ଆଜି(05-10-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

  Рет қаралды 9,599

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 529
@bidyabharatisabar2789
@bidyabharatisabar2789 8 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏⭕❗⭕🙏🙏🙏🙏🙏🙏🥥🥥🥥🥥🥥🥥🥥🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@pratapkumarsahoo5811
@pratapkumarsahoo5811 8 сағат бұрын
🙏ହେ 🙏ମଙ୍ଗଳମୟ 🙏ଠାକୁର 🙏ଜଗତର 🙏ମଙ୍ଗଳ 🙏କରିଥାନ୍ତୁ 🙏ହେ 🙏ଠାକୁରେ 🙏ଜୟ 🙏ଜଗନ୍ନାଥ 🙏ସ୍ୱାମୀ 🙏ନୟନ 🙏ପଥଗାମୀ 🙏ଭବତୁମେ 🙏ପ୍ରଭୁ 🙏ଶ୍ରୀ 🙏ଚରଣେ 🙏ଶରଣ 🙏ହରିବୋଲ 🙏ହରିହରିବୋଲ 🙏ହରିହରିବୋଲ ହରେକୃଷ୍ଣ 🙏ହରେକୃଷ୍ଣ କୃଷ୍ଣ 🙏କୃଷ୍ଣ 🙏HARE🙏ହରେ 🙏ହରେରାମ 🙏ହରେରାମ 🙏ରାମରାମ 🙏ହରେ 🙏ହରେ 🙏
@niranjanbarik8442
@niranjanbarik8442 8 сағат бұрын
Jay.jagannath.jay.shrikrishna.gobinda.haremurare.hey natha.narayan.basudev.namo.dhany.dhany.dhany.manima.
@AshisKundu-xq7bp
@AshisKundu-xq7bp 9 сағат бұрын
Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏
@mahabirbhajansandhaya7475
@mahabirbhajansandhaya7475 8 сағат бұрын
ପ୍ରଭୁ କୋଟି କୋଟି ପ୍ରଣାମ ସକଳ କାଯ୍ୟ ତୁମ ଦୟାରୁ ସମ୍ପୂର୍ଣ କର ପ୍ରଭୁ ଜୟ ଜୟ ଦେବ ହରେ 🙏🙏🙏
@asamanjasinhabarma946
@asamanjasinhabarma946 9 сағат бұрын
জয় জয় জগন্নাথ মহাপ্রভু শ্রীচরণে প্রণাম 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️
@susantakumarsethy4194
@susantakumarsethy4194 7 сағат бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ କୋଟି ପ୍ରଣାମ ସମର୍ପିତ 🙏🏻 ⭕️‼️⭕️🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@sureshsahoo4050
@sureshsahoo4050 8 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଏ ଭବ ସାଗର ସାରା ସଂସାର ଉଦ୍ଧାର କର ପ୍ରଭୁ 🙏🙏🙏🙏🙏🙏🙏🙏
@Pinkybehera-u6d
@Pinkybehera-u6d 8 сағат бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕‼️⭕🙌🏻🚩🙏🏻
@pareshkumarbehera1483
@pareshkumarbehera1483 9 сағат бұрын
ଜୟ ଶ୍ରୀଜଗନ୍ନାଥ*🙏
@namitabiswal-go7vt
@namitabiswal-go7vt 9 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ🙏 ଜୟ ମା ମହାଲକ୍ଷ୍ମୀ ନମୋ ନମଃ🙏 ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ହରି ହରି ବୋଲ 🙏
@rejeshmoharana1561
@rejeshmoharana1561 7 сағат бұрын
Jay Jagannath Swami
@krushnaprasadmohanta4308
@krushnaprasadmohanta4308 8 сағат бұрын
