Janata Zindabad News : DJ ବ୍ୟାନ, ଜୀବନ ନା ଜୀବିକା ବଡ଼ ?ଜନତା ଜିନ୍ଦାବାଦ ମଞ୍ଚରେ ବଡ଼ ବିତର୍କ Odia News

  Рет қаралды 327,193

News18 Odia

News18 Odia

Күн бұрын

Пікірлер: 536
@satyaranjandash388
@satyaranjandash388 2 ай бұрын
ସରକାରଙ୍କ ehi ପଦକ୍ଷେପ କୁ ଆମେ ସବୁ ଜନସାଧାରଣ ସ୍ୱାଗତ କରୁଛୁ, ଯୋଉମାନେ ଡିଜେ ବ୍ୟବସାୟ କରୁଛନ୍ତି ସେମାନେ ପାରମ୍ପରିକ ବାଦ୍ୟ ବ୍ୟବସାୟ କରୁନାହାନ୍ତି କଣ ପାଇଁ,କଣ ପାଇଁ ଅନେକ ବୃଦ୍ଧା ବୃଦ୍ଧ ଶିଶୁ ଏବଂ ଅନେକ ପଶୁପକ୍ଷୀ ଙ୍କୁ ହଇରାଣରେ ପକାଇବାକୁ ଚାଁହୁଛନ୍ତି, ବହୁତ ପ୍ରକାର ପୁରୁଣା ବାଦ୍ୟ ଯନ୍ତ୍ର ଅଛି, ଯୋଉଟା ପରିବେଶ ପାଇଁ ଭଲ, ସୃତି ମଧୁର ବି, ଆଉ ସେ ବାଦ୍ୟ ବାଜିଲେ ଦେହ ମନ ପ୍ରଫୁଲ ବି ରହେ, ଆପଣମାନେ ଶିକ୍ଷିତ ହୋଇ ବି ଏ ଏ bikatala ସୌନ୍ଦ କୁ କଣ ପାଇଁ ବଜାଇବାକୁ ବି ପଛଉନାହାନ୍ତି ସେ ବୁଝାପଡୁନାହିଁ, କାହାର ମୃତ୍ୟୁ ହୋଇଗଲେ କଣ ଡିଜେ ମାଲିକ ତ ଜୀବନ ଫେରେଇଦେବେ କି, ଏହା ଭାବିବା ନାହାଂତି ଦରକାର
@CreationOdia1234
@CreationOdia1234 2 ай бұрын
DJ Sound ବନ୍ଦ୍ କର Normal Sound Use କର
@Pramod-m4h
@Pramod-m4h 2 ай бұрын
ତମେ ଫୋନେଲ ଲଗେଇ ବାହା ହେଇଯିବ
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@suprabha.mishra72
@suprabha.mishra72 2 ай бұрын
Kain
@ramakantanayak9567
@ramakantanayak9567 2 ай бұрын
ଏଥିରେ କ୍ଷତି କଣ ​@@Pramod-m4h
@ramakantanayak9567
@ramakantanayak9567 2 ай бұрын
​@@Pramod-m4hdj ନଥିଲେ ବାହାଘର ବନ୍ଦ ହେଇଯିବକି
@debasisacharya8954
@debasisacharya8954 2 ай бұрын
DJ music ନବାଜିଲେ ବହୁତ ଭଲ।
@prakashbehera3159
@prakashbehera3159 2 ай бұрын
ଡିଜେ ନବାଜିଲେ କଣ ପୂଜା ହେଇ ପାରିବନି କି ଡିଜେ ନବାଜିଲେ କଣ ବାହାଘର ହେଇ ପାରିବନି କି ଏମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟର ଜୀବନକୁ ବିପଦରେ ପକାଉଛନ୍ତି ଏମାନେ କେବଳ ନିଜକଥା ଭାବନ୍ତି !ଡିଜେ ବନ୍ଦ ହେବା 100%ଠିକ
@pravatkumarmishra9760
@pravatkumarmishra9760 2 ай бұрын
ମଣିଷ ମାରି ପେଟ ପୋଷିବା ଠିକ୍ ନୁହଁ ଶବ୍ଦ ପ୍ରଦୂଷଣ ବନ୍ଦ କରାଯାଉ ଆଲୋକ ପ୍ରଦୂଷଣ ବନ୍ଦ କରାଯାଉ ଏମାନେ ସମସ୍ତଙ୍କୁ କା ଲା କରିଦେବେ ବାଜା ବାଜିଲେ ଆନନ୍ଦ ଲାଗେ କିନ୍ତୁ ଏହା ସମସ୍ତଙ୍କୁ ଦୁଃଖ ଦଉଚି
@katikamhansda2617
@katikamhansda2617 Ай бұрын
100% right 👍
@Mahakal-yt6tr
@Mahakal-yt6tr Ай бұрын
Mada pile nai mara pia
@pallimadhuriodiafolksong2771
@pallimadhuriodiafolksong2771 2 ай бұрын
ଡିଜେ ସାଉଣ୍ଡ ରେ। ଅନେକ ହାର୍ଟ ଆଟାକ ହୋଇଛି । ଡିଜେ। ନିହାତି ବନ୍ଦ ହେବା ଆବଶ୍ୟକ ।
@Iamghost..111
@Iamghost..111 2 ай бұрын
Tume ta banchi cha
@sekjawed9373
@sekjawed9373 Ай бұрын
Right sir ❤
@chandrakantadehuri1210
@chandrakantadehuri1210 Ай бұрын
Right bhai
@noobxgamersk
@noobxgamersk Ай бұрын
Toro maa ku geila dj magya toro puo ro baha ghare kn dj bajini ?!
@Biranchi-gd6gy
@Biranchi-gd6gy 2 ай бұрын
Very good👍 design
@purnadash3291
@purnadash3291 2 ай бұрын
🙏ଡିଜେ ବନ୍ଦ କରି, ଆମର ପାରମ୍ପରିକ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜା ଯିବା ଉଚିତ | ପାରମ୍ପରିକ ବଜା ବାଜିଲେ ରୋଜଗାର ମିଳିବ, ପୁରୁଣା ଐତିହ ର ପୁନଃ ଉଦ୍ଧାର ହୋଇ ପାରିବ 🙏👍🚩
@PRATAPChandraJENA-ey1st
@PRATAPChandraJENA-ey1st 2 ай бұрын
D j ବାବୁ ମାନେ ତୁମର ସାଉଣ୍ଡ ପାଇଁ ଲୋକମାନଙ୍କର ଅସମୟରେ ଜୀବନ ଯାଉଛି , ତୁମର ନିଜ ସ୍ବାର୍ଥ ପାଇଁ ଅନ୍ଧ ହୋଇଯାଅ ନାହିଁ,? ତୁମର ପରିବାର ପ୍ରତିପୋଷଣ କରିବାର ବହୁତ୍ ବାଟ ଅଛି !
@Mahakal-yt6tr
@Mahakal-yt6tr Ай бұрын
Mada pia bhala heba nai mara
@sritampatra4378
@sritampatra4378 Ай бұрын
Khali kn sound pain hin sound pradu sana hauchiii ki? Jo bada bada machine use hauchiii sethi pain kn kichiii hau ni ki? Rode bana hauchiii sound aau dhuli uduchiii rode side ghara guda rahuchiii Bhai mananka saha anyaya hau nahi kaha dana mara hau nahi ll Jay Jagannath ll
@MandalAbhi-u8k
@MandalAbhi-u8k Ай бұрын
Djj bajiba
@hindustav5891
@hindustav5891 Ай бұрын
Kire maghia kebe murder karuthiba lokanku kahichu jaiki bedha chua
@srikantbaliarsingh1748
@srikantbaliarsingh1748 Ай бұрын
Agha mada ku band Kara ta pare dj band Kariba
@manojbag8823
@manojbag8823 Ай бұрын
ପ୍ରଥମେ ମଦ ବନ୍ଦ କରାଯାଉ 👌👌
@gajendramuduli.3295
@gajendramuduli.3295 2 ай бұрын
Djସାଉଣ୍ଡ ବ୍ୟାନ୍ ,good dicison ❤❤❤
@mamatapatra3774
@mamatapatra3774 2 ай бұрын
ବ୍ୟାନ୍ ହବା ଦରକାର
@ratanjena1425
@ratanjena1425 2 ай бұрын
ଡ଼ିଜେ ବନ୍ଦ କାରାଯାଉ
@pradeeppatra2655
@pradeeppatra2655 2 ай бұрын
DJ ବନ୍ଦ ହେବା ନିହାତି ଦରକାର ।
@ManojBehera-ou9zl
@ManojBehera-ou9zl Ай бұрын
To maa bia
@pradeeppatra2655
@pradeeppatra2655 2 ай бұрын
Dj ସମ୍ପୁର୍ଣ୍ନ ବନ୍ଦ ହେବା ଦରକାର ।
@khirodrout1795
@khirodrout1795 2 ай бұрын
ଡ଼ିଜେ କୁ ban କରନ୍ତୁ
@DhaarnieBabu-hp6tg
@DhaarnieBabu-hp6tg Ай бұрын
Mohan sarkar thank you
@gajendramuduli.3295
@gajendramuduli.3295 2 ай бұрын
ବ୍ୟବସାୟ କରିବାକୁ ଅନେକ ରାସ୍ତା ଅଛି,dj ସାଉଣ୍ଡ କଣ ଏକମାତ୍ର ରାସ୍ତା,,? ଆଳୁ ପିଆଜ ବିକ୍ରୀ କର,,,
@ratiswain2189
@ratiswain2189 2 ай бұрын
Tu kan karuchu jaunu mistre kama karibu
@gajendramuduli.3295
@gajendramuduli.3295 2 ай бұрын
@@ratiswain2189 ମୁ op re ଆଛି , ତୁ ରହିବୁ,,?
@bibhudjvolgs3835
@bibhudjvolgs3835 2 ай бұрын
ମା ଘିଅ ତୋ ମା ଭଉଣୀ କୁ ଛାଡେ ତାଙ୍କୁ ଭଡା ଦେଇକି ରୋଜଗାର କରିବି
@Iamghost..111
@Iamghost..111 2 ай бұрын
To strii ku biki dee
@PabitraBastia-wz4ew
@PabitraBastia-wz4ew 2 ай бұрын
Gajendra ta kou mai nuhan ki gain nuhan eita High-school re padhila bele pant re mututhila para eita kan kahiba ??? Dj baja
@NoDaddyIssues
@NoDaddyIssues 2 ай бұрын
DJ ଜୀବନ ନଉଚି, ବନ୍ଦ ଉଚିତ୍ ପଦକ୍ଷେପ, ଜନମତ ସଂଗ୍ରହ ହେଉ,,,,,,
@SulekhaRout-t1c
@SulekhaRout-t1c 2 ай бұрын
ସୁସ୍ତ ପରିବେଷର ସୁରଖ୍ଯ ଡିଜେବନ୍ଦ ଏକ ତରିକା। ଡିଜେ ସମ୍ପୁଣ ବନ୍ଦ ସ୍ୱାଗତ ଯୋଗ୍ଯ
@BinodKumar-vc8qh
@BinodKumar-vc8qh 2 ай бұрын
Bhai mada Pura Odisha ra paribesha ujala Kari pakeiba na
@DeepakDas-nz8bc
@DeepakDas-nz8bc Ай бұрын
Dj ବନ୍ଦ ହଉ
@silpibrajendrarout5921
@silpibrajendrarout5921 2 ай бұрын
ଡିଜେ ବନ୍ଦ କରାଯାଉ ପଦକ୍ଷେପ ଠିକ୍ ଅଛି
@srikantamallick1159
@srikantamallick1159 2 ай бұрын
BJP ଠିକ୍ ଆଇନ କରୁଛି
@himansupradhan2777
@himansupradhan2777 2 ай бұрын
Right bro
@jitendrapradhan8789
@jitendrapradhan8789 Ай бұрын
Bjp auu sabu ban kariba jaha odisha bhikari heba...
@kanhacomunication3931
@kanhacomunication3931 2 ай бұрын
ଜୀବନ ଥିଲେ ଜୀବିକା କରିପାରିବେ। DJ Sound ବନ୍ଦ କରି Normal Sound ବ୍ୟବହାର କର ।
@rabindranathmishra7809
@rabindranathmishra7809 2 ай бұрын
Good dessison.D j sound band karajau .malika mane pariba bikantu
@Ajay_Vlog84
@Ajay_Vlog84 Ай бұрын
ଭଗବାନ ଙ୍କ ପୂଜା ପାଇଁ କେବଲ ଭକ୍ତି ଭାବ ଦରକାର୍ ଆଉ ବିସର୍ଜନ ପାଇଁ ପାରମ୍ପାରିକ ବାଦ୍ୟ ର ଆବଶ୍ୟକତା ରହିଛି Dj ର ନୁହେଁ
@padmacharandash8249
@padmacharandash8249 2 ай бұрын
DJ ତୁରନ୍ତ ବନ୍ଦ କରିବାକୁ ହେବ .
@twolordsgaming7818
@twolordsgaming7818 Ай бұрын
Agaru jemiti bendparty baja thila plz amiti korajau...sunibaku bi bhala lagibo...amo parmpariko Baja b heiparibo....auu taa sahita b light nei paribe..maa Mausi kamo b kori paribe.....plz DZ sound totally close korajau...Karan kahaku hou Ki amo manan'ku hei problem re polei enjoy koriba taa thik nuho....
@arpitadash7438
@arpitadash7438 2 ай бұрын
ଡିଜେ ବନ୍ଦ ହେଉ ଭଲ
@pramodnayak1992
@pramodnayak1992 2 ай бұрын
Dj ବନ୍ଦ୍ ହବ ଦରକାର
@ajaysahoo4622
@ajaysahoo4622 2 ай бұрын
ଏହା ନିହାତି ବନ୍ଦ ହେବା ଦର୍କାର ବାହାର ଦେଶ ବନ୍ଦ କରି ଲେଣି ଏମାନେ ଗୋଟିଏ ଗୋଟିଏ ଗାଲୁଆ ଏ ଡିଜେ ରେ ଆଠ ଦଶ ଜଣ ଆସନ୍ତି ଡିଜେ ରେ ଲାଇଟି ମୁଣ୍ଡରେ ବୋହି ବା ଲୋକ ର ସଂପର୍କ ନାହିଁ କିନ୍ତୁ ଏହା ନିହାତି ବନ୍ଦ ହେବା ଦର୍କାର ଏହି ଡିଜେ ରେ ଜେଉ ସାଉଣ୍ଡ ବଢ଼େଇ ଖାଲି ସାଉଣ୍ଡ ଶୁଣି ପିଲା ଛୁଆ ମାନେ ଦକ ଦକ ହେଉଛନ୍ତି ଏହା ନିହାତି ବନ୍ଦ ହେବା ଦର୍କାର
@arjunsahu6183
@arjunsahu6183 2 ай бұрын
ଭାଇ ଗାଲୁଆ କୁ ମେଡ଼ିସିନ ନାହିଁ
@rashmitaswain2301
@rashmitaswain2301 Ай бұрын
Please request hay sound stoped
@MathuriCharansahoo-o3x
@MathuriCharansahoo-o3x Ай бұрын
ଡିଜେ ସାଉଣ୍ଡ୍ ଏତେ ମାରାତ୍ମକ ପ୍ରତ୍ୟେକ ମଣିଷ ପାଇଁ ଖ୍ୟାତି କାରକ | ଦୟାକରି ଏ ସାଉଣ୍ଡ୍ କମ୍ ବାଲା ବ୍ୟବହାର କରାଯାଉ |
@RahulGukhura
@RahulGukhura 2 ай бұрын
Vere good repotar bhaie,dj band heba darkar.
@rameshchandrapatra9730
@rameshchandrapatra9730 2 ай бұрын
କାହାରି ଜୀବିକା ବନ୍ଦ ନ ହେଉ । ସାଉଣ୍ଡ ବ୍ୟବସାୟୀ ପୁର୍ବରୁ ଯାହା ହେଉ ଥିଲା ସେହିପରି କମ୍ ସାଉଣ୍ଡ ରେ ବଜାନ୍ତୁ କାହାରି କିଛି ଅସୁବିଧା ହେବନାହିଁ । ପ୍ରକୃତରେ ଭୟଙ୍କର ଶବ୍ଦ ଯୋଗୁଁ ଅନେକ ଅସୁବିଧା ଅଛି ।
@manasgaming7774
@manasgaming7774 2 ай бұрын
Police Department is our friend.They save public life and wealth.So l salute police decision.High sounding DJ should be ban
@NarendraPadhan-h2g
@NarendraPadhan-h2g Ай бұрын
D j ବାଜିଲେ ବାଧୁଛି ଆଉ ମଦ ବିକିଲେ ଚଳୁଛି d j ବନ୍ଦ ହେଉ ମଦ ବାର୍ ବନ୍ଦ ହେଉ
@kaliakhura8441
@kaliakhura8441 2 ай бұрын
Dj ସାଉଣ୍ଡ ଗର୍ଭବତୀ ମହିଳା ର ପିଲା ଉପରେ ପ୍ରରବିଳମ ହେଉଛି
@technogeek8006
@technogeek8006 Ай бұрын
Dja no
@rajneeshkumar1303
@rajneeshkumar1303 2 ай бұрын
Dj band kara jau.. Emane ete bass, volume use karuchanti je heart patients mane problem re paduchanti... Mana ichaa dum dum karuchanti, sethire puni drink karithila pila nka demand hisab re zor zor se dj bajauchanti... So dj band eka good decision
@Samal9583-m5u
@Samal9583-m5u 2 ай бұрын
DG CLOSED
@bichitranandatripathy3007
@bichitranandatripathy3007 2 ай бұрын
Dj. Band. Karajau
@AshokBehera-l1e
@AshokBehera-l1e 2 ай бұрын
ଭାଇ ଡିଜେରେ ଯଉ ଲାଇଟ୍ ଲାଗୁଛି ରାସ୍ତାରେ ଯିବା ପାଇଁ ବିପଦ ଆଉ ଯଦି କହିବେ ପୂରା ନାଲି ଆଖି ଦେଖେଇବେ
@PrasantaKumar-g5l
@PrasantaKumar-g5l 2 ай бұрын
Bhala heichi
@niharnayak7992
@niharnayak7992 Ай бұрын
ଏ ମାନେ ସବୁ ଦେଷଦ୍ରୋହି , ଏ ମାନଙ୍କୁ ପାକିସ୍ତାନ ପଠା ଯାଉ
@bdinabandhu15
@bdinabandhu15 2 ай бұрын
Dj ମାଲିକମାନଙ୍କରର କିଛି ଭୁଲ୍ ନାହିଁ ବାହାଘର ବେଳେ Dj ନନେଇ ଢୋଲ ବାଜା ନିଅନ୍ତୁ।Dj ସାଉଣ୍ଡ ବହାରିବନି ସେଥିପାଇଁ ଆମେ ଯେଉ Dj ବୁକିଙ୍ଗ କରୁଛେ ସେଇଟା ଆମର ଭୁଲ ।।।।।।।।
@DhaneswerSahu-x2b
@DhaneswerSahu-x2b 2 ай бұрын
ପ୍ଲେନ ସାଉଣ୍ଡ ବଜା dj ବନ୍ଦ କର
@JayashraRout
@JayashraRout 2 ай бұрын
It should be banned. It is uncomfortable for everyone.
@hareshchandranaik8065
@hareshchandranaik8065 2 ай бұрын
Wine not fine for our health so please ban wine kindly 🙏
@akhtarahmad8990
@akhtarahmad8990 2 ай бұрын
DJ stop
@sumancharanrout4944
@sumancharanrout4944 2 ай бұрын
Dj ନିଜ ଘରେ ବଜନ୍ତୁ,
@brajakishorepadhi4022
@brajakishorepadhi4022 Ай бұрын
DJ ସବୁଦିନ ପାଇଁ ବନ୍ଦ ହେଉ।
@DhadubandhuLenka
@DhadubandhuLenka 2 ай бұрын
ଗୋଟିଏ ଗାଁରେ କେତେଲୋକ ରୁହନ୍ତି ସେଥିରୁ ଡିଜେବାଲାକେଜଣ ତୁରନ୍ତ ବନ୍ଦ କରନ୍ତୁ ବନ୍ଦ ନହେଲେ ଜନ ଆନ୍ଦୋଳନ ହେବ ଥୟ
@Amaramar-fp3ml
@Amaramar-fp3ml 28 күн бұрын
Sabas bhai. ❤
@akshaybhoi2110
@akshaybhoi2110 2 ай бұрын
Stop your DJ
@monojjena7948
@monojjena7948 2 ай бұрын
ବିଜେ ବନ୍ଦ ହେବ ଦରକାର
@arabindabehera2681
@arabindabehera2681 2 ай бұрын
Thank you BJP bhala discuss ion
@biranchinarayansahoo7356
@biranchinarayansahoo7356 2 ай бұрын
Dj bahut kharap
@santalientertainment903
@santalientertainment903 2 ай бұрын
ଡିଜେ ବନ୍ଦ୍
@akshayakumaracharya9230
@akshayakumaracharya9230 2 ай бұрын
DJ band heba drkr ..eha bahut jaruri
@OmmprakashRoutray-bw1jq
@OmmprakashRoutray-bw1jq 2 ай бұрын
ଡିଯେ ହେଲା ମଦୁଆବିଯେ ଏଇଟାଡିଯେମାନେ କାହିକି ତୁମର ଏତେ ଯିଦ ଏସବୁ ଫାଲତୁ ବେପପାର ମୂଳରୃ ନୀପାତ କରାଯାଉ
@hariharamahanta375
@hariharamahanta375 Ай бұрын
ଧନ୍ୟ ବାଦ୍ ସ୍ବାଗତ
@santoshswain7624
@santoshswain7624 Ай бұрын
DI ban heba darkar.
@shaktisir8473
@shaktisir8473 2 ай бұрын
Ban Dj
@himanshusekharswain9001
@himanshusekharswain9001 2 ай бұрын
Sound polisation control
@goutamabehera7879
@goutamabehera7879 Ай бұрын
DJ ବାଜିବା ଦରକାର 👍
@LipinaSrichandan
@LipinaSrichandan 2 ай бұрын
Dj band hau
@LokanathSahu-y5s
@LokanathSahu-y5s Ай бұрын
Dj band kara
@somanathjena7953
@somanathjena7953 2 ай бұрын
Dj Danger bhai
@sunilkumarmishrakantakaika9932
@sunilkumarmishrakantakaika9932 2 ай бұрын
ଯିଏ ମଦ ବିକୁଛି ସେ କେବେ ବି କହିବ ନାହିଁ କି କେହି ମଦ ପିଇ ମରୁଛି ବୋଲି ସେମିତି...ଗାଲୁଆ ଙ୍କ ବାରବାଟି ଚାଷ
@PradeepPanda-cm4oh
@PradeepPanda-cm4oh Ай бұрын
Right 👍👍👍
@sendraentertainment5303
@sendraentertainment5303 2 ай бұрын
Band heu DJ
@saratbehera4232
@saratbehera4232 2 ай бұрын
Dj sound band hau
@technogeek8006
@technogeek8006 Ай бұрын
Dja diract dad
@SsUniqueEducation
@SsUniqueEducation 2 ай бұрын
DJ Should completely ban.
@sudhirkumarsenapati688
@sudhirkumarsenapati688 2 ай бұрын
Ban....Ban...
@himanshusekharswain9001
@himanshusekharswain9001 2 ай бұрын
Please stop dj sound
@barshadash2230
@barshadash2230 2 ай бұрын
Dj ବନ୍ଦ କର
@binjhuramhembram2666
@binjhuramhembram2666 Ай бұрын
Dj ବିକୃତ ସାଉଡ ବାଜିଲେ ପଥର ରେ ମୁଣ୍ଡ ବାଦେଇଲା ପୋରି ଲାଗେ
@surenkumarmohanty1895
@surenkumarmohanty1895 Ай бұрын
Real madam ap sahi bat karte hai
@jbrecordjay9588
@jbrecordjay9588 Ай бұрын
ଡବଲ ଇଂଜିନ ସରକାର ରେ ସବୁ ସମ୍ଭବ ଟିକେ କୁହନ୍ତୁ ଉତ୍ତରପ୍ରଦେଶ ରେ ଭାରତ ର ବଡ଼ ସାଉଣ୍ଡ କୁ ସଂମାନ ଦେଇଥିଲେ ସେ ବିଷୟରେ କୁହନ୍ତୁ
@biswaranjanbisoi8731
@biswaranjanbisoi8731 2 ай бұрын
Dj ban good decision 👍
@nilayabeheravlogs535
@nilayabeheravlogs535 2 ай бұрын
Dj ବାଜିବ ଗ୍ୟାରେଣ୍ଟି ବାଜିବ.. ଯୋଉମାନେ ମନା କରୁଛନ୍ତି dj ବାଜିବନି.. ସେମାନଙ୍କର ପୁଅ ବାହାଘର କିମ୍ଭା କିଛି ପୋଗ୍ରାମ ତାଙ୍କ ଘରେ ହେଲେ sound କଣ ପାଇଁ ଖୋଜୁଛନ୍ତି.. ଗଲୁ ହଉଚି ନା କଣ..
@dipakpro
@dipakpro 2 ай бұрын
Right 👍
@Sweetyvibratordj
@Sweetyvibratordj 2 ай бұрын
Right
@pabitranaik2539
@pabitranaik2539 2 ай бұрын
Right
@NoDaddyIssues
@NoDaddyIssues 2 ай бұрын
Sound ଖୋଜୂଚୁ DJ ଖୋଜୁନୁ
@kkgyanbhandar2857
@kkgyanbhandar2857 2 ай бұрын
Dj chalu kintu normal sounds re chalu
@sujitkumarnaik7584
@sujitkumarnaik7584 Ай бұрын
ମଦ ବ୍ୟବସାୟ ବଡ ନାଁ ଜୀବନ ବଡ... ମଦ ବି ବନ୍ଦ ହେଉ... Dj ଠୁ ମଦ ଆହୁରି danger....
@harekrushnahotta2072
@harekrushnahotta2072 2 ай бұрын
Dj କେହି ବୁକିଂ ନା କଲେ ଗଲା । Dj ନଥିବା ବେଳେ କଣ ଲୋକ ବଞ୍ଚୁ ନଥିଲେକି Dj ବାଲା ନୀଳ କଥା କହିଛନ୍ତି କିନ୍ତୁ ଏମାନଙ୍କ ଲାଗି ବେଣ୍ଡ ପାର୍ଟିବାଲା ଙ୍କ ଜୀବନ ଜୀବିକା ଉଚ୍ଛେଦ ହେଲା ସେକଥା ତ କିଏ କହୁନ ପୁଣି ସେମାନଙ୍କ ସାଉଣ୍ଡ ଏତେ ବେଶୀ ନଥିଲା ଯାହା dj ବାଲା କରୁଛନ୍ତି।
@BabluBhoi-b1c
@BabluBhoi-b1c Ай бұрын
Sound limit kara jau Limit ru above hele siez kara jau
@SirsenduMaity-b2w
@SirsenduMaity-b2w Ай бұрын
DJ bond karajau Studio sound hau
@kanjikatedurymuasichhidhae5646
@kanjikatedurymuasichhidhae5646 2 ай бұрын
Band hau
@AKHILSa-o5i
@AKHILSa-o5i 2 ай бұрын
Saund is laiv sir 😊
@sagarrout99
@sagarrout99 2 ай бұрын
Dj 🤙ବାଜିବ
@sujitkumarnaik7584
@sujitkumarnaik7584 Ай бұрын
ମଦ ବ୍ୟବସାୟ ବି ବନ୍ଦ ହେଉ...
@bansidharpatra3174
@bansidharpatra3174 Ай бұрын
Dj Sound.ମାଲିକ ମାନେ Limit କରିକି ବଜାଅ ନିୟମ ନିତି ଅନୁସାରେ ଯେମତି ଲୋକମାନଙ୍କର ଅସୁବିଧାର ସମ୍ମୁଖୀନ ନ ହଅନ୍ତୁ dj sound ଯେମିତି ବନ୍ଦ ନ ହୁଏ ଯଦି ବନ୍ଦ କରିବାର ହିଁ ଅଛି ହେଲେ ଡାଇରେକ୍ଟ dj company କୁ ବନ୍ଦ କରାଯାଉ ଅସୁବିଧା ଯଦି ବହୁତ ହେଇଛି ହେଲେ
@RasmiranjanLenka-bi5xg
@RasmiranjanLenka-bi5xg Ай бұрын
Bahutu ଲୋକେ ମଲେଣି 😢dj stop କରିଥିବାରୁ DCP sir nku thank you 🙏🏻
@mangalmarndiofficial4589
@mangalmarndiofficial4589 2 ай бұрын
Dj ବାଜିବୋ ନିହାତି
@ashokkumarpal596
@ashokkumarpal596 2 ай бұрын
ଡିଜେ ବଜା ବା sound ବଜା ମାତ୍ର ସେ vibration କଣ .
@westernodishatravelvolg9931
@westernodishatravelvolg9931 2 ай бұрын
Dj ପାଇଁ ଏ ସିଖୀତ ଝିଅଟା ଭଲ ନୁହେଁ କହୁଛି ସେଏ ନିଜେ bluetooth headphones high bass ବେବହାର କରୁଛି
@kingsankarjl3340
@kingsankarjl3340 2 ай бұрын
Þþ5þþtþt😊😊
@SrabankumarDas-n8p
@SrabankumarDas-n8p 2 ай бұрын
👍👍👍👍
@MASTERSOLUTION
@MASTERSOLUTION 2 ай бұрын
ଅଲବତ୍ DJ ବାଜିବ, ଆଉ ଜଉ ମାନେ ମନା କରୁଛନ୍ତି DJ ଆଉ ବାଜି ପାରିବନି ଏବଂ ସେଇ କଥା କୁ ଜଉ ମାନେ ସମର୍ଥନ କରୁଛନ୍ତି ସମସ୍ତଙ୍କ ପାଇଁ ପଦେ, ଆଗ ଟିକେ ଭାବ ଗୋଟେ DJ ମାଲିକ କେତେ ଟଙ୍କା ଖର୍ଚ କରିଛି ଗୋଟେ Setup କରିବା ପାଇଁ l ଯଦି DJ ସମ୍ପୂର୍ଣ୍ଣ ବନ୍ଦ ହେଇଯାଉ ବୋଲି ଚାହୁଁଛନ୍ତି l ତାହେଲେ ସବୁ DJ ମାଲିକ ଙ୍କୁ ତାଙ୍କ ହିସାବ ରେ ତାଙ୍କୁ ରୋଜଗାର ଦେଇ ଦିଅନ୍ତୁ ସବୁ ମାଲିକ ମାନେ DJ setup କୁ ନେଇ ଆପଣ ମାନଙ୍କ ଘରେ ଥୋଇ ଆସିବେ ବିଲକୁଲ୍ DJ ଆଉ ବଜେଇବେ ନାହିଁ କୌଣସି ମାଲିକ l ହଁ ଆଉ କେତେ ଜଣ ମହାଶୟ ଯେମିତି ବିଦେଶ ରୁ sound engineering ରେ ଡ଼ିଗ୍ରୀ ହାସଲ କରିକି ଆସିଛନ୍ତି ବୋଧେ l ସେମାନେ କହିବେ DJ ବାଜିଲା ବେଳକୁ ଆମ ଛାତି ଫାଟି ଯାଉଛି, ଆମ ଗାଣ୍ଡୀ ଫାଟି ଯାଉଛି l ସେମାନଙ୍କୁ ଖାଲି ଭାଷା କହିବା କଥା ତାଙ୍କ ମା, ଭଉଣୀ ନେଇକି l ଯେତେ ବେଳେ ମଦ ପିଇ ଲୋକମାନେ ଦୁର୍ଘଟଣା କରି ବହୁତ୍ ମରୁଛନ୍ତି , କିଏ ପୁଣି କାହା ମା ଭଉଣୀ ଙ୍କୁ ବଳାତ୍କାର କଲାଣି ତ କିଏ କାହା ନିଜ ପରିବାର ନଷ୍ଟ କଲାଣି l ଯାଉ ନାହାଁନ୍ତି ସେଇଠି ବି ଅବରୋଧ କରିବେ କି ମଦ ବନ୍ଦ କରା ଜାଉ ବୋଲି l ନା ସେଇଠି କଥା ଉଠି ବନି l କିନ୍ତୁ ଓଡ଼ିଶା ରେ ଯେତିକି DJ ମାଲିକ ଅଛନ୍ତି ସିଏ ସମସ୍ତଙ୍କ ର ଅସୁବିଧା କରୁ ଛନ୍ତି l ସେମାନେ DJ ବଜେଇଲେ ସମସ୍ତଙ୍କ ଦେହ ଖରାପ ହଉଚି କାହା ମାଇକିନା ବି ଘରୁ ପଳଉଚି ଆଉ କାହାର ଗାଣ୍ଡୀ ଫାଟି ଯାଉଛି l ଭାଇ ମାନେ ଆପଣ ଙ୍କ ଚିନ୍ତା ଧାରା ଟିକେ ବଦଳାଇ ଦିଅନ୍ତୁ ଦେଖିବେ ଆପଣ ବି ଖୁସି ରେ ରହିବେ ଏବଂ ଆଉ ସମସ୍ତେ ବି ଖୁସି ରେ ରହିବେ l ଭାଇ କହିଲେ ତ ବହୁତ୍ କଥା ବାହାରିବ କିନ୍ତୁ ମୁ ଆଶା କରୁଛି ଆପଣ ମାନେ ବୁଝି ଯାଇଥିବେ l ଜୟ ଜଗନ୍ନାଥ
@rabisenapati7192
@rabisenapati7192 2 ай бұрын
Band party karntu
@MadanmohanBarik-b7c
@MadanmohanBarik-b7c 2 ай бұрын
Limitre rahile sabu thik huanta amaku sina bhala laguchi kintu brudha.pila au heart pasand nka pain kharap
@DillipBhatra-tm2pd
@DillipBhatra-tm2pd 2 ай бұрын
ମଦ ପିଇଲେ ମଦୁଆ ମରୁଛି କିନ୍ତୁ dj ସମସ୍ତେ ମରିବେ
@sendraentertainment5303
@sendraentertainment5303 2 ай бұрын
Maa giha
@SINGALSANDHAYNIOFFICIAL
@SINGALSANDHAYNIOFFICIAL 2 ай бұрын
Dj Bajiba kichhi asubidha nai
@sendraentertainment5303
@sendraentertainment5303 2 ай бұрын
DJ band heu
@udaytripathy9033
@udaytripathy9033 2 ай бұрын
Good question kunu mausi
When mom gets home, but you're in rollerblades.
00:40
Daniel LaBelle
Рет қаралды 92 МЛН
Try Not To Laugh 😅 the Best of BoxtoxTv 👌
00:18
boxtoxtv
Рет қаралды 6 МЛН
ЗНАЛИ? ТОЛЬКО ОАЭ 🤫
00:13
Сам себе сушист
Рет қаралды 3,5 МЛН
ବବି ନା ଡାନି!  | Odisha Reporter
2:55
Odisha Reporter
Рет қаралды 281 М.
COPE Committee visit on 22 06 2016
20:19
JVP Srilanka
Рет қаралды 685 М.
BJD, Congress Target BJP Govt Over Subhadra Scheme
7:39
Odisha Sambad
Рет қаралды 475 М.