No video

କାଲି ରଥଯାତ୍ରା ରେ ଏଥିପାଇଁ ମଞ୍ଚ ଉପରକୁ ଯାଉ ନଥିଲେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | @A1ODIA

  Рет қаралды 392,769

A1 ODIA

A1 ODIA

Күн бұрын

A1 ODIA | ODISHA NEWS | ODIA NEWS
କାଲିର ରଥ ଟଣା ପରେ ଆଜି ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | Naveen Patnaik | ‪@A1odia‬ #naveenpatnaik #trending #purijagannath #viralvideo
#A1Odia #Odianews #Odishanews #A1TVOdisha
___________________________________________________________________________________
✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
___________________________________________________________________________________
🔆MORE UDATE🔆
↪️Facebook: / a1tv-odisha-1102393747...
↪️Twitter: / ea1tvodisha
↪️KZbin(A1 ODIA): / @a1odia
↪️KZbin(A1 ODISHA) : / @a1odisha
▶️KZbin Live
📱Jio TV live
📡On DTH: Tata sky -1186, AirTel - 349, Available on 🆓 DTH
___________________________________________________________________________________
📺A1 ODIA News Channel 📺: -
A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
___________________________________________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔆CONTACT US🔆
📧E-mail : a1tvodisha@gmail.com
☎️Phone No. : 0674-2744921
#A1ODIA #OdiaNewsChannel #Odisha #OdiaNews
© A Group Of Shree Mandir Media

Пікірлер: 257
@srikantarauta8200
@srikantarauta8200 Ай бұрын
କେତେଆସିଛନ୍ତି କେତେଯିବେ କିନ୍ତୁ ସବୁଦିନ ପାଇଁ ଲୋକଙ୍କ ହୁଦୟରେ ନବୀନ ❤️🙏ରହି ର୍ଥଲେ ଆଉ ରହିବେ
@SandhyaraniSial-bq1dg
@SandhyaraniSial-bq1dg Ай бұрын
Right 😢😢😢😢
@Anulifestyle12
@Anulifestyle12 Ай бұрын
Thik katha kahicha Please subscribe 🙏
@sakarsansarafsankar9235
@sakarsansarafsankar9235 Ай бұрын
❤❤right point odisaku pura gile bjp
@user-vk2jg6lq2y
@user-vk2jg6lq2y Ай бұрын
ନବୀନ୍ ର ମୋଟା ଆଉ ଲମ୍ବା ବାଣ୍ଡ କୁ ତମ ଭଳି ଗେଣ୍ଡା ଚୋର ମାନେ କେମିତି ଭୁଲି ପାରିବ...ଭଲରେ ନବିନ୍ ସାର୍ ତମ ଘରେ ଗେହୀଚି
@ommraj2626
@ommraj2626 Ай бұрын
No
@durbashasahani4154
@durbashasahani4154 Ай бұрын
ଲାଗୁଛି, ଯେମିତି ଆଜିବି ନବୀନ ସାର ହିଁ ଆମ ଓଡିଶା ର ମୁଖ୍ୟମନ୍ତ୍ରୀ ଅଛନ୍ତି 🙏🙏🙏ଜୟ ନବୀନ ❤❤
@rameshsandil7863
@rameshsandil7863 Ай бұрын
କାହିଁକି
@user-vk2jg6lq2y
@user-vk2jg6lq2y Ай бұрын
ହଁ ଅଛନ୍ତୀ ,,ତେୀଘରେ ଡେଲି ଗେହୁଚନ୍ତି...
@binamraanchal1305
@binamraanchal1305 Ай бұрын
ଏହା ହିଁ ଓଡିଶାର ସଂସ୍କୃତି, ଏହାହିଁ ନିଛକ ଓଡିଆ ପଣ । ଧନ୍ଯ ନବୀନ ବାବୁ । ଜୟ ଜଗନ୍ନାଥ 🙏
@user-zn2vu3zo6y
@user-zn2vu3zo6y Ай бұрын
ନବୀନ ପଟ୍ଟନାୟକ ସାର ❤❤❤❤❤❤❤❤❤
@Anulifestyle12
@Anulifestyle12 Ай бұрын
Thik katha Please subscribe 🙏
@biswamberbhutia3280
@biswamberbhutia3280 Ай бұрын
ସବୁଠୁ ବଡ଼ କଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶ ହେଉଛି ନବିନ ପଟନାୟକ।
@sipun5
@sipun5 Ай бұрын
Bala na
@biswamberbhutia3280
@biswamberbhutia3280 Ай бұрын
@@sipun5 ତମ ମାର ?
