SANDHYA ALATI-JAGANNATH TEMPLE 08-Oct-2024 | ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV

  Рет қаралды 4,805

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 268
@nagengaria7734
@nagengaria7734 19 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମୋ ଜଗନ୍ନାଥ ⭕❗⭕🙏🏼🙏🏼
@sadashivapati2989
@sadashivapati2989 19 сағат бұрын
ମୋ ପ୍ରଭୁ ଜଗନ୍ନାଥ 🙏🙏🙏
@nilujena9876
@nilujena9876 19 сағат бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ସନ୍ଧ୍ୟା ଆଳତି ଦର୍ଶନ ର ଜୟ ହଉ 🙏🏼
@Bibeka525
@Bibeka525 18 сағат бұрын
ଜୟ ଶ୍ରୀ ଜଗନ୍ନାଥ🙏🙏🙏
@ranjeetakumarinayak
@ranjeetakumarinayak 19 сағат бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@animasingha7105
@animasingha7105 19 сағат бұрын
ଜଗୁ ରେ 🙏🙏🙏🙏🙏🙏👏👏👏👏👏👏👏😔😔😔😔😔😔
@hariharmohanty8551
@hariharmohanty8551 18 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ତୁମେ ସାହା ଭରସା
@sanjibisahoo2325
@sanjibisahoo2325 19 сағат бұрын
ଜୟ ଜଗନ୍ନାଥ
@sumitraranidas
@sumitraranidas 19 сағат бұрын
ଜୟ ଜଗନ୍ନାଥ ଜୟ ପତିତପାବନ 🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🪔🪔🪔🪔🪔🪔🪔🌸🌸🌸🌸🌸🌸🌸🌸🙌
@namitabiswal-go7vt
@namitabiswal-go7vt 16 сағат бұрын
ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ଜୟ ପତିତ ପାବନ କି ଜୟ 🙏ହରି ହରି ବୋଲ 🙏
@bhubanranjandash7017
@bhubanranjandash7017 19 сағат бұрын
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ
@diptimayebal7676
@diptimayebal7676 19 сағат бұрын
ତୁମକୁ ଦେଖି ମଣିମା ମୋର ନୟନ ପବିତ୍ର ଆତ୍ମା ସାନ୍ତି ହେ ଗୋବିନ୍ଦ🙏😭 🪔🪔🪔🪔🪔🪔⭕‼️⭕🙏🏻🙏🏻🙏🏻
@narayandalai9799
@narayandalai9799 17 сағат бұрын
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
@santidattamohanty7680
@santidattamohanty7680 17 сағат бұрын
ଜୟ ଜଗନ୍ନାଥ ❤❤❤❤❤❤
@dibyashreepatro9518
@dibyashreepatro9518 19 сағат бұрын
Jai Shree Jagannath❤🌼🌼🌼🌼🌼🙇🏻‍♀️🌹🌹🌹🌹🌹🌹🪔🙏🏻🍇🍇🍇🍇🍇
@bighneswarpanda3947
@bighneswarpanda3947 19 сағат бұрын
ଶୁଭ ସନ୍ଧ୍ୟା ମଣିମା 🪔🪔🙏🙏🚩🚩 ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ବଳଭଦ୍ର ଦେବ, ଜୟ ସୁଭଦ୍ରା ମା 🪔🪔🙏🙏🚩🚩
@kumarashokmallick7876
@kumarashokmallick7876 19 сағат бұрын
ଜୟ ଶ୍ରୀ ଜଗନ୍ନାଥ ହେ ମହାପ୍ରଭୁ ତୁମେତ ଅନନ୍ତ ନାରାୟଣ ମହାପ୍ରଭୁ ତୁମେ ଏମିତି ଜଗତକୁ ଉଦ୍ଧାର କରି ସ ରଖିଥାନ୍ତୁ 🙏🙏🙏
@pratapkumardaspappu9375
@pratapkumardaspappu9375 19 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🪔 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌🙏 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🪔🙏 ହରିବୋଲ 🙌
@narayandalai9799
@narayandalai9799 17 сағат бұрын
ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ ଲୀଳା ସେ ଲୀଳା ସେ ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩 Brahma🌱🌿 siba 🌱🌿🙏🙏🙏
@kumarashokmallick7876
@kumarashokmallick7876 19 сағат бұрын
ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ
@laxmanbehera620
