Jibana Do Chhakire Ashara Alok Ep 412 27 APRIL 2024

  Рет қаралды 318,074

OTV

OTV

Күн бұрын

Пікірлер: 289
@sanjaykumarmama3993
@sanjaykumarmama3993 5 ай бұрын
ଛୋଟ ମୁହଁରେ ବଡ଼ କଥା ଆଜ୍ଞା 🙏 full episode ଦେଖିଲା ପରେ ଗୋଟେ କଥାକୁ ମୁଁ ଲକ୍ଷ୍ୟ କଲି। Really great Hero ମିହିର ଦାସ sir 🙏😭 really miss you 😭। ମୁଁ ବହୁତ episode ଦେଖିଚି ଭାଙ୍ଗି ଯାଇଥିବା ସଂସାର ଆଶାର ଆଲୋକରେ ଯୋଡ଼ା ଯାଏ। କିନ୍ତୁ ଦୁଃଖର ବିଷୟ ଏମାନଙ୍କ ସଂସାର ଯୋଡ଼ି ହେଇ ପାରିଲା ନାହିଁ 😢 ପୁଣି ଅଧାରେ ନଈରେ ରହିଗଲା ତାଙ୍କ ସଂସାର। ଜୟ ଜଗନ୍ନାଥ ମହାପ୍ରଭୁ 🙏😭। Support from angul toka ❤
@brahmamajhi2834
@brahmamajhi2834 4 ай бұрын
ଆଶାର ଆଲୋକ ରେ ମହିଲା ଜର୍ଜ୍ ମାନେ ବେଶୀ ଝିଅ କୁ ସପୋର୍ଟ କରି କହୁଛନ୍ତି ଆଲୋଚନା ରେ ଝିଅ ର ଭୁଲ୍ କୁ ଦର୍ଶାଇ ନାହାନ୍ତି,ପୁଅ ଯଦି ବାହାରେ ୬ମାସ ରହି ମାସ କୁ ମାସ ପଇସା ପଠେଇ ଥିଲା ,୬ମାସ ପରେ ଘର କୁ ଆସିଲା ତା ଛୁଆ କୁ ତା ସ୍ତ୍ରୀ ଦେଖିବାକୁ ଦେଲାନାହି , ତା କୁ କେମିତି ଲାଗିବ, ଜର୍ଜ ମେଡାମ ମାନେ ତୁମ ଛୁଆ କୁ ୬ମାସ ନ ଦେଖିଲେ ତୁମକୁ କେମିତି ଲାଗିବ,
@chinmayadas6630
@chinmayadas6630 5 ай бұрын
Madam ଗୋଟେ ତରଫା କଥା କହୁଛନ୍ତି, ସଦାବେଳେ ପୁଅ ର ଭୁଲ ନୁହଁ ସବୁ, ସେ ଝିଅ ମା କଥା ରେ ପଡିକି ଏମିତି ହଉଛି, ଆଉ ସେ ଝିଅ ତା ଝିଅ ଜୀବନ ରେ ପସ୍ତେଇବ
@ସୁଧାଂଶୁମଲ୍ଲିକ୍
@ସୁଧାଂଶୁମଲ୍ଲିକ୍ 5 ай бұрын
ଏ ଶୋ କୁ ବ୍ୟୋମକେଶ ତ୍ରିପାଠୀ ସାର୍ ଙ୍କୁ ଜର୍ଜ,ନହେଲେ ହୋଷ୍ଟ କରିବାପାଇଁ ଆଣନ୍ତୁ ଏ ଭଳିଆ ଲୋକଙ୍କୁ ସାବାଡ କରିବାପାଇଁ
@_Jhumuri_
@_Jhumuri_ 5 ай бұрын
Right
@rajaraneeraneeraja
@rajaraneeraneeraja 5 ай бұрын
Tripathi sir write
@puspanjalinayak4037
@puspanjalinayak4037 5 ай бұрын
Right 👍
@ranjitparida6572
@ranjitparida6572 4 ай бұрын
💯💯💯💯💯 bhai
@somanathsonusahoo2205
@somanathsonusahoo2205 3 ай бұрын
Right bhai
@samalbabu
@samalbabu 4 ай бұрын
ମୁଁ ତ Instagram reel ରୁ ସିଦ୍ଧା KZbin ପୁରା video କୁ ଆସିଲି 😌🤣🤣
@beherapankaj216
@beherapankaj216 5 ай бұрын
ଝିଅର ମା ପୁରା ହାରାମି
@narayanbehera3355
@narayanbehera3355 5 ай бұрын
ଝିଅ ମାଆ ସବୁ କରୁଛି ,ଝିଅ ଜୀବନରେ ମାଆ ପଶିଲେ,ସେ ଝିଅ ୟେମିତି ଚଣ୍ଡୀ ରୂପ ଧରେ,
@sanjaykumarmama3993