@sipun5
@sipun5 Ай бұрын
@@biswamberbhutia3280 tama mara ksn nahi
@sipun5
@sipun5 Ай бұрын
@@biswamberbhutia3280 tama katha mo balare
@revdukerajmuniofficial1050
@revdukerajmuniofficial1050 Ай бұрын
lojya
@rajibakumarnayak2896
@rajibakumarnayak2896 Ай бұрын
ମାନନୀୟ ନବୀନ ପଟ୍ଟନାୟକ ଜଣେ ଅତି ସରଳ , ସାଧା ସିଧା ଓ ସାଢେ ଚାରି କୋଟି ଓଡ଼ିଆ ଙ୍କୁ ଭଲ ପାଉଥିବା ସ୍ନେହୀ ମଣିଷ ଟିଏ , ସେ ଆଜି ଶାସନ ରେ ନ ଥିଲେ ବି ନିଜର ସମ୍ମାନ ଓ ଭଲ ପାଇବା ଟିକିଏ ବି କମି ନାହିଁ, ତାଙ୍କ ର ଭଲ ପାଇବା ଓ ସରଳ ଗୁଣ ପାଇଁ ଆଜି ସାଢେ ଚାରି କୋଟି ଓଡ଼ିଆ ଙ୍କ ହୃଦୟ ରେ ସେ ଏବେ ବି ରହି ଛନ୍ତି, ତାଙ୍କ ର ଶତାୟୁ ଓ ଦୀର୍ଘାୟୁ ଜୀବନ ପାଇଁ ଆମେ ସାଢେ ଚାରି କୋଟି ଓଡିଶା ବାସୀ ଜଗତ ର ନାଥ ଜଗନ୍ନାଥ ଙ୍କ ଠାରେ ଵିନତୀ ଓ ଗୁହାରୀ 🙏( ରାଜୀବ କୁମାର ନାୟକ ଓ ସମଗ୍ର ଓଡିଶା ବାସୀ )
@samapikadas5414
@samapikadas5414 Ай бұрын
Sri Naveen Pattnaik is one of the most humblest and peace loving chief minister. Biju Pattnaik and Naveen Pattnaik are Pride of ODISHA.
@debasishpatra1366
@debasishpatra1366 Ай бұрын
No dout Mr Naveen has great Personalities 🙏
@rbbhai7160
@rbbhai7160 Ай бұрын
Odisha king always one Naveen sir 🙏😎💚💚💪
@Anulifestyle12
@Anulifestyle12 Ай бұрын
Thik katha Please subscribe 🙏
@BasudevSahu-mr5jl
@BasudevSahu-mr5jl Ай бұрын
Navin ji, you. are. a. great. .
