No video

ଜାତି ଜନ୍ମରୁ ନାଁ କର୍ମରୁ ? | କଳିଯୁଗ | Kaliyuga | EP 12 | 17th July 2022 | Prarthana

  Рет қаралды 682,273

Prarthana TV

Prarthana TV

2 жыл бұрын

ଜାତି ଜନ୍ମରୁ ନାଁ କର୍ମରୁ ?
ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ଚିନ୍ତା ,ଚେତନା ଆଉ ସମ୍ଭାବନା କୁ ନେଇ ପ୍ରାର୍ଥନାର ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ''କଳିଯୁଗ'', ପ୍ରତ୍ୟେକ ରବିବାର ରାତି ୯ ଟା୩୦ରେ କେବଳ#PrarthanaTv #TarangPlus ରେ |
#Kaliyuga
#PrarthanaTv
#TarangPlus
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 2 000
@sushantapadhan6072
@sushantapadhan6072 Жыл бұрын
ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର। ପ୍ରକୃତ କଥା ବସ୍ତୁ ଉପସ୍ଥାପନ କରିଛନ୍ତି। ହୃଦୟ କୁ ସ୍ପର୍ଶ କରିଲା। ପ୍ରାମାଣିକ ତଥ୍ୟ ସହ ଅବଗତ କରାଇଛନ୍ତି।
@jagannathdas4659
@jagannathdas4659 Жыл бұрын
ମତେ ବହୁତ୍ ଖୁସି ଲାଗିଲା କମେଟ୍ ଦେଖି ବିରେନ୍ଦ୍ର ପଣ୍ଡା ଭଳି ଜ୍ଞାନୀ ଲୋକଙ୍କୁ ସପୋଟ କରିଥିବାରୁ ତାଙ୍କ ଚିନ୍ତା ଧାରା ବହୁତ୍ ଉଚ୍ଚକୋଟୀର ଗୁରୁଜୀ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଏବଂ ମୋ ତର ଫରୁ ଆପଣଙ୍କୁ ପ୍ରଣାମ🙏🙏🙏 ଜୟ ଜଗନ୍ନାଥ
@Studyglow763
@Studyglow763 Жыл бұрын
ବୀରେନ୍ଦ୍ର ସାର 🙏🏻🙏🏻ଆପଣଙ୍କ ଚିନ୍ତାଧାରା ବହୁତ ବଢିଆ ଲାଗଲା ଧନ୍ୟବାଦ ସାର... ଆପଣଙ୍କ ଭଳି ଲୋକ ଦରକାର... ଏମାନେ କେହି ବ୍ରାହ୍ମଣ ନୁହେଁ ସାର... ଏମାନେ ଶୁଦ୍ର ହେବା କଥା..
@karunadeep9758
@karunadeep9758 Жыл бұрын
Thanks Birendra Panda sir, ଆପଣଙ୍କ ଭଲିଆ ସମସ୍ତ ବ୍ରାହ୍ମଣ ମାନେ ଯଦି ଚିନ୍ତା କରିବେ ତେବେ ଏଦୁନିଆର ସମାଜ କୁ ଉନ୍ନତି କରିବାରେ କେହି ରୋକିପାରିବେ ନାହିଁ🙏🙏
@anilpradhan9567
@anilpradhan9567 10 ай бұрын
Brahma kichhi kariparibeni 😡
@merabikesking47
@merabikesking47 4 ай бұрын
Karuna deep bhai ..bhul katha kahuchanti kaha jati ku nei konasi katha kahiba bhul bhai
@pappyjena191
@pappyjena191 Жыл бұрын
ବିରେନ୍ଦ୍ର ସାର୍ ଯୁକ୍ତି ଯୁକ୍ତ କଥା କହିଛନ୍ତି। ବୁଝିବା ଲୋକେ ଠିକ୍ ବୁଝିବେ ନବୁଝିବା ଲୋକ ମିଛରେ ଯୁକ୍ତି ବଡାଇବେ। Thank you Virendra sir God bless you..
@atomyupdate4524
@atomyupdate4524 Жыл бұрын
Birendra sir Geeta ra tathya anusare kahuchhanti.....baki Anya Mananku Geeta ra Gyan nahi
@narayanadash1784
@narayanadash1784 Жыл бұрын
ବୀରେନ୍ଦ୍ର କୁମାର ପଣ୍ଡା ଜଣେ ବହୁତ୍ ଭଲ ମଣିଷ ଟିଏ ବେଦ କୁ ଭଲ ଭାବରେ ବୁଝିଚନ୍ତି ବହୁତ ବହୁତ ଧନ୍ୟବାଦ ଜଣାଉଛି ହୂର୍ଦ୍ୟ ୟର ସହିତ ଜୟ ଜଗନ୍ନାଥ
@kaliakanhubehera2353
@kaliakanhubehera2353 Жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ହିଁ ଯୁକ୍ତି ଯୁକ୍ତ ଓ ଗ୍ରହଣୀୟ ଯାହା କି ସମାଜ ର ମଙ୍ଗଳ ଓ ଉନ୍ନତି ପାଇଁ ଆବଶ୍ୟକ । ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ।
@bhaktaharibiswal3516
@bhaktaharibiswal3516 Жыл бұрын
;
@dharitribehera1368
@dharitribehera1368 3 ай бұрын
❤😊😅😮😢🎉😂 40:38
@mallick7473
@mallick7473 Жыл бұрын
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା sir ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
@surendratandi447
@surendratandi447 2 жыл бұрын
ବୀରେନ୍ଦ୍ର ପଣ୍ଡା ମହାଶୟ 100% ଠିକ କଥା କହିଆଛନ୍ତି ଓ ତାଙ୍କ ଦୃଷ୍ଟି କୋଣ ଉତ୍ତମ ଅଟେ ଧନ୍ୟବାଦ ସାର
@prabodhachandrapradhan
@prabodhachandrapradhan Жыл бұрын
Ok
@trnceastion6527
@trnceastion6527 Жыл бұрын