@laxmanbehera620 16 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻❤️🙏🏻🌹🙏🏻 ହେ ମହାବାହୁ ସବୁ ତ ତୁମେ କରାଉଛ ସବୁ ତୁମରି ଇଛାରେ ତୁମେ ହିଁ କେବଳ ସାହା ମହାପ୍ରଭୁ 🙌🏻
@ranjitaratha9439
@ranjitaratha9439 19 сағат бұрын
Jay maa mangala maa🙏🙏🙏🙏🙏🙏🙏❤❤❤❤❤❤❤ jay jagannnath swami🙏🙏🙏🙏🙏🙏🙏❤❤ jay shree ram🚩🚩
@SuryaprakashSethy
@SuryaprakashSethy 19 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏🙏🙏🙏🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏🙏
@lalatendujena4026
@lalatendujena4026 19 сағат бұрын
ଜୟ ପ୍ରଭୁ କଳାଠାକୁର ତୁମେ ଏକା ସାହା ଭରଷା 🙏
@archanapanda3732
@archanapanda3732 19 сағат бұрын
Hey Manima Jagata udhara kara prabhu 🙏
@saraswatisahoo1033
@saraswatisahoo1033 19 сағат бұрын
Jay jagannath swami nayana patha gami bhaba tume tuma Sandhya alati Ku koti koti pranam manima ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@smitabiswal3318
@smitabiswal3318 19 сағат бұрын
Jai Shree Patitapabana Mohaprabhu ki Jai ❤❤❤❤❤
@ShaonBanerjee-ld5wo
@ShaonBanerjee-ld5wo 19 сағат бұрын
Joi Jagannath
@nabinbaisakha1454
@nabinbaisakha1454 19 сағат бұрын
ପତିତ ପାବନ ସନ୍ଧ୍ୟା ଆଳତି ଦର୍ଶନ କରି ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଛି ହେ ନାରାୟଣ
@seemadevgan5183
@seemadevgan5183 19 сағат бұрын
Jai shree Jagannath bhagwan ji ki.🙏🙏🌹🌹🌹🌹🌹🪔🪔🪔🪔🪔🙏🙏
@pandapanda9987
@pandapanda9987 5 сағат бұрын
Hari Hari bolo manimaa
@MinakshiPadhan-gc4rf
@MinakshiPadhan-gc4rf 19 сағат бұрын
Jay shree jagannath 🙏🙏🙏🙏🙏 Jay maa laxmi 🙏🪔🪔🌸 Jay maa subhadra 🙏🪔🪔🙏 Jay shree bhalbhdar 🙏🙏🙏🙏 Jay shree sudarshan chakra 🙏🙏🙏🙏 Jay shree Garudadevya namah 🙏🪔🪔🌸🪔
@Sonusonu-vn4ng
@Sonusonu-vn4ng 16 сағат бұрын
Jay parbhu patita paban parbhu ki jay
@sudhakarkumar2312
@sudhakarkumar2312 19 сағат бұрын
Jai shree jagannath swami💐💐💐💐💐❤❤❤❤❤
@parthasarathibarik633
@parthasarathibarik633 19 сағат бұрын
Omm jay shree hari Omm namaha vagabate basu debaya namaha
@manasmishra2457
@manasmishra2457 19 сағат бұрын
JAY JAY JAGANNATH MOHAPRABHU NAMOHA NAMOHA 🙏🙏🙏🙏🙏🙏🙏🙏
@LakshmiRani-j9l
@LakshmiRani-j9l 19 сағат бұрын
Jay shree jagannath Swami nayanapatha gami bhaba tume mahaprabhu Jay 🪔🪔🪔🪔🪔🙏🙏🙏🙏🙏🙏🙏👏🙌 Jay
@Satyapriya.Das1
@Satyapriya.Das1 19 сағат бұрын
ଶୁଭ ସନ୍ଧ୍ୟା ର,, ପବିତ୍ର ଦିବ୍ୟ ସନ୍ଧ୍ୟା ଆଳତି ଙ୍କୁ ଏ ଅଧମା ର ଶତଶତ କୋଟି ଭକ୍ତିଭରା ମଥାନୁଆଁ ବିନମ୍ର ପ୍ରଣିପାତ 🛐🛐🛐 ରକ୍ଷାକର,, ରକ୍ଷାକର,, ରକ୍ଷାକର,, ନାରାୟଣ 🛐🛐🛐
@jaysriramvlog6282
@jaysriramvlog6282 19 сағат бұрын
Jay jagannath swami Nayan patha gami bhaba tume 🙏🙏⭕❗⭕🙏🙏
@rishipalchauhan9573
@rishipalchauhan9573 19 сағат бұрын
Jay jay shree hari Jay jay shree jagannath Swami naiyan pathgami
@LiliPradhan-n8b
@LiliPradhan-n8b 19 сағат бұрын
Jay shree jagannatha Swami🌷🌷🌷🚩🚩❤️❤️🌹🌹🌹🌺🌺🪔🪔🙏🙏
@ritamohanty8651
@ritamohanty8651 19 сағат бұрын
Jaya Jagannath prabhu Namoha 🙏🙏🙏🙏🎉🎉🎉🎉❤❤❤❤
@AlekhMahapatra
@AlekhMahapatra 19 сағат бұрын
Jay shree Jagannath 🙏🪔🤲🚩🛐🌺🌼🌻🥀🌷🌹🙌😭😭😭🙏🙏
@sanjaymohapatra7066
@sanjaymohapatra7066 19 сағат бұрын
❤❤❤ jay jagannath swami ki jay❤❤❤🛕🛕🛕🚩🚩🚩🌑‼️🌑🙌🙌🙌🪔🪔🪔🌹🌹🌹👁🙏👁👏👏👏
@AmanSinhaFC
@AmanSinhaFC 16 сағат бұрын
Jai Shree Jagannath Mahaprabhu ❤️😍🙏🏻🙌🏻
@mamabarik2906
@mamabarik2906 19 сағат бұрын
Jay shree jagannath 🙏🙏🙏🙏
@santoshbarik146
@santoshbarik146 19 сағат бұрын
Jay Jagannath Swami Nayana Patha Gami Bhaba Tume
@nehayadu52
@nehayadu52 19 сағат бұрын
ଜୟ ଜଗନ୍ନାଥ ମହାପ୍ରଭୁ❤😊🎉
@archanapanda3732
@archanapanda3732 19 сағат бұрын
Om krushnaya basudevaya haraye paramatwane pranatah klasanasaya govindaya namo namah 🙏
@mohansingh-xd9bg
@mohansingh-xd9bg 19 сағат бұрын
J,❤❤❤❤❤❤❤❤❤❤❤❤❤❤❤❤❤❤
@arpitasahooalati346
@arpitasahooalati346 18 сағат бұрын
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama kara pravu
@nabasamal1233
@nabasamal1233 19 сағат бұрын
Jay Jagannath swimi ⭕❗⭕
@ranjankumarsahoo6969
@ranjankumarsahoo6969 19 сағат бұрын
Jay Jagannath
@SudiptaNayak-BA-
@SudiptaNayak-BA- 19 сағат бұрын
Jay Jagannath ⭕‼️⭕
@jayantakumarghadia6309
@jayantakumarghadia6309 19 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭସନ୍ଧ୍ୟା ମଣିମା 🙏🌺🌹🪔🪔
@kumudininayak6799
@kumudininayak6799 19 сағат бұрын
🌹🌹🌹🌹🌹🌹jay🙏🙏🙏🙏🙏🙏🙏 jagannath 🌹🌹🌹🌹🌹🌹🌹🌹🌹🪔🪔🪔🪔🪔
@umeshnayak8510
@umeshnayak8510 19 сағат бұрын
Jay shree jagannatha Swami nayana patha game bhaba tume 🙏🙏🙏🏽
@prasantasahoo8363
@prasantasahoo8363 18 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ଭବତୁମେ ଭବତୁମେ, ଜୟ ଜଗନ୍ନାଥ 🙏🏻🙏🏻🙏🏻
@jchoudhury274
@jchoudhury274 18 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕ଓମ୍ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏🙏🙏🙏🙏
@bhagirathinayak2003
@bhagirathinayak2003 19 сағат бұрын
Jay shree Jagannath 🙏❤️🙏❤️🙏
@BishnuPrasadMohanty-vf9ci
@BishnuPrasadMohanty-vf9ci 19 сағат бұрын
ହେ ପତିତପାବନ ହେ କାଳିଆ ଠାକୁର ହେ ମହାବାହୁ ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ ମୋ ପାଖରେ ସବୁ ବେଳେ ସବୁ ସମୟରେ ଥାଅ ହେ ମହାବାହୁ ତୋ ଶ୍ରୀ ଚରଣ ତଳେ ଶରଣ ଦେ ଏତିକି ପ୍ରାର୍ଥନା କରୁଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@KanhaSwain-d3m
@KanhaSwain-d3m 19 сағат бұрын
Jay jaganatha Swami Nayana patha gami bhaba tume
@MinatiSethi-u1c
@MinatiSethi-u1c 19 сағат бұрын
Baliyarabhuja 🙏
@narayansahu1659
@narayansahu1659 19 сағат бұрын
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏❤️🌺🇮🇳🥥🙇
@somanathdas686
@somanathdas686 17 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@mahimarana9586
@mahimarana9586 19 сағат бұрын
Jai jagannath Jai panchasakha prabhuji 👃👃👃👃👃
@pkd7930
@pkd7930 15 сағат бұрын
Jayshripatitapaban. Jayjagannathswami.
