Рет қаралды 77
ଜାଣିବା କଥା//Odisha ra gk // India gk
୧.ଅଜନ୍ତା ଗୁମ୍ଫା କେଉଁଠାରେ ଅବସ୍ଥିତ ?
୨. ରାମେଶ୍ଵରମ୍ ମନ୍ଦିର ତାମିଲନାଡୁର କେଉଁ ଜିଲ୍ଲାରେ ଅବସ୍ଥିତ ?
୩. ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ କେଉଁ ପର୍ବତ ଉପରେ ଅବସ୍ଥିତ ?
୪. ମଳୟ ପର୍ବତ କେଉଁ ରାଜ୍ୟରେ ଅଛି ?
୫. ପଶୁପତିନାଥ ମନ୍ଦିର କେଉଁ ଦେଶରେ ଅଛି ?
୬. ସୋମନାଥ ମନ୍ଦିର କେଉଁ ରାଜ୍ୟରେ ଅଛି ?
୭. ମହେଞ୍ଜୋଦାରୋ ନଗର କେଉଁଠାରେ ଅବସ୍ଥିତ?
୮. ନୀଳଗିରି ପର୍ବତ କେଉଁ ରାଜ୍ୟରେ ଅଛି ?
୯. ବୈଷ୍ଣୋଦେବୀ ମନ୍ଦିର କେଉଁ ରାଜ୍ୟରେ ଅଛି ?
୧୦. ତ୍ରମ୍ବକେଶ୍ବର ମନ୍ଦିର କେଉଁ ରାଜ୍ୟରେ ଅଛି ?
୧୧. ବୈଶାଳୀ କେଉଁ ରାଜ୍ୟରେ ଅବସ୍ଥିତ ?
୧୨. କାଶୀ କେଉଁ ରାଜ୍ୟରେ ଅବସ୍ଥିତ ?
୧୩. ଦ୍ବାରିକା କେଉଁ ରାଜ୍ୟରେ ଅବସ୍ଥିତ ?
୧୪. ଭାରତର ମଧ୍ୟ ଭାଗରେ କେଉଁ ପର୍ବତ ରହିଛି ?
୧୫. ମହେନ୍ଦ୍ରଗିରି ପର୍ବତ କେଉଁ ରାଜ୍ୟରେ ଅବସ୍ଥିତ ?
୧୬. ଆରାବଳୀ ପର୍ବତ କେଉଁ ରାଜ୍ୟରେ ଅଛି ?
୧୭. ଭାରତର ସବୁଠାରୁ ବଡ଼ ଶିବଲିଙ୍ଗ କେଉଁଠାରେ ଅବସ୍ଥିତ ?
୧୮. ଜ୍ୟୋତିର୍ମଠ କେଉଁ ପ୍ରଦେଶରେ ଅବସ୍ଥିତ ?
୧୯. ଶୃଙ୍ଗେରୀ ମଠ କେଉଁ ରାଜ୍ୟରେ ଅଛି?
୨୦. ଶାରଦା ମଠ କେଉଁ ରାଜ୍ୟରେ ଅବସ୍ଥିତ ?