrasabar4771
@krishnachandrasabar4771 10 күн бұрын
ଜଗନ୍ନାଥ ଭକ୍ତଙ୍କ୍ ଭାଗବାନ ସେ ଚାହିଁଲେ ସବୁ ସବୁକିଛି ସମ୍ଭବ ହୋଇପାରିବ ତୁମେ ହିଁ ସେହି ଭାକ୍ତ ଭାଗବାନ ତୁମର ମନ କିଣି ପରିଛନ୍ତି ବା ବା ରେ ଜଗା ଜୟ ଜଗନ୍ନାଥ,
@jppgamingyt1715
@jppgamingyt1715 Ай бұрын
Jay Jagannath ⭕‼️⭕🚩🚩🚩🙏🙏🙏🙏
@villagevlogsbikashnayak3077
@villagevlogsbikashnayak3077 Ай бұрын
ଜୟ ଜଗନ୍ନାଥ
@nbasudevofficial6520
@nbasudevofficial6520 Ай бұрын
❤❤❤🙏🙏🙏ଜୟ ଜଗନ୍ନାଥ🙏🙏🙏❤❤❤
@saumyashreelenka1110
@saumyashreelenka1110 Ай бұрын
You are a beautiful soul prajna bhai.. After hearing this i got goosebumps n teary eyed.. I wish may lord Jagannath fulfill all your dreams❤
@jaladharbehera5572
@jaladharbehera5572 Ай бұрын
Ananda.koti.pranam
@PradeepSethi-tk7xd
@PradeepSethi-tk7xd Ай бұрын
Jay Jagannath Swami nayan patha gami 🙏🙏🙏🙏 bhaba tume
@ranjanswain9176
@ranjanswain9176 Ай бұрын
Waha...so super Jay Jagannath
@sarmisthaswain2347
@sarmisthaswain2347 Ай бұрын
Jai jagannath ❤ prangya vi nmskar tume bhut aagku jja
@9xm50
@9xm50 Ай бұрын
❤Lot Of Love From PuriDham 🚩⭕❗⭕🚩🛕🔔🙇🙏
@liladulalipradahan3002
@liladulalipradahan3002 Ай бұрын
Joy. Jagannath
@pabitraojha4397
@pabitraojha4397 Ай бұрын
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏
@sambitrout6172
@sambitrout6172 27 күн бұрын
🙏Jay Shri Jagannatha🙌 🙏Satare bahuta niara anubhuti Prangya Bhai... Video tiku dekhiki akhiru luha asigola... Ama Mahaprabhu bahuta krupalu...
@SibaShankarSahoo-ro5jz
@SibaShankarSahoo-ro5jz Ай бұрын
Jay jagnnath
@user-nl2rr2ur9q
@user-nl2rr2ur9q Ай бұрын
Jay jaganatha
@somanathamaharana6412
@somanathamaharana6412 Ай бұрын
ପ୍ରଜ୍ଞା ଭାଇ ବହୁତ ଧନ୍ୟବାଦ ଆପଣଙ୍କୁ ଜୟ ଜଗନ୍ନାଥ ଆହୁରି ଆଗକୁ ଯାଆନ୍ତୁ ଆଉ ଏମିତି ଆମ ମାନଙ୍କୁ ହସନ୍ତୁ ଭଲରେ ରୁହନ୍ତୁ
@pradeepbaliyarsingh3323
@pradeepbaliyarsingh3323 Ай бұрын
Jai Jagannath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏
@user-lf2ti2vq8t
@user-lf2ti2vq8t Ай бұрын
ହେ କାଳିଆ ସାଆନ୍ତେ କୋଟି କୋଟି ପ୍ରଣାମ
@suryamanisahoo7944
@suryamanisahoo7944 Ай бұрын
Jay jagannath swami nayan patha gami vaba tume 🙏
@gopalmohanty6763
@gopalmohanty6763 Ай бұрын
Mote bahut khusi lagila aau kanda bi lagila.. tuma tharu bada bhagya aau kaha ra nathiba bhai prabhu kn krupa drusti tume paicha. Tanka aasirbad tuma pakhare achhi mane tume bahut bhagyaban. Tumaku sat sat naman 🙏🙏🙏
@jaladharbehera5572
@jaladharbehera5572 Ай бұрын
Mo.jagannath.kn.nakaranti
@maminasahoo943
@maminasahoo943 22 күн бұрын
Jay jagannath 🙏
@swarnalatadas3572
@swarnalatadas3572 23 күн бұрын
Jay Jagannath.May Lord Jagannath bless you Pragyan.❤
@pranabtripathy4899
@pranabtripathy4899 Ай бұрын
He Prabhu tuma lila tume hi jana.... Jay Jagannath
@santoshmuduli9498
@santoshmuduli9498 Ай бұрын
Jay Jagannath swami prabhu nayan patha gami bhaba tume
@kapileswarnaik7114
@kapileswarnaik7114 Ай бұрын
ହେ ପ୍ରଭୁ ଜଗନ୍ନାଥ 💐👏ମୋହlବାହୁ👏👏
@saritaswain1915
@saritaswain1915 Ай бұрын
Bhai...Chamtkara Anubhutii...god blsd uu always...
@anukampa2176
@anukampa2176 3 күн бұрын
ଭକ୍ତର ଭଗବାନ ସିଏ। ଭକ୍ତର ଭାବରେ ବନ୍ଧା। ବିଶ୍ୱାସ ମୂଳରେ ସବୁ। ସେ ସଦା ପାଖେ ପାଖେ ହିଁ ଥାଆନ୍ତି, ଜୟ ଜଗନ୍ନାଥ।
@prasantarout4113
@prasantarout4113 Ай бұрын
ଜୟ ଜଗନ୍ନାଥ ସ୍ବାମୀ ପ୍ରଭୁ ତମର ଅପାର କରୁଣା ତୁମ ବିନା ଏ ଜଗତେ ନାହିଁ କିଛି
Whoa
01:00
Justin Flom
Рет қаралды 45 МЛН
PEDRO PEDRO INSIDEOUT
00:10
MOOMOO STUDIO [무무 스튜디오]
Рет қаралды 18 МЛН
Мы сделали гигантские сухарики!  #большаяеда
00:44
طردت النملة من المنزل😡 ماذا فعل؟🥲
00:25
Cool Tool SHORTS Arabic
Рет қаралды 23 МЛН
Pragyan new comedy
13:12
SUSANTA KUMAR SAHOO
Рет қаралды 1,4 МЛН
Whoa
01:00
Justin Flom
Рет қаралды 45 МЛН