Jibana Do Chhakire Ashara Alok Ep 409 30 MAR 2024

  Рет қаралды 161,855

OTV

OTV

3 ай бұрын

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 409#OdishaTV #OTV

Пікірлер: 208
@reddybabuharish
@reddybabuharish 2 ай бұрын
Instagram reels dekhi, aita dekhuchhi 😂😂😂
@sushilnayakvlogs
@sushilnayakvlogs 22 күн бұрын
Same here bro
@Babullifesstyle143
@Babullifesstyle143 Ай бұрын
insta reels dekhiki kia asicha like kara😅😅
@omprasad
@omprasad Ай бұрын
Me
@shinysaransh3135
@shinysaransh3135 15 күн бұрын
Muuuuuuuuii😅
@bijayalaxmisahoo7609
@bijayalaxmisahoo7609 3 ай бұрын
ଏ କେବେ ଲୋକ ଟା ବଦଳି ବନି , ବୟସ ହେଲା ପରେ ନଇଁବ କରାନ୍ ମୁଁ ଜାଣିଚି ଏ ଭଳି ଲୋକ କୁ ଦେଖିଛି , 😢
@malisethi5688
@malisethi5688 3 ай бұрын
ବହୁତ କ୍ରୋଧୀ ପୁରୋହିତ ! ଭଲ ସ୍ତ୍ରୀ ଲୋକଟି! ବାଡା ବାଡ଼ି ନ କଲେ ବୋଧେ ସବୁ ଠିକ ହେଇଯିବ ବୋଲି ମୁଁ ଭାବୁଚି ! ଠାକୁରେ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏...
@jayjagannatha6857
@jayjagannatha6857 3 ай бұрын
Pati chup hata bond nahele continue 😂😂😂
@acjeditz2658
@acjeditz2658 3 ай бұрын
ସବୁ କଣ ପୁରୋହିତ ଙ୍କ ଭୁଲ, ଭଲ ସେ କିଛି ଭୁଲ ତାଙ୍କ ସ୍ତ୍ରୀ ଙ୍କ ର ବି ଅଛି
@SaniaMajhi-wh5gw
@SaniaMajhi-wh5gw 3 ай бұрын
ଏମିତି ମନିଷକୁ ଜେଲରୁ ଜୀବନ ସାରା ଦଣ୍ଡ ପାଇବା ଦରକାର
@NiranjannayakNaranjannayak
@NiranjannayakNaranjannayak 2 ай бұрын
ଆଃ ଏହା ଭିତରେ କେତେ ଥର 0:55 0:58 ଏହି ମନ୍ଦିର ନିର୍ମାଣ କରାଯାଇ ଜଳ ଆମ ରୋଷେଇ ଘରକୁ ଫେରିଗଲେ ପୁଅ ରଜତକୁ ନିଜ ନିଜ ପିଲାମାନଙ୍କର ଆୟୁଷ 1:56
@bijayalaxmisahoo7609
@bijayalaxmisahoo7609 3 ай бұрын
ଭଲ କରିଛନ୍ତି ଏମିତି ଲୋକଙ୍କୁ ଦେଖେଇକି ,janatu କେତେ ପକାର ଲୋକ ଅଛନ୍ତି ଦୁନିଆରେ😢
@Goslow3037
@Goslow3037 3 ай бұрын
ସୋମେଶ ବାବୁ କି twist ଦେଲେ ଘଟଣା କୁ । ବହୁତ୍ ଭଲ
@Manisha_5890malick
@Manisha_5890malick 3 ай бұрын
ପୁରୋହିତ ମହାଶୟ ଏତେ କ୍ରୋଧିତ ହବା ଉଚିତ୍ ନୁହେଁ କାରଣ ଏଇଟା ଓଟିଭି ଲାଇଭ୍ ଟେଲି କାଷ୍ଟ ଏମିତି ଆପଣ ହଉଛନ୍ତି ପଛରେ ଆପଣ କଣ ହଉ ନ ଥିବେ ।
@jayjagannatha6857
@jayjagannatha6857 3 ай бұрын
Tangia katha phaliaa uthiba au😂😂😂
@user-on5en1em7y
@user-on5en1em7y 2 ай бұрын
Pp0pppppp​@@jayjagannatha6857
@KanhusFilms
