Janata Darbaar: Supreme Court's Decision On Adultery

  Рет қаралды 463,458

Kanak News

Kanak News

Күн бұрын

Пікірлер: 1 000
@prafulladash748
@prafulladash748 2 жыл бұрын
6ଏହା ନିୟମ ବିରୁଦ୍ଧରେ ଯାଉଛି ଭବିଷ୍ୟତ ରେ ଏହା କେବେ ସୁଫଳ ଦେବନାହିଁ.
@prafulladash748
@prafulladash748 2 жыл бұрын
ଯେବ୍ୟକ୍ତିୟାକୁ support କଲା ସେହି ଅ ସାମାଜିକ ମଣିଷ.
@jituraut3869
@jituraut3869 2 жыл бұрын
ଜାତି , ଧର୍ମ , ବର୍ଣ୍ଣ ,ନିର୍ବିଶେଶରେ ଆଇନ ସମସ୍ତଙ୍କ ପାଇଁ ସମାନ ! ଲୋକତନ୍ତ୍ର ଡାହା ମିଛ କଥା ପ୍ରଚାର କରୁଚି ।
@prakashchandranandsaysamaj3955
@prakashchandranandsaysamaj3955 2 жыл бұрын
Thanks medam
@babulapatiarbabulapatiar8338
@babulapatiarbabulapatiar8338 2 жыл бұрын
ପରକୀୟା ପ୍ରୀତି ଗୋଟେ ଅଧର୍ମ......... ଆଇନିଜୀବି ତାଙ୍କ ଝିଅ ବହୋ ଆମେ ସଫର୍କ ରଖୁଲୁ ତମେ ଚୁପ୍ ରହିବ ପ୍ରଥମେ କୁହ ଆଇନି ଠିକ୍ ରେ ଚାଲୁ ପରକୀୟା ପ୍ରୀତି କୁ ଦଣ୍ଡ ମିଳୁ ଗୋଟେ ଭୁଲୁ ପାଇଁ ସବୁ ସମାଜ ଖରାପ.. ଖରାପ ବାଟରେ ପହଞ୍ଚିଲା ବାହାହେଲ କାହିଁ ସବୁ ଆଇନିଜୀବି ପାଠ ପଢୀ ମୂର୍ଖ ପଇସା ପାଇଁ ନାଟ ........ଆପଣକୁ ଆମେ କହିପାରିବୁ ଶଳା ମାଗିହା ଭଉଣୀନିଆ ତମ ଝିଅ ବହୋ କୁ ରଖିବୁ ଚୁପ୍ ରହିବେ କୁହ......ଆଇନିଜୀବି ଆଗ ତାପରେ ଆମ ଭାରତ ର ଜନତା କହିବେ ଏ ଅଶିଳ ଭାଷା କହିଲି ଭୁଲୁ ନା ଠିକ୍ କୁହ ପରକୀୟା ପ୍ରୀତି ପାଇଁ ଏ ପୁରାଣ ଦେଶ ରହିବ ନାଁ ଛିଡିବ ଆଇନିଜୀବି ଧନ୍ଦା ଲଗେଇଛ କୁହ .....ପୁରାଣ ଦେଶ କଣ ହବ... ସବୁ ଧର୍ମ ର ଲୋକ ଙ୍କର ଅଧିକାର୍ ଅଛି ନ୍ଯାୟ
@anathswain8442
@anathswain8442 2 жыл бұрын
ଏହି ରାୟ ଠିକ୍ ନୁହେଁ
@o-sgamingff7301
@o-sgamingff7301 2 жыл бұрын
ସବୁ ନାରି ଜାତି କଣ ବେଶ୍ୟା ତୁମର ବି ମା ଭଉଣୀ ଅଛିନା ନାହିଁ ,ଯୋଉ ପୁରୁଷ ନାଇ ସେଇ ପୁରୁଷ ନାରୀ ପାଖକୁ ଆସିବ ନାରୀ କଣ ଗୋଟେ ଖେଳନା?
