Jibana Do Chhakire Ashara Alok Ep 405 02 MAR 2024

  Рет қаралды 388,255

OTV

OTV

Күн бұрын

Пікірлер: 245
@Adityapani956
@Adityapani956 5 ай бұрын
ଏବେବି ଦୁନିଆରେ ଏଭଳି ନିରିହ ଝିଅ ଅଛନ୍ତି ଶେ ଝିଅଙ୍କୁ ଧନ୍ୟବାଦ
@shankarsanbehera1004
@shankarsanbehera1004 7 ай бұрын
ଯାହା ହଉ ଏ ମାନେ ସଦା ବେଳେ ସତ କହୁଛନ୍ତି ।ଏବଂ ସବୁ ମାନୁଛନ୍ତି ଏବଂ ସତ କୁହନ୍ତି ବି ଏମାନେ ସଦାବେଳେ । ଝିଅଟିର ବହୁତ ଦୁଃଖ ଭଗବାନ ତାକୁ ସାହା ହୁଅନ୍ତୁ ଜୟ ଜଗନ୍ନାଥ
@BhubaneswarBehera-nr8ir
@BhubaneswarBehera-nr8ir 7 ай бұрын
ଝିଅ ନେଇଥିବା ନିଷ୍ପତ୍ତି ବହୁତ ସୁନ୍ଦର ଓ ସ୍ୱାଗତଯୋଗ୍ୟ
@JagdishBhatra-r3z
@JagdishBhatra-r3z 7 ай бұрын
Salatanara didira maji rakichi
@rajeshmangaraj2272
@rajeshmangaraj2272 5 ай бұрын
​@@JagdishBhatra-r3z😅😅😅😅😊
@Santoshsahu-143
@Santoshsahu-143 7 ай бұрын
ଏ ପୁଅ ସହିତ ଯିବା ଉଚିତ ନୁହଁ .. ସାର୍ଥପର ପୁଅ ଟଙ୍କା ହଡ଼ପ କରିବାକୁ ଝିଅଙ୍କୁ ନେବାକୁ ଚାହୁଁଛୁ..ଧୋକାବାଜ ମଣିଷ
@gobindasarbhan4733
@gobindasarbhan4733 7 ай бұрын
ବହୁତ ବହୁତ ଧନ୍ଯବାଦ୍ ସେହି ଭଉଣୀକୁ ତାର ଭଲ ପାଇବାର
@biswajitmahakud3870
@biswajitmahakud3870 7 ай бұрын
ଯାହା ହେଲେବି ମିହିର ଦାସଙ୍କଭଳୀ କେହିନୁହଁ 😂😂😂😂
@thatfilmyguy610
@thatfilmyguy610 7 ай бұрын
ସୋମେଶ ବାବୁ ଗୋଟେ ପ୍ରଶ୍ନ ପଚାରିକି ତାର ଉତ୍ତର ପୁରା ଶୁଣନ୍ତୁ ତାପରେ ଆପଣ ଆଉ ଗୋଟେ ପ୍ରଶ୍ନ ପଚାରିବେ କିମ୍ବା ସଫେଇ ଦେବେ ।
@thatfilmyguy610
@thatfilmyguy610 7 ай бұрын
ସୋମେଶ ବାବୁ ନିଜେ କମ୍ କଥା କହି ପ୍ରୋଗ୍ରାମ କୁ ଆସିଥିବା ଲୋକମାନଙ୍କୁ ଅଧିକ କହିବାର ସୁଯୋଗ ଦେଲେ ଭଲ ହୁଅନ୍ତା।
@nibeditapradhan-do2ey
@nibeditapradhan-do2ey 7 ай бұрын
Jhia tie bahut vala Jay Jagannath 🙏🙏🙏🙏
@satya17j
@satya17j 5 ай бұрын
ଭଉଣୀ ଲୋ ସତରେ ତୋ ଭଳି ଝିଅ ଆଜିର ଦୁନିଆ ରେ ବୋହୁତ କମ୍ ଅଛନ୍ତି।😢 ତତେ ଠାକୁର ସବୁ ବେଳେ ଭଲ ରେ ରଖନ୍ତୁ 😢
@PrachipravaMoharana
@PrachipravaMoharana 7 ай бұрын
Jhia ti bahut vala❤❤
@kamalmajhi2291
@kamalmajhi2291 7 ай бұрын
ପୁଅ ଟା ଜମା ଭଲ ନାଇଁ.... ଏ ଝିଅ ଭାରି ନିରୀହ ସରଳ...