God Jagannath not create caste, Create human being.. Jadi jati thanta Duru dekhille janihuanta
@AnilRout-zt6jn
@AnilRout-zt6jn 4 ай бұрын
", ​@@trnceastion6527
@BasantiNaik-yw3jv
@BasantiNaik-yw3jv 3 ай бұрын
To​@@trnceastion6527p😅😅😅😮😅😅 But
@udayalima9094
@udayalima9094 Жыл бұрын
ବହୁତ ସୁନ୍ଦର ଉପସ୍ଥାପନା ବୀରେନ୍ଦ୍ର ପଣ୍ଡା ମହାଶୟଙ୍କ ବାଣୀ. ତାଙ୍କର ସବୁ ପ୍ରବଚନ ସତ୍ଯ ଯଥାର୍ଥ ଏମିତି ପଣ୍ଡିତ ମାନେ କ୍ବଚିତ ପ୍ରଣାମ ଗୁରୁ ଜୀ ଜୟ ଜଗନ୍ନାଥ🙏
@harekrushnakharsel1010
@harekrushnakharsel1010 Жыл бұрын
ପଣ୍ଡା ସାର ଙ୍କ ଅଭିଜ୍ଞତା ଯାହା ଅଛି , ଏମିତି ଗୁରୁ ଜନଙ୍କୁ ଶତକୋଟି ପ୍ରଣାମ, ତାଙ୍କର ଉପଦେଶ କୁ ବୁଝିପାରି କାମ ରେ ଲଗାଇଲେ ପ୍ରକ୍ରୃତରେ ଶାନ୍ତି ଫେରି ଆସନ୍ତା। "ଜୟ ଜଗନ୍ନାଥ"
@surendranath4516
@surendranath4516 Жыл бұрын
ଜାତି ବାଦ ଉଠେଇ ଦିଆ ଯାଇଛି ସମସ୍ତ ଙ୍କୁ ସମାନ ଅଧିକାର ଦେଇ ସଂରକ୍ଷଣ ଉଠାଇ ପ୍ରକୃତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆ ଯାଉ ସମସ୍ତେ ମନ୍ଦିରରେ ପ୍ରବେଶ ଅଧିକାର ଦେବା ଦରକାର,
@ashokkumarnayak3300
@ashokkumarnayak3300 Жыл бұрын
କେବେ ଉଠିଲା? ଜାତିଭେଦ,ଭଳି ଅମାନବୀୟ ପ୍ରଥା ବନ୍ଦ ହେବା ଦରକାର।। ତାପରେ ସଂରକ୍ଷଣ ସମାନତା ମନ୍ଦିର ରେ ବି ସମସ୍ତ ଙ୍କ ଅଧିକାର ରହିବା ଦରକାର ।।
@tularamdeep4398
@tularamdeep4398 Жыл бұрын
Mandir Ku jibanahi....karan tame Sudra hua.
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 you are ki kiiiiooop
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 pgcvgh
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 uh bj hi 8
@dibakarmalik9597
@dibakarmalik9597 2 жыл бұрын
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା ସାର ମହୋଦୟ ଓ ଅନ୍ୟ ସମସ୍ତ ଅଂଶ ଗ୍ରହଣ କରିଥିବା ଜ୍ଞାନୀ ପଣ୍ଡିତମଣ୍ଡଳୀଙ୍କୁ! ତେଣୁ ଆମ୍ଭେମାନେ ସମସ୍ତେ ସମାନ ହେବା ଉଚିତ! ଜାତିପ୍ରଥା ସମ୍ପୂର୍ଣ ଉଠିଯାଉ! 🙏🙏
@jitendrajena4768
@jitendrajena4768 2 жыл бұрын
Jatipratha pain dharam ra khyati houchi ,ahi Nirala satya ku tathakathita thikadar mane grahana karunahanti.
@jitendrajena4768
@jitendrajena4768 2 жыл бұрын
Panda sir nka chintadhara samaj sudharak bichardhra bhali laguchi
@Satya_prabhu
@Satya_prabhu Жыл бұрын
ଜାତିର ଆବଶ୍ୟକ ଅଛି
@santabari9574
@santabari9574 Жыл бұрын
@@Satya_prabhu Yes sir
@Satya_prabhu
@Satya_prabhu Жыл бұрын
@@santabari9574 କିପରି ?
@pifacts22
@pifacts22 2 жыл бұрын
ବିରେନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ସାଦର ନମସ୍ତେ । ଯୁକ୍ତି ପୂର୍ଣ୍ଣ ଉପସ୍ଥାପନା କରୁଛନ୍ତି 🙏🙏🙏💐
@sankarprasadpanda3095
@sankarprasadpanda3095 2 жыл бұрын
ଧାନ ବୁଣିଲେ କେବଳ ଧାନ ପାଇବା ।କିନ୍ତୁ 1001 ଧାନ ବୁଣିଲେ 1014 ଧାନ ପାଇବା କି?
@jaymaagayatri736
@jaymaagayatri736 Жыл бұрын
ବହୁତ ବହୁତ ଧନ୍ୟବାଦ ♥️🙏👍❤️କର୍ମଅନୁସାରେ ଜାତି ଏହା ମୋମତରେ ଠିକ ♥️
@ramaicharanadash9745
@ramaicharanadash9745 Жыл бұрын
ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କର ଯୁକ୍ତି ପ୍ରକୃତରେ ଅତି ସୁନ୍ଦର 🙏🙏🙏
@gopogobindamalik6304
@gopogobindamalik6304 Жыл бұрын
ଓମ୍, ପଣ୍ଡିତ ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଆନ୍ତରିକ ନମନ, କର୍ମ ଅନୁସାରେ ଜାତି ଠିକ୍।
@MalatiSethi-vi3zo
@MalatiSethi-vi3zo Жыл бұрын
Jati eka Matra manish jati !!!
@jeebanbarik5819
@jeebanbarik5819 2 жыл бұрын
ଆଜି ସନାତନ ଧର୍ମ ଯଦି ନଷ୍ଟ ହେଇଚି କେବଳ ଏଇ ବ୍ରାହ୍ମଣ ଙ୍କ ପାଇଁ।
@alekhkumarpanda7999
@alekhkumarpanda7999 2 жыл бұрын
ଆପଣ ନିଜକୁ କଣ ଭାବୁଛନ୍ତି ବ୍ରାହ୍ମଣ ମାନଙ୍କୁ ଏପରି କଥା କେହୁ ଛନ୍ତି
@akashkumar76810
@akashkumar76810 2 жыл бұрын
Right katha
@akashkumar76810
@akashkumar76810 2 жыл бұрын
ସତ କହିଲେ
@nilakanthabhuyan2032
@nilakanthabhuyan2032 Жыл бұрын
@@alekhkumarpanda7999 ଆପଣ ଜଣେ ଅହଙ୍କାରୀ ଅଟନ୍ତି
@sibaramdas2038
@sibaramdas2038 25 күн бұрын
Right katha
@Sushil-o8z
@Sushil-o8z Жыл бұрын
ଜୟ ଭୀମ୍ ଏ ବ୍ୟକ୍ତିମାନେ ସବୁ ତକ ବ୍ରାହ୍ମଣବାଦୀ।ଏମାନଙ୍କ ଠାରୁ ଏସବୁ ଶୁଣିବା ଠିକ୍ ନୁହେଁ।ଭଲ ହେବ କିଛି ଆମ୍ବେଦକରବାଦୀଙ୍କୁ ଏଠିକି ଡାକ ଆଙ୍କୁ ଜାତିପ୍ରଥା ବିରୋଧରେ ବୁଝେଇ ଦେବେ।
@pramodkumarnayak8191
@pramodkumarnayak8191 10 ай бұрын
ବୀରେନ୍ଦ୍ର ପଣ୍ଡା ମୋହାଦୟ. ଆପଣଙ୍କୁ ଶତକୋଟି ପ୍ରଣାମ 🙏🙏🙏
@manmathpal256
@manmathpal256 Жыл бұрын
ବହୁଲୋକ ମାନୁଛନ୍ତି ବୋଲି କୁହନ୍ତୁ ନାହିଁ ଯାହା ସତ୍ୟ ତାହା ହିଁ ମାନଙ୍କୁ 🙏🙏🙏ଅତି ସୁନ୍ଦର୍ ପଂକ୍ତି....you are universal right sri ସୁରେନ୍ଦ୍ର ପଣ୍ଡା ସାର୍ ମହାଶୟ 🙏
@filmy907
@filmy907 Жыл бұрын
You are absolutely right Sir
@iMthnpal
@iMthnpal Жыл бұрын
ଗୋଟେକଥା ମନେରଖ ମଣିଷ ତାର କର୍ମ କୁ ନେଇ ବ୍ରାହ୍ମଣ ହୋଇଥାଏ। ଜାତୀଦ୍ବାରା କେହି ବ୍ରାହ୍ମଣ ହୋଇନଥାଏ। ବ୍ରାହ୍ମଣ ତାକୁ କୁହାଯିବ ଯିଏ ବ୍ରହ୍ମଚର୍ଯ୍ୟ ପାଳନ କରେ,ମାନେ ତାମସିକ କାର୍ଯ୍ୟ,ଖାଦ୍ୟ,ଦୃଷ୍ଟି ଓ ବ୍ୟବହାର ଠାରୁ ଦୂରରେ ରହି ସାତ୍ବିକବୃତି ଆପଣାଏ ସିଏ ବ୍ରାହ୍ମଣ। ଆମର ଅଧିକାର ନାହିଁ କାହାକୁ ଉଚା ନିଚା ଦେଖିବା। ସେହି ସଂସାର ପାଇଁ ଶତୃ ଯିଏ ଯାତି ଭେଦ ଆଣୁଛି ।ସେଥିପାଇଁ ହିନ୍ଦୁ ମୁସଲିମ ଶିଖ୍ ଇଶାଇ ଆମେ ସମସ୍ତେ ଭାଇ ଭାଇ
@hrushikeshpatra6779
@hrushikeshpatra6779 Жыл бұрын
ମଣିଷ ଜାତି ହିଁ ଏକ ଜାତି l ବିରେନ୍ଦ୍ର ପଣ୍ଡାଙ୍କ ଆଲୋଚନା ଭଲ ଲାଗିଲା l
@padmadas4976
@padmadas4976 Жыл бұрын
ବିରେନ୍ଦ୍ର sir ଙ୍କୁ ମୋର ହୃଦୟରୁ ପ୍ରଣାମ ଆପଣ ଠିକ୍ କହୁଛନ୍ତି ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ
@sitakantamishra47
@sitakantamishra47 2 жыл бұрын
ଗୁରୂଜୀ ବିରେନ୍ଦ୍ର ପଣ୍ଡା ମହୋଦୟ ଚିର ନମସ୍ଯ ତାଙ୍କ ଶୀଲ କଥା ଏବଂ ଯୁକ୍ତି ଯୂକ୍ତ କଥା ପାଇଁ ।।🙏🏻🙏🏻🙏🏻🙏🏻
@sureshharpal984
@sureshharpal984 2 жыл бұрын
ବୀରେନ୍ଦ୍ର ବହୁତ ବହୁତ ଭଲରେ ବୁଝାଉଛନ୍ତି ମୂର୍ଖ ପଣ୍ଡିତ ମାନେ ବୁଝୁନାହାନ୍ତି ମଣିଷ ମାନେ ମଣିଷ ପଶୁ ମାନେ ପଶୁ l ମୋ ଜାତି ବଡ ମୁ ପଣ୍ଡିତ ଏହା ଚାଲାକି ଏବଂ ଅହଂକାର ଏଲୋକ ପର ସମ୍ପତି ଠକି ଖାଏ ଜୟ ଭୀମ
@gunanidhibehera9648
@gunanidhibehera9648 Жыл бұрын
ଭାଇ ଠିକ୍ କଥା
@user-xh4ch3ov8l
@user-xh4ch3ov8l Жыл бұрын
kzbin.info/www/bejne/romYf4hmhrtkf6c
@purnachandragouda5632
@purnachandragouda5632 Жыл бұрын
Absolutely right
@creater2626
@creater2626 Жыл бұрын
ବିରେନ୍ଦ୍ର କୁମାର ପଣ୍ଡା sir ହେଉଛନ୍ତି ଜଣେ ଜ୍ଞାନୀ ମଣିଷ , ବାକି ସବୁ ତିନି ତୁଣ୍ଡରେ ଛେଳି କୁକୁର ....❤❤❤
@malayabastia1635
@malayabastia1635 Жыл бұрын
ବୀରେନ୍ଦ୍ର ସାର ଆପଣଙ୍କୁ ଧନ୍ୟବାଦ
@premrajkuanr85
@premrajkuanr85 Жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ସତ୍ୟ ଉପରେ ଆଧାରିତ 🙏🙏🙏
@rajkishorrbehera7848
@rajkishorrbehera7848 Жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କ ଭଳି ଯଦି ସମସ୍ତେ ହେତୁବାଦୀ ହେଇ ପାରିବେ ତା ହେଲେ ହିନ୍ଦୁ ଧର୍ମ ଖଣ୍ଡ ବିଖଣ୍ଡିତ ହେବ ନାହିଁ ତେଣୁ ପ୍ରତେକ ବ୍ୟକ୍ତିଙ୍କ ଚିନ୍ତାଧାରା ବୀରେନ୍ଦ୍ର ସାର ଙ୍କ ପରି ହଵା ଦରକାର 🙏🙏🙏🙏🙏
