Jayadev Jena: BJD Has Delivered on Its Promises, While BJP Is Seen Mostly in Announcements |

  Рет қаралды 279,729

Nandighosha TV

Nandighosha TV

28 күн бұрын

#nandighoshatv #jaydevjena #congress #bjdvsbjp
ବିଜୁ ଜନତା ଦଳ ଯାହା କହୁଥିଲା କରୁଥିଲା, ବିଜେପି କେବଳ ଘୋଷଣାରେ ସୀମିତ: ଜୟଦେବ ଜେନା, କଂଗ୍ରେସ ବରିଷ୍ଠ ନେତା
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 571
@biswaranjanbehera1886
@biswaranjanbehera1886 27 күн бұрын
ମିଛ କରିବାରେ ମାହିର ବିଜେପି ସରକାର...
@rupaymarandi8326
@rupaymarandi8326 21 күн бұрын
Bandona 😂😂😂😂
@ChandanKumar-gh6lr
@ChandanKumar-gh6lr 21 күн бұрын
Chaluni kohu6i 6unchi ku..to gandi re kona....
@Vishal-jq8ud
@Vishal-jq8ud 11 күн бұрын
Sahada propagandist😂
@sakarsansarafsankar9235
@sakarsansarafsankar9235 27 күн бұрын
ସତ କଥା ଆଜ୍ଞା ବର୍ତ୍ତମାନ ପରିବର୍ତ୍ତନ କରି ଲୋକେ ଦୁର୍ବଳ
@debasisswain637
@debasisswain637 26 күн бұрын
Aree sabu kn gote dina re hei jiba
@azadmohammed1911
@azadmohammed1911 24 күн бұрын
ହତାଶ
@srikantarauta8200
@srikantarauta8200 23 күн бұрын
ଦୃର୍ବଳ କୁ ମେଣ୍ଢା ମାରୁଛି ତାଳୁକୁ ତାଳ
@LovelyLizaLiza-uk8jk
@LovelyLizaLiza-uk8jk 8 күн бұрын
Re election please
@pradeepkumarparida191
@pradeepkumarparida191 27 күн бұрын
ନିର୍ବାଚନ ପୁର୍ବରୁ ସୋଲାର କଥାନଥିଲା, ଥିଲା ୩୦୦ ୟୁନୀଟ ଫ୍ରୀ,, ସେସବୁ ଗଲା କୁଆଡେ ଗାଦୀରେ ବସିଲାପରେ ହେଲା ସୋଲାର ।। ଓଡିଆ ନାମନିଅ
@DurgaprasadSahu-nx4gu
@DurgaprasadSahu-nx4gu 27 күн бұрын
Bjp ର ଇସ୍ଥାହାରରେ ଯାହା ଥିଲା ଦେବେ ନାହିଁ ,ସେମାନଙ୍କର କେବଳ ମିଛ ପ୍ରତିଶ୍ରୁତି, ଜୟ ଜଗନ୍ନାଥ ,ଅଧର୍ମ ର ବିନାଶ
@MNDIGITALSARAKANA
@MNDIGITALSARAKANA 27 күн бұрын
ଗେରୁଆ ରଙ୍ଗ କରିବା ପାଇଁ ଜନ ସାଧାରଣ ଙ୍କ ଟଙ୍କା କାହିଁକି ଲାଗିବ ପାର୍ଟି ଟଙ୍କା ଲଗାଯାଉ ରଙ୍ଗ ବଦଳିବ କଣ ପାଇଁ, ଜନସାଧାରଣଙ୍କ ଫାଇଦା କଣ ....? ଲକ୍ଷ୍ମୀ ନାଁ କଣ ପାଇଁ ବଦଳା ଯିବ ସେ ସମୟ ନାହିଁ ଲୋକ ଙ୍କୁ ବୋକା ଭାବନ୍ତୁ ନାହିଁ
@abhayamishra3806
@abhayamishra3806 27 күн бұрын
Odisha Sara Sabuja Colour Kala Bele Nabin Babu Kn Nija Pocket Ru Kharcha Karithile?? Pandu Helicopter re Buliba Pain Kn kharcha nabin babunka pocket ru hoithila?
