Only 34 gold crowns in Puri Srimandir's Ratna Bhandar, 12 missing

  Рет қаралды 372,385

OTV

OTV

Күн бұрын

Only 34 gold crowns in Puri Srimandir's Ratna Bhandar, 12 missing
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 164
@princesukanta2052
@princesukanta2052 2 жыл бұрын
ଦିନକୁ ଦିନ ଅନ୍ୟାୟ ଅଧର୍ମ ବଢ଼ିବାରେ ଲାଗିଛି ତା ସହିତ କଳିଯୁଗର ଶେଷ ସମୟ ମଧ୍ୟ ନିକଟତର ଏସବୁ ଅନ୍ୟାୟ ଅଧର୍ମ ର ବିନାଶ କରି ସତ୍ୟ ଧର୍ମ ର ସ୍ଥାପନା କରିବା ନିମନ୍ତେ ପ୍ରଭୁ ଜଗନ୍ନାଥ କଳ୍କୀ ଅବତାର ନିଶ୍ଚିତ ନେବେ 🙏🏻🙏🏻🙏🏻🙏🏻🕉️🕉️ ଜୟ ଜଗନ୍ନାଥ 🙏🏻🙏