@sibaninaik8170
@sibaninaik8170 6 ай бұрын
ନିହାତି ଭାଇ ସପୋଟ କର ପ୍ଲଜ଼ 🙏
@mygeetaknowledge4965
@mygeetaknowledge4965 3 ай бұрын
Eaha hi heba
@manoharkamar85
@manoharkamar85 Жыл бұрын
ପଣ୍ଡା sir ଙ୍କ ଉପସ୍ଥାପନା 100%ଠିକ କଥା 🙏🏻
@MULNIVASIKRANTI
@MULNIVASIKRANTI Жыл бұрын
ଆମକୁ ଜାତୀ ହିଁ ଦରକାର ନାହିଁ ନା ଜନ୍ମରୁ ନା କର୍ମରୁ।
@asishkumarprustyjitu9987
@asishkumarprustyjitu9987 2 жыл бұрын
ବୀରେନ୍ଦ୍ର ପଣ୍ଡା ମହୋଦୟ 🙏ଓ💯%✅️ କଥା କହିଛନ୍ତି
@pritiranjanrout
@pritiranjanrout 2 жыл бұрын
Birendra sir is right 👍ମଣିଷ ଗୋଟିଏ ଜାତି
@kulamanibehera8856
@kulamanibehera8856 Жыл бұрын
1000 jatita
@dinabandhusethi8592
@dinabandhusethi8592 Жыл бұрын
ମୁଁ ସେତେବେଳେ ଭଗବାନ ଙ୍କୁ ମନିବି ଯେତେବେଳେ ତମମାନଙ୍କ ଭଗବାନ ଆମ ଆଦିବାସୀ ଜାତି ରେ ଜନ୍ମ ନେବେ🙏🙏
@Sonu.pratihari720
@Sonu.pratihari720 Жыл бұрын
Prabhu jagannath bhi ta sabar nka hata ru puja pau thile jothi bhagwan jati dekhi nahanti tebe ame manisa kn jati dekhiba
@mamatasahoo7465
@mamatasahoo7465 Жыл бұрын
You are 100% right🙏, Jay jagannath 🙏🙏🙏
@Pure-Vegetarian-khana
@Pure-Vegetarian-khana Жыл бұрын
Bhagaban janma neleni
@HarsRrrr-kf4gd
@HarsRrrr-kf4gd 3 ай бұрын
Siba Thakur nka jati kn
@parsuramn424
@parsuramn424 Жыл бұрын
😊ମୁଁ ଜ୍ଞାନରେ ବ୍ରାହ୍ମଣ, ଯୁଦ୍ଧରେ କ୍ଷେତ୍ରୀୟ, ଉପର୍ଜନରେ ବୈଷ୍ୟ ଓ ସେବାରେ ଶୁଦ୍ର ମନେକରେ।⛳
@laximkumar3874
@laximkumar3874 2 жыл бұрын
ଧନ୍ୟବାଦ,ପଣ୍ଡା ମହୋଦୟ ନମସ୍ତେ।
@mrnehurmajhi2574
@mrnehurmajhi2574 Жыл бұрын
ବ୍ରାହ୍ମଣ ମାନଙ୍କ ଦ୍ୱାରା କାଳ୍ପନିକ ଧର୍ମ... ହିନ୍ଦୁ ଧର୍ମ.... ଦଳିତ ମାନଂକୁ ଗୁଲାମ କରିବା ପାଇଁ ବ୍ରହ୍ମା ନାମ ରେ କାଳ୍ପନିକ ଧର୍ମ ପ୍ରଚାର... ଜୟ ଭୀମ... ଜୟ ବୁଦ୍ଧ... ଜୟ.. ଇଷା ମସି.... ଜୟ.. ଅଲେଖ ମହିମା... ଜୟ ଭାରତ...
@premprem2773
@premprem2773 Жыл бұрын
Right
@bishnucharanbag4429
@bishnucharanbag4429 Жыл бұрын
Samaste ehi bichardhara Ku Grahan kale desa agei Janata.Desa Ru andhaviswas Kukarm kuritee kusanskar rudhibad bisamata loot sosan atyachar byavichar balatkar utpidan durei jaanta
@PradepKumar-dc3kz
@PradepKumar-dc3kz 9 ай бұрын
Jay sree ram kuha au kichi nuhe
@arnav2529
@arnav2529 Жыл бұрын
ବିବାହ କଲା ବେଳେ ଖୋଜୁଛ ଜାତି ରକ୍ତ ନେଲା ବେଳେ ଜାତି ଖୋଜୁଛ, ନା ନାହିଁ
@anilpradhan9567
@anilpradhan9567 10 ай бұрын
Right 👍
@ODIABHAJANS-sq3dn
@ODIABHAJANS-sq3dn 10 ай бұрын
Right
@DebasmiJena
@DebasmiJena 6 күн бұрын
Sata ❤
@srbsom5776
@srbsom5776 4 ай бұрын
ଆମର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ 🙏🚩ଆମେ ସମସ୍ତେ ସନାତନୀ 🙏
@bjayaraj6046
@bjayaraj6046 4 ай бұрын
Kan tuma manku
@SIPULIMAVLOG
@SIPULIMAVLOG 2 жыл бұрын
କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି
@krushisadhana9833
@krushisadhana9833 Жыл бұрын
ବୀରେନ୍ଦ୍ର ସାର ବହୁତ ସୁନ୍ଦର ବୁଝାଉଛନ୍ତି 👌👌🙏🙏🙏🙏.. ବାକିଲୋକ ବୁଝିପାରୁନାହାନ୍ତି 🤔🤔🤔
@sp-hr2io
@sp-hr2io Жыл бұрын
ମୋ ମତରେ ଜାତି ହେଉଛି ଜନ୍ମରୁ କିନ୍ତୁ କର୍ମ ଅନୁସାରେ ତାହା ବଦଳି ଯାଏ l
@saradabehera9369
@saradabehera9369 Жыл бұрын
ବିରେନ୍ଦେ ପଣ୍ଡା ସାରା ଠିକ୍ କହିଛନ୍ତି....