@KanhusFilms 2 ай бұрын
Are Swami au stri bhitare ପାଟିତୁଣ୍ଡ ନହେଲେ ତମ ସୋ ତ ବନ୍ଦ ହେଇଯିବ😅😅😅
@bhimagouri7190
@bhimagouri7190 3 ай бұрын
ଗାଁରେ ପୁରୋହିତ ହୋଇଛ , ସାନ,ବଡ଼ ଲୋକଙ୍କୁ ବାହାଘର କରୁଛ , ବେଦ ,ପାଠ, ପୁରାଣ , ପଡ଼ିଛ, ମିସେସ୍ କୁ ମାରୁଛ , ଲାଜଲାଗୁନି ଆଶାର ଆଲୋକ କୁ ଆସିଛି
@nilachalasatapathy5196
@nilachalasatapathy5196 2 ай бұрын
R8
@ashokbhaigeming3579
@ashokbhaigeming3579 2 ай бұрын
ଓଃ ମାଇକିନା ପିଟିବା ଟା ଠିକ ପୂଜା କରୁଛି ବୋଲି ତାର କିଛି ନାହିଁ ସେ ଖାଲି ସହିବ ନା
@anirudhabehera7026
@anirudhabehera7026 Ай бұрын
​​@@ashokbhaigeming3579maikina badauchi , ta taku badeiba, to bou Tate chota bele badauthila taku badailuni , tu maghiya ta param galuaa , manishapania nahi to bhitara .
@Deepak_vip469
@Deepak_vip469 Ай бұрын
Bhai tama ghare hele kichi hauthiba na hele tame kn karucha aithe 😂 ( bhimagouri7190)
@bijayalaxmisahoo7609
@bijayalaxmisahoo7609 3 ай бұрын
ବହୁତ୍ ଅଂହକାରି ମଣିଷ ଏ ମଣିଷ ଯେମିତି ଠିକ୍ ସେମିତି ମୋ 2 ଟା ଭାଇ ବି ଏମାନେ ଯେତେ ଇଁକୋମ୍ କଲେବି କେବେ antibani😢😢 ଏ ମାଙ୍କ ଜୀବନ ଏମିତି କଟିଯିବ ସୁଖ କନ୍ ଜାଣି ପାରିବନି😢
@acjeditz2658
@acjeditz2658 3 ай бұрын
ଦିଦି ଆପଣ ଙ୍କ ଭାଇ ଙ୍କ ର ବି ରୋଜଗାର antunathiba, ସବୁ ଭୁଲ କଣ ଖାଲି ଜଣେ ପୁରୁଷ ର
@bijayalaxmisahoo7609
@bijayalaxmisahoo7609 3 ай бұрын
@@acjeditz2658 ନା ଖାଲି ପୁରୁଷ ଭୁଲ୍ ନୁହେଁ ହେଲେ ସଂସାର କଲେ ଛୋଟ ଛୋଟ ଭୁଲ୍ କୁ ଉଭୟ ପକ୍ଷରୁ କ୍ଷମା କରିବା କଥା , ଆଉ ଉଭୟ ପକ୍ଷରୁ ଅଂହକର କୁ ନଇବାକୁ ପଡ଼ିବ , ସଂସାର କରିଲେ ପଥର ପଡ଼ିଲେ ସହିବ , ଆଉ ମତ ଉଭୟ ଉଭୟ ଙ୍କୁ ଦିଅନ୍ତି , ନୁହେଁ ଯେ ଜଣେ ,income karichi ta ichcha jaha se kariba , ae episode re se sabu kichhi heichi boli kahichi , bhul ୨ jana nkara achhi , kintu puo tike ahankari au igo bahut ।
@_Harekrishna_Harekrishna_
@_Harekrishna_Harekrishna_ 2 ай бұрын
Are e jhia kete kharap katha kahuchi ete ragi e nija bhai katha b kahuchi tike b Prema nai taa bhai pain
@bijayalaxmisahoo7609
@bijayalaxmisahoo7609 2 ай бұрын