@sanjaykumarmama3993 5 ай бұрын
ବେଶି ଦୋଷ କାହିଁକି ଗୋଟେ ପୁଅ ଖାଲି ଦିଆ ଯାଉଛି sir 🙏। ଏ ଭଉଣୀର କଥା ମଧ୍ଯ ଧରନ୍ତୁ, ସାରା ଓଡ଼ିଶା ଦେଖୁଥିବା video ତା ସ୍ବାମୀକୁ କେମିତି camera 📸 ସାମ୍ନାରେ ହାତ ଦେଖେଇ ତୁ କରୁଚି। Support from angul toka ❤
@dentodream7944
@dentodream7944 4 ай бұрын
Haan thik Kahile😌😌 Jhia bohot Characterless
@devkhuntia6623
@devkhuntia6623 5 ай бұрын
ଏ ଝିଅ କୁ କେବଳ ମାଡ଼ ଦରକାର୍ ଆଉ ଝିଅ ର ମାଆ କୁ ପୁରୁଷ ବନ୍ଧୁଙ୍କ ସହିତ ସେକ୍ସ ଦରକାର
@india99586
@india99586 4 ай бұрын
😊😊 ପୁରୁଷ ବନ୍ଧୁଙ୍କ nice
@Banshidhar.Swain199
@Banshidhar.Swain199 5 ай бұрын
ବେକାର ଜଜମେଣ୍ଟ କରୁଛ ଖାଲି ପୁଅର ଦୋଷ ଦଉଛ ସେ ବେକାର ଝିଅ ମଦୁଆ ଟା। ସଲିଆ ସାହି ସେ ବେପାର କରୁଛି ଆଉ ସେ କଣ ଯିବ।
@ApurbaBehera-j1f
@ApurbaBehera-j1f 4 ай бұрын
u dont give ur suggetion plz tama bhauni heithile emiti chhadideithanta se jhia se pua saha rahiparibani kou jhia pua ku badhya kareni drnks kariba pain se bepara karuchi kn tame jaithila ki ta pakhaku kichhi na janiki bekar comment daba chhada
@bharatsethi3366
@bharatsethi3366 2 ай бұрын
Right
@hindustaancreature3815
@hindustaancreature3815 5 ай бұрын
ୟେ ଝିଅ ଆଉ କଉ ଟୋକା ଠୁ ମଜା ନଉଛିି । ଟିକେ ଭଲ ରେ କାଉନସିଲ୍ କରିବାର ଥିଲା।
@manojmallick8161
@manojmallick8161 4 ай бұрын
ବା ଧନ୍ୟ ହେ ଅଧାଗଢା ପ୍ରଶ୍ନ ଉତ୍ତର କୁ
@BalaramjenaBalaramjena-
@BalaramjenaBalaramjena- 5 ай бұрын
ଭାଇ ରେ ସବୁ ନାରୀ ମାୟା
@sujatanayak7592
@sujatanayak7592 5 ай бұрын
Madam ଗୋଟେ ତରଫା କଥା କହିଲେ ପୁଅ ଖାଲି ଝିଅକୁ miss behave କରୁନି ଝିଅ v ପୁଅକୁ ବହୁତ miss behave କରୁଛି। toba toba 🤲🤲 avali pua jhia nku 🙄🙄
@dentodream7944
@dentodream7944 4 ай бұрын
Haan😌😌
@TONYSTARK69878
@TONYSTARK69878 2 ай бұрын
toba toba kn ki madam Muslim na kn tame
@r.jattitudedancecrew1676
@r.jattitudedancecrew1676 3 ай бұрын
ଏ ଝିଅ ର ବହୁତ ଭୁଲ ରହୁଛି କ୍ୟାମେରା ଆଗରେ କେମିତି କଥା ବାର୍ତା କରୁଛି ପୁଅ ର କିଛି ଭୁଲ ନାହିଁ
@sanatanpal7492
@sanatanpal7492 5 ай бұрын