@niranjanchhatria4023
@niranjanchhatria4023 Ай бұрын
Right
@baliajena3728
@baliajena3728 2 жыл бұрын
ବିରେନ୍ଦ୍ର ପଣ୍ଡା ସାର ପ୍ରଣାମ ଓ ଫୁଜନୀୟ ଆଉ ସବୁ ଗୋଲିଆ ସଂଙ୍କରା
@ranjitmahananda6813
@ranjitmahananda6813 Жыл бұрын
ବିରେନ୍ଦ୍ର ପଣ୍ଡା ସବୁବେଳେ ନମନୀୟ 🙏🙏🙏🙏
@jashodamahanand7793
@jashodamahanand7793 Жыл бұрын
ପଣ୍ଡା ସାର୍ ପ୍ରଣାମ ଆପଣ ସତ୍ଯତା ଉପରେ ପ୍ରମାଣ କରୁଛନ୍ତି ଆପଣ ଭଲିଆ ବିଜ୍ଞ ବ୍ୟକ୍ତି ସତ୍ ମାର୍ଗ ଦେଖେଇପାରିବ ସମାଜକୁ, ନମନ୍ ମହୋଦୟ
@pramodkumarnayak8191
@pramodkumarnayak8191 10 ай бұрын
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମହୋଦୟ.. ଆଜି ଆପଣ ପ୍ରମାଣ କରି ଦେଖେଇଲେ ପକୃତରେ ଆପଣ ବେଦଶାସ୍ର ଗବେଷକ 🙏🙏🙏🙏🙏ଅତି ସୁନ୍ଦର ଓ ଉଚକୋଟିର ଆପଣ ଙ୍କ ଭାବନା ଓ ପରିବେଷଣ.. Asa କରୁଛି ଅନ୍ୟାନ ବରଣ୍ୟ ବିଦ୍ୟାନ ମାନଙ୍କୁ ସେ ଆପଣଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
@bubunibubuni8166
@bubunibubuni8166 2 жыл бұрын
ପଣ୍ଡିତ ବିରେନ୍ଦ୍ର ପଣ୍ଡା 🙏🙏 ମହାନ
@momastyelrosei245
@momastyelrosei245 Жыл бұрын
Write panda sir
@dukhidhandurga5929
@dukhidhandurga5929 Жыл бұрын
Jadi jane baman alaga jatira ledias sahita sari rika sampark rakhe ao pegnet heigala janma heigala taha hele se keo jati heba Kuhantu baman heba na ao
@prabinakumaracharya7842
@prabinakumaracharya7842 2 жыл бұрын
Birendra panda, you are great 👍
@bubunibubuni8166
@bubunibubuni8166 2 жыл бұрын
ସତରେ👍
@jalandharnaik-ws6in
@jalandharnaik-ws6in Жыл бұрын
ବିରେନ୍ଦ୍ର ପଣ୍ଡା ସାରଙ୍କ ଉତ୍ତର ହୃଦୟ ସ୍ପର୍ଶି,🙏🙏🙏
@dolamaninaik3204
@dolamaninaik3204 2 ай бұрын
😊
@niranjanmallick9812
@niranjanmallick9812 Жыл бұрын
ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ତାଙ୍କର ଯୁକ୍ତି, ତତ୍ୱ ଓ ଉପସ୍ଥାପନା ଖୁବ ଉଚ୍ଚ କୋଟିର. 🙏
@kabitamalik3851
@kabitamalik3851 Жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟଙ୍କ ଆଦର୍ଶ ମତାମତ ପାଇଁ ହୃଦୟରୁ କୋଟି ପ୍ରଣାମ ଜଣାଉଛି।
@sirdharpatra4907
@sirdharpatra4907 2 жыл бұрын
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଙ୍କ କଥା ପୁରା ଯୁକ୍ତି ଯୁକ୍ତ 👍👍👍👍👍ମଣିଷ 2ଟି ଜାତି ନାରୀ ପୁରୁଷ 👌👌👌👌👌👌🙏🙏🙏🙏
@anuwarabagam1724
@anuwarabagam1724 Жыл бұрын
Right ✅✅
@hariharapanigrahy
@hariharapanigrahy Жыл бұрын
ରାବଣ ସବୁ ପ୍ରକାର ଅନତି କରିବା ସତ୍ତ୍ବେ ବ୍ରାହ୍ମଣ ହଁ ଥିଲା।
@sumanpanda5637
@sumanpanda5637 Жыл бұрын
ପୁରା ଠିକ 👍
@mr.dbrother2016
@mr.dbrother2016 Жыл бұрын
Sorry SP Sri କର୍ମ is right 👍
@pramodkandi9324
@pramodkandi9324 Жыл бұрын
@@sumanpanda5637 to
@sangitanayak7152
@sangitanayak7152 Жыл бұрын
Birendra sir really apanka pari loka bahut bahut darkar🙏🙏🙏🙏🙏🙏
@niyatipatel5740
@niyatipatel5740 Жыл бұрын
Dr Birandra Panda is right, really he has read actual sastra
@ramakantatripathy3306
@ramakantatripathy3306 2 жыл бұрын
ପଣ୍ଡା ବାବୁ ଙ୍କ ମତରେ ଯେ କେହି ବି ସଂସ୍କାରିତ ହୋଈ ବ୍ରାହ୍ମଣ ହୋଈ ପାରିବେ
@gobindachandrasatapathy4685
@gobindachandrasatapathy4685 2 жыл бұрын
ଧର୍ମ ର ସମ୍ବିଧାନ, ଚାରିଧାମ ଶଙ୍କର୍ଚ୍ଚାର୍ଯ୍ୟ ବୋଲି କିଛି ରହିବନାହିଁ, ବିଧର୍ମୀ ମାନଙ୍କର ଆକ୍ରମଣ ରେ ଧର୍ମ ଲୋପ ପାଇଯିବ, ପ୍ରତେକ ଧର୍ମ ର ସମ୍ବିଧାନ ଅଛି, ଏ ଧର୍ମ ର ମୂଳ କୁ ନଯାଇ ପଣ୍ଡା ବାବୁ ଆଧୁନିକ ମତ ଦେବା ମୁ ଠିକ ମନେ କରୁନାହିଁ, ଜୟ ଜଗନ୍ନାଥ
@jitendrajena4768
@jitendrajena4768 2 жыл бұрын
Sir sanskarita hela pare brahman hoi na pare sata bt brahman sadrusa hoi pariba ta
@cutegirllipsha2476
@cutegirllipsha2476 2 жыл бұрын
@@gobindachandrasatapathy4685 balata janichu panda sar TQ kahuchanti
@brahmanandamaharana2254
@brahmanandamaharana2254 Жыл бұрын
ବ୍ରହ୍ମ ମାନେ କଣ ମନ୍ଦିର ର ପୂଜା ପାଇଁ ବ୍ରାହ୍ମଣ ଦରକାର କଣ ପାଇଁ।
@ancientindianmathematicsan1208
@ancientindianmathematicsan1208 Жыл бұрын
@@gobindachandrasatapathy4685 କଣ ଧାର୍ମିକ ସମ୍ବିଧାନ ଅଛି?
