What Is The Mystery Behind Ratna Bhandar?: Jagannath Swain Mohapatra

  Рет қаралды 69,742

Kanak News

Kanak News

Ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #JagannathSwainMohapatra #Puri #Srimandir #OdishaNews #IndiaNews

Пікірлер: 33
@user-nw8ue9pz1v
@user-nw8ue9pz1v Ай бұрын
ଏ ପଣ୍ଡା ଜଣଙ୍କ ରାଜନିତି କରୁଛି ବିଜେପି ବିଜେଡ଼ି ମେଣ୍ଟ ଥିଲା ଯେତେବେଳେ ସେତେବେଳେତ ଖୋଲି ପାରିଥାନ୍ତେ 40ବର୍ଷ ହେଲା ବହୁତ ସୁନା ଦାନ‌ଆସିଥିବ ସିଏ ସୁନା କଣ ହେଲା ଆମେବି ପୁରି ଯାଇଛୁ ପଣ୍ଡା ମାନେ ଆମଠୁ ଟଙ୍କା ନେଇ ଠାକୁର ଦର୍ଶନ କରେଇ ଛନ୍ତି ଏ ପଣ୍ଡା ଯେତେକ ଲୁଭି
@ranajitjena4668
@ranajitjena4668 29 күн бұрын
ଜଗୁନି ଗୋଲାମ ଆମ ଓଡ଼ିଆଙ୍କ ଇଷ୍ଟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ବିକି ତାର ପରିବାର ଚଳାଉଛି
@lipshaglorychannel1230
@lipshaglorychannel1230 19 күн бұрын
Jagannath bhagban samastonko ro jay Jagannath😊🙏
@ilukumar579
@ilukumar579 26 күн бұрын
Jay Jagannath ❤️❤️❤️❤️❤️❤️❤️
@malayaranjanpati94
@malayaranjanpati94 26 күн бұрын
କିଛି ନାହିଁ TOTAL କେତେ କିଲୋ ସୁନା ଅଛି ଏତିକି କଥା ଆଉ କଣ ହବ କୁହ???🌻🌄🙏🏻🙏🏻🙏🏻🙏🏻 ରଥଯାତ୍ରା ସବୁ ବର୍ଷ ହଉ , ଅବଢ଼ା ରନ୍ଧା ହଉ , ଆଉ ରୀତି ନୀତି ଠିକ୍ ରେ ଚାଲୁ ଜୟ ଜଗନ୍ନାଥ🎉❤😂😂❤
@pujabehera5685
@pujabehera5685 29 күн бұрын
Kain ରାଜନୀତି କରୁଚ Pravu nka Naa re Dhhrama ସହିବନି
@manasihota2214
@manasihota2214 18 күн бұрын
Jay jagannth🙏🙏🙏🙏
@pujabehera5685
@pujabehera5685 29 күн бұрын
ଗୋଟେ କଥା.. ପ୍ରଥମେ ଏଈ କନକ ବାଲା ଓ ଟିଭି ବାଲା.... ନହେଲେ ବାଡ଼ଗ୍ରାହୀ ମହାଶୟ ନହେଲେ ଗଜପତି ମହାରାଜ କୁ ପଠାନ୍ତୁ ଭିତରକୁ ଦେଖିବା ପାଇଁ ଭଣ୍ଡାର ଘରର ପରିସ୍ଥିତି କ'ଣ.....ଖାଲି ଟିଭି ଆଗରେ ବସି ବଡ ବଡ ଭାସଣ ବାଜି... ସରକାର କଁ ନାଁ ରେ ମିଛ ସତ...... ମନେରଖନ୍ତୁ ସେତିକି ଧର୍ମ ବଳ ନଥିଲେ କୋଉ ସଳାର ଦମ୍ ନାହିଁ 🙏 ତା ଭିତର କୁ ଯିବାର....ଆରେ ଗୋଟେ ଯୁଗ ପୁରୁଷ ଭଳି ଲୋକ କୁ ପରା ଏଈ ଓଡିଶା ର ବେଇମାନ ସ୍ବାର୍ଥ ବାଦୀ ମଣିଷ ମାନେ ତାଂକୁ ଦୀର୍ଘ ପଚିଶ ବର୍ଷ ପରେ ହରେଇଲେ ଆଉ ଏଈ ଅଢେଇ ଦିନିଆ ସରକାର କ'ଣ ରତ୍ନ ଭଣ୍ଡାର କୁ ଖୋଲି ସବୁ ତାଡି ପକେଈବେ??......ପାଣ୍ଡିଆନ ନାଁ ରେ ଦୁନିଆ କଥା ସେ ଚାବି ନେଇଗଲା ଏଟା କରିଦେଲା ସେଟା କରିଦେଲା ଓଡ଼ିଶା କୁ ଖାଇଗଲା.....ଆଊ ଏବେ କେମିତି ଚାବି ଆଣି ଖୋଲିବାକୁ ବାହରିଛ??... ଦୁର୍ଗତି ର ବେଳ ଆସି ପହଁଚି ଲା ଓଡ଼ିଶାବାସୀ କଁ ପାଇଁ
@Jharansahoo4428
@Jharansahoo4428 24 күн бұрын
Kathata.kan.ku.sunibaku.sundar.laguchi.hele.man.ku.bhari.badhuchi
@gagansahu6599
@gagansahu6599 22 күн бұрын
ଗାଲୁଆ ସେବାୟତ
@ArjuncharanMaharana-mt8qm
@ArjuncharanMaharana-mt8qm 22 күн бұрын
କାହିଁକି ସେଗୁଡିକ ଆଲୋଚନା କରୁଛ, ରତ୍ନ ଭଣ୍ଡାର ପ୍ରଭୁ ଙ୍କ ର ତାଙ୍କ ସମ୍ପତି ଉପରେ କାହିଁକି ନଜର ରଖୁଛ, ମରିବ ସବୁ,