🙏 Jai JAGANNATH Swamy, 🧡🧡 Nayana pathagamy Bhavatume... 🪔 Jai Jai Sri JAGANNATH.🙏❤️🙏
@RojalinSahoo-mq8lm
@RojalinSahoo-mq8lm 8 сағат бұрын
ଜୟ ଶ୍ରୀ ଲଷ୍ମୀ ନାରାୟଣ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ରା ଜୟ ଶ୍ରୀ ଶୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନା ସାରା ବିଶ୍ୱକୁ ଭଲରେରଖିବ ହେ ମହା ବାହୁ 🙏🙏🙏🙏🌹🌹🌹🌹🙏🙏🙏🙏🌹🌹🌹🌹🙏🙏🌹🌹🙏🙏🙏🙏🌹🌹🙌🙌🙌🙌🙌🌹🌹🌹🌹
@PurnachandraSwain-b4f
@PurnachandraSwain-b4f 9 сағат бұрын
Jay shree jagannath ❤️❤️
@Rhahulnaik1449
@Rhahulnaik1449 9 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙏 କୋଟି କୋଟି ପ୍ରଣାମ
@sangramparida1639
@sangramparida1639 9 сағат бұрын
Jay jagannath swami Prabhu nayan patha gami vaba tume 🙏⭕‼️⭕🙏
@biswajitpanda9231
@biswajitpanda9231 9 сағат бұрын
Jay shree jagannath mohaprabhu 🙏🌷🙏🌷🙏🌷🙏🌷🙏🌷🙏🌷🙏🌷🙏🌷🙏🌷🙏🌺🙏🌺🙏🌺🙏🌷🙏🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@BikeshSahani
@BikeshSahani 8 сағат бұрын
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय माता दी 🙏🏻🙏🏻🙏🏻
@gouttammunda412
@gouttammunda412 8 сағат бұрын
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sadashivapati2989
@sadashivapati2989 9 сағат бұрын
ଜୟ ଜୟ ଦେବ ହରେ ❤❤❤ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤❤❤
@SunilBehera-t6x
@SunilBehera-t6x 9 сағат бұрын
Jai Shree Jagannth Swami Nayanapathagami Bhaba Tume🌹🌸🌸🙏🙏🙏🏻🙏🏻🌺🌺
@kunalsinger143
@kunalsinger143 9 сағат бұрын
Jay Shree Jagannath 🙏🙏🙏🙏🙏🙏🙏🙏🙏
@SunilSahu-dq7or
@SunilSahu-dq7or 9 сағат бұрын
Jay shree jagannath
@harekrushnamishra8717
@harekrushnamishra8717 9 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@smitabiswal3318
@smitabiswal3318 9 сағат бұрын
Jai Shree Patitapabana Mohaprabhu ❤❤❤❤❤
@Pinkybehera-u6d
@Pinkybehera-u6d 8 сағат бұрын
Jay Shree Ram Jay Shree Krishna Jay Shree Jagannatha ⭕❗⭕🚩🚩🚩🙌🏻🙏🏻
@sumitrarana1977
@sumitrarana1977 9 сағат бұрын
ଓଁ ନମଃ ଭଗବତେ ବାସୁଦେବାୟ ❤❤ ହେ ମଣିମା ଦୟାମୟ ବିଶ୍ବବିହାରୀ ପ୍ରଭୁ ❤❤ ତୁମ ଚରଣ ତଳେ ଶରଣ ଦିଅ ମହାପ୍ରଭୁ ❤❤ ଭାବ ଭକ୍ତି ଦିଅ ମୋ କାଳିଆ ସାଆନ୍ତ ❤❤
@sangitabehera609
@sangitabehera609 8 сағат бұрын
Koti koti dandabata pranam Prabhu apana nka shree charana tale🙏🙏🙏🙏🙏🙌🙌🙌🙌🙌🙌🙏🙏🙏🙏🙏
@Oytanil45
@Oytanil45 7 сағат бұрын
ଜୟ ଜଗନ୍ନାଥ ପ୍ରଭୁ ହେ କାଳିଆ ସାଆନ୍ତ ❤❤❤❤❤
@gobindachandranayak9576
@gobindachandranayak9576 8 сағат бұрын
ହେ ପ୍ରଭୁ ପତିତପାବନ ଅନ୍ତର୍ଯ୍ୟାମୀ ବାସୁଦେବ ଜଗନ୍ନାଥ ଚକାଡୋଳା ଚକାନୟନ ନିଳାଚଳ ବାସି ନିଳାଦ୍ରୀ ବିହାରି ମହୋଦଧି ବାସି ଲକ୍ଷ୍ମୀ ପତି ଇଛାମୟ ଳିଳାମୟ ପଦ୍ମନାଭ ବିଶ୍ଵନିୟନ୍ତା ବିଶ୍ବବିହାରୀ ମହାବାହୁ ଭଗବାନ ରାମ ବିଷ୍ଣୁ କଳା ଠାକୁର କଳା ଶ୍ରୀମୁଖ କଳା ଶ୍ରୀକୃଷ୍ଣ କଳା କହ୍ନେଇ କୃପାସିନ୍ଧୁ କୃପାସାଗର କଳିକଳୁଶନାଶନ ଦିନବନ୍ଧୁ ଦୟାସାଗର ଦାମୋଦର ଚକ୍ରପାଣି କମଳାକାନ୍ତ କମଳଲୋଚନ କମଳନୟନ କଳ୍ପତରୁ ପୁରୁଷୋତ୍ତମ କ୍ଷିରସାଗରବାସି ବଳିଆର ଭୁଜ ଗୋପିନାଥ ଦେବକୀନନ୍ଦନ ଯଶୋଦା ନନ୍ଦନ ନନ୍ଦ ନନ୍ଦନ ବସୁଦେବ ସୁତ ଗୋବିନ୍ଦ ଗୋପାଳ କଳାକାହ୍ନୁ ଅଚ୍ୟୁତ ଅନନ୍ତ ମାଧବ ନିଳକନ୍ଦର ବାସୀ ମୂରଲୀଧର ବଂଶୀଧର ନଟବର ଗୀରୀଧାରି ବାଙ୍କ ବିହାରୀ ଭାବଗ୍ରାହୀ ଶ୍ୟାମସୁନ୍ଦର ଲବଣୀଚୋର ଦାରୁବ୍ରହ୍ମ କୋଟିକୈବଲ୍ୟ ନାଥ ପଦ୍ମ ନାଭ ପଦ୍ମ ମୁଖ ହେ ହଟିଆ ନଟିଆ କପଟିଆ ହେ ମଣିମା ମହାବାହୁ ଛପନ ଭୋଗୀ କୋଠଭୋଗି ହେ ଅଗତିର ଗତି ବ୍ରହ୍ମାଣ୍ଡ ଠାକୁର ଦିନଦୁଖହାରି ବୈକୁଣ୍ଠ ବିହାରି ଅନାଦି ପୁରୁଷ ହେ ପିତବାସ ଜନାର୍ଦ୍ଦନ ତ୍ରିପୁର ନାଥ ବାଞ୍ଛା କଳ୍ପ ହେ ସତ୍ୟ ସନ୍ଧ ନିରାକାର ବୈକୁଣ୍ଠ ନିବାସୀ ଦୟାନିଧି ଦୟାସାଗର ହେ କରୁଣା ସାଗର କୃପାସାଗର କାଳିଆ ସାଆନ୍ତ ବଡ଼ ଠାକୁର ହେ ଶ୍ରୀ ରଙ୍ଗା ଅଧର ହରି ନାରାୟଣ ପରଂବ୍ରହ୍ମ ତୋ ଇଚ୍ଛା ପୂରଣ ହେଉ ଜଗତର କଲ୍ୟାଣ ହେଉ ସଂସାର ରେ ସୁଖ ଶାନ୍ତି ବିରାଜ କରୁ ସଂସାର ରୁ ମହାମାରୀ ରୋଗ ଶୋକ ବିନାଶ ହେଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@prabhanshubag6586
@prabhanshubag6586 2 сағат бұрын
🙏⭕❗⭕🦚🕉🪔🙏ମଣିମାଙ୍କର ଜୟ ହେଉ🙏 🙏ମଣିମାଙ୍କର ଜୟ ହେଉ🙏 🙏ମଣିମାଙ୍କର ଜୟ ହେଉ🙏 🙏ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ🙏 🙏ହେ ମହାବାହୁ🙏ହେ ଚକାଆଖି🙏ହେ ଚକାନୟନ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏🪔🕉🦚⭕❗⭕🙏
@nitinrathod219
@nitinrathod219 8 сағат бұрын
Jai Shri Jagannath Jai Shri Jagannath Jai Shri Jagannath Jai Shri Jagannath Jai Shri Jagannath
@NiyatisahooNiyati
@NiyatisahooNiyati 9 сағат бұрын
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🌹👏👏
@Sonusonu-vn4ng
@Sonusonu-vn4ng 8 сағат бұрын
Jay parbhu patita paban parbhu ki jay
@tusharranjannayak4002
@tusharranjannayak4002 8 сағат бұрын
ହେ ପ୍ରଭୁ ପତିତପାବନ ❤️❤️❤️🙏🙏
@ashishbehera2169
@ashishbehera2169 9 сағат бұрын
Jayjagananth jayjagananth jayjagananth
@ranjitaratha9439