@ANANTASAMBHABANA
@ANANTASAMBHABANA Жыл бұрын
କର୍ମଫଳ ଯେଉଁ ବ୍ୟକ୍ତିକୁ ବାନ୍ଧିପାରେ ନାହିଁ ଅର୍ଥାତ ଯେଉଁ ବ୍ୟକ୍ତି ଗୁଣାତୀତ, ପ୍ରକୃତରେ ସେ ହିଁ ବ୍ରାହ୍ମଣ : ସପ୍ରେମ ଜୟଜୀବ🌷🌷👌👌💯💯👏👏👍👍🙏🙏🙏🙏
@gitanjalisethi3985
@gitanjalisethi3985 4 ай бұрын
Semane janmru brahmana ta tenu bujhiparunahanti
@nilendripatra5891
@nilendripatra5891 Жыл бұрын
ଯଦି କର୍ମରୁ ଜାତି ପରିଚୟ ସୃଷ୍ଟି ହୋଉଛି ତେବେ ଜାତି କଥା ଏବେବି କଣ ପାଇଁ ଉଠୁଛି
@fitforlifeofficial6597
@fitforlifeofficial6597 Жыл бұрын
Birendra sir is a great scholar, such a great revolutionary.....I appreciate his wisdom 🙏
@bichitramallick2446
@bichitramallick2446 2 жыл бұрын
Birendra panda is always right
@ashokkumarnayak3300
@ashokkumarnayak3300 Жыл бұрын
ଏଠି ତ ସବୁ ବ୍ରାହ୍ମଣ , ମନୁ ଭକ୍ତ ଏମାନେ ମନୁସ୍ମୃତି କଥା କହିବେ , ଜାତି ପ୍ରଥା ଉଠିଯାଉ ବୋଲି କହୁନାହାନ୍ତି କ'ଣ ପାଇଁ ।। ମଣିଷ ହେଉଛି ଶ୍ରେଷ୍ଠ ଜାତି ।। Caste, barna system should be abolished.. ଏ Anchor ସେଶରେ କହୁଛନ୍ତି ଜାତି ଉଠିଯାଉ ,କହିଲେ ତ ହବନି ଆନ୍ଦୋଳନ କେତେ କରୁଛନ୍ତି ।।। ଏଠି ସବୁ ଜାତି ବାଦୀ ଲୋକ ।। ଜୟ ମାନବ ଧର୍ମ,ମାନବ ଜାତି ।
@Skgbul470
@Skgbul470 Жыл бұрын
ରାଜାଙ୍କର ଦୁଇଟା ପୁଅ ଦୁଇ ଜଣଙ୍କର ଅଲଗା ଅଲଗା ବୁଦ୍ଧି ଚରିତ୍ର , ସାନ ପୁଅର ବୁଦ୍ଧି ଗୁଣ ବଡ଼ ପୁଅ ଅପେକ୍ଷା ଯଥେଷ୍ଟ ଅଧିକ ଥିଲେ ବି ବଡ଼ ପୁଅ ରାଜାଙ୍କ ପରେ ରାଜ ଅଭିଷେକ ରେ ସୁଯୋଗ ମିଲୁ ଛି କେମିତି ଦୟା କରି ବିରେନ୍ଦ୍ର ପଣ୍ଡା ମହଦୟ କୁ ଅନୁରୋଧ କରିବି ଏହାର ସ୍ପଟି କରଣ କରିବେ,b
@surendranath4516
@surendranath4516 Жыл бұрын
ଏ ଚାରି ଜଣ ପଣ୍ଡିତ ମଧ୍ୟରୁ ତିନି ଜଣ ବହିପଢା ପଣ୍ଡିତ, କିନ୍ତୁ ବିରେନ୍ଦ୍ର ପଣ୍ଡା ମହାନ୍ ଅନୁଭବ ସିଦ୍ଧ ବାସ୍ତବ ପଣ୍ଡିତ
@hemantanayakz4809
@hemantanayakz4809 Жыл бұрын
Virendra sir 🙏🙏🙏🙏🙏🙏🙏🙏
@govindachandraghadai6810
@govindachandraghadai6810 Жыл бұрын
Virendra Sir is a great reformer . This society should follow his thoughts .
@babulip8542
@babulip8542 Жыл бұрын
St to go See
@dipusahu5658
@dipusahu5658 2 жыл бұрын
Birendra panda is right
@arunakumarsethi3509
@arunakumarsethi3509 8 ай бұрын
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ ତଥ୍ୟ ଶାସ୍ତ୍ର ଆଧାରରେ ହୋଇଛି ।ସୁନ୍ଦର ତର୍କ ଦେଇ ଛନ୍ତି ।
@srinibashsinu1163
@srinibashsinu1163 Жыл бұрын
ଆପଣ ଯୋଜ ପାଇଁ ଠିକି ନୁହଁ ଜାତି ହଉଛି ସବୁ ସମାନେ
@pravakarbehera4612
@pravakarbehera4612 2 жыл бұрын
Birendra Panda sir.your opinion is correct
@mukundasahoo1319
@mukundasahoo1319 2 жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟ ଉଚିତ୍ ଯୁକ୍ତି ବାଢ଼ିଛନ୍ତି।
@madhabchandrahansdah-fe2iz
@madhabchandrahansdah-fe2iz 3 ай бұрын
ଜାତି ମନର ବ୍ୟାଧି
@duryodhanmahanand6581
@duryodhanmahanand6581 Жыл бұрын
ଵିରେନ୍ଦ୍ର ପଣ୍ଡା ସାର ଙ୍କୁ ସତସତ ନମନ 🙏
@nandakishorejena9831
@nandakishorejena9831 2 жыл бұрын
ଏଇ ଭଳି ପୋଗ୍ରାମ ରେ ଆମ୍ବେଦକର ବାଦି ଦରକାର ।
@gainknowledge5532
@gainknowledge5532 Жыл бұрын
Rt 👍
@AarshVidyakulam
@AarshVidyakulam 2 жыл бұрын