@SantoswiniSAHOO
@SantoswiniSAHOO 3 ай бұрын
Jhia ti bahut bhala ❤
@SibaPatra-ge4hn
@SibaPatra-ge4hn Ай бұрын
Right ❤❤
@rasmitasahoo9510
@rasmitasahoo9510 7 ай бұрын
ଏ ଟୋକା ଭାରି ରସିକିଆ.... ଖାଲି ନିରୋଳା ପାହାର ତେବେ ଯାଇ ପ୍ରେମ ନିଶା ଉତୁରିବ 😊
@munasethi4167
@munasethi4167 7 ай бұрын
ଭଲ ପାଇବା ଟା ହେଉଛି ଦୁଇଟି ମନ ର ମିଳନ ଯେହେତୁ ଏମାନେ ପରସ ପରକୁ ବୁଝି ନାହାଁନ୍ତି ସେ ଜୁଗୁ ଏମାନଙ୍କ ଝଗଡା ହେଇଛ🥲🥲🥲🥲
@PranatiPasayat-ru2dc
@PranatiPasayat-ru2dc 7 ай бұрын
Sir, madam apana mananku asesh dhanyabad, namaskar
@manashpritamlenka8050
@manashpritamlenka8050 7 ай бұрын
ଶଳା ମାଙ୍କଡ ମୁହାଁ ଗୋଟେ sunduria ଝିଅ ଟେ ପାଇଛି ବୁଲି ଅଧିକା ରଙ୍ଗ ହଉଛି
@LaxmanSwain-ej9yh
@LaxmanSwain-ej9yh 7 ай бұрын
ନିରିହ ଝିଅ କ'ଣ ପାପ କରିଥିଲା ହେଭଗବାନ
@subhalaxmipradhan9518
@subhalaxmipradhan9518 6 ай бұрын
ଝିଅ ତ ଯିବାକୁ ଚାହୁଁନି, କଥା ଏତେ ଆଗକୁ ବଢେଇବା ମାନେ କିଛି ନାହିଁ
@Siddhant110
@Siddhant110 7 ай бұрын
ଶଳା ଏଇ କୋଉ ଗ୍ରହ ରୁ ଆସିଛି ଏଭଳିଆ ଲୋକ ସମାଜରେ ଅଛନ୍ତି
@TapanBhoi-tm9rd
@TapanBhoi-tm9rd 7 ай бұрын
ସବୁ କଥା ରୁ ଜଣା ପଡୁଛି ପିଲା ଟା ଖରାପ
@funnyshort2030
@funnyshort2030 7 ай бұрын
Very good discussion ☺️❤❤❤❤❤❤❤
@sangamaifarming
@sangamaifarming 7 ай бұрын
ଏମିତି ଲୋକ କୁ କେବଳ ମେଣ୍ଟେନେସ ପାଇଁ ଦାବି କରି ବା କଥା ପାଖକୁ ଡାକିଲେ ପିଲା କରି ପୁଣି ଛାଡ଼ି ଦେବ (ସାପ କୁ କ୍ଷୀର ଦେଇ ରଖିବା ଯାହା ହୁଏ),|
@ranjansethy569
@ranjansethy569 7 ай бұрын
ଶଳା ଗୋଟା କୁ ସମ୍ଭାଳି ହେଉନ ଏ ଶଳା ଦିଟି ବିବାହ କରିଛି
@somanathsahoo4452
@somanathsahoo4452 7 ай бұрын
😊😊😊
@kusapenthia
@kusapenthia 7 ай бұрын
ମତେ ଏମିତି ମାଇକିନା ମିଳିଲେ ଭୋଉତ୍ କୁଶିରେ ରଇ ତାନ୍ତେ ଆକାଶ ଜନ ଆଣି ଦେଇ ତନ୍ତୀ❤❤❤❤❤😢😢😂😂😂
@baikunthasahoo9783
@baikunthasahoo9783 7 ай бұрын
Great news congratulations Jay jaganatha
@SuryakantiBehera-lj5jv
@SuryakantiBehera-lj5jv 7 ай бұрын
Sir best bahut bhalabhabare bujhei parithibaru❤❤❤❤❤❤❤❤❤❤❤❤
@sudiptacharles5174