@dhirendrapanda5804
@dhirendrapanda5804 2 жыл бұрын
ଆଇନ ରେ ପାଁଣ୍ଡିତ୍ୟ ଥିବା ଲୋକଙ୍କୁ ଡାକିଥିଲେ ଆଲୋଚନା ଭଲ ହୋଇଥାନ୍ତା
@rameshchnaik9192
@rameshchnaik9192 2 жыл бұрын
କେମିତି ପରକ୍ରିୟା ପ୍ରିତି ବନ୍ଦ ହେବ ତାହା ଉପରେ ଚିନ୍ତା କରାଯାଉ
@babulasabar9098
@babulasabar9098 2 жыл бұрын
କେଉଁ ମାଦାର୍ ଚୋଦ୍ ସୁପ୍ରିମକୋର୍ଟ ରେ ଥାଇ ଏହି ପ୍ରକାର ର କଲା?
@kanhadakua3731
@kanhadakua3731 2 жыл бұрын
ପର କ୍ରିୟା ପ୍ରୀତି ରେ ଅନେକ ଘର ଭାଙ୍ଗୁଛି ଏହା କୁ ବିରୋଧ କରା ଯାଉ
@mahendradasdas1247
@mahendradasdas1247 2 жыл бұрын
Suprime Correct Direction is wrrong Distortion
@nrusinghmuduli1567
@nrusinghmuduli1567 2 жыл бұрын
ମାନ୍ୟବର ସୁପ୍ରିମକୋର୍ଟ ଭାରତୀୟ ସଂସ୍କୃତି ସଭ୍ୟତା ଜୁ ପାଶ୍ଚାତ୍ୟ ସଭ୍ୟତାର ଆଧୁନିକତାରେ ପରିଣତ କରିବାକୁ ଚାହିଁଛନ୍ତି
@ganapatinayak9732
@ganapatinayak9732 2 жыл бұрын
Monalisha medam and prafula sir apanka jurdgmen pura thik achi I agree with u
@tapankumardas8427
@tapankumardas8427 2 жыл бұрын
ଏହା ପ୍ରତି ନୁହେଁ ଅଗାଣ୍ଡିଆ ନୀତି। ଦୟାକରି ଏହି ନୀତି ଉଠାଇ ନିଅ ନହେଲେ ଲଙ୍ଗଳା ହୋଇ ବୁଲ ।
@hidden2assassin252
@hidden2assassin252 2 жыл бұрын
Mona mam very right right right right right right right right n very right
@jhasketanpradhan602
@jhasketanpradhan602 4 жыл бұрын
ଆଇନ ପ୍ରଣୟନ ନୀତି ଠିକ ନାହିଁ ଆଇନ ଜିଏ କରିଛି ସେ ଗୋଟେ ମାନସୀକ ରୋଗି
@charbak9071
@charbak9071 2 жыл бұрын
I agree with you.
@hrusikeshsethy3699
@hrusikeshsethy3699 2 жыл бұрын
Apana thik kahichanti sir
@mithunsingh5702
@mithunsingh5702 2 жыл бұрын
ପରିବାର ନଷ୍ଟ ହୋଇଯିବ ବେଳେ ଶଳେଇ
@mtutyunjaya3186
@mtutyunjaya3186 2 жыл бұрын
ଅତି ସୁନ୍ଦର ବିଷୟ ବିଚାର ଧନ୍ଯବାଦ🙏ଆଛା କଳି ଭୟଙ୍କର ।
@niranjanrout3351
@niranjanrout3351 6 жыл бұрын
Are kaha love vhangani please Supreme Court A niama banada karidia please please please please
@rajaashoksamrat417
@rajaashoksamrat417 2 жыл бұрын
ଏହି ରାୟରୁ ଦେହ ଜିବିମାନେ ଅଧୀକରୁ ଅଧୀକ ଲାଭବାନ ହେବେ ଠକମାନେ ଅଧିକ ଠକିପାରିପେ
@manoranjanmohanta221
@manoranjanmohanta221 2 жыл бұрын
34
@jayantakumarpanda2146
@jayantakumarpanda2146 2 жыл бұрын
ଅପସଂସ୍କୃତି
@yeslilacreative
@yeslilacreative 6 жыл бұрын
ଭଲ ଲୋକେ ବି ଖରାପ ହୋଇଯିବେ
@singlasaigond2997
@singlasaigond2997 2 жыл бұрын
ଛୁଞ୍ଚିକୁ ହଲାହ ଜଣେ ଲୋକ ଆଉ ଯା କୁ ବି ସୂତା ପୁରାଇ ବାକୁ କୁହ ସବୁ ଜାଣି ପାରିବ ଆପେ . ...
