କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 63 | Podcast With Keshab Das Dwitikrushna

  Рет қаралды 592,243

Argus Digital

Argus Digital

Күн бұрын

Пікірлер: 789
@RanjanSundaray-ty4vf
@RanjanSundaray-ty4vf Ай бұрын
ଦୂତୀକୃଷ୍ଣ ଙ୍କର କହିବା ଶୈଳୀ ବହୁତ୍ ସୁନ୍ଦର୍ ।ପ୍ରାଞ୍ଜଳ ଭାବରେ ଈଶ୍ବରଙ୍କ ବିଷୟରେ କହୁଥିଲେ ତାଙ୍କୁ ମୋର କୋଟି ପ୍ରଣାମ ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କାମନା କରନ୍ତୁ। ଜୟ ଜଗନ୍ନାଥ
@NagenJena-pb2vs
@NagenJena-pb2vs Ай бұрын
❤❤❤
@sandiptakumarbehera5491
@sandiptakumarbehera5491 Ай бұрын
From this time. .this youtube channel become one of greatest and purest channel ..,ହେ ତରୁଣ ସାଧୁ ତୁମ୍ଭକୁ ପ୍ରଣାମ ତୁମ୍ଭ ଗୁରୁଦେବ ଠାକୁର କେଶବ ଚନ୍ଦ୍ର ଙ୍କୁ ଲକ୍ଷ୍ଯ ଲକ୍ଷ୍ଯ ପ୍ରଣାମ 🙏🏽🙏🏽
@NIRASHAPATRA-v3v
@NIRASHAPATRA-v3v Ай бұрын
🙏🙏🙏
@debabratamishra9633
@debabratamishra9633 Ай бұрын
ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ❤❤❤❤❤ କିଶୋର ପ୍ରବଚକ ହୋଇ ମଧ୍ୟ ସୁନ୍ଦର ବ୍ୟବହାର ❤❤❤❤❤ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶିଷରୁ ଆପଣଙ୍କ ମାଧ୍ୟମରେ ଓଡ଼ିଶାର ଶିଶୁ ଓ ଯୁବକ ସତ୍ ପଥରେ ଅଗ୍ରସର ହୁଅନ୍ତୁ।ଜୟ ଶ୍ରୀଜଗନ୍ନାଥ 🙏🚩 ଜୟ ଶ୍ରୀଜଗନ୍ନାଥ 🚩🙏 ରାଧେରାଧେ 🚩🙏
@ramapanda6817
@ramapanda6817 Ай бұрын
ଧର୍ମ ବିଷୟରେ ଆଲେଚନା ଭଲ ଲାଗିଲା । କେଶବ ଧର୍ମପୁତ୍ରଙ୍କର ବହୁତ ଜ୍ଞାନର ଅଧିକାରୀ ଅଟନ୍ତି। I will respect this type of people always.
@LORD_JAGANNATH_OFFICIAL09
@LORD_JAGANNATH_OFFICIAL09 Ай бұрын
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
@debasishsahoo164
@debasishsahoo164 Ай бұрын
Pls ramachandra badapanda nka anantu
@OmsuaysaVlog
@OmsuaysaVlog Ай бұрын
Thik katha 🙏
@dbmeher1477
@dbmeher1477 Ай бұрын
🙏
@lipsamishra1583
@lipsamishra1583 25 күн бұрын
Thik katha
@nilakantharana9631
@nilakantharana9631 22 күн бұрын
Gitare lekha achhi Atma jadi aka thathanta Jane vakhile au janankar khrudha janta
@tufangantayat.
