Janata Darbar: Who is Provoking Racism ?

  Рет қаралды 171,706

Kanak News

Kanak News

5 жыл бұрын

For latest Odisha News Follow us:
Visit: kanaknews.com/
KZbin: / kanaktvonline
Twitter: / kanak_news
Facebook: / kanaknews
Playlists-
Big Debate- • Big Debate: Grounded A...
One to One- • Casting Couch In Ollyw...
Wah Wah Re Camera: • Video
Loka Nakali Katha Asali: • Loka Nakali Katha Asal...
Manoranjan Mishra Live: • Manoranjan Mishra Live...
Olta Palta: • Video #KanakNews

Пікірлер: 483
@jayantsethi3353
@jayantsethi3353 Жыл бұрын
ସବୁ ଠିକ କହୁଚ ଯେ ..! ପ୍ରଥମେ କୁହ କୋଟା କାହିଁକି ଦିଆଗଲା ? ତାର ଉତ୍ତର ହଉଚି ଛୁଆଁ ଅଛୁଆଁ ଯୋଗୁ । ତେଣୁ ଆଗ ଛୁଆଁ ଅଛୁଆଁ ଦୂର କର ଏବଂ ସମାନତା ଆନ ତାପରେ ମନକୁ ମନ ସରକାର କୋଟା ବ୍ୟବସ୍ଥା ଉଠାଇ ଦେବେ ।
@ajaymallik4258
@ajaymallik4258 Ай бұрын
Tik tik bhai badi prasna ta pacaricha
@littleworld8549
@littleworld8549 16 күн бұрын
Kebe habani
@damodharmokhi2290
@damodharmokhi2290 11 ай бұрын
ବ୍ରହ୍ମଣ ମାନଙ୍କୁ ଜୁତାରେ ପିଟିଲେ ସବୁ ଠିକ ରେ ଭାରତରେ ଜାତି ଵେବସ୍ତା ଠିକ ହବ
@odishatourism9895
@odishatourism9895 Жыл бұрын
ସମ୍ବିଧାନ ଜିନ୍ଦାବାଦ ଆମ୍ୱେଦକର ଜିନ୍ଦାବାଦ
@mahondas1165
@mahondas1165 Жыл бұрын
Mandir Puja jebi Kari parib kintu brahmannku service diya
@ASHOKKumar-ie2eo
@ASHOKKumar-ie2eo Жыл бұрын
Jay Bheem Jay sanvidhan
@maniramashabar773
@maniramashabar773 2 жыл бұрын
ଆଗ ଜାତିପ୍ରଥା ଉଠି ପ୍ରଥା ଉଠିଯାଉ,ପରେ କୋଠାର ବିଚାର ହେଉ
@odishatourism9895
@odishatourism9895 Жыл бұрын
ଏ ଦେଶ ର ମୂଳ ବାସିନ୍ଦା ବହୁଜନ ଜାଗୂଓ ବହୁଜନ ଜାଗୂଓ .
@karunakarmallick5854
@karunakarmallick5854 28 күн бұрын
ପ୍ରଥମେ ଜାତି ଉଠାଜାଉ
@PHO-uf7ck
@PHO-uf7ck Жыл бұрын
ଜଣେ SC ST ପିଲା IAS hele bi se ଜାତିଆଣ ବାଦର ସ୍ବୀକାର ହୁଅନ୍ତି
@madhabchandrahansdah-fe2iz
@madhabchandrahansdah-fe2iz 2 ай бұрын
ମଧ୍ୟ ପ୍ରଦେଶ ରେ ସବୁ ଠାରୁ ବେଶୀ ଅତ୍ୟାଚାରିତ ହେଉଛନ୍ତି ଆଦିବାସୀ ଏବଂ ହରିଜନ ମାନେ
@minaketanhikaka2242
@minaketanhikaka2242 3 жыл бұрын
ନା' ନା' ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ବିକାଶ ନୀତି ପୋଲି ସଭା ,ଗ୍ରାମ ସଭା ସମ୍ବିଧାନ ଆଇନ କୁ ପାଳନ କରାଯାଉନାହିଁ କାହିଁକି ? ଶିକ୍ଷା ,ଚାକିରି କ୍ଷେତ୍ରର ଆରୋକ୍ଷନ ଉପରେ ଜାଲ ପ୍ରମାଣ ରେ କାରସାଦି କୁ ରୋକାଜାଉ । ସମସ୍ତଙ୍କ ପାଇଁ ସଂଗରୋକ୍ଷନ ଲାଗୁ ହେଲାଣି , ସଂସ୍କାର ଭାବେ ପରିଚାଳନା ହେଉ ।
@akashmahananda1001
@akashmahananda1001 2 жыл бұрын
Right brother
@rajendrakumarsethi1473
@rajendrakumarsethi1473 Ай бұрын
ପରମ ପରାରୁ ଅଛି ମନ୍ଦିରରେ sc,st ର ଲୋକମାନେ ପୂଜା କଲେ ସମାଜ୍ ଘୃଣା କରନ୍ତି sir
@Maeena491
@Maeena491 3 ай бұрын
୨୦୨୪ ମସିହାରେ ମଧ୍ୟ ଆଜି ଆମେ ମନ୍ଦିର ବାହାରେ ରହି ଠାକୁର ଦର୍ଶନ କରୁଛୁ ।
@Jitu-kh7ds
@Jitu-kh7ds Жыл бұрын
ଦଳିତ ଭାଇ ମାନେ ଆପଣ ମାନଙ୍କୁ ଅନୁରୋଧ କରୁଛି କାହା କଥା ଶୁଣ ନାହିଁ ଆମ ଦଳିତ ଭାଇ ମାନେ ଏକାଠି ହେବା ଦରକାର 🙏🙏🙏🙏🙏🙏🙏🙏🙏🙏🙏
@bharatsethi8407
@bharatsethi8407 2 ай бұрын
Bhai ekdum thik kahicha dhanyawad
@user-wt5rt5st8s
@user-wt5rt5st8s Ай бұрын
Ame aekati heba amo adikar pai ladie kariba
@TosenBania
@TosenBania Ай бұрын
dalit ek heba ki sudra ek heba ?
