ଆଜି(09-10-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

  Рет қаралды 8,706

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 466
@bhabanisankarbal9293
@bhabanisankarbal9293 5 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ ସାଆନ୍ତେ ଜୟ ଜଗନ୍ନାଥ
@pareshkumarbehera1483
@pareshkumarbehera1483 5 сағат бұрын
ଜୟ ମା* ଦୁର୍ଗା🙏ଜୟ ଶ୍ରୀଜଗନ୍ନାଥ*🙏
@parthasarathibarik633
@parthasarathibarik633 6 сағат бұрын
Omm jay shree hari Omm namaha vagabate basu debaya namaha
@namitabiswal-go7vt
@namitabiswal-go7vt 5 сағат бұрын
ରାଜା ହେଉ ମନ୍ତ୍ରୀ ହେଉ ହେଉ କୋଟି ପତି 🙏ତୋ ଦୁଆର ନ ଆସିଲେ ନାହିଁ ଅନ୍ୟ ଗତି 🙏ଜୟ ଜଗନ୍ନାଥ ସ୍ୱାମୀ କି ଜୟ 🙏ହେ ପଦ୍ମ ପଳାସ ଲୋଚନ 🙏ହେ କୃଷ୍ଣ ଭୂବନ ସୁନ୍ଦର🙏 ହରି ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏
@jenabobby6165
@jenabobby6165 5 сағат бұрын
Jay shree jagannath swami nayana patha gami bhaba tume 🙏🙏🙏🙏🙏🙏🙏🙏🙏🙏🙏🙏
@dharmajaybal8837
@dharmajaybal8837 5 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙌🙌🙌
@pravasinisatapathy6341
@pravasinisatapathy6341 5 сағат бұрын
ମଣିମାଙ୍କର ଜୟ ହୋ ମଣିମାଙ୍କର ଜୟ ହୋ ମଣିମାଙ୍କର ଜୟ ହୋ
@Sudipallapps
@Sudipallapps 4 сағат бұрын
Jai pravu shree Jagannath ⭕️❗️⭕️🪷🪷🪷🛕🙏🚩 Jai Mata subhadra ⭕️❗️⭕️🙏🪷🚩 Jai pravu shree Balaram 🙏🪷⭕️❗️⭕️🛕🛕🚩
@lovestoryforu9
@lovestoryforu9 5 сағат бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ସୁପ୍ରଭାତ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤ ତୋ ଶ୍ରୀଚରଣ ତଳେ ଶରଣ ଦେ ❤❤❤❤ ଜୟ ଜଗନ୍ନାଥ ❤❤❤❤
@namitabiswal-go7vt
@namitabiswal-go7vt 6 сағат бұрын
ହେ ଅନାଥ ର ନାଥ ଜଗନ୍ନାଥ 🙏
@sanjibisahoo2325
@sanjibisahoo2325 5 сағат бұрын
ଜୟ ଜଗନ୍ନାଥ
@MiniNaik-b1w
@MiniNaik-b1w 4 сағат бұрын
Jai shree jagannath Swami Mora parnam grahana karantu maha Prabhu tama pada tale koti koti pranam 🙏🙏🙏🙏🙏🙏🙏🙏🙏🙏🙏🌻
@namitabiswal-go7vt
@namitabiswal-go7vt 6 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ🙏ହରି ହରି ବୋଲ 🙏ଜୟ ମା ମହାଲକ୍ଷ୍ମୀ ନମୋ ନମଃ🙏 ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ଜୟ ପତିତ ପାବନ କି ଜୟ 🙏
@Pinkybehera-u6d
@Pinkybehera-u6d 4 сағат бұрын
Jay Shree Jagannatha Swami Nayana Patha Gami Bhaba Tume Maha Prabhu ⭕‼️⭕🚩🚩🚩🙌🏻🙏🏻🙏🏻🙏🏻🚩🌺
@Pinkybehera-u6d
@Pinkybehera-u6d 4 сағат бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕‼️⭕🙌🏻🙏🏻🚩🌺🌼🌸🏵️🌷🪷🌹
@Pinkybehera-u6d
@Pinkybehera-u6d 4 сағат бұрын
ସକାଳ ପ୍ରଣାମ ଘେନ ହେ ଚକାନୟନ ⭕‼️⭕🌹🪷🌷🏵️🌸🌼🌺🚩🙏🏻🙌🏻
@bidyabharatisabar2789
@bidyabharatisabar2789 4 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏⭕❗⭕🥥🥥🥥🥥🥥🥥🥥🥥🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bubunanda5253
@bubunanda5253 5 сағат бұрын
Jay Shree Jagannath Swami Namaha🙏🙏🙏🙏🙏🙏🙏
@Abinaschannel
@Abinaschannel 4 сағат бұрын
Jay Shree Jagannath Mahaprabhu
@kunalsinger143
@kunalsinger143 5 сағат бұрын
Jay Shree Jagannath 🙏🙏🙏🙏🙏🙏🙏🙏🙏
@ThinkAboutStudy
@ThinkAboutStudy 3 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏
@AjayaAchajya
@AjayaAchajya 4 сағат бұрын
Jai jagannath
@JyotiramayeeSundaray
@JyotiramayeeSundaray Сағат бұрын
Jai jaggnatha 🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️
@pandapanda9987
@pandapanda9987 3 сағат бұрын
Hari Hari bolo manimaa
@arpitasahooalati346
@arpitasahooalati346 5 сағат бұрын
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama kara pravu
@puspanjalipradhan3336
@puspanjalipradhan3336 4 сағат бұрын
Aswathama ବଳୀ ବ୍ୟାସ ହନୁମାନ ବିଭୀଷଣ krupacharya ପର୍ଶୁରାମ ମାର୍କଣ୍ଡେୟ 👏👏👏👏👏
@GayatrisethiSethiGayatri
@GayatrisethiSethiGayatri 3 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤ ହେ ମହାପ୍ରଭୁ ଜଗନ୍ନାଥ ତୁମର ଚରଣରେ ମୋର କୋଟି କୋଟି ପ୍ରଣାମ ❤❤❤❤❤❤
@gayatrisworld9
@gayatrisworld9 5 сағат бұрын
❤ ଜୟ ଜଗନ୍ନାଥ 🪔😌🙏
@gullu7961
@gullu7961 3 сағат бұрын
❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤
@ashutoshpanda4982
@ashutoshpanda4982 4 сағат бұрын
ଜୟ ♥️ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାପ୍ରଭୁ 🙏🏿🙏🏿🙏🏿
@BedaprakhshSethi
@BedaprakhshSethi 6 сағат бұрын
Jay jagannath Swami ❤❤❤
@sujitkumarsahoo7379
@sujitkumarsahoo7379 4 сағат бұрын
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏 ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ମହାବାହୁ।🙏
@pradyumnaswain9346
@pradyumnaswain9346 4 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏
@ipsitaa4725
@ipsitaa4725 6 сағат бұрын
ପ୍ରଭୁ ମୋତେ ଉଚିତ୍ ମାର୍ଗ ପ୍ରଦାନ କରିବେ🙏😭🙌...... ମୁଁ ବୁଝି ପାରୁନି ପ୍ରଭୁ କ'ଣ କରିବି?..... ବାଟ ଦେଖାଅ ସାଆନ୍ତେ, ଏ ମିଛ ମାୟା ସଂସାରରୁ ତ୍ରାହି କର🙏😭🙌❤
@diptirekhanath8323
@diptirekhanath8323 4 сағат бұрын
Hey pravu Shree Jagannath 🕉️❤️🕉️🙏🕉️❤️🕉️
@pabitraparida7215
@pabitraparida7215 5 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ..... 🙏🙏🙏 .
@pratapkumarsahoo5811
@pratapkumarsahoo5811 4 сағат бұрын
🙏ପ୍ରଭୁ 🙏ଶ୍ରୀ 🙏ଚରଣେ 🙏ଶରଣ 🙏ନୀଳାଚଳନିବାସାୟଃ 🙏ନିତ୍ୟପରମତାମନେ 🙏ବଳଭଦ୍ରସୁଭଦ୍ରବମ 🙏ଜଗନ୍ନାଥାୟତେ 🙏ନମଃ 🙏ନମସ୍ତେ 🙏ପ୍ରଭୁ 🙏ନାରାୟଣ 🙏ଭାବଜଳରୁ 🙏କରତ୍ରାଣ 🙏ଜୟଜଗନ୍ନାଥ 🙏ଜୟବଳଭଦ୍ର 🙏ଜୟମାସୁଭଦ୍ରମତା 🙏ଜୟମାଲସମି 🙏ଜୟମାବିରଜା 🙏ଜୟମାତାରିଣୀ 🙏ଜୟମାବିରଜା 🙏ହେ 🙏ମହାପ୍ରଭୁ 🙏ଜଗତର 🙏ମଙ୍ଗଳ 🙏କରିଥାନ୍ତୁ 🙏ହେ 🙏ଠାକୁରେ 🙏
@animasingha7105
@animasingha7105 Сағат бұрын
ଜଗୁ ରେ 🙏🙏🙏🙏🙏👏👏👏👏👏👏😔😔😔😔😔😔😔
@BalaramNaik-mw9fo
@BalaramNaik-mw9fo 3 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱମୀ ନୟନ ପଥ ଗାମୀ ଭବ ତୁମେ ସତ କୋଟି ପ୍ରଣାମ ⭕❗⭕🙏ମଣିମା
@nabaghanagouda-dj8zm
@nabaghanagouda-dj8zm 3 сағат бұрын
Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami
@somanathdas686
@somanathdas686 6 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@RajasweeRajapragyan
@RajasweeRajapragyan 4 сағат бұрын
Jay jaganath swami hey Prabhu dukha durakar 🪔🙏🌹🌹🌹🌹🌹🪔🪔🪔🌺❤️🌹🌹🙏🪔🙏🌹🪔🌺🌷🛐🛐🛐🛐
@lalatendujena4026
@lalatendujena4026 4 сағат бұрын
ଜୟ ପ୍ରଭୁ ଜଗନ୍ନାଥ ତୁମେ ଏକା ସାହା ଭରଷା 🙏
@gitanjalipanigrahi6062
@gitanjalipanigrahi6062 3 сағат бұрын
Omm namo bhagabate basudevay. 🙏🏼🌹🌹⭕❗⭕🌹🌹🙏🏼
@mitaranisahoo6073
@mitaranisahoo6073 3 сағат бұрын
Jay shree jagannath pranam Prabhu 🙏🙏🌸🪔🌸🙏🌺🪔🌺🙏🌸🪔🌸❤️
@AshisKundu-xq7bp
@AshisKundu-xq7bp 5 сағат бұрын
Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏
@baidyanathjana5675
@baidyanathjana5675 4 сағат бұрын
🙏🙏🙏Joy jaganath Swami Nayan patha gami Bhavotomay Hari Hari Bolo 🙏🌼🌹🌸🌸🌺🙏🙏🙏🙏🙏
@prasantkumar6861
@prasantkumar6861 5 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻 ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଓଁ ନମୋ ଭଗବତେ ବାସୁଦେବାୟ ନମଃ 🙏🏻🙏🏻🙏🏻
@dkbchannel9992
@dkbchannel9992 4 сағат бұрын
Jay jagannath swami nayana patha gami bhaba tume 🙏🙏🙏🙏🙏 Jay shree jagannath 🙏🙏🙏🙏🙏 Jay shree balabhadra 🙏🙏🙏🙏🙏 Jay shree subhadra maa 🙏🙏🙏🙏🙏 Jay maa laxmi 🙏🙏🙏🙏🙏 Jay shree sudarshan 🙏🙏🙏🙏🙏
@arjunkhuntia8698
@arjunkhuntia8698 Сағат бұрын
ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ ହେ ମହାବାହୁ 🙏🙏🙏🙏
@suvrajitsahoo14
@suvrajitsahoo14 3 сағат бұрын
💞 Radhe Radhe Sri harivans 💞
@sadashivapati2989
@sadashivapati2989 5 сағат бұрын
ହେ ବାସୁଦେବ ମୋର ତୁମ ଚରଣ ରେ କୋଟି କୋଟି ପ୍ରଣାମ ❤❤❤
@babitapanigrahi528
@babitapanigrahi528 5 сағат бұрын
ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ
@SuryaprakashSethy
@SuryaprakashSethy 56 минут бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️❤️🙏❤️🙏❤️🙏
@ItishreeBej
@ItishreeBej 6 сағат бұрын
⭕ Jay ‼️ Jay ⭕ shree 🙏 jagannath ⭕‼️⭕🙏🙏🙏🙏 Jay 🙏 Jay 🙏 shree 🙏 jagannath ⭕‼️⭕🙏🙏🙏🙏 Jay Jay shree jagannath ⭕‼️⭕🙏🙏🙏🙏🙏🙏🙏🙏 subha sokalo jaga
@shradhanjalidas3662
@shradhanjalidas3662 5 сағат бұрын
JAY MAA❤️🙏JAY BADA MANIMA❤️🙏JAY MANIMA❤️🙏
@niranjanbarik8442
@niranjanbarik8442 4 сағат бұрын
Jay.shrikrishna.gobinda.haremurare.he.natha.narayan.basudev.namo.jay.jagannath.jay.jagannath.
@prasanti1988
@prasanti1988 5 сағат бұрын
ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.
@smitamahalik9180
@smitamahalik9180 6 сағат бұрын
ଶ୍ରୀ ରାଧା
@smitabiswal3318
@smitabiswal3318 5 сағат бұрын
Jai Shree Patitapabana Mohaprabhu ❤❤❤❤❤
@MinakshiPadhan-gc4rf
@MinakshiPadhan-gc4rf Сағат бұрын
Jay shree jagannath 🙏🙏🙏🙏🙏🙏 Jay maa laxmi 🙏🪔🪔🌸🌸 Jay maa subhadra 🙏🪔🪔🙏 Jay shree bhalbhdar 🙏🙏🙏🙏 Jay shree sudarshan chakra 🙏🙏🙏🙏 Jay shree Garudadevya namah 🙏🪔🪔🙏
@basudebabhoi4882
@basudebabhoi4882 6 сағат бұрын
ଓଁ ପରମ ପିତା ନମଃ।
@ranjansahoo6087
@ranjansahoo6087 5 сағат бұрын
Jay jagannath Jay badathakure Jay maa suvadra Jay maa laxmi ❤
@Shivani83248
@Shivani83248 5 сағат бұрын
He jaga tumaku mu jaha magichi tume mo katha sunicha boli mate feel hue please mo wish pura kari dia 🙏🏻🙏🏻🙏🏻🙏🏻🙏🏻❤️❤️❤️❤️❤️
@MageshPradhan
@MageshPradhan 3 сағат бұрын
Jay shree jagannath swami Nayan pathagami bhaba tume prabhu ❤❤❤❤❤❤ Jaya Jaya deva hare ❤❤❤❤❤
@puspanjalipradhan3336
@puspanjalipradhan3336 4 сағат бұрын
ରାଧେ ରାଧେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମଣିମା ପ୍ରଣାମ ମୋ ପ୍ରତି କୃପା କରନ୍ତୁ ମୋର ଦେହ ଭଲ କରି ଦିଅନ୍ତୁ ମୋ ପୁଅ ପ୍ରତି କୃପା କରନ୍ତୁ 🌿🌿🌿🪔🪔🪔🚩🚩🚩💕💕💕🥰🥰🥰👏👏👏
@Kalpanadeo-933
@Kalpanadeo-933 5 сағат бұрын
Jay shree Jagannath Swami Nayana patha gami vaba tame 🙏🙏🙏❤️🙏🙏🙏❤️🙏🙏🙏❤️🙏🙏🙏❤️❤️🙏❤️❤️🙏❤️❤️🙏❤️❤️🙏
@prabashkumargochhi7768
@prabashkumargochhi7768 6 сағат бұрын
ଜୟ ଜଗନ୍ନାଥ 🙏🙏
@doyabharatipattanaik7992
@doyabharatipattanaik7992 Сағат бұрын
ପ୍ରଭୃ
@SujathaBalina-yg5tt
@SujathaBalina-yg5tt 3 сағат бұрын
Hare Krishna Hare Krishna Krishna Krishna Hare Hare Hare Rama hare Rama Rama Rama hare hare 🙏
@NiyatisahooNiyati
@NiyatisahooNiyati 5 сағат бұрын
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🌹👏👏
@ShailendraNarayanJena1111
@ShailendraNarayanJena1111 5 сағат бұрын
🙏🙏Jai Balbhadra Jai Subhadra Jai Jagannath💚💜💙
@LuluJena-vd1km
@LuluJena-vd1km 6 сағат бұрын
Jay shree baba saran
@cloudajit
@cloudajit 5 сағат бұрын
🙏🏻🪔🪔🪔🪔ଜୟ ଜଗନ୍ନାଥ...🙏🏻
@mitrabhanunaik9415
@mitrabhanunaik9415 5 сағат бұрын
Jai jagannath Jai pancha sakha
@gouttammunda412
@gouttammunda412 6 сағат бұрын
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@suchismitasethi3411
@suchismitasethi3411 6 сағат бұрын
ଓଁ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତଃ କ୍ଳେଶନାଶାୟ ଗୋବିନ୍ଦାୟ ନମୋ ନମଃ। । ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ।। ପ୍ରଣାମ ପ୍ରଭୁ ଦାମୋଦର। ।🪔🙏
@shibaprasadkandi6292
@shibaprasadkandi6292 5 сағат бұрын
Jay Jagannath Swami nayana patha gami bhaba tume 🙏🌸🙏🌸🙏🙏🙏🌺🙏🌸🙏🌸🙏
@KhageswarbhoiKhageswarbhoi
@KhageswarbhoiKhageswarbhoi Сағат бұрын
Jay shree jagannath suammi maha pravu rakhya kar mate 🪷🪷🪷🙏🙏🙏
@laxmipriyasahoo8596
@laxmipriyasahoo8596 5 сағат бұрын
Jay Jagannath swami Koti Koti pranam Kalia Santa prabhu 🙏🙏🙏🙏😢😢😢😢saha huantu sabu sarijiba 😢😢😢😢😢
@damayantidas5308
@damayantidas5308 6 сағат бұрын
❤❤❤❤❤❤❤❤❤❤❤❤❤❤ ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଚତୁର୍ଦ୍ଧାମୂର୍ତ୍ତିଙ୍କୁମୋର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ଜୟ ଜଗନ୍ନାଥ ଜୟ ପଞ୍ଚସଖା ହରେ ଜୟଜୟଦେବହରେ ❤
@NarendraMalik-ld9ik
@NarendraMalik-ld9ik 5 сағат бұрын
Hari Hari bol monima samostnku valore rakho
@susandhyasahoo5468
@susandhyasahoo5468 3 сағат бұрын
Jay jagannath ⭕‼️⭕🙏🙏🙏 jay Radha Krishna 🙏🙏🙏
@manoharlaljaiswal3623
@manoharlaljaiswal3623 2 сағат бұрын
हरि हरि बोल हरि हरि बोलो जय जगन्नाथ जय जगन्नाथजय जगन्नाथ
@bikashpradhan5096
@bikashpradhan5096 4 сағат бұрын
Mahaprabhu kalia saant dhuka suna 😭😭😭😭🙏🙏🙏🙏🙏🙏🌹🙏🌹🙏🌹❤❤❤
@Pinkybehera-u6d
@Pinkybehera-u6d 4 сағат бұрын
Jay Shree Ram Jay Shree Krishna Jay Shree Jagannatha ⭕❗⭕🙌🏻🚩🙏🏻🌺
@Abinaschannel
@Abinaschannel 4 сағат бұрын
Jay Shree Jagannath Mahaprabhu
@MithunJagadala-sr8cd
@MithunJagadala-sr8cd 5 сағат бұрын
ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻
@jharanamohanty574
@jharanamohanty574 Сағат бұрын
ଜୟ ଜୟ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ ସାଆନ୍ତେ ଜୟ ଜଗନ୍ନାଥ 🙏🙏🙏🙏
@toixcgameryt143
@toixcgameryt143 Сағат бұрын
Jai shree jagannath, ⭕‼️⭕🙌🙏🏻🙏🏻❤️❤️❤️🤲🤲🤲🤲🙌🙌🙌🙌🤲
@pradyumnaswain9346
@pradyumnaswain9346 4 сағат бұрын
ଓମ୍ ନମୋ ଭଗବତେ ବାସୁଦେବାୟ ନମଃ 🙏🙏🙏🙏🙏
@pradeepbehera1827
@pradeepbehera1827 5 сағат бұрын
ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ କୋଟି କୋଟି ପ୍ରଣାମ ହେ ପୁରୁଷୋତ୍ତମ ନାରାୟଣ। ଆପଣଙ୍କର ମଙ୍ଗଳ ହେଉ ମହାବାହୁ। ସବୁବେଳେ ଭଲରେ ଥାଅ ଗୋବିନ୍ଦ ଗୋପାଳ। 🪷🪷🪷🪷⭕❗❗⭕🙏🙏🙏🙏❤️
@godabarimangaraj5027
@godabarimangaraj5027 5 сағат бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏⚫️🔻⚫️🙏🙏🙏🙏🙏🙏
@balarambehera5468
@balarambehera5468 5 сағат бұрын
Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏
@namitabiswal-go7vt
@namitabiswal-go7vt 6 сағат бұрын
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏ମାଧୁପ କୁ ମାଧବିକା 🙏ଯେମନ୍ତ ସେମନ୍ତ ମୋର ଜୀବିକା ଗୋ 🙏ଶ୍ରୀ ଚରଣେ ହୋଇଛି ମୁଁ ବିକା 🙏ସଜନୀ ଗୋ 🙏ରକ୍ଷା କରନ୍ତୁ ହେ ମହାବାହୁ 🙏
@pratapkumarsahoo5811
@pratapkumarsahoo5811 4 сағат бұрын
🙏🙏🙏ପ୍ରଭୁ 🙏ଜଗନ୍ନାଥ 🙏ଆପଣଂକର 🙏ମଙ୍ଗଳ 🙏କରନ୍ତୁ 🙏
@jayRadharani1727
@jayRadharani1727 Сағат бұрын
Jay jagnnath ⭕‼️⭕ I love you probhu 😊 thank you for everything 😊 smile please probhu 😊 good morning probhu 😊 sorry 😔
@manoramanayak8419
@manoramanayak8419 5 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ସଂସାର ମଙ୍ଗଳ ମୟ ହେଉ
@BikeshSahani
@BikeshSahani 5 сағат бұрын
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय माता दी 🙏🏻🙏🏻🙏🏻
@sreyapratiharikitchen5452
@sreyapratiharikitchen5452 4 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🥺
@firozbehera8795
@firozbehera8795 6 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ 🛕🚩⭕‼️⭕🪔🔱🕉️🌷🏵️🌻🌺🌹🌸🌼🔱👏🙌🕉️🙏🕉️🙌👏🔱👏🙌🕉️🙏🙏🙏
@purnachandrasahu6785
@purnachandrasahu6785 6 сағат бұрын
ଜୟ ଶ୍ରୀ ଜଗନ୍ନାଥ 👏
Как подписать? 😂 #shorts
00:10
Денис Кукояка
Рет қаралды 8 МЛН
Which One Is The Best - From Small To Giant #katebrush #shorts
00:17
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 48 МЛН
Devaki Nandana
24:44
V.V. Prassanna - Topic
Рет қаралды 5 МЛН
Как подписать? 😂 #shorts
00:10
Денис Кукояка
Рет қаралды 8 МЛН