ଇତିଙ୍କ ଆଳାପ: ଡ଼ ଇତିରାଣୀ ସାମନ୍ତଙ୍କ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର || Itinka Alapa

  Рет қаралды 1,838,473

Kalinga TV

Kalinga TV

2 жыл бұрын

This episode was shoot on 28th may 2019 at Jharkhand when Honourable president of India Smt. Droupadi Murmu served as Honourable Governor of Jharkhand.
Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#DroupadiMurmu #ItiRaniSamanta #KalingaTV

Пікірлер: 996
@naturelovermisssuna2754
@naturelovermisssuna2754 2 жыл бұрын
ଆପଣଙ୍କ ପିଲା ଦିନ ଜୀବନ କାହାଣୀ ଶୁଣି ବହୁତ୍ ଦୁଃଖ ଲାଗିଲା 😐 ଆପଣଙ୍କ ସଙ୍ଘର୍ଷ ପାଇଁ ଆଜି ଆପଣ ଏତେ ବଡ଼ ସ୍ଥାନ ରେ ପହଞ୍ଚି ପାରିଛନ୍ତି ଏଥିପାଇଁ ବହୁତ୍ ଖୁସି ଲାଗୁଛି😊🙏🙏🙏🥰
@rasmitajena8275
@rasmitajena8275 2 жыл бұрын
ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆପଣଙ୍କୁ ନେଇ ଗର୍ବ କରିବା ଉଚିତ ଜଣେ ରାଷ୍ଟ୍ରପତି ହୋଇକି ବି ଆପଣଙ୍କ କଥାରେ କେତେ ସହନଶୀଳତା ବାରି ହୋଇପଡୁଛି 🙏🙏🙏
@adumallick2027
@adumallick2027 2 жыл бұрын
ଚିର ସ୍ମରଣୀୟ କଥୋପକଥନ ପାଇଁ ଦୁହିଁଙ୍କୁ ଧନ୍ଯବାଦ
@manasiranjita
@manasiranjita Жыл бұрын
ଆପଣଙ୍କ ପ୍ରତି କଥା ପ୍ରତଟି ଶବ୍ଦ ହୃଦୟ ସ୍ପର୍ଶୀ ଶିକ୍ଷଣୀୟ ।🙏
@prasadmajhi6465
@prasadmajhi6465 2 жыл бұрын
🌅 ଜୟ ଜଗନ୍ନାଥ, ଜୟ ମାଁ ମୁର୍ମୁ, ବନ୍ଦେ ମାତାରାମ, ବନ୍ଦେ ଉତ୍କଳ ଜନନୀ 🇮🇳
@MULNIVASIKRANTI
@MULNIVASIKRANTI 2 жыл бұрын
ଜଗନ୍ନାଥ ମନ୍ଦିର ଗୋଟିଏ ବୁଦ୍ଧଙ୍କ ମନ୍ଦିର।କିଏ କବଜା କରିଛି।
@shibarambehera6551
@shibarambehera6551 2 жыл бұрын
ସତରେ ମଣିଷ ପରି ମଣିଷ ଟିଏ 🙏interview ଦେଖି ଖୁସି ଲାଗିଲା
@ramya6301
@ramya6301 2 жыл бұрын
Which language is this?
@shibarambehera6551
@shibarambehera6551 2 жыл бұрын
@@ramya6301 This is Odisha N the language is Odia
@ramya6301
@ramya6301 2 жыл бұрын
@@shibarambehera6551 oh thank u
@shibarambehera6551
@shibarambehera6551 2 жыл бұрын
@@ramya6301 WC
@sanjaysamal2019
@sanjaysamal2019 2 жыл бұрын
ଆମେ ରାଷ୍ଟ୍ରପତି ରୂପେ ଦେଖିବାକୁ ଚାହୁଁଚୁ ଆମ ଓଡ଼ିଶା ର ବଡ ଗର୍ବ ରହିବ
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@banditapriyadarsanipradhan838
@banditapriyadarsanipradhan838 2 жыл бұрын
ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି Maa🙏🏻🥰!!!