@@_Harekrishna_Harekrishna_ semiti kichhi heithile na, kahibaku pade ,hum ethire kharap kan achhi ,au jibanre au duniare bahut prakar loka achhanti au bahut prakar samassya bi achhi, tame badhe janina ,sethi pain mate kahucha kharap boli , Bhabani tame jemiti dunia ta semiti boli ,mu tamaku kharap kahuni ki tame kuhani bi ,🤔🤔
@Sipun-panda1998
@Sipun-panda1998 2 ай бұрын
ବ୍ରାହ୍ମଣ କୂଳ ରେ ଏ ମଣିଷ କୁ ଠାକୁର ଜନ୍ମ ଦେବା ଖରାପ
@15AkashDas
@15AkashDas 3 ай бұрын
ସ୍ତ୍ରୀକୁ ମାରପିଟ୍ କରିବା ଆଦୋୖ ଯଥାର୍ଥ ନୁହେଁ, ଏମିତି କଲେ ନିଶ୍ଚୟ ସେ ଘର ଲକ୍ଷ୍ମୀ ଛଡ଼ା ହେଇଯିବ । ଠିକ୍ ଅଛି, ହେଲେ ସ୍ବାମୀ ଯାହା ରୋଜଗାର କରନ୍ତି ସେ ସବୁକୁ ସ୍ତ୍ରୀ ହାତରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ? 😂😂
@acjeditz2658
@acjeditz2658 3 ай бұрын
ସବୁରି ମୂଳ ହେଉଛି ଟଙ୍କା, କାହିଁକି ଟଙ୍କା ତାଙ୍କ ସ୍ତ୍ରୀ ଙ୍କ ହାତ କୁ ଦେଉନାହାନ୍ତି, କାହିଁକି ତାଙ୍କୁ ଖର୍ଚ୍ଚ ଟଙ୍କା ର ହିସାବ ମାଗୁଛନ୍ତି ସେଥିପାଇଁ ଗଣ୍ଡଗୋଳ
@sanjeebthanapati166
@sanjeebthanapati166 3 ай бұрын
ଦୟା କରି ଏହି ଆସାର ଆଲୋକ ପ୍ରୋଗ୍ରାମ କୁ ବନ୍ଦ କରାଯାଉ କିମ୍ବା ଏ ଭଳିଆ ବାଜେ ଳୋକଙ୍କୁ ଯର୍ଯ କରି ଆଣନ୍ତୁ ନାହିଁ।ଏ ଭଳିଆ ଆତ୍ମଘୋଷିତ ସମାଜସେବୀ ମାନଙ୍କୁ ମଧ୍ୟ ପ୍ରୋଗ୍ରାମରୁ ବାହାର କରାଯାଉ ,ତା ନହେଳେ ପ୍ରୋଗ୍ରାମ ମର୍ଯ୍ୟାଦା ହାନୀ ହୋଇପାରେ।
@acjeditz2658
@acjeditz2658 3 ай бұрын
Thik katha bhai
@Natakdunia1235
@Natakdunia1235 2 ай бұрын
Right bro
@sridhar85536
@sridhar85536 3 ай бұрын
ପଇସା ରୋଜଗାର କରୁଥିବା ଲୋକ ,ଯିଏ ସଂସାର ଚଳାଉଛି ସିଏ ଜାଣିଛି, ଟେନ୍ସନ୍ କଣ, କହିବା ଲୋକର କିଛି ଫରକ୍ ପଡୁନି, ବୁଝାଇବା ଭାରି ସହଜ ,ଏସି ରେ ବସିଲେ ବୁଦ୍ଧି ଅଲଗା ପ୍ରକାର
@uuunika9995
@uuunika9995 3 ай бұрын
Mihir Dash thile ek krodhi lka ku change karideithante
@Deeptigouda715
@Deeptigouda715 3 ай бұрын
Right bro
@BisikesanPujari-rr2ug
@BisikesanPujari-rr2ug 3 ай бұрын
ଏ ପଣ୍ତିତ ବନ୍ଧୁକୁ ସଲାମ
@sisirBuda-id4dp
@sisirBuda-id4dp 3 ай бұрын
ଚନ୍ଦା ସ୍ତ୍ରୀ କୁ ବନ୍ଧା ପକାଇ ଋଣ ଆଣି ସୁଝି ନପାରି ବାଡ଼ଉଛି, ଚଣ୍ଡାଳ ପୁରୋହିତ ନୁହେଁ
@saradaswain7600
@saradaswain7600 3 ай бұрын
This priest doesn't have Gyan. Being a small boy I request him to read Bhagwat Gita this is not sufficient. Consume and digest Bhagwat Gita ❤❤❤❤
@prakashroutodisha9668
@prakashroutodisha9668 3 ай бұрын
Pura Pagala ta....