@ranjitaratha9439 6 сағат бұрын
Jay maa mangala maa🙏🙏🙏🙏🙏🙏🙏🙏❤❤❤❤❤❤❤jay shree jagannath swami🙏🙏🙏🙏🙏🙏🙏🙏🙏❤❤❤❤❤jay shree ram🙏🙏🙏🙏🙏🙏🙏🙏❤❤❤❤❤
@physicsbyjanmejaybishi5191
@physicsbyjanmejaybishi5191 8 сағат бұрын
ଜୟ ଶ୍ରୀ ପତିତପାବନ ମହାପ୍ରଭୁ 🙏🙏🙏🙏
@manasmantry9610
@manasmantry9610 40 минут бұрын
Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@niranjanbarik8442
@niranjanbarik8442 8 сағат бұрын
Jay.jagannath.mahaprabhu.apank.shreecharan.karkamal.adham.akinchanr.koti.koti.koti.anata.koti.pranam.dhany.dhany.dhany.manima.antrajami.jay.jay.jay.
@pramilabarik3626
@pramilabarik3626 9 сағат бұрын
Jayshree Jagannath baba🙏❤🙏
@GayatrisethiSethiGayatri
@GayatrisethiSethiGayatri 6 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤ ହେ ମହାପ୍ରଭୁ ଜଗନ୍ନାଥ ତୁମର ଚରଣରେ ମୋର କୋଟି କୋଟି ପ୍ରଣାମ ❤❤❤❤❤❤❤❤❤
@dkbchannel9992
@dkbchannel9992 7 сағат бұрын
Jay jagannath swami nayana patha gami bhaba tume 🙏🙏🙏🙏🙏 Jay shree jagannath 🙏🙏🙏🙏🙏 Jay shree balabhadra 🙏🙏🙏🙏🙏 Jay shree subhadra maa 🙏🙏🙏🙏🙏 Jay maa laxmi 🙏🙏🙏🙏🙏 Jay shree sudarshan 🙏🙏🙏🙏🙏
@suryabehera4085
@suryabehera4085 8 сағат бұрын
Jay Jagannath Swami nayan path gami bhaba tume bhaba tume bhaba tume
@BikeshSahani
@BikeshSahani 8 сағат бұрын
हरे राम हरे राम राम राम हरे हरे हरे कृष्ण हरे कृष्ण कृष्ण कृष्ण हरे हरे 🙏🏻🙏🏻🙏🏻
@lovestoryforu9
@lovestoryforu9 8 сағат бұрын
ଜୟ ଜୟ ଜୟ ଶ୍ରୀ ଜଗତର ନାଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ସୁପ୍ରଭାତ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤ ନୀଳ ଚକ୍ର କି ଜୟ ❤❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଇ ❤❤❤❤ ତୋ ଶ୍ରୀଚରଣ ତଳେ ଶରଣ ନେଲି ❤❤❤❤ ଜୟ ଜଗନ୍ନାଥ ❤❤❤❤❤
@parthasarathibarik633
@parthasarathibarik633 8 сағат бұрын
Omm jay shree hari Omm namaha vagabate basu debaya namaha
@damayantidas5308
@damayantidas5308 7 сағат бұрын
❤❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଜୟ ଜଗନ୍ନାଥ ଜୟ ପଞ୍ଚସଖା ହରେ ଜୟଜୟଦେବହରେ ❤❤❤❤❤❤❤❤
@samiramaharana4160
@samiramaharana4160 8 сағат бұрын
Jay shree mo jagnnath 🙏🙏🙏🙏🙏
@JaranaSahu-s1i
@JaranaSahu-s1i 8 сағат бұрын
Jharana sahoo Jay jagannath 🙏🌷🙏🌷🙏🌷🙏🌷🙏🌷🙏