@anilkumarsamal559
@anilkumarsamal559 2 жыл бұрын
Hii
@anilkumarsamal559
@anilkumarsamal559 2 жыл бұрын
Bhalki mam
@preetisudha514
@preetisudha514 2 жыл бұрын
Dunia ra sabu dukha Draupadi Ma'am nka bhagyare 😥😥😥.....U r really very strong Ma'am 🙏🙏🙏
@santoshsabar5051
@santoshsabar5051 2 жыл бұрын
ଅଶେଷ ଅଶେଷ ଧନ୍ୟବାଦ ଶ୍ରୀ ମତୀ ମୁର୍ମୁ ଆମେ ଏହି ଦ୍ରୋପତି ମୁର୍ମୁ ଙ୍କୁ ରାଷ୍ଟପତି ଆସନରେ ଦେଖିବାକୁ ଛାଁହୁଛୁ
@budhurammajhi1710
@budhurammajhi1710 2 жыл бұрын
Yes
@terenaam731
@terenaam731 2 жыл бұрын
Already she win ❤
@bijayakumarjena4874
@bijayakumarjena4874 2 жыл бұрын
You are right 👍 All the best
@surendrabeherasura5995
@surendrabeherasura5995 2 жыл бұрын
Madam so great
@khushbusahoo9963
@khushbusahoo9963 Жыл бұрын
Yes
@ashutoshsahu6065
@ashutoshsahu6065 2 жыл бұрын
ଆପଣଙ୍କ ଠାରୁ ବହୁତ କିଛି ଶିକ୍ଷା ପାଇଲୁ। ଜୀବନ ସଂଘର୍ଷ ମୟ।ସୁଖ ଦୁଃଖ ସବୁକିଛି ଆମପାଇଁ। we have to face for every time and all time. Our heartly salute to you both.,🙏🙏🙏
@pratimamama3386
@pratimamama3386 Жыл бұрын
ସତରେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରେରଣା ଏ ନାରୀ ସମାଜକୁ ପ୍ରଭାବିତ କରୁ, ଆପଣଙ୍କ ଅଭିପ୍ରେରଣ ଏ ସମାଜର ଆଗ୍ରଗତିରେ ସହାୟତା ହେଉ 🙏ଆପଣଂକୁ ହୃଦୟରୁ ମୋର ପ୍ରଣାମ 🙏
@anitamohanty5119
@anitamohanty5119 Жыл бұрын
ହୃଦୟରୁ ଧନ୍ୟବାଦ ଜଣାଉଛି
@dandapanisahoo1547
@dandapanisahoo1547 2 жыл бұрын
ଏହି ସାକ୍ଷାତକାର ରୁ ବହୁତ କିଛି ଶିଖିବାକୁ ପାଇଲି। ଆଗାମୀ ଦିନର ରାଷ୍ଟ୍ରପତି madam Draupadi Murmu ଓ ଇତିଶ୍ରୀ ସାମନ୍ତରାୟଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ଜୟ ହିନ୍ଦ୍।
@gutumajhi4403
@gutumajhi4403 2 жыл бұрын
Gutumajho
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@supravasahoo9639
@supravasahoo9639 2 жыл бұрын
. X . Z A X
@sukadev2515
@sukadev2515 Жыл бұрын
Drupadi murmu ଭାରତର ମାତା ତଙ୍କୋପରୁ ଭଉତୁ। କିଛି ଶିଖିବାର ଆବଶ୍ୟକତା ଅଛି ଜୟ ଭାରତ ମାତା
@sushantkumasutar8664
@sushantkumasutar8664 Жыл бұрын
Thanks mam your Explanation
@npearthpro311
@npearthpro311 2 жыл бұрын