@myvideochannel158
@myvideochannel158 3 ай бұрын
ନନା ଙ୍କ ହୃଦୟ ସଫା ଖାଲି ଲୋନ୍ ହେଉଛି ବୋଲି ସେ ଟେନ୍ଶନ ହେଉଛନ୍ତି 😊
@tapanbarik779com4
@tapanbarik779com4 3 ай бұрын
ଯେଉଁ ମଣିଷ ଯେତେ କ୍ରୋଧୀ ହୋଇଥାଏ ତାର ଅନ୍ତର ସାଧା କାଗଜ ପରି ନିର୍ମଳ ହୋଇଥାଏ ସ୍ୱାମୀର ମନ ନେଇ କେଉଁ କାର୍ଯ୍ୟ କଲେ ଭଲ ହେବ କେଉଁ କାର୍ଯ୍ୟ କଲେ ଖରାପ ହେବ ତାହା ଭଲରେ ବୁଝାମଣା ରେ ସମାଧାନ ହୋଇଯିବ
@subhrajyoti7809
@subhrajyoti7809 3 ай бұрын
ପୁରୁଷ କମିଶନ ଦରକାର.. ଏଠି
@DebasmitaPadhan-dk6yt
@DebasmitaPadhan-dk6yt 2 ай бұрын
18.30 sec ra background re kn subhchi.... Bahut dara lagila... Plzz tk kie suniki kahibeki.
@Royal-subash8fp6ig6j
@Royal-subash8fp6ig6j 7 күн бұрын
ତା ......ବିଆ ପାଇଁ ଏକାଦଶୀ କରିଛି ପାଗଳ
@HimanshuRimaPraful3697
@HimanshuRimaPraful3697 3 ай бұрын
ରାକ୍ଷସ ପଣ୍ଡିତ
@kumarchandan3045
@kumarchandan3045 2 ай бұрын
Jane Kamo Kari Kari thaki asiba ghare pahanchile Patitundo sabu bele tahele jananka hajare mana kale b se chup ruheni tebe jana nka manasika sthiti kan haba ...........
@rajaramnahak3254
@rajaramnahak3254 3 ай бұрын
Sabu karanara mula houchi manisara krodha 😢 please sir krodha chadiya apanakna paribara bhalare rahiba, apana bhi bhala AU apanakna stri bi bahuta Bhala, Jay jaganatha
@dolagobindasahoo9267
@dolagobindasahoo9267 3 ай бұрын
ସ୍ତ୍ରୀ ସହଯୋଗୀ ହେଲେ,ପୁରୁଷ ସଫଳତାର ଶୀର୍ଷରେ ନିଶ୍ଚୟ ପହଁଚିବ । ଆଉ ସ୍ତ୍ରୀ ଯଦି ଅସହଯୋଗି ହେବ,ପୁରୁଷର କୌଣସି କାର୍ଯ୍ୟ ତାର ପସନ୍ଦ ନଥିବ,ମଧୁର କଥା ପରିବର୍ତ୍ତେ କଟୁ କଥା କହୁଥିବ,ଏପରି ହେଲେ ପୁରୁଷ ନିଶ୍ଚୟ ଚିଡଚିଡା ହୋଇଯିବ । ଥରେ ଚିନ୍ତା କରନ୍ତୁ,ପରିବାରକୁ ଭଲରେ ରଖିବା ପାଇଁ ପୁରୁଷ ଲୋକଟି କେତେ ପରିଶ୍ରମ କରୁଛି ।ସ୍ତ୍ରୀ ଯଦି କହିବ,ସିଏ ପରିଶ୍ରମ କରୁଚି ମୁଁ କଣ ଘରେ ଦୋଳିରେ ଝୁଲୁଛି ? ଏଭଳି ମନୋଭାବ ରଖିଥିବା ସ୍ତ୍ରୀ କେବେହେଲେ ତା ପରିବାରକୁ ସୁଖ ଶାନ୍ତିରେ ରହିବାକୁ ଦେବନାହିଁ । କଥାରେ ଅଛି " ପାଖରେ ଶୁଏ ଯେ କାନରେ କୁହେ ।ତାହାର କଥାକି ଅନ୍ୟଥା ହୁଏ "। ସ୍ତ୍ରୀ ନିଜର ଉତ୍ତମ ବ୍ୟବହାର ବଳରେ,ତା ସ୍ୱାମୀକୁ ଦଶ୍ୟୁ ରତ୍ନାକରରୁ ବାଲ୍ମୀକିରେ ପରିଣତ କରିଦେଇ ପାରେ ।ଆଉ ସ୍ଵେଚ୍ଛାଚାରିନି ହେଲେ କଥା ସରିଲା ।
@niranjankhanda1417
@niranjankhanda1417 3 ай бұрын
👌
@Odisha_ki_volgger
@Odisha_ki_volgger 3 ай бұрын
loka tara mana safa 👍🏻
@butusahu4792
@butusahu4792 3 ай бұрын
ଭାରତ ସରକାର ହିସାବ ରଖେ ସ୍ତ୍ରୀ କାହିଁକି ହିସାବରେ ଦେବନାହିଁ