@pareshchandrasoren6949
@pareshchandrasoren6949 2 жыл бұрын
Best example
@bishnujati3264
@bishnujati3264 2 жыл бұрын
ମାନ୍ୟବର ସୁପ୍ରିମକୋର୍ଟ ଆଉ ଥରେ ବିଚାର କରନ୍ତୁ ।ଯାହା କରିଛନ୍ତି ତାହା ଠିକ ଼ ନୁଊ ।
@azubizu2534
@azubizu2534 2 жыл бұрын
କଲିଯୁଗ ର ସେଷ୍ ସମିୟା ହେଲା
@jogeshchandrabeheraodisha156
@jogeshchandrabeheraodisha156 2 жыл бұрын
ମଣିଷ ସଭ୍ୟତାରେ କୁକୁର, ଛେଳି ପ୍ରବୃତ୍ତିର ମଣିଷମାନଙ୍କର ଆମଦାନୀର ପଥ ପ୍ରସସ୍ଥ ହୋଇଗଲା ............ ଉନ୍ନତ ବୁଦ୍ଧିମତାର ପରିପ୍ରକାଶ !!!!!!!
@chittaranjandas7059
@chittaranjandas7059 2 жыл бұрын
Ok
@minaketanhikaka2242
@minaketanhikaka2242 4 жыл бұрын
ଭାରତୀୟ ମହାନ ସଂସ୍କୃତ କୁ ନେଇ ବିବାହ ବନ୍ଧନ ସିନ୍ଦୂର , ଶଙ୍ଖା,ମଙ୍ଗଳସୂତ୍ର, ଏହା ସ୍ତ୍ରୀ ଙ୍କ ପତି ଧର୍ମ ପାଳନ । ପରକୀୟା ପ୍ରୀତି ତ କଳଙ୍କିନି ! ସନାତନ( ହିନ୍ଧୁ) ଧର୍ମ କୁ ବଞ୍ଚେଇରଖିବା ହେଉଛି ପତିବ୍ରତା ନାରୀ ଙ୍କ ତେବେ ପୃଥିବୀର ମହା ପାପର ଭାର କୁ ଧୋଇବା ପାଇଁ ସଂୟ ଭଗବାନ ଜନ୍ମ ନେବାର ରହସ୍ୟ ରହିଛି । ମାତୃ ତ୍ଵ ନୀତି କୁ ବ୍ୟବସାୟ କରଣ ପ୍ରଥା ଖରାପ ।
@o-sgamingff7301
@o-sgamingff7301 2 жыл бұрын
ଏ ରାୟ ଠିକ୍ ନୁହେଁ ,ତାମାନେ ଆକୁ କହିବା ସଂସାର ,ଏମିତି ହେଲେ ସଂସାର ଭାଙ୍ଗିଜିବ ସାର୍ ଟିକେ ସଂସାର କୁ ଦେଖ ।ଭାରି ସଭାପତି ହେଇଛ ହୋ ତମ ବିଚାର ରଖ ।।
@bhimacharan3027
@bhimacharan3027 2 жыл бұрын
ପର କିୟା ପ୍ରୀତି କର ମଜା ନିଅ କିନ୍ତୁ ଧରାପଡିଲେ ଦୁଇ ଜଣ କୁ ଜେଲ ରେ ଦଣ୍ଡାଦେଶ ଘୋଷଣା କରନ୍ତୁ ।
@thabirasuna4171
@thabirasuna4171 2 жыл бұрын
ପରିବାର ବିବାହ ବନ୍ଧନ ଉଠିଯିବ ା
@sudarshanpadhy8392
@sudarshanpadhy8392 2 жыл бұрын
GHARA vanga niti.