@babupatnaik9767
@babupatnaik9767 Ай бұрын
ଜୟ ଜଗନ୍ନାଥ ଜୟ ନବୀନ।
@Anulifestyle12
@Anulifestyle12 Ай бұрын
Thik katha Please subscribe 🙏
@CAREWORLDNGONEWS
@CAREWORLDNGONEWS Ай бұрын
"ନମ୍ରତା ବଳ ସବୁକୁ ଜୟ କରି ପାରିବ "
@madanmohansial3485
@madanmohansial3485 Ай бұрын
Arrogant I shall look into the matter
@Anulifestyle12
@Anulifestyle12 Ай бұрын
Thik katha Please subscribe
@chittaranjansahu8113
@chittaranjansahu8113 Ай бұрын
ନବିନ ପଟ୍ଟନାୟକଙ୍କୁ ତଳେ ଥାଇ ମଞ୍ଚାସିନ ଅତିଥିଙ୍କୁ ନମସ୍କାର କରିବା ଦୃଶ୍ୟ ମୋତେ ଅତ୍ୟନ୍ତ ବ୍ୟଥିତ କରିଛି l ଯୋଉ ଲୋକ ସସମ୍ମାନେ ଉପରେ ବସି ଆଜି ଯାଏଁ ସବୁକିଛି ଦେଖୁଥିଲେ ଆଜି ସେ ମଞ୍ଚ ତଳେ ଜଣେ ସାଧାରଣ ଲୋକ ଭଳି l ଖୁବ୍ ଦୁଖଦ ଦୃଶ୍ୟ l ଯାହାହେଉ, ଧର୍ମେନ୍ଦ୍ର ବାବୁ ତାଂକୁ ପାଛୋଟି ନେଲେ...ଭଲ ଲାଗିଲା l ନବୀନ ବାବୁ ସବୁଦିନ ଆମ ହୃଦୟରେ ସମ୍ମାନ ସହ ବଞ୍ଚି ରହିବେ l ତାଂକର ସୁସ୍ଥ ନିରାମୟ ଜୀବନ କାମନା କରୁଅଛି l
@TilottamaSamal-hp2ws
@TilottamaSamal-hp2ws Ай бұрын
ଭାଇ ମତେ ବି ଭଲ ଲାଗିଲା ନାହିଁ ଫେରେ ବି ଇଏ ହୋଇଛି ଆମ ନବୀନ ବାବୁଙ୍କ ଆଉ ଆମ ଓଡ଼ିଶାର ସଂସ୍କାର ଜୟ ନବୀନ
@saratswain7951
@saratswain7951 Ай бұрын
ଏହା ହେଉଛି ଓଡ଼ିଆଙ୍କ ସଣ୍ଠଣା। ବେଶ୍ ବଢିଆ।
@herosahu8633
@herosahu8633 Ай бұрын
ଜୟ ନବୀନ 🙏🏻🙏🏻
@rosaliabs609
@rosaliabs609 Ай бұрын
Greatness of Sir Nobeen. I thank him
@Anulifestyle12
@Anulifestyle12 Ай бұрын
Yes thik hai Please subscribe 🙏
@herambabag3650
@herambabag3650 Ай бұрын
ଜୟ ନବୀନ
@sivaprasad6726
@sivaprasad6726 Ай бұрын
The great and real cm naveen pattanayak...
@jitukishan543
@jitukishan543 Ай бұрын
Naveen sir pari CM au kehi hoi paribe nahi.I salute you Naveen Sir,Odisha ra adarsa Naveen babu.
@name7904
@name7904 Ай бұрын
Mohan Majhi manisa nuhen , Amanisa . Karan Odisha ra jie bhagya vidhata ( Navin Pattanyak ) sir inku dekhiba pare madya Stage ru talaku aasila nahin , kimba chair ru uthilani.tebe Odisha basi chinta karantu chinta karantu Hira kie aau tina kie ?
@prahalladpadhan3072
@prahalladpadhan3072 Ай бұрын
ମାନବିକତା ନାହିଁ..... ଗର୍ବ ଅନ୍ଧ କରିଦେଇଛି। ହେଲେ ନବୀନ Sir ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବେ.... ରହିଥିବେ ମଧ୍ୟ।
@babupatnaik9767
@babupatnaik9767 Ай бұрын
No no,that u say he is not CM sir,he was Governor.
@nrusinghcharan3687
@nrusinghcharan3687 Ай бұрын
Ex C.M. is a great.He has good personality.
@SmitanjaliRout-l6f
@SmitanjaliRout-l6f Ай бұрын
The great Mr Nabin Pattanaik Sir
@user-yr3to2nb4q
@user-yr3to2nb4q Ай бұрын
Jay Jagannath❤❤❤
@ajitkumarprusty1659
@ajitkumarprusty1659 Ай бұрын
Mohan majhi is A dommy cm
@Anulifestyle12
@Anulifestyle12 Ай бұрын
Yes Please subscribe
@nagenkumarmarandi9506
@nagenkumarmarandi9506 Ай бұрын
Mohan,ek lohar ki sau sonarki
@user-cj7bk2pj8o
@user-cj7bk2pj8o Ай бұрын
ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ମନ୍ତ୍ରୀ ହେବାକଥା
@Kalandicharansahoo-pz6gj
@Kalandicharansahoo-pz6gj Ай бұрын
Right
@bharatrao9188
@bharatrao9188 Ай бұрын
Han re education minister heiki jaha taw karichi then CM heithnta jaha heithnta au 😂😂😂😂
@Anulifestyle12
@Anulifestyle12 Ай бұрын
Thik katha Please subscribe 🙏
@papunapradhan6335
@papunapradhan6335 Ай бұрын
@@bharatrao9188thik katha kahila bhai👍
@drbsnayak5252
@drbsnayak5252 Ай бұрын
Politicians should respect each other....It's a good symbol of democracy....
@chandanghatuary143
@chandanghatuary143 Ай бұрын
Jay nabin Jay odisha ❤
@santoshkumarpatra1870
@santoshkumarpatra1870 Ай бұрын
He is legend of Odisha
@Reenabehera0
@Reenabehera0 Ай бұрын
Nabin sir bahut sundar bahut bhala Jay jagannath 🙏🏻🙏🏻🙏🏻🙏🏻🙏🏻❤❤❤❤❤❤❤
@RabindranathSethi-bl4wl
@RabindranathSethi-bl4wl Ай бұрын
ସବୁ ଜଗନ୍ନାଥଙ୍କ ଲୀଳା ସିଏ ଯାହା ଚାହିଁବେ ତାହା ହବ
@rabichandrapal632
@rabichandrapal632 Ай бұрын
ଉଭୟେ ନବୀନ ଜୀ ଓ ଧର୍ମେନ୍ଦ୍ର ଜୀ ଶିଷ୍ଟାଚାର ଓ ଓଡ଼ିଆ ପରମ୍ପରା ର ଉଚ୍ଚ ଶିଖର ରେ... ଓଡ଼ିଆ ଜାତି ଜାତୀୟ ରାଜନୀତି ରେ ଏକ ଉଚ୍ଚକୋଟୀର ନମୁନା ତିଆରି କରି ଚମକାଇ ଦେଲେ ବିଶ୍ୱ ରାଜନୀତି କୁ... ଆମର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ 🙏 ଭୋଟର ମୂଲ୍ୟ ବିଶ୍ୱର ଠାକୁର ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନବୀନ ଜୀ ଙ୍କୁ ପରିଶୋଧ କରିଦେଲେ ଯାହାକୁ ସାରା ଓଡିଶା ର ସାଢେ ଚାରିକୋଟି ଓଡ଼ିଆ ମହାପ୍ରଭୁ ଙ୍କ ନିକଟରେ ଦେଖିଲେ
@dhanwatariBirua
@dhanwatariBirua Ай бұрын
ନବୀନଙ୍କ ପଟ୍ଟନାୟକ ସାର୍ ତ କାଇ କିଛି ତ କହିଲେ ନାହିଁ କେତେବେଳେ ମୁଁହ କହିଲେ ସବୁ ମିଛ
@Anulifestyle12
@Anulifestyle12 Ай бұрын
Thik katha Please subscribe 🙏
@bijaylaxmipanda6402
@bijaylaxmipanda6402 Ай бұрын
Right
@deepakkumar-tg2cr
@deepakkumar-tg2cr Ай бұрын
ସମୟ ର ଖେଳ ଏତେ ଆଚ୍ଚଯ୍ୟ ହେବାର କିଛି ନାହିଁ
@Anulifestyle12
@Anulifestyle12 Ай бұрын
Thik katha kahicha Please subscribe 🙏
@sureshmajhi7332
@sureshmajhi7332 Ай бұрын
Jay Nabin patnayak sir
@PatarBoipaiBoipai-db5tj
@PatarBoipaiBoipai-db5tj Ай бұрын
ଜୋଇଁ ନବୀନ
@prafullachandrasethy6222
@prafullachandrasethy6222 Ай бұрын
Yes he knows every thing.he is briliant one.odishara nirmata. Kancha odia nabin jee.