ଏହା ସତ୍ଯ ଜୀବନ ରେ ଅନେକ ପଢାବ ଅତିକ୍ରମ କରିଛି। କିନ୍ତୁ ତାହାର ମୂଲ୍ଯ ବୁଦ୍ଧ ଏବେ ବଝୁଛି।
@sudarshansahu3073
@sudarshansahu3073 Жыл бұрын
ହୃଦୟରୁ ଧନ୍ୟବାଦ ଜଣାଉଛି ନମସ୍ତେ
@guruprasad5307
@guruprasad5307 2 жыл бұрын
ଅତି ସୁନ୍ଦର ଓ ସରଳ ଚରିତ୍ର,ସୁମଧୁର ଏବଂ ମାର୍ଜିତ ଭାଷା ଅଶେଷ ଅଶେଷ ଲୋକ ଙ୍କର ଭଲ ପାଇବା ଆଉ ରାଷ୍ଟ୍ରପତି ହେବା ପାଇଁ କଣ ଦରକାର! 👏🏻👏🏻
@seenudehari5519
@seenudehari5519 2 жыл бұрын
ମା ଜୂହାର 🙏🙏
@Sunilfixofficial26
@Sunilfixofficial26 5 ай бұрын
ଜହାର 🙏 ଗେ ସାନାମ୍ ଦର୍ଶକ ବନ୍ଧୁଗଣ ap logo ko mere orse swagat hai
@sasmitaputi5497
@sasmitaputi5497 2 жыл бұрын
Aaji mun bahut khusi o garbita draupadi mam nka paain. Se aama samasta nka paain example saajichhanti. Personally mun DRAUPADI mam nkara follower. Mam aapananku mun salute karuchi, jay ODISHA .jay BHARAT 🙏
@asishmohapatra1326
@asishmohapatra1326 2 жыл бұрын
Hon'ble draupadi mam, my salute to you and your struggle life 🙏
@babunimohapatra1851
@babunimohapatra1851 Жыл бұрын
ପିଲା ଦିନ କଥା ମନେ ପଡିଯାଉଛି,, thanks ମୁର୍ମୁ ଦେବୀ
@Ramen-zt7zf
@Ramen-zt7zf 2 ай бұрын
ଦ୍ରୋପଦି ମୁର୍ମୁଙ୍କ ସାକ୍ଷାତକାର ଟି ବହୁତ ପ୍ରେରଣା ଦେଇ ହୋଇଛି ଏଣୁ ଧନ୍ୟବାଦ
@pradeeppattnayak.1894
@pradeeppattnayak.1894 2 жыл бұрын
ଏକକୁ ଆରେକ ବଳି, ଏହି ପ୍ରକାର ନାରୀମାନଙ୍କୁ ନେଇ ଜାତି ଗର୍ବିତ!ଦେଶ ଗର୍ବିତ!!ଶ୍ରୀମତୀ ଦ୍ରୌପଦୀ ମୁର୍ମଙ୍କୁ ଆମ ଦେଶ ରାଷ୍ଟ୍ରପତି ଭାବରେ ଦେଖିବା ଅପେକ୍ଷାରେ । ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।ହରିଓମ୍ ଶାନ୍ତିଃ। ଡ଼କ୍ଟର ପ୍ରଦୀପ କୁମାର ପଟ୍ଟନାୟକ।
@sonymishra4524
@sonymishra4524 2 жыл бұрын
ମାଁ ଆପଣଙ୍କ ଠୁ ଆମମାନଙ୍କୁ ବହୁତ କିଛି ଶିଖିବା ଅଛି। 🙏🏻❤️🙏🏻
@saratsahu7393
@saratsahu7393 2 жыл бұрын
J
@surekhapradhan8066
@surekhapradhan8066 Жыл бұрын
😊😊
@abhimanyusahu3795
@abhimanyusahu3795 2 жыл бұрын
ମୁରୁମ ଆମ ଓଡିଶା ଧନ୍ୟ କରି ବହୁତ ଭଲ କର୍ଚ୍ଚନ୍ତି ଧନ୍ୟ ତୁମ ଜୀବନ ଓଡିଶା ଗର୍ବ ଅନୁଭବ କରୁଚୁ
@abinash5914
@abinash5914 Жыл бұрын
ଆପଣଙ୍କୁ ମୋର କୋଟି କୋଟି ଜୁହାର ....🙏🙏🙏
@rebatikunja7866
@rebatikunja7866 2 жыл бұрын
ଆମେ ବହୁତ ଖୁସି ଯେ ଆମ ଓଡ଼ିଶା ରୁ ଆମ ଆଦିବାସୀ ସଂପ୍ରଦାୟ ଆଗକୁ ବଢ଼ିବାରେ ଧନ୍ୟବାଦ ଅର୍ପଣ କରୁଛି.