@sudiptacharles5174 6 ай бұрын
You are great lady 🙏🙏🙏🙏
@parthasarathipatra1416
@parthasarathipatra1416 7 ай бұрын
Appa she jiea re maa paei Achanthi🎈🎈🎈🎈❤❤
@BabuKumar-rn3nj
@BabuKumar-rn3nj 7 ай бұрын
God mama
@YudhishthiraNaik-yz5gh
@YudhishthiraNaik-yz5gh 3 ай бұрын
Jai Jagannath ❤🎉
@sashitourandtravel3065
@sashitourandtravel3065 7 ай бұрын
ଢ଼ଳେଇ କାମ ମୋ ପାଖରେ ବହୁତ ଅଛି, ପଳେଇ ଆସ ମୋ ପାଖକୁ, ମୋତେ ଲୋକ ମିଳୁ ନାହିଁ ଆଉ ଆକୁ କାମ ମିଳୁ ନାହିଁ.
@puspakant111sahu5
@puspakant111sahu5 7 ай бұрын
Wou sukramani is very beautiful 😮
@prasantapalei1731
@prasantapalei1731 7 ай бұрын
ଝିଅଟିକୁ ସତରେ ବାଧିଛି।
@anishaani6079
@anishaani6079 7 ай бұрын
Badhichhi mane gote pila ku eka sambhaliba bahut kasta ku love mrrgg re dhoka😢
@Odiajhiarupali
@Odiajhiarupali 7 ай бұрын
ମୋତେ ଗୋଟେ ଜୀବନସାଥି ମିଳୁନି ye ପୁଅ ପିଲା କୁ ଦୁଇଟା ମିଳିଛି। ଗୋଟେ ସମ୍ଭାଳି ହେବନି ajika ସମୟରେ ତାକୁ ମାନିବାକୁ ପଡ଼ିବ ଦୁଇଟା ରଖିଚି😂😂 ଝିଅ ଟା ଭାରୀ simple ସରଳ ଆଉ ନିର୍ମଳ ହୃଦୟ ର ଭଲ ଝିଅ ଟିଏ ❤
@nilanchalsahu3721
@nilanchalsahu3721 7 ай бұрын
🌹🌹🌹🌹🌹❤️❤️❤️❤️❤️
@nilanchalsahu3721
@nilanchalsahu3721 7 ай бұрын
93214
@nilanchalsahu3721
@nilanchalsahu3721 7 ай бұрын
53677
@Odiajhiarupali
@Odiajhiarupali 7 ай бұрын
@@nilanchalsahu3721 👎👎👎
@Rupshreeswain
@Rupshreeswain 7 ай бұрын
Hospital re satru bi admit hele dukha lage,, Nija wife ku chhadi kemiti asilu 😠😠😠😠,,
@gbstudy306
@gbstudy306 7 ай бұрын
ମାନବିକତା ହରାଉଛନ୍ତି ନିଜ ସ୍ବାର୍ଥ ପାଇଁ
@kailashsoy462
@kailashsoy462 7 ай бұрын
right mu jahaku ate rage sia accident re medical re thila hele mu help koli abe frnd hela
@gbstudy306
@gbstudy306 7 ай бұрын
@@kailashsoy462 thanku dear
@Chandankumarsahoo032
@Chandankumarsahoo032 7 ай бұрын
@@kailashsoy462 u did a great job gentleman ❤
@SibaPatra-ge4hn
@SibaPatra-ge4hn Ай бұрын
Right
@BhubaneswarBehera-nr8ir
@BhubaneswarBehera-nr8ir 7 ай бұрын
ଏ ପିଲାର ଗୋଟେ ସ୍ତ୍ରୀରେ ଶାନ୍ତି ନାହିଁ,,, ବେଇମାନଟୋକା
@monaroshni8758
@monaroshni8758 7 ай бұрын
Jhia ti bht sundari ❤
@pramodbehera5192
@pramodbehera5192 7 ай бұрын
ନାରୀ ନୁହେଁ ତୁ ନାରାୟଣୀ 🤱🏾
@JagabandhuMalik-ck5fj
@JagabandhuMalik-ck5fj 7 ай бұрын
ଆମ୍ଭେ ଜାଣିବାକୁ ପାଉଛୁ, ପ୍ରଥମ କଥା ଝିଅକୁ ୨୩ପୁଅକୁ୨୨ ଇଏ କଥା ପ୍ରଥମେ ଭୁଲ ହେଇଚି।ତାପରେ ଭଲ ପାଇ ବାହା ହେଲାପରେ ଆଉ ଯୋଉତୁକ କଥା କାହିଁକି?ପୁଣି ଆଉ ଥରେ ବାହା ହବା କଥା ଇଏ ବଡ଼ ଭୁଲ କଥା।ଇଏ ଶଳା ବାଷ୍ଟାଡ ଅଛି।ଏଠି ଅନେକ ଲୋକ ମାଇକିଣା ପ୍ରେମରୁ ଵଞ୍ଚିତ ଥିଵାରୁ ଇଏ ଶଳାଟି ଦୁଇ ଦୁଇ ଟା ମାଇକିଣା ଧରିକି ଶୋଇବ।ଶଳା ମହା ଭାଡୁଆ ଅଛି।
@dusmantpalatasingh6598
@dusmantpalatasingh6598 7 ай бұрын
Jhia ti vahuta val Jagannath bharasa huantu
@BijaykumarSahoo-mx5tc
@BijaykumarSahoo-mx5tc 3 ай бұрын
ଯେଉଁ ଝିଅ ମାନେ ଚାହୁଁଛନ୍ତି ନିଜକୁ ସ୍ବାମୀ ଦରକାର ମୁଁ ଅଛି କୁହନ୍ତୁ ଯୋଗାଯୋଗ କରନ୍ତୁ ନିଜ ପାଇଁ ଭଲ ସ୍ବାମୀ ଟିଏ ନିଅନ୍ତୁ ଭଲରେ ରୁହନ୍ତୁ ଧନ୍ୟବାଦ 🌹
@sudhakarabehera4343
@sudhakarabehera4343 7 ай бұрын
Sabu sadasyanku 🙏
@BharatBarik-f7b
@BharatBarik-f7b 5 ай бұрын
Sister temaku Jagannath shaa. Hau
@aakashakkicreations6516
@aakashakkicreations6516 7 ай бұрын
ଏ ପଣ ବନ୍ଦ କରିଦେଲେ ସବୁ କଥାର ସମାଧାନ ହୋଇ ଯାଆନ୍ତା
@abc-xr4bi
@abc-xr4bi 7 ай бұрын
Joutuko kotha ta volo aau
@sisirBuda-id4dp
@sisirBuda-id4dp 7 ай бұрын
ନିର୍ମଳ ହୃଦୟ ର ଝିଅ
@SudhirNayak-ep3bz
@SudhirNayak-ep3bz 7 ай бұрын
OTV ra good serial a ha aka family ku sajaduchhi
@sakuntalamalik6865
@sakuntalamalik6865 7 ай бұрын
Satare jhiatira katha bhabile dukha laguchi kete bhala
@PrangyaparamitaDas-g7j
@PrangyaparamitaDas-g7j 2 ай бұрын
Dhanya bad voune
@u-nik-viral
@u-nik-viral 7 ай бұрын
❤❤❤❤❤❤
@manoranjancreations9040
@manoranjancreations9040 7 ай бұрын
ଟାଇମ ପାସ୍ ରୋମିଓ ଟା ରେ😁
@sobhaginidehurylilu
@sobhaginidehurylilu 7 ай бұрын
Bohut inosent jhia...❤
@tilottamaranitilottamara-jp6un
@tilottamaranitilottamara-jp6un 7 ай бұрын
Jhia bahut bhala ❤❤❤
@SurendraNaik-s4f
@SurendraNaik-s4f 7 ай бұрын
ପୁଅ ପାଖକୁ ଗଲେ ଝିଅ କଷ୍ଟ ପାଇବ ନ ଜିବା ଟା ଠିକ୍
@Gulusing-l6d
@Gulusing-l6d Ай бұрын
ଏହି story ଶୁଣି କି ମୋ ଆଖି ରୁ ଲୁହ ଆସି ଗଲା ମୋ ଜୀବନ ରେ ଏମିତି ହେଇ ଛି ମୋ ସ୍ବାମୀ ମୋତେ ଟିକେ ବି ଚାହିଁଲା ନାହି ମୋ ପୁଅ 3ମାସ ହେଇ ଥିଲା ମୋ ସ୍ବାମୀ ସେକେଣ୍ଡ merrage କଲା ସତ ରେ ଏମିତି ସ୍ବାମୀ କାହା କୁ ନ ମିଳୁ
@gangadharshorts1698
@gangadharshorts1698 7 ай бұрын
10 million subscribers coming 🎉🎉🎉
@raghumaninayak9593
@raghumaninayak9593 7 ай бұрын
ଝିଅଟି ବହୁତ ଭଲ କିନ୍ତୁ ପୁଅଟି dagadia
@murmuvlog5648
@murmuvlog5648 7 ай бұрын
Jhio ro kanda dekhi mo akhira luha asigala
@aryanallvideo4428
@aryanallvideo4428 7 ай бұрын
Sir good sponser
@malatitripathy669
@malatitripathy669 7 ай бұрын
ମା, ବାପା ଓ ଦ୍ୱିତୀୟ ସ୍ତ୍ରୀ କୁ ଧରି ଆସିବା କଥା, ଏ ନ୍ୟାୟ ବିଚାର ପୂର୍ବରୁ
@PinkyKalpa
@PinkyKalpa 7 ай бұрын
Jay Jagannath 🙏
@bijaysahoo1006
@bijaysahoo1006 7 ай бұрын
ପ୍ରଥମ ସ୍ତ୍ରୀଙ୍କ କାନ୍ଦିବା ଦରକାର ନାହିଁ କେବଳ ମୋତେ ଯୋଗାଯୋଗ କରି ସିଘ୍ର ଆସି ବିବାହ କରି ତୋ ପାଖରେ ମୋତେ ରଖିବାକୁ ଶତଚେଷ୍ଟିତ ହେବାର ଆବଶ୍ୟକତା ଅଛି ଧନ୍ୟବାଦ ମୁଁ ରେଡ଼ି ଅଛି ରେ ତୋତେ ବିବାହ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ସୁଖ ଶାନ୍ତି ମୟ ଜୀବନ ଯାପନ କରନ୍ତୁ ଧନ୍ୟବାଦ
@Pritiraj1822
@Pritiraj1822 5 ай бұрын
ଏହି ଝିଅ ପାଖରେ ମୁଣ୍ଡ ନଇ ଯାଉଛି
@amarbag5933
@amarbag5933 7 ай бұрын
ଆଶାର ଆଲୋକ ଫୋନ୍ ନମ୍ୱର୍ ଦିଅନ୍ତୁ ଶେଷରେ
@mangulicharanjena7380
@mangulicharanjena7380 7 ай бұрын
Jhia great
@malatitripathy669
@malatitripathy669 7 ай бұрын
Ek ବର୍ଷ ସମୟ ଦିଅ ସେ ପୁଅକୁ , ଆଗେ ପଇସା ଦେଉ,ତାପରେ ତା ପାଖକୁ ଯିବାକୁ ଅନୁମତି ମିଲୁ
@malisethi5688
@malisethi5688 7 ай бұрын
ଭଲ ପାଇକି time pass କଣ ମ ! ଏମିତି କଲେ ଭଲ ପାଇବା ଉପରେ ବିଶ୍ୱାସ ତୁଟିଯିବ! ଫାଲତୁ ପିଲାଟା...
@kuninath9253
@kuninath9253 7 ай бұрын
Jhia ta bahut vala ,
@bijayakumarnayak2113
@bijayakumarnayak2113 7 ай бұрын
ଝିଅଟି ଭଲ ।
@sadhanugursandi8798
@sadhanugursandi8798 6 ай бұрын
ଏଇଟା ମିଛ କଥା ଦୁଇ ତିନି ଟା କୁ ବାହା ହବା କୌଣସି ପରମ୍ପରା ରେ ନାହିଁ କି କୌଣସି ଜାତି ରେ ନାହିଁ .. ଏଇଟା ବୁଝାମଣା ଅଭାବ ରେ ଆଉ ଶିକ୍ଷା ଅଭାବରେ ଏହି ନିଷ୍ପତ୍ତି ନିଅନ୍ତି ମଣିଷ...ଏମିତି ସବୁ ଜାତିରେ ହଉଛି....🙉🙉
@odiagharani
@odiagharani 7 ай бұрын
Thik katha sir kahile
@bandanakullu1725
@bandanakullu1725 7 ай бұрын
😊😊😊😊😊😊😊😊😊😊😊😊😊😊0😊😊😊😊😊😊😊😊😊😊😊😊😊😊😊😊😊😊😊😊0😊😊😊😊😊😊😊😊😊😊😊
@SudhansuPanigrahi-z1l
@SudhansuPanigrahi-z1l 7 ай бұрын
Madam 🙏🙏🙏
@SudhansuPanigrahi-z1l
@SudhansuPanigrahi-z1l 7 ай бұрын
Apananka ghara kauthi
@nilanchalsahu3721
@nilanchalsahu3721 7 ай бұрын
🌹🌹🌹🌹🌹❤️❤️❤️❤️❤️
@nilanchalsahu3721
@nilanchalsahu3721 7 ай бұрын
53677
@SmitaSingh-m6u
@SmitaSingh-m6u 6 ай бұрын
Nice
@Funnycartoon8658
@Funnycartoon8658 7 ай бұрын
Achha thik hai 😮😢😢😢
@markandachhatria6422
@markandachhatria6422 7 ай бұрын
Nice programme
@malatitripathy669
@malatitripathy669 7 ай бұрын
Second stri ର ତ ରାୟ neleni ଅଜ୍ଞା
@nilanchalsahu3721
@nilanchalsahu3721 7 ай бұрын
Bahut Sundar ladki ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@KenchuMaharathi-iz3rb
@KenchuMaharathi-iz3rb 7 ай бұрын
Ae toka ku mada darakar sir
@anokhi.y.t
@anokhi.y.t 7 ай бұрын
Bilkul jiba darkar nahi..😌
@gobindanayak3467
@gobindanayak3467 5 ай бұрын
Veri good vhune❤❤😂😂🙏🙏🙏🙏
@rupalidora1131
@rupalidora1131 7 ай бұрын
Good 👍
@Jhilipravajena738
@Jhilipravajena738 7 ай бұрын
Vari dukha laguchi jhiati bahut vala emiti jhia mananka sahita karibata bahut vul kauthi gote jhia miluni
@PurnachandraMurmu-b8x
@PurnachandraMurmu-b8x 7 ай бұрын
Theankyou
@prasannabehera1461
@prasannabehera1461 7 ай бұрын
Pilata pain Kete kanduchi kemiti ka purusha Tu ete nirdaya jhia tiku chhadi 2nd mirage kalu Dhanya kahiba Tate
@Knowledgefactory1-z
@Knowledgefactory1-z 7 ай бұрын
ପୁଅ ଟା କମ୍ ବୟସ ରୁ ବାହା ହୋଇଯାଇଚି। ପୁଅ କୁ 22 ଝିଅ କୁ 23।।
@niakarbehera5207
@niakarbehera5207 4 ай бұрын
Manibaku padiba emiti jhiaku sahe salam
@laxmijena6054
@laxmijena6054 5 ай бұрын
Jhiatiku dhanyavaad vagaban saga huantu
@mithunswain6391
@mithunswain6391 7 ай бұрын
ଖାଲି ତ କନ କନ ଆଉ😅😅 ରୋମିଓ ରାଜା
@sanbabusoren4529
@sanbabusoren4529 4 ай бұрын
😭😭😭😭😭😭
@SKCRICKET1432
@SKCRICKET1432 7 ай бұрын
କଣ ଟା ଦେଖି ଭଲ ପାଇଲ
@KEDARCHANDRABEHERA
@KEDARCHANDRABEHERA 4 ай бұрын
Aimiti jhia paiba bhagya re thile mile ei jhia nku bhgavan shaya huantu
@Lovelyodisha75700
@Lovelyodisha75700 7 ай бұрын
😮😮😮😮
@nilanchalsahu3721
@nilanchalsahu3721 7 ай бұрын
🌹🌹🌹🌹🌹❤️❤️❤️❤️❤️
@itishreenayak6221
@itishreenayak6221 6 ай бұрын
Jhia ti bahut bhala
@madhabilatakhuntia
@madhabilatakhuntia 7 ай бұрын
S̊o̊ n̊i̊c̊e̊ ẘo̊o̊ẘ🎉😢😢😢❤❤❤n̊i̊c̊e̊
@DAMANMURMU-zx2qy
@DAMANMURMU-zx2qy 7 ай бұрын
Amiti Moro stri bapa gharaku jaichi j aau aasunahi kemiti jaga jog karibi asara alok tv new s ku address
@sisirakumarbiswal1112
@sisirakumarbiswal1112 6 ай бұрын
ଶଳାକୁ ପ୍ରବଳ ମାଡ଼ ଦରକାର
@rakeshkumardas9365
@rakeshkumardas9365 7 ай бұрын
ଏ ସଳା ଟକା ଗୋବିନ୍ଦା ର ଫିଲ୍ମ ବେସି ଦେଖା ଦେଖି କରିଛି ବଧେ
@jitubeherajitubehera
@jitubeherajitubehera 3 ай бұрын
ମୋ ମୋତ ରେ ପୁଅ ଦୁଇଟା ବାହା ହଇଛି ଝିଅକାହିଁକି ଆଉଗୋଟିଏ ବାହା ହେବାଉଚିତ
@HARIGYANA-gw7xn
@HARIGYANA-gw7xn 5 ай бұрын
Romantic hiro
@kanhucharanmajhi7625
@kanhucharanmajhi7625 7 ай бұрын
Hii bro
@bjvillagehalchal8219
@bjvillagehalchal8219 3 ай бұрын
Jhio no jiba darakar
Jibana Do Chhakire Ashara Alok Ep 403   17 FEB 2024
44:46
Jibana Do Chhakire Ashara Alok Ep 376   05 AUG 2023
44:59
Кәсіпқой бокс | Жәнібек Әлімханұлы - Андрей Михайлович
48:57
Smart Sigma Kid #funny #sigma
00:14
CRAZY GREAPA
Рет қаралды 11 МЛН
#anchoring  || Best Shayari || Guddy & Siba || Tumara Ta Peli Helani @jatrasuravimelody
20:45
Jatra Suravi (ଯାତ୍ରା ସୁରଭି) Melody
Рет қаралды 2,3 М.
Jibana Do Chhakire Ashara Alok Ep 397   06 JAN 2024
44:51
Jibana Do Chhakire Ashara Alok Ep 402   10 FEB 2024
44:22
Jibana Do Chhakire Ashara Alok Ep 409   30 MAR 2024
43:44