କଟନୀ ଛଟନୀ - ଯୋଗାଣ ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା | Krushna Chandra Patra | Argus News

  Рет қаралды 6,188

Argus News

Argus News

Күн бұрын

Пікірлер: 23
@kkarunakaramahanandia9980
@kkarunakaramahanandia9980 8 күн бұрын
ଅଯୋଗ୍ୟ ଓ ଅସହାୟ ମନ୍ତ୍ରୀ ଯୋଗୁଁ ସମଗ୍ର ଓଡ଼ିଶାରେ ମଣ୍ଡିରେ ଶୋଷଣ ଶିକାର ହେଉଛନ୍ତି
@ranjankumarnayak
@ranjankumarnayak 8 күн бұрын
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ଧାନ 8 କେଜି କଟନୀ ଛଟନି ହଉଛି
@AnantaMohanty-bl3sv
@AnantaMohanty-bl3sv 8 күн бұрын
ମନ୍ତ୍ରୀ କହିବା ଅପେକ୍ଷା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।ଏକଥା ଅର୍ଗୁସ ମନ୍ତ୍ରୀଙ୍କୁ ପଚାରିବା କଥା।ଅପାରଗ ମନ୍ତ୍ରୀ
@bijayparida8085
@bijayparida8085 8 күн бұрын
ବିଜେପି ର ଦୋଷ
@rjbapun1942
@rjbapun1942 8 күн бұрын
ଆରେ ଅଲାଯୁକ ସରକାର ବିଜେପି ର ଆଉ ମନ୍ତ୍ରୀ ବି ବିଜେପି ର ଆଉ ବାକି rahila IAS ଙ୍କ କଥା, ସେ ପୁଣି ମାନୁନାହାନ୍ତି ଛି ଥୋ 😂
@TiluartGallery
@TiluartGallery 8 күн бұрын
ନିଜ ଜିଲ୍ଲା ରେ ମିଲର ମାନେ dhana ଉଥାଉନହନ୍ତି ସେଇ କଥା ଆଗ ଵୁଝ ଆଉ କଟଣି ଛତନି ହବନି କି କହୁଚ
@SunilSahu-e2b
@SunilSahu-e2b 8 күн бұрын
ଢେଙ୍କାନାଳ ଜିଲ୍ଲାରେ ଧାନ ମଣ୍ଡି ବନ୍ଦ ରହିଛି କଣ ପାଇଁ ମନ୍ତ୍ରୀ ମହାଶୟ କୁହନ୍ତୁ
@AjayaBaba-gw8vs
@AjayaBaba-gw8vs 9 күн бұрын
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନୂଆଁଗା ପଞ୍ଚାୟତ ରେ 5କେଜି କାଟୁଛନ୍ତି।ଏହାକୁ ରୋକନ୍ତୁ।
@lalitsahu-nj6qf
@lalitsahu-nj6qf 9 күн бұрын
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ର ସାନଚେର ଗାଁ ମଣ୍ଡିରେ ୭ କେଜି ଧାନ କାଟୁଛନ୍।
@SushantaPatra-bn8kf
@SushantaPatra-bn8kf 7 күн бұрын
ମନ୍ତ୍ରୀ ଯେତେ ମନା କଲେ ହେଲେ କିଏ ମାନୁଛେ ଆମର ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ର ଯାମଗାଁ ମଣ୍ଡିରେ କଟନୀ ଛଟଣି 3 kg ଆରୁ ଗୁଟେ ଜରି ବସ୍ତା 1kg
@PitabasaSenapati
@PitabasaSenapati 9 күн бұрын
ଭଣ୍ଡାୀପୋଖରୀ ବ୍ଲକ ମଳଦା ସମବାୟ ସମିତି ରେ ବି 7 କେଜି କଟା ଯାଉଛି
@saumyaranjanpanda8371
@saumyaranjanpanda8371 5 күн бұрын
Why minister not declared that IAS officer 's name in media?
@BijaykumarSahoo-bb7ds
@BijaykumarSahoo-bb7ds 9 күн бұрын
Yes 100% right statement of hon'ble Minister.Few officers are wanting to creat disturbance in administration. They should be punished so that other officers will definitely change their mind. No officers are corrupted in the first appointment. Gradually they become corrupted taking the flexibility of govt.
@pramodchoudhury2788
@pramodchoudhury2788 8 күн бұрын
Mugagahir badamba Cuttack re 9kg
@dillip_363
@dillip_363 8 күн бұрын
Mantri mahodaya mandiku aasa
@Rahul-n2m3z
@Rahul-n2m3z 5 күн бұрын
Se magia IAS ku suspend karajau. Ias kia seta kuha Minster patra babu
@AkshayaSethi-n1q
@AkshayaSethi-n1q 9 күн бұрын
bjp Sarkra kn Pura action na ISA babu up action pandu chal bjp Sarkra kich kari pari nhi
@aanandrao2408
@aanandrao2408 8 күн бұрын
ଖାଲି କାର୍ଯ୍ୟାନୁଷ୍ଠାନ ନାହିଁ । ଚାକିରିରୁ ବହିସ୍କାର ସହ ଆୟବର୍ହିଭୂତ ସମ୍ପତି ଜପ୍ତ କରି ଜେଲ୍ ଓ ନିଜ ପାଖ ସମ୍ପର୍କୀୟ ନାଁ ରେ ଥିବା ଆୟ ବହିର୍ଭୁତ ସମ୍ପତି ମଧ୍ୟ ଯାଞ୍ଚ୍ କରି ଜପ୍ତ ସମ୍ପତି ଗରିବ ଯାହାର ଘର,ଚାକିରି,ବଞ୍ଚିବାର ବ୍ୟବସ୍ଥା ନାହିଁ ଏହି ସମ୍ପତି ସେଠାରେ ଖର୍ଚ୍ଚ ହେବା ଆବଶ୍ୟକ ।
@baralsubash7787
@baralsubash7787 8 күн бұрын
Aparaga Minister ku sarkar. Kete percent loka Rs3100/ pauchanti. Tama channel ku lajya laguni sarkar ra Guna gana karibaku.
@manmohannayak9577
@manmohannayak9577 9 күн бұрын
Tume ki minister ho. Dhenkanal re 50kg hisab re 5kg katuchhanti...tume karuchha kan
@ArabindaSahoo-r5q
@ArabindaSahoo-r5q 8 күн бұрын
6kg a Gandimara Mantri
БАБУШКА ШАРИТ #shorts
0:16
Паша Осадчий
Рет қаралды 4,1 МЛН
Andro, ELMAN, TONI, MONA - Зари (Official Music Video)
2:50
RAAVA MUSIC
Рет қаралды 2 МЛН
କଟକରେ ପଡିଛି ଚହଳ… | Odisha Reporter
4:29
Odisha Reporter
Рет қаралды 317 М.