@meera1953
@meera1953 Жыл бұрын
The interview is a real example of honesty and simplicity of a woman , who is now the head of our country .My great respect to the great odia lady , our President .
@soumendrabiswal4578
@soumendrabiswal4578 2 жыл бұрын
Aapna duijanku hurdya ru 🙏🏻 sata re bahut kichhi sikhili....... 👍🏻👌👍🏻👌👌
@ramakantanayak1539
@ramakantanayak1539 2 жыл бұрын
କେତେ ସୁନ୍ଦର ଓଡ଼ିଆ କହୁଛନ୍ତି ଜଣେ ଆଦିବାସୀ ମହିଳା. ଏଥିରୁ englush medium ଛାତ୍ର ଛାତ୍ରୀ ଶିଖିବା ଉଚିତ
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@tukudas5133
@tukudas5133 Жыл бұрын
Jai jagnath vArasha
@bhanumatibarik9462
@bhanumatibarik9462 Жыл бұрын
@@tukudas5133 .
@imlisa6305
@imlisa6305 Жыл бұрын
It's english.
@shilpasamudipa7725
@shilpasamudipa7725 Жыл бұрын
Not only english medium students , but also our CM Shri N . Pattnaik should be learn Odia from her 🙏🙏
@leenaranisahoo1513
@leenaranisahoo1513 2 жыл бұрын
Maa🙏🙏🙏 I proud of you 👍 great 👌
@trp5587
@trp5587 2 жыл бұрын
ମାଡ଼ାମ ଆପଣ ଆମ ଦେଶର ଗୌରବ,, ଆପଣ ଆମ ଓଡ଼ିଶା ରେ ରାଜ୍ୟପାଳ ହୋଇଥିଲେ ଆମର ରାଜ୍ୟ ବହୁତ୍ ଉନ୍ନତି କରିଥାନ୍ତଆ ,।ଯାହା ନବିନ ସରକାର କରୁନାହାନ୍ତି କି ଅନ୍ୟ ନେତା ନୁହଁନ୍ତି
@LAXMAN865
@LAXMAN865 2 жыл бұрын
ବହୁତ ଖୁସି ଲାଗିଲା 🙂ଜୀବନ କଣ ଜାଣିପାରିଲି 😍
@bijaymohapatra1970
@bijaymohapatra1970 2 жыл бұрын
Veryveryhappeymadam
@jiwigate4197
@jiwigate4197 2 жыл бұрын
@@bijaymohapatra1970 payphone
@hemalatasamal2364
@hemalatasamal2364 Жыл бұрын
@@bijaymohapatra1970 ĺo
@jeeban.
@jeeban. 2 жыл бұрын
The best woman in my ମୟୁରଭଞ୍ଜ
@SumanyuVlogs
@SumanyuVlogs 2 жыл бұрын
It is proud moment for All Mayurbhanjia, Odia. Thank you Madam. Lord Jagannth Bless you Madam.
@jhansiranisahoo7084
@jhansiranisahoo7084 2 жыл бұрын
ଓଡ଼ିଆ ଭାଷା ପରିଷ୍କାର କହୁଛନ୍ତି 🙏🙏🙏ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଚଲାପଥ କୁସୁମିତ କରନୁ 🙏🙏🙏🙏🙏🙏🌹🌹🌹🌹🌹🙏🙏🙏🙏🙏
@surendrabarad5260
@surendrabarad5260 7 ай бұрын
ଓଡ଼ିଆ ଓଡ଼ିଶା ପାଇଁ ଉଭୟ ଗର୍ବ ଓ ଗୌରବର ବିଷୟ 🎉🎉🙏🙏
@MULNIVASIKRANTI
@MULNIVASIKRANTI 2 жыл бұрын
ଆଦିବାସୀ ହିନ୍ଦୁ ନୁହନ୍ତି। ଆଦିବାସୀ ସାର୍ନା ଧର୍ମକୁ ମାନନ୍ତି। ସାର୍ନା ଧର୍ମକୁ ମାନ୍ୟତା ଦିଆଯାଉ। ଜୟ୍ ଜୋହାର୍ ଜୟ୍ MULNIVASI
@prafulladash748
@prafulladash748 2 жыл бұрын
ଦ୍ରୌପଦୀ ମୁର୍ମୁ କେବଳ ଓଡ଼ିଶାରେ ନୁହେଁ ସାରା ଦୁନିଆ ପାଇଁ ଦୃଷ୍ଟାନ୍ତ ଅଟନ୍ତି.. ଓଡିଶା ଗର୍ବକରେ ତାଙ୍କ ପାଇଁ.. ଜଗନ୍ନାଥ ଙ୍କ ପାଖରେ ତାଙ୍କ ର ସର୍ବାଗ୍ରେ ଉନ୍ନତି ପାଇଁ ପ୍ରାର୍ଥନା karu
@Hemantabhoiofficial
@Hemantabhoiofficial 2 жыл бұрын
Really u r the great mam, salute you..ur personality is the valuable ornament of ur life. its ur greatness..
