ଆଜି କାଲି ବୋହୂଙ୍କ ଗୁଣ | Samaj O Sanskruti | Baishnaba Charan Mohanty | Odisha365

  Рет қаралды 292,974

ODISHA 365

ODISHA 365

Күн бұрын

Пікірлер: 188
@sadanandasahoo3707
@sadanandasahoo3707 2 жыл бұрын
ସେଦିନ ଶାଶୁର ପାଳି ଥିଲା ଆଜି ବୋହୂର।ଏ ତ ସୃଷ୍ଟିର ନିୟମ। ଆଜିକାଲି ସମସ୍ତଙ୍କର ଗୋଟିଏ ଗୋଟିଏ।
@PaagalKhopdi
@PaagalKhopdi 2 ай бұрын
ଆଜ୍ଞା ବୋହୂ ଯେତେ ଭଲ ହେଲେ ବି , ଶାଶୁ ଯେମିତି ହେଉ କହିବ, ଶାଶୁ କେବେ ଜନ୍ମ କଲା ମା ହେଇ ପାରିବ ନାହିଁ । ସେଇ ପୁଅ ଆଗରୁ ଟିକେ କଟୁ କଥା କହିଦେଲେ , ସେମିତି ଟିକେ ରାଗି ପୁଣି ଭୁଲିଯାଏ, ଏବେ ପୁଅ ଯାହା ଟିକେ କହୁଚି ସେ ଦୋଷ ହଉଚି ବୋହୂ ର । କି ବାହା ହେଇ ବଦଳିଗଲା
@ManisaPradhan256
@ManisaPradhan256 Ай бұрын
@@PaagalKhopdi ଆପଣ ଙ୍କ କଥା ପୁରା ଠିକ
@priyacharandas653
@priyacharandas653 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ପୁରାଣ ଶାସ୍ତ୍ରରେ ନାରାୟଣ ଏବଂ ମହାଭାରତ ଅଧ୍ୟୟନ ର ଅଭାବ ଦେଖାଦେଇଥିବାରୁ ଏମିତି ଅବସ୍ଥା ହୁଏ। ପାଶ୍ଚାତ୍ୟ ଶିକ୍ଷା କୁ ବିଶ୍ୱାସ ଏବଂ ଇଂରାଜୀ ସଭ୍ୟତା କୁ ଅନୁକରଣ।
@BasantkumarDash-h2e
@BasantkumarDash-h2e Ай бұрын
ଆପଣ ଙ୍କ ଏ ଆଲୋଚନା ବାସ୍ତବ ଧର୍ମୀ ଜୀବନ୍ତ l ଧନ୍ୟବାଦ ଜୟ ଜଗନ୍ନାଥ l
@aadhikari7615
@aadhikari7615 2 жыл бұрын
ନମସ୍କାର ଆଜ୍ଞା🙏 ବହୁତ ସୁନ୍ଦର ଉପସ୍ଥପାନା କଲେ। ଏହାଦ୍ବାରା ମୋ ଭଳି ଗାଁ ଠାରୁ ବାପା ମାଆଙ୍କ ଠାରୁ ଦୂରରେ ରହୁଥିବା ପୁଅ ମାନଙ୍କୁ କିଛିଟା ଆଶ୍ବସ୍ତି ମିଳିବ। ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@anupamadash6452
@anupamadash6452 2 жыл бұрын
Mate Odia re lekhi aseni, a sabu video re base viewers dekhhi beni.
@susmitamallick6150
@susmitamallick6150 2 жыл бұрын
🙏🏻🙏🏻 ବହୁତ ଭଲ ଲାଗିଲା ସାର୍। ଧନ୍ୟବାଦ
@aadhikari7615
@aadhikari7615 2 жыл бұрын
@@susmitamallick6150 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@kamalakantaswain3827
@kamalakantaswain3827 2 жыл бұрын
ବହୁତ ସୁନ୍ଦର ବାର୍ତ୍ତା ସାର 🙏🏻🙏🏻💐🙏🏻🙏🏻
@shivanathnaik3230
@shivanathnaik3230 Жыл бұрын
ଦୁଇ ଜଣ ଯାକ ଚାକିରୀ କଲେ ଏମିତି ଅସୁବିଧା ହୁଏ । ଯିଏ ଯେଉଁ ପ୍ରକୃତିର ତାଙ୍କୁ ସେହି ପ୍ରକୃତି ର ଜୀବନସାଥୀ ମିଳନ୍ତି ।
@sadasibabehera1876
@sadasibabehera1876 2 жыл бұрын
ବାପା , ମା ସେବା ବିନା ଜୀବନ ଅକାରନ
@damayantidas5308
@damayantidas5308 8 ай бұрын
ସତକଥା
@basantimohanty1740
@basantimohanty1740 3 ай бұрын
Ur presentation is very attractive.
@chittaranjansatapathy1589
@chittaranjansatapathy1589 16 күн бұрын
@@sadasibabehera1876 eguda kie kahila sud bekar Katha.