@prabhaspatra987
@prabhaspatra987 27 күн бұрын
New project re jou colour kale chaliba
@MNDIGITALSARAKANA
@MNDIGITALSARAKANA 27 күн бұрын
@@abhayamishra3806 ନୂଆ ଗାଡ଼ି ଆଣିଲା ବେଳେ ଆପଣ ବୋଧେ ଶୋ ରୁମ୍ ରେ ରଙ୍ଗ ବୋଳନ୍ତି ଏକ୍ସଟ୍ରା ଟଙ୍କା ଖର୍ଚ୍ଚ କରି ଗଚ୍ଛ ପତ୍ର ରଙ୍ଗ ସବୁଜ, ରଙ୍ଗେଇ ଦିଅନ୍ତୁ
@puspanjalimohanty2623
@puspanjalimohanty2623 26 күн бұрын
​@@abhayamishra3806BJP IT cell spotted
@sunu1924
@sunu1924 26 күн бұрын
​@@abhayamishra3806 modi ta ra bopa ra paesa odisha ku dau chi kire madur chot
@santoshbehera606
@santoshbehera606 27 күн бұрын
' ଲକ୍ଷ୍ମୀ ' ନାମ ତ କୌଣସି ଦାଳର ନାମ ନାଥିଲା ତାହେଲେ କାହିଁକି ଏହାକୁ ବଦଳା ଯାଉଛି ।
@davidpahad3
@davidpahad3 22 күн бұрын
ତା ମାନେ ଏ ଶଳା RSS ର ସରକାର BJP ମହାଲକ୍ଷ୍ମୀ ଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି।
@DrAnshu-uz3gc
@DrAnshu-uz3gc 22 күн бұрын
Akros chinta to for BJD for rooting out like kejriwal party 🥳
@swapnilraja1409
@swapnilraja1409 21 күн бұрын
Sanatana Dharma ku RAKHYA kari Nama Parivartan kale bodhe😮😮😮
@ChandanKumar-gh6lr
@ChandanKumar-gh6lr 21 күн бұрын
Laxmi (wrong)= LAccMI ...seita gote company ro name ...jaha se busseness purpose odisha re chalithila...ebe parmanent koridia gola
@unionics
@unionics 20 күн бұрын
Thik bhai
@sakarsansarafsankar9235
@sakarsansarafsankar9235 27 күн бұрын
ଶୁଭଦ୍ରା ଯୋଜନା ଗୁଡିକ ହେବ ଆଶା ନାହି
@godgift4711
@godgift4711 27 күн бұрын
ETA gote bjp ro strategy
@sradhamihir5552
@sradhamihir5552 25 күн бұрын
ଇଶ୍ରମ କାର୍ଡ ରେ ପଇସା କେବେ ଆସିବ 😅
@godgift4711
@godgift4711 25 күн бұрын
@@sradhamihir5552 dream re
@sanjitbarik1772
@sanjitbarik1772 23 күн бұрын
HOAA BHAI
@sanjitbarik1772
@sanjitbarik1772 23 күн бұрын
​@@sradhamihir5552😅
@manojgiri1199
@manojgiri1199 22 күн бұрын
ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ଜୟଦେବ ଜେନା ,ଆପଣ ଯାହା କହିଗଲେ ତାହା ଶହେ ପ୍ରତିଶତ ସତ୍ଯ ଅଟେ ।ଏହାର କୌଣସିପ୍ରକାର ବ୍ୟତିକ୍ରମ ନାହିଁ ।ଏବେ ଜାଣିବେ ଓଡିଶାର ଲୋକେ,B J P ସରକାର କେତେ ସତ୍ଯ ବାଦୀ ।
@abhinandansutar197
@abhinandansutar197 24 күн бұрын
ଓଡିଶା ଲୋକ ନିଜ ଗୋଡ଼ରେ ନିଜେ ତ କୁରାଢ଼ୀ ମାରିଛନ୍ତି ଆଉ କହିବା କାହାକୁ
@murmubabu3143
@murmubabu3143 21 күн бұрын
Right
@saraswatisahoo5171
@saraswatisahoo5171 21 күн бұрын
@@abhinandansutar197 ଏକ୍ ଦମ୍ ସତ୍ୟ
@RameshChandraSwain-cf8ty
@RameshChandraSwain-cf8ty 20 күн бұрын
ଆଉ କାହାକୁ ଭୋଟ ଦେଇଥିଲେ ପର ଗୋଡରେ କୁରାଢୀ ବାଜିଥା'ନ୍ତା?