ଯେଉଁମାନେ ଜାତିବାଦ କୁ ସମର୍ଥନ କରିଛନ୍ତି ସେମାନଙ୍କୁ ପ୍ରଶ୍ନ 1500 ବର୍ଷ ପୂର୍ବରୁ ସମସ୍ତଙ୍କ titel ଖୋଜି କୁହନ୍ତୁ।
@suryasadhika4157
@suryasadhika4157 2 жыл бұрын
କଳିଯୁଗ ୫୦୨୩ବର୍ଷ ହେଲାଣି ଇଏ ୧୫୦୦ବର୍ଷ ପଚାରୁଛି ।
@madhabnag799
@madhabnag799 2 жыл бұрын
@@suryasadhika4157 bekar chij nai kaha jug Bali kichi nai
@dibakarmalik9597
@dibakarmalik9597 2 жыл бұрын
ସୁନ୍ଦର ପ୍ରଶ୍ନ ଆଜ୍ଞା, ଧନ୍ୟବାଦ
@bijayakumarjena4874
@bijayakumarjena4874 Жыл бұрын
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏👍🌹
@veersb5518
@veersb5518 Жыл бұрын
@@suryasadhika4157 taahele... Ye prashan ra uttara dia
@narendrasethi2537
@narendrasethi2537 Жыл бұрын
ମହୋଦୟ ବୀରେନ୍ଦ୍ର ପଣ୍ଡା ଯାହା କହିଲେ ଠିକ ଧନ୍ୟବାଦ ବୀରେନ୍ଦ୍ର ମହୋଦୟ 👌👌👌👌👌👌👌
@anilpatra3835
@anilpatra3835 Жыл бұрын
ଜୟ ଜଗନ୍ନାଥ ମ ବୁଝି ବା ଭିତରେ ମଣିଷ ଗୋଟେ ଜାତି ତାକୁ ପୁଣି ତିନି ପ୍ରକାର ସୃଷ୍ଟି କରା ଯାଇଛି ଯଥା ନାରୀ. ପୁରୁଷ.. ଏବଂ ଯେଉଁ ମାନେ ପୁରୁଷ ନୁହେଁ କୀ ନାରୀ ନୁହେଁ ଏ ତିନି ପ୍ରକାର ଜାତି କିନ୍ତୁ ଏ ସବୁ ମଣିଷ ଜାତି ଏଣୁ ଆମେ ଯଦି ଏହାକୁ ସମ୍ପୃନ ଜାଣି ବା ପାଇଁ ଚାହେଁ ତାହେଲେ ଭଗବାନ ଙ୍କ ର ସୃଷ୍ଟି କେମିତି ଆରମ୍ଭ ହେଇଥିଲା ଶେଇ ଜାଗା କୁ ଯାଇ ଖଜ ସବୁ ପ୍ରଶ୍ନ ର ଉତ୍ତର ପାଇ ଯିବେ... ମଣିଷ ଜାତି ଟା କେତେ ପ୍ରକାର ସବୁ ପ୍ରଶ୍ନ ଉତ୍ତର ନିଜେ ପାଇ ଯିବ ଜୟ ଜଗନ୍ନାଥ
@amulyacharansethy5159
@amulyacharansethy5159 2 жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କୁ ଶତ କୋଟି ନମନ
@surendrasabar9425
@surendrasabar9425 Жыл бұрын
ଇଶ୍ୱରଙ୍କ ଦୃଷ୍ଟିରେ ଜାତି କିଛି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି
@priyacharandas653
@priyacharandas653 Жыл бұрын
ଇଶ୍ଵର ଙ୍କ ଠାରୁ ଚାରି ବର୍ଣ୍ଣ ର ସୃଷ୍ଟି ହୋଇଛି । ଜୟ ଶ୍ରୀ ରାମ
@kulamanibehera8856
@kulamanibehera8856 Жыл бұрын
@@priyacharandas653 👇4kahila hebani 4kana janiba najani kahiba
@bnayak2202
@bnayak2202 2 күн бұрын
ସତରେ ବିରେନ୍ଦ୍ର ମୋହା ଶୟ ଆମ ଓଡ଼ିଶାରେ ରତ୍ନ, ଅତି ସୁନ୍ଦର୍ ଯୁକ୍ତି,
@srinibashsinu1163
@srinibashsinu1163 Жыл бұрын
Birandra sir ଠିକି କହିଛନ୍ତି ସମସେତେ ସମାନେ ଯିଏ ଯଉ କର୍ମ କରିବ ସେ ସେଇ ଜାତି ଜାତି କିଛି ନୁହଁ
@anusuyakar4805
@anusuyakar4805 2 жыл бұрын
Panda sir you are right
@lingarajnag5566
@lingarajnag5566 2 жыл бұрын
ବହୁତ ବହୁତ ଧନ୍ୟବାଦ ପଣ୍ଡା ମହୋଦୟ ଆପଣଙ୍କୁ କୋଟି କୋଟି ନମସ୍କାର ଧନ୍ୟବାଦ
@akshyakumarpradhan4009
@akshyakumarpradhan4009 Жыл бұрын
Brenda panda sirs thesis is acceptable and society should follow up
@PramodGanda-nq9gb
@PramodGanda-nq9gb 2 ай бұрын
ଧନ୍ୟବାଦ ପଣ୍ଡିତ ମଂଚ ନମସ୍କାର ଆପଣଙ୍କ କହିବାଶୈଳି
@odiasanskrutidkl
@odiasanskrutidkl 2 жыл бұрын
Sair🙏ଏମିତି ପ୍ରୋଗ୍ରାମ ପୂର୍ବରୁ ଜଣାଇବେ କି ମୁଜିବାପାଇଁ ଚାଁହୁଛି 🙏
@bijayakumarjena7469
@bijayakumarjena7469 2 жыл бұрын
Excellent Birendra Panda sir. ଏ ସଂସାର ରେ ପ୍ରକୁତ ଜ୍ଞାନୀ ବ୍ୟକ୍ତି ବହୁତ୍ କମ୍। ଜାଣେ ଜ୍ଞାନୀ ହିଁ ଠିକ୍ କଥା ବୁଝି ପାରିବେ। Keep your spirit High, GOD BLESS ALWAYS WITH YOU.
@manasnayak5074
@manasnayak5074 2 жыл бұрын
Thik
@Hindutwo80
@Hindutwo80 Жыл бұрын
ବିରେନ୍ଦ୍ର wrong
@bijayakumarjena4874
@bijayakumarjena4874 Жыл бұрын
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🌹
@biswahuo2030
@biswahuo2030 Жыл бұрын
best conversation birendra sir
@Biker50502
@Biker50502 Жыл бұрын
Birendra panda is great man
@Kumar-mn4tn
@Kumar-mn4tn 2 жыл бұрын
ଜନ୍ମନା ଜାୟତେ ଶୁଦ୍ର, ସଂସ୍କାରେ ଦ୍ବିଜ ଉଚ୍ଯତେ ।। ଜନ୍ମ ସମୟରେ ସମସ୍ତେ ଶୁଦ୍ର କିନ୍ତୁ ସଂସ୍କାର ପରେ ଦ୍ବିତୀୟ ଜନ୍ମ ପାଏ ।
@bubunibubuni8166
@bubunibubuni8166 2 жыл бұрын
ନିଶ୍ଚିତ 👍
@manaranjadas3735
@manaranjadas3735 Жыл бұрын
ମୁଁ ପଣ୍ଡା sir ଙ୍କୁ ଦେଖିବାକୁ ଚାହଁଉଛି ହେଇ ପାରିବ କି ତାଙ୍କ ପରି ମହାନ ସାଧୁ ଙ୍କ ଦେଖି ବାର ଆସ ହଉଚି
@ajaykumarmohanty-gv6us
@ajaykumarmohanty-gv6us Жыл бұрын
All are equal ❤
@shatrugnasethi625
@shatrugnasethi625 5 ай бұрын
ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର । ପଣ୍ଡିତ ବିରେନ୍ଦ୍ର ପଣ୍ଡାକୁ ମୋର କୋଟି କୋଟି ନମନ 🙏
@koelprinter7568
@koelprinter7568 2 жыл бұрын
Ankar ବାବୁ କଥା ବୁଲାଉଛନ୍ତି । ତାଙ୍କର ଦାବୀ ବ୍ରାହ୍ମଣ ତ୍ୱ ବଜାୟ ରହୁ ।
@manasranjanbehera6877
@manasranjanbehera6877 2 жыл бұрын
Right 👍 kahichanti alpa jani beshi janila bolauchi
@manasindrajit4955
@manasindrajit4955 2 жыл бұрын
Taku kichhi janananhi
@manasindrajit4955
@manasindrajit4955 2 жыл бұрын
Berendra panda guruji right 🙏🙏🙏
@Manu-nz8gx
@Manu-nz8gx 2 жыл бұрын
Katha golauchhi. Ajogya karyakrama pain
@debasissingh6227
@debasissingh6227 Жыл бұрын
ସେଇଟା ପୁରା ଦେଖା ଯାଉଚି। Anchor ନିଜେ ଜାତି ଜନ୍ମରୁ ବୋଲି ପ୍ରମାଣ କରିବାରେ ବ୍ୟସ୍ତ ଆଉ ମିଛରେ କେବଳ ପ୍ରଶ୍ନ "ଜାତି ଜନ୍ମରୁ ନା କର୍ମରୁ ?" ରଖି ଗୋଟେ ଯାତ୍ରା ଚଲେଇଛନ୍ତି।
@SIPULIMAVLOG
@SIPULIMAVLOG 2 жыл бұрын
ଜାତି ଦୁଇ ପ୍ରକାର ଗୋଟେ ସ୍ତ୍ରୀ ଗୋଟେ ପୁରୁଷ
@debasish7684
@debasish7684 Жыл бұрын
Right
@ajaynaik-dx9rj
@ajaynaik-dx9rj 4 ай бұрын
It is very true
@padmanav1439
@padmanav1439 25 күн бұрын
Bt constitutionally same
@padmanav1439
@padmanav1439 25 күн бұрын
1
@subashnayak4611
@subashnayak4611 Жыл бұрын
Birendra sir... Always best ❤
@rameshach9703
@rameshach9703 Жыл бұрын
ବସି ଥିବା ବିଦ୍ୟାନ ମାନଙ୍କୁ ମର କୁଟି ପ୍ରଣାମ ଆପଣ ଙ୍କ ତର୍କ ଶୁଣିଲା ପରେ ଆମ୍ଭେ ଗଣତନ୍ତ୍ର ରାଷ୍ଟ ରେ କାହିଁକି ବ୍ରାହ୍ମଣ ବାଦ ନୀତିରେ ଚାଲୁ ଅଛୁ ଦୟାକରି କହିବେକି 🙏
@basudevgangabhoi2361
@basudevgangabhoi2361 2 жыл бұрын
Birendra Sir is great...
@jubarajkandi8896
@jubarajkandi8896 Жыл бұрын
Birendra sir is great
@Kumar-mn4tn
@Kumar-mn4tn 2 жыл бұрын
କଳିଯୁଗରେ ସବୁ ବିଭ୍ରାଟ ହୋଇଯାଇଛି । ଏ ସବୁ ଦେହ ଧର୍ମ ପରିବର୍ତନୀୟ। ଆତ୍ମ ଧର୍ମ ଯାହାକି ଆମର ପ୍ରକୃତ ପରିଚୟରେ ସମସ୍ତେ ଉର୍ଦ୍ଧ୍ଵକୁ ଯାଇପାରିବେ ।
@Kumar-mn4tn
@Kumar-mn4tn 2 жыл бұрын
କଳୌ ସର୍ବେ ଶୁଦ୍ର ସମ୍ଭବାଃ।
@Kumar-mn4tn
@Kumar-mn4tn 2 жыл бұрын
ଏହାର ଆହୁରି ଗମ୍ଭୀର ଆଲୋଚନା ଅଛି, କେହି କହିଲେ ନାହିଁ
@user-ux3gg9zg3f
@user-ux3gg9zg3f 2 ай бұрын
ମୁଁ ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କୁ ପ୍ରଣାମ କରୁଛି ଏବଂ ଧନ୍ୟବାଦ ଜଣାଉଛି ତାଙ୍କ ଉପସ୍ଥାପନା ପାଇଁ। ପ୍ରକୃତରେ ତାଙ୍କ କଥା ଯଦି ସମସ୍ତେ ମାନିବେ ଦେଶର ନିଶ୍ଚୟ ମଙ୍ଗଳ ହେବ ।
@lgdsupersaund2278
@lgdsupersaund2278 Жыл бұрын
Birendra sir great 👍
Challenge matching picture with Alfredo Larin family! 😁
00:21
BigSchool
Рет қаралды 37 МЛН
I'm Excited To see If Kelly Can Meet This Challenge!
00:16
Mini Katana
Рет қаралды 35 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 15 МЛН
Challenge matching picture with Alfredo Larin family! 😁
00:21
BigSchool
Рет қаралды 37 МЛН