@sonukhansonukhan8387
@sonukhansonukhan8387 Жыл бұрын
Welcome. Sir. Allright. Advsice
@debendradhal5935
@debendradhal5935 2 жыл бұрын
ଅତି ସୁନ୍ଦର ଉପସ୍ଥାପନା ଧନ୍ୟବାଦ
@JudhistirPradhan-di3cm
@JudhistirPradhan-di3cm 3 ай бұрын
ସଂସ୍କାର ବିଷୟ ରେ ଆଜିର ବୋହୁ ମାନଙ୍କ ର କାର୍ଯ୍ୟ ଶୈଳୀ ବିଷୟ ରେ ବହୁତ ସୁନ୍ଦର ବାର୍ତା ଦେଇ ଥିବାରୁ ବହୁତ ବହୁତ ଧନ୍ୟବାଦ sir
@akhilakumarparida6583
@akhilakumarparida6583 2 жыл бұрын
କୋଟି କୋଟି ପ୍ରଣାମ ସାର୍ ସତ କଥା କୁ ପ୍ରକାଶ କରିଥିବାରୁ ।
@BijaydasDasbijay
@BijaydasDasbijay 4 ай бұрын
ଆରେ ବାବୁ ପ୍ରଥମେ ତୁମେ ଚିନ୍ତା କର ତୁମେ ତୁମ ପୁଅ ପାଇଁ ବୋହୁ ଆଣିବ ନା ବୋହୁରାଣୀ ଆଣିବ l ଘରକୁ ବୋହୁ ଆସିଲେ ଶାଶୁ ଶଶୁର ଙ୍କ ସେବା ଶୁଶ୍ରୁଷା କରିବ, କିନ୍ତୁ ତୁମେ ଯଦି ବୋହୁରାଣୀ (ଚାକିରୀଆ )ଆଣିବ ତାହା ହେଲେ ଶାଶୁ ଶଶୁର ବୋହୁରାଣୀ ର ସେବା କରିବେ, କାରଣ ବୋହୁରାଣୀ ରୋଜଗାର କରି ଘରକୁ ଟଙ୍କା ଆଣିବ (ନିର୍ଲଜ ସ୍ୱାମୀ, ନିର୍ଲଜ ଶାଶୁ, ନିର୍ଲଜ ଶଶୁର ) l
@sanjuktadalai
@sanjuktadalai Жыл бұрын
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ପରସ୍ପରେ ସ୍ନେହ ଯହିଁ ଥାଏ ନିରନ୍ତର । ଶାଶୁ ଶ୍ୱଶୁର , ବି ବୋହୂ ର ମନକଥା ବୁଝିବା ଦରକାର୍ । ଝିଅଟିଏ ବାପା , ମା, ଭାଇ ଭଉଣୀ ଙ୍କୁ ଛାଡ଼ି ଶାଶୁ ଘରକୁ ଆସିଥାଏ , ସ୍ଵାମୀ , ଶାଶୁ ଶ୍ୱଶୁର ଓ ନଣନ୍ଦ ଦିଅର ଙ୍କୁ ନିଜର କରିବା ପାଇଁ ଚେଷ୍ଟା କରିଥାଏ । ଆଜିକାଲି ପ୍ରାୟତଃ ଶିକ୍ଷିତା ଝିଅମାନେ ବିବାହ ପରେ ସ୍ବାମୀଙ୍କୁ ନିଜ ହାତର ଖେଳନା କଣ୍ଢେଇ କରି ମାନସିକ ଚାପଗ୍ରସ୍ତ କରାଉଛନ୍ତି । ବିଚରା ସ୍ଵାମୀ ଇଛା ଥାଇବି ବାପା ମାଆ ଙ୍କ ପ୍ରତି କର୍ତ୍ତବ୍ୟ କରିପାରୁନାହିଁ ।ଯେଉଁ ପୁଅମାନଙ୍କୁ ବିବେକବତୀ ସ୍ତ୍ରୀ ଟିଏ ମିଳିଛି ସେ ପୁଅ ଶାନ୍ତି ରେ ଜୀବନ ଅତିବାହିତ କରୁଛି । ତେଣୁ ଆମ ଭାରତୀୟ ସଂସ୍କୃତିରେ ନାରୀ ହିଁ ସାବିତ୍ରୀ ପରି ହେବା ଦରକାର୍ । ଯିଏ ଦୁହିତା ;ଦୁଇ କୁଳ ର ଅର୍ଥାତ୍ ପିତୃ କୁଳ ଓ ଶ୍ୱଶୁର କୁଳ କୁ ରକ୍ଷା କରିଥାଏ । ସେଇଭଳି ଝିଅ ହିଁ ଉତ୍ତମ ବୋହୂ , ପତ୍ନୀ ଓ ଭାଉଜ ହୋଇଥାଏ ।
@suryasadhika4157
@suryasadhika4157 8 ай бұрын
ବୋହୁର ମନ ବୁଝିବାକୁ ଶାଶୁ ଶ୍ୱଶୁର ମାନଙ୍କୁ ଗୋଟେ ଟ୍ରେନିଂ ସେଣ୍ଟର୍ ପଠାଇ ଦିଆଯିବ ।
@sunilmallick4610
@sunilmallick4610 4 ай бұрын
Thik kahicha
@dineshojha230
@dineshojha230 2 ай бұрын
Sure
@sonali_barik
@sonali_barik 2 жыл бұрын
Mausa 🙏 bhala katha kahile, hele mausa emiti pua achhanti joumane bahare rahiki bapa maa nka prati besi kartybya rahuchhi, besi chinta karuchha to, hele pakhare thiba pua mane setiki bujjhunahanti
@YUM__TUM
@YUM__TUM 2 жыл бұрын
Sabu thik kahile...hele juga badaluthae..samaya anusare samaste badalijiba thik.....jhia jete bele bapa ghara chadiki jae..tara astitwa sarijae....swami au sasu sasura ra seba re jiban sarijae...hele nija pain bhabibara samaya pae nai ... Bandhana jodi ba pain khai bohu dayi nuhe . Ubhaya paribara ra dayitwa...🙏
@manjuladash7193
@manjuladash7193 2 ай бұрын
ଅତି ସୁନ୍ଦର ଉପସ୍ଥାପନା
@suudarsansahoo9950
@suudarsansahoo9950 2 жыл бұрын
Bahut sundar upastapana sir
@utb700
@utb700 2 ай бұрын
Mo Swami bahare chakiri karanty,mu Swami sahita rahe, mor 2 ta jhia twins,,maso ku 2 Thor 2 ,4 din sasu ghare b rahiki asu,,jetebele asubidha bele sasu ghare rahili 2 jhia nku neiki,, 2 months,,, mo sasu Sasura mate pati kole, tame tma chua samvalo,Tama byabasta tame kara,jao gharu boli,kuhantu Angya ??? Mor 8 month ro 2 jhia ro Care mo sasu sasura nei parileni..kete kastare mo jhia nku maa ghare rahiki bada koli... Mo sasu sasura jetebele budha budhi hei jibe tapore Loko kahibe Bahu vala nuhe sasu sasura nka seba karuni boli???? Hele setebele Loko kuade thile,,,jetebele mo inlaws mate 8 months ro jhia nku dhari gharu chali jao kahile????
@pravakarparida3042
@pravakarparida3042 2 жыл бұрын
Bahut bhal lagila, Jay Sri Jagannath
@ajayadas7142
@ajayadas7142 2 жыл бұрын
ଅଧିକାଂଶ ବୋହୁ ଶୃଙ୍ଖଳିତ ଜୀବନ ଯାପନ କରିବା ପସନ୍ଦ କରୁ ନାହାଁନ୍ତି। ଉଦ୍ଭଟ ଆଧୁନିକ ଜୀବନ ଯାପନ ସେମାନଙ୍କୁ ବିପଥଗାମୀ କରୁଛି । ସେମାନେ ନଷ୍ଟ ହୋଇ ଯାଇ, ବିବାହ ପରେ ମଧ୍ଯ, ଅସଦ୍ ଚରିତ୍ର କୁ ଅବିରୋଧ ସହ ବଞ୍ଚିବାକୁ ଚାହୁଁଛି । ତେଣୁ ଶାଶୁ ଶଶୁର ଙ୍କ ଠାରୁ ଦୂରେଇ ଯାଇ, ସେମାନେ ନିର୍ବିବାଦ ଜୀବନ ଯାପନ କରୁଛନ୍ତି ।
@subhashree-shreyanshi
@subhashree-shreyanshi 2 жыл бұрын
Kali juga start heigalani
@suryanarayan7263
@suryanarayan7263 2 жыл бұрын
Truth
@santosinibadatya3530
@santosinibadatya3530 2 жыл бұрын
Bahut bhalo katha ti share korile bapa mu bahut kichhi sikhili ethiru. Tq so much for such a beautiful inspiration video.
@sumantsenapaty1929
@sumantsenapaty1929 Жыл бұрын
Great msg to society
@meerapattnaik2634
@meerapattnaik2634 Жыл бұрын
Very nice You are great
@krantiveer7427
@krantiveer7427 Жыл бұрын
Hm hm pura thik katha mo heart ra katha ta au tqq
@abodhbehera1013
@abodhbehera1013 2 жыл бұрын
Bahut badhiya Katha Kahila Sir
@madanmohanparida3873
@madanmohanparida3873 Жыл бұрын
ସମାଜକୁ ସଂସ୍କାର ଓ ଦିଗଦର୍ଶନ ପୂର୍ଣ୍ଣ କଥା କହିଥୁବାରୁ ଆପଣଙ୍କୁ 🙏🙏🙏
@bhagyalaxmikanungo9736
@bhagyalaxmikanungo9736 Жыл бұрын
ପ୍ରଣାମ ଆପଣଙ୍କ ସମାନ ଓ ସଂସ୍କୃତି ଟି ଅତ୍ୟନ୍ତ ଉପାଦେୟ ପୂଣ୍ଣ
@sanjaymohapatra7066
@sanjaymohapatra7066 Ай бұрын
You are right
@jyotiranimohanty8779
@jyotiranimohanty8779 2 жыл бұрын
ବହୁତ ଭଲକଥା କହିଲେ ସାର 🙏
@premalatasahoo1086
@premalatasahoo1086 2 жыл бұрын
Very good video Sir.
@Diptimayeepandavloge
@Diptimayeepandavloge Жыл бұрын
Ekdum right katha mausa kebal apana thik katha kahile
@babulapatiarbabulapatiar8338
@babulapatiarbabulapatiar8338 2 жыл бұрын
ସମ୍ପର୍କ କଣ ଜାଣିବା ଦରକାର ଭଲ କଥା ଟେ କହିଲେ 🙏🙏🙏🙏
@Sm111-w8s
@Sm111-w8s 2 ай бұрын
Thank you so much sir
@parikshitdashdash9251
@parikshitdashdash9251 Жыл бұрын
Good. News
@Trupti-qd7bk
@Trupti-qd7bk 2 жыл бұрын
Bahutsundara bichara sir
@nayakindira6549
@nayakindira6549 Жыл бұрын
Namaskar. Bahut bhala lagila
@nimaicharansaraf9181
@nimaicharansaraf9181 2 жыл бұрын
Jay Jagannath
@biplabkumardas3893
@biplabkumardas3893 2 ай бұрын
You are absolutely right sir
@nityaswarups111
@nityaswarups111 2 жыл бұрын
Baishnab Sir nka katha khub sundor
@mamatasethi5799
@mamatasethi5799 Жыл бұрын
Nice comments for our society
@minakhidas8858
@minakhidas8858 11 ай бұрын
ଆଜିକାଲି ପୁଅ ବୋହୂଙ୍କୁ ଶାଶୁ ଶ୍ୱଶୁର ଦରକାର ନାହିଁ।କେବଳ ସେମାନଙ୍କ ଟଙ୍କା ଦରକାର। ସେମାନେ ଚାହୁଁଛନ୍ତି ଗାଁ ଜମିବାଡ଼ି ଘର ବିକି ତାଙ୍କ ହାତକୁ ଦେଇଦେବେ, ସେମାନେ ସହରରେ ଘର କିଣି ଅୟସରେ ରହିବେ।ଭଉଣୀ ଶତ୍ରୁ ପ୍ରାୟ। ଯେଉଁମାନେ ଗୃହିଣୀ ବୋହୂ, ସେମାନଙ୍କର ଅର୍ଥ ଲୋଲୁପତା ବେଶି। ପୁଅର କଣ ଦାୟିତ୍ଵ ନାହିଁ, ବାପାମାଙ୍କୁ ପ୍ରତିଦିନ ପଦେ କଥା ହେବାପାଇଁ?
@sailabalapanda9454
@sailabalapanda9454 8 ай бұрын
Actually Katha.God bless you Sir.
@rajlaxmipradhan2629
@rajlaxmipradhan2629 2 жыл бұрын
Namaskar 🙏 Bahut bhalaheichi
@technicalms7412
@technicalms7412 Жыл бұрын
Good speach ❤❤❤❤❤
@aswinikumardash2237
@aswinikumardash2237 2 жыл бұрын
Educative advice for educated persons.
@rejeshmoharana1561
@rejeshmoharana1561 5 ай бұрын
Jay Jagannath Swami
@suvashchandraswain391
@suvashchandraswain391 Жыл бұрын
Great, real facts
@philurout
@philurout 7 ай бұрын
Sir Namaskar Thanku Really sir❤❤❤❤
@sanjuktamishra5642
@sanjuktamishra5642 Жыл бұрын
Brilliant analysis. Without any malice towards anybody he has tried to find the reasons for the disintegration of the family structure. This change is inevitable as we move from being an agrarian society to being an industrial one.
@prangyanayak4330
@prangyanayak4330 8 ай бұрын
Thank you so much sir
@satrughanasahoo1118
@satrughanasahoo1118 10 ай бұрын
Absolutely right, true fact thanks for your valuable talking
@shibanandasena4017
@shibanandasena4017 2 жыл бұрын
you have chosen that life for you and for your children.
@dr.digarajbrahma113
@dr.digarajbrahma113 2 жыл бұрын
Beautiful positive discussion. Thanks .
@sekharghosh939
@sekharghosh939 Жыл бұрын
Bhala advise
@pramilabarik3626
@pramilabarik3626 2 жыл бұрын
Bhahut sundara
@baishnabcharansahoo9119
@baishnabcharansahoo9119 Ай бұрын
ସମୟ ଏବଂ ସମ୍ପର୍କ ଏହା ମଧ୍ୟରେ ନିଶ୍ଚୟ ଫରକ ଦେଖାଯିବ।କାରଣ ଏହା କେବଳ ସମୟ ଉପରେ ନିର୍ଭର କରିଥାଏ।
@budhiapanda5644
@budhiapanda5644 2 жыл бұрын
Very good
@snehalataprusty8088
@snehalataprusty8088 Ай бұрын
ସମ୍ପୂର୍ଣ ଠିକ୍
@Sa-mp7ux
@Sa-mp7ux 2 жыл бұрын
Bahut sundar sundar
@sunakarsamantaray9737
@sunakarsamantaray9737 Жыл бұрын
ଏବେ ବାପା ବୋଉ ମାନେ ଅଭ୍ୟସ୍ତ ହୋଇ ଗଲେଣି ।
@kapildash588
@kapildash588 Жыл бұрын
ଆପଣ ବହୁତ ବଢିଆ କଥା କହିଛନ୍ତି। ଧନ୍ୟବାଦ
@GuptanchalRatha
@GuptanchalRatha 8 ай бұрын
Excellent Sir. Reality....
@SANDHYARANI-n1r
@SANDHYARANI-n1r 3 ай бұрын
Right katha bhai
@sheelamishra3889
@sheelamishra3889 2 жыл бұрын
ଏ କଦମ୍ ଠୀ କ୍,🙏🙏🙏
@truptiranipurohit4025
@truptiranipurohit4025 10 ай бұрын
Nice message sir
@odishareport4891
@odishareport4891 2 ай бұрын
ସତ କଥା ସାର୍
@sabitanayak4716
@sabitanayak4716 2 жыл бұрын
ଆଜ୍ଞା !ଏପରି ହେଉଛି କି 85ବର୍ଷର ଶାଶୁ ଶ୍ବଶୁର ର ଯତ୍ନ ନେବାର ବଳ 60/65ବର୍ଷର ପୁଅ ବୋହୁ ପାଖରେ ନାହିଁ,ରୋଗଗ୍ରସ୍ତ। ଏପଟେ ବେରୋଜଗାର ପୁଅର ବୋଝ ସେପଟେ ମାବାପାଙ୍କ ଅଭିଯୋଗ। ଅତିଷ୍ଠ ହୋଇପଡେ ମଣିଷ। ଏ କଥାକୁ ବି ଥରେ ଲୋକ ସମ୍ମୁଖ କୁ ଆଣନ୍ତୁ ଦୟାକରି ।
@sadhucharandas4517
@sadhucharandas4517 2 жыл бұрын
Iiiiiiiii8li8i8i lo
@damayantidas5308
@damayantidas5308 8 ай бұрын
ସତକଥା
@namitatoppo7196
@namitatoppo7196 3 ай бұрын
Correct
@lipianshuvlogs
@lipianshuvlogs 3 ай бұрын
ଯାହା କହିଲେ ସତ କଥା ,ଏଥିରୁ କଣ ଶିଖିଲେ ପାଠୁଆ ବୋହୂ ଆଣ ସତ ହେଲେ ଚାକିରିଆ ବୋହୂ ନୁହେଁ ,ପୁଅ ମାନଙ୍କୁ ବି କହିଦିଅ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ ୱାଇଫ୍ କରି ସ୍ତ୍ରୀ କୁ ଘରେ ରଖୁ ତାହାଲେ ଘରେ ଶାନ୍ତି ରହିବ ପଇସା ଲୋଭ କରି ଯଦି ଚାକିରିଆ ଝିଅ ବାହା ହେବ ,ତାହାଲେ ନିଜ ଜୀବନ ସହ ଘରେ ବାପା ମା ଓ ଛୁଆ ପିଲାମାନଙ୍କ ଜୀବନ ନଷ୍ଟ ହେବ ତା ପରେ ଛାଡ଼ପତ୍ର ,ନିଜର ଯେତିକି ଇନକମ୍ ସେତିକିରେ ଚାଲିଲେ ଶାନ୍ତି ,ଆଗ ଯୁଗରେ ଆମ ବାପା ଯେତିକି ରୋଜଗାର କରୁଥିଲେ ସେତିକି ରେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ ,ଏବେ ଜାଣି ଜାଣି ନିଜ ର ଖର୍ଚ୍ଚ ଏମାନେ ନିଜେ ବଢାଇଛନ୍ତି ଆଉ କହୁଛନ୍ତି ଆମକୁ ପଇସା ଅନ୍ତୁନି ସ୍ତ୍ରୀ ଚାକିରି କରିବ ,ଆରେ ଅନ୍ତୁନୀ କଣ ସବୁ ଜିନିଷ ର ରେଟ ବଢ଼ିଲେ କଣ ହେଲା ସେମିତି ଦରମା ବି ବଢ଼ିଛି ,ତାହାଲେ ତମକୁ ପାଞ୍ଚ ପ୍ରାଣୀ ଚଳିବାକୁ ପାଉନି କଣ,ଏଥିପାଇଁ ତୁମର ଆୟ ଅନୁସାରେ ବ୍ୟୟ ର ପରିମାଣ ବଢି ଯାଉଚି ,ଝିଅ ମାନେ ବି ପାଠ ପଢ଼ିବାର ମାନେ ନୁହେଁ ଯେ ଚାକିରି କରିବା ପଇସା ରୋଜଗାର କରିବା ,ଏଥିପାଇଁ ପାଠ ପଢନ୍ତି ନିଜ ଛୁଆ କୁ ଘରେ ପଢେଈ ପାରିବ ଭଲ ସଂସ୍କାର ଦେଇ ଗଢି ପାରିବ ତା ନୁହେଁ ଯେ ଘରେ ଦୁନିଆ କାମ ଥାଇ ତୁମେ ବାହାରେ ଯାଇ ପର କାମ କରି ବା ଚାକିରି କରି ପଇସା ଆଣିବା ,ଏପଟେ ପୁଅ ମାନଙ୍କର ବେକାରୀ ସମସ୍ୟା ବଢି ଚାଲିଛି ସବୁଆଡେ ଝିଅ ମନକୁ ଆଗେ ଚାକିରି ସୁବିଧା ମିଳିବା ହେତୁ ,,ଏଥିପାଇଁ ପୁଅ ମନେ ଆଗେ ଠିକ୍ ରୁହନ୍ତୁ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ wife jhia ବାହା ହୁଅନ୍ତୁ ,ଏହା ଦ୍ଵାରା ଛାଡ଼ପତ୍ର ବି କମିଯିବ ଆଉ ନିଜ ଘରେ ଶାନ୍ତି ରହିବ ,
@lipianshuvlogs
@lipianshuvlogs 3 ай бұрын
ଯାହା କହିଲେ ସତ କଥା ,ଏଥିରୁ କଣ ଶିଖିଲେ ପାଠୁଆ ବୋହୂ ଆଣ ସତ ହେଲେ ଚାକିରିଆ ବୋହୂ ନୁହେଁ ,ପୁଅ ମାନଙ୍କୁ ବି କହିଦିଅ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ ୱାଇଫ୍ କରି ସ୍ତ୍ରୀ କୁ ଘରେ ରଖୁ ତାହାଲେ ଘରେ ଶାନ୍ତି ରହିବ ପଇସା ଲୋଭ କରି ଯଦି ଚାକିରିଆ ଝିଅ ବାହା ହେବ ,ତାହାଲେ ନିଜ ଜୀବନ ସହ ଘରେ ବାପା ମା ଓ ଛୁଆ ପିଲାମାନଙ୍କ ଜୀବନ ନଷ୍ଟ ହେବ ତା ପରେ ଛାଡ଼ପତ୍ର ,ନିଜର ଯେତିକି ଇନକମ୍ ସେତିକିରେ ଚାଲିଲେ ଶାନ୍ତି ,ଆଗ ଯୁଗରେ ଆମ ବାପା ଯେତିକି ରୋଜଗାର କରୁଥିଲେ ସେତିକି ରେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ ,ଏବେ ଜାଣି ଜାଣି ନିଜ ର ଖର୍ଚ୍ଚ ଏମାନେ ନିଜେ ବଢାଇଛନ୍ତି ଆଉ କହୁଛନ୍ତି ଆମକୁ ପଇସା ଅନ୍ତୁନି ସ୍ତ୍ରୀ ଚାକିରି କରିବ ,ଆରେ ଅନ୍ତୁନୀ କଣ ସବୁ ଜିନିଷ ର ରେଟ ବଢ଼ିଲେ କଣ ହେଲା ସେମିତି ଦରମା ବି ବଢ଼ିଛି ,ତାହାଲେ ତମକୁ ପାଞ୍ଚ ପ୍ରାଣୀ ଚଳିବାକୁ ପାଉନି କଣ,ଏଥିପାଇଁ ତୁମର ଆୟ ଅନୁସାରେ ବ୍ୟୟ ର ପରିମାଣ ବଢି ଯାଉଚି ,ଝିଅ ମାନେ ବି ପାଠ ପଢ଼ିବାର ମାନେ ନୁହେଁ ଯେ ଚାକିରି କରିବା ପଇସା ରୋଜଗାର କରିବା ,ଏଥିପାଇଁ ପାଠ ପଢନ୍ତି ନିଜ ଛୁଆ କୁ ଘରେ ପଢେଈ ପାରିବ ଭଲ ସଂସ୍କାର ଦେଇ ଗଢି ପାରିବ ତା ନୁହେଁ ଯେ ଘରେ ଦୁନିଆ କାମ ଥାଇ ତୁମେ ବାହାରେ ଯାଇ ପର କାମ କରି ବା ଚାକିରି କରି ପଇସା ଆଣିବା ,ଏପଟେ ପୁଅ ମାନଙ୍କର ବେକାରୀ ସମସ୍ୟା ବଢି ଚାଲିଛି ସବୁଆଡେ ଝିଅ ମନକୁ ଆଗେ ଚାକିରି ସୁବିଧା ମିଳିବା ହେତୁ ,,ଏଥିପାଇଁ ପୁଅ ମନେ ଆଗେ ଠିକ୍ ରୁହନ୍ତୁ ଚାକିରିଆ ଝିଅ ନ ବାହା ହୋଇ ହାଉସ୍ wife jhia ବାହା ହୁଅନ୍ତୁ ,ଏହା ଦ୍ଵାରା ଛାଡ଼ପତ୍ର ବି କମିଯିବ ଆଉ ନିଜ ଘରେ ଶାନ୍ତି ରହିବ , ଏ ଚକିରିଆ ଝିଅ ଘରକୁ ଠିକ୍ ସେ time ଦେଇପରିବେନି ସେଇଠୁ ଝଗଡ଼ା ଆରମ୍ଭ ହେବ
@maakitchenette
@maakitchenette 3 ай бұрын
ସରକାର ସବୁ ଦୋଷ
@thirdeye9492
@thirdeye9492 2 жыл бұрын
ପୁଅକୁ ପଢାଉ ଚାକିରୀ ପାଇଁ ଜୋଇଁ କିଣିଆଣୁ ଯୌତୁକ ଦେଇ ବାପା ମା' କୁ ଛାଡୁ ବୃଦ୍ଦାଶ୍ରମରେ ବୁଡି ରହୁ ପଇସା ରୋଜଗାରେ ପିଲା ଦେଖିଲେନି କିଛି ସଂସ୍କାର ତେଣୁ ଆଚରନ୍ତି ଏଇ ବେଭାର " ସମୟୋପଯୋଗୀ ସମୀକ୍ଷା ପାଇଁ ସାଧୁବାଦ 🙏❤️
@bikramswain2468
@bikramswain2468 2 жыл бұрын
ବହୁତ୍ ଶିକ୍ଷଣୀୟ ଏବଂ ଜୀବନ ଉପଯୋଗୀ ପଦ। ବୁଝିଲା ଲୋକ ବୁଝିଲା। ନବୁଝିଲା ଲୋକ ବୁଡି ମରିଲା। ଜୟ ଜଗନ୍ନାଥ 🙏
@damayantidas5308
@damayantidas5308 8 ай бұрын
ସତକଥା
@Panigahifamily
@Panigahifamily 8 ай бұрын
କିନ୍ତୁ ବୋହୁ ମାନଙ୍କ ର ସବୁ ଭୂଲ୍ ନ ଥାଏ
@sasmitadas6667
@sasmitadas6667 2 жыл бұрын
Right sir sata katha ti kahile
@diptimayeesingh6284
@diptimayeesingh6284 2 жыл бұрын
Pranam sir 🙏🙏♥️❤️
@anupamasahoo2549
@anupamasahoo2549 Жыл бұрын
ସବୁ ବାପାମାଆ ପିଲା ମାନଙ୍କୁ ସେମିତି ପିଲାବେଳୁ ଗଢ଼ିଛନ୍ତି, ତେଣୁ ଦୋଷ ପିଲାମାନଙ୍କର ନୁହେଁ ।
@secretrahul7987
@secretrahul7987 Жыл бұрын
Right katha ❤😢😢😢
@puspamanjari9392
@puspamanjari9392 2 жыл бұрын
ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପରମ୍ପରା କୁ ଆପଣାଉ ଥିବା ବାପା ମା ଏସବୁକୁ ଆପଣେଇ ନେବା ଉଚିତ
@suudarsansahoo9950
@suudarsansahoo9950 2 жыл бұрын
Ati sundar katha
@LINTJ123
@LINTJ123 Ай бұрын
Facts.
@NandiniguruNandiniguru-qg1wf
@NandiniguruNandiniguru-qg1wf Жыл бұрын
ଚାଷ କାମ ଯାହାର କେତେ ସୁଖ ତାହାର ତେଣୁ ସମସ୍ତେ ଚାକିରି ପଛରେ ଗୋଡ଼େଇ ଏଇ ଅବସ୍ଥା ମା ବାପା ମାନେ ପିଲାମାନଙ୍କୁ ଚାକିରି କରି ବଡ଼ ଲୋକ ହେବାକୁ ଚାହିଁଲେ ଚାଷ କରିବାକୁ କେତେ ଜଣ ମା ବାପା ଚାହୁଁ ଛନ୍ତି ? ତେଣୁ ଯାହା ହେଉଛି ଭଲ ହେଉଛି
@crazyyyy-cp5ih
@crazyyyy-cp5ih 2 жыл бұрын
Salute
@nirunayak5297
@nirunayak5297 2 жыл бұрын
Sir kete satkatha kahile...bahut bhal lagila sunikari
@aadyashreepanda175
@aadyashreepanda175 Ай бұрын
ଶାଶୁ ଭି ଦିନେ ବହୁ ଥିଲା ସମାଜ ବଦଳୁଚି ଆମକୁ ଭି ବଦଳି ବାକୁ ପଡିବ.
@pranatipanda4675
@pranatipanda4675 Жыл бұрын
ଭାଇ ,ଆପଣଙ୍କ ସବୁ କଥା ଶୁଣି ବହୁତ ପ୍ରଭାବିତ ହୁଏ
@gyanendranayakkumar5071
@gyanendranayakkumar5071 2 жыл бұрын
Thanks.
@namanmalik5345
@namanmalik5345 2 жыл бұрын
Sir Pranam, apananka katha bahut bhalalagila. Gote jhia sasu gharaku kete asha nei jaithae j sethi sasu swasura taku ta bapa maa nka pari bhalapaibe. Kintu hue olata. Aji samaja ete change hoigalani j, jeun bohu agaru hingsa kapata maada gaali sahiki rahuthila. Aji se nije sasu swasura nku atyachar karuchhi. Kahinki ? Jadi se sasu ghare tike sneha paithanta jeun asha nei sasu gharaku asithila tahele se kebe b sasu swasura nka prati anyay atyachar karinathanta. Dhire dhire samaya emiti badalichalichhi..... Apana thik kahile, saburi mulare Sneha ra importance achhi. Sehi sneha hin sabu samparka ku baandhi rakhiba.
@PournamashiPrusty
@PournamashiPrusty Жыл бұрын
👌👌
@bijayakumarkhandual1599
@bijayakumarkhandual1599 4 ай бұрын
Namaskar sir.apanapatha pradarsak.
@krushnasahu7514
@krushnasahu7514 Жыл бұрын
👌.
@swarnalatasamantray3202
@swarnalatasamantray3202 2 жыл бұрын
Sir namaskar
@pritamdasmohapatra2511
@pritamdasmohapatra2511 2 жыл бұрын
Sir aapono prkrutpre philosopher aapnaku pranam.
@manojkumardas4302
@manojkumardas4302 2 жыл бұрын
Nice update
@amareshdasdas7816
@amareshdasdas7816 2 жыл бұрын
Sir Apananku pranama
@aishwaryasarangi1084
@aishwaryasarangi1084 2 жыл бұрын
As always neutral.... 🙏👌🙇‍♀️
@eleemakitchen2285
@eleemakitchen2285 2 жыл бұрын
I am proud of u sir 🙏. Apana bahut sundar katha kahuchhanti. 100% real fact. Mo bhai bhauja samaste service holder. Hele semane samaste bahut bhala. Bapa maanka katha bahut bhalase bujhanti.
@santoshbasantia2837
@santoshbasantia2837 2 жыл бұрын
Good advice sir
@sureshDanimatior
@sureshDanimatior Жыл бұрын
ଖୁବ୍ ସୁନ୍ଦର ଉପସ୍ଥାପନା, ଓ ସମାଜର ନିଛକ ଛବି...
@madhusmitadhala6478
@madhusmitadhala6478 2 жыл бұрын
Right
@prakashbhuyan8948
@prakashbhuyan8948 2 жыл бұрын
Good
@sradhhasoumyafamily
@sradhhasoumyafamily 2 жыл бұрын
ଯାହା ହେଉ ସାର୍ ଆପଣ ଏକଥା ଟିକୁ ଭଲ ଭାବେ ବୁଝି ପାରିେଲ। ଏବଂ ତାହା ସମସ୍ତ ଲୋକ ବୁଝିବା ପାଇଁ ଆପଣଙ୍କ ର ଏହି ପ୍ରୟାସ ବାସ୍ତବରେ େଗୗରବପୂର୍ଣ୍ଣ। 🙏🙏🙏🙏🙏🙏🙏
@rabimeleka6413
@rabimeleka6413 Жыл бұрын
Exactly
@rabindranathbarik664
@rabindranathbarik664 11 ай бұрын
Correct sir
@anupamabumpy
@anupamabumpy Жыл бұрын
Thik kahile sir.kintu jou pua ,bohu pkhare rahuchanti....bohu jete kama kale bi tara mahatya nahin.khali bohu ra bhul khojibare besta. bujhunahanti.khali
@SibaramSabat-on9zz
@SibaramSabat-on9zz 3 ай бұрын
Sat
@samiraswesh6348
@samiraswesh6348 2 жыл бұрын
🙏🙏🙏🙏
@giridharipanda1287
@giridharipanda1287 2 ай бұрын
The problems are 80% intentional and 20% situational.Is it correct?
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Should You Do Intercaste Marriage ? | English Subtitles
36:00
Sango Life Sutras
Рет қаралды 229 М.
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.