@yeslilacreative
@yeslilacreative 6 жыл бұрын
ସୃପ୍ରିମ କୋଟ ର ଏ ରାୟେ ଉଚିତି ନୁହେଁ ଏହା କୁ ତୁରନ୍ତ ବନ୍ଦ କରାଯାଉ.ବ୍ୟବବିଚାର ବଡିବ ନିଚିତ.ନକରିବା ଲୋକ ବି ଏହା ହିଁ କରିବେ.କାରଣ ଭୟ କାହାରି ମନରେ ରହିବନାହିଁ.କାହାରି ପରିବାରରେ ଟିକେ ଝଗଡା ହେଲା ମନେ ଏହି ପରିସ୍ଥିତି ସୃଷ୍ଟି ହେବ.ଏହା କଦାବି ଠିକି ନୁହେଁ.
@kingdhruti1557
@kingdhruti1557 2 жыл бұрын
From Jagatsinghpur
@rajendraswain5470
@rajendraswain5470 3 жыл бұрын
ବାହା ଘର ଆଗରୁ ଆଜୀବନ ଥିବାରୁ ଅପରାଧ ହେଉଥିଲା କିନ୍ତୁ ଏହା ଉଭୟଙ୍କ ସହମତି ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିବାରୁ ଅପରାଧ କମିଲା।
@jayantakumarpanda2146
@jayantakumarpanda2146 2 жыл бұрын
ସପକ୍ଷବାଦୀମାନେ ଏହାକୁ ସ୍ବାଗତ କରୁଛନ୍ତି
@bibhutibhusannayak6445
@bibhutibhusannayak6445 2 жыл бұрын
ସୁପ୍ରିମ କୋର୍ଟ ଙ୍କ ମନ ଇଛା Law କୁ ପରିବର୍ତ୍ତନ କରାଯାଇ ।।
@hatakishorsahu6328
@hatakishorsahu6328 2 жыл бұрын
ତୁମ ସ୍ତ୍ରୀ ଠିକ୍ ନାହାନ୍ତି ବୋଲି ସେ ପର ପୁରୁଷ ସହିତ ଯାଉଛନ୍ତି ତୁମେ ତମ ସ୍ତ୍ରୀ କୁ ଠିକ୍ ରେ ରଖନ୍ତୁ
@srikantabehera6961
@srikantabehera6961 6 жыл бұрын
ସୁପ୍ରମକୋର୍ଟଙ୍କ ଏହି ରାୟକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି । ଯଦି ସୁପ୍ରିମ କୋର୍ଟ ଏହି ରାୟକୁ ସ୍ଵାଗତ କରିଛନ୍ତି । ତାହାହେଲେ ମୁଁ ମୋ ମନଇଚ୍ଛା କୌଣସି ନାରୀ ସାଙ୍ଗରେ ପ୍ରେମ କରିବି ତାହାହେଲେ କାନୁନ୍ ମୋତେ କଛି କରିପାରିବେନି କି ।
@sunandagiri8537
@sunandagiri8537 Жыл бұрын
Priti mam great
@truptidas9354
@truptidas9354 6 жыл бұрын
Monalisa madam absolutely right.thanks madam
@dhirenmohapatra4584
@dhirenmohapatra4584 2 жыл бұрын
ପାରିବାରିକ ସମ୍ପର୍କରେ ଅବନତି ଆସିବ
@satyanarayanmohakud4486
@satyanarayanmohakud4486 6 жыл бұрын
ଲୟର ଗୁଡାକ ପାଗଳ ହୋଇ ଗଲେଣି
@pareshchandrasoren6949
@pareshchandrasoren6949 2 жыл бұрын
Jodge manankoro bhari interest jaha laguchh🤣i
@learningeasyly4125
@learningeasyly4125 2 жыл бұрын
ହଁ ତାହେଲେ ଆମେ ମାନେ ସମସ୍ତେ ଗୋଟିଏ ଗୋଟିଏ ବଲଦ ଓ ଗାଈ
@subashshrambutika5030
@subashshrambutika5030 6 жыл бұрын
It is harmful for society.........