@GAMHIAHO
@GAMHIAHO Ай бұрын
1😅😊 bun​@@user-wt5rt5st8s
@showmankumbrika9612
@showmankumbrika9612 Ай бұрын
Dalita bhai mananku chhuah achhuah kiye karuchhanti tanku birodh Kariba darkar
@desisambalpuribeats8185
@desisambalpuribeats8185 5 жыл бұрын
jai bhim.....jai baba saheb
@dolagobindasethy8496
@dolagobindasethy8496 Жыл бұрын
କେହି ଉସ୍କାଇ ବାକୁ ଚାହୁଁ ନାହିଁ ଯାହା ସତ କଥା ଲୁଚି ଛପି ରହିଥିବା ଅନେକ କଥା ଓ ଗୋଟେ ଘୃଣ୍ୟ ଉପେକ୍ଷିତ ହେଉଥିବା ଲୋକଙ୍କ ସାମାଜିକ ଅଧିକାର ରୁ ବଞ୍ଚିତ ହୋଇ ଥିବା ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ସାମାଜିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ କଥା ଓ ବ୍ରାହ୍ମଣ ଙ୍କ ଅତ୍ୟାଚାର ବିରୋଧରେ ଆନ୍ଦୋଳନ ବ୍ରାହ୍ମଣ ମାନେ ସମାଜ ର କଳଙ୍କ ଓ ଆମ ଦେଶ ର ଲୋକ ନୁହଁନ୍ତି
@RajaSahu-zm3mk
@RajaSahu-zm3mk Жыл бұрын
🙏🌹🙏👍👍👍👍
@tunanaik5440
@tunanaik5440 Жыл бұрын
"Jay Bhim" SC ST mane atyachar sahichhanti pani tk pieba lagi sangharsha karichhanti,chhuna achhuan aajibi achhi kintu aaji chakiri katha padichhi patha padha chakiri nia
@shantanusingh5088
@shantanusingh5088 Жыл бұрын
ଆଜିକୁ ପ୍ରାୟ ୪୫୦୦ ବର୍ଷ ପୂର୍ବରୁ OBC SC St ଲକ ମାନଙ୍କୁ ପାଠ ପଢ଼ାରୁ ବଞ୍ଚିତ କରା ଯାଇଥିଲା। ଭାରତ ସ୍ଵାଧିନ ହେବା ପରେ ଏମାନେ ପାଠ ପଢିବାକୁ ସୁଯୋଗ ପାଇଲେ | ତେଣୁ obc sc st ଲକ ମାନଙ୍କର Exam ରେ % ବା Mark କମ୍ ରହୁଛି I ଏବେ ବି ବହୁତ ପରିବାରରେ ମାଟ୍ରିକ ପାସ ପିଲା ନାହାନ୍ତି I ଭାରତରେ ଇଂରେଜ ସାଶନ ହଟିବା ପରେ ପରେ general ଲୋକଙ୍କ ପାଖରେ କାଟିବାଟି ଜମି କେମିତି ଚାଲି ଗଲା ତାହା ଜାଣିଲେ ଭାରି ତାବୁ ବ୍ ଲାଗିବ | ସରକାର obc sc st ଏବଂ ଗରିବ ur ମାନଙ୍କୁ ମଧ୍ୟ ୧୦% ଆରକ୍ଷଣ ଦେଲେ | ସମସ୍ତଙ୍କୁ ମୋଲେଇ ଦିଆଗଲା । Obc sc st କମ୍ % ରଖିଲେ ତାଙ୍କ post ରେ ଗଲେ ur % ବେଶି ରଖିଲେ ତୁମ post ରେ ରହିଲ l ଶୁଦ୍ର ମାନଙ୍କୁ ବି ମୋଲେଇ ଖାଇବାକୁ ଦିଅ
@odishatourism9895
@odishatourism9895 Жыл бұрын
ବ୍ରାହ୍ମଣ ବିଦେଶୀ
@sandhyaranidehury9460
@sandhyaranidehury9460 Жыл бұрын
Braman bhikari kuha
@user-qh6gg3fd4m
@user-qh6gg3fd4m Жыл бұрын
ମୁ ଗୋଟିଏ ବାମହନ ଝିଅ କୁ ବାହା ହେବି ସମାଜ ହିସାବରେ ଗ୍ରହଣ କରିବ କି ? Jeneral bhaimane ମୁ ଜଣେ ଦଳିତ ଅଟେ
@nabaghanabehera390
@nabaghanabehera390 Жыл бұрын
SC/ST Jago
@rupadharkumbhar7953
@rupadharkumbhar7953 Жыл бұрын
Jay Bhim
@gopalmallick8402
@gopalmallick8402 Жыл бұрын
ମିଡ଼ିଆ ହୋଇ ବ୍ରାହ୍ମଣ କୁ ସପୋର୍ଟ କରୁଛନ୍ତି . l ନ୍ୟାୟ ର କର
@PHO-uf7ck
@PHO-uf7ck Жыл бұрын
ଛୁଆଁ ଅଛୁଆଁ ଭେଦଭାବ ସହ SC ST OBC ମାନଙ୍କୁ କିଏ ଅତ୍ୟାଚାର କରୁଥିଲେ
@sandeepmohanta9628
@sandeepmohanta9628 5 жыл бұрын
Jai mulanibasi,jai bhmi
@biranchitajan2347
@biranchitajan2347 4 ай бұрын
500 ବର୍ଷ ପୂର୍ବେ କିଏ କାହାକୁ ଶାସନ କରି ଆସୁଛି। ଦଳିତ ମାନଂକୁ ସର୍ବଦା ସବର୍ଣ୍ଣ ମାନେ ସବୁ ବେଳେ ଅତ୍ୟାଚାର କରି ଆସୁଛନ୍ତି। ଜୟ ମୂଳନୀବାସୀ
@prakashanaik2080
@prakashanaik2080 2 жыл бұрын
ବ୍ରାହ୍ମଣ ପକା ମାଗିହା
@basantanayak9264
@basantanayak9264 Жыл бұрын
Apana thik kahichhanti,prakash babu...4500purbaru emane bharatare prabesh kale..aau michha kalpanika kahaniku sangathita kari sanskruti- parampara namare ehaku sara bharata barshare bichhei dele...
@user-wt5rt5st8s
@user-wt5rt5st8s Ай бұрын
Right bhai
@princebadal6053
@princebadal6053 28 күн бұрын
Kahaku kharaap bhasa kahibaa maane nija ku nije asabhya pramaannita karibaa...... Dayaa kari kehi b kahaku gaalli gulaj karantu nahi...... Ye sabu babar akbar emaananka samayare sadajantra kari braamhana maananku eka moharaa karaajaaithilaa...... it's proved.
@ravan8268
@ravan8268 5 жыл бұрын
Jai bhim Jai mulnibasi
@bjayaraj6046
@bjayaraj6046 Жыл бұрын
Sc, st, obc ଭାରତର ମୂଳନୀବାସୀ ଆଗରୁ ଭୋଟ ଦେବାପାଇଁ ଅଧିକାର ନଥିଲା , ପାଠ ପଢିବାକୁ ଅଧିକାର ନଥିଲା ଯେତେବେଳେ ଗଣତନ୍ତ୍ର ରାଷ୍ଟ୍ର ଘୋଷିତ ହେଲା ବାଲ ଗଙ୍ଗାଧର ତିଳକ ଦେଖିଲେ ଯେ ଆମେ,3% ତାହେଲେ ଆମେ କମଜୋରୀ ହେଇଯିବୁ ଏଗ୍ରେଜ କୁ ଲେଖିକି ଦେଲେ କେବଳ ହିନ୍ଦୁ କହିଲେ ବ୍ରାହ୍ମଣ, sc, st, obc ହିନ୍ଦୁ ନା ମାତ୍ର କେବଳ ଉଚ୍ଚାଜାତ ର ତୁଛ ମାନସିକ୍ତ ଲାଗି scstobc ଆଜୀବହୁତ ପଛରେ ଉଚ୍ଚାଜାତିର ଦୋକାନ ବାଡ଼ି, ମିଡ଼ିଆ, ସରକାର ସଂସ୍ଥା ରେ ବଡ ବଡ ପଦପି /ଯେତିକି ଧର୍ମ ଗ୍ରନ୍ଥ ରେ ବ୍ରାହ୍ମଣ, କ୍ଷେତ୍ରୟ, ଵଶ୍ୟ, ଶୁଦ୍ର, ଲେଖା ଯାଇଛି , ହେଲେ ଏଗ୍ରେଜ ବା ମୁଗଲ ତାଙ୍କ ବିଷୟରେ ପଦେ କିଛି ନାହିଁ
@RajaSahu-zm3mk
@RajaSahu-zm3mk Жыл бұрын
Jai Bhim Sar 🙏🌹🙏
@shantanusingh5088
@shantanusingh5088 Жыл бұрын
ଭଲ କଥା ଟାଏ କହିଛନ୍ତି
@Princegaming-ne9lj
@Princegaming-ne9lj 5 жыл бұрын
Jay bhim... abhiram bhai
@rameshrautaray1206
@rameshrautaray1206 5 жыл бұрын
Amiya babu I support u
@surendrapujari9002
@surendrapujari9002 Жыл бұрын
କେ ବି କେ ଜିଲ୍ଲା ମାନଙ୍କରେ ଆମ ଆଦିବାସୀ ହରିଜନ ଙ୍କ ର ଥିଲା କାହିଁକି ଆମ ଭାଇ ଭଉଣୀ ମାନଙ୍କୁ କାହିଁକି ଚାକିରୀ ମିଲିବା କଥା କାହିଁକି ମିଲୁ ନାହିଁ । ତାହାର ପାଇଦା ନେଉଛନ୍ତି ଅନ୍ୟ ମାନେ
@bichitrakumar2114
@bichitrakumar2114 Жыл бұрын
Jay bhim
@chittcreativity
@chittcreativity 5 жыл бұрын
Anchor jadi brahmana hebe.....se ki SC ST nka nirjatana ra Katha kahibe........Village to Village door to door asantu....Dekhibe sthiti Kan achhi.... Come..come.....
@baidhardas2500
@baidhardas2500 2 жыл бұрын
ମନରଞ୍ଜନ ବାବୁ ଆପଣଙ୍କୁ ଆପଣଙ୍କ ଶେଷ ମତାମତ ପାଇଁ ଧନ୍ୟବାଦ l ହେଲେ ଏଟା ଭାରତ ଆଜ୍ଞା l ଏଠି ଗାଈକି ମାଆ ଓ କୁକୁରକୁ
@NiranjanOram-fu1qt
@NiranjanOram-fu1qt 14 күн бұрын
ଅଭିରାମ ସାର ଧନ୍ୟବାଦ୍, Good debate
@bijayakumarjena945
@bijayakumarjena945 Жыл бұрын
ମନୋରଞ୍ଜନ ମିଶ୍ର ରିପୋର୍ଟର ନା ବ୍ରାହ୍ମଣ ମାନଙ୍କର ପାଇଁ ଓକିଲାତି କରୁଚି ସେଇଟା ପରମ ମାଗିହା
@rajaashoksamrat417
@rajaashoksamrat417 Жыл бұрын
👌👌👌
@jagatgond2397
@jagatgond2397 5 ай бұрын
👌👌👌
@ajaymallik4258
@ajaymallik4258 Ай бұрын
❤❤❤😅😅😅
@jitendrajena4768
@jitendrajena4768 6 күн бұрын
Correct
@krushanachbhoikbabu2706
@krushanachbhoikbabu2706 Жыл бұрын
ଇଂରାଜ ମାନକ ସାଙ୍ଗରେ କେତେ ଜଣ ଆରବିୟ ଵାମଣ ମାନେ ଇଗ୍ରେଜ ମାନକ ସହିତ ଲଢି କେତେଜଣ ସହିଦ୍ ହୋଇଛନ୍ତି କହିବକି
@Lakshmikanta-kz6ct
@Lakshmikanta-kz6ct 11 ай бұрын
ଜୟ ରାଜଗୁରୁ, ଖୁଦିରାମ ବୋଷ, ସୁଭାଷ ବୋଷ, ମଙ୍ଗଳ ପାଣ୍ଡେ, ଏମାନେ କଣ
@pratapnayak6021
@pratapnayak6021 Жыл бұрын
ସବୁରି ନାଟର ଗୋବର୍ଦ୍ଧନ ବ୍ରାହ୍ମଣ ମାନେ ସବୁ ମିଛ ନାଟକ କରି ମିଛ କଥା କହି ସୁଦ୍ରକୁ ଠକିଛନ୍ତି ସବୁ ମନୁ ରାଜ କାହାଣୀରେ ଜଣା ପଡ଼ିଛି ସମସ୍ତେ ଜନିଗଲନି ଆଉ ଚଳିବନି ସିନ୍ଦ୍ଧୁ ପାର ହେବାକୁ ପଡ଼ିବ ଚୁଆ ଛୁଆଁ କହି ଆମକୁ ତକୁଛି ଆମେ ମନ୍ଦିରକୁ ଦାନ ଦକ୍ଷିଣା ଦୋଉଛୁ ସେ ତାର ଘର ଚାଲୁଛୁ ଆମେ ନେଲ କହୁଛି ଘୋର ପାପ😅😅
@jitendrajena4768
@jitendrajena4768 6 күн бұрын
Correct
@SantoshKumar-zx4hk
@SantoshKumar-zx4hk 5 жыл бұрын
Manoranjan Babu thare gramanchalaku asi buliki jantu ta pare janiparibe.
@PHO-uf7ck
@PHO-uf7ck Жыл бұрын
ନିର୍ଲଜ ମାନେ SC ST କାହା ଭାଗରୁ ନେଉନାହାନ୍ତି ଆଉ 1 ଓ 2 generation pare automatically Jane SC ST ପିଲା UR ପିଲା ସହ same mark ରଖି ମଧ୍ୟ SC ST category re counting Heba। ସେତେବେଳେ ଆପଣମାନେ ରାଜି ହେବେ ତ reservation ଉଚ୍ଛେଦ ପାଇଁ। କେବେ ନୁହେଁ କାରଣ ସେତେବେଳେ ସବଳ ସହ ସବଳର ଲଢେଇ ହେବ ।
@sandhyaranidehury9460
@sandhyaranidehury9460 Жыл бұрын
Correct
@lokanathnaik335
@lokanathnaik335 2 жыл бұрын
bramuna mane adhramia
@babulalbhoi2105
@babulalbhoi2105 Жыл бұрын
Jay bhim🙏🏾
@pramodinijena2870
@pramodinijena2870 Ай бұрын
ମନୋରଞ୍ଜନ ବାବୁ ଆଜିବି ଦେଶର ପ୍ରତିଟି କୋଣ ଅନୁକୋଣ ଓ ଅଫିସ ଦପ୍ତରରେ ଦଳିତ ସଂପ୍ରଦାୟର ବ୍ୟକ୍ତିଟି ଉଚ୍ଚ ଜାତି ବୋଲାଉଥିବା ଲୋକମାନଙ୍କର ବିଦ୍ଵେଶର ଶିକାର ହେଉଛି। କାରଣ ପ୍ରତିଟି ବିଭାଗରେ ଉଚ୍ଚ ବର୍ଗର ଲୋକମାନେ ଉଚ୍ଚ ପଦ ପଦବୀରେ ରହି ଥିବାରୁ ସେମାନେ ଜାଣି ଜାଣି ନିଚ ବର୍ଗ ର ଲୋକଟି କୁ harassment କରୁଛନ୍ତି, noncooperate କରୁଛନ୍ତି , pramotion ରେ ବି ଜାଣି ଜାଣି ବିଳମ୍ବ କରୁଛନ୍ତି । ଏ ସବୁ ବ୍ୟବହାରର ଗୁପ୍ତ ଭୋଗି ମୁ ନିଜେ ହୋଇଛି ମୋ ବିଭାଗ ଦ୍ଵାରା ।ଏହା ମୋ ଅଙ୍ଗେ ଲିଭା କଥା । ଆଉ ଦ୍ୱିତୀୟ କଥାଟି ହେଲା ଉଚ୍ଚ ବର୍ଗର ଲୋକମାନେ ସବୁବେଳେ ଗୋଟେ complain କରୁଛନ୍ତି ଯେ ନିଚ ବର୍ଗର ପିଲାଟିଏ ଷାଠିଏ parcent ରଖି କାହିଁ ଚାକିରି ପାଇବ ଆଉ ଉଚ୍ଚ ବର୍ଗର ପିଲା ନବେ parcent ରଖି ଚାକିରି ପାଇବ୍ ନାହିଁ । ଏହାର କେତେଟା କାରଣ ବିଷୟରେ ସେମାନେ ଜାଣିବା ଉଚିତ୍ ପ୍ରଥମତଃ ନିଚ ବର୍ଗର parents uneducated ଥାଆନ୍ତି ତେଣୁ ତାଙ୍କ ପିଲାଟି ନିଜେ କଠିନ ପରିଶ୍ରମ କରି ନିଜ ସିଂହ ରେ ନିଜେ ମାଟି ତାଢ଼ି ଥାଏ ଅର୍ଥାତ୍ ତାକୁ tution ଦେବାକୁ ତା parents ପାଖରେ ଟଙ୍କା ନଥାଏ ଯେତେବେଳେ ଉଚ୍ଚ ବର୍ଗର ପିଲାଟେ ସବୁ subject ରେ tution ହେଉଥାଏ ଓ ତା ର ଗାର୍ଡିଆନ୍ ମାନେ ମଧ୍ୟ ନିଜେ ଶିକ୍ଷିତ ଥାଆନ୍ତି । ନିଚ ଜାତିର ପିଲାଟିଏ ନିଜ standard ଅନୁସାରେ ଯେତେବେଳେ ଷାଠିଏ ପର୍ସେଣ୍ଟ ରଖି ତମ ଉଚ୍ଚ ବର୍ଗର ନବେ ପର୍ସେଣ୍ଟ ନମ୍ବର ରଖୁଥିବା ପିଲାସଂଗରେ ବସି ଏକା ଦକ୍ଷତାର କାର୍ଯ୍ୟ କରି ଚାଲେଞ୍ଜ କରିଥାଏ ସେତେବେ କିଏ ଅଧିକ ଦକ୍ଷ ପ୍ରମାଣିତ ହେଉଛି , ଏଥିରୁ ନିଜେ ବୁଝ୍ । ଦ୍ଵିତୀୟରେ reservation ଏଥିପାଇଁ ରହିଛି ଯେ ସେତେବେଳେ ଜାତି ପ୍ରଥାର ଦ୍ୱାହି ଦେଇ ନିଚ ବର୍ଗର ଲୋକ ମାନଙ୍କୁ ସ୍କୁଲ କଲେଜ, ଅଫିସ, ହୋଟେଲ ,ଦୋକାନ ବଜାର , ରାସ୍ତାଘାଟ, କୁଆ ପୋଖରୀ ନଦୀ ନାଳ ଯେଉଁଥିରେ ବି ନୀଚ ବର୍ଗର ଲୋକମାନଙ୍କୁ ଅଧିକାର କି ବ୍ୟବହାର କରାଇ ଦେଉ ନଥିଲେ । ରେସେରସେସନ ନଥିଲେ ଆଜିବି ଦଳିତ ଲୋକ ମାନେ ଶିକ୍ଷିତ ହୋଇପାରି ନଥାନ୍ତେ କି ଚାକିରି ବାକିରି କିଛିବି କରିପାରି ନଥାନ୍ତେ । ଆଜିବି ଏତେ ସଭ୍ୟ ହେଲା ପରେ ବି ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ କେତେକ ମୁଷ୍ଟିମେୟ ଲୋକେ ଚୁଆ ଅଛୁଆଁ ଭେଦ ଭାବ ରଖିଛନ୍ତି । ତୃତୀୟ ତ ଆଜି ଯେତେବେଳେ ସବୁ ବର୍ଗର ଲୋକ ସବୁ ପ୍ରଫେସନ ରେ ରହିଲେଣି ତେବେ ଆଜିବି କାହିଁକି ସେ ବ୍ରାହ୍ମଣ, ସେ ମହାନ୍ତି, ସେ ଚଷା, ସେ ଜେନା, ସେ ମାଲିକ , ସେ ଦାସ , ସେ ବେହେରା , ସେ ସାହୁ ବୋଲି ଶବ୍ଦ ଲଗା ଯାଇ ମଣିଷ ଭିତରେ ବିଭେଦ ବା difference ସୃଷ୍ଟି କରାଯାଉଛି । ସମାଜ ର ପ୍ରତି ଟି ମଣିଷ କୁ ଗୋଟିଏ ମର୍ଯ୍ୟାଦା ଦିଆଯାଉ, ସମସ୍ତ ଙ୍କୁ ସମ୍ମାନ ଅଧିକାର ,ସୁବିଧା ସୁଯୋଗ ସବୁଠି ଦିଆଯାଉ । ତାହାହେଲେ ଜାତି ପ୍ରଥା ଓ କଟା automatic ଉଠିବ। ଯେଉଁଠି ସୁଯୋଗ ରୁ ବଞ୍ଚିତ କରାଯାଉଛି, ସେଇଠୁ କୋଟା ର ଅର୍ଥାତ୍ ସରଂକ୍ଷଣ କଥା ଉଠୁଛି । ଦୁର୍ବଳ , ଗରିବ ଲୋକ କୁ ନିଚ ଆଖିରେ ଦେଖିବାର ମାନ ସିକ ତା କୁ ସମାଜ ରୁ ଆଗେ ଦୂର କରାଗଲେ ଦେଶରେ ଓ ସମାଜ ରେ ଆର୍ଥିକ ଓ ସାମାଜିକ ସମାନତା ପ୍ରତିଷ୍ଠା ହୋଇ ପାରିବ ।
@sankarprasadpanda3095
@sankarprasadpanda3095 Жыл бұрын
ପ୍ରତି ସମୟରେ ନାରୀ ଧର୍ଷଣ ହେଉଛି । ସେଥିରେ କେତେ % ବ୍ରାହ୍ମଣ ସମ୍ପୃକ୍ତ?
@rajaashoksamrat417
@rajaashoksamrat417 Жыл бұрын
Jay Bheem Jay sanvidhan Jay Mul nivasi
@sickbye996
@sickbye996 5 жыл бұрын
Manoranjan babu caste system started from temple.
@kaibalyaprasadnaik3668
@kaibalyaprasadnaik3668 11 ай бұрын
Jay bhim Namoo BUDHAYA piece World 🌎
@aparnamahananda5880
@aparnamahananda5880 2 жыл бұрын
A mangihe Brahman mane tame videsi Sc,St,OBC = moolnivasi
@asishpurohit6810
@asishpurohit6810 2 жыл бұрын
ᴛᴏʀ ɢʜᴀʀ ᴋᴇɴᴀ ʀᴇ
@aparnamahananda5880
@aparnamahananda5880 2 жыл бұрын
@@asishpurohit6810 mor ghar India nu Tor ghar ta uresia nu ache
@asishpurohit6810
@asishpurohit6810 2 жыл бұрын
ʙʜᴀʟ ᴋᴀʀɪ ᴩᴀᴅʜ ɢyᴀɴ ʟᴀɢɪ ᴄʜᴀᴋʀɪ ᴩᴀyʙᴀʀ ᴀᴀʀ ᴋᴀʀʙᴀʀ ʙʜɪᴛʀᴇ ᴛᴀꜰᴀᴛ ᴀᴄʜʜᴇ
@sideswarnayak3159
@sideswarnayak3159 2 жыл бұрын
Bhim sena power kehi pari beni jay Bhim 🙏💙🙏
@pratappradhan9455
@pratappradhan9455 5 жыл бұрын
So called high caste people including the anchor should read the history and discuss this kind of issues.
@live-fq5wt
@live-fq5wt 3 жыл бұрын
Ai mg sale bhai bidesi sale
@live-fq5wt
@live-fq5wt 3 жыл бұрын
Bramahan vaisya khatrio ବିଦେଶୀ sale sabu
@manojkusulia7681
@manojkusulia7681 Жыл бұрын
ସାର୍ ଗୋଟିଏ sc st OBC ଲୋକ କାହିଁକି ମନ୍ଦିର ପୂଜାରୀ ହେଉନାହିଁ Is ଅଫିସର ହେଉ ପାରୁଛି
@subratkumar8990
@subratkumar8990 2 жыл бұрын
Kanak news bala sabarna sapakhyare mana achhi laguchhi,, ମୁଁ ପଚାରୁଛି ଏମିତି କେତେ ମନ୍ଦିର ଅଛି ଯେଉଁଥିରେ Sc,st,obc,other puja କରୁଛନ୍ତି...? ଆଉ କଣ ସେ ମନ୍ଦିର ବାନେଇଲେ ତମ ବୋପା ତେବେ ଟଙ୍କା....?
@sankarprasadpanda3095
@sankarprasadpanda3095 Жыл бұрын
S.C.& S.T.ମାନେ ପଇତାକୁ ନିଜେ ପିନ୍ଧିଲେ କିଏ ମନା କରୁଛି?
@user-hj5sx1gp2w
@user-hj5sx1gp2w Ай бұрын
Thank you sir
@prasantabhoi3422
@prasantabhoi3422 Жыл бұрын
Bramana mane hi jati philing karanti
@naikdaniel9371
@naikdaniel9371 Ай бұрын
ଆପଣ ଯଦି caste filling ର ଶୀକାର ହୋଇଥିବେ ତାହେଲେ ଆପଣ ଜାଣିଛନ୍ତି ତାହା କେତେ ମର୍ମନ୍ତୁଦ
@bichitrakumar2114
@bichitrakumar2114 Жыл бұрын
ମନରଞ୍ଜନ ସାର ଶେଷରେ ଯୋଉ କଥା କହିଲେ ପୁରା ଠିକ 🙏🙏🙏🙏
@user-hj5sx1gp2w
@user-hj5sx1gp2w Ай бұрын
Thank you
@sumantapadhi126
@sumantapadhi126 11 ай бұрын
Bhai AC St mananku bahuta hatyachar karuchhanti
@maheshprasadnanda9499
@maheshprasadnanda9499 3 жыл бұрын
Bahat badhia manoranjan sir We all are equal irresepective of any caste , religion and colour .
@diluashu6315
@diluashu6315 2 жыл бұрын
Monoranjan support brahmin
@odishatourism9895
@odishatourism9895 Жыл бұрын
ପଖଣ୍ଡି ମାନଙ୍କର ଖେଳ ସାରିବା ଆରମ୍ଭ ହେଲା .
@laxmiprasadbuji
@laxmiprasadbuji Жыл бұрын
@@diluashu6315 the
@AjitdeepAjitdeep
@AjitdeepAjitdeep Жыл бұрын
​@@diluashu6315q1
@rajendraswainswain6878
@rajendraswainswain6878 11 ай бұрын
Manoranjan has no experience of hard work of brahmin to live on also no experience about dalit that how they earn in drain works. Thanks that Dalit have resistance power due to generous experience in drain but earning more where as brahmins have no resistance power in working in drain but getting less.
@krushnachsahoo8817
@krushnachsahoo8817 Жыл бұрын
କନକ ନିଉଜୀ ଚାଲେ କୁ ମୋର ଅନୁରୋଧ ଏ ସମାଜରେ ଜାତି ବାଦକୁ କିଏ ଉଶୁ କାଉଛି । ଜୟ ଜଗନ୍ନାଥ ।🙏🏼
@pramodinijena2870
@pramodinijena2870 Ай бұрын
ମନୋରଞ୍ଜନ ବାବୁ ଆପଣ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇ ପାରିବେ କି କେହି ପାଣ ନୁହେଁ, କେହି ବ୍ରାହ୍ମଣ କି ମହାନ୍ତି , କରଣ , ଖଣ୍ଡାୟତ, ମେହେନ୍ତର , କଣ୍ଡରା କି ଟେଲି ତନ୍ତୀ, ଗୁଡ଼ିଆ , ରା ଢ଼ି ନୁହେଁ , ସମସ୍ତେ ଗୋଟିଏ ବର୍ଗ କେବଳ ମଣିଷ ।
@sahadebsarkar1700
@sahadebsarkar1700 7 ай бұрын
SC/St/OBC ମାନଙ୍କ ଉପରେ ବର୍ତ୍ତମାନ ସୁଦ୍ଧା ଅତ୍ୟାଚାର ହେଉଛି।
@suvendudeepak3374
@suvendudeepak3374 Жыл бұрын
Reservation abolished please
@rajendrakumarsethi1473
@rajendrakumarsethi1473 Ай бұрын
SC, ST ମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ତେଣୁ ସେମାନେ ପାଠ ପଢି ପାରୁ ନାହାଁନ୍ତି। ପେଟପାଇଁ ରତିପାଇଲେ କାମକୁ ଯାଆନ୍ତି। ପିଲା ଛୁଆଙ୍କ କଥା ଚିନ୍ତା କରନ୍ତି ନାହିଁ। ସବୁ ବିଭାଗରେ ଜେନେରାଲ ଜାତିର ଲୋକ କାମ କରୁଛନ୍ତି
@dinabarik1395
@dinabarik1395 2 ай бұрын
ଜାତି ଭେଦ ଉଠାଇବାକୁ ହେଲେ ସାର୍ଟ ନେମକୁ ଉଠାଯିବା ଦରକାର ,ତେବେ ସମସ୍ତେ ସମାନ ହୋଇ ପରିନ୍ତେ ଏହା ମୋର ଅନୁରୋଧ।।🙏
@narayandas369
@narayandas369 19 күн бұрын
ଜାତିବାଦ ଉଠିଗଲେ ଭଲ
@jenaganesh448
@jenaganesh448 Жыл бұрын
Jay Bheem Sri God bless you Sri
@gokulchandra9249
@gokulchandra9249 Жыл бұрын
Uniform Civil Code lagoo hona chahiye.Bharat Mata ki Jay.
@rohitbag6739
@rohitbag6739 5 жыл бұрын
Dinabandhu sarang Janiba katha odisha st fredom fights surendra sai laxman naik Rendo majhi kungal sing airi sing bairi sing arjunsing Karunkara naik Dharan dhara naik birsa mund naik chests karan janbalgi bhul diskas karantunahi
@surendrakhillo4631
@surendrakhillo4631 Жыл бұрын
ମିଡ଼ିଆ ବାଉ ତମେ ତ ଗୋଟେ ସବୁ ଠାରୁ ବଡ଼ ମନୁବାଦି ପାଖଣ୍ଡ ବାଦୀ, ଅନ୍ଦୋଭୋକ୍ତ, ଜାତି ବାଦୀ ତମେ କଣ ନିଜକୁ ଟିପ ରାବଣା ବୋଲି ଭବୁଛକି ନିଜକୁ ତମକୁ ଲାଜ ଲାଗିବା କଥା
@Pabitranayak1
@Pabitranayak1 9 ай бұрын
ବ୍ରାହ୍ମଣ ହାରାମି କଂଗ୍ରେସ ତିଆରି କଲେ ଜୟ ଭୀମ
@Skgbul470
@Skgbul470 9 күн бұрын
One nation one cast,
@suryanandasoren6659
@suryanandasoren6659 Ай бұрын
S,T, ମାନଙ୍କର ଭାଷା ଅଲଗା, ଚଲନି ଅଲଗା ।ଆମେ ସାଧାରଣ ଭାବରେ କହୁ,English ପାସ କରିଗଲେ,ଆଉ ସବୁ ପାସ ହେଇ ଯିବ। ତେଣୁ ST ମାନଙ୍କର ଓଡ଼ିଆ ଭାଷା ମଧ୍ୟ ବିଦେଶୀ ପାଠ ସଦୃଶ,ଯଦି ଆମ ଭାଷାରେ ପାଠ ପଢା ହୁଅନ୍ତା ତାହାଲେ ST ପିଲା ୮୦ ମାର୍କ ରଖିଲେ,ଜେନେରାଲ ପିଲା ୨୦ ମାର୍କ ରଖିବେ ।ତେଣୁ ST/SC ଙ୍କୁ ବହୁତ ସୁବିଧାସୁଜଗ ଦିଆଯାଇ ନାହିଁ,ବର୍ତ୍ତମାନ ସୁଦ୍ଧା ସବୁଠୀ ରିଯାର୍ଭେଶନ ପୂରଣ ହେଇ ନାହିଁ।
@manasipanda5748
@manasipanda5748 Жыл бұрын
Very thanks manoranjan sir. 👍👍👍👍👍🙏🙏🙏
@rasmiranjanmalik...
@rasmiranjanmalik... 5 жыл бұрын
Mu gote katha athi kahi rakhibi je ,'jadi apana kota utheiba katha kahibe ta hele mu kahibi je prathame apana jami devide karantu je samastankara jami saman . kan karihaba , jadi aeta karihaba ta kota utheidele kichi objection nahi.karana apana sarve kari dekhantu je sc/st nkara kete jami au jeneral nkara kete jami au mu nije bi fill karichi je ,mu gote jagaku bhoji khaibaku jai thili sethare sc cast nkara pi alaga bebasta thila ,Hele mu jai general cast nkara pakhare basigali bhoji khaiba pi ,hele hatat jane kahila ea sc cast ,setebele mote setharu uthei dia gala,mote patara bi dia sarithila ,kintu mote setharu uthei dia gala au kuha gala je ,tu sc cast tame amaku bhoji khaibaku dei paruna ame tamaku dauchu au jouthi basiki khaiba katha sethi basiki bhoji kha na hele pala.mu setharu palei asili au bahut bhabili je mote amiti kan pi kahile ame tanku bhoji khaibaku dei parunu boli .Dine mo bhai nkara mairrage hela .mu jai geleral cast nkara pila mananku dakili se fast hasile au kahile ea sc cast ya gharaku ame jibu bhoji khaibaku amara jati chali jiba .mote sethi bahut kharap lagila . Jadi semane kota utheibaku chahuchanti ta chua chue bheda bhaba kan pi abe bi rahichi.jadi mo comment kia dekhuchi ta bhai fillings karibe heartly au yaku news re daba pi anurodha karuchi.
@budhurammajhi1710
@budhurammajhi1710 Жыл бұрын
୨୦୨୩ ରେ ଏଭଳି ଫିଲ୍ମ ବନେଇବା ନିହାତି ଦରକାର ଥିଲା କି?
@ugresanbibhar4712
@ugresanbibhar4712 Ай бұрын
Kahakubi nicha jati boli kuhantu nahi 😭🙏🙏🙏🙏😭
@abhinashjena4556
@abhinashjena4556 11 ай бұрын
Sc st act ra ଅର୍ଥ ଆପଣ ଜାଣିଛନ୍ତି ଦନବନ୍ଧୁ ଷଡଙ୍ଗୀ sir ଅର୍ଥ ହେଉଛି sc St ଲୋକ ମାନଙ୍କୁ କୌଣସି ନିମ୍ନ ଦେଖାଇ କହି ପାରିବ ନାହିଁ 😂 Jay bhim ❤
@sunildas145
@sunildas145 5 жыл бұрын
Monaranjan... Mishra sir chara durniti.. Upare karantu.. Janta durbar.... 🙏
@judhistirdas1763
@judhistirdas1763 2 ай бұрын
Provoking is seen from the very action of the people.
@jitendramalik9126
@jitendramalik9126 3 жыл бұрын
Good
@mithu123mithun2
@mithu123mithun2 Жыл бұрын
Thanks
@alokdeep4579
@alokdeep4579 Жыл бұрын
Sabu thik achhi, castsystem nahatibajaye sangrakshyan byabasta hatiba uchit nuhe
@harishchandrasahoo2363
@harishchandrasahoo2363 4 жыл бұрын
Manoja mishra bramhanbadi
@prasaddakua7582
@prasaddakua7582 3 ай бұрын
Khali se nuha bhai kanak news re jou sabu debets cast ku neiki neichi sethi re anchor jane st SC ra b rahiba katha prathana re b anchor jane bramhan ae debets re anchor thile
@dillipswain5778
@dillipswain5778 Ай бұрын
All are odisha odisha pain swachha rajaniti kar jay jagannath
@naluneekumbhar3891
@naluneekumbhar3891 2 жыл бұрын
Manoranjan sc st ku birodh karuchhi
@RabiJakaka-rd2cr
@RabiJakaka-rd2cr Ай бұрын
ମୋଦୀ ର ଶାସନ ଯୋଉଟି ହେବ ସେହିଟି।ଦଙ୍ଗା ସୃଷ୍ଟି ହେବା।ଉଦାହରଣ monipur।nex madyapradesh।
@GmzVision7445
@GmzVision7445 5 жыл бұрын
Jatibad Ra karana Brahmanism
@sonukhansonukhan8387
@sonukhansonukhan8387 Жыл бұрын
Janta. Darbar. Advaice. Koti. Namaskar
@hemapanda2845
@hemapanda2845 27 күн бұрын
Right
@binayaktripathy7119
@binayaktripathy7119 8 ай бұрын
Sc st quota should abolished
@bijaykumarben9402
@bijaykumarben9402 Жыл бұрын
Mr.Arun and Manoranjan Babu telling a lot of things why was intetionally dishonoured President Draupadi,former president Kovind at the temple premises.can you answer of it
@jitendrajena4768
@jitendrajena4768 6 күн бұрын
ଜାତିବାଦ ର ଜନକ ହେଲେ ବ୍ରାହ୍ମଣ ସମାଜ , ସେଥିପାଇଁ ବ୍ରାହ୍ମଣ ଙ୍କ ଉପରେ ଦଳିତ ଙ୍କ ରାଗ ବଢି ଚାଲିଛି ,ଦଳିତ ଯେତେ ମଜବୁତ୍ ହବ ସେତେ ଦ୍ଵନ୍ଦ ବଢି ବ , ସେଥିପାଇଁ ବିଚାର କୁ ଆଣିବାକୁ ହବ ନ ହେଲେ ହିନ୍ଦୁତ୍ବ ପ୍ରତି ବିପଦ ଦେଶ ପାଇଁ ବି ବିପଦ ,ବଡ଼ ଆନ୍ଦୋଳନ ର ଆନ୍ଦୋଳନ ହୋଇପାରେ
@Lakshmikanta-kz6ct
@Lakshmikanta-kz6ct 11 ай бұрын
ଜାତି ଉଠି ଗଲେ ସବୁ ସମାଧାନ ଦେଇଯିବେ
@abhimanyudash8360
@abhimanyudash8360 Жыл бұрын
Brahamanbadi, manubadi Mane jatpat, chhuachhut, pathar Puja etc baneichhanti . Emane ullu banauchha ti..
@rajendrakumarsethi1473
@rajendrakumarsethi1473 Ай бұрын
ଆମବାପା, ମା ଙ୍କୁ କ୍ରୀତଦାସ ବା ହଳିଆ ଭଳି ଖଟାଉ ଛନ୍ତି। ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଜେନେରାଲ ଅଜିପ୍ରଜ୍ୟନ୍ତ କିଏବି sc st ହୋଇନାହାନ୍ତି
@BijaydasDasbijay
@BijaydasDasbijay 21 күн бұрын
ଦେଖନ୍ତୁ ଚାରି ବର୍ଣ୍ଣ ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବଶ୍ୟ ଓ ଶୁଦ୍ର. ଏହି ଚାରି ବର୍ଣ୍ଣ ମଧ୍ୟରୁ କରଣ ବର୍ଣ୍ଣ କୋଉଠୁ ଆସିଲା. ତେଣୁ ଏହି ସମାଜରେ ଜାତିବାଦ, ଜାତିଭେଦ ସୃଷ୍ଟି କଲେ ଦୁଇଟି ବର୍ଣ୍ଣ, ପ୍ରଥମେ ବ୍ରାହ୍ମଣ ଏବଂ କରଣ ସମ୍ପ୍ରଦାୟ ର ଲୋକମାନେ.
@hariharapadhy714
@hariharapadhy714 2 жыл бұрын
ଦେଶ ଆଗକୁ ଯିବ, ଉନ୍ନତି ହେବ, ଜ୍ୟୋଗତା ଥିବା ଲୋକଙ୍କୁ ଠିକ ଜାଗା ଦିଅ
@PHO-uf7ck
@PHO-uf7ck Жыл бұрын
ଆପଣ kn ladies Kota 33% ନେଉନାହାନ୍ତି କି?
@ashutoshofficial2003
@ashutoshofficial2003 2 жыл бұрын
JAI BHIM
Janata Darbaar: Who Is Responsible For Unemployment In Odisha
49:55
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 35 МЛН
Happy 4th of July 😂
00:12
Pink Shirt Girl
Рет қаралды 61 МЛН
I Can't Believe We Did This...
00:38
Stokes Twins
Рет қаралды 102 МЛН
Janata Darbaar: Demolition of Statues In Indian Democracy
48:04
Kanak News
Рет қаралды 44 М.
Prime Debate -  MAHAMENTA SWAPNA NA SATA(21/04/17) - Etv News Odia
54:21
Janata Darbar: Controversy Over Ram Setu
48:26
Kanak News
Рет қаралды 401 М.
Exclusive: Padmashree Awardee Kosli Poet Haldhar Nag- FULL EP
54:32
Kanak News
Рет қаралды 3,6 МЛН
Jibana Do Chhakire Ashara Alok Ep 419   29 JUNE 2024
43:29
Janata Darbaar: Caste System In India
47:32
Kanak News
Рет қаралды 358 М.
Janata Darbar : Dalit Category Issue
48:57
Kanak News
Рет қаралды 103 М.
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 35 МЛН