@user-gd6tg8qj8k
@user-gd6tg8qj8k 3 ай бұрын
Bhagya kharab thile amit swami mele chhii janma jhio janam 😢
@jayjagannatha6857
@jayjagannatha6857 3 ай бұрын
Jhia mananka nature pati re pua nka nature hatare😂😂😂 pati kholiba mada khaiba😂😂😂
@user-gd6tg8qj8k
@user-gd6tg8qj8k 3 ай бұрын
@@jayjagannatha6857 oooho hau thank you 🤣
@santoshpraharaj1836
@santoshpraharaj1836 3 ай бұрын
Keshab babu nkar gote guna mote bahut bhal lagila-Dharm pain sabu kichhi chhadidebi....❤
@biratabadtya9521
@biratabadtya9521 3 ай бұрын
Ye Bramhan nuhen chandala
@acjeditz2658
@acjeditz2658 3 ай бұрын
ମଞ୍ଜି ର କଥା ହେଲା ଶବ୍ଦ ରେ ମଣିଷ ବଞ୍ଚେ ଆଉ ମରିବି ଯାଏ, ଏଥିରୁ ଏହା ଉପନୀତ ହେଲା ଯେ ତମେ ବଞ୍ଚ ନହେଲେ ମରିଯାଅ
@ashishkumarbiswal817
@ashishkumarbiswal817 Ай бұрын
ପାଗଳ ନନା
@Sahoo124
@Sahoo124 3 ай бұрын
Jay jagannath
@Natakdunia1235
@Natakdunia1235 2 ай бұрын
ଏମାନେ ବାଳ ସମାଧାନ କରୁଛନ୍ତି ଖାଲି ଲେଡ଼ିଜ କୁ ଉପରେ କରି ଦେଉଛନ୍ତି
@purusottamsahoo1098
@purusottamsahoo1098 Ай бұрын
Bahut vala hela gote paribar ku thik kariba pain
@jayjagannatha6857
@jayjagannatha6857 3 ай бұрын
Very simple matter pati chup hata bond otherwise continue 😂😂😂😂
@Jhili.-3biki.3-.
@Jhili.-3biki.3-. 3 ай бұрын
ଏଭଳି ଚଣ୍ଡାଳ ପୁରୋହିତ ହେବାର ଯୋଗ୍ୟ ନୁହେଁ.... ଆଉ ଏତେ କ୍ରୋଧୀ ଲୋକ ପାଖରେ ଏ ledy ରହିଲେ ଦିନେ ନିହାତି ମରିଯିବ ତାଙ୍କୁ ଦୟା କରି ଅଲଗା ରଖା ଯାଉ ଏ ଲୋକ ଭୀଷଣ ରାକ୍ଷସ ପ୍ରକୃତି ର...😢
@ilovemycountry.6240
@ilovemycountry.6240 3 ай бұрын
Se loka ku mu closely janichi. Lokata bahutu bhala loca.
@anirudhpanda8741
@anirudhpanda8741 Ай бұрын
Right lokati really re bhala. Ae lady tikiye bhi compromise kareni
@anirudhpanda8741
@anirudhpanda8741 Ай бұрын
Purusa loka kandilani mane bahut naram loka
@NabinKunarsethy
@NabinKunarsethy 3 ай бұрын
ପ୍ରବଳ ଟିଙ୍ଗା
@SuchitraKar-lb8wx
@SuchitraKar-lb8wx 3 ай бұрын
ରାଗୀ ଲୋକଟି
@sebatilatanayak7822
@sebatilatanayak7822 Ай бұрын
Right 👍👍👍
@sarbeswarswain1426
@sarbeswarswain1426 3 ай бұрын
ନନା ପୂରା ହିଟଲର
@Sima-fx3kf
@Sima-fx3kf Ай бұрын
Instagram reels କିଏ କିଏ ଆସିଛ
@bijaylaxmibiswal2581
@bijaylaxmibiswal2581 3 ай бұрын
Emiti Manisha kebe sudhuri bani .