@Ajubenjya
@Ajubenjya 9 ай бұрын
God bless you
@chudamanisamal6636
@chudamanisamal6636 6 жыл бұрын
ମନୋରଞ୍ଜନ ସାର .ଏଇ ରାୟ ରୁ ଦେହବ୍ୟବସାୟି ମାନେ ବହୁତ ଲାଭ ପାଇବେ
@dularamsoren4887
@dularamsoren4887 2 жыл бұрын
ଦେହଜୀବୀ ମାନେ ରାୟ ପୂର୍ବରୁ, ଏହାର କର୍ଯ୍ଯକାରୀ କରି ଆସୁଛନ୍ତି । ପାଶ୍ଚାତ୍ୟ ସମାଜରେ ଏହା ସୁରୁଖୁରୁରେ ପ୍ରଚଳିତ ହୋଇ ପାରୁଛି । ପରକିୟା ପ୍ରୀତି କୋୖଣସି ଆଇନକୁ ଅପେକ୍ଷା କରେ ନାହିଁ ।
@JitendraKumarNayak-ov2gl
@JitendraKumarNayak-ov2gl 2 ай бұрын
Jai jagannath ❤
@gayatrisethi1864
@gayatrisethi1864 6 жыл бұрын
Nonsense... law...
@satyanarayanmohakud4486
@satyanarayanmohakud4486 6 жыл бұрын
ଚ୍ଛାଦପତ୍ର ଅଧିକ ଘଟିବ
@yeslilacreative
@yeslilacreative 6 жыл бұрын
ସବୁ ସ୍ତ୍ରୀ ମାନକୁ ମନା କରିଦିଅ ସାବିତ୍ରୀ ବ୍ରତ କରିବା ବନ୍ଦ କରିଦେବେ
@ChirasmitaSahoo-h6q
@ChirasmitaSahoo-h6q 11 ай бұрын
Right
@newprojectupdate4576
@newprojectupdate4576 6 жыл бұрын
dhire dhire samaste kharap hebe
@rukshansahoo444
@rukshansahoo444 6 жыл бұрын
definitely bad impact on society plz sotp this rule
@danielcraig9321
@danielcraig9321 6 жыл бұрын
Why ?
@srptuber387
@srptuber387 6 жыл бұрын
@@danielcraig9321 we are not like foreigners...okkk
@rakeshmajhi3358
@rakeshmajhi3358 6 жыл бұрын
Naira Sahoo ae ta sure katha
@nabinapradhan3480
@nabinapradhan3480 6 жыл бұрын
Seam to you
@KUMAR_RAJESH_OFFICIAL
@KUMAR_RAJESH_OFFICIAL 6 жыл бұрын
Mu ethire sahamata
@mamatasahoo8806
@mamatasahoo8806 2 жыл бұрын
ଆହୁରି ବଢିବ
@SkKumar-cu1vh
@SkKumar-cu1vh 6 жыл бұрын
ସେହିପରି ଏ ନିୟମ କୁ କେତେ ପ୍ରତିଶତ ଲୋକ କେମିତି ନେଉଛନ୍ତି ଦେଖିବା....
