Jibana Do Chhakire Ashara Alok Ep 422 27 JULY 2024

  Рет қаралды 473,551

OTV

OTV

Күн бұрын

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
Jibana Do Chhakire Ashara Alok Ep 422#OdishaTV #OTV

Пікірлер: 839
@dhaneswarojha5611
@dhaneswarojha5611 2 ай бұрын
ତୁମ ସ୍ତ୍ରୀ ଜଣେ ସାହାସୀ ମହିଳା ଭୟ କାହାକୁ କରୁଛ ତୁମ ପାଇଁ ଶେ ମା ଦୁର୍ଗା ହୋଇପାରିବେ ଏକାଠି ରୁହ ଭଲରେ ରହିବ God bless you
@Chasibhaivlogs
@Chasibhaivlogs 2 ай бұрын
ଆଶାର ଆଲୋକ କୁ ଧନ୍ୟବାଦ, ଅସଜଡା ସଂସାର କୁ ଯୋଡୁ ଥାଉ , ଏମିତ ସବୁଦିନ ଚାଲୁ ଥାଉ । ଜୟ ଶ୍ରୀ ଜଗନ୍ନାଥ
@arunkumarprusty1968
@arunkumarprusty1968 2 ай бұрын
ଜଣେ ସରକାରୀ କର୍ମଚାରୀ ଆଇନ ଅନଭିଜ୍ଞ ହୋଇଥିବାରୁ, ଭବିଷ୍ୟତରେ ମିଥ୍ୟା ମୋକଦ୍ଦମାରେ ପଡ଼ି ଅଯଥା ହଇରାଣ ଓ ଖର୍ଚ୍ଚାନ୍ତ ହେବା ଏବଂ ଚାକିରୀରୁ ବହିଷ୍କୃତ ହେବା ଭୟରେ ସେ ନିରାଶ ହେଉଛନ୍ତି।ବରଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏ ପରିବାରକୁ ନିରାପତ୍ତା ଯୋଗାଇ ଦେବା ସହ ଆଇନ ସହାୟତା ଦେଇ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଏବଂ ସମ୍ପତ୍ତି ହଡ଼ପ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଆବଶ୍ୟକ ଅଛି।
@SANDHYARANIBEHERA-eu1od
@SANDHYARANIBEHERA-eu1od 2 ай бұрын
Right sir
@girijakumarmishra231
@girijakumarmishra231 2 ай бұрын
Ta Bhai ମାଡ଼ ଦରକାର
@DillipDas-p2o
@DillipDas-p2o 2 ай бұрын
Apana kicchhi jani nahanti..
@bijayalaxmisahoo7609
@bijayalaxmisahoo7609 2 ай бұрын
@@DillipDas-p2o ଯଦି କେହି କିଛି ସତ ଜାଣି ନାହାନ୍ତି , ତୁ ଏତେ ସତ କଥା ଜାଣିଛୁ , ତେବେ ସିଦ୍ଧା ଓଟିଭି କ୍ୟାମେରାରେ ଅସିକି କହିଲୁନୀ , ନ କହିଚୁ ଯଦି ଏବେ କହ , 🤔 ଆମେ ଯୋଉଟା ନିଜ ଆଖିରେ ଦେଖିଲୁ କି ଶୁଣିଲୁ ସେଇଟା କହୁଚୁ , ଆଉ ତୁ ବି ଏତେ କାଇଁ ତା ଯା କୁ ସପୋଟ୍ କରୁଚୁ ନିହାତି କିଛି କାଳା ଅଛି ଆଉ 🤔🤔🤔🤔
@DillipDas-p2o
@DillipDas-p2o 2 ай бұрын
Mu se local mu sabu janichhi
@ashoksamal2840
@ashoksamal2840 2 ай бұрын
ନ୍ୟାୟ ର ଠାକୁର ସନି 🙏🏽 ସେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବେ । ଧର୍ଯ୍ୟ ର ସହ ପରିସ୍ଥିତି କୁ ସାମ୍ନା କରୁ ଥିବାରୁ ଦି ଜଣକୁ ଧନ୍ୟବାଦ୍ । ସବୁ ସମସ୍ୟାର ସମାଧାନ ହେଇଯାଉ 🙏🏽 ଏତିକି ପ୍ରାର୍ଥନା
@KunalDas-hx3vo
@KunalDas-hx3vo 2 ай бұрын
ଓଁ ଶନିଦେବ 🙏🙏🙏🙏🙏
@DillipDas-p2o
@DillipDas-p2o Ай бұрын
Sani dev full active dont worry..result dei sarileni..au alpa baki achhi
@SimaMishra24
@SimaMishra24 Ай бұрын
​@@DillipDas-p2oWait kar ସମୟ କୁ ଶନି ବାବା ଯିଏ ସତ୍ୟ ପଥ ରେ ଯାଇଥିବ ନା ଶନି ଦେବ କର୍ମ ର ଅଧିକାରୀ ତାକୁ ଉଚିତ ଶାସ୍ତି ଦିଅନ୍ତୁ ବହୁତ୍ ଜଲଦି 🙏🙏
@Viyan-j8e
@Viyan-j8e Ай бұрын
​@@DillipDas-p2ota mane bada toka ku first ru deisarileni marriage kete year helani hele aji jaye .. Chhade kn kahibi janichu ta au
@sdash6242
@sdash6242 2 ай бұрын
Constable Gouri Sankar Barik working in Korai police station needs to be investigated if he has filed false cases against his brother. If he is found to be abusing his power, he should be removed from hs job.
@bijayalaxmisahoo7609
@bijayalaxmisahoo7609 2 ай бұрын
ଆଉ ବଡ଼ ଯା ମାନେ ଏମିତି ହିଁ ହୋଇଥାନ୍ତି , ଦିଅର ମାନକୁ ଫସେଇବେ ଆଉ , ସାନ ଯା କୁ ନିଜ ପାଦ ତଳେ ରଖିବେ , ସମସ୍ତଙ୍କୁ ହାତ ମୁଠାରେ ରଖିବାକୁ ଆସିଛି , , କେବେ ଶାନ୍ତି ରେ ରହିବେନି ସେମାନେ
@snigdhasamantaray5389
@snigdhasamantaray5389 2 ай бұрын
Thik kahicha
@JitendrakumarMalik-x9l
@JitendrakumarMalik-x9l 2 ай бұрын
ତୁ ଶଳା ବାଳ ଟା ଜାଣିଛୁ ତୁ ତୋ ଭାଉଜ ଙ୍କୁ ଯାହା କରୁଛୁ ଭାବୁଛୁ ସମସ୍ତେ ସେଇଭଳି
@SimaMishra24
@SimaMishra24 Ай бұрын
​@@JitendrakumarMalik-x9lତୁ ତ ସବୁ ଜାଣିଛୁ ସେଥିପାଇଁ ଝିଅ ବୋହୂ ଦେଖିଲେ ତୋର ---- ହଉଛି ଆବେ ତୁ ଅଣ୍ଡିରା ନ ମାଇଚିଆ
@lopamudrajena6993
@lopamudrajena6993 Ай бұрын
Abe saana jaa mane upare chadhuchanty bada jaa nku pada re chakati dauchanty
@lopamudrajena6993
@lopamudrajena6993 Ай бұрын
Ate sunder misses ae mahapurusha nku mili nathanata good luck milijaichi 😂
@Untalented143Bgr
@Untalented143Bgr Ай бұрын
ଭାଇ ଘର କଥା ଯେତେବେଳେ ବାହାରକୁ ଆସେ ଆଉ ସେ ଘର କଥା ନୁହଁ ସବୁଠାରୁ ଭଲ କଥା ହେଲା ଯିଏ ଦୁଃଖ ଦଉଚି ତା ଠାରୁ ଦୂରେଇଯାଅ ହେଲା ❤️🙏❤️
@rajulenka2256
@rajulenka2256 Ай бұрын
⁰0😅😅😅😂
@rajulenka2256
@rajulenka2256 Ай бұрын
y😅 yesspsm
@sukantakar9173
@sukantakar9173 Ай бұрын
Jay Jagannath, khub sundor.
@sagarcreation0101
@sagarcreation0101 Ай бұрын
ଟ୍ରେନ ଡାଇବର ଆଙ୍କଦୁଖ ତୁରନ୍ତ ବିଚାର କର ଜଗନ୍ନାଥ ମହାପ୍ରଭୁ ଙ୍କ ରାଣ ଆପଣମାନଙ୍କୁ ରହିଲା
@niranjanbehura5258
@niranjanbehura5258 2 ай бұрын
ସେ ପୋଲିସ କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରାଯାଉ ଏଥିପ୍ରତି ପୋଲିସ ପ୍ରଶାସନ ସଜାଗ ହବାଦର୍କାର
@Viyan-j8e
@Viyan-j8e 2 ай бұрын
​@@sradheykumar884angya tame kn janichha kahila??
@AnantaKumar-r7d
@AnantaKumar-r7d 2 ай бұрын
ଓଟିଭି କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ଭଙ୍ଗା ପରିବାରକୁ ମିଶାଇ ଥିବାରୁ
@PradhanDinesh-c7g
@PradhanDinesh-c7g 6 күн бұрын
Are you great sir
@Ojhabhai24
@Ojhabhai24 2 ай бұрын
OTV reporter ଏଇ ପିଲାର ଘରକୁ ଯାଇକି ତାଙ୍କ ବାପା ଏବଂ ଭାଇ ମାନଙ୍କୁ ଏଇ ବିଷୟରେ ପ୍ରଶ୍ନ କରିବା ଦରକାର୍ ଏବଂ ତାକୁ ଭୟ ଦେଖେଇବା ଦରକାର୍ ଯେ ଏବେ ସରକାର ପରିବର୍ତ୍ତନ ହେଇଚି ଯଦି ଆଇନ କୁ ହାତକୁ ନେବା ପାଇଁ ଚେଷ୍ଟା କର ତୁମକୁ କେହି ବଞ୍ଚେଇ ପାରିବେ ନାହିଁ । ଏ ଭାଇ ଟିକିଏ ଡରୁଛନ୍ତି ସେଥିଲାଗି ତାଙ୍କ ଭାଇ ସାମାନ୍ୟ ଗୋଟେ କନେଷ୍ଟବଳ ହେଇ ମଧ୍ୟ ଆକୁ ଡରାଉଛନ୍ତି
@sobhakarbiswal5964
@sobhakarbiswal5964 2 ай бұрын
God bless u Happy family ,,
@malisethi5688
@malisethi5688 2 ай бұрын
Very nice couple. ଜଗନ୍ନାଥ ଙ୍କ ପାଖରେ ଆମେ ବି ପ୍ରାର୍ଥନା କରୁଚୁ ତମ ଦୁଇ ଜଣଙ୍କ ଜୀବନରେ ସୁଖ ଭରୀ ଦିଅନ୍ତୁ! ଏ ପାରିବାରିକ ଲଢେଇରେ ଆପଣଙ୍କ ର ନିଶ୍ଚୟ ଜୟ ହବ, ଭଗବାନ ଅଛନ୍ତି, ସେ ଅତ୍ୟାଚାରୀ ମାନଙ୍କୁ ନିଶ୍ଚୟ ବିନାଶ କରିବେ ! ସାହସ ର ସହ ନିଜ ସ୍ତ୍ରୀ, ଛୁଆ ଙ୍କୁ ନେଇ ଏକାଠି ରୁହନ୍ତୁ ଭାଇ 🙏🙏.
@ashokkumarpradhan1674
@ashokkumarpradhan1674 2 ай бұрын
Welcome sar Jay jagannath 🙏🙏🙏 good decision
@kanhascreation49
@kanhascreation49 2 ай бұрын
God bless you with all happiness
@SunatiSingh-gq3lf
@SunatiSingh-gq3lf Ай бұрын
God bless you both 🙏🙏
@santoshsahoo7580
@santoshsahoo7580 2 ай бұрын
Thank you and good morning all the team member.
@SambaruBehera-z3j
@SambaruBehera-z3j Ай бұрын
ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
@balakumar9914
@balakumar9914 2 ай бұрын
Thank you OTV
@kumarjagandas3546
@kumarjagandas3546 2 ай бұрын
Bhutu Sunder katha ❤❤
@bijayalaxmisahoo7609
@bijayalaxmisahoo7609 2 ай бұрын
ଏତେ ଦିନ ପରେ ଗୋଟେ ଭଲ ସ୍ବାମୀ ସ୍ତ୍ରୀ ମିଳିଲେ , ପିଲା ଟି ବହୁତ୍ ନିରୀହ ଦେଖିଲେ ଦୁଃଖ ଲାଗୁଚି , ଯିଏ ବି ଏମିତି କହୁଛନ୍ତି ତାଙ୍କର କେବେ ଭଲ ହବନି ,😢
@PapuniMaharana-w3k
@PapuniMaharana-w3k 2 ай бұрын
ଯେତେ ଧନ ସେତେ ଲୋଭ ଲୋଭ ରୁ ମୁକ୍ତି ଅତି ଲୋଭ ଭଲ ନୁହେଁ ସେ ବି ଗୋଟେ ପୁଅ ବୋହୁ ତାଙ୍କର ବି ଅଧିକାର ଅଛି
@DillipDas-p2o
@DillipDas-p2o Ай бұрын
Au bapa ra kn pua upare adhikar nahi..pua bapa nku gaon loko samna re mariba..se b gote bapa pua janma karithila kn mada khaiba pain..
@SimaMishra24
@SimaMishra24 Ай бұрын
​@@DillipDas-p2oAre mg tu dekhithilu jadi asiki atkeiluni mu jetiki janichi Sethi loka Total jhagada ra Video rakhichanti kie kahaku marichi kie kahaku Attack karichi
@SimaMishra24
@SimaMishra24 Ай бұрын
​@@DillipDas-p2oSe Bapa Maa kouvali 3ta pua nku saman adhikar deba katha ? ତା ବାପା ମଦ ପିଇ କରଜ୍ ରେ ବୁଡ଼ିଥିଲେ ସେ ଟଙ୍କା ଏଇ ପୁଅ ସୁଝିଚି ଆଉ ବଡ଼ ପୁଅ ତ ବହୁତ୍ ମିଛ କହୁଚି ବଡ଼ ପୁଅ ବୋହୁ ସବୁ ଟଙ୍କା ଆଉ ସଂପତ୍ତି ଖାଇବାକୁ ଚାହୁଚି ଆଉ ବଡ଼ ପୁଅ ତା ଶଶୁର ମରିଯାଇଛନ୍ତି ଶାଳୀ ଶଲା ଆଉ ଶାଶୁ ଙ୍କୁ ସବୁ ଟଙ୍କା ଦଉଚି ବାପା ଙ୍କ ର pension ସବୁ ଦଉଚି
@Viyan-j8e
@Viyan-j8e Ай бұрын
​@@DillipDas-p2opelei pua Tu sabu janichu jadi ae katha ta janithibu ta ta bada pua ra chua houni boli...hinjida toka ku besya maikina 🖕
@deepakkumarpradhan8677
@deepakkumarpradhan8677 2 ай бұрын
Ati sundar jodi ❤
@sagarcreation0101
@sagarcreation0101 Ай бұрын
ମୁଁ ସାଗର ମହାରଣା ଏତିକି ପ୍ରାର୍ଥନା କରୁଛି ତାଙ୍କ ବଡ଼ ଭାଇ ଏବଂ ଭାଉଜ ଙ୍କୁ ଆରେଷ୍ଟ କରାଯାଉ ଇଏପୁଣୀ ଗମେଟେ ଚାକିରୀଆ
@damayantimahanta157
@damayantimahanta157 2 ай бұрын
Good bless you
@bijayalaxmisahoo7609
@bijayalaxmisahoo7609 2 ай бұрын
ବହୁତ୍ ଭଲ କଲ ତମେ ଏଠିକି ଅସିକି , ସବୁ ପୋଲ ଖୋଲି ଦେଲେ ତାଙ୍କର , , ଭଲ ହେଇଛି ମରୀବେ ସେମାନେ
@-sharatmahakud
@-sharatmahakud 2 ай бұрын
ପିଲା ର ଭାଇ ଆମେ ମଦ୍ୟ ଭାଇଙ୍କୁ ଅନୁରୋଧ କରୁଛୁ କାହା ପରିବାର ନଷ୍ଟ କରନ୍ତୁ ନାହିଁ ଧନ ପାଇଁ କେହି ଶାନ୍ତିରେ ରହିବେ ନାହିଁ ଅନ୍ୟ କୁ ଶାନ୍ତି କଲେ ନିଜେ ଶାନ୍ତି ପାଇବେ ପୋଲିସ ଭାଇଙ୍କୁ ଅନୁରୋଧ କରୁଛୁ କାହା ଜୀବନ ସହିତ ଖେଳୁଛନ୍ତୁ ନାହିଁ
@DillipDas-p2o
@DillipDas-p2o Ай бұрын
Sabu kichhi na jani..comments deba ta thik nuhe
@SimaMishra24
@SimaMishra24 Ай бұрын
​@@DillipDas-p2oଓ ତୁ ତ ସବୁ ସତ ଜାଣିଛୁ ତାହେଲେ ସମସ୍ତଙ୍କ Comment ରେ ତୋର ଜ୍ଞାନ ଦଉଚୁ କନ ପାଇଁ Direct Media agaku asunu ଏଇଠି କେତେ ଜଣଙ୍କୁ ତୋ ଜ୍ଞାନ ଦବୁ ସେଇଟା ପୁଣି ମିଛ Name ରେ
@sumantatarai8637
@sumantatarai8637 2 ай бұрын
Super bhai happy family all the best
@YudhishthiraNaik-yz5gh
@YudhishthiraNaik-yz5gh 2 ай бұрын
Jai Jagannath 👏👏👏👏
@sarmisthasingh9282
@sarmisthasingh9282 14 күн бұрын
Tume dui jana khusire ruha vala re ruha
@Chinmayee-vs3ip
@Chinmayee-vs3ip Ай бұрын
ସେ ଶଳା ଭାଇ ଭାଉଜ ଙ୍କୁ 🩴🩴🩴ପାହାର ଦରକାର
@bijayalaxmisahoo7609
@bijayalaxmisahoo7609 2 ай бұрын
ତମେ ସ୍ବାମୀ ସ୍ତ୍ରୀ ଏକାଠି ରୁହ , କି ଏକ ହୁଅ ନାହେଲ୍ ନଷ୍ଟ ହେଇଯିବ ଭଉଣୀ , ତମେ ଭଲ ଆଉ ତମ ସ୍ବାମୀ ବି ବହୁତ୍ ଭଲ
@duryodhanpatra5158
@duryodhanpatra5158 Ай бұрын
Nija loka jeithi satru sethi kebala bhagaban bharasa apekhya kara
@anitabehera4924
@anitabehera4924 Ай бұрын
Jay jagannath 🙏
@Ojhabhai24
@Ojhabhai24 2 ай бұрын
ଏବେ ଯେଉଁ ଉପସ୍ଥାପକ ଅଛନ୍ତି ଭଲ ଭାବରେ ପରିଚାଳିତ କରୁଛନ୍ତି ମିହିର୍ sir ବେଷ୍ଟ୍ ଥିଲେ ଏବେ ଯେଉଁ 2 ଜଣ ଏମାନେ ବି ଭଲ ତୁଲାଉ ଛନ୍ତି OTV କୁ ମୋର ଧନ୍ୟବାଦ୍
@pabitramohanswain7859
@pabitramohanswain7859 Ай бұрын
Salute sister Bahuta sundara
@kapuranaik3738
@kapuranaik3738 Ай бұрын
🌹👌♥️👍very good 🙏
@ButluBehera
@ButluBehera 3 күн бұрын
ସତରେ ଏ ପୁଅ ମାଇଚିଆଟା ନା କଣ? ଝିଅ ତ ବହୁତ ଭଲ.. ଭଗବାନ ଏ ଝିଅ କୁ ସାହଶ ଦଉ . ଝିଅର ମା ଭେ ବହୁତ ଭଲ. ଶାଶୁ ହଲେ ଭି ଅମିତ୍ଙ୍କ ହବା khtha
@ChagalaBehera-v6v
@ChagalaBehera-v6v Ай бұрын
Bahuta bhala prayas
@SubashMahanti-s1y
@SubashMahanti-s1y 2 ай бұрын
🌹🌹🌹🌹❤️❤️❤️🎉🎉👌👍, ସୁବାଶ, ପୁରୀ
@pinkymishra333
@pinkymishra333 2 ай бұрын
ଜଗବନ୍ଧୁ ଜଣେ ମାନସିକ ରୋଗ ରେ ପୀଡ଼ିତ l ସେ ଭଲ ପାଇ ବାହାହେଲେ, ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସ୍ତ୍ରୀ ଛୁଆ ପାଇଁ ନୁହେଁ କେବଳ ଘର ପାଇଁ l stri
@sudhirmahakhud9979
@sudhirmahakhud9979 2 ай бұрын
Mo swami pari
@birakishoresahoo3080
@birakishoresahoo3080 2 ай бұрын
Jay Jagannath.Jagabandhu Bhagaban achhanti .Sahasika hoi madichala.
@DillipDas-p2o
@DillipDas-p2o 2 ай бұрын
Madi chala ..na bapa ku mari chal
@kalyanidas2779
@kalyanidas2779 2 ай бұрын
​@@DillipDas-p2o ବଡ଼ ବୋହୂ name ରେ ସବୁ ଚାଲାକ୍ କରି ସମ୍ପତ୍ତି କରିଚାଲ ....😂 ଆଉ ୨ପୁଅ ବୋହୁ OTV channel କୁ ମାଡିଚାଲ...👍
@DillipDas-p2o
@DillipDas-p2o 2 ай бұрын
Kn sampati kale tk kahiba..
@DillipDas-p2o
@DillipDas-p2o 2 ай бұрын
Kn sampati kale tk kahiba..
@DillipDas-p2o
@DillipDas-p2o 2 ай бұрын
OTV kn kariba...jau pua Bapa ra nuha..Maa ra nuha..bhai ra nuha..bhauni ra nuha..khali stree kn...ta sath bhagban b debe ni..OTV kn
@mohanpuhan8999
@mohanpuhan8999 2 ай бұрын
Jajes right answer diantu
@barsha2749
@barsha2749 2 ай бұрын
Jya jagannath
@Techpatrapur06
@Techpatrapur06 Ай бұрын
Otv ku bahut bahut DHANYABAD Jay Jagannath ⭕‼️⭕
@RabinarayanMoharana-jf9qb
@RabinarayanMoharana-jf9qb 2 ай бұрын
ନିରୀହ ପିଲାକୁ ଏତେ କଷ୍ଟ ଦେଉଛନ୍ତି ବଡ ଭାଇ ଆଉ ଭାଉଜ |ଯେତେବେଳେ ଭଗବାନ ଦେବେନା କଷ୍ଟ ସେମାନଙ୍କୁ ତ୍ରାହି ପାଇବେ ନାହିଁ । ଜଗନ୍ନାଥ ସବୁ ଦେଖୁଛନ୍ତି ଭଉଣୀ । ଆମେ ସମସ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ,ପାପି ମାନଙ୍କର ନିଶ୍ଚୟ ବିନାଶ ହେବ ।
@DillipDas-p2o
@DillipDas-p2o Ай бұрын
Jay jagannath..
@DillipDas-p2o
@DillipDas-p2o Ай бұрын
Jay jagannath..prabhu sighra naya dia..
@SimaMishra24
@SimaMishra24 Ай бұрын
ନିଶ୍ଚୟ ମିଳିବ ଯିଏ ଦୁଃଖ ଆଉ କଷ୍ଟ ଆଘାତ ପାଇଥିବ ଆଉ ଯିଏ କାନ୍ଦିଥିବ ଯିଏ ବି କନ୍ଦେଇ ଥିବ ସିଏ ବି ନିଶ୍ଚୟ ଦିନେ ନ ଦିନେ କାନ୍ଦିବ 🙏🙏ଚୋର ଘର ସବୁବେଳେ ଅନ୍ଧାର ନ ଥାଏ
@DillipDas-p2o
@DillipDas-p2o Ай бұрын
​@@SimaMishra24 choro ghara andhra nuhe boli paa ashar alok hei gala..khali time ki wait kr
@SimaMishra24
@SimaMishra24 Ай бұрын
@@DillipDas-p2o Tate ta mu kahuchi to address ta de tapare tora Mora katha heba chora Vali vukuchu kn pain
@sagarcreation0101
@sagarcreation0101 Ай бұрын
ବାହାନଗା ରେଳଦ୍ରୁଘଟଣା ସମସ୍ତଙ୍କର ମନେଅଛି ମୋର୍ ଅନୁରୋଧ ଆଶାର ଆଲୋକ ସମସ୍ତ ଗ୍ୟାନି ମାନଙ୍କୁ ଅନୁରୋଧ ତୁରନ୍ତ ଗିରଫ କରନ୍ତୁ ଏତିକି ପ୍ରାର୍ଥନା ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି କାମନା
@sasmitapradhananitapradhan978
@sasmitapradhananitapradhan978 2 ай бұрын
ଭଲ କଲ🎉🎉❤❤❤
@Chinmayee-vs3ip
@Chinmayee-vs3ip Ай бұрын
ଏ ଭାଇ ଆଉ ଭାଉଜ ଆଗକୁ ମାଡିଚାଲ ସେସଳା ବଡ ଭାଇ ବଡ ଭାଉଜ ଯଦି ବାହାରିବେ ଶଳାଙ୍କୁ ଗୋଡେଇ ଗୋଡେଇ ହବ ପାହାର
@dharmendrasahoobapi7078
@dharmendrasahoobapi7078 21 күн бұрын
Krishna jane sundra hrudaya bohu tanka sasura tanku pakhare rakhantu bhuda bele tanka seba se karibe,
@rashmiranjanimahakud
@rashmiranjanimahakud Ай бұрын
Very nice couple God bless you with all happiness
@umeshjagadala3952
@umeshjagadala3952 2 ай бұрын
ବିଚାର ଠିକ୍ ହେଲା କିନ୍ତୁ ମହିଳା ସପକ୍ଷରେ ଗଲା।ପୁରୁଷ ଯେଉଁଠି ରହିବ ନାରୀ ବି ସେଠୀ ରହିବା କଥା। ମୋର କହିବା କଥା ହେଲା ଯେ ଯେଉଁ ଜାଗାରେ ନିଯେ ପୁଅ ହୋଇ ବାପା ଭାଇକୁ ଭୟ ଅଛି,ସେ ଜାଗାରେ ପରିବାର ନେଇ ରହିବା ଆହୁରି ବିପଦଜନକ।ଏହି ମହିଲାର ଜିଦ୍ ଯେ ସେ ଶୁସୁର ଘରେ ରହିବ ବା ଶଶୁର ଘର ଗାଁରେ ରହିବ।ହେଲେ ଏ ଜିଦ୍ ପାଇ(ଭଗବାନ ସେତିକି ନାଇ କରୁନ) ଦିନେ ସାରା ପରିବାର ଅସୁବିଧାରେ ପଡ଼ିପରାନ।
@dusmantpalatasingh6598
@dusmantpalatasingh6598 2 ай бұрын
Jaya Jagannath swami best capul 🎉🎉🎉
@jagabandhudasdas9581
@jagabandhudasdas9581 2 ай бұрын
Ine donon Jodi ko milane ke liye Sara udisa vasi ham sab aap donon ki sath mein hain
@dillipjena2740
@dillipjena2740 Ай бұрын
Bada bhai ku zel pathaoo
@SushreesovalinSahoo
@SushreesovalinSahoo 2 ай бұрын
Mihir sarnka pari kehi hebeni miss you sir 🙏
@manoj-jb5lk
@manoj-jb5lk 2 ай бұрын
Tu thik re msg lekhiba sikh 🐖
@SatyabrataDas56785
@SatyabrataDas56785 2 ай бұрын
ତୁ ମାଗିଆ ପେଣ୍ଡୁଳି ଟା ତ ତୁ ଠିକ ସେ ପଢିବା ଶିଖିନେ ତାପରେ କୋମେନ୍ଟ କର ମାଗିଆ ମୂର୍ଖ @@manoj-jb5lk
@monu9207
@monu9207 2 ай бұрын
Se police ta life re kebe bi santi re rahi paribani
@Chinmayee-vs3ip
@Chinmayee-vs3ip Ай бұрын
ଆରେ ଭାଇ ଯିଏ ନିଜ ଘରକୁ ସୁରକ୍ଷା ଦେଇ ପାରୁ ନି ସିଏ ପବ୍ଲିକ କୁ କଣ ସୁରକ୍ଷା ଦବ ସିଏ ତ ଓଲିଟି ଝିଅ ବୋହୁଙ୍କୁ ବଳାତ୍କାର କରିଦେବ ମୁ ଠିକ କହିଲିତ ଭାଇ 🙏
@SimaMishra24
@SimaMishra24 Ай бұрын
@@Chinmayee-vs3ip ସଠିକ୍ କଥା କହିଛନ୍ତି 🙏👍
@arjunmanini1214
@arjunmanini1214 16 күн бұрын
♥️♥️♥️♥️♥️♥️♥️
@abhipultrytech
@abhipultrytech 2 ай бұрын
ମୋର କମେଣ୍ଟ ଏହି ଦୁଇଜଣ ଦମ୍ଫନ୍ତୀ ବହୁ ଶିକ୍ଷିତ ବୋଲି ପରିବାର ଅଶାନ୍ତି
@Laxmanbari-s6t
@Laxmanbari-s6t 2 ай бұрын
🙏
@madhusudanjena70
@madhusudanjena70 2 ай бұрын
ପରିବାର ର ସମସ୍ତଙ୍କୁ କ୍ୟାମେରା ସାମ୍ନା କୁ ଡାକନ୍ତୁ ଖିର ଖିର ପାଣି ପାଣି ହେଇଜିଵ
@pyarimaa2148
@pyarimaa2148 2 ай бұрын
Bhai khir re Pani misile ta alga heb aeithi para police power ku misutilise karuchanti
@pingpongcartoon696
@pingpongcartoon696 2 ай бұрын
Lembu chipudi dele khir chena heijib
@madhusudanjena70
@madhusudanjena70 2 ай бұрын
Agyna jete bele gote mitting hua se time re 2 pakhya rahiba nihati aabsyak athi ta gote pakhya achhanti sia sata kouchhanti ki michha kouchhanti janiba kemiti
@SimaMishra24
@SimaMishra24 2 ай бұрын
Pramila Maa counseling re asithile vdo re sunina ki
@SimaMishra24
@SimaMishra24 2 ай бұрын
Semane bhul karichanti dariki asileni jaha janapaduchi a case ru
@duryodhanswain8174
@duryodhanswain8174 Ай бұрын
Jay Jagannath ⭕❗⭕🙏🙏🙏🙏🙏🙏🙏
@bikramkesharijena48
@bikramkesharijena48 2 ай бұрын
ମୋହନ ମହାଶୟ କଂ ପାଖକୁ ଯା ସବୁ ସମାଧାନ ହୋଇଯିବ।
@pinkypinky6274
@pinkypinky6274 2 ай бұрын
😂😂😂
@bharatofficial6944
@bharatofficial6944 2 ай бұрын
Good decision
@devaprasadudayasingh9943
@devaprasadudayasingh9943 2 ай бұрын
❤❤❤❤❤❤❤❤
@biswanathpanda8549
@biswanathpanda8549 2 ай бұрын
ଏଇ 2ଜଣ ଭଲ ଲୋକ
@JitendrakumarMalik-x9l
@JitendrakumarMalik-x9l 2 ай бұрын
ବାଳ ଲୋକ
@Viyan-j8e
@Viyan-j8e 2 ай бұрын
​@@JitendrakumarMalik-x9ltu mgh loka ta pa
@SimaMishra24
@SimaMishra24 2 ай бұрын
Tu gote bastard heithibu to language ru jana paduchi
@barshasahu4531
@barshasahu4531 2 ай бұрын
Pua bahut innocent
@atulaawarenessindia1979
@atulaawarenessindia1979 Ай бұрын
ମୁଁ ପୋଗ୍ରାମ ଦେଖି ଯାହା ବୁଝୁଛି..... ସେ ପିଲା ତାର ବାପା ମା ଙ୍କ ଠାରୁ ବେଶୀ ଭଲପାଉଛି ତାଙ୍କ ଠାରୁ ତାକୁ ଅଲଗା କରିଦିଆଯାଉଛି...... ସେ ଶଯ୍ୟ କରିବାକୁ ଛାଡୁଛୁ
@SimaMishra24
@SimaMishra24 Ай бұрын
ବଡ଼ ପୁଅ ଓ ବୋହୁ ମିଛ Health certificate ଦେଇ medical ରୁ ନେଇ ଆସୁଛନ୍ତି ସେ ଭଳି ବାପା ମାଆ ଭାଇ ଭାଉଜ ଭଉଣୀ ଙ୍କୁ କନ କୁହାଯିବ କୁହନ୍ତୁ
@HindustaniHindustani-m3t
@HindustaniHindustani-m3t Ай бұрын
🙏🙏🙏
@subratbarik7503
@subratbarik7503 2 ай бұрын
ଜଗବନ୍ଧୁ ନିଆଁ ଖାଇଛ ଅଙ୍ଗାର ହଗିବ
@sureshmallick5946
@sureshmallick5946 12 күн бұрын
ସବୁଦୋଷ କଣ ପୁରୂଷରം?
@shuabammeher-gi5em
@shuabammeher-gi5em 18 күн бұрын
Late dekhili boli today lekhuchi train driver nka salary bahut. pakha pakhi 1.5 lakh monthly
@pinkusahu9321
@pinkusahu9321 Ай бұрын
କର୍ତଵ୍ୟ ପଥ ରୁ ଉରହନ୍ତୁ ନାହିଁ ଯାର ହାତ ଧରିଛ ଏବେ ବେଶୀ ତମର ଛୋଟ ପୁଅ ର ଦେହ ଭଲ ନାହିଁ ସେଥିପ୍ରତି ବେଶୀ ଧ୍ୟାନ ଦେବା ଦରକାର ଆମେ ବି କହୁନୁ ବାପା ମାଙ୍କୁ ଭୁଲି ଯାଅ ବାପା ମା ଙ୍କୁ ଦେଖିବ ତମେ ଗୋଟିଏ ବାପା ତମ ବାପର କର୍ତ୍ତବ୍ୟ କରିବ
@SimaMishra24
@SimaMishra24 Ай бұрын
ସଠିକ୍ କଥା କହିଛନ୍ତି 🙏
@sebatilatanayak7822
@sebatilatanayak7822 2 ай бұрын
Thanks 👍❤❤❤❤
@bharatkumarbehera3588
@bharatkumarbehera3588 2 ай бұрын
ବୋହୁ ଏବେ କହୁଛି ମତେ ଅଧିକାର ଦରକାର.. ସେଇଠି ଯଦି ଅସୁବିଧାହବ କହିବେ... ମତେ ହଇରାଣ କରୁଛନ୍ତି.. ତାପରେ ଏସବୁ ପରେ ଯଦି ସେ ଘରକୁ ଯାଆନ୍ତି.. ତାଙ୍କ ଶଶୁରଘର ଲୋକେ ବୋହୁ କୁ କଣ କହିବେ????? ଦୟା କରି ମତାମତ ଦେବେ 🙋‍♂️
@sdash6242
@sdash6242 2 ай бұрын
Kana pain asubidha haba? Jiye asubidha kariba taku mada darkar. Jauthi bhai kahuchi bhai ku rape case re phasei daba, semiti bhaiku maada nischay darkar.
@DillipDas-p2o
@DillipDas-p2o Ай бұрын
​@@sdash6242 tate mada darkar..bhai ku nuhe kichhi na jani reply deba ta thik nuhe...bhai ta kahuchhi fasei deba..but se toka ra stree ghara ku na jai 5 thara jautuka case re already fasei sarilani...
@SimaMishra24
@SimaMishra24 Ай бұрын
​@@sdash6242Sir a DillipDas -p2o ai taku bahe mada darkar daha michha gapuchi karana sie se family ra loka kehi sure
@SimaMishra24
@SimaMishra24 Ай бұрын
​@@DillipDas-p2oKou police station re kete ta case heichi tara proove de mate
@DillipDas-p2o
@DillipDas-p2o Ай бұрын
@@SimaMishra24 se maikina ku pacharu nu..tu paa sabu janichhu...khali police station re case huani...court re b hue..mahila commission re b hue....
@kitchen_kingdom
@kitchen_kingdom 2 ай бұрын
U r very beautiful sister 💞
@sushantm5133
@sushantm5133 12 күн бұрын
financial education pain asubidha
@mamatasethi1017
@mamatasethi1017 2 ай бұрын
Direct SP nku dekha karantu. Sahab departmently action nebe....
@DillipDas-p2o
@DillipDas-p2o 2 ай бұрын
Dekha karithila result kichhi nahi..khali sp nuhe..jajpur Court re b case karithila..mahila commission jaithila...kn Kariba satya ra jay heba..
@SimaMishra24
@SimaMishra24 Ай бұрын
​@@DillipDas-p2oSlow & steady wins the race 😊😊😊😊
@sdash6242
@sdash6242 2 ай бұрын
Brother is filing false rape and drug selling case against brother, but same men will cry everywhere that men are victims who are falsely accused by women.
@BhanumatiRout-st9ex
@BhanumatiRout-st9ex 2 ай бұрын
Jau Mane kuhanti bapa maa pila nka Mangal chahanti tebe ethi aame kn kahiba se Vali bapa maa nku
@SimaMishra24
@SimaMishra24 2 ай бұрын
Se Bapa Maa nkara DNA test Kariba darkar.. A pila ti bodhe tankara nuhe
@gayatrirout9134
@gayatrirout9134 22 күн бұрын
Tanka dukha bujhantu turanta bohut bhala copul 2 jana
@nabakishorerana8844
@nabakishorerana8844 Ай бұрын
ସେମାନଙ୍କ Against ରେ ଗୋଟେ Criminal Case AFR ଦରକାର l
@SimaMishra24
@SimaMishra24 Ай бұрын
ସେ ମଝିଆଁ ଭାଇ ଙ୍କୁ ତାଙ୍କ ବଡ଼ ଭାଇ, ଭାଉଜ କି ତାଙ୍କ Family ରୁ କେହି ଜଗବନ୍ଧୁ ବାରିକ ଭାଇ ଙ୍କ ନାମ ରେ Railway department re ଯୋଉ false case ଟା ଦେଇଥିଲେ ସେଇଟା ତାଙ୍କ family ru କିଏ ଦେଇଥିଲେ କୁହନ୍ତୁ Please
@PrashantMohanty-r6r
@PrashantMohanty-r6r 2 ай бұрын
Nice video 📷📸
@pingpongcartoon696
@pingpongcartoon696 2 ай бұрын
Pua ra bad bhai ku sani ka bakra dusti padigala bodhe jie any karuthib sani dev chadibeni bad bhai dekhiki aagku chal nahele jetiki sanbhai kanduchi aapan bi kandibe police power ku mis utilities karni
@SimaMishra24
@SimaMishra24 2 ай бұрын
Sata Katha kahichanti....
@pingpongcartoon696
@pingpongcartoon696 2 ай бұрын
Pramila maa best
@Mr-ishan123
@Mr-ishan123 2 ай бұрын
Korae thana re achi se akas das Naik mal nku kuhantu se police ku g mariba
@chitaranjanbiswal9508
@chitaranjanbiswal9508 2 ай бұрын
Ebe ta rajya sarkaranka change heichi mohan sarakara ehi upare kathora kajyanustan nia jau sei police na re
@Minati-vu9pz
@Minati-vu9pz 2 ай бұрын
Dekhib bhai krishna tank byande bajeiba tike sahas kara
@abinsuna438
@abinsuna438 2 ай бұрын
ପଇସା ପାଇ ନାଟକ କରୁଛନ୍ତି ପୁଅ ର ଘର ଲୋକ
@DillipDas-p2o
@DillipDas-p2o 2 ай бұрын
Tu mgh dekhithilu
@Viyan-j8e
@Viyan-j8e 2 ай бұрын
​@@DillipDas-p2ona mgh se kai dekhiba Tu fake id re jou chodi houchu se kemiti janiba
@atulaawarenessindia1979
@atulaawarenessindia1979 Ай бұрын
ମିସେଇବାକୁ ଚେଷ୍ଠା କରୁଛ ଭଲ.।।.. ମିଶାଇଲା ପରେ... ଆତ୍ମ ହତ୍ୟା ଓ ହତ୍ୟା ବଢିଚାଲିବ
@HappyLakiHappyLaki
@HappyLakiHappyLaki 2 ай бұрын
ତାଙ୍କ ଭାଇ ଙ୍କ ପାଇଁ ଆଇନ୍ ଗତ କାର୍ଯ୍ୟ ପାଇଁ ଅନୁରୋଧ
@DillipDas-p2o
@DillipDas-p2o Ай бұрын
Pila ra katha total michha..se 5 time case kari sarilani but result kichhi nahi...karana sabu guda michha vala paiki luchiki baha hela ghara ku asila nahi ghara kari sarila pare mu paisa deichhi...are ghara ta gote dina lageni..2 ru 3 year lage..se toka ta paradeep re jhia neiki 2018 ru rahila ghara kemiti paisa dela
@SimaMishra24
@SimaMishra24 Ай бұрын
​@@DillipDas-p2oତୁ ଏତେ କଥା ଜାଣିଛୁ ତାହେଲେ ତୁ ହେଉଚୁ ସେ ପିଲା ର ବଡ଼ ଭାଇ ଏଇଟା ମୁଁ ନିଶ୍ଚିତ
@SimaMishra24
@SimaMishra24 Ай бұрын
​@@DillipDas-p2o face I'd re Kain ete Gyana bantuchu tu sei police bala Mg chora na be dekh to abasta kn heba se pua ku mu janichi details ta vauni marriage re loan karichi 2018 re tapare July re paradeep re join karichi ahuri bahut katha mu janichi .. To michha garba Ahankar bhangiba Ame a pila pain sabubele God nku pray karuchu Taku Naya milu bahut jaldi
@DillipDas-p2o
@DillipDas-p2o Ай бұрын
@@SimaMishra24 ta hele tu jaunu ta pakha ku..au tu tahele kn sei maikina...jie
@SimaMishra24
@SimaMishra24 Ай бұрын
​@@DillipDas-p2oଆରେ ତୋ ଭଳି ଜାରଜ ଆଉ ପରମ ଗଲୁଆ ମୁଁ କୋଉଠି ଦେଖିନି
@BapiMahapatra-c4j
@BapiMahapatra-c4j 22 күн бұрын
Tanku police department suspend karanty
@shivaprasadjena8656
@shivaprasadjena8656 2 ай бұрын
Civil case police ra help niea omidieately
@suryanarayanmallick9967
@suryanarayanmallick9967 2 ай бұрын
👍👍
@SimaMishra24
@SimaMishra24 Ай бұрын
@DillipDas -p2o ଯିଏ ବି ହେଇଥା ଏତିକି ମନେ ରଖ ଗୋଟେ ବାପା ମାଆ ଭାଇ ଭଉଣୀ ଠୁ ଗୁଣୀ ଗାରେଡ଼ି ଆଉ ଫୁସୁଲେଇ କିମ୍ୱା Capture କରି ଗୋଟେ ପୁଅ ବୋହୂ & ନାତି ଠୁ ତା ପରିବାର ଠୁ ଅଲଗା କରି ତୁ ଯୋଉ ପାପ କରୁଚୁ ନା ସମୟ କୁ Wait kar ତୋ ଠାରୁ ବି GOD ଦିନେ ନା ଦିନେ ସବୁ କିଛି ଛଡେଇ ନ ନେଉ କାରନ ସେ ମଝିଆଁ ଭାଇ ସବୁ କରି ସେ ଘରେ ସେ ରହିପାରୁନି
@tofannayak7043
@tofannayak7043 Ай бұрын
Kerala Rama Rao 4:13
@rajkumarikujurrajkumarikuj1135
@rajkumarikujurrajkumarikuj1135 2 ай бұрын
All famly ku samna aniba kotha thila
@SimaMishra24
@SimaMishra24 2 ай бұрын
Bhai dekhantu vdo re Pramila Madam tanka ghara ku jaithile
@SimaMishra24
@SimaMishra24 2 ай бұрын
Semane ta mahila commission pare bi bujhileni
@SimaMishra24
@SimaMishra24 2 ай бұрын
Sethipain semane badnaam heba Dara re asileni
Nua Jibana Nua Asha |  | 10th April 2021
46:02
Prameya News7
Рет қаралды 88 М.
"كان عليّ أكل بقايا الطعام قبل هذا اليوم 🥹"
00:40
Holly Wolly Bow Arabic
Рет қаралды 7 МЛН
Миллионер | 1 - серия
34:31
Million Show
Рет қаралды 2,9 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 1,4 МЛН
Jibana Do Chhakire Ashara Alok Ep 414   11 MAY 2024
42:01
Jibana Do Chhakire Ashara Alok Ep 429   14 SEPT 2024
44:52
Jibana Do Chhakire Ashara Alok Ep 421   20 JULY 2024
43:23
Jibana Do Chhakire Ashara Alok Ep 415   18 MAY 2024
41:42
Jibana Do Chhakire Ashara Alok Ep 409   30 MAR 2024
43:44
Aparajita: Meera-  Story of A Transgender
19:11
Kanak News
Рет қаралды 358 М.
"كان عليّ أكل بقايا الطعام قبل هذا اليوم 🥹"
00:40
Holly Wolly Bow Arabic
Рет қаралды 7 МЛН