@pandapanda9987
@pandapanda9987 6 сағат бұрын
Hari Hari bolo manimaa
@ghanasyamnimalu1193
@ghanasyamnimalu1193 5 сағат бұрын
ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@subashchandrasethy7195
@subashchandrasethy7195 7 сағат бұрын
ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
@somanathdas686
@somanathdas686 8 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@ashokkumardas1181
@ashokkumardas1181 7 сағат бұрын
ମହାପ୍ରଭୁ ପତିତପାବନଙ୍କୁ ମୋର ବିନମ୍ର ପ୍ରଣାମ ପ୍ରଭୁ ତବ ଚରଣେ ଶତ କୋଟି ପ୍ରଣାମ ପ୍ରଭୁ ମୋତେ ଖମା କର ପ୍ରଭୁ ମୁଁ ନିମିତ୍ତ ମାତ୍ର ମୋତେ ମୋ ହାତ ଧରି ଚଳାଇ ନିଅ ପ୍ରଭୁ ପ୍ରଣାମ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ ରାଧେ
@SaidivakarPanda
@SaidivakarPanda 6 сағат бұрын
🙏🏻🌷🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🙌🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌷🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🙌🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌷🙏🏻 ଜୟ ମାଁ ମହାଲକ୍ଷ୍ମୀ🙏🏻🛕🙏🏻 ହେ ମହାପ୍ରଭୁ ତୁମ ଚରଣ କମଳ ରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା🙏🏻🙌🙏🏻 ଜୟ ପତିତପାବନ ନାରାୟଣ ତୁମ ପାଦ ପଦ୍ମ ରେ ସମର୍ପିତ ପ୍ରଭୁ 🛐🛐🛐ହେ କାଳିଆ ସାଆନ୍ତ ତୁମେ ହିଁ ସାହା ଭରସା🙏🏻🤲🙏🏻 ଜୟ ଜଗନ୍ନାଥ ମହାପ୍ରଭୁ ଶରଣଂ ରକ୍ଷକ ଶ୍ରୀ ହର ହରି.....🙏🏻🔱🙏🏻🛐🛐🛐🛐 ଜୟ ଜଗନ୍ନାଥ 🙏🏻🙌🙏🏻⚫️❗️⚫️🙏🏻🛕🙏🏻🚩🙏🏻🌷🙏🏻🌿🙏🏻🕉🙏🏻🪔🪔🪔👏👏👏🌸🌸🌸🔱🔱🔱
@bhagabanbehera8573
@bhagabanbehera8573 9 сағат бұрын
🙏🙏🙏🙏
@minusingh6506
@minusingh6506 8 сағат бұрын
Jay Jagannath Swami Nayana Patha Gami Bhava Tume ❤🙏🏼
@gitanjalipanigrahi6062
@gitanjalipanigrahi6062 Сағат бұрын
Jay Jagannath swami nayan patha gamin bhaba tume 🙏🏼🌹⭕❗⭕🌹🙏🏼
@ashokkumardas1181
@ashokkumardas1181 7 сағат бұрын
ଶାନ୍ତି ଲତା ଦାସ ମହାପ୍ରଭୁ ପତିତପାବନଙ୍କୁ ମୋର ବିନମ୍ର ପ୍ରଣାମ ପ୍ରଭୁ ତବ ଚରଣେ ଶତ କୋଟି ପ୍ରଣାମ ପ୍ରଭୁ ମୋତେ ଖମା କର ପ୍ରଭୁ ମୁଁ ନିମିତ୍ତ ମାତ୍ର ମୋତେ ହାତ ଧରି ଚଳାଇ ନିଅ ପ୍ରଭୁ ପ୍ରଣାମ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ ରାଧେ
@ratnakardas7475
@ratnakardas7475 5 сағат бұрын
Nilachala nivasaya Nitya paramataman Bala Bhadra subhadraya Jagannath tayaet namo namo namo namo namo namo namo namo 🙏 🙏 🙏 🕉️ 🕉️ 🕉️
@saraswatisahoo1033
@saraswatisahoo1033 6 сағат бұрын
