Jagannath Swain Mohapatra Speaks On The Reasons Behind Mishap Held During Lord Balabhadra's Pahandi

  Рет қаралды 105,467

Kanak News

Kanak News

20 күн бұрын

Hear from Jagannath Swain Mohapatra, the Chief Badagrahi of Lord Jagannath, as he addresses the reasons behind the recent mishap during Lord Balabhadra's Pahandi. Gain insights into the factors that contributed to the incident and learn about the measures being taken to ensure the safety and sanctity of future rituals.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #LordBalabhadra #PahandiMishap #JagannathSwainMohapatra #ChiefBadagrahi #GundichaTemple #TempleRituals #SafetyMeasures #SacredTraditions #OdishaNews #CommunityResponse #OdishaNews #IndiaNews

Пікірлер: 246
@mangalaprasaddixit2261
@mangalaprasaddixit2261 19 күн бұрын
ଏ ଘଟଣା ଟି ଜଗନ୍ନାଥ ପ୍ରେମୀ ମାନଙ୍କ ହୃଦୟ ରେ ଗଭୀର ଆଘାତ ଦେଇଛି ହେ ମଣିମା ସବୁ ଦୋଷ କ୍ଷମା କରିଦିଅ ମହାବାହୁ
@ganeswarbehera-fj6yu
@ganeswarbehera-fj6yu 19 күн бұрын
ଠାକୁର ନିକଟରେ ସେବକମାନେ ମୋବାଇଲ ବେଭହାର ଓ ସାଙ୍ଗରେ ନେବା ଏବଂ ବିଶୃଙ୍ଖଳିତ ସେବକମାନଙ୍କୁ ମଧ୍ୟ ସରକାର ଙ୍କ ତରଫରୁ ଲଗାମ ଲଗାଯାଉ । ଯେଉଁ ମାନେ ବେତିକ୍ରମ କରୁଛନ୍ତି ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜୟ ଜଗନ୍ନାଥ ।
@ganeswarbehera-fj6yu
@ganeswarbehera-fj6yu 19 күн бұрын
ଠିକ୍ କହିଛନ୍ତି ନନା , ଧନ୍ୟବାଦ ନନାଙ୍କୁ । ଜୟ ଜଗନ୍ନାଥ ।
@user-tm1kk4sd3q
@user-tm1kk4sd3q 19 күн бұрын
ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। ଯେଉଁ ମାନେ ପଛରେ ରହି ରଶି ଧରି ଭିଡୁ ଥିଲେ , ସେମାନେ ଏଥି ପାଇଁ ଦାୟୀ । ସେମାନେ ରଶି ଛାଡି ଦେବାରୁ ଏଭଳି ଘଟିଲା । ଆପଣଙ୍କୁ ଧନ୍ୟବାଦ ଜଣାଉଛି।
@aruntripathy4629
@aruntripathy4629 19 күн бұрын
ଆପଣ ଠିକ କହିଛନ୍ତି, ଆମେ ଗଲେ ମଧ୍ୟ ଠିକ ରେ ଠାକୁର ଙ୍କୁ ଦେଖି ପାରୁନୁ, ବହୁତ ଦୁଃଖ ଲାଗୁଚି
@AjayakumarGochhi
@AjayakumarGochhi 19 күн бұрын
ହେ ବଡ଼ ବାଡ଼ ସାମନ୍ତ ବଳଦେବ ମହାପ୍ରଭୁ ଏ ଲୋଭୀ। ଅଯୋଗ୍ୟ ଓ ନିର୍ଲଜ ସେବାୟତ ମାନଙ୍କୁ କ୍ଷମା କରିଦିଅ 😭😭😭🙏🙏🙏
@rahulkumarpalei835
@rahulkumarpalei835 19 күн бұрын
Bada thakura Kalia thakura bhalia jaldi khyama karantini 😢
@PremkhamariPrem-kw7gy
@PremkhamariPrem-kw7gy 19 күн бұрын
Kshyama dele heba nhi semanku danda milu🙏🙏🙏
@sudiptabiswal1666
@sudiptabiswal1666 19 күн бұрын
Tote bhari lajya achhi
@rajendrarajput8469
@rajendrarajput8469 19 күн бұрын
Absolutely So Right Sir it is correct and true fact that Jay Shree Jagannath Swami 🙏 🙏 🙏
@AnillAnill-n1q
@AnillAnill-n1q 17 күн бұрын
Pls translate what he said
@soumyamusic4u87
@soumyamusic4u87 19 күн бұрын
ଠିକ୍ କହିଛନ୍ତି ଅଜ୍ଞା ଆଜିକାଲି ଯୋଉ ନୁଆପିଲା ବାହାରି ଛନ୍ତି ସେମାନେ ବଡ ଲୋକଙ୍କ କଥା ମାନିବାକୁ ନlରାଜ
@rakshismitapradhan1802
@rakshismitapradhan1802 19 күн бұрын
ସେବାୟତ ମାନଙ୍କର ଆଉ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସେବା ମନୋଭାବ ନାହିଁ ଥିଲେ ଏମିତି ଦୁଃଖଦ ପରିସ୍ଥିତି କେବେ ସୃଷ୍ଟି ହେଇନଥାଆନ୍ତା
@shobhamayeepradhan3073
@shobhamayeepradhan3073 19 күн бұрын
Manare tk b dukha nai emanankara ..se drushya dekhile akhiru luha sukhuni😭😭😭😭😭😭😭😭😭
@kbkrishnabalarama4950
@kbkrishnabalarama4950 19 күн бұрын
Yes mmaa😢
@laxmipriyasatapathy801
@laxmipriyasatapathy801 19 күн бұрын
😭
@shashibhusanrout6877
@shashibhusanrout6877 19 күн бұрын
Pura sata,
@sandeepchoudhury1542
@sandeepchoudhury1542 19 күн бұрын
100,present Right
@BasantaNayak-ki5wd
@BasantaNayak-ki5wd 19 күн бұрын
ଏହି ଶଳା କୁ ଖୁବ୍ ମାଡ଼ ହେଲେ, ସଵୁ ଜାଣିଛି, ଏଙ୍କରି ଲାଗି ପୁରା ବିଶୃ ଆଜି ଆମ ଉପରେ ହସୁଛନ୍ତି,
@SujitKumar-bn6bc
@SujitKumar-bn6bc 19 күн бұрын
Bhala heichi , Papi godaka aee kichhi sebayata , emankar Pravonka prati vaba nahi bhakti nahi , Khali kemiti camera agare rahibe au bahaspata Maribe , Jetiki sebayat Ama Pravonko tale pakeichanti semananko , Sebayata ro Bahiskara karajao kichhi Barsha paen , au Ratha upare abasyaka sebayat ruhantu Pravonka seva Kariba paen , Jemiti Jane vakta tanka pravonko akhire akhi misei dekhiparibe au 2 topa luha jharei pariba .
@mukundasahu4360
@mukundasahu4360 19 күн бұрын
Jay Jagannath swami
@bamadevjena3571
@bamadevjena3571 19 күн бұрын
ତମ ସେବାୟତ ଙ୍କର ତାଳ ମେଳ ନାହିଁ,ବହୁତ୍ ଟଙ୍କା ପାଇ ଆତ୍ମ ଗର୍ବୀ ହୋଇଗଲାଣି ,ତମର କଣ ଅସୁବିଧା କିଛି ନାହିଁ ,ପ୍ରଭୁଙ୍କର କ୍ଷତି ହୋଇଛି ,ତମ ମାନଂକର ଅହଙ୍କାର ପାଇଁ ଏତେ ବଡ କ୍ଷତି ପ୍ରଭୁଙ୍କ ର ହୋଇଛି
@tapaswinipattnaik239
@tapaswinipattnaik239 19 күн бұрын
ପ୍ରଶାସନ ତ ୨ଦିନ ଆଗରୁ V | P ଙ୍କୁ ସୁରକ୍ଷାରେ ବ୍ୟସ୍ତ,, ଠାକୁରଙ୍କ କଥା ବୁଝିବେ କେତେ ବେଳେ '?
@ramaniranjanswain711
@ramaniranjanswain711 18 күн бұрын
ଆରେ ଜଗୁନି , ତମ ଦଇତାପତି ଦଳ ଟି ସମସ୍ତେ କହନ୍ତି ଆମେ ପ୍ରଭୁ ଜଗନ୍ନାଥଙ୍କ ଭାଈ, ମଲା ପରେ ଆମେ ସବୁ କୋଇଲି ବୈକୁଣ୍ଠରେ ପୋତାହଵୁ , ତାହେଲେ ତମ ଦଇତାପତି ଦଳ ଟି ଆଉ ଗୋଟାଏ ଦୃଷ୍ଟାନ୍ତ ଦିଅ। ସମସ୍ତେ ଏକାବେଳେ ମିଶି ଓଲଟପୁର ଯାଇ ହାତ ଓ ଗୋଡ କଟାଇ ଆସ, ତାହେଲେ ତମ ଦଳ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ଭଳି ବନିଯିବ ଓ ସମସ୍ତ ଜଗନ୍ନାଥ ଭକ୍ତ ତମ ଦଇତାପତି ମାନଙ୍କୁ ଖାଣ୍ଟି ଦଇତାପତି ବୋଲି ମାନିଯାଇ ତମ ମାନଙ୍କ ର ଗୁଣଗାନ କରିବେ ।
@ramaniranjanswain711
@ramaniranjanswain711 18 күн бұрын
ଛତିଆ ନିଯୋଗର ସବୁଠାରୁ ଜଘନ୍ୟ ଓ ବିଶୃଙ୍ଖଳିତ ଏ ଦଇତାପତି ଦଳ ଟି।
@NirmalkumarNayak-bx4ld
@NirmalkumarNayak-bx4ld 19 күн бұрын
💯 percent right ✅️ 👌 👏
@sumitakanungo3046
@sumitakanungo3046 19 күн бұрын
Very true some many people are inside the Rath . They do not even allow public to see mahapravu . Govt should control the people inside the Rath . No mobile .
@lokeshrao7767
@lokeshrao7767 19 күн бұрын
Jai jagannath swami parbu ki jai 🙏 Jai jagannath swami parbu ki jai🙏🙏🙏🙏🙏🌹
@KabulJena-z5l
@KabulJena-z5l 19 күн бұрын
He prabhu baladeba kheyama kara baba🙏🥺🥺🥺ph vitaraku band karantu plzzzzz🙏kichhi bekar panda achhanti se mananka pain emiti hela
@lipsamohanty4068
@lipsamohanty4068 19 күн бұрын
Jai Prabhu Jagannath 🙏🙏🌹🌹♥️♥️
@jagannathguru1315
@jagannathguru1315 19 күн бұрын
Right katha Manima 🙏
@parsuramsahoo7509
@parsuramsahoo7509 19 күн бұрын
ବାହାର ସେବାୟତ କିଏ ,ପଶୁଛନ୍ତ୍ ଇ କେମୀତ୍ , ଆପଣଙ୍କ କହିବା କଥା ବର୍ତ୍ତମାନ ସୁରଙ୍ଖଲା,ଓ ଶାସନ ନାହିଁ,ଧନ୍ୟବାଦ୍❤🎉🎉🎉🎉🎉❤
@bimaladas6259
@bimaladas6259 19 күн бұрын
ଏବିଷୟରେ ଆଗରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଠାକୁର ରାଜା ମଧ୍ୟ କହିଥିଲେ କିନ୍ତୁ ଏ ବିଷୟକୁ ସେବକ ମାନେ ବିରୋଧ କରିଥିଲେ ସେ ମହାନ ବ୍ୟକ୍ତି ଙ୍କ କଥାକୁ ଯଦି ପାଳନ କରାଯାଇ ଥାନ୍ତା ଆଜି ଏ ଅସୁବିଧା ହୋଇନଥାନ୍ତା (ରଥ ଉପରେ ଅଧିକ ଗହଳି କୁ ନେଇ )
@user-sw8kp9ps3u
@user-sw8kp9ps3u 19 күн бұрын
Jay Jagannath 🙏🙏🙏
@SankarSahoo-zu6dg
@SankarSahoo-zu6dg 19 күн бұрын
Jai jagannath Swami, Good Suggestion
@goutambehera745
@goutambehera745 19 күн бұрын
ମହାପ୍ରଭୁ ବିଶ୍ୱବାସୀଙ୍କୁ କ୍ଷମା କରନ୍ତୁ 🙏
@SagarPradhan-ne1lx
@SagarPradhan-ne1lx 19 күн бұрын
Jai Sri Hari 🙏
@goutambehera745
@goutambehera745 19 күн бұрын
🙏❤ ଜୟ ଜୟ ଜଗନ୍ନାଥ ❤🙏
@nmohanty2284
@nmohanty2284 19 күн бұрын
🙏🙏🙏
@tusarlenka9866
@tusarlenka9866 19 күн бұрын
Jay Jagannath
@julskar1862
@julskar1862 19 күн бұрын
Hari bolo🙏🏻🙏🏻
@techxpert777
@techxpert777 19 күн бұрын
Right 👍
@MANOJMISHRA-yx4us
@MANOJMISHRA-yx4us 19 күн бұрын
Jaguni Bhai jagannath nka sathire katha huanti,se janiparile nahin kemiti ?
@allentertainmentchannels3417
@allentertainmentchannels3417 19 күн бұрын
Right
@jeetendapanda2591
@jeetendapanda2591 19 күн бұрын
Those sevayata who were indulging in taking photographs in their mobile should be imposed ban for sevayata karjya.
@HariKrishna-pi9vh
@HariKrishna-pi9vh 19 күн бұрын
Jay jagannath
@akshayaswain8009
@akshayaswain8009 19 күн бұрын
Ok all right
@pradeepkumarjit8627
@pradeepkumarjit8627 19 күн бұрын
Jay Jagannath😮
@user-uw5wp8lr1w
@user-uw5wp8lr1w 19 күн бұрын
Right ❤❤❤❤
@sudhakarpatra8977
@sudhakarpatra8977 19 күн бұрын
Jay jagannath 🎉🎉🎉
@abanipradhan
@abanipradhan 19 күн бұрын
ସବୁ ଓଡ଼ିଆ ଆଜି ତୁମପାଇଁ ନିନ୍ଦିତ ହୋଇଗଲେ,,, ଜୟ ଜଗନ୍ନାଥ,,,, ଆଗକୁ ଏମିତି ବେପରୁଆ ମନୋଭାବ ଛାଡନ୍ତୁ,,, ଠିକ୍ ରେ ସେବା କରନ୍ତୁ
@NagaarjunKumar-r4w
@NagaarjunKumar-r4w 19 күн бұрын
ସେବାୟତ ମାନେ ସବୁ ପାଗଳ ଫୋଟ ଉଠେଇବା ପାଇଁ ଏମାନେ କଣ ଭାବନ୍ତି ସେବାୟତଙ୍କ ସବୁ ଭୁଲୁ
@gamerzasmit2518
@gamerzasmit2518 19 күн бұрын
Take action against dose sebayat..
@rajeshkumarpanda6202
@rajeshkumarpanda6202 19 күн бұрын
ଜୟ ଜଗନ୍ନାଥ🙏🚩
@sheelamishra3889
@sheelamishra3889 19 күн бұрын
🙏🏻🙏🏻🙏🏻🙏🏼🙏🏻
@virat_bikash
@virat_bikash 18 күн бұрын
Prabhu khyama karidia 🤗🤗🤗🤗🤗
@Pratapkumar02
@Pratapkumar02 19 күн бұрын
Thik katha ❤
@SriHariRadhaKrishna
@SriHariRadhaKrishna 19 күн бұрын
Right
@user-gq1yo9ib3c
@user-gq1yo9ib3c 19 күн бұрын
ଏ ସେବାୟତମାନେ ମନମୁଖୀ କରୁଛନ୍ତି ପ୍ରଥମେ ଦଣ୍ଡ ବିଧାନ କରି ଏମାନଙ୍କୁ ଶିଘ୍ର ଜେଲ୍ ରେ ହାଜତକୁ ନିଆଯାଉ ଯେତିକି ସେବାୟତ ରହିବା କଥା ତା ଠାରୁ ଅଧିକ ସେବାୟତ କାହିଁକି ରହୁଛନ୍ତି ଫଳରେ ଭକ୍ତମାନଙ୍କ ପାଇଁ ବହୁତ ଅସୁବିଧା ହେଉଛି ଦର୍ଶନ ରେ ଅସୁବିଧା ହେଉଛି ଯେଦି ଭକ୍ତମାନଙ୍କ ପାଇଁ ମୋବାଇଲ୍ ଫୋନ୍ କଟକଣା ହେଉଛି ତାହାଲେ ସେବାୟତ ମାନେ କାହିଁକି ମୋବାଇଲ୍ ଫୋନ୍ ମନ୍ଦିର ଭିତରକୁ ନେବେ ଯେତିକି ସେବାୟତ ରହିବା ଉଚିତ୍ ସେତିକି ସେବାୟତ ରୁହନ୍ତୁ ସାରା ବିଶ୍ବକୁ ଜିଏ ଚଳାଉଛନ୍ତି ତାଙ୍କ ପ୍ରତି କାହିଁକି ଏପରି ମନମୁଖୀ ହେଉଛି ମହାପ୍ରଭୁ ଙ୍କୁ ପହଣ୍ଡି କଲାବେଳକୁ ସେବାୟତ ମାନେ ଖେଳପଡ଼ିଆ ଭାବୁଛନ୍ତି କି କିଏ ସେଲ୍ଫି ନେଉଛି ତ କିଏ ମହାପ୍ରଭୁ ଙ୍କ ଉପରେ ଭରାଦେଇ ସେଲ୍ଫି ନେଉଛି ଏହାର ମାନେ କଣ ଯେଉଁ ମାନେ ମହାପ୍ରଭୁ ଙ୍କ ପଛରେ ଛିଡ଼ା ହୋଇଥିଲେ ସେମାନେ କଣ କରୁଥିଲେ ରସି ଛାଡ଼ି ସେଲ୍ଫି ନେଉଥିଲେ ତାଙ୍କୁ ଶିଘ୍ର ଦାଇତ୍ୱ ରୁ ବାହାର କରାଯାଉ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
@manasjena4994
@manasjena4994 19 күн бұрын
Bhara sebayata kemiti pasile tome kete tanka khaicha
@abhishekmahapatra9581
@abhishekmahapatra9581 19 күн бұрын
Jay Jaganatha 🙏❤️
@padminiparida9739
@padminiparida9739 19 күн бұрын
💯 Right ▶️
@nehatripathyneha3888
@nehatripathyneha3888 19 күн бұрын
Mobile band karile bhala haba🙏🏻...nana ank katha mana ku paila..aji kali ka pila kahe manu nahanti😢...ya chotiya katha nahi sathi lagi sabdhab haye jantu🙌 jay jaganatha
@anupamadash7875
@anupamadash7875 19 күн бұрын
ମହାପ୍ରଭୁ ଙ୍କ ନିକଟରେ ମୋବଇଲ ସମ୍ପୂର୍ଣ ନିଷେଧ ହେବା ସହିତ, ସିଧା ପ୍ରସାରଣ ଉପରେ ମଧ୍ୟ କଟକଣା ରହିବା ଉଚିତ ଯାହାର ଭକ୍ତିଭାବ ନାହିଁ ଯେଉଁ ମାନେ ସମର୍ପିତ ନୁହନ୍ତି ତାଙ୍କର ସେବା କାର୍ଯ୍ୟକ୍ରମ ରେ ରହିବା ଠିକ ନୁହେଁ
@anugrahabarik2651
@anugrahabarik2651 19 күн бұрын
Jai jagannath Tume hi saha prabhu
@user-xy6um8zb5x
@user-xy6um8zb5x 19 күн бұрын
My jaganath ❤❤❤❤❤
@mitaroul6029