@laxmipriyasahoo234
@laxmipriyasahoo234 2 жыл бұрын
ଶ୍ରୀମତୀ ମୁର୍ମୁ madam ସମଗ୍ର ନରୀ ଜାତି ପାଇଁ ଗର୍ବ ଆଉ ଗୌରବ। Madam ନୀତି କୁ ସମସ୍ତେ ଅନୁପ୍ରାଣିତ ହେବା ଉଚିତ୍।ଶ୍ରୀମତୀ madam ଙ୍କ ପାଇଁ ସମଗ୍ର ନାରୀ ଜାତି ଙ୍କର ଶୁଭକାମନା। ।
@trilochanpatnaik6321
@trilochanpatnaik6321 2 жыл бұрын
ଆଶାକରେ ଓଡ଼ିଶାର ଯେତେ ଝିଅ ଅଛ, ଓଡ଼ିଶାର ଜଣେ ଆଦିବାସୀ ଝିଅ ଙ୍କ ଆତ୍ମ ଜୀବନୀ ରୁ କିଛି ଶିକ୍ଷା ଲାଭ କର ଓ ସେ ଆଜି କିପରି ଭାରତ ବର୍ଷ ର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ତାହିଁରୁ କିଛି ବୁଝ। ଏଥିରୁ କିଛି ଗ୍ରହଣ କର।
@RiyaRiya-yp2dd
@RiyaRiya-yp2dd 2 жыл бұрын
Bht bhala laagila ki aapana jhia mananku nei ete bhabu6ntii.....nahele kete loka achhanti ki jhia maane khali Sasu ghare basana manjiba aau Seba kariba layak aau kichhi ra layak bhabantini so....thnk u
@srana5091
@srana5091 15 күн бұрын
ଖାଲି ଝିଅମାନେ ନୁହେଁ,ପୁଅ ମାନଙ୍କୁ ବି ଟିକିଏ ଶିଖିବା କଥା କୁହନ୍ତୁ। She is the president to everybody.