@PriyadarsaniPatra-jl8yo
@PriyadarsaniPatra-jl8yo 3 ай бұрын
Psychiatrist consultation karantu plz
@kanhavlogs1852
@kanhavlogs1852 18 күн бұрын
Mu insta ru dekhiki asichi😅😅😅
@P.niranjanPatro
@P.niranjanPatro 15 күн бұрын
Siye pati na karile.kebe hata uthibani lokatira katharu pura jana paduchi
@sudarshanpadhy8392
@sudarshanpadhy8392 3 ай бұрын
8A vitaru 8A jaka controll kalae vala 1.Alluminium 2.Ayush 3 Amaerica 4.Admin Govt.5.Allopathy.6.Anganabadi(Allopathic ajent)7.Asakarmi(Allopathic familly wise ajent,)8.Ambulancd(108,102)--musa janta.
@Pati89649
@Pati89649 2 ай бұрын
କଥା ହେଲା ଆଉ କିଛି ନ କିଣନ୍ତୁ,ରାଗ କମିଯିବ
@swatirefrigerationodia.4421
@swatirefrigerationodia.4421 3 ай бұрын
Jou loka ete krodhi se loka 150 ghara jajaman kemiti sambhaluchhanti, sethi ta krodha bahariba katha na !!! Jie ete krodhi se ta gaon loka sahita chali paribani, gaon re chaluchhi kemiti !!! Jie ete krodhi se ghar sansar ete bata anila kemiti !!! Stree lokati bhari narama re kahidele kamala phutila bhali laguthiba, jie gharaku tanka anuchhi seta kemiti kharcha hela hisab magiba bhul, ea ki prakar bichar !!!
@P.niranjanPatro
@P.niranjanPatro 15 күн бұрын
Bhai apananka katha pura thik
@bijaylaxmibiswal2581
@bijaylaxmibiswal2581 3 ай бұрын
A bhalia Manisha manankara bhagya re bahut bahut dukha.. Thik mo Swami bhalia. Amanaku stree chadigale bujhiparibe.
@loveyouodisha6354
@loveyouodisha6354 3 ай бұрын
Camare Bala bhai ନନାଙ୍କ ଚାହାଣି ସମୟରେ ହିଁ ଫଟୋ ନେଉଛନ୍ତି 😊
@anjananayak747
@anjananayak747 3 ай бұрын
ବାଡେଇଲେ କଣ ପାଉଛ ?? ଅଶାନ୍ତି ସୃଷ୍ଟି ଛଡ଼ା ଆଉ କିଛି ନୁହେଁ।
@niranjankhanda1417
@niranjankhanda1417 3 ай бұрын
ଉପସ୍ଥାପନା ଟିକେ ଆଉ ଭଲ ହେଲେ..
@kalyanibhoiw2749
@kalyanibhoiw2749 19 күн бұрын
Emiti purahita dunia re milibeni sir cuadantuni😅
@nkumar2703
@nkumar2703 3 ай бұрын
ନିଜ ଇଜ୍ୟତ ନିଜ ହାତରେ
@RabindraByshai-se6vu
@RabindraByshai-se6vu 3 ай бұрын
😊
@Ratsita709
@Ratsita709 3 ай бұрын
ମୋ diara duplicate ea momthly income 10000 hele ghara 8 lakhs karaj kari ki କରିଦେଇଛି ଆଉ ଏବେ ନିଜେ ଖରା ରେ କାମ କରିବନି ମନା କରୁଛି ଆଉ ପ୍ରତି ମାସ ରେ ଆମକୁ ଧମକ ଦଉଛି ଯଦି ପଇସା ନ ଦେବ hani debi😢
@acjeditz2658
@acjeditz2658 3 ай бұрын
ତମ ଘର ଖର୍ଚ୍ଚ 8 lakh, income 10000 , Kain gapa kahucha
@Ratsita709
@Ratsita709 3 ай бұрын
@@acjeditz2658 ହେ Bhagwan kn ଲେଖିଚିଛି ଭଲ ସେ ପଢ଼ ଆଉ ପଢ଼ 🤣8 ଲକ୍ଷ୍ ଘର ଖର୍ଚ୍ଚ ନୁହେଁ ବହେ ଧରମ କରମ କରି semaan ଙ୍କ ଠୁ 8 lakh karaj ଆଣି ମାର୍ବଲ ଲଗା ଘର କରିଦେଇଛି ଏବେ ଲୋକ ପଇସା ମାଗିଲା ବେଳକୁ ଲୁଚୁଛି ଆଉ ଆମକୁ ପଇସା ଦିଅ ନହେଲେ ହାନି ଦେବୀ ବୋଲି କହୁଅଛି
@SubhakantaBiki
@SubhakantaBiki 2 ай бұрын