@mitaroul6029 19 күн бұрын
Right phone
@sadanandmohanty3537
@sadanandmohanty3537 19 күн бұрын
🙏🙏🙏🙏🙏🙏🙏
@manasjena4994
@manasjena4994 19 күн бұрын
Ae hauchi khela master mind
@arundhatibiswal8460
@arundhatibiswal8460 19 күн бұрын
Jay Jagannatha ❤🙏 Jay Mahaprabhu Balabhadra ❤🙏 Jay Maa Subhadra ❤️😂
@bulutanishabeby6977
@bulutanishabeby6977 19 күн бұрын
Right decision
@user-rt4ej4ey6b
@user-rt4ej4ey6b 19 күн бұрын
Bahara Sevayat Nku kia Ratha ku Anuchi
@srshadow7357
@srshadow7357 19 күн бұрын
😢 prabhu jayagannath
@MrX-gv6sw
@MrX-gv6sw 19 күн бұрын
Helo
@ruddhisransingh9934
@ruddhisransingh9934 19 күн бұрын
Sevayat nku phone naba band kara jau sethi pain aji mo maha bahu kasta paile se selfie nauthiba sevayat upare action nia jau 😢🙏
@laxmipriyasatapathy801
@laxmipriyasatapathy801 19 күн бұрын
😭😭😭😭
@AjayKumar-dr6pv
@AjayKumar-dr6pv 19 күн бұрын
Jay jagannatha ପ୍ରଭୁ ଖ୍ୟାମl କର
@Mr24811
@Mr24811 19 күн бұрын
ଏମାନଙ୍କର ଦରମା ବଂଦ କରି ଦିଆଯାଉ ତା ସହିତ ଦଣ୍ଡ ମିଳିବା ଦରକାର ବାଡ଼ ଗାହି କହୁଛନ୍ତି ବାହାର ସେବାୟତ ପସିଗଲେ, ଓଡ଼ିଶା ବାସୀ ଯାହା ଭାବୁଥିଲେ ଆପଣ ସତ କହିଦେଲେ, ଅନ୍ୟାୟ ସହେ କରିପାରିଲେ ନାହିଁ ମହାପ୍ରଭୁ,
@rkk50
@rkk50 19 күн бұрын
Thik katha sir kahile but problem hela mobile
@KarunakarDhani-eo2sl
@KarunakarDhani-eo2sl 19 күн бұрын
ନିର୍ଦିଷ୍ଟ ସେବାୟତ ଙ୍କୁ ରଥ ଉପରକୁ ଛଡ଼ା ଯାଉ। ଯେଉଁ ମାନଙ୍କର କାମ ନାହିଁ ସେଠାକୁ ଛଡ଼ା ଯାଉ । ଆଉକିଛି ଙ୍କୁ ଆଘାତ ହୋଇଥିଲେ ଭଲ ହୋଇଥାନ୍ତା।
@melodioussubha7912
@melodioussubha7912 19 күн бұрын
ଅତ୍ୟନ୍ତ ଦୁଃଖଦାୟକ ଘଟଣା 😑phn ku totals ban karajau... Jou sebayat mane mahaprabhu nka kajya re laguchhanti ...government ku etiki ଅନୁରୋଧ 🙏
@bishnuprasadmishra8830
@bishnuprasadmishra8830 19 күн бұрын
ସେବାୟତ ମାନେ ହାରାମି,ମହାପ୍ରଭୁଙ୍କୁ ଦେଖେଇ ଦେଉନାହାନ୍ତି
@PradipRath-i4g
@PradipRath-i4g 19 күн бұрын
ବ୍ରହ୍ମ ପରିବର୍ତ୍ତନ ଓ ବିଭ୍ରାଟ ସମୟର କଥା ଟିକେ କୁହନ୍ତୁ ଜଗୁନି ବାବୁ
@salabegarout1166
@salabegarout1166 19 күн бұрын
ପ୍ରଭୁଙ୍କ ସେବା ପାଇଁ ସରକାର କଣ କରିବେ, ସେବାୟତଙ୍କ ନିଜସ୍ଵ ଭକ୍ତି ଓ ସେବା ମନବୃତି ରହିବା ଦରକାର।
@ranjanjena4844
@ranjanjena4844 19 күн бұрын
JayJagannath
@Foodrecipes054
@Foodrecipes054 19 күн бұрын
Guruji 🙏🏻 apana jani thile Nabin sir CM hebe nahi au apana guruji 🙏🏻😭 jani parile nahi ete bada aghatana heba ama mahabahu nka akhire luha ama bada thakura padi gale au ama mahabahu nka akhire luha Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭
@Ranjanagupta-pati
@Ranjanagupta-pati 19 күн бұрын
This is true, crowd of Pandas were busy taking selfie and coming in camera range rather than focusing on the main job. Mobile should be banned in the hands of on duty brahmans.
@NIKHILM-ir3xy
@NIKHILM-ir3xy 19 күн бұрын
Right 👍
@jagannathbhagwan9385
@jagannathbhagwan9385 19 күн бұрын
ଦାୟିତ୍ୱ ହୀନ ସରକାର ଦାୟିତ୍ୱ ହୀନ ପ୍ରଶାସନ
@KarunakarDhani-eo2sl
@KarunakarDhani-eo2sl 19 күн бұрын
ସେବାୟତ ଙ୍କୁ ଠାକୁର ସେବା ବେଳେ ମୋବାଇଲ ବନ୍ଦ ହେଉ।
@arunofficial9189
@arunofficial9189 19 күн бұрын
ସବୁ ପଣ୍ଡା ମାନଙ୍କର ଭୁଲ 🔥🔥🔥🔥🔥🍭🔥🔥🔥🔥🔥🔥🔥🔥🔥🔥🔥🔥🔥
@nikhilpatra2119
@nikhilpatra2119 19 күн бұрын
ସ୍ମାର୍ଟଫୋନ ସବୁ ବାୟା କରିଛି , ନନା ଠିକ କହିଛନ୍ତି, ଜୟ ଜଗନ୍ନାଥ 🙏
@malabikaghosh2106
@malabikaghosh2106 19 күн бұрын
What happened , happened by God's wish. He is the Master. 🙏
@AjayKumar-dr6pv
@AjayKumar-dr6pv 19 күн бұрын
ବାହାର ଲୋକ କଣ ପାଇଁ ପଶିବେ ସରକାର୍ କଣ କରୁଥିଲେ ପ୍ରଶାସନ ପକ୍ଷରୁ କଣ ଆଲୋଚନା କଣ ପାଇଁ କରିନଥିଲେ
@bipinamallik2803
@bipinamallik2803 19 күн бұрын
Jaya Sree Jagannatha Swami Jaya Law Minister Ea Ghatana pai Dai, Turanta Estafa Diuntu
@lokanathmaharana8842
@lokanathmaharana8842 19 күн бұрын
ଏଇଟା ଠିକ୍ କଥା ସେବାୟତ ମାନେ ମୋବାଇଲ ନେଇ ରଥ ଉପରକୁ ଯିବା ବନ୍ଦ କରାଯାଉ
@akshayakumarsamantasinghar9469
@akshayakumarsamantasinghar9469 19 күн бұрын
The culprits should be penalised for such incident. Jay Jagannath
@user-rt4ej4ey6b
@user-rt4ej4ey6b 19 күн бұрын
Sevayata Boli Kn indra Chandra Mani Bani na kn
@SujitKumarDash-qs3fe
@SujitKumarDash-qs3fe 19 күн бұрын
Simanchala bhai ହଳଧର ଦାସ ମହାପାତ୍ର ଙ୍କର ଗୋଟେ bite niajau
@manojnayak5933
@manojnayak5933 19 күн бұрын
ଏ ହେଇନି କିଛି ଦେଖ ଆଗକୁ କଣ ହଉଚି
@prasantapattanaik862
@prasantapattanaik862 19 күн бұрын
ସରକାର ମୋବାଇଲ କାହିଁକି ସେଠାକୁ ବନ୍ଦ କଲେ ନାହିଁ?