Jay jagannath swami nayana patha gami bhaba tume ❤❤❤❤
@AjayaAchajya
@AjayaAchajya 7 сағат бұрын
Jai jai sri jahannath
@BasantaSahu-et9kc
@BasantaSahu-et9kc 5 сағат бұрын
Radhekrishna HariGobindaGopal Basudebabala Nandadullala JayJay deba. Hare🙏🙏🙏🙏Hari JayJay deba hare
@pranabnayak-zn8qy
@pranabnayak-zn8qy 9 сағат бұрын
Jai. Jagannath❤❤❤❤❤❤❤
@prabhatshaw1330
@prabhatshaw1330 6 сағат бұрын
❤ ମହାପ୍ରଭୁଙ୍କର ଜୟ ❤❤❤ ଲକ୍ଷ୍ମୀ ମାଙ୍କର ଜୟ❤
@basudebabhoi4882
@basudebabhoi4882 9 сағат бұрын
ଜଗତର ପିତା ମହାପ୍ରଭୁ ଆପଣ ଟିକେ କୃପା କରନ୍ତୁ ଏ ପାପି ସନ୍ତାନ ଉପରେ,,,
@suvendumohanbaliarsingh4833
@suvendumohanbaliarsingh4833 9 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ❤❤
@dharmendrabarik2563
@dharmendrabarik2563 9 сағат бұрын
Jay Jagannath Mahaprabhu 🙏❤️🙏❤️🙏
@SujathaBalina-yg5tt
@SujathaBalina-yg5tt 7 сағат бұрын
Hare Krishna 🙏 Hare Krishna Hare Krishna Krishna Krishna Hare Hare Hare Rama hare Rama Rama Rama hare hare 🙏
@dipanshuvermaa5618
@dipanshuvermaa5618 8 сағат бұрын
He patit Pawan Narayan apko koti koti pranam mohan radhey krishna he Gopi nath he yashoda ke lala he nanddulara jay jay devo Hari 😢❤⭕❗⭕🫂🙏🏽
@RadhaRaniBehera-kk6pq
@RadhaRaniBehera-kk6pq 8 сағат бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❣️❣️🙏🏻🙏🏻❣️❣️❣️
@ManjuPradhan-fk7lq
@ManjuPradhan-fk7lq 6 сағат бұрын
ହେ ମଙ୍ଗଳମୟ ଜଗତ ଠାକୁର ତୁମକୁ କୋଟି କୋଟି ପ୍ରଣାମ
@Satyaa_gaming240
@Satyaa_gaming240 9 сағат бұрын
Jay Jay shree Jagannath Jay Jay shree Jagannath Jay Jay shree Jagannath 🙏🙏🙏🙏
@SumatiDalei-j2q
@SumatiDalei-j2q 9 сағат бұрын
Jay shree Jagannath Jay patitapaban maha Prabhu tuma charana Kamala tale Kati Kati pranam mannima 🙏🙏🙏🙏🙏🪔🪔🪔🪔🪔🪔🪷🪷🪷🪷🪷🪷🌺🌺🌺🌺🌺🌺🌹🌹🌹🌹🌹❤️❤️❤️❤️
@adikandabehera4987
@adikandabehera4987 8 сағат бұрын
Jay Jagannath Swami Nayan pathagami bhabatume 🙏🙏🙏
@jeebanppanda2441
@jeebanppanda2441 9 сағат бұрын
Jay Jagannatha Swami Nayan Patha Gami Vhab Tume Ba Manima Pranam 🙏🙏🙏 Kakia Thaakur 🙏🙏🙏🙏🙏🙏🙏
@shantilataparida7937
@shantilataparida7937 5 сағат бұрын
Jay Jagannath jay maa laxmi jay balabhadra jay maa subhadra jay siba parvati maa ❤❤❤❤❤❤
@BasantaSahu-et9kc
@BasantaSahu-et9kc 5 сағат бұрын
Om namo Bhagabate Basudebaya Purussttamay Darubramhaya Jagannathaya Laxminarayanaya Laxminursingaya Radhaballvaya Krishnakeshabaya Madhabaya Zadabaya Gonindaya namo🙏🙏🙏🙏🙏🙏🙏🙏🙏🙏
@prasanti1988
@prasanti1988 6 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏🙏😭😭😭😭.
@pravasinisatapathy6341
@pravasinisatapathy6341 8 сағат бұрын
Om namha vagabate Basu debay
@nirmalalot8989
@nirmalalot8989 7 сағат бұрын
श्री जगन्नाथ जी महराज जी ❤❤❤ कोटि कोटि नमन करते हुए चरण स्पर्श स्वीकार करें ❤❤❤❤
@subratanayek5253
@subratanayek5253 6 сағат бұрын
JAGANNATH SWAMY NAYANAPATHA GAMY BHABATUME, JAGANNATH SWAMY NAYANAPATHA GAMY BHABATUME, JAGANNATH SWAMY NAYANAPATHA GAMY BHABATUME 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@rajendrasahu4199
@rajendrasahu4199 6 сағат бұрын
Mo prabhu Jagannatha charane sarana prabhu ❤❤❤tume hni Saha bharasa Mo prabhu Kalathakura ❤❤ea adhama Krupa Kara he Chakanayan ❤❤sabu dukha kasta dura Kara he dinabandhb ❤jagata mangal Kara he jagabandhu ❤❤❤❤❤❤❤
@sipraranirout-z4d
@sipraranirout-z4d 9 сағат бұрын
Jay Jagannath Swami nayano patho gami bhabo tume bhabo tume 🙏🌺🪔🌺🙏
@nabaghankumar5065
@nabaghankumar5065 8 сағат бұрын
🪔 Jay 🪔 shree ❤️ jagannath 🌹 Swami 🙏 Nayan 🙏 patha 🪔 gami 🪔 bhabatume ❤️ thank 🌹 you 🙏 so 🙏 much 🪔 Prabhu 🪔🪔❤️🌹🙏🙏
@rajalaxmimohanty8232
@rajalaxmimohanty8232 9 сағат бұрын
Jay jagannath swami nayan patha gami bhaba tume 🙏🙏🪔❤️🙏🙏
@mangalasethi5354
@mangalasethi5354 5 сағат бұрын
Jay jaganntha Swaymi nayan patha gami bhaba tume 🙏🙏🙏🙏🌺🌺🌺🌺🌼🌼🌼🌼🌷🌷🌷🌷🌹🌹🌹🌹
@LIMUNYT999
@LIMUNYT999 8 сағат бұрын
Jay Jagannath prabhu tume hin saha au bharasa Jay Jagannath swami nayana patha gami vaba tume jay jagannath
@mamatasatpathy9018
@mamatasatpathy9018 6 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵମୀ ନୟନ ପଥ ଗାମୀ ଭବତୁ ମେ ମହାବାହୁ ମହାପ୍ରଭୁଙ୍କ ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା ଆପଣ ହିଁ ଶାହା ଭାରସା ମହାପ୍ରଭୁ ସାରା ଜଗତ ବାସୀଙ୍କର ଆପଣ ହିଁ ଶାହା ଭାରସା ଆପଣ ସାରା ଜଗତ ବାସୀଙ୍କର ମାତା ପିତା ସର୍ବ କର୍ତା ଭାଗ୍ୟ ବିଧାତା ଆପଣ ହିଁ ସବୁ ସୁଖ ଦୁଃଖ ରେ ଶାହା ହେବେ ମଣିମା ଆପଣ ଙ୍କ ବିନା ସବୁ କିଛି ଅଧୁରା ମହାପ୍ରଭୁ ଶ୍ରୀ କାଳିଆ ସାଆନ୍ତ ଶ୍ରୀ ଚକାନୟନ ଚକାଡୋଳା ଦୋଷାଦୋଷ ପାଇଁ କ୍ଷମାକରିବେ ମହାବାହୁ ନିଳାଦ୍ରୀ ବିହାରୀ ତୁମେ ବ ମାତା ଶ୍ଚ ପିତା ତୁମେ ବ ତୁମେ ବ ବନ୍ଧୁ ଶ୍ଚ ସଖା ତୁମେ ବ ତୁମେ ବ ସର୍ବ ମମ ଦେବଦେବ 👏👏👏👏🌷🌷🌷🌷👏👏👏🌷🌷🌷🌷🌷🌷🌷🌷🌷🤲
@himanshusekharsahu9559
@himanshusekharsahu9559 2 сағат бұрын
⚪❗⚪ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମହାପ୍ରଭୁ🙏🐚🙌🚩🌸🌻🌼🌺🙏 ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତ୍ରାହିମାମ୍🙏 ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ୍🙏 ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା🙏 ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାବ ଭବେତ୍🙏 ॐ ଶାନ୍ତି ଶାନ୍ତି ଶାନ୍ତି🙏🙏🙏🙏🙏🙏
@srikhetra6351
@srikhetra6351 8 сағат бұрын
Jay Jagannath balobhadro shubhodra ma gopal madhan mohan laxmi ma sankat mochan radha krishna nrisingha deber jay🍎🍊🌺🌷🪔🍑🌼🌻🥰🍓❤🙏
@prasanti1988
@prasanti1988 6 сағат бұрын
ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.
@JharanaPradhan-w1r
@JharanaPradhan-w1r 6 сағат бұрын
Sabu bipadaru rakhya Kariba he Bhai Jay Jagannath swamy nayana Patha gami bhaba tume 😭😭😭😭😭😭🙏🙏🙏🙏🙏🙏🌼🌼😭🙏🙏🙏🙏
@gullu7961
@gullu7961 7 сағат бұрын
❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤
@niranjanbarik8442
@niranjanbarik8442 8 сағат бұрын
Jay.jagannath.swami.nayan.pathagami.bhaba.tumay. Jay.jagannath.om.namo.bhagabata.basudev.namo.jay.jay.jay.
@tanmayamallick4300
@tanmayamallick4300 5 сағат бұрын
Jaya jagannatha mahaprabhu 🙏🏼🙏🏼🙏🏼🙏🏼🌷🙏🏼
@SunilSahu-dq7or
@SunilSahu-dq7or 9 сағат бұрын
Jay shree jagannath
@fusimaharana-gn3dj
@fusimaharana-gn3dj 9 сағат бұрын
🙏🏻🙏🏻🌹🌹ପ୍ରଭୁ ଜୟ ଜୟ ଶ୍ରୀ ଜଗନ୍ନାଥ 🌹🌹🙏🏻🙏🏻
@dinabandhudas9738
@dinabandhudas9738 8 сағат бұрын
ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ
Running With Bigger And Bigger Lunchlys
00:18
MrBeast
Рет қаралды 123 МЛН
iPhone or Chocolate??
00:16
Hungry FAM
Рет қаралды 48 МЛН
Worst flight ever
00:55
Adam W
Рет қаралды 34 МЛН
Running With Bigger And Bigger Lunchlys
00:18
MrBeast
Рет қаралды 123 МЛН