Kie kn kahibe kintu se loka ra hurdaya ta bahut safa ragi sina tk kintu loka ta vla bahut tension pain emiti hauchi au ta Katha b suna jau gharaku asile se wife jananka tk pati Kariba bar bar kahiba band karantu tanka khusi pain
@SRK14309
@SRK14309 2 ай бұрын
Kou mane insta reels dekhiki athiki asichha😁
@Royal-subash8fp6ig6j
@Royal-subash8fp6ig6j 7 күн бұрын
କିନ୍ତୁ ଏ ଚନ୍ଦା ର ଗୁଣ ଖରାପ ପକା ମା....ଆ ଟା
@sudarshanpadhy8392
@sudarshanpadhy8392 3 ай бұрын
1000 purusa kama ku nuha,Janae stri loka THILAE bas
@Cuttack_toka924
@Cuttack_toka924 3 ай бұрын
Mihir Sir aee episode re thile maja lagi thanta aee episode re
@Cuttack_toka924
@Cuttack_toka924 3 ай бұрын
Mihir sir aapana aee manaku misau thile But aeee khali incuary karuchi
@MonaButuLovelife
@MonaButuLovelife 29 күн бұрын
Mihir sir thile a Baba ra udhata bhangi deithante
@sudarshanpadhy8392
@sudarshanpadhy8392 3 ай бұрын
NARIRA pala vari. Kintu nari jama ojana nieani. Nari n airi but now dunia bairi.
@BiswabhusanNayak-ov5cn
@BiswabhusanNayak-ov5cn 3 ай бұрын
ଅବୁଝା ଲୋକ ଟା,, ନିଜର ଭୁଲ୍ ମାନୁନି
@sarbeswardas9828
@sarbeswardas9828 3 ай бұрын
Mam correct kahuchanti
@MunaBhaiKhatiVlog
@MunaBhaiKhatiVlog 3 ай бұрын
Sie baki kala sie sujiba , se Kan kahichi ki to bapa gharu aniki de, sabu mamilt re maikina Munda pureiba thik nuhe.
@susantabehera8205
@susantabehera8205 3 ай бұрын
ସେ ଚନ୍ଦା ଶଳାକୁ ଦୁଇ ଚାପୁଡ଼ା ଦିଅ
@kumarchandan3045
@kumarchandan3045 2 ай бұрын
Tu sola ta kiye be Chapuda marite
@mamatagarabadu3687
@mamatagarabadu3687 3 ай бұрын
10.45 was actually overhyped acting😅
@sudarshanpadhy8392
@sudarshanpadhy8392 3 ай бұрын
Nari ra anya Nana bisa khai. Nijae bisapie anyaku amrutara dhara jogaiparilae nari ra sarthakata
@simplyhumanicboy7590
@simplyhumanicboy7590 3 ай бұрын
Family counselling officer micha kahuchanti 1200 kg kouthu miliba kie daba ba 150 ghara loko
@debasishdas5698
@debasishdas5698 3 ай бұрын
Nana bahut bhalaloka upare krodhi kintu antara bahut nirmala.karana nana kebe kandi na thante
@graghab4073
@graghab4073 2 ай бұрын
Last ku thik kahile Madhura katha kuhantu Thats the root
@kalyanibhoiw2749
@kalyanibhoiw2749 19 күн бұрын
Sir purahite bhandauchanti 😅bhala ki dharantu
@gameshbehera8793
@gameshbehera8793 3 ай бұрын
Jagjibon sir don't forget them
@rajivmahakud9841
@rajivmahakud9841 3 ай бұрын
Kathare achhi chandu mundia beiman ahi chandu mundia no one beiman
@sudarshanpadhy8392
@sudarshanpadhy8392 3 ай бұрын
Stri 65%roga srustikari,/arogya kari madhya. 35%roga srustikari/complicate karali Allopathy.