@abhinandansutar197
@abhinandansutar197 20 күн бұрын
@@RameshChandraSwain-cf8ty bjd best 💚
@RameshChandraSwain-cf8ty
@RameshChandraSwain-cf8ty 20 күн бұрын
@@abhinandansutar197 ନଦୀ ନ ଦେଖି ଲଙ୍ଗଳା ହୁଅ ନାହିଁ।
@Brosujit
@Brosujit 27 күн бұрын
ଡହରା ଟାଉଟ୍ର ସରକାର ଲୋକଙ୍କୁ ଧୋକା ଦେଇଛି🎉
@user-fo1fl9ub9e
@user-fo1fl9ub9e 27 күн бұрын
ରୋଜଗାର and ଚାକିରି କେବେ ଦେବେ ସେକଥା ପଚାରନ୍ତୁ sir
@narottamsahu2707
@narottamsahu2707 27 күн бұрын
Right katha
@rameshdumal9386
@rameshdumal9386 27 күн бұрын
Right Katha
@user-kb6wr3bk5j
@user-kb6wr3bk5j 27 күн бұрын
Bjp super michhua dahara dala
@saraswatisahoo5171
@saraswatisahoo5171 23 күн бұрын
ଏ ସରକାର ବେସି ଦିନ ବଞ୍ଚି ରହିବନି।
@murmubabu3143
@murmubabu3143 21 күн бұрын
Right bro
@satyajitmohanty1271
@satyajitmohanty1271 27 күн бұрын
Right
@akashdas477
@akashdas477 27 күн бұрын
ଏକଦମ ଠିକ କଥା କହିଛନ୍ତି 🙏
@Janaki___mukhi_97
@Janaki___mukhi_97 27 күн бұрын
ଠିକ୍ କଥା।ଆଗ ଗ୍ରୀଭାଶ ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ତାପରେ ଯୋଜନା କରିବେ।
@kishunbaske2214
@kishunbaske2214 26 күн бұрын
ବିଜେପି ହୋଉଛି ଲକ୍ଷ୍ମୀ କୁ ଭଲ ପାଉନ୍ତିନି ସେଥିପାଇଁ ଷ୍ଟିକୋର ଛଡଉଛନ୍ତି
@KrishnaJena-xx8up
@KrishnaJena-xx8up 27 күн бұрын
BJP Hatao Odisha bachao
@naliniburuda4913
@naliniburuda4913 27 күн бұрын
100% Right 👍
@gaganbehera5412
@gaganbehera5412 27 күн бұрын
100% CORRECT
@manaspanda9167
@manaspanda9167 27 күн бұрын
Every 5 year ku different party ku vote dele thik heba
@peaceisprosperity3203
@peaceisprosperity3203 27 күн бұрын
ହଁ 5 ବର୍ଷ ଯାକ ରଙ୍ଗ ଲିଭା ଆଉ ରଙ୍ଗ ଲଗା କାମ ଚାଲିବ
@manaspanda9167
@manaspanda9167 27 күн бұрын
@@peaceisprosperity3203 Andhrapradesh re state ku au ama state ku dekha a thinking pain Odisha agku jai paruni 🥱
@user-sp1wl9yc7q
@user-sp1wl9yc7q 10 күн бұрын
ପ୍ରଥମେ ଭତା ବଢାନ୍ତୁ BJP ସରକାର କାରଣ ଭିନ୍ନକ୍ଷମ ଦୃଷ୍ଟିହୀନ ବିକଳାଙ୍ଗ ଅକର୍ମଣ୍ୟ ବୃଦ୍ଧା ବୃଦ୍ଧି ଏବଂ ବିଧବା ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ କଷ୍ଟ ଏମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ତେଣୁ ସରକାର ପ୍ରଥମେ ଭତା ବ୍ୟବସ୍ଥା ଆଗେ କାର୍ଯକାରୀ କରାନ୍ତୁ 😢😢😢😢😢😢😢😢😢😢😢😢😢😢😢
@srikantarauta8200
@srikantarauta8200 23 күн бұрын
ସବୁଗେରୁଆ ହେଇଜିବ ଆଉ ବିଜୁଳି ଶୋଲାର ଦିଅକି କଣ ଦିଅ ଯାହା ଦବ ସମସ୍ତଙ୍କୁମିଳିବାଦରକାର ଆଉ ବିନା ପଇସା ରେ ହେବା ଦରକାର ଏମିଡ଼ିଆରେ କିଛି ହବନି ଯାହାଜଣାପଡୁଛି ଜନସାଧାରଣ ରାଜରାସ୍ଥାକୁ ଓଲ୍ହାଇବାକୁ ପଡିବବୋଧେ bsky କାର୍ଡ ଯାହାର ଥିଲା ରହିବାଦରକାର ନଚେତ କାହାରିକୁ ଦିଅନାହିଁ ଯେଉଁ ଲୋକ ପାଇବନି ତାଙ୍କୁ ରୋଗ ହବନି ବୋଲି କହିପାରୀବେକି ଆଉ ସେଲୋକ ଭାରତ ର ନାଗରିକ ନୁହଁକି ନା ତାର ବଞ୍ଚିବାର ଅଧିକାର ନାହିଁ ମଧ୍ୟବିତ ଆଉ ଗରିବ ସେଣିର ସବୁ ଲୋକଙ୍କୁ ମିଳିବାଦରକାର ଆଉ କଣ ଯୋଜନା ନମିଳୁ କିନ୍ତୁ ଏଇଟା ହେବାଦରକାର
@udayanathswain.7653
@udayanathswain.7653 24 күн бұрын
ଡବଲ ଇଞ୍ଜିନ ସରକାର ନା ଡବଲ ବିକାଶ ରଙ୍ଗ ବଦଳ ଗୋଟିଏ ବିକାଶ ନାମ ପରିବର୍ତନ ଆଉ ଗୋଟିଏ ବିକାଶ. ଶଳା ଏମିତି କରି କରି ପାଞ୍ଚ ବର୍ଷ କାଟିଦେବେ. ସାଧାରଣ ଲୋକ କଣ ପାଇଲେ ଇଏ ବିକାଶରୁ କଣ ବାଳ?
@ReeGamango-ni6ui
@ReeGamango-ni6ui 24 күн бұрын
ଓଡ଼ିଶାରେ ସମସ୍ତେ ମରିବା ସବୁ ଦର ବୃଦ୍ଧି
@khaladiherel404
@khaladiherel404 27 күн бұрын
ହଁ ଆଜ୍ଞା!!! ବିଜୁ ଜନତା ଦଳ ଯାହା ଘୋଷଣା କରୁଥିଲା ତାହା କରୁଥିଲା... ନବୀନ ପଟ୍ଟନାୟକ ନିଜ ଜନ୍ମଦିନରେ ଘୋଷଣା କରିଥିଲେ:-" ଆଜିଠୁ ଆଉ ଠିକା ନିଯୁକ୍ତି ରହିବ ନାହିଁ, ସମସ୍ତେ ରେଗୁଲାର ହେବେ" ତାହା ବି କରିଦେଲେ କିନ୍ତୁ କଥାରେ ହିଁ, କେବଳ ମିଛ ଭାଷଣ.. 20 ହଜାରJunior Teacher ନିଯୁକ୍ତି ବାହାର କଲେ ସେଇ ଠିକା ବ୍ୟବସ୍ଥା ହିଁ ରଖିଲେ ଏଥିରୁ ଯାହା ଜଣାପଡ଼େ,BJD କେତେ ପ୍ରତିଶ୍ରୁତିବଦ୍ଧ... ଆଉ ମୋଦୀ ସରକାର କଥା ନ କହିଲେ ଭଲ... ଏହି ଗୁଣ ପାଇଁ BJD କୁ ଛାଡି BJP କୁ ସରକାର କଲେ କିନ୍ତୁ ଆମ ଜନତାର କିଛି ଲାଭ ହେଲା ନାହିଁ, ଆର ଥରକୁ କଂଗ୍ରେସ କୁ ଜିତାଇଲେ ବି ହୁଏତ ସେହିଭଳି ଦଶା ଭୋଗିବାକୁ ପଡ଼ିପାରେ.. ଯାହା କିଛି କଲେ ବି ଆମର କିଛି ବି ଲାଭ ହେଉନି ସମସ୍ତେ ଭଣ୍ଡେଇ ଚାଲିଛନ୍ତି 😢😢
@DeepakKumar-lv4li
@DeepakKumar-lv4li 27 күн бұрын
RIGHT KATHA BHAI
@ramaananta2176
@ramaananta2176 24 күн бұрын
ଲୋକମଆନଙ୍କର ମନ ବୁଝିବାପାଇଁ ଜୋଜନାହଛି କିଛି କାମରେ ନାହିଁ
@jagannathbhagwan9385
@jagannathbhagwan9385 27 күн бұрын
ଏବେକାର ପରିବର୍ତ୍ତନ ର ସରକାର ନ ଭାବନ୍ତି ନା ଚିନତନତି ଖାଲି ହାଣ୍ଡିଆ ପିଇକି ଶୋଇପଡନତି
@user-co4fl7xl4o
@user-co4fl7xl4o 22 күн бұрын
ଧନ୍ୟବାଦ ସାର୍
@suryanm8683
@suryanm8683 27 күн бұрын
Right katha sir kahil
@user-sp1wl9yc7q
@user-sp1wl9yc7q 18 күн бұрын
ପ୍ରଥମେ ଭତା ବଢ଼ାଇବା ବ୍ୟବସ୍ଥା କରାନ୍ତୁ ସରକାର ଏହା ନିହାତି ଆବଶ୍ୟକ କାରଣ ବୃଦ୍ଧା ବିକଳାଙ୍ଗ ଅକର୍ମଣ୍ୟ ଏମାନେ ଖାଇବା ପିଇବା ପାଇଁ ଭତା ଉପରେ ନିର୍ଭର କରୁଛନ୍ତି ଏମାନଙ୍କର ରୋଜଗାର ନାହିଁ ୧୦୦୦ ଟଙ୍କାରେ କଣ କରିପାରିବେ ସେଥିପାଇଁ ଏହାକୁ ପ୍ରଥମେ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରିବା ଆବଶ୍ୟକ ଯିଏ ଭୁକା ଅଛି ତାକୁ ଆଗେ ଦିଅନ୍ତୁ 😢😢😢😢😢😢😢😢😢😢😢😢😢😢😢
@niladrinayak6012
@niladrinayak6012 27 күн бұрын
Tike wait kariba katha
@godgift4711
@godgift4711 27 күн бұрын
Sir pura thik kotha kohuchonti... 💯
@swadhinmaharana5989
@swadhinmaharana5989 26 күн бұрын
କାହାର ପାଟିରୁ ଟିକେ ଭି till date ର କଥା କିଛି ବାହାରୁଚି ଆମର bjd ର ସଦସ୍ୟ ମାନେ ଯାହା ସବୁ ଘଟଣା କରିଛନ୍ତି ତାହା କିଛି ଭୁଲ ନାହିଁ କହୁଛନ୍ତି ନା କେମିତି କହିଦେବେ ଧରା ପଡିଯିବ
@souvaginigarnaik3715
@souvaginigarnaik3715 27 күн бұрын
Right 👍👍👍👍
@user-sp1wl9yc7q
@user-sp1wl9yc7q 18 күн бұрын
ଆଉ ଜଉ ବ୍ୟବସ୍ଥା ଦେଶର ଅର୍ଥନୀତି ଦେଖି କାର୍ଯକାରୀ କରାନ୍ତୁ BJP Sarkar କାରଣ ଏଥିରେ ଘରେ ଘରେ ସମସ୍ତେ ଉପକୃତ ହୋଇପାରିବେ 😢😢😢😢😢😢😢😢😢😢😢😢😢😢
@sreekannta
@sreekannta 22 күн бұрын
ଓଡିଶା ଜନତାଙ୍କ ପରିବର୍ତ୍ତନ ଅର୍ଥକୁ ବହୁତ୍ ବଢିଆ ଭାବରେ ବୁଝାଇ ବାଃ ବାଃ ନେବାକୁ ବିଜେପିର ଉଦ୍ୟମକୁ ବହୁତ ଶୀଘ୍ର ହାଟ ରେ ପଡି ଦାଣ୍ଡରେ ଗଡିବ । ଶାସକ ହୋଇ ବିରୋଧି ମନଭାବନା ନ କରି ଉଚିତ୍ ସମୟ ସୁଯୋଗ କୁ ହାତଛଡ଼ା କରନ୍ତୁ ନାହିଁ।
@bhabanijena1543
@bhabanijena1543 27 күн бұрын
ଠିକ୍ କଥା
@dharanidharbarik4921
@dharanidharbarik4921 27 күн бұрын
Jay ho jayadeba babu
@kumarsantosh6220
@kumarsantosh6220 27 күн бұрын
Right sir
@shibaprasadmalik8139
@shibaprasadmalik8139 8 күн бұрын
ଜୟଦେବ ବାଵୁ ଆପଣ ଦୟାକରି 300ଇୟୁନିଟୀ ବିଜୁଳି 3000 ଭତା ସୁଭଦ୍ରାଯୋଜନା କଥାଆପଣ ଉଠାଇଛନ୍ତି ଆପଣଙ୍କୁ ଧନ୍ୟବାଦ
@satyachayaentertanment1870
@satyachayaentertanment1870 27 күн бұрын
Very good amiti counter heu but reporter active nanhanti nandighosh ro
@user-sp1wl9yc7q
@user-sp1wl9yc7q 18 күн бұрын
ତେଲିଆ ମୁଣ୍ଡରେ ତେଲ ଦେବା ଆବଶ୍ୟକ ନାହିଁ ଜଉଟା ନିହାତି ଆବଶ୍ୟକ ସେଇଟା କାର୍ଯକାରୀ କରାନ୍ତୁ ଦୟାକରି BJP ସରକାର 😢😢😢😢😢😢😢😢
@Abhimanyu-nu6vq
@Abhimanyu-nu6vq 22 күн бұрын
Jaydev babu thik kahichhanti🎉
@PratapBhai-tw1mu
@PratapBhai-tw1mu 27 күн бұрын
Ba ba ba ba re BJP Pati michhua pati BJP jatra Pati BJP Pati
@godgift4711
@godgift4711 27 күн бұрын
School uniform bhi laxmibus colour pori ...gerua colour koridebe bodhe
@Official_prit_124
@Official_prit_124 4 сағат бұрын
You are right sir🙏🏼
@statusbook3214
@statusbook3214 24 күн бұрын
ସାର୍ ଆପଣ ଚାକିଆରିଆଙ୍କୁ 40000 50000 ହଜାର ଟଙ୍କା ପେନସନ ଦେଇପାରୁଛନ୍ତି 3000 ଟଙ୍କା ବାର୍ଦ୍ଧକ୍ୟ ଭତା କଣ ପାଇଁ ଦେଇପରିବେନି। ଏବେଳକୁ ସମ୍ବଳ ନାହିଁ।।ବା ତମ ରାଜନୀତି😅
@JBRCNL
@JBRCNL 21 күн бұрын
Akadam right 👍😊
@rinu8698
@rinu8698 23 күн бұрын
Right advice sir
@kalyanikumarinahak6025
@kalyanikumarinahak6025 22 күн бұрын
Nabin babu best cm
@rabindranag2101
@rabindranag2101 21 күн бұрын
Good question sir 👍👍
@manjumaharana1876
@manjumaharana1876 2 күн бұрын
Thik katha 🙏🙏
@narayandas369
@narayandas369 23 күн бұрын
ଜେନା sir ମିଛ କହୁଛନ୍ତି
@manasfarmcreation6533
@manasfarmcreation6533 20 күн бұрын
100% ri8
@Karanmaharana-cb5ff
@Karanmaharana-cb5ff 27 күн бұрын
Thik .kahuchhanti
@anantamurmu6249
@anantamurmu6249 22 күн бұрын
24 ବର୍ଷ ହେଲା ଏ କଥା କହୁଥିଲେ, ତୁମେ କୋଉଠି ଥିଲ କୁକୁର ମାନେ, ତମେ ଗୋଟେ ଗୋଟେ ଚୂତିଆ, situation ଦେଖି କଥା ପରିବର୍ତ୍ତନ କରନ୍ତି।
@samraytudu
@samraytudu 12 күн бұрын
ଇୟେ ତ ସବୁ କହିଦେଲେ BJP ଏସ୍ଥାହାର ରେ ଯାହା ଥିଲା, ତାହା ସମ୍ଭବ ନୁହେଁ,ଇଏତ ସବୁ କହିଦେଲେ, ଲୋକ ସରକାର ଗଠନ କରନ୍ତି 5ବର୍ଷ ପାଇଁ, ଏଇଟାବି ଜାଣିବାର ଅଛି, ଇଏତ ନଇଁ ନ ଦେଖୁଣୁ ------
@niranjanmallick9782
@niranjanmallick9782 22 күн бұрын
ଧ ନ୍ୟ ବାଦ୍ ‌ ସାର୍
@narayanchandrabehera6466
@narayanchandrabehera6466 9 күн бұрын
Why tenson dhire dhire karibe
@user-kb6wr3bk5j
@user-kb6wr3bk5j 27 күн бұрын
Bjp Galua midia publicity dala
@user-wf8hm4gl3l
@user-wf8hm4gl3l 23 күн бұрын
BJP sarakar bhasan bahut kaam kama A michha sarakara Naveen babu khata kama kaam besi Sethi lagi CM No 1 Naveen sir Jay BJD
@opindian2777
@opindian2777 21 күн бұрын
That is Right sir
@agreeculturelifestyle7298
@agreeculturelifestyle7298 20 күн бұрын
ବିଜେପି ର ଯୋଜନା ସବୁ ପାଣିରଗାର
@saisankrajena1115
@saisankrajena1115 21 күн бұрын
Right bhai kahil
@user-df6yu3bj2w
@user-df6yu3bj2w 23 күн бұрын
Sir ଆପଣ ଠିକ କହୁଛନ୍ତି
@Jagannathstudio-io2se
@Jagannathstudio-io2se 21 күн бұрын
Sir 🙏
@tushardash1507
@tushardash1507 27 күн бұрын
Correct
@user-rc5yg2is4j
@user-rc5yg2is4j 20 күн бұрын
Hmm thiki kahile sir
@sumantanaik430
@sumantanaik430 27 күн бұрын
Comment is right thanks Jena sar
@suni2882
@suni2882 20 күн бұрын
Rightly said🎉
@sanjayakumar146
@sanjayakumar146 21 күн бұрын
ଗରିବ ଲୋକଙ୍କ ଦୁଃଖ ବୁଝ ନ ହେଲେ ଓଡ଼ିଶା ବାସୀ ରାଜ ରାସ୍ତା କୁ ଆସି ବେ BJP ସର କାର 😡
@gajananamahakhud3031
@gajananamahakhud3031 21 күн бұрын
ଜୟନବିନ୍
@BhimaNayak-nj6fm
@BhimaNayak-nj6fm 20 күн бұрын
You are right sir
@MunaBhai-qh9fl
@MunaBhai-qh9fl 19 күн бұрын
ବିଜେପି ସରକାର ଯାହା କହୁଛି ମିଛ କହୁଛି ସବୁଲୁଟି ଚାଲିବେ ଓଡ଼ିଶାରେ ଗରିବ ଲୋକଙ୍କ ନିଃଶ୍ୱାସ ପଡ଼ିବ ବିଜେପି ସରକାର ଙ୍କୁ 😭😭😭😭
@dasharathibej7813
@dasharathibej7813 10 күн бұрын
24 ବର୍ଷ ରେ ଆପଣ ଏପରି ମୁହଁ ଖୋଲି ଥିଲେ,ଆପଣଙ୍କୁ ଆଜି ଏକଥା କହିବାକୁ ପଡ଼ିନଥନ୍ତା , ଓଲଟି ଆପଣଙ୍କ ଦଳକୁ ପ୍ରଶ୍ନ ହେଇଥାନ୍ତା ।
@chandanpanda6997
@chandanpanda6997 22 күн бұрын
Jay jagannatha
@balakandiki5804
@balakandiki5804 13 күн бұрын
ବଲକଇଛ, ସାର୍
@Bobi_Nk1993
@Bobi_Nk1993 27 күн бұрын
👏👏👏👏👏👏👏
@bhupendrasikha257
@bhupendrasikha257 21 күн бұрын
ସବୁ ବେକାର କଥା କିଛି ହେବ ନାହି
@fakirasahu729
@fakirasahu729 21 күн бұрын
ଯୋଉ ଇସ୍ତାହାର ଦେଇଛନ୍ତି ତାହା ଅସମ୍ଭବ
@SurathaBhesra
@SurathaBhesra 23 күн бұрын
Bahut badia sir
@SebajiShau
@SebajiShau 13 күн бұрын
Right....sir
@ak4627
@ak4627 21 күн бұрын
Wait
@KarunakarDhani-eo2sl
@KarunakarDhani-eo2sl 17 күн бұрын
ଭାବିଚିନ୍ତି କରିବେ ତୁମର ଚିନ୍ତା କରିବା ଦରକାର ନାହିଁ। କାମ ନକଲେ ତୁମ କୁ ଭୋଟ ଦେବା କଥା ଚିନ୍ତାକରାଯିବ।
@susantabehara1094
@susantabehara1094 22 күн бұрын
100% correct Bhai se salaku auri pela
@JayantakumarDas-rr6rf
@JayantakumarDas-rr6rf 22 күн бұрын
Please go through manifast, Do not make yourself panic
@Ashok73375
@Ashok73375 22 күн бұрын
Right 👍
@niranjanpradhan8299
@niranjanpradhan8299 27 күн бұрын
ଜୟ ନବିନୀ ଜୟ ବିଜେଡି
@SushantaMangali
@SushantaMangali 26 күн бұрын
Exactly 💯 right sir
@skafroz6618
@skafroz6618 17 күн бұрын
Nale mein pipe dalkar gas ban sakta hai to fir yah Sarkar sab kuchh kar sakta hai😂😂😂😂
@dharanidharbarik4921
@dharanidharbarik4921 27 күн бұрын
Apanankar katha bhala lagila
@hussyjena6746
@hussyjena6746 21 күн бұрын
ବିଜେଡି, ଯୋଉ ପ୍ରକଳ୍ପ କରି ହଜାର ହଜାର କୋଟି ଲୁଟ କରିଛ, ତାକୁ ଫେରେଇ ଦିଅନ୍ତୁ ବିଜେଡି ଵାଲା, ତାହା ପରେ ଦେଖିବା କଣ ହଉଛି ଲୋକଙ୍କୁ ମିଳିବ କିନାହଁ ଦେଖିବା
@dibyalochannaik9152
@dibyalochannaik9152 21 күн бұрын
Wait for end
@UdhbaBehera-jo9pz
@UdhbaBehera-jo9pz 25 күн бұрын
Nice sir
@balaramnanda9224
@balaramnanda9224 27 күн бұрын
ନନ୍ଦୀ ଘୋଷ ବୋଲେ ବୋଲେ ଢ଼ାବା ବିଷୟରେ ତ ପଦୁ ଟିଏ ବି କିଛି କହୁନି ବିଜେପି ସରକାର କୁ ତ time ତ ଦିଅ
@educationhemsingh4015
@educationhemsingh4015 23 күн бұрын
ସତ katha bijuli ଦିଆ ଯାଉ
@gopabandhubehera453
@gopabandhubehera453 10 күн бұрын
ଏ,ବିଜେପି,ସରକାର ସବୁପ୍ରକାର ଗଛର ପତ୍ର ଗୁଡାକ ଗ୍ରୀନ ରୁ,ଅରେଞ୍ଜ କରିଦେବେ?
Nastya and SeanDoesMagic
00:16
Nastya
Рет қаралды 31 МЛН
Slow motion boy #shorts by Tsuriki Show
00:14
Tsuriki Show
Рет қаралды 9 МЛН
НРАВИТСЯ ЭТОТ ФОРМАТ??
00:37
МЯТНАЯ ФАНТА
Рет қаралды 7 МЛН
TMC MP Abhishek Banerjee Lashes Out At Centre On Union Budget 2024-25
11:55:01
The Indian Express
Рет қаралды 147 М.