First time in this show one side ! Mihir sir is greatest person , If he has present in show matter solve. Miss u Mihir sir 😭😭😭😭😭😭
@SmartRumor
@SmartRumor 3 ай бұрын
Gopabandhu sir sabu episode ruhantu boli Jia Jia chananti like kara
@gayatri5424
@gayatri5424 4 күн бұрын
Somesh sir nka talking style bht bhala laguchi... Se cross ques bht bhala karuchanti... Great hero❤️❤️. My fav ✨✨✨
@MalatiBag-o7u
@MalatiBag-o7u 5 ай бұрын
ପୁଅ ଠିକ୍ ଅଛି a ଝିଅ ଭଲ ନୁହ ସବୁ ଭୁଲ ଝିଅ ର ଅଛି
@Subarnabulu
@Subarnabulu 15 күн бұрын
ସବୁ ଶିକ୍ଷା ସଂସ୍କାର ର ଅଭାବ ରୁ ଏମିତି ହେଉଛି,କିଏ କାହାକୁ କେମିତି ବ୍ୟବହାର କରିବେ ଜାଣି ନାହାନ୍ତି, ସଂସାର କଣ ସ୍ବାମୀ ଶାଶୂ ଶଶୁର କଣ କିଛି ଜାଣି ପାରୁ ନାହାନ୍ତି।।।
@BasantiBasanti-g1t
@BasantiBasanti-g1t 10 күн бұрын
Oho pua mane kete jani paru chanti stree ku
@sarojsahoo7642
@sarojsahoo7642 Ай бұрын
Jhia ghar maa sabu natara manji
@krantipkarna7551
@krantipkarna7551 16 күн бұрын
ଅବସରପ୍ରାପ୍ତ ବିଚାରପତି ବୋଧେ ବିଅର୍ ପକୋଡା ଖାଇ ଆସିଛନ୍ତି , କିଛି ବୁଝି ପାରୁ ନାହାନ୍ତି 😢
@kamaljena139
@kamaljena139 14 күн бұрын
seta bala bichara pati sala jhiyara byabahara dekhunahanti
@chinmayadas6630
@chinmayadas6630 5 ай бұрын
ସେ ଝିଅ ର ସବୁ ଭୁଲ
@manojakumarpatro7741
@manojakumarpatro7741 Ай бұрын
ଆଜ୍ଞା ସମାଧାନ ଠିକ୍ ରେ କରନ୍ତୁ ଜଣକୁ support କରନ୍ତୁନୀ
@brahmamajhi2834
@brahmamajhi2834 4 ай бұрын
ଆଶାର ଆଲୋକ ନୁହେଁ ,ଏଇଟା ଭାଙ୍ଗିବାର ଆଲୋକ , ଏ ଜର୍ଜ Madam mane କିଛି ଟଙ୍କା ଝିଅ ଘର ପଟୁ ପାଇଛନ୍ତି,ଆଜି ପର୍ଯ୍ୟନ୍ତ ଆଶାର ଆଲୋକ ରେ ଏମିତି episode କେହି ଦେଖି ନାହାନ୍ତି, ସମସ୍ତ ଙ୍କ comments ଗୁଡ଼ିକ ଭଲ କି ପଢ଼,
@kunmunmallick-oi4jx
@kunmunmallick-oi4jx 11 күн бұрын
Jay jaganatha
@SOLVING-SOLUTION
@SOLVING-SOLUTION 2 ай бұрын
ବ୍ୟୋମକେଶ ତ୍ରୀପାଠୀ ଜିନ୍ଦାବାଦ
@harirout9427
@harirout9427 5 ай бұрын
ସବୁ ଭୁଲ୍ ଝିଅ ର ଆଉ ତା ମାଁ ର
@kunmunmallick-oi4jx
@kunmunmallick-oi4jx 11 күн бұрын
Nice episode
@SunilSahu-sq8su
@SunilSahu-sq8su 13 күн бұрын
Soumyasree sir has great men so analysis this word very nice 🙏🙏🙏🙏
@bapi2988
@bapi2988 5 ай бұрын
ଝିଅଟି କଥା ଖରାପ୍ କରୁଚି କିନ୍ତୁ ପୁଅକୁ ଦୋ ସ ଦେଉଛନ୍ତି କି କଥା
@RajibaDora-w2t
@RajibaDora-w2t 4 ай бұрын
Seyeta. Kaha. Ku dekhi jauni .Khali .aja ma na. Re. Jhiya jaha kale bi se thik .au pou sabu bele. Bhul😔
@bapi2988
@bapi2988 5 ай бұрын
A jhia ଯେମିତି ତା ମା ବି ସେମିତି
@swornapravasethi7667
@swornapravasethi7667 4 ай бұрын
Kia reels dekhiki asichi like kara😊😅
@shashikantaroul5619
@shashikantaroul5619 4 ай бұрын
ଆଶାର ଆଲୋକ କୁ please 🙏 kuna Tripathy sir କୁ ଆଣିବେ ସବୁ ସମାଧାନ ହୋଇଯିବ
@kunumajhi6027
@kunumajhi6027 5 ай бұрын
ଆମ ମାନୋଙ୍କର ଗୋଟିଏ କଥା ସାର୍ /ଭୁଲ୍ ନହେଲେ ଠିକ୍ ବାଟକୁ ଆସି ହୁଏନା ପୁଅର ବି କିଛି ଭୁଲ ଅଛି ଝିଅର ବି କିଛି ଭୁଲ ଅଛି ଜଣକୁ ଦୋଷ ଦେବା ନାହିଁ ସମୟ ହାତରେ ଡୋରୀ/ଝିଅ ବୁଝିପାରୁନାହିଁ ସମୟ ଆସିବ ନିଜେହିଁ କାନ୍ଦିବୁଲ ସେତେବେଳେ ଆଊ କିଛିବି ନଥିବ
@bharatkumarbehera3588
@bharatkumarbehera3588 4 ай бұрын
ANCHOR CHANGE କରନ୍ତୁ PLZ କୁନା ତ୍ରିପାଠୀ SIR BEST ହେବେ....
@LaxmipriyaRaul-j9v
@LaxmipriyaRaul-j9v 2 ай бұрын
Kuna tripathhi is best
@binodmalik4522
@binodmalik4522 2 ай бұрын
Jai mata ji
@ajaypanda331
@ajaypanda331 4 ай бұрын
Somash sir u r grate🙏 vhaut sundar apanka katha
@amarpradhan4705
@amarpradhan4705 5 ай бұрын
Aapana jadi o bi aasara aalokare thik judgment kariparunahanti ta bhul judgment karantu nahi.aka pakhya judgment 🙏🙏🙏
@sonasahoo6143
@sonasahoo6143 4 ай бұрын
Maa au jhia pakka ghudaghiee
@prasantasahu8864
@prasantasahu8864 16 күн бұрын
ଝଅଟିର 70%ଭୁଲ୍ ଅଛି ପୁଅର 30%ଭୁଲ୍ ଅଛି କିନ୍ତୁ ଝିଅର ସଟ ଟେମ୍ପର ଟିକେ ଅଛି
@swatirefrigerationodia.4421
@swatirefrigerationodia.4421 5 ай бұрын
Dear Otv team jadi apana mane esabu comment padhuthanti tebe ei program re write judgement diantu nachet ei program band karantu but ajatha one-sided judgement dei kahar life spoil karanyu nahin.
@bapi2988
@bapi2988 5 ай бұрын
ସମସ୍ତେ ଝିଅ sapot ଦେଉଛନ୍ତି ପାଇ ଚଣ୍ଡୀ ଝିଅ ଅଧିକ କଥା ଗପୁଚି
@himanshugochhayat464
@himanshugochhayat464 5 ай бұрын
Rina madam one side judgement
@SantiPalai-g5f
@SantiPalai-g5f Ай бұрын
Omshtiom
@TapanPatra-k9v
@TapanPatra-k9v 5 ай бұрын
ଝିଅ ର କଥା ବାର୍ତ୍ତା ଠିକ୍ ନାହିଁ ,ଝିଅର 75 ପର୍ସେଣ୍ଟ ଭୁଲ,ଖାଲି ପୁଅକୁ ଭୁଲ କହିଲେ ହେବନି ଝିଅର ବି ଭୁଲ କୁ ଦେଖିବା କୁ ପଡ଼ିବ,,ଆଲୋ ଝିଅ time ଆସିବ ପରେ ଭାବି ବୁ😢😢😢😢😢
@bijaybehera523
@bijaybehera523 2 ай бұрын
Jhia. Maa. Dosa
@DeepakKumar-bv1bd
@DeepakKumar-bv1bd 3 ай бұрын
Otv ର ସବୁ ସଦସ୍ୟ ଙ୍କୁ ଅନୁରୋଧ ପ୍ରଥମେ ଜଜ change କରାନ୍ତୁ ନ ହେଲେ episode କରନ୍ତୁ ନାହିଁ 🙏🙏
@DamodarKhilla
@DamodarKhilla 4 ай бұрын
ଏହି ମା "ଝିଅ ଦୁହେଁ ପକ୍କା ଅଛନ୍ତି
@manoranjanbehera8672
@manoranjanbehera8672 5 ай бұрын
1st comment.miss u mihir das sir🎉
@sagarabalapattnayak
@sagarabalapattnayak 5 ай бұрын
ରାଇଟ୍ କଥା madam ଗୋଟେ ଝିଅ କୁ ସବୁ ଦୋଷ ଦିଆଯାଏ ନିର୍ଯାତନା ଦେବେ ପୁଣି ଭୁଲ୍ କହିବେ ଯଦି ସ୍ବାମୀ ଠିକ୍ ନୁହେଁ ସେଠୀ କେହି ସପୋର୍ଟ କରିବେନି ତା ଠାରୁ ଦୁରେଇ ରୁହନ୍ତୁ
@psamal7415
@psamal7415 5 ай бұрын
Pura thik katha
@bipashamohapatra6891
@bipashamohapatra6891 4 ай бұрын
That gote second was personal 😊
@badalkumarpapu2671
@badalkumarpapu2671 5 ай бұрын
Best clip 27:09 (ବେହିଆ କୌ ଠି କାର) 😂 ସାବାସ୍ sis 🧡
@niharikasethi128
@niharikasethi128 5 ай бұрын
Pura 1tarafa Naya
@SusantaBehera-gy7mr
@SusantaBehera-gy7mr 4 ай бұрын
ଛୋଟ ମୁହ ରେ ବଡ଼ କଥା ଏ ନାୟ ଠିକ୍ ହେଉ ନାଇ ଝିଅ ତରଫା କାର୍ଯ୍ୟ ଅଧିକ କୁହା ଯାଉଛି ଫାଷ୍ଟ ପ୍ରୋଫ ଦେଖନ୍ତୁ ତା ପରେ ବିଚାର କରନ୍ତୁ...... ଧନ୍ୟବାଦ୍ .... ଜୟ ଜଗନ୍ନାଥ
@pabitrabarala104
@pabitrabarala104 4 ай бұрын
ସେ ଝିଅର କଣ କିଛି ଭୁଲ ନାହିଁ. ଆଶାର ଆଲୋକ ସବୁବେଳେ ଝିଅ Support ରେ କୁହେ
@Malati-Pintu
@Malati-Pintu 4 ай бұрын
ସବୁ ପରେ ବି ପୁଅର ଭୁଲ ପ୍ରମାଣ କରିଦେବେ ଏମାନେ 😔
@chitrasentaraichitrasen300
@chitrasentaraichitrasen300 Ай бұрын
Amiti jhia kouthi bi santire rahi paribani
@ramachandramishra8671
@ramachandramishra8671 3 ай бұрын
Shabu bholu Jhia ra
@prasantbiswal4614
@prasantbiswal4614 5 ай бұрын
Somesh is always right 👍👍👍👍
@PkSahoo-nk8zb
@PkSahoo-nk8zb 5 ай бұрын
Kete thara episode ku upload karibe ..otv
@user-hv3tn9tm1t
@user-hv3tn9tm1t 11 күн бұрын
ମାଆ ଝିଅ ମାଳିସାହି ରେ ବେପାର କର
@deepakmeher1572
@deepakmeher1572 3 ай бұрын
ନା ରେମା ତୁବୁଝିଯା ନହେଲେ ପରେ ପସ୍ତେଇବୁ ଯେତେବେଳେ ତୋ ପୁଅ ତତେ ପଚାରିବ ମୋବାପା କିଏ ତୁକିଉତର ଦେବୁ ତା ଶାଘ ମାନେ ତାକୁ ପଚାରିଲେ ତମ ବାପା କିଏ ସେକି ଉତ୍ତର ଦେବ ତୁ ମାନିଯା ଝିଅ ପରେ ବହୁତ୍ ପ୍ସ୍ତେଇବୁ ମନିଯାମା ମୋରଝିଅ ନାହିଁ ତେଣୁ ମୁଁ ଅନୁରୋଧ କରୁଛି
@saktiprasadmohapatra1954
@saktiprasadmohapatra1954 2 ай бұрын
Mg ଝିଅ ଯଦି ବିନା ପ୍ରମାଣ ରେ ମିଛ କଥା କହିବ ସେ କଥା ସତ ପ୍ରମାଣ କରିବ ପୁଅ ଯଦି ପ୍ରମାଣ ରଖିବ ଭୁଲ ,😮
@bebybadal1904
@bebybadal1904 2 ай бұрын
ସେ ଛୁଆ ଟା ବି ଆଉ କାହାର ହୋଇଥିବ
@deepakmeher1572
@deepakmeher1572 3 ай бұрын
ପୁଅ ଯଦି ଯୌତୁକ ଡିମାଣ୍ଡ କରୁଛି ତାହେଲେ ପୁଅକୁ ଜେଲ ଦଣ୍ଡ ଦିଆଯାଉ ଝିଅ ରମା ଚାଲୁ ଜଣା ପଡ଼ୁଛି
@Odiarasifalaandnews
@Odiarasifalaandnews 5 ай бұрын
ଧନ୍ୟ କହିବ ଝିଅ ର ମା କୁ ଆଉ ଧନ୍ୟ କହିବ ଏ ଝିଅ କୁ l ମୁଁ ହେଲେ.... ଛି କରି ଦିଅନ୍ତି.... ଆଉ ଏ ଆଲୋଚନା କରନ୍ତି ନାହିଁ l
@TarunBiswal-ok2eu
@TarunBiswal-ok2eu Ай бұрын
Jhiakharap,madadarakar Dhandabali
@Villagegame-e7d
@Villagegame-e7d 5 ай бұрын
One side 😮😮😮
@KanhuKanhu-e1p
@KanhuKanhu-e1p Ай бұрын
Tame dauno mem ete ktha hauchho
@bebybadal1904
@bebybadal1904 2 ай бұрын
ଏ ଝିଅ ଟା ବେକାର ଝିଅଟା ଭୁବନେଶ୍ୱର ମାଳସାହିର ବୋଧେ
@Aairakumbhar
@Aairakumbhar 4 ай бұрын
Bhai se jou madam 2 ta achhanti taku bahara karantu
@LaxmipriyaRaul-j9v
@LaxmipriyaRaul-j9v 2 ай бұрын
Se madam kathabarta thik nahi taku sejagare basiba thik nahi
@susanttripathy7086
@susanttripathy7086 Ай бұрын
ଝିଅ ପକ୍କା ହାରାମି ଆଛି
@shankarsanbehera1004
@shankarsanbehera1004 4 ай бұрын
Jhia pura kharap laguchi aau e stree loka mane tahara support karuchanti , , se pua taku chadi daba darkar , ethire bomkesh tripathy sir nku anile bhala huanta 🙏🙏🙏
@soumayabhatta1421
@soumayabhatta1421 5 ай бұрын
Gote second
@rajakumarsethi-k3z
@rajakumarsethi-k3z 4 ай бұрын
Mihir sir best ❤❤❤❤
@rajendragouda5784
@rajendragouda5784 4 ай бұрын
ଏଠି 🙏 √ ମିହିର ସାରଭ ଙ୍କ ଉପସ୍ଥିତ ଦକାର ଥିଲା କିନ୍ତୁ 😂😂 ବଷୟ ଆମ ପରି ପାପି ମାନଙ୍କ ଗହଳରେ ସେହି ପରି ମହାନ୍ ମଣିଷ ରହି ପାରିଲେ ନାହିଁ😂😂😂😂😂 ମୁଁ କହିବି ଏଠି ଝିଅ ବି ବହୁତ କିଛି ଭୁଲ୍ ରହିଛି
@arunkumarnaik5105
@arunkumarnaik5105 4 ай бұрын
Tome sabu balo joudge
@sushantapradhan5233
@sushantapradhan5233 2 ай бұрын
ମେଡମ ତମେ ବେସି କହୁଛ ସେ ଝିଅର ଅନ୍ୟ କାହା ସହିତ ସଂପର୍କ ଅଛି
@gurunathkumar6944
@gurunathkumar6944 5 ай бұрын
Bhai sabu jhara vhalu
@prasantakumarbehera5967
@prasantakumarbehera5967 16 күн бұрын
Bala show
@tofannayak8144
@tofannayak8144 2 ай бұрын
ବୁଢା ବୋଧେ ଲଣ୍ଡନ ରୁ ଆସିଛି
@SumitraDehuri-cp8bl
@SumitraDehuri-cp8bl 3 ай бұрын
A jio bhari dust Chandi
@subodhpatra5867
@subodhpatra5867 2 ай бұрын
Jhia ku support karuchha..
@manojmvlog92
@manojmvlog92 4 ай бұрын
ଶୁଭ କାମରେ କଳା ସାଢି ଲାଗେନାହିଁ
@PradhanBapi-r7o
@PradhanBapi-r7o 3 ай бұрын
ମୋ ବାଳ ସିରିଏଲ 👋🏿👋🏿👊🏿👊🏿👊🏿 ଚଲେବେ ସଲା 😆😆😆😁😁😁😄😄🙃😁😄
@prasantasahu8864
@prasantasahu8864 16 күн бұрын
ଝିଅ ର ମାଆ ର ଭୂମିକା ଆଧିକ ଅଛି
@a.t5288
@a.t5288 5 ай бұрын
Bapa kahile sahiba na jhia kahile sahiba
@sukadevbehera9519
@sukadevbehera9519 5 ай бұрын
A. Jhia. ra. Bevhar. Thik. Rahuni
@SANJUKTARANISABAR
@SANJUKTARANISABAR 4 ай бұрын
ସାର୍ ମୁଁ ପରିବାର ଲୋକେ ମତେ ବହୁତ୍ କଷ୍ଟ ଦେଉଛନ୍ତି ମୁଁ କଣ କରିବି ମୁଁ ଜାଣିପାରୁନି
@funn405
@funn405 3 ай бұрын
ଝିଅ ର ମା ହିଁ ହାରାମି
@kamalakantajena8733
@kamalakantajena8733 5 ай бұрын
Pua jhia mesijibe no doubt But...2 sahanku aga mesaebaku padiba
@SusantaNayak-z9g
@SusantaNayak-z9g Ай бұрын
Bahut loka kahuchhanti puataku dosa deuchhanti but bhae mane janantu maa jhia ra bbsr salia sahi tenu kari ainjibi sir nku chhhadele a medam au aa pakhare basithiba sir salia saport
@tofannayak8144
@tofannayak8144 2 ай бұрын
ଭୁବନେଶ୍ୱର ରେ ମାଳି ସାହି ଅଛି ତ ସିଏ ଚଳି ଯିବ
@gameshbehera8793
@gameshbehera8793 5 ай бұрын
Somesh babu bhollo
@a.t5288
@a.t5288 5 ай бұрын
Jojo manasika kasta bada na Sarika kasta bada
@makaradhwajapaleyi2755
@makaradhwajapaleyi2755 5 ай бұрын
Jhia au jane nka saha soibara subidha paigalani
@rajeswarimanik4139
@rajeswarimanik4139 5 ай бұрын
Mahila adviser mam jhiara behavior dekhu nahanti
@KanhuKanhu-e1p
@KanhuKanhu-e1p Ай бұрын
Odisha ro sabu case sold koredio mem asarao aloko re
@PrashantaSwain-r3i
@PrashantaSwain-r3i 4 күн бұрын
Sampurna bhula bichar
Jibana Do Chhakire Ashara Alok Ep 405   02 MAR 2024
44:06
Smart Sigma Kid #funny #sigma
00:14
CRAZY GREAPA
Рет қаралды 11 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
Seja Gentil com os Pequenos Animais 😿
00:20
Los Wagners
Рет қаралды 26 МЛН
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 81 МЛН
Durgastami ra special vlog😜
4:38
Urmi’s mini vlog😜
Рет қаралды 31
#anchoring  || Best Shayari || Guddy & Siba || Tumara Ta Peli Helani @jatrasuravimelody
20:45
Jatra Suravi (ଯାତ୍ରା ସୁରଭି) Melody
Рет қаралды 2,3 М.
Jibana Do Chhakire Ashara Alok Ep 376   05 AUG 2023
44:59
Smart Sigma Kid #funny #sigma
00:14
CRAZY GREAPA
Рет қаралды 11 МЛН