@sudarshanpadhy8392
@sudarshanpadhy8392 3 ай бұрын
Stri manae vitiri kattu,purusa sajali kusiana.
@user-jd9ot4tk1b
@user-jd9ot4tk1b 3 ай бұрын
Apana mane narimananka saport besi neuchhanti
@MRODISHA7978
@MRODISHA7978 2 ай бұрын
Mu jaha bhabuchi finance pila ku ye bahut hairan karuthiba ye purahita babu
@TheOptometrist-db2co
@TheOptometrist-db2co 2 ай бұрын
Keshab purohita change heiparibe Jay Jagannath
@sisirkumarbehera6276
@sisirkumarbehera6276 3 ай бұрын
Laxmibanta ସ୍ତ୍ରୀ
@anirudha9353
@anirudha9353 3 ай бұрын
Stree samanare gute Swami kandiba ..vhulu magiba sei stree Pani nihati. Kharap ..sei dui janankar bujhamana bhilu achi......❤❤❤
@sudarshanpadhy8392
@sudarshanpadhy8392 3 ай бұрын
Mykina--madaa-medicine--money --manpower--mansa--maida should be refined.
@keshabagouda1904
@keshabagouda1904 3 ай бұрын
ଏ ସ୍ତ୍ରୀ ବହୁତ ଖରାପ
@user-pv6jj2sq9e
@user-pv6jj2sq9e 3 ай бұрын
ok
@user-fi8vr7fe7n
@user-fi8vr7fe7n 3 ай бұрын
PUROHIT BAHUT KRODHI AEI KRODHA DINE APANANKA PARIBAR KARAP HEI JIBA
@bapirinkyvlogs8894
@bapirinkyvlogs8894 3 ай бұрын
Aji kali jugareba bhraman mane thik karntu ki bhul se sabu dhram re gana..au ame kale papa😔
@SRIKANTANAYAK-vt5wn
@SRIKANTANAYAK-vt5wn 3 ай бұрын
Mihir sir thile mitha kuaucchanti.ebe emiti kamjor hei galani je otv samadhan hela parebi khusire muh mitha karunahanti..😂😂😂good job aau. kete Dina pare otv ku good bye kahi swagat karibe..
@user-rq2cg2eh5v
@user-rq2cg2eh5v 3 ай бұрын
Emiti lokanku bichhuati lagei deba katha
@sushantroutray8438
@sushantroutray8438 2 ай бұрын
Bhaina nka ra doso achhi j.....Machine cheleile sina jaha haba...
@mrutunjay609
@mrutunjay609 3 ай бұрын
😮
@sudarshanpadhy8392
@sudarshanpadhy8392 3 ай бұрын
Nari jala vaga ,laterea garam laterea thanda Purusa stala vaga SIGHRA garam ,SIGHRA thanda.
@sandeshacharya8475
@sandeshacharya8475 3 ай бұрын
Mu dekhuchi bht kichhi negative comments deucha bhala kichi kuha se dijana kemiti Bhala rahibe Tama bapa maa nka bhali au Mora pujya purohit and purohityani plz understanding rakha
@sudarshanpadhy8392
@sudarshanpadhy8392 3 ай бұрын
Naritiea kharap HELAE 7 janma PAEIN kharapa,purusatiea kharap HELAE 1 janma deffect.
@jenapapuna7986
@jenapapuna7986 3 ай бұрын
sir a khali brampur lonka pani asra alok
Jibana Do Chhakire Ashara Alok Ep 392   02 DEC 2023
45:00
Jibana Do Chhakire Ashara Alok Ep 405   02 MAR 2024
44:06
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 9 МЛН
НРАВИТСЯ ЭТОТ ФОРМАТ??
00:37
МЯТНАЯ ФАНТА
Рет қаралды 6 МЛН
Jibana Do Chhakire Ashara Alok Ep 410   06 APRIL 2024
45:16
Pranam Odisha: Ollywood Veteran Actor Mihir Das | NandighoshaTV
41:42
Nandighosha TV
Рет қаралды 155 М.
Music Director-Singer Abhijeet Majumdar in Lady Anchor Show
48:22
Jibana Do Chhakire Ashara Alok Ep 415   18 MAY 2024
41:42
Exclusive Interview With Aparajita Mohanty
27:29
Kanak News
Рет қаралды 932 М.