@dibakarsa754
@dibakarsa754 26 күн бұрын
ସୁନା ହୀରା କଣ କେବେ ଖରାପ୍ ହେଇଯିବ କି ? ଏ ଇ ପଣ୍ଡା ସୁନା ଥାଳି କୁଆଡେ ଉଭେଇ ନେଲେ ତାହା ଜାଣିବା ଦରକାର ।
@niharranjankhuntia4569
@niharranjankhuntia4569 27 күн бұрын
Jagu. Nana. Michuia. 24. 23. 22. 21. 20. 19. 18. 17. Kahunathala
@chandprakashpatro996
@chandprakashpatro996 23 күн бұрын
Kichhi sevitare aau nahin laaguchhi
@HabibKhan-he2ts
@HabibKhan-he2ts 27 күн бұрын
Khali kari sarichanti. Aau kichi nahin.
@alokkumarpradhan3841
@alokkumarpradhan3841 Ай бұрын
Bjp please open the Ratna bhandara
@BAD_HERO14
@BAD_HERO14 23 күн бұрын
Sabu luta sarichi
@SidharthPrasadDas
@SidharthPrasadDas 22 күн бұрын
ଏବେ ନନା ଠିକ କହିଲେ ଶେଷ ରେ, ଏ ରତ୍ନ ଭଣ୍ଡାର ଖୋଲିବେ କହି ଭୁଆଁ ବୁଲେଇ ଲୋକ ଙ୍କୁ ଆସିଲେ ସରକାର ରେ ଯା କହିଥିଲେ ଯୋଉ ସମୟ ଦେଇଥିଲେ କଣ ହେଲା ସାରା ଓଡିଶା ଚାହିଁଛି ଆଙ୍କ କଥା କାମ କୁ
@bhabanisankarnath8888
@bhabanisankarnath8888 26 күн бұрын
ବ୍ରହ୍ମ ପରିବର୍ତ୍ତନ ସମୟରେ ଏଟା ନିୟମକୁ ଦଳି ବ୍ରହ୍ମ ପରିବର୍ତ୍ତନ କରିଥିଲା ।ସତରେ ବ୍ରହ୍ମ ଅଛି କି ବିକା ହୋଇଛି ?
@gangaeventsrahitacolony7th999
@gangaeventsrahitacolony7th999 13 күн бұрын
Brahma kana suna na rupa alankala je biki debe
@gangaeventsrahitacolony7th999
@gangaeventsrahitacolony7th999 13 күн бұрын
Bhai tome bi bichitra?karucha
@user-lm8nz8nr4q
@user-lm8nz8nr4q 23 күн бұрын
G M BADA PANDA JA GU NE
@swarruprathod06
@swarruprathod06 27 күн бұрын
Bhai, iphone ta bhal heichi .. 😅
@trinathsahoo4543
@trinathsahoo4543 22 күн бұрын
Sebayat mane adhik luti neuchanti... bhagwan nk nama re kahuchanti
@ajitkumar8999
@ajitkumar8999 25 күн бұрын
Bala na . Sata katha hela ratna bhandara re aau kichi nahi. Ei mane sabu khai deichanti .
@lunarayinstrumental
@lunarayinstrumental 12 күн бұрын
kichi nahi....mahima badheiba pain story gadha jauchi
@rajeshsahu5125
@rajeshsahu5125 18 күн бұрын
Jaldi khula be ratna vandar bahut natak Karla na
@sanjeebkumar1982
@sanjeebkumar1982 23 күн бұрын
😢😢😢😂
@priyabrataprusty7339
@priyabrataprusty7339 19 күн бұрын
Paisa pai nijaku bikidia, au kichhi b script Kari kuha, loka nku mana ichha bhuam bulaaa,
@maatarinistudio
@maatarinistudio 24 күн бұрын
ତମେ ସବୁ ଲୁଟିନେବ
@shashankamohapatra4321
@shashankamohapatra4321 24 күн бұрын
Eitaa hala tautor ta janapaduchi