@bijaybhai2829
@bijaybhai2829 2 жыл бұрын
ବହୁତ ସୁନ୍ଦର କଥାଆ।ନମସ୍ତେ ନମସ୍ତେ ନମସ୍ତେ
@sudambarik8185
@sudambarik8185 2 жыл бұрын
My salute to you mam I am proud of you.what a pleasure U are going to be the president of India
@narayansamal5222
@narayansamal5222 2 жыл бұрын
ବହୁତ ବଢିଆ Interview. I Salute both the ladies. We proud to have such a nobel lady as a Precedent of India 🇮🇳 🙏🙏🙏
@babitakar7103
@babitakar7103 2 жыл бұрын
Oooooo loo oooooo achhha sz
@dhanugond4888
@dhanugond4888 2 жыл бұрын
@@babitakar7103 qaaa
@ninakshisahoo5905
@ninakshisahoo5905 2 жыл бұрын
👍🏿
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@saikrishnamohapatra3588
@saikrishnamohapatra3588 2 жыл бұрын
,
@abantimoharana6754
@abantimoharana6754 2 жыл бұрын
U r really great mam 🙏🙏
@sucharitapidikaka
@sucharitapidikaka 2 жыл бұрын
O god!! Such a struggle life she has spent😭😭 .. I salute mam 🙏🙏
@akashacharya1600
@akashacharya1600 2 жыл бұрын
Mayurbhanj, Odisha proud feel karuchi madam aapononko pain ❤️❤️
@mamasaswoti7639
@mamasaswoti7639 2 жыл бұрын
Great personality Mrs.Draupadi Madam 🙏🙏🙏 We want to see you as our president of our Country 🙏 Thanks to the prime minister for giving a chance to Madam 🙏
@aswasanamohapatra4253
@aswasanamohapatra4253 2 жыл бұрын
Salinata kn gote mahila kamiti heba katha mam nka thu sikhiba katha bahut kichhi apankathu inspiration milila
@sukadev2515
@sukadev2515 Жыл бұрын
ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ମାତା କି ଜୟ
@deepikaratha2879
@deepikaratha2879 2 жыл бұрын
Love this person, love her nature, love her struggle, love that type of behaviour, love that type of politician... 😘😘Always in our heart..our Respected... An inspiration for our society... Love this.. 🙏
@jyotizone800
@jyotizone800 2 жыл бұрын
*a
@sunitasasmal7921
@sunitasasmal7921 2 жыл бұрын
4q
@subhalaxmichand230
@subhalaxmichand230 2 жыл бұрын
Ttt staffers
@35entertainmentindia
@35entertainmentindia 2 жыл бұрын
Pleasant moment maam Excellent interview heart touching talk Gratitude to you Droupadi Murmu maam for contribution your valuable time
@prasadtripathy705
@prasadtripathy705 2 жыл бұрын
Wonderful interview. Draupadi Murmu uses the most beautiful language. Hats off to her.
@sukamatinayak4226
@sukamatinayak4226 Жыл бұрын
I can't stop my emotion listen about her life strogle .🥲🥲🥲she is most strong laddy....I heartly salute her 🙏🙏🙏
@papumajhi342
@papumajhi342 Жыл бұрын
Mu aji bahu gorbo anubhab karuchi jehetu mo adibasi Borgo ra mahan byakti mahila ete upara ku uti chhanti.so I'm very proud of you mother.Jai adibasi Jai jagannath.
@DMBAPIFF
@DMBAPIFF Жыл бұрын
Satre thare pada chuin Baku ichaa hauchi... Idol of all India 🥰🥰🥰🥰
@backyardexploration9655
@backyardexploration9655 Жыл бұрын
So impressive 😍 ଅତ୍ୟନ୍ତ ପ୍ରେରଣା ଦାୟକ ଭାଷା ଓ ଶବ୍ଦ... ମହାମହିମ ଙ୍କର 🙏
@HD.369
@HD.369 2 жыл бұрын
Apanku koti koti Pranam Maa🙏🙏🙏
@sushilchakisushil557
@sushilchakisushil557 2 жыл бұрын
Dhanyvad
@akshayrout9415
@akshayrout9415 2 жыл бұрын
Very excellent life story dear mam I salute you.
@dasmatkisku3539
@dasmatkisku3539 2 жыл бұрын
Adi Adi sarhaw 🙏🙏🙏
@madhuvlog.1562
@madhuvlog.1562 2 жыл бұрын
Strong and beautiful personality
@asishmohapatra1326
@asishmohapatra1326 2 жыл бұрын
You are a great person and you have great personality mam 🙏
@paurnamasidas9563
@paurnamasidas9563 2 жыл бұрын
A great personality.. best example of simplicity..🙏🙏🙏
@saritanayak8652
@saritanayak8652 2 жыл бұрын
Yes
@tkpcreation1318
@tkpcreation1318 2 жыл бұрын
Yes I agree
@annapurnasahoo7935
@annapurnasahoo7935 6 ай бұрын
ଆପଣ madam ବହୁତ ବଡ଼ inspiration young generation pai
@panchananadash6595
@panchananadash6595 2 жыл бұрын
ବହୁତ ଭଲ ଆଳାପ, ଖୋଲା କଥାକୁ ଧନ୍ୟବାଦ।
@priyankapriyadarshini5981
@priyankapriyadarshini5981 2 жыл бұрын
Congratulation mam 15th president of india proud moment for odisha 💐💐🙏🙏
@Babypratyushaandmili
@Babypratyushaandmili 2 жыл бұрын
Heart touching story.....mam proud of you...
@sailendranarayan151
@sailendranarayan151 2 жыл бұрын
ଅନ୍ୟନା ନାରୀ।।। ।
@birakishoresahoo3080
@birakishoresahoo3080 2 жыл бұрын
The great Madam.Salute to u for facing your struggle life.
@finemanoj3693
@finemanoj3693 2 жыл бұрын
You are great maa 🙏🙏🙏
@swarajsamaj8322
@swarajsamaj8322 2 жыл бұрын
Your struggle for save regional language is precious step. Go ahed with respect to resevation against women in polity. The public with u and praise also.
@sagensakamofficial8619
@sagensakamofficial8619 2 жыл бұрын
ହୃଦୟସ୍ପର୍ସି ଇଣ୍ଟର୍ଭ୍ୟୁ
@basantasahoo425
@basantasahoo425 2 жыл бұрын
ବହୁତ ଶାନ୍ତ ଲୋକ
@rabindrarath1070
@rabindrarath1070 2 жыл бұрын
I am proud to be an odia.
@chandramanijena8937
@chandramanijena8937 Жыл бұрын
U r Madam Real Example of women's Empowerment
@budhan_majhi
@budhan_majhi 2 ай бұрын
Har har mahadev ❤❤❤❤❤❤❤❤😂🎉😢😮😅😅😊💯💯💯💯💯💯💯💯💯❤❤❤❤❤itnko alapa💯💯💯💯💯 news ku Thanks you so much madam ji 💯❤💛🤎🤍💘💝💖💖💓💞💞💌💌💟♥️♥️👥👥👤👤👤👣👣👣👣👣👣👣👣👣👣👣👣👣👣👣👣👣😃😄😁😆😅😂🤣😭😉😙😘😍🤩🥳🥳💯💯💯🎉🎉❤️💛💚💙💜🤎
@manjukumbhar1378
@manjukumbhar1378 2 жыл бұрын
Jay bhim...🙏 jay hind...🙏🇮🇳🇮🇳🇮🇳 thank you me'm..bahut khusi laguchhi Aapanku e padabire dekhi kari...🙂🙂
@diptimayeedevi3139
@diptimayeedevi3139 2 жыл бұрын
ଭାଗ୍ୟ ଫଳତୀ ସର୍ବତ୍ର, ଏହାହିଁ ପ୍ରକ୍ରୁତ ସତ୍ୟ 👍🙏
@rashmiranjan286
@rashmiranjan286 Жыл бұрын
=? Odiare kuhantu . Jetechesta kale b safal huantuni Bhagya re thile hin phala mile ki ?
@education_for_Alll
@education_for_Alll 2 жыл бұрын
Really a great lady Blessed to have such a leader among us.😇
@abhayakumardash8565
@abhayakumardash8565 2 жыл бұрын
ବହୁତ ସୁନ୍ଦର ଲାଗିଲା ପୋଗ୍ରାମ ଜୟ ଜଗନ୍ନାଥ
@mrsameshlifestyle
@mrsameshlifestyle 2 жыл бұрын
Heart touching interview mam, my salute to u mam and congratulations for president.