@bharatrao9188
@bharatrao9188 Ай бұрын
See his behavior n his body language how polite he is 🙏🙏🙏our naveen babu ❤🙏🙏🙏
@advocatesubash2360
@advocatesubash2360 Ай бұрын
Dharmendra pradhan is hero of odisha. He knows how to behave.We.r proud of him
@Anulifestyle12
@Anulifestyle12 Ай бұрын
Yess thik katha Please subscribe 🙏🙏
@Reenabehera0
@Reenabehera0 Ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤ Jay jagannath 🙏🏻🙏🏻🙏🏻🙏🏻🙏🏻
@Sambit21
@Sambit21 Ай бұрын
For Self respected , but after CM to should be Hardworking, rightness,trueman and dutyness , respected for Our Odisha ,
@SudamkuNayak
@SudamkuNayak Ай бұрын
କେତେବେଳେ ମୁଁହ ଖୋଲିଲେ କେହି ଜାଣି ପାରିଲେନି ।ଏଶଳା ଡହରା ନିଉଜ ବାଲା କୁ ସବୁ ଜାଣିପାରିଲା ।
@RAKESH__DRIVER
@RAKESH__DRIVER Ай бұрын
ଆମ ଓଡିଆ ସବୁଠି ବଢିଆ
@rajendrakumarbehera6116
@rajendrakumarbehera6116 Ай бұрын
ସମୟର ଚକ ଅବର୍ଣ୍ଣନୀୟ ଓ unpredictable. ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର, କିନ୍ତୁ ସବୁ ପରିସ୍ଥିତିରେ ନିଜେ ବିନମ୍ର ଓ ଆଦର୍ଶ ହେଲେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ହେଇପାରିବ
@rajdhanimobilemobile3811
@rajdhanimobilemobile3811 Ай бұрын
I love nabin sir🙏🙏🙏🙏🙏🙏😭😭😭
@munakumar8502
@munakumar8502 Ай бұрын
Very nice
@baisalinayak9687
@baisalinayak9687 Ай бұрын
Naveen patinaik sir ♥️
@sachitradas6257
@sachitradas6257 Ай бұрын
Jai jagannath
@NirmalMalick-bg6yb
@NirmalMalick-bg6yb Ай бұрын
ଜୟ ଜଗନ୍ନାଥ ଜୟ ନବୀନ ସାର୍
@saisankrajena1115
@saisankrajena1115 Ай бұрын
ଏମିତି ମୁଖ୍ୟମନ୍ତ୍ରୀ ଆଉ ପାଇବାନି
@BOBYXRAY9488
@BOBYXRAY9488 Ай бұрын
Great C M our Odisha Navin sir
@shibajimallicjmallick4215
@shibajimallicjmallick4215 Ай бұрын
Very proud boy Mr Noben patnayak all odisa fames
@SmitaSbr-su9pd
@SmitaSbr-su9pd Ай бұрын
Naveen Naveen ❤❤❤❤❤❤❤❤❤❤❤❤❤
@dillipmajhimajhidilip
@dillipmajhimajhidilip Ай бұрын
ଜେତେଜୋଜନା,ନବିନବାବୁଙ୍କ,ହୋଇଚି❤
@jagadevdas5297
@jagadevdas5297 Ай бұрын
ଏହାକୁ କୁହାଯାଏ ସଂସ୍କୃତି ସଂପନ୍ନ ବ୍ୟକ୍ତି❤
@sakarsansarafsankar9235
@sakarsansarafsankar9235 Ай бұрын
ନବୀନ ପଟ୍ଟନାୟକ ମନ୍ତ୍ରୀ ଗୋଟିଏ ମନ୍ତ୍ରୀ
@mrskbhanja4765
@mrskbhanja4765 Ай бұрын
Dharmendra sir you are great
@SoumyajeetParida-zk6np
@SoumyajeetParida-zk6np Ай бұрын
ଏମିତି ନେତା ଜଗତରେ ବିରଳ ଜୟ ଜଗନ୍ନାଥ
@Ajit_lifestyle_blogs
@Ajit_lifestyle_blogs Ай бұрын
ନବୀନ ପଟ୍ଟନାୟକ ସାର୍❤❤❤❤❤❤🇮🇳🙏
@rameshchandramajhi8219
@rameshchandramajhi8219 Ай бұрын
ଏଠାରେ ବିରୋଧୀ ହେଲେ ମଧ୍ୟ୍ୟ ଧର୍ମେନ୍ଦ୍ର ପ୍ରଧାନ ମାନବିକତା ଦେଖାଇଛନ୍ତି ଯାହା ମୁଖ୍ୟମନ୍ତ୍ରୀ କରିନାହାନ୍ତି ଦୁଃଖର କଥା l ସରଳ, ନମ୍ର ମୁଖ୍ୟମନ୍ତ୍ରୀ 24 ବର୍ଷରେ ବହୁ ଅଭିଜ୍ଞତା ଓ ଲୋକପ୍ରିୟ ଅଟନ୍ତି, ତାଙ୍କୁ ସନମାନ ଦେବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଲୋକପ୍ରିୟତାର ରାସ୍ତା ଖୋଲା ରହିବ ଯଦି ଏ ଭଳି ବ୍ୟବହାର ବଢ଼େ...😊😊
@sspatanayak1623
@sspatanayak1623 Ай бұрын
ଜୟ ଜଗନ୍ନାଥ
@sivaprasad6726
@sivaprasad6726 Ай бұрын
Jai jagannath...
@ballavcharanpradhan3532
@ballavcharanpradhan3532 Ай бұрын
ନବିନ୍ ସାର୍ ମହାନ୍ 🙏
@kalyankumar4166
@kalyankumar4166 Ай бұрын
❤❤❤I love Naveen sir Jay Naveen ❤❤❤
@Anulifestyle12
@Anulifestyle12 Ай бұрын
Yes Please subscribe 🙏
@jharanadas4506
@jharanadas4506 14 күн бұрын
Jay Naveen sir ❤❤❤🙏
@Smart_boy_Asit_vlogs
@Smart_boy_Asit_vlogs Ай бұрын
I ❤❤❤❤ naveen pattnayak ❤❤❤
@gugujuli4158
@gugujuli4158 Ай бұрын
Navin real hero of orissa history
@sipun_nayak
@sipun_nayak Ай бұрын
Down to earth person nabin babu ❣️
@Smart_boy_Asit_vlogs
@Smart_boy_Asit_vlogs Ай бұрын
Naveen Patnaik gote brnd❤
@sakarsansarafsankar9235
@sakarsansarafsankar9235 Ай бұрын
ରାଜା ଥିଲେ ତାଙ୍କର ପ୍ରଥମ ଗର୍ବ ଅନୁଭବ କରନ୍ତି ନାହିଁ କିନ୍ତୁ ହାରିବା ଜିତିବାର ଫରକ୍ ପଡିବନି ତାଙ୍କୁ ଆଗକୁ ଖେଳ ଆରମ୍ଭ
@rohitpatra8177
@rohitpatra8177 Ай бұрын
Jai Naveen ji ❤
@pradipDas-pe5qj
@pradipDas-pe5qj Ай бұрын
Love you sir
@kartikpatra2346
@kartikpatra2346 Ай бұрын
ନବୀନ ବାବୁ କହିଲେ ନା ତୁ ସଲା କହୁଛୁ
@Nickey_45-22
@Nickey_45-22 Ай бұрын
Naveen sir ❤
@BalaramaSahu-xm9ue
@BalaramaSahu-xm9ue Ай бұрын
Naveen sir year great sir
@niranjandas0242
@niranjandas0242 Ай бұрын
Dharmendra sir great
@shubhendudey5799
@shubhendudey5799 Ай бұрын
Naveen babu ❤
@susantasahoo9544
@susantasahoo9544 Ай бұрын
ନବୀନ ପଟ୍ଟନାୟକ ଓଡ଼ିଆ ସଂସ୍କୃତି ଶିଖିବାକୁ ଚେଷ୍ଟା କରୁଛନ୍ତି। ହାତଯୋଡି ନମସ୍କାର କରିବା ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ନୀରବରେ ଜଣାଉଛନ୍ତି ତାଙ୍କ ବିପକ୍ଷରେ ଅଦାଲତରେ ମାମଲା ରୁଜୁ ପାଇଁ ଅନୁମତି ନ ଦେବାପାଇଁ।
@BinodiniRoutBinodiniRout
@BinodiniRoutBinodiniRout 11 күн бұрын
Nabeen sir 🙏 😂namaste 🙏 💯 ❤❤❤
@sabitamallik6547
@sabitamallik6547 Ай бұрын
Nabeen sir🙏🙏🙏🙏🙏🙏
@karttickpatra5927
@karttickpatra5927 Ай бұрын
Great cm 🙏🙏
@prajnyaparamitamishra3790
@prajnyaparamitamishra3790 Ай бұрын
A gentleman always be a gentleman❤
@user-ln3bm8cz7j
@user-ln3bm8cz7j Ай бұрын
I am great Dharmendra sir
@chakradhardash7954
@chakradhardash7954 Ай бұрын
Ex, CM, nabin babu,,,, always nom, 1,,,,❤
@princeyt9391
@princeyt9391 Ай бұрын
Ebe tharu garva heigalani mohan Majhi sir nku 😢. Sir mukhiya mantri pada pain garva karantu nhi na hele muha madijiba
@umeshchandraswain8578
@umeshchandraswain8578 Ай бұрын
ଇଏ କେବଳ ପ୍ରହସନ ଆଗରୁ ଅସ୍ମିତା କେଉଁଠି ଥିଲା
@HimansuSekharMohanty-zb1is
@HimansuSekharMohanty-zb1is Ай бұрын
Great ex-CM
@natabardas2944
@natabardas2944 Ай бұрын
Jay Jagannath 🙏🙏🙏
@spandancreations4333
@spandancreations4333 Ай бұрын
କଣ କହିଲେ ମୁହଁ ଖୋଲି?
@user-vy4fh1kf4y
@user-vy4fh1kf4y Ай бұрын
Nabin babu .pandian sir. Dharmendra babu ❤
@himansudas4395
@himansudas4395 Ай бұрын
ନବୀନ ପଟ୍ଟନାୟକଙ୍କ ପାଖରେ ଓଡ଼ିଆ ଅସ୍ମିତା ଅଛି. ନବୀନ ପଟ୍ଟନାୟକଙ୍କ ଭଳି ଭଦ୍ର କେହି ହେବେନି.
@debasistripathy9563
@debasistripathy9563 Ай бұрын
He is great 👍
@debadattapanigrahy378
@debadattapanigrahy378 Ай бұрын
Ama Odisha ❤
@sudhansukumarbal3419
@sudhansukumarbal3419 Ай бұрын
This is his greatness
@user-jw2xe7vm2u
@user-jw2xe7vm2u Ай бұрын
ଇଏ ହେଉଛନ୍ତି ଆମ ନବୀନ ବାବୁ
@ajitakar4373
@ajitakar4373 Ай бұрын
Nabin babu hero.🌹🌹🌹🌹🌹♥️
@biswanathbisu1935
@biswanathbisu1935 Ай бұрын
Nabin sir ❤❤❤❤🙏🙏🙏🙏
@Pujariniiikhatuaaa
@Pujariniiikhatuaaa Ай бұрын
Jay jaganath
@user-vl1vc6mu9o
@user-vl1vc6mu9o Ай бұрын
ନବୀନ ପରିକିହେ ହେବେ
@bibhutirath3792
@bibhutirath3792 Ай бұрын
କେତେବେଳେ ମୁଁହ ଖୋଲିଲେ ଓ କଣ କହିଲେ? False thumbnail ଦେଇ viewership ନେଲେ channel ଚାଲିବ ନାହିଁ।
@satyanarayansahoo3103
@satyanarayansahoo3103 Ай бұрын
Dharmendra best man
managed to catch #tiktok
00:16
Анастасия Тарасова
Рет қаралды 40 МЛН
Zombie Boy Saved My Life 💚
00:29
Alan Chikin Chow
Рет қаралды 9 МЛН
managed to catch #tiktok
00:16
Анастасия Тарасова
Рет қаралды 40 МЛН