@VidyadharSinghchoudhary
@VidyadharSinghchoudhary 19 күн бұрын
Jai jagannath 🙏 I'm from bokaro Jharkhand. Rathyatra me gaya tha 9 ko aaya ye mobile 📱 sabse faltu chiz ban gaya hai jisko dheko salfee.
@jangyaprasadtripathy117
@jangyaprasadtripathy117 19 күн бұрын
Instagram reels samastanku bayaa karichi....
@dhananjayamishra5845
@dhananjayamishra5845 19 күн бұрын
Aapan kan karuthile? Apan nkar kichhi jae aas nahi khali koti koti tanka dana niantu. Bhala safei dauchhanti Baah....
@ayushmanpalo7546
@ayushmanpalo7546 19 күн бұрын
Thik katha...mobile aau insta account lagi ee durdasa
@tikinamahapatra723
@tikinamahapatra723 19 күн бұрын
ପ୍ରଭୁ ଏମାନଙ୍କର ପକେଟ୍ ରେ ଅବସ୍ଥିତ ଏଣୁତେଣୁ କଥା କହି ଭକ୍ତ ମାନଙ୍କୁ ଭୁଆଁ ବୁଲାଇବା ନିମନ୍ତେ ପ୍ରଭୁ ଭବିଷ୍ୟତ ବାଣୀ କରିଥିଲେ କି
@SSamantaray0007
@SSamantaray0007 19 күн бұрын
ଏ ଘଟଣା ଟି କୋଟି କୋଟି ଓଡ଼ିଆ ଙ୍କ ମନ ରେ ଆଘାତ ଦେଇଛି.... ଆଉ ଉପ ମୁଖ୍ୟମନ୍ତ୍ରୀ ଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ 🤦‍♂️
@AnillAnill-n1q
@AnillAnill-n1q 17 күн бұрын
Someone please translate
@user-hv1ut2op2f
@user-hv1ut2op2f 19 күн бұрын
ଜଗୁନି ବାବୁ ଠିକ କହୁଛନ୍ତି. ବର୍ଷକେ ଥରେ ମହାପ୍ରଭୁ ଲୀଳା କରିବା ପାଇଁ ବାହାରୁଛନ୍ତି, ସେଥିରେ ପୁଣି ଅଘଟଣ. ଦେବକାଯ୍ୟରେ ନିଷ୍ଠା ଏବଂ ସାବଧାନ ରହିବା ଉଚିତ. ଯାହାସବୁ ଘଟୁଛି କଳ୍ପନା ବାହାରେ. ହେ କଳାଠାକୁର 🙏🙏🙏
@ArnapurnaPanda-b9j
@ArnapurnaPanda-b9j 19 күн бұрын
Jaganath swain sir thik kohuchonti
아이스크림으로 체감되는 요즘 물가
00:16
진영민yeongmin
Рет қаралды 63 МЛН
No empty
00:35
Mamasoboliha
Рет қаралды 3 МЛН
Самый Молодой Актёр Без Оскара 😂
00:13
Глеб Рандалайнен
Рет қаралды 12 МЛН
Slow motion boy #shorts by Tsuriki Show
00:14
Tsuriki Show
Рет қаралды 9 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Interview With Kasinath Dasmohapatra
16:23
Kanak News
Рет қаралды 30 М.
아이스크림으로 체감되는 요즘 물가
00:16
진영민yeongmin
Рет қаралды 63 МЛН