@jayantakumarpanda2146
@jayantakumarpanda2146 2 жыл бұрын
ବର୍ଣ୍ଣଶଙ୍କରଙ୍କ ବିଚାର କୁ ହଟାଇବା ପାଇଁ ଦୃଢ ବିରୋଧ କରାଯାଉ ।
@santosirana1428
@santosirana1428 2 жыл бұрын
Emiti hele sir, marriage kebala gote formality heijiba,aau familydisturbmance badhiba.
@o-sgamingff7301
@o-sgamingff7301 2 жыл бұрын
ଏ ରାୟ କଣ ଛୁଆ ପିଲାଙ୍କୁ ବାପା ମାଆ ମିଳିବ ତ ?
@susilkumar557
@susilkumar557 6 жыл бұрын
It is very harmful effects on society...
@rohidasmohanta6019
@rohidasmohanta6019 2 жыл бұрын
Good
@kingdhruti1557
@kingdhruti1557 2 жыл бұрын
I am siba Prasad behera , from Jagatsinghpur . You should request to supreme court on to do only arrenge marriage . Not to do contact marriage or love marriage.
@gunanidhichhatria6397
@gunanidhichhatria6397 2 жыл бұрын
Yeswomenarethebasic Causetobuildasound Atmosphereinthesociety.
@ldvideos5879
@ldvideos5879 6 жыл бұрын
Mu Monalisa madam & praphula sirnku support karuchi..plzzzz honourable supreme Court au thare ei rule upare chinta karantu bcz di jananka khusire duita family destroy heijiba.
@kaliabehera4956
@kaliabehera4956 3 ай бұрын
ଯୌମନେ କହୁଛନ୍ତି ଠିକ୍ ସେମାନେ ନିଜ ଝିଅ ଭଉଣୀ କୁ ପର ପୁରୁଷ ପାଖକୁ ପଠେଇ ଦିଅ
@brahnanandamisrha9771
@brahnanandamisrha9771 6 жыл бұрын
Change the rule
@priyadarshini4501
@priyadarshini4501 Жыл бұрын
ପୂର୍ବ ଆଇନ ଠିକ ଥିଲା, ଏହି ଆଇନ ପାଇଁ କେତେ ଘର ଭାଙ୍ଗି ଗଲାଣି , 497 କୁ ପୁନର୍ବାର ବିଚାରକୁ ନେଇ ମନ୍ତବ୍ୟ ଦିଆଯାଉ
@SkKumar-cu1vh
@SkKumar-cu1vh 6 жыл бұрын
ଆମ ସମାଜରୁ ମୁଁ ଅନୁଭବ କରୁଛି ଯେ 70-80% ଲୋକ ଖରାପ କାମକୁ ଅପଣାଉଛନ୍ତି କିନ୍ତୁ କମ ଲୋକ ଭଲକୁ . exp---କ୍ଷୀର ଅଧିକ ଲୋକେ ନେଉଛନ୍ତି ନ ମଦ ,ସେହିପରି junkfood ଅଧିକ ଖାଉଛନ୍ତି ନା healthy food ?? ଆପଣ ଚିନ୍ତା କରନ୍ତୁ .....
@akashparida8224
@akashparida8224 2 жыл бұрын
ଆପଣଙ୍କ ସ୍ତ୍ରୀ ପର କ୍ରିୟା ପ୍ରୀତି ଯଦି କରେ ଆପଣ କଣ କରିବେ
@jyotiranjansahoo3099
@jyotiranjansahoo3099 6 жыл бұрын
ସତ୍ୟଯୁଗ ଆସିଗଲା ରେ ଭାଇ .ମାଳିକା ବଚନ ସାତହେଲା.
@KUMAR_RAJESH_OFFICIAL
@KUMAR_RAJESH_OFFICIAL 6 жыл бұрын
Hanre bahi krusna dhara prustaku olhei asile
@bikrambhutia1085
@bikrambhutia1085 6 жыл бұрын
Thik bhai
@malaydas2521
@malaydas2521 6 жыл бұрын
Swami gala kan pani ta upare bichar kara
@Akshaykumar-zj9hr
@Akshaykumar-zj9hr 6 жыл бұрын
Hnbhai...badhiba mahapapa...
@sanjaynaik6849
@sanjaynaik6849 2 жыл бұрын
ହାଏ ରେ 🤦‍♂️ସରକାର. ଚୋରକୁ ଅଧିକାର ଦେଇଦେଲା. ଖେଳାଳିକୁ ଖେଳିବାକୁ ସୁଯୋଗ ମିଳିଗଲା.
@devnanduideas1269
@devnanduideas1269 6 жыл бұрын
Yes... Pagala heigalani Supreme Court Bhangidela India ku
@Goruffffffff
@Goruffffffff 6 жыл бұрын
Nandini Mishra yes u r right
@bijaykumarbehera1825
@bijaykumarbehera1825 2 жыл бұрын
ସୁପରିମକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ । W.W S.Y....DHARA .
@prasantadas4648
@prasantadas4648 6 жыл бұрын
The decission of the Supreme court is very wrost .It impact on society as well family .
@hidden2assassin252
@hidden2assassin252 2 жыл бұрын
Monna lisa mam is very write
@umeshchandrasahu5869
@umeshchandrasahu5869 6 жыл бұрын
Wrong decision
@gayatrisahoo371
@gayatrisahoo371 6 жыл бұрын
A decision pai kete ghara bhangi jiba
@gayatrisahoo371
@gayatrisahoo371 6 жыл бұрын
A wrong disition , so bad
@rrcreativechannel236
@rrcreativechannel236 6 жыл бұрын
Roung decision
@banamalipatra514
@banamalipatra514 2 жыл бұрын
Ahi Rai swagata jjagay bharata barsare nirjatanaru mukta heba
@dp7158
@dp7158 6 жыл бұрын
ଵନ ଵଵୁକଂର ପରକୀୟା,, ଅଛି କି?
@beherauttambeherauttam
@beherauttambeherauttam 6 ай бұрын
ପୁରୁଷ କୁ ବୁଲା ଷଣ୍ଢ ଶାଠିପିକେଟ ମିଳି ବା ଦରକାର ଘର ସମ୍ଭାଳିବା ନୁହେଁ କି ‌ସ୍ତ୍ରୀ ର ସ୍ବମି ହେବା ଅଧିକାର ନମିଳିବା ଦର କାର😢
@priyadarshineepati3658
@priyadarshineepati3658 6 жыл бұрын
Nice question by manoranjan sir
@satyanarayanpanda3503
@satyanarayanpanda3503 2 жыл бұрын
Very very nice
@bijaykumarsahoo2025
@bijaykumarsahoo2025 2 жыл бұрын
ଆପଣ କଥା ଶୁଣନ୍ତୁ ତା ପରେ ଜବାବ ଦିଅନ୍ତୁ
@jayjagannathaswami143
@jayjagannathaswami143 6 жыл бұрын
Super court have need healthy mind judge
@lalitadasee4441
@lalitadasee4441 2 жыл бұрын
ତମ ସମସ୍ତର ହିନ୍ଦୁତ୍ବର ମର୍ମ ବୁଝି ନାହାନ୍ତି!!! ଏ ମୁର୍ଖ ଜଜ ନୂହେଁ!!
@0801227227
@0801227227 6 жыл бұрын
Definitely Very worst Judgement by supreme court.It is clearly showing that western culture doesn't capture automatically to Indian society but it is invited by SC in many Judgemeent.Why SC praises western culture is open culture.Is Indian culture is lower level than other culture?This judgement should be rejected by Modi govt. unless we have through govt. out of power.
@unique186slwww
@unique186slwww 3 ай бұрын
ଯଦି ପରକୀୟା ପ୍ରୀତି ନୈତିକତା ରେ ଚାଲିବ ତେବେ ଆଉ ସବୁ ବି ନୈତିକତା ଉପରେ ଛାଡ଼ିଦିଅ।................ଆଉ ଜଣେ ଯଦି murder ବି କରିବ ତେବେ ତାକୁ ବି ଜେଲ୍ ଯିବାକୁ ପଡ଼ିବନି କାହିଁକି ନା ନୈତିକତା ଦୃଷ୍ଟିରୁ 😊 ଯଦି କମେଣ୍ଟ ଭଲ ଲାଗିଲା ତାହେଲେ ଲାଇକ କର
@chiranjibimahali9232
@chiranjibimahali9232 6 жыл бұрын
Indirectly legalise prostitution..bad impact on society ..
@lagguru8032
@lagguru8032 3 жыл бұрын
its already there remember MARRIAGE
@susantakumarnayak5601
@susantakumarnayak5601 2 жыл бұрын
ଏ ଗୁଡ଼ାକ ପରିବାର ରେ ଅଛନ୍ତି କି ନାହିଁ
@jayantabarik4386
@jayantabarik4386 6 жыл бұрын
Definitely very bad I sure it develops more parakriapiti. Please stop this
@rabinayak1306
@rabinayak1306 2 жыл бұрын
Sahi h
@rkrocker3676
@rkrocker3676 6 жыл бұрын
2018 ru 2019 September end bhitare kete divorce case heba pura bharat dekhiba
@ChirasmitaSahoo-h6q
@ChirasmitaSahoo-h6q 11 ай бұрын
Badhiba.right.
@debaprasandas5858
@debaprasandas5858 6 жыл бұрын
Justice sala pagal heijaichi
@tarunarts429
@tarunarts429 6 жыл бұрын
Deba Prasandas tu law ku bujhi paribuni ajatha re justice ku gali karni
@tanmayrout4737
@tanmayrout4737 6 жыл бұрын
Faltu decision 👎👎👎
@Desi.Toka-
@Desi.Toka- 6 жыл бұрын
Supreme Court absolutely wrong wrong wrong
@pyarimohanparida7341
@pyarimohanparida7341 2 жыл бұрын
You are right bhai
@prsantadas2224
@prsantadas2224 2 жыл бұрын
ଏପରକ୍ଷିୟା ପାତି ହେଲା ବେଧ ପକେଇବା
@ashisparida8605
@ashisparida8605 6 жыл бұрын
Monalisa madam is told true all ......thanks
@sureshchandrapadhiary1186
@sureshchandrapadhiary1186 2 жыл бұрын
My dear now not Fear lets go ♥️
@subratmohapatra5201
@subratmohapatra5201 6 жыл бұрын
It will be very bad impact on indian society and culture.
@rajkumarnayak190
@rajkumarnayak190 2 жыл бұрын
Kokora bhalia bhukuco
@villagelife9817
@villagelife9817 2 жыл бұрын
Thik order
@dhrubanandabarik1638
@dhrubanandabarik1638 6 жыл бұрын
Is Supreme Court not interfering the acts of legislatures ?
AMA  AAIN
26:50
DD ODIA
Рет қаралды 32 М.
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 21 МЛН
Мама у нас строгая
00:20
VAVAN
Рет қаралды 11 МЛН
TEDHA PRASARAN // KEDAR MANA SAMBALPURI COMEDY //
9:59
KEDAR PATEL COMEDY
Рет қаралды 339 М.
4PM Headlines ||| 28th November 2024 ||| Kanak News |||
2:39
Kanak News
Рет қаралды 3,5 М.
Supreme Court's Decision On Adultery
3:53
Kanak News
Рет қаралды 392 М.
Janata Darbaar: Redevelopment Of Puri After Demolition Of Math
52:53