@mamatanjalidash3347
@mamatanjalidash3347 2 жыл бұрын
This discussion was inspiration for all women. Very nice discussion.Both are respected person. Pranam to both. Every thing is possible in life with patience n tolerance power. Thanks a lot for your discussion.Draupadi murmu mam is grate leader for all.💐💐👌👌👍👍🙏🙏🌹🌹
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@mukundsa2909
@mukundsa2909 2 жыл бұрын
Last 15/20 min is so heart touching and so much lessons are there..God bless you and keep you strong. Wishing you successful candidate as president of india
@gsuryanarayandora4363
@gsuryanarayandora4363 2 жыл бұрын
Such a humble personality... 😍
@budhan_majhi
@budhan_majhi 2 ай бұрын
Hn hn hn❤❤❤semane bohut bhola❤❤❤😂semae❤😂😂😂🎉ghgffvvggggg💯💯💯💯💯💯💯💯💯💯💯💯💯💯🥀🥀🥀🥀🥀🥀🥀🥀💯🪴🌹🌹🌹🌹🪴❤️❤️❤️❤️❤️❤️🪴❤❤❤❤❤❤❤
@laxmindarmandi4340
@laxmindarmandi4340 2 жыл бұрын
ମାନନିୟା ଦ୍ରୈଦୀଙ୍କର ଜନ୍ମଗତ ଟାଇଟେଲ ନାମ କଣ ଥିଲା ଜାଣିତେ ଇଚ୍ଛା କରେ ? 🙏🙏🙏
@topoisahu7935
@topoisahu7935 2 жыл бұрын
Congratulations mam⭐💕 U speak so sweet ⭐ U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 Jay jagannath ⭐ Jay jagannath ⭐💕
@pragyasinibehera9500
@pragyasinibehera9500 5 ай бұрын
So sweet voice respected president madam.. Ur behaviour extremely down to earth.. Hats off to you.. 🙏🙏🙏
@baidharhansda7741
@baidharhansda7741 2 жыл бұрын
KALINGA TV ku bahut bahut dhanyawad,apna ahi pari Santal samaj ra mahan bakti nkara sakhat jari rakhantu.Johar Marangburu.
@biranchinarayanrout2775
@biranchinarayanrout2775 2 жыл бұрын
Really Mam we all are proud for you. You are the best candidate for President 🙏🙏🙏🙏
@balajeepradhan9406
@balajeepradhan9406 2 жыл бұрын
Devi ko koti koti pranam.
@prafulparichha1786
@prafulparichha1786 Жыл бұрын
It is a very inspiring interview. That's true, Life is full of ups and down same time nothing is permanent in this world. However we shouldn't stop our healthy relationship with God.
@jaganmohanz
@jaganmohanz 2 жыл бұрын
ଅତି ସରଳ ମଣିଷ ।
@sparkygaming2813
@sparkygaming2813 2 жыл бұрын
Bahut sundar sakhyatkar ❤️Adi napay.Johar 🙏🏿🙏🏿🙏🏿🙏🏿
@debasisbehera3976
@debasisbehera3976 2 жыл бұрын
Such a greatest inspiration. Can't believe her patience....
@gitaranijena5148
@gitaranijena5148 2 жыл бұрын
Jai odisha ,jai india .🙏tqq so much botha Ma'am nd God bless u botha.specially tqq i want to say our president D.murmu mdm, humble voice nd so gd advice for new female generation .My wish is that i show a glorious india with greeny look where no caste no religion not pen nd paper bt in practical life . 👍👍👍👍👍
@babrubahanranasingh2896
@babrubahanranasingh2896 2 жыл бұрын
Heart touching lnterview maam and congratulations for president and I inspired maam your struggle life 🙏🙏hats of you ma'am. 🙏
@beejonsahu9922
@beejonsahu9922 2 жыл бұрын
Great and honorable women. Nice interview session. Salute to Maam🙏❤️
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY
@prasantakumarpradhan3072
@prasantakumarpradhan3072 2 жыл бұрын
No
@pradipkumardasdas7184
@pradipkumardasdas7184 2 жыл бұрын
Heart touching 💜
@karunakarkamila8832
@karunakarkamila8832 2 жыл бұрын
Ame bahut khusi emiti jone mohiyasi mahila too kichhi atma gyana pai. Bahut bahut dhanyabad kadambini program ku
@mssubhadarshan7001
@mssubhadarshan7001 8 ай бұрын
ହେ ମହାମହିମ. ଆପଣଙ୍କ ପାଦ ତଳେ ଆପେ ଆପେ ମୁଣ୍ଡ ନଇଁ ଯାଉଚି ମା. ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ. ବନ୍ଦେ ଉତ୍କଳ ଜନନୀ. ବନ୍ଦେ ଭାରତ ମାତା.
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 10 МЛН
One moment can change your life ✨🔄
00:32
A4
Рет қаралды 35 МЛН
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 10 МЛН