@tufangantayat. Ай бұрын
ଭଗବତ କଥା ଶୁଣିବାର ଓ ଭଗବତ କଥା ଶୁଣାଇବା ଭାଗ୍ଯରେ ଥିଲେ ମିଲେ । ଜୟ ଜଗନ୍ନାଥ।
@Sridhar-zn5bb
@Sridhar-zn5bb Ай бұрын
ଆପଣଙ୍କର ଅନୁସନ୍ଧାନ ମୁଳକ ପ୍ରଶ୍ନ ବହୁତଭଲ।ଧନ୍ୟବାଦ ଆଗକୁ ଜାରି ରଖନ୍ତ।
@Ajay-sonu-saishivangi
@Ajay-sonu-saishivangi Ай бұрын
ବହୁତ ବହୁତ ଧନ୍ୟବାଦ ⚫❗⚫ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ଏତିକି ମିନତୀ 🙏🙏 ଆପଣକ ଚଲାପଥ କୁସୁମିତ ହେଉ ବହୁତ କିଛି ଶିଖିବାକୁ ମିଳିଲା।
@bisweswarmahapatro530
@bisweswarmahapatro530 21 күн бұрын
ଧନ୍ୟବାଦ୍,ଅତ୍ୟୁତ୍ତମ ସୁନ୍ଦର ଉପସ୍ଥାପନ। ଭଗବାନଙ୍କ ଶୁଭାଶିର୍ବାଦାନୁକ୍ରମେଉତ୍ତରୋତ୍ତରଭାବେ ଆଗେଇଚାଲ।🙏🙏ଜୟ ଜୟ ଶ୍ରୀଜଗନ୍ନାଥ ସ୍ବାମୀ🙏🙏
@ramachandrapanipani7424
@ramachandrapanipani7424 Ай бұрын
ଶ୍ରୀ ସଂଗ୍ରାମ ଷଡ଼ଙ୍ଗୀ ଭାଇଙ୍କ ପ୍ରଶ୍ନଗୁଡ଼ିକ ଖୁବ୍ ସୁନ୍ଦର ।
@Argusdigital.official
@Argusdigital.official Ай бұрын
Thank you
@NirupamaBiswal-oc3ft
@NirupamaBiswal-oc3ft Ай бұрын
Shri Radhe Krishna​@@Argusdigital.official
@NirupamaBiswal-oc3ft
@NirupamaBiswal-oc3ft Ай бұрын
Sangram bhai prashn khoob Sundar . Uttara Madhya khoob Sundar❤❤❤❤
@7starvlogs727
@7starvlogs727 Ай бұрын
Oh respect re response ❤❤❤​@@Argusdigital.official
@kadambinipatra5986
@kadambinipatra5986 Ай бұрын
ସର୍ବେ ଭବନ୍ତୁ ସୁଖିନଃ ସଂଗ୍ରାମ ଭାଇ ଓ କୁନି ବାବାଙ୍କୁ ପ୍ରଣାମ। ସଂଗ୍ରାମ ଭାଇଙ୍କ ଫଟାଫଟ ପ୍ରଶ୍ନ ଆଉ କୁନିବାବାଙ୍କର ତଦନୁସାରେ ଉତ୍ତର ଅତି ଭାବୋଦ୍ଦୀପକ ଓ ହୃଦୟସ୍ପର୍ଶୀ।
@bijayakumarmaharana8330
@bijayakumarmaharana8330 Ай бұрын
ବାବା କେଶବ ଆମର ପୁତ୍ର ବୟସର ହେଲେମଧ୍ୟ ଆମେତାଙ୍କୁ ବାବାବୋଲି ମମ୍ବୋଧନ କରିଥାଉ । ତାଙ୍କସହ ଆଜିର ଆଲୋଚନା ସୁନ୍ଦର ଲାଗିଲା କେଶବ ଏହିଭଳି ଅନେକ ଜ୍ଞାନର ଅଧିକାରୀ ହୁଅନ୍ତୁ ପ୍ରଭୁ କଥାରେ ମଜି ରହନ୍ତୁ ।
@ashokjena9677
@ashokjena9677 15 күн бұрын
ଅତି ସୁନ୍ଦର ଭାବରେ କୁନି ପ୍ରବଚକ କେଶବ ଦାସ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କେଶବ ଦାସଙ୍କୁ ଦୀର୍ଘାୟୁ କରନ୍ତୁ।
@sumantasamantaray1810
@sumantasamantaray1810 10 күн бұрын
ଅତି ସୁନ୍ଦର୍ ପ୍ରଶ୍ନ କୁ ଅତି ସୁନ୍ଦର୍ ଉତ୍ତର ଜୟ ଜଗନ୍ନାଥ 🙏🙏🙏
@radhikasakhi2380
@radhikasakhi2380 Ай бұрын
ଏ ହେଉଛନ୍ତି ଆମ ମାହାଙ୍ଗା ଠାକୁର କେଶବ ଚନ୍ଦ୍ର ଙ୍କ ଶିଷ୍ୟ ,ଶିଷ୍ୟ ଙ୍କୁ ଦେଖି ଜଣା ପଡୁଛି ଗୁରୁ କେତେ ମହାନ୍ ଗୁରୁ ହୋଇଥିବେ, ଜୟ ଜଗନ୍ନାଥ
@SanjayaPradhan-tp9de
@SanjayaPradhan-tp9de Ай бұрын
😂😅
@sharatmahakhuds1032
@sharatmahakhuds1032 Ай бұрын
Jay jagannath swami
@nandinibarik6381
@nandinibarik6381 Ай бұрын
omm Jay Shere Guru swami
@NagenJena-pb2vs
@NagenJena-pb2vs Ай бұрын
ଆମର କେଶବ ଚନ୍ଦ୍ର ଧାରା ନେଇଚୁ ମୁ କେଶବ ଠାକୁରଙ୍କୁ ବହୁତ୍ ମାନେ ଗୁରୁ ସ୍ବାମୀ 🙏🏾
@prasantakumarswain3552
@prasantakumarswain3552 Ай бұрын
Bahut Bahut Dhanyavad 🌷🌷
@gitanjalitripathy5389
@gitanjalitripathy5389 Ай бұрын
ବହୁତ ସୁନ୍ଦର କଥା କହୁଛୁରେ ବାପା, ତୋ ଜୀବନ ଦୀର୍ଘାୟୁ ହେଉ, ଜୟ ଜଗନ୍ନାଥ 🙏🙏
@AmagaanAmaSORO
@AmagaanAmaSORO 3 күн бұрын
Shree KeshabaDash GuruBaikrushna Nath Brahmachari, nka shishya best poad cast of Argus News by Sangram Sadangi .many many thanks
@devendranathdas9636
@devendranathdas9636 Ай бұрын
ମୂଁ ୟାଙ୍କର ପ୍ରବଚନ ଶୁଣିଛି. ପ୍ରକୃତରେ ଅସମ୍ଭବ ପ୍ରତିଭାର ଅଧିକାରୀ. ସେ ଠାକୁର କେଶବ ଚନ୍ଦ୍ର ଙ୍କର ଆଶୀର୍ବାଦ ପ୍ରାପ୍ତ. ବିନା ଈଶ୍ୱର ଙ୍କ ଆଶୀର୍ବାଦ ରୁ ଏଇ ପ୍ରକାର ପ୍ରତିଭା ଅସମ୍ଭବ. ଓଁ ନମଃ ଶ୍ରୀ କେଶବ ନାରାୟଣ ନମଃ 🙏🙏🙏
@manashranjanbehera-mc3tg
@manashranjanbehera-mc3tg Ай бұрын
Guruswami 🙏🙏
@NIRASHAPATRA-v3v
@NIRASHAPATRA-v3v Ай бұрын
ଗୁରୁସ୍ୱାମୀ 🙏
@HiranyaPatra-n7o
@HiranyaPatra-n7o Ай бұрын
ଗୁରୁଃସ୍ୱାମୀ 🙏🙏🙏
@mahantabijaya3841
@mahantabijaya3841 Ай бұрын
ଗୁରୁଃସ୍ୱାମୀ
@radhikasakhi2380
@radhikasakhi2380 Ай бұрын
@@devendranathdas9636 guruswami 🙏
@akshayadash2909
@akshayadash2909 28 күн бұрын
ଅତି ସୁନ୍ଦର ପ୍ରୋଗ୍ରାମ ଦୟାକରି କଣ୍ଠଶିଳ୍ପୀ ଉମାକାନ୍ତ ଦାସ ଙ୍କୁ ଆପଣଙ୍କ podcast ରେ ସ୍ଥାନ ଦିଅନ୍ତୁ
@SaratSethi-j6k
@SaratSethi-j6k Ай бұрын
କୁନି ପ୍ରବଚକଙ୍କର କହିବା ବହୁତ ସୁନ୍ଦର୍ । ତୁମର ବ୍ୟବହାର ଅତି ସୁନ୍ଦର । ସତେ ଯେପରି ଲାଗେ ତୁମ ହଉଚ୍ଛ ଭଗବାନ ଙ୍କ ଆଶୀର୍ବାଦ ।
@prasanasahoo9004
@prasanasahoo9004 9 күн бұрын
Jay jaganantha tuma ku agei niantu
@simanchaldora1699
@simanchaldora1699 Ай бұрын
ବହୁତ ସୁନ୍ଦର ଲାଗିଲା, ଏଠି କେଶବ ଦ୍ବିତିକୃଷ୍ଣ ଙ୍କ ବାପା ଆଉ ମାଆ ଙ୍କୁ ବହୁତ ଧନ୍ୟବାଦ ଦେବି, ଏମିତି ଗୋଟିଏ ହୀରାକୁ ଜନ୍ମ ଦେଇଥିବାରୁ.. ସାଧାରଣତଃ ବାପା ମାଆ କୌଣସି ସାଧୁ ସନ୍ଥ କୁ ଦେଖିଲେ ପ୍ରଣାମ କରନ୍ତି, ପାଦ ଧୋଇ ଆସନ ଦିଅନ୍ତି, କିନ୍ତୁ କେବେ ବି ନିଜ ପୁଅ, ଝିଅ ସାଧୁ ସନ୍ୟାସୀ ହୋଇ ସମାଜର ମଙ୍ଗଳ କରନ୍ତୁ, କୌଣସି ବାପା, ମାଆ ଇଛା ପ୍ରକାଶ କରୁନାହାନ୍ତି.. ସେଥିପାଇଁ ମୁଁ ଏ କୁନି ବାବାଙ୍କ ମାଆ, ବାପାଙ୍କୁ ପ୍ରଣାମ ଜଣାଉଛି...
@gayadharpanda5612
@gayadharpanda5612 12 күн бұрын
ପ୍ରଶ୍ନଗୁଡିକର ସୁନ୍ଦର ଉତ୍ତର ମନକୁ ଆକର୍ଷଣ କରୁଛି। ଉତ୍ତରଦାତା ହେଲେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଶିଷ୍ଯ। ପରବର୍ତ୍ତୀ ସମୟରେ ସେ ମହାଙ୍ଗାର କେଶବବାବାଙ୍କ ଅନୁଗତ। ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିଷ୍ଯ ସେ। ଅପର ପକ୍ଷରେ ପ୍ରଶ୍ନକର୍ତ୍ତା ବି ଜଣେ ବହୁଦର୍ଶୀ। ଏଣୁ ଉଭୟଙ୍କର ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ହୋଇଛି। ଉଭୟଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ
@manashwiniAcharya
@manashwiniAcharya Ай бұрын
Kesab Bhai apananku, apankanka Mata ,Pita,bhauni ebam Gurunku mora koti pranaam🙏 Specially grateful to Sangram Sir 🙏
@damayantidas5308
@damayantidas5308 Ай бұрын
🎉ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ ହୃଦୟସ୍ପର୍ଶୀ ହୋଇପାରିଛି ଆଲୋଚନା କେଶବ ବାବା ଙ୍କୁ ଆମମାନଙ୍କର ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ହେ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@bapidas3473
@bapidas3473 Ай бұрын
ସଂଗ୍ରାମ ସାରଙ୍କ କଥା ଶୈଳୀ ବହୁତ ବହୁତ ସୁନ୍ଦର
@Argusdigital.official
@Argusdigital.official Ай бұрын
Thank you
@AmagaanAmaSORO
@AmagaanAmaSORO 4 күн бұрын
Poadcast is best many many thanks to Arogus News
@ramachandrapanipani7424
@ramachandrapanipani7424 Ай бұрын
ସାକ୍ଷାତ୍କାରଟି ଖୁବ୍ ସୁନ୍ଦର ଓ ଉପାଦେୟ । ଷଡ଼ଙ୍ଗୀଭାଇଙ୍କୁ ଏଥିପାଇଁ ଆମର ହାର୍ଦ୍ଦିକ କୃତଜ୍ଞତା ।
@Argusdigital.official
@Argusdigital.official Ай бұрын
Thank you
@sudhirkumar-1904
@sudhirkumar-1904 13 күн бұрын
ଜୟ ଜଗନ୍ନାଥ 🙏🙏ବହୁତ୍ ସୁନ୍ଦର କାର୍ଯକ୍ରମ
@mangulusahu9032
@mangulusahu9032 Ай бұрын
ସଂଗ୍ରାମ ସାର୍ ଆପଣ ବୋହୁତ ଭଲ ଭାବରେ ପ୍ରଶ୍ନ ପଚାରୁଛନ୍ତି। ଆପଣଙ୍କ ପ୍ରଶ୍ନ ପଚାରିବା ସଇଳି ନିଆରା ଆଊ ବୋହୁତ ସହଜ ଭାବରେ ବୁଝିଲା ପରିକା ପଚାରନ୍ତି। ଦୟାକରି ପ୍ରଶାନ୍ତ ନନ୍ଦଙ୍କୁ ଡାକନ୍ତୁ ତାଙ୍କଠୁ କିଛି ଜାଣିବାର ଅଛି।
@lnpanigrahi9585
@lnpanigrahi9585 Ай бұрын
ବହୁତ ସୁନ୍ଦର ଲାଗିଲା। ବହୁତ କିଛି ଶିଖିବାକୁ ମିଳିଲା। ଭାଗବତ ଗୀତା , ଆତ୍ମା , ଶରୀର , ସନାତନ ଧର୍ମ, ମଣିଷର ଲୋଭ ଇର୍ଷା ଦୁଃଖ ସବୁ ଉପରେ ଜ୍ଞାନ ଆହରଣ କରିଲି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇବି ଶ୍ରୀ କେଶବ ବାଳ ବ୍ରହ୍ମଚାରୀ ଙ୍କୁ ଏବଂ ଆର୍ଗସ୍ ପୋଡକାଷ୍ଟ କୁ। ଜୟ ଶ୍ରୀ ଜଗନ୍ନାଥ 🚩🕉️🙏 ଜୟ ସନାତନ ଧର୍ମ 🙏🕉️🚩
@dasarathakundu2277
@dasarathakundu2277 Ай бұрын
ଧନ ତତେ ଭଗବାନ କୋଟି କୋଟି ଆୟୁଷ ଦେଇଥାଉ
@bishnurath4582
@bishnurath4582 Ай бұрын
ସଂଗ୍ରାମ ସାର୍ 🙏🏻🙏🏻 ଗୋଟେ request... ଥରେ ଶରଣ ଓଝା ସାର୍ ଙ୍କୁ ଆପଣଙ୍କ podcast କୁ ଡାକନ୍ତୁ... ଜଗନ୍ନାଥ ଙ୍କ ବିଷୟରେ ଜାଣିବା ପାଇଁ...
@nayaknayak2886
@nayaknayak2886 Ай бұрын
ଷଡ଼ଙ୍ଗୀ ସାର ଙ୍କ ପ୍ରଶ୍ନ ର ଶୈଳୀ ବହୁତ୍ ଭଲ ଥିଲା ।
@F.M_831
@F.M_831 Ай бұрын
ଅତି ସୁନ୍ଦର ପ୍ରଶ୍ନ ଉତ୍ତର ର କାର୍ଯ୍ୟ କର୍ମ ଥିଲା , ଅନେକ ଜ୍ଞାନ ଆରୋହଣ କରିବା ପାଇଁ ମିଳିଲା । ଏଡ଼ିଟର ଭାଇ ଆଗକୁ ଧ୍ୟାନ ରଖିବେ noice clear କରିବା ପାଇଁ । ପଛପଟେ noice ର ଶବ୍ଦ ବୋହୁତ ଅଧିକ ଆସୁଥିଲା ।
@sankarraita535
@sankarraita535 29 күн бұрын
Guruswami 🙏🙏🙏❤️କେଶବ ଠାକୁରଙ୍କଶିଷ୍ୟ ଅଟେ
@lipurakhati2096
@lipurakhati2096 Ай бұрын
କି ଜ୍ଞାନ ପ୍ରଭୁ। ରେ ମଣିଷ କିଛି ଶିଖ
@rajeshmaharana9367
@rajeshmaharana9367 Ай бұрын
Jaha hau argus prodcast sabu bele kichi celibraty lokanku anu thile kintu aji emiti gote pila nku Anichanti ki tanka to kichi sikhiba ku miliba.... Bht bht dhanyabad Jay Shree jaganath Jay Radha raman...... radhe radhe.....
@sonalisahu8970
@sonalisahu8970 Ай бұрын
ସଂଗ୍ରାମ ସାର୍ ବହୁତ ସୁନ୍ଦର ଉପସ୍ଥାପନ , ବହୁତ ବହୁତ ଧନ୍ୟବାଦ ଏମିତି ଏକ podcast ଭେଟି ଦେଇଥିବାରୁ 😊😊
@PrabinKar
@PrabinKar Ай бұрын
କିଶୋର ପ୍ରବଚକ, ଆପଣଙ୍କ ଜ୍ଞାନ ଏହିପରି ଭାବରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମୋର ଅନୁରୋଧ।
@Satya-pq8vt
@Satya-pq8vt Ай бұрын
Aha,kede badhia katha,thank u very much Sangram Sir
@Argusdigital.official
@Argusdigital.official Ай бұрын
Thank you
@laxminarayandas557
@laxminarayandas557 29 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🪔⭕❗⭕
@jchoudhury274
@jchoudhury274 Ай бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ 🙏🙏🙏
@Sanyasi-gouda
@Sanyasi-gouda Ай бұрын
ଅତି ସୁନ୍ଦର ଭାବରେ କୁନି କେଶବ ଦାସ୍ ବାବା ପ୍ରତେକ ପ୍ରସ୍ନ ର ଉତ୍ତର ଦେ ଇ ଛନ୍ତି ଅପଙ୍କ ଚେନ୍ୟଲ କୁ ଅଶେଷ ଅଶେଷ ଧନ୍ୟବାଦ କିଛି ଶିକ୍ଷା ମିଳିପରିଲା ଏମିତି କିଛି ସାଧୁ ଏବଂ ସଂତ କୁ ପ୍ରଦର୍ଶିତ କରୁଥନ୍ତୁ ଜୟ ଜଗନ୍ନାଥ 🙏🙏🙏
@laxmidharapanda6086
@laxmidharapanda6086 Ай бұрын
ଦୀର୍ଘାୟୁ ଭବ କେଶବ ଦ୍ୱିତୀକୃଷ୍ଣ ❤❤❤
@pramodsenapati2090
@pramodsenapati2090 Ай бұрын
ଅତି ସୁନ୍ଦର ଚମତ୍କାର ଭାବରେ ବୁଝେଇଲେ
@amarusatanand2657
@amarusatanand2657 Ай бұрын
ବହୁତ ସୁନ୍ଦର, ଚମତ୍କାର 👍ଖୁସି ଲାଗିଲା 🥰ଗୁରୁଃସ୍ୱାମୀ 🙏
@ramachandrapanipani7424
@ramachandrapanipani7424 Ай бұрын
ଧାରୟତି ଇତି ଧର୍ମ । କେଶବଙ୍କ ବ୍ୟାଖ୍ୟାନ ଖୁବ୍ ସୁନ୍ଦର ।
@PatelPatel-b6q
@PatelPatel-b6q Ай бұрын
Bahut bhala lagila kesab nka podcast
@Argusdigital.official
@Argusdigital.official Ай бұрын
Thank you
@LaxmidharKandi-r7r
@LaxmidharKandi-r7r Ай бұрын
ତୁଳସୀ ଦୁଇ ପତ୍ରରୁ ବାସେ ତୁମକୁ ସଂସାର ଯେତେ କଳା ପାଉଁଶ ପାକେଲେ ବି ତୁମେଂ ପୁଣି ଆସିବ ଭାଗବତ ପ୍ରଚାର କରିବ ମୋର ବିଶ୍ୱାସ
@tusarkumarjena9761
@tusarkumarjena9761 Ай бұрын
I humble pranam to Kesab Das Dyitikrishna and sangram sir. So nice, Splendid and incredible Discuss about Sanatan religion 🙏🙏🙏
@DRM-rw1hv
@DRM-rw1hv Ай бұрын
Sangram bhai apna Kara jay hau❤
@krupasindhumohanty3351
@krupasindhumohanty3351 Ай бұрын
ଆପଣ ଙ୍କୁ ପ୍ରଣାମ।
@baishnamipradhan
@baishnamipradhan 26 күн бұрын
Jay Sri Jagannath
@swarnaprabha4567
@swarnaprabha4567 Ай бұрын
ବହୁତ୍ ଭଲ ପ୍ରବଚନ ବହୁତ୍ ଶିକ୍ଷଣୀୟ କଥା
@hiramotikanhar609
@hiramotikanhar609 Ай бұрын
ଆଦିର ଆଧ୍ୟାତ୍ମିକ ଆଲୋଚନା ଖୁବ୍ ଭଲ ଲାଗିଲା। ଉଭୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଈଶ୍ବର ଆପଣ ଦୁହିଁଙ୍କ ନିକଟରେ ବିରାଜ ମାନ ଅଛନ୍ତି , ରହିବେ ଏହି ବିଶ୍ଵାସ ମୋର ଆସି ଗଲା । ଏମିତି କଥା ମୋତେ ଖୁବ୍ ଭଲ ଲାଗେ । କନ୍ଧମାଳ ଫୁଲବାଣୀ ରୁ ୟ
@rakeshchandrapradhan114
@rakeshchandrapradhan114 Ай бұрын
ସଂଗ୍ରାମ ସାର ଙ୍କ ପ୍ରଶ୍ନ ବହୁତ ଉତ୍ତମ 👌🙏
@mamaligouda3368
@mamaligouda3368 Ай бұрын
Radhey Radhey..🙏🙏🙏🙏....Jay Jagannath....bal brahmachari Keshab ji nku God bahut agaku niantu.....Thank you Sangram sir for this podcast......🙏🙏🙏🙏
@Argusdigital.official
@Argusdigital.official Ай бұрын
Thank you
@ramachandrapanipani7424
@ramachandrapanipani7424 Ай бұрын
କେଶବଙ୍କର ପ୍ରଖର ସ୍ମରଣଶକ୍ତି ।
@chinmayakumar4210
@chinmayakumar4210 Ай бұрын
ଆବାଳ ବୃଦ୍ଧ ସମସ୍ତଙ୍କୁ ଥରେ ଏହି କଥୋପ କଥନ ଦେଖିବା ଦରକାର । ବିଚକ୍ଷଣ 😊
@raysibu485
@raysibu485 16 күн бұрын
କସେବ ହେଛନ୍ତୀ ମହାପ୍ରଭୁ ଶହ ସମାନ ❤❤
@chandrakantaswain1331
@chandrakantaswain1331 Ай бұрын
ଆଜି ର episode ମୋର ହୃଦୟ ସ୍ପର୍ଶି ହୋଇ ରହିଲା ଜଯ ଜଗନ୍ନାଥ ସ୍ଵାମୀ 🙏🙏🙏 ସଂଗ୍ରାମ sir ଆପଣ ବି ବହୁତ୍ ସୁନ୍ଦର୍ ଭାବରେ ପ୍ରଶ୍ନ କରୁଛନ୍ତି
@Argusdigital.official
@Argusdigital.official Ай бұрын
Thank you
@amarpradhan6134
@amarpradhan6134 Ай бұрын
ସଂଗ୍ରାମ ସାର୍ ମୋର ନମସ୍କାର 🙏ଭଲ ପ୍ରଶ୍ନ ପଚାରିଲା ଆପଣଙ୍କୁ ବହୁତ ଧନ୍ୟବାଦ 😭ଜୟ ଜଗନ୍ନାଥ ❤
@niharranjanmohanty3378
@niharranjanmohanty3378 Ай бұрын
ବହୁତ ସୁନ୍ଦର କଥା ଜୟ ଜଗନ୍ନାଥ
@rakeshsaura2114
@rakeshsaura2114 28 күн бұрын
ଜୟ ଗୁରୁ ସ୍ୱାମୀ
@kedarbehera4459
@kedarbehera4459 Ай бұрын
Guruswami Bhai ati sundar ❤❤❤❤❤❤❤
@arucharanpradhan5502
@arucharanpradhan5502 Ай бұрын
ଜୟ ଶ୍ରୀ ରାମ ନମଃ।
@iswarchandranaik
@iswarchandranaik 7 күн бұрын
Dhanya tuma maa bapa dhanya tume
@PurnaChandraJena-vz2vh
@PurnaChandraJena-vz2vh Ай бұрын
ଏହା ଏକ ନିଆରା ସାକ୍ଷାତକାର ଜୟ ଜଗନ୍ନାଥ
@ramachandrapanipani7424
@ramachandrapanipani7424 Ай бұрын
He and She are One. ଭଗବାନ୍ ଓ ଭଗବତୀ ଏକ ଓ ଅଭିନ୍ନ ।
@RakeshMuduli-q3m
@RakeshMuduli-q3m 13 күн бұрын
Bahuta Val lagil
@rajesmajhi9808
@rajesmajhi9808 7 күн бұрын
ଜୟ ଜଗନ୍ନାଥ ❤❤❤
@Trupti1401
@Trupti1401 Ай бұрын
Bohut sunder lagila
@AnilRout-em6qi
@AnilRout-em6qi Ай бұрын
Sadangi Babu ati vala lagila aji ra podcast ti❤jayjagannath🙏
@Argusdigital.official
@Argusdigital.official Ай бұрын
Thank you
@kadambinitripathy4104
@kadambinitripathy4104 Ай бұрын
ଏପରି ପିଲା ଆହୁରି ଜନ୍ମ ହୁଅନ୍ତୁ ଜୟ 🙏 ଜଗନ୍ନାଥ🙏
@lovelysona2971
@lovelysona2971 Ай бұрын
କୁନି ବାବା ଆମ ଅଞ୍ଚଳକୁ ଆସିଥିଲେ ଦର୍ଶନ ଲାଭ କରିଛି ଆଜି ପୁଣି ଥରେ ବାବାଙ୍କ ମୁଖରୁ ଏ ମହାନ୍ ବାଣୀ ଶ୍ରବଣ କରି ଧନ୍ୟ ହେଲି କୋଟି କୋଟି ପ୍ରଣାମ କୁନିବାବାବ❤️❤️🙏🙏
@Sankarvlog...
@Sankarvlog... Ай бұрын
ତାକୁ ପୂଜା କରେ ଅନ୍ଧ ଭକ୍ତ ପାଇଲେ କଣ, ସେଥି ପାଇଁ ତ ସାରଥି ବାବା ବାବା ବୋଲି କହୁଥିଲ ପରେ ହେଇଗୋଲା ବଣ୍ଡ ବାବା 🙂
@SurendraMirdha-qo6tr
@SurendraMirdha-qo6tr Ай бұрын
ବାବାଙ୍କୁ ପ୍ରଣାମ
@imjyotipanda5262
@imjyotipanda5262 Ай бұрын
ଜୟ ଜଗନ୍ନାଥ 🙏⚫❗⚫ମହାପ୍ରଭୁ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ କେଶବ
@babasanthanmusiccreation9188
@babasanthanmusiccreation9188 Ай бұрын
ଆହେ! ସ୍ୱାମୀ 🙇🙇🙇🙇🙏🙏🙏🙏 ଅତି ସୁନ୍ଦର ହରିକଥା ଆଲୋଚନା ❤ ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ ❤🙇🙏
@AjaykumarBhoi-q6n
@AjaykumarBhoi-q6n Ай бұрын
Jay shree Krishna radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe
@arabindaprusti4841
@arabindaprusti4841 Ай бұрын
ଆପଣଙ୍କୁ କୋଟି କୋଟି ପ୍ରଣାମ କେଶବ ବାବା।
@susamabehera257
@susamabehera257 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ,ଜୟ ଶ୍ରୀ କୃଷ୍ଣ
@sanjayakumardas767
@sanjayakumardas767 Ай бұрын
ଜୟ ଜଗନ୍ନାଥ ଜୟ ସନାତନ
@krutideepadas1657
@krutideepadas1657 Ай бұрын
ସଂଗ୍ରାମ ବାବୁ ନମସ୍କାର ଓ କେଶବ ବାବୁ ଙ୍କୁ ନମସ୍କାର ❤ ବହୁତ୍ ଭଲ ଉପସ୍ଥାପନା । ସାନ ହେଲେବି ସଂଗ୍ରାମ ବାବୁ ତାଙ୍କୁ ଉଚିତ୍ ସମ୍ମାନ ଦେଇଛନ୍ତି Very good 👍👍👍👍
@kumarnayak2641
@kumarnayak2641 Ай бұрын
ସଂଗ୍ରାମ ସାର୍ ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ
@dnj9569
@dnj9569 Ай бұрын
Adorable. Bahunam janma namante Gyanban mam prapdyate, basdeba sarvam iti sa Mahatma sudurlav. Dhanya tuma Guru....❤
@sanjay23172
@sanjay23172 Ай бұрын
Beautiful, Memorable, Nice, Fantastic Podcast, Jai Jagannath
@Argusdigital.official
@Argusdigital.official Ай бұрын
Thank you
@lataranirath7905
@lataranirath7905 Ай бұрын
Guru Swami 🙏🙏
@sukantitripathy5545
@sukantitripathy5545 Ай бұрын
God gifted Keshav ❤
@ShaktidaBisoye
@ShaktidaBisoye Ай бұрын
ଧନ୍ୟ ତୁମ ଜନ୍ମ ତୁମ ମାଁ,ବାପା ସହିତ ଆସି ମାଁ ଙ୍କୁ ଦେଖାନ୍ତୁ ❤
@HareKrushna-f3d
@HareKrushna-f3d Ай бұрын
ଆଃହା ,ମୁ ମୋ ପ୍ରଭୁଙ୍କୁ କୋଟୀ ପ୍ରଣାମ ଜଣାଉଛି 🙏🙏🙏,ଜୟ ଶ୍ରୀ ଜଗନ୍ନାଥ 🙏🙏🙏❤ଜୟ ଶ୍ରୀ କେସବାନନ୍ଦଜୀ ।❤❤🙏🙏
@manoramapanda5440
@manoramapanda5440 Ай бұрын
ରାଧେ ରାଧେ 🙏🙏🙏🙏🙏
@satyabratsahu7571
@satyabratsahu7571 Ай бұрын
🙏🪔🌺⭕❗⭕🌺🌿⚫❗⚫🌿🌺🪔🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏 ସାର୍ ଆପଣ ଙ୍କୁ ଧନ୍ୟ ବାଦ 🙏 କେଶବ ଙ୍କ ସହ ଆଲୋଚନା କଲେ. ସୁନ୍ଦର, ପ୍ରଶ୍ନ,କଲେ,, ବୋହୁତ ସୁନ୍ଦର ଭାବରେ, ଉତ୍ତର, ଦେଲେ, ଅତି ଉତ୍ତମ୍ 🙏🙏🙏
@ramachandrapanipani7424
@ramachandrapanipani7424 Ай бұрын
ରଥ ଯାତ୍ରାରେ ଜନ୍ମଦିନ । ଜଗନ୍ନାଥଙ୍କ ଆଶୀର୍ବାଦରେ ପ୍ରଗଲ୍ଭ ବକ୍ତା ।
@ExcellentOdia
@ExcellentOdia Ай бұрын
ବହୁତ୍ ସୁନ୍ଦର୍ podkast...🙏... Sangram sir dayakari...padmashree haldhar naganku thhare aanantu
@BrundabatiPatraBrundabatiPatra
@BrundabatiPatraBrundabatiPatra Ай бұрын
Sangram babu Thankyou, Keshab kuni prabachakanku madhya ⭕‼️⭕🙏🙏🙏🙏🙏🙏
@smitamohanty3302
@smitamohanty3302 28 күн бұрын
Wah bahut gyani
@laxminarayanray4811
@laxminarayanray4811 Ай бұрын
ସୁନ୍ଦର ବହୁତ ସୁନ୍ଦର ଭାବର ଠାକୁର
@kalakarmancha6959
@kalakarmancha6959 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🏽 ଅତି ସୁନ୍ଦର ଅଧାୟ
@DebaBhaiOfficial7
@DebaBhaiOfficial7 Ай бұрын
ଧନ୍ୟବାଦ ସଂଗ୍ରାମ ସାର୍ ❤ ଆମ ବାବାଙ୍କୁ ଆଣିଲେ... କିନ୍ତୁ ଆମ କଥା ଟିକେ ରଖିବେ ଶିବ ନନା ଙ୍କୁ ଟିକେ ଆଣିବେ...ଆମେ ଅପେକ୍ଷା ରେ ଆପଣଙ୍କ ର ।
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
Pranam Odisha : Kuni Prabachak Keshab Das Dwitikrishna | NandighoshaTV
25:29
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН