ଏ କାଳି ଆହୁରୀ ବିଷ | CMC Checks Food Stalls at Cuttack Baliyatra, Safety Officer Conducts Inspections

  Рет қаралды 70,875

Odisha Reporter

Odisha Reporter

Күн бұрын

Пікірлер: 374
@siluyadav4895
@siluyadav4895 11 ай бұрын
ଦୁର୍ବଳ ଉପରେ ସବଳ ର ଅତ୍ୟାଚାର ବଡ ବଡ ହୋଟେଲ ରେ ଚେକ୍ କଲେ ଖୁସି ଲଗନ୍ତା
@chitaranjansahu9697
@chitaranjansahu9697 11 ай бұрын
Right kaecha bhi
@jyotsnaranitarai7650
@jyotsnaranitarai7650 11 ай бұрын
Thik katha
@royalod.gaming3252
@royalod.gaming3252 11 ай бұрын
Hmm bhai thik kahila Aguda manisa nuha Upara bala dekhuchi yanku bhala mangala habani
@odia_vlogger_swagatika
@odia_vlogger_swagatika 11 ай бұрын
ବଡ଼ ହୋଟେଲ ଢ଼ାବା ଉପରେ ଚଢ଼ାଉ କରନ୍ତୁ😢😢
@sabchangasi4580
@sabchangasi4580 11 ай бұрын
ଛୋଟ ଦୋକାନ ବୋଲି କଣ ଛାଡି ଦିଆଯିବ😮😮 ବେଶି ଖରାପ ତେଲରେ ଏହି ଛୋଟ ଦୋକାନ ମାନେ ହିଁ କରନ୍ତି ।
@Odiaranjan848
@Odiaranjan848 11 ай бұрын
Gandi re dum thile ta chadu karibe
@KFCFriendsfoodcorner-tk9oz
@KFCFriendsfoodcorner-tk9oz 11 ай бұрын
Chota dokan re jetiki sale hue sie setiki gravy tiari karanti Bt bada hotel re 1week pain tiari kariki rakhanti Aau kn sie tanka ghare Tela tiari karanti jemti 1week jaen rahipariba?
@omsahoo4370
@omsahoo4370 11 ай бұрын
​@@KFCFriendsfoodcorner-tk9oz Ha eita sata
@subashswain6842
@subashswain6842 11 ай бұрын
Amana kara dam nai
@Marissa2015
@Marissa2015 11 ай бұрын
ବୋହୁତ ଦୁଃଖ ଲାଗିଲା, ବିନା ଟେଷ୍ଟ ରେ ଅଧିକାରୀ ମାନେ କେମିତି ଜାଣିପରୁଛନ୍ତି ଖାଦ୍ୟ ଟି ଖରାପ ବୋଲି????ଏହି ଛୋଟ ବ୍ୟବସାୟୀ ଙ୍କୁ ଅନୁରୋଧ କରିବି ଏଭଳି ଜାଗାକୁ କମେଇବା ଲୋଭ ରେ ଆସି କ୍ଷତି ରେ ପଡନ୍ତୁ
@lalitavlogs959
@lalitavlogs959 11 ай бұрын
Semane Sabu Jani paranti food officer mne Bina test re kou ta fress kou ta basi all
@satyarjena2552
@satyarjena2552 11 ай бұрын
ଆଛା ସେମାନେ officer na ବିଲେଇ କୁକୁର ବିନା taste re ଅନେଇକି ଜାଣି ଦେବେ କାହିଁ ଯେତେବେଳେ ବଡ ବଡ ହୋଟେଲ ରେ ଖାଇବା ଦିନେ ତ ଚେକ୍ କରୁ ନାହାନ୍ତି, ଓଡ଼ିଆ ରେ କଥା ଟେ ଅଛି ଗରିବ ମାଇପ ସମସ୍ତଙ୍କ _______😂
@krushnapradhan123
@krushnapradhan123 11 ай бұрын
Officers Sabu.....well trained
@satyarjena2552
@satyarjena2552 11 ай бұрын
@@krushnapradhan123 ହଁ ଓଡ଼ିଶା officer's bahut well trained we all know
@utkalodishatodaynews977
@utkalodishatodaynews977 11 ай бұрын
ତମ ଭଳିଆ ରାଣ୍ଡୁଆ ଅଫିସର ମାନଙ୍କ ପାଈଁ ଆମ ଓଡିଶା ବହତ ପଛରେ ତମେ ସେ ଗରିବ ଲୋକର ଖାଦ୍ୟ ସେମ୍ପୁଲ କଲେଟ କରିଥାନ୍ତ ଆଉ ଲେବରେ ଟେଷ୍ଟ କରି ଥାନ୍ତ ଜଣା ପଡି ଥାନ୍ତା ବାଷ୍ଟେଡ଼ ଅଫିସର
@findyourway8105
@findyourway8105 11 ай бұрын
ବଡ଼ ବଡ଼ ହଟେଲ ମାନଙ୍କରେ ସବୁଦିନ ବାସି ଖାଦ୍ୟ ବିକା ହେଉଛି କିନ୍ତୁ ସେଠାରେ ଚଢ଼ାଉ କରିବେ ନାହିଁ ।
@harekrushnabehera3138
@harekrushnabehera3138 11 ай бұрын
ସାର୍ ଟିକିଏ ନାମି ଦାମି ହୋଟେଲ ଆଡେ ମାଡି ଯାଆନ୍ତୁ । ନା ତୁମର ଅକାୟତ ଢିଲା ହେଇଯିବ ?
@subashswain6842
@subashswain6842 11 ай бұрын
Bes bes Amana kar gadhi fhatiba
@Smarankumardas
@Smarankumardas 11 ай бұрын
Gandi ru Pani maridebe ....😂
@Sk-ex2hr
@Sk-ex2hr 9 ай бұрын
Gandi re dum nai seguda kariba pain sidha ghian khai pheribe🤣
@soumyaranjan6709
@soumyaranjan6709 11 ай бұрын
ଆରେ ଭାଇ ରେଡ୍ କର ମନା ନାହିଁ ହେଲେ ଆଚରଣ ଠିକ୍ ରଖ
@unknown_pathfinder
@unknown_pathfinder 11 ай бұрын
ହଇରେ ମାଧିଆ ସେ ଆଗ୍ରା ପିଠା ରେ କି ବାଳ ବିଲ୍ ଖୋଜୁଛୁ। ତ ଚଉଦ ପୁରୁଷ କେହି ଶଳା ଚେକ୍ କରିଥିଲେ।
@Mohammedzahed1986
@Mohammedzahed1986 11 ай бұрын
ଗରିବଙ୍କୁ ନିର୍ଯ୍ୟାତନା ସବଳଙ୍କୁ ନମସ୍କାର
@karunakarnath4175
@karunakarnath4175 11 ай бұрын
It's very emotional,No one with poor people.only lord Jagannath.
@manasrana1019
@manasrana1019 11 ай бұрын
Pgal chod bhul kama karuchi gareeba hau Jia hau....bujha aau patha tikay padha...
@karunakarnath4175
@karunakarnath4175 11 ай бұрын
@@manasrana1019 boka choda fast u have to test the Item.After that u have to decide. They are doing wrong.
@manasrana1019
@manasrana1019 11 ай бұрын
@@karunakarnath4175 bhosdikay semanay ta bhalia boka choda nuhanti jay food inspector heijaichanti ,ias ta parre special test experience .....aau madarchod sabu thela ra food ku special test ta ajja Kariba....balijatra re 300 tu 500 thela....
@thirdeye9492
@thirdeye9492 11 ай бұрын
ଖାଦ୍ୟ ସୁରକ୍ଷା ଅଧିକାରୀ ମାଲ ମିଳିଲେ ଯାଏ ଫେରି ଯେତେ ବଡ଼ ବଡ଼ ହୋଟେଲ ଢ଼ାବା କିଏ ସେଠିକି ଯିବରେ ବାବା 🤪
@bishnudalei5174
@bishnudalei5174 11 ай бұрын
BMC ଅଧିକାରୀ ବାବୁ ଙ୍କୁ ସୈନିକ ସ୍କୁଲ ର ଅଳିଆ ଗଦା ର ସୁନ୍ଦର ବାସ୍ନା,ନାଲକୋ ଛକ,ବି ଏ ସେସ ନଗର, ଡମଣା ଛକ,ପର୍ଜନ୍ତ ବାସ୍ନା ଯାଉଛି।ସେ ଗୁଡିକ ଦେଖା ଯାଉନି। କରୋନା ଠାରୁ ଅଳିଆ ।ପଡ଼ିଛି ।ସେଗୁଡାକ,BMC, ର ,ଘର ଅଳିଆ,?ଆଗ ଘର ଅଳିଆ ସଫାକର,ତାପରେ ବାହାର ଅଳିଆ ଦେଖିବା
@subratkumarpadhi3816
@subratkumarpadhi3816 11 ай бұрын
Medam chakhana kana gharaku nabaki
@suryakantamohanty8276
@suryakantamohanty8276 11 ай бұрын
ଗରିବ ଉପରେ ଅତ୍ୟାଚାର,only for ହାତ ଗୁଞ୍ଜା
@fitnesspro3077
@fitnesspro3077 11 ай бұрын
Gariba kintu kharap khadya biki pariba, Loka nka deha kharap hele tame bujhiba
@kumarprusty9466
@kumarprusty9466 11 ай бұрын
​@@fitnesspro3077 Dokaan re daily bikri hauthiba packaged food items kon healthy khaiba?? Naa chasi mane pokouthiba poisonous saaro guda khaiki lokonko deha sustha hei jauchi ??
@focusonstudy2784
@focusonstudy2784 11 ай бұрын
​@@fitnesspro3077 are sala se kahiba katha hauchhi , khali gariba mana nka upare ete atyachar , kahinki, jadi Tamara sahasa achhi tebe bada hotel upare red kariki dekhao , sala bhadua
@royalod.gaming3252
@royalod.gaming3252 11 ай бұрын
Se officer ku bhala mangala habani
@prittamkumarbarik5368
@prittamkumarbarik5368 11 ай бұрын
Murkha bhalia reply daocha ...kan je kuha jiba tumaku dhanya ....e bhali khaiba khaiki maruchanti loka ...tume kahucha atyachara ..nije khaiba ...e khaiba....
@AnchalAndAnchal
@AnchalAndAnchal 11 ай бұрын
ବଡ଼ ବଡ଼ ଦୋକାନ ରେ ଟିକିଏ ଦେଖ......
@ଲକ୍ଷ୍ମୀକାନ୍ତସେଲମା
@ଲକ୍ଷ୍ମୀକାନ୍ତସେଲମା 11 ай бұрын
ଏ ଅଧିକାରୀ ମାନେ ପ୍ରଥମେ ତାଙ୍କ ଘର ରେ ବ୍ୟବହୃତ ରୋଷଇଶାଳ ର ସାମଗ୍ରୀ କୁ ପ୍ରଥମେ ଯାଞ୍ଚ କରି ନେବା ଉଚିତ ଯେ ସେମାନେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ କେତେ ଉନ୍ନତମାନର ନିଜେ ଭକ୍ଷଣ କରି ଶରୀର କୁ ରୋଗ କୁ ଆମନ୍ତ୍ରଣ କରୁଛନ୍ତି l
@smileying-mama4473
@smileying-mama4473 11 ай бұрын
Right👍👍
@soumyapradhan2894
@soumyapradhan2894 11 ай бұрын
ଯଦି ସେ କଳି ବିଷ ତାହେଲେ ପେପରରେ ଲାଗୁଛି କଣ ପାଇଁ ତାକୁ ଆଗେ ବନ୍ଦ କର
@satyasethi2878
@satyasethi2878 11 ай бұрын
ଛୋଡ଼ି ପୁଅ ମାନେ ତମକୁ ଖାଇବାକୁ ମିଳିବନିରେ ଶଳେ ଦରିଦ୍ର ହେଇକି ମାରିବ🤬🤬🤬
@purijati
@purijati 11 ай бұрын
ଗରିବଙ୍କ ଦାନାରେ ଲାତ ମାରୁଚ ଦେଖିବଡଦୋକାନ ମାରିଲ ଗାଲ ସେ କି ଦେବେ ଜଗନ୍ନାଥତମକୁ କ୍ଷମା କରିବେନି
@papuninayak4480
@papuninayak4480 11 ай бұрын
E niriha lokanka upare atyachara karantuni 🙏 karana aaji jetiki jinisa tankara nasta hela setiki jinisa semane bahuut kastare tiari karithanti dii paisa paiba pain ...jouthire tankara paribara chaliba ... Gariba lokanka muhan ru dana chhadai niantuni🙏
@johaarg5019
@johaarg5019 11 ай бұрын
Pandian, ps of Nabin, joined BJD Odisha on 27 Nov 23 a review kzbin.info/www/bejne/hpbGpZardsZ0mtEsi=8Hcpwpg6C7n16-uk via @KZbin
@chandrakantasahoo2759
@chandrakantasahoo2759 11 ай бұрын
ଏହି କାମ ବାଲିଯାତ୍ରା ବେଳେ କେବଳ କଲେ ହବନି,,ସବୁ ବେଳେ କରନ୍ତୁ ଏବଂ ଓଡ଼ିଶାର ସବୁ ଜାଗା କରନ୍ତୁ
@chaitanyakanhar585
@chaitanyakanhar585 11 ай бұрын
ଏମାନେ ଗତେ ଯାତ୍ରା ଚଲେଇ ଚାଲେଇ ଛନ୍ତି,, ଗରିବ ଙ୍କ ପେଟ କୁ ଗୋଇଠା ମାରୁଛନ୍ତି,,,😂😂😂😂😂😂
@ganeshpanigrahi5258
@ganeshpanigrahi5258 11 ай бұрын
ଓଡ଼ିଶାର ପ୍ରଶାସନିକ ସେବା ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲି ଆସିଛି, କେବଳ କର୍ତ୍ତବ୍ୟ ସମ୍ପାଦନ ଆଳରେ ଗରିବ ଅସହାୟ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅତ୍ୟାଚାର ଓ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି, ଯାହା କି ପ୍ରଶାସନିକ ଅଧିକାରୀଙ୍କର କୁକୁର ଓ କୃମି ଆଦିଗୁଡିକର ଭଳି ହୀନ ଆଚରଣ ବିଧି ତଥା ବ୍ୟବହାରିକ ଜ୍ଞାନ କୌଶଳ ପ୍ରଦର୍ଶନ ଭଳି ଆତଙ୍କରାଜ ଅତି ନିନ୍ଦନୀୟ, ଲଜ୍ଜାଜନକ ଏବଂ ଘୃଣ୍ୟ ନୀତି ଓ କାର୍ଯ୍ୟ ଅଟେ ...
@pashupati55
@pashupati55 11 ай бұрын
କୁକୁର ଖାଇବାକୁ ପାଉ ନାହାନ୍ତି ହେଲେ କୁକୁରକୁ ଦେଇ ଦେଇଥାନ୍ତ। ଖାଦ୍ୟ ଗୁରା ବେକାର ରେ ନଷ୍ଟ କଲ।
@dharmasahu365
@dharmasahu365 11 ай бұрын
କଲର କମ୍ପାନୀ କୁ ବନ୍ଦ କରନ୍ତୁ fast
@DRONA_LIMIT
@DRONA_LIMIT 11 ай бұрын
Food safety is a must nowadays
@bijnyabhusansingh2374
@bijnyabhusansingh2374 11 ай бұрын
କୌଣସି ସରକାରୀ ଅଧିକାରୀ ସେମାନଙ୍କର କଥା ବାର୍ତ୍ତା ଓ ଶିଷ୍ଟାଚାର ବ୍ୟବହାର ର ଶିକ୍ଷା ନିହାତି ଆବଶ୍ୟକ।
@KFCFriendsfoodcorner-tk9oz
@KFCFriendsfoodcorner-tk9oz 11 ай бұрын
Khali baliyatra re emane emti karuchhanti Kichhi din galapare emane asiki sei stadium pakhare evening re kichhi check nakariki dokan re order deiki apekhya kariki khaibe
@PrabhashSahoo-xf3ub
@PrabhashSahoo-xf3ub 9 ай бұрын
ଧର୍ମ ସହିବତ
@Shashipurty
@Shashipurty 11 ай бұрын
Gariba lonka nku emiti hata hata karanti ehi babu Mane Bahut dukha ra bisaya aga test kara ta pare pupadi dei para no problem 😢😢😢 but Bahut imotional 😢😢😢😢 lagila 😢😢😢😢
@Lifestyle-ub3ms
@Lifestyle-ub3ms 11 ай бұрын
ଏ ହେଉଛନ୍ତି ଅଣଓଡ଼ିଆ ସରକାରର ଦବଙ୍ଗ ଅଫିସର ଯେଉଁଠି ଯାଞ୍ଚ୍ କରିବା କଥା ସେଠାକୁ ଯାଇ ତ ଯାଞ୍ଚ୍ କରିପାରୁନାହାନ୍ତି ଏଠି ଗରିବ ର ଦାନାପାଣି ମାରି ମିଡ଼ିଆ ରେ ବାହା ବାହା ନେଲେ କଣ ହେବ 😢 ଧରମ ସହିଲେ ହେଲା
@soumyaranjanmallick8045
@soumyaranjanmallick8045 11 ай бұрын
This way is not right things...they are small shopkeeper and saling some food items... Can they provide certificate about products manufacturing date
@deepakswain391
@deepakswain391 11 ай бұрын
ମାଘୀୟା ଯାକ ବାଣ୍ଡ ଜାଣିଛ ସେ ମାଇକିନା କେବେ ରୋଷାଇ କରିଥିଲା
@LoveLifecreation71
@LoveLifecreation71 11 ай бұрын
Behaviour tike hard haigala 😢 hmm food safety but no humanity "karma " returns one day 😅😅😅 ( ଏ ଭାକ ଫୋପାଡେ ୟାକୁ)😅😅😅
@aes631
@aes631 11 ай бұрын
Aji Mane padila ki,jou barsa jaka emiti chalichi kete check karucha
@subashchandranayak927
@subashchandranayak927 11 ай бұрын
ଖାଦ୍ୟ ନଷ୍ଟ କରନ୍ତୁନି ସାର
@iloveAkhandBharat
@iloveAkhandBharat 11 ай бұрын
Bala. Apana mane kete thara training session karuchanti kuhantu. Bala officer
@chinmaya802
@chinmaya802 11 ай бұрын
Very good initiative
@AnchalAndAnchal
@AnchalAndAnchal 11 ай бұрын
ପଇସା ନେବାର ଫେର.....
@johaarg5019
@johaarg5019 11 ай бұрын
Pandian, ps of Nabin, joined BJD Odisha on 27 Nov 23 a review kzbin.info/www/bejne/hpbGpZardsZ0mtEsi=8Hcpwpg6C7n16-uk via @KZbin
@sikunmilan3830
@sikunmilan3830 11 ай бұрын
Sabu ଠିକ୍ ହେଲା ଯେ Kintu last ରେ jou bhalia atyachara karagala dekhiki ବହୁତ୍ dukha lagila
@futureprince4648
@futureprince4648 11 ай бұрын
Last raid are so emotional 😞😞
@sanjayabehera5625
@sanjayabehera5625 11 ай бұрын
Need same action by all shops located in District along with Block level for public safety.
@tapaspattanaik5466
@tapaspattanaik5466 11 ай бұрын
Athi gota dina checking kala habani sabu jagara checking kara
@tapaspattanaik5466
@tapaspattanaik5466 11 ай бұрын
Khali baliyatra pai checking hauchi
@debasishsatpathy6613
@debasishsatpathy6613 11 ай бұрын
Food Safety team will not visit big hotels because the department collects dada bati from them.
@subhaschandrabosekijay4130
@subhaschandrabosekijay4130 11 ай бұрын
​@@debasishsatpathy6613Cuttack KFC pa seal karithile ara barsa.. Puni Kanheiya sweets madhupatna re.. Jaha kale b problem.. Bada hotel ku kete jana jauchanti khaibaku?
@AsishKumar-xe8rd
@AsishKumar-xe8rd 11 ай бұрын
Really good..
@swayamprakashpattanaik1549
@swayamprakashpattanaik1549 11 ай бұрын
ସବୁ ଠିକ୍ ଯେ,ବଡ ବଡ ରେଷ୍ଟୋରାଁ କୁ ତ କେବେ ଯାଉନ, କାଇଁ?
@alekhakandi1517
@alekhakandi1517 11 ай бұрын
Thank you sir 🙏
@AlokSenapati-l2t
@AlokSenapati-l2t 11 ай бұрын
Thank you sir please strictly
@Priyadarshinipanda740
@Priyadarshinipanda740 11 ай бұрын
Last re jau gariba loka ra khadya ku fingidele bahut kasta lagila emiti Kariba katha nuha
@satyarjena2552
@satyarjena2552 11 ай бұрын
ଆଛା ସେମାନେ officer na ବିଲେଇ କୁକୁର ବିନା taste re ଅନେଇକି ଜାଣି ଦେବେ କାହିଁ ଯେତେବେଳେ ବଡ ବଡ ହୋଟେଲ ରେ ଖାଇବା ଦିନେ ତ ଚେକ୍ କରୁ ନାହାନ୍ତି, ଓଡ଼ିଆ ରେ କଥା ଟେ ଅଛି ଗରିବ ମାଇପ ସମସ୍ତଙ୍କ _______😂
@haramohanbehera1488
@haramohanbehera1488 11 ай бұрын
very good
@sanjibtheinnovator700
@sanjibtheinnovator700 11 ай бұрын
ଗରିବ ମରଣ ନୀତି 🥵 ଏ ସବୁ ବନ୍ଦ କରିବାର ଅଛି ତ ଫୁଡ କଲର କମ୍ପାନୀ କୁ ବନ୍ଦ କର, ଟମାଟ ସସ କମ୍ପାନୀ କୁ ବନ୍ଦ କର ଏ ଗରିବ ମାନଙ୍କ ଜୀବିକା ଭାଙ୍ଗିଲେ ତୁମକୁ ଭଗବାନ ସହିବେ ତ? ସମୟ ଆସିବ ତୁମ ମୁହଁ ରେ ପାଣିଦେବାକୁ ତୁମର କେହି ନଥିବେ 😮😮😮
@sanjaycreation6335
@sanjaycreation6335 11 ай бұрын
Good action.....
@BabuBabu-zm6ip
@BabuBabu-zm6ip 11 ай бұрын
Officer ମାନକୁ ପଥମେ ରୋଗ ହଉଛି
@srikantapradhan9758
@srikantapradhan9758 11 ай бұрын
ବାଲି ଯାତ୍ରା ରେ ଷଣ୍ଢ ସ୍କୁଲ ଆସୁନ
@madanmohansial3485
@madanmohansial3485 11 ай бұрын
Right
@rockstarashish5146
@rockstarashish5146 11 ай бұрын
Do not waste food u could have also give this food to any animal
@manashnayak2794
@manashnayak2794 Ай бұрын
ଏ ମାଇକିନା ଚେକିଗିଁ କରିଆସିଛି କାହାର ନାଲି ମିଶା ଖାଇବା କିଂତୁ ଏ ମାଇକିନା ନିଜେ ଓଠରେ କଲର ମାରିଛି ଶେ କଣ କଲନୂହେ
@DwarikanathNayak-y9n
@DwarikanathNayak-y9n 11 ай бұрын
ଯେଉଁ ହୋଟେଲ ରେ ଦଶ ଦିନର ବାସି ଖାଦ୍ୟ ପରିବେଷଣ କରୁଛନ୍ତି ତାଙ୍କ ପାଁଇ କଣ ଦଣ୍ତ ବିଧାନ କରିଛନ୍ତି ଜାତୀୟ ରାଜପଥ କଡ଼ରେ ଯେତେ ହୋଟେଲ ଓ ଢ଼ାବା ଅଛି ସେଠି ଯାଇ ଚଢ଼ାଉ କରନ୍ତୁ
@prakashsahoo7891
@prakashsahoo7891 11 ай бұрын
Colour company ta sil karuna
@dinabandhukhuntia9077
@dinabandhukhuntia9077 11 ай бұрын
Food safety wala hand gloves na pindhi food ku dhariba kn thick.
@gayatridas7436
@gayatridas7436 11 ай бұрын
Big restaurant jai investigation karilea amea khusi habu
@bhaktaranjansutar5077
@bhaktaranjansutar5077 11 ай бұрын
A food officer କୁ ବାଲିଯାତ୍ରାରେ ଦେଖିବାକୁ ମିଳିବ, ଆଉ ଅଲଗା ବେଳେ ନାଈରେ ଯଡା ତେଲ ମାରି ଶୋଈଥିବେ
@sunitarana3581
@sunitarana3581 11 ай бұрын
Super
@amiyajena76
@amiyajena76 11 ай бұрын
Last ta thik helani
@user-ajit1234
@user-ajit1234 11 ай бұрын
Very good work in food department
@subashswain6842
@subashswain6842 11 ай бұрын
Bala na
@PintugoudaPintugouda-dm5xp
@PintugoudaPintugouda-dm5xp 11 ай бұрын
Bala na
@SarojiniVariteyStore
@SarojiniVariteyStore 11 ай бұрын
Tume sabu kn bujhiba a gariba ra dukha Bina test re fofadi deba that' is wrong 😶
@samyaksinghdeo8979
@samyaksinghdeo8979 11 ай бұрын
They are taking action in Bali Yatra it's good Same actions must be taken all year in big hotels and restaurants. Equal treatment for everyone
@justlikebabusan592
@justlikebabusan592 11 ай бұрын
ଖାଲି କେବଳ କଣ ବାଲିଯାତ୍ରା ରେ ଲୋକ ଅଛନ୍ତି ସାରା ଓଡିଶା ରେ କେତେ check କରି ପକାଉଚ୍ଚ ମୋ ,,,,,ଖଟି ଖିଆ ଙ୍କ ତଣ୍ଟି ଚିପୁଚ ନିଜ ପରିବାର ଉପରେ ପଡିବ।।।।।ସତ କହିବାକୁ ଗଲେ ctc ରେ କେତେ ଟା ଦୋକାନ ର ଫଳ check କରିଛନ୍ତି ପ୍ରକୃତ ରେ ପାଚିଥିବା କି cemical ରେ ପାଚିଥିବା ଫଳ ,,. ଛି ଛି
@savageRani
@savageRani 11 ай бұрын
😢😢😢bahut dukha lagila dekhiki...gariba ku hoiran karuchnti..bada bada hotel re red kari parunahanti...faltu food officer
@byomakeshmishra4287
@byomakeshmishra4287 11 ай бұрын
Very good job by CMC.
@papuninayak4480
@papuninayak4480 11 ай бұрын
Food safety officer heiki jadi koudinara khadya boli jani parunahanti tahaele se khadya ku nasta kahinki karuchhanti .....
@Luckystar21-x
@Luckystar21-x 11 ай бұрын
Sir😮nku macha bhaja gharaku pothouna tamar check habani
@prasantajena1509
@prasantajena1509 11 ай бұрын
ଏମାନେ ଗୋଟିଏ ଅଇଁଠା ବଡ ହେଟଲ ଜାଓ
@tusharkantiswain3637
@tusharkantiswain3637 11 ай бұрын
What is the white food at last?
@Ku_Dushmanta
@Ku_Dushmanta 11 ай бұрын
ଖାଦ୍ୟ ସୁରକ୍ଷା ଅଧିକାରୀ ଦେଖି ଦେଖି ଜାଣି ଦେବେ କି କଥା ଏଗୁଡ଼ା 😂 ତମର ଆଖି ଟା ବିଜ୍ଞାନର ଗନ୍ଥା ଘର ବାବୁ ଏପରି ଅନ୍ଧ ଭଳି ଅଣ ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚ ବନ୍ଦ ହେଉ
@prittamkumarbarik5368
@prittamkumarbarik5368 11 ай бұрын
Superb work conducted by the food and safety officer....this type of safety check should be conducted every corner of Odisha....nice work
@sanjibkumardash8966
@sanjibkumardash8966 11 ай бұрын
Star hotel are also selling adulterated food why no raid conducted? And only in Bali jatra or similar melas are targeted?
@prittamkumarbarik5368
@prittamkumarbarik5368 11 ай бұрын
@@sanjibkumardash8966 yes you are right this raid should be conducted in every hotels, stalls, and every food zones of our state. for the safety of our people
@situkantasundaray473
@situkantasundaray473 11 ай бұрын
Sale ବାଲିଯାତ୍ରା ପୂର୍ବରୁ ଗୋଟେ ତାଲିକା ବାହାର କରୁନ କୋଉ ଜିନିଷ ପକେଇବନି ତାପରେ checking କରିବ
@subh1998
@subh1998 11 ай бұрын
Last re petha wala ra thik karileni.....petha goda kn sabu dina bana jae na kn....15-20 dina store re ruhe.....
@venkateshwar8474
@venkateshwar8474 11 ай бұрын
Bhai mane Balasore bhi kebe asantu bahut Misa hauchhi❤
@suryakantamohanty8276
@suryakantamohanty8276 11 ай бұрын
ମାସିକିଆ ଦେବାରେ ଢିଲା କଲୁ କି
@PINTUMAHARAJ785
@PINTUMAHARAJ785 11 ай бұрын
ଏଗୁଡ଼ା ୟାଙ୍କୁ ବାଲିଯାତ୍ରାରେ ଦେଖାଯାଏ
@jagannathpradhan7858
@jagannathpradhan7858 11 ай бұрын
ଏହି ଚଢ଼ାଉ ଗରିବ ପେଟ ରେ ଲାତ ବଡ ବଡ ହୋଟେଲରେ ଚଢ଼ାଉ କରିଥିଲେ ଭଲ ହେଇଥାନ୍ତା
@sanjaykumar-gs3wh
@sanjaykumar-gs3wh 11 ай бұрын
Do they have checked all stall? answer is no. so why to only one? It is shop's profit if they will provide all branded item with proper leveling in food preparation then food cost will also be rise then no customer consume. They can better understand it😢😢
@prashantagarwal2942
@prashantagarwal2942 11 ай бұрын
Lastone very painful
@brajamohanpanigrahi8326
@brajamohanpanigrahi8326 11 ай бұрын
Sir Apana Bahutu Anya Karuchanti Bariba Loka Mananku Amiti Kahiki Karucha Jadi Amiti Chadau Karibara Achi Bada Bada Hotel Mananku Kara Vhala Haba
@subhrajyoti7809
@subhrajyoti7809 11 ай бұрын
ବଡ଼ resturante ଟିକେ ଜାଅ
@sujitnayak7837
@sujitnayak7837 11 ай бұрын
Good job
@lovelysubha1028
@lovelysubha1028 11 ай бұрын
ଆରେ କେତେ କେତେ ଲୋକ dustbin ରୁ ଖାଇ ବଞ୍ଚୁଛନ୍ତି,ସେଇ ଟା କଣ କଉ ସରକାର ଆଖିରେ ପଡୁନି। ଏ ଖାଦ୍ୟ ଖାଇବା ପାଇଁ ଏତେ ବି ଅଯୋଗ୍ୟ ନୁହଁ,ଜଉ ବାବୁ ମାନେ ୟାକୁ ନ ଖାଇ ଥାନ୍ତେ। ଯଦି ଗରିବ ମାନଙ୍କୁ ବାଣ୍ଟି ଦେଇ ଥାନ୍ତେ,ଅନ୍ତତ କରି ସେମାନେ ତ ଥରୁଟେ ଏ ଖାଦ୍ୟ ଖାଇବାର ସୁଯୋଗ ପାଇଥାନ୍ତେ ଆଉ dustbin ଖାଦ୍ୟରୁ ବଞ୍ଚିତ ହୋଇପାରିଥାନ୍ତେ😢😢😭😭,jay jagannath🙏
@situkantasundaray473
@situkantasundaray473 11 ай бұрын
ଓଡ଼ିଶା ସାରା checking hau
@sumantdehury5870
@sumantdehury5870 11 ай бұрын
Emiti kale stall rent uthhiba nahi
@pradeeppanigrahi5731
@pradeeppanigrahi5731 11 ай бұрын
Emitika Hele next year baliyatra re au stall bi lagibani
@Prakash-gq4tc
@Prakash-gq4tc 11 ай бұрын
ଗରିବ ଲୋକଙ୍କୁ କାହିଁକି ହରାଣ କରୁଛ
@chhabindramansingh73
@chhabindramansingh73 11 ай бұрын
ଆରେ ସଳେ ଓଡିଶା ସାରା ବଡ଼ ହୋଟେଲ ଠୁ ଆରମ୍ଭକରି ରାସ୍ତାକଡ଼ଦୋକାନ ଏମିତି ଚାଲିଚି, ଅଣ୍ଡିରା ପିଲା ଚେକ କରୁନ,
@satya2038
@satya2038 11 ай бұрын
Feeling sad
@jitendtabehera7211
@jitendtabehera7211 11 ай бұрын
Ao thao gareba lakamanakar patare parsasan ra latha. Hotel jaeke check karona.
@jenacreation...123
@jenacreation...123 11 ай бұрын
କାହିଁ ଗରିବ ଉପରେ ଅତ୍ୟାଚାର କରୁଚ
@shashikantabarik5035
@shashikantabarik5035 11 ай бұрын
Gote jagare show kale chalibani all districts Puja mohtsaba food check karantu
@manashnayak2794
@manashnayak2794 9 ай бұрын
ଜଉ ମାଗିହେ ଚେକିକିଗିଁ କରୁଛତି ତାଙ୍କ ଘରେ ଖାଇବା ବଳକା ହେଲା ଘରେ ରଖି ଦୁଇଦୀନ ଖାଉଥିବିବେ ମାଗିହେ ଚେକିଗିଁ କରୁଛତି ତୁମ ଝିଅ ବିଆରେ ବେପାରୀ ଭାଇ ଗିହଁତୁ
@rbworld2236
@rbworld2236 11 ай бұрын
It is good to check the food quality but behave properly with the shopkeeper. Don't take advantage of this power.👋👋👋👋
@suvendumohapatra7869
@suvendumohapatra7869 11 ай бұрын
The authority shall educate food business operators to apply for FSSAI license only. Forceful throwing their food articles will never help anyone. Please act intelligent way.
@ashutoshbehera4500
@ashutoshbehera4500 11 ай бұрын
Exactly but the CMC is acting Beyond their boundaries and the vendors are suffering
@debaprasadrauldebaprasad5787
@debaprasadrauldebaprasad5787 11 ай бұрын
ସାର୍ ଟିକେ ପୁରୀ ଆନନ୍ଦ ବଜାର କୁ ଜନ୍ତୁ ,,,,କେତେ ଦିନର ଅଭଡ଼ା ବିକୁଛନ୍ତି ,,,,,,ଏଥି ଗରିବ ଉପରେ କାହିଁକି ଚୋଡୁଛନ୍ତି😅😅😅😅😅😅😅
@kanhucharan143
@kanhucharan143 11 ай бұрын
Jadi amiti bada hotel manakare check huanta ta hele bhala huanta
@kamalalochanpradhana410
@kamalalochanpradhana410 11 ай бұрын
ବଡ ହେଲା ଦିନେ ସେହି ବାଟଦେଇ ଯିବାକୁ ଅନୁମତି ଦିଆଯିବ
@shiv_shankar_singh379
@shiv_shankar_singh379 11 ай бұрын
Ete jodi chinta tahale kharap jinisa j asuchu semanku dharuna garib loko aau kn Kariba satare aau loko kete sahibe
Каха и лужа  #непосредственнокаха
00:15
Из какого города смотришь? 😃
00:34
МЯТНАЯ ФАНТА
Рет қаралды 2,4 МЛН
Hoodie gets wicked makeover! 😲
00:47
Justin Flom
Рет қаралды 131 МЛН
CMC raids street vendors over food safety in Cuttack
6:15
Каха и лужа  #непосредственнокаха
00:15