@ghanasyamnimalu1193
@ghanasyamnimalu1193 45 минут бұрын
ହେ ମଣିମା ମତେ ସବୁବେଳେ ତୁମ ସନ୍ଧ୍ଯା ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@manjulapatro2183
@manjulapatro2183 19 сағат бұрын
Jai shri jagannath Swami 🚩🙏🥀🌎 Radhe Radhe 🥰🙏
@shreeyabeheraofficial3410
@shreeyabeheraofficial3410 19 сағат бұрын
Jay shree Jagannath mahaprabhu radhe radhe radhe krishna Jay Sita Ram Jay shree hanuman Har har Mahadev Parvati Mahadev harehar radhe radhe Jay Sita Ram Jay shree Jagannath mahaprabhu
@lovestoryforu9
@lovestoryforu9 16 сағат бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤ ଶୁଭ ସଂଧ୍ୟା ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣମ୍ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤ ଜୟ ଜଗନ୍ନାଥ ❤❤❤❤
@tapanmoharana4593
@tapanmoharana4593 19 сағат бұрын
🙏🙏🙏
@balarambehera5468
@balarambehera5468 19 сағат бұрын
Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏
@SM-pm3fp
@SM-pm3fp 17 сағат бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମୋ ମହାପ୍ରଭୁ 🤗 ଆପଣଙ୍କର ସଦାସର୍ବଦା ଜୟ ହେଉ ❤️🙏😌
@sarbeswartripathy3235
@sarbeswartripathy3235 19 сағат бұрын
Jay jay shree. Jagannath. 🙏🙏🙏
@vijaylakshmi121
@vijaylakshmi121 19 сағат бұрын
🧿🧿🙇🙇🧿🧿
@namitabiswal-go7vt
@namitabiswal-go7vt 16 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ🙏 ଜୟ ମା ମହାଲକ୍ଷ୍ମୀ ନମୋ ନମଃ 🙏🙏ଆଜି ଆପଣ ଵହୁତ ଆନନ୍ଦ ମୟ ଲାଗୁଛନ୍ତି ହରି ଶରଣ ହରି 🙏
@prabhatshaw1330
@prabhatshaw1330 17 сағат бұрын
❤ ଜୟ ଜଗନ୍ନାଥ ମହାପ୍ରଭୁ ❤❤❤ ଜୟ ମା ଲକ୍ଷ୍ମୀ ❤
@dheerenparida6480
@dheerenparida6480 19 сағат бұрын
ଜୟ ମହାପ୍ରଭୁ 🙏🏽
@btsismylife9756
@btsismylife9756 19 сағат бұрын
Jay Jagannath 🙏🙏🙏🙏🙏🙏🙏🙏........ Jay Shree Patitapaawana 🙏🙏🙏🙏🙏🙏🙏🙏........
@gunisanjay7643
@gunisanjay7643 17 сағат бұрын
Hare Krishna hare Krishna Krishna Krishna hare hare Hare Rama hare Rama Rama Rama hare hare
@jagnyanarayanbishoyi2160
@jagnyanarayanbishoyi2160 18 сағат бұрын
Shree hari
@kunalsinger143
@kunalsinger143 19 сағат бұрын
Jay Shree Jagannath 🙏🙏🙏🙏🙏🙏🙏🙏🙏
@gouttammunda412
@gouttammunda412 19 сағат бұрын
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@narendravyas3704
@narendravyas3704 16 сағат бұрын
Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!
@anuradhagouda1340
@anuradhagouda1340 16 сағат бұрын
Jai shree jagannath
@rabindranathpradhan4378
@rabindranathpradhan4378 17 сағат бұрын
Jay sri jaganath swami Nayana patha gami bhaba tume prabhu 🙏🙏🙏🙏🙏🙏🙏🙏🙏
@SaidivakarPanda
@SaidivakarPanda 13 сағат бұрын
🙏🏻🌷🙏🏻 ଜୟ ଶ୍ରୀ ବଳଭଦ୍ର ମାଁ ସୁଭଦ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଁ ମହାଲକ୍ଷ୍ମୀ ପ୍ରଭୁ ସୁଦର୍ଶନ 🙏🏻🌿🙏🏻 ହେ ମହାପ୍ରଭୁ ତୁମ ଚରଣ କମଳରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା🙏🏻🙌🙏🏻 ଶୁଭ ସଂନ୍ଧ୍ୟା ମଣିମା🙏🏻🌇🙏🏻ହେ କାଳିଆ ସାଆନ୍ତ ତୁମେ ହିଁ ସାହା ଭରସା🙏🏻🤲🙏🏻ତୁମରି ଚରଣ ତଳେ ଦିଅ ହେ ଆଶ୍ରୟ 🙏🏻🌿🙏🏻 ତୁମରି ଚରଣ ତଳେ ଥାଉ ମୋର ଲୟ👏👏👏 ପ୍ରଣାମ ଘେନ ମୋର ହେଁ ମଣିମା🙏🏻🙇‍♂️🙏🏻 ଜୟ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ଶରଣଂ ରକ୍ଷକ ଶ୍ରୀ ହର ହରି.....🙏🏻🔱🙏🏻🛐🛐🛐 ଜୟ ଜଗନ୍ନାଥ 🙏🏻🙌🙏🏻⚫️❗️⚫️🙏🏻🛕🙏🏻🚩🙏🏻🌷🙏🏻🌿🙏🏻🕉🙏🏻🪔🪔🪔👏👏👏🌺🌺🌺🔱🔱🔱
@MageshPradhan
@MageshPradhan 18 сағат бұрын
Jay shree jagannath swami Nayan pathagami bhabatume prabhu ❤❤❤❤❤ Jaya Jaya deva hare ❤❤❤❤❤
@binodnayak6062
@binodnayak6062 19 сағат бұрын
🙏 Jai 🙏 shree 🙏 jagannath 🙏 mahaprabhu 🙏 koti 🙏 koti 🙏 pranam 🙏🙏🙏
@rabiparadhan3929
@rabiparadhan3929 19 сағат бұрын
Jay Jagannath swami
@sangitabehera609
@sangitabehera609 16 сағат бұрын
Jay jay shree jagannath🙌🙌🙌🙌🙌🙌koti koti pranam Prabhu apana nka shree Padma pada tale🙏🙏🙏🙏🙏🙏🙏🙏
@surajwankhede3730
@surajwankhede3730 17 сағат бұрын
जय श्री रणछोड़राय महाराज की जय☺️🙏🚩 जय श्री द्वारकाधीश महाराज की जय☺️🙏 जय श्री जगन्नाथ महाराज की जय🚩☺️🙏 हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो🚩☺️🙏
@ramshankargoswami4299
@ramshankargoswami4299 19 сағат бұрын
Jay Jagannath Jay Shree Patit Paban ⭕️ ‼️ ⭕️
@umakantabehera3073
@umakantabehera3073 19 сағат бұрын
Jay shree jagannath 🙏🙏🙏🙏 jay mo mahaprabhu ❤❤❤mo pilamanankara mangala kar manima
@rajendrasahu4199
@rajendrasahu4199 19 сағат бұрын
ମୋ ପ୍ରଭୁ ଜଗା କାଳିଆ 🙏ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏ହେ ପତିତପାବନ ନାରାୟଣ ଶ୍ରୀ ହରି ତବ ଶ୍ରୀ ସନ୍ଧ୍ୟା ଆଳତି ଦର୍ଶନ କୁ ଏ ଅଧମ ର ଭକ୍ତିପୂତ ପ୍ରଣାମ ମଣିମା 🙏❤️🙏❤️🙏ହରି ଶରଣ 🙏ହରି ହରି ବୋଲ 🙏
@NileshSethi-e5d
@NileshSethi-e5d 19 сағат бұрын
Laxmi jagannath kna jay heu❤❤❤❤
@jyotiranjan5604
@jyotiranjan5604 12 сағат бұрын
Jay Jaggannath Swami Nayana patha gami Bhaba Tume ⭕❗❗⭕🚩🚩🙏🙏
@satyashreenayak3953
@satyashreenayak3953 15 сағат бұрын
Jay jagnnath swami ❤❤❤
@santoshkumarbehera5716
@santoshkumarbehera5716 18 сағат бұрын
He Manima Prabhu 🙏🙏🙏
1 сквиш тебе или 2 другому? 😌 #шортс #виола
00:36
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 2,7 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 49 МЛН
My Daughter's Dumplings Are Filled With Coins #funny #cute #comedy
00:18
Funny daughter's daily life
Рет қаралды 23 МЛН
jaga pakhare kichhi anubhuti#odia #bhakti
6:29
Trisha channel
Рет қаралды 7 М.
Pure Mangala Charana & Hare Krishna
59:01
Srila Prabhupada - Topic
Рет қаралды 2 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
1 сквиш тебе или 2 другому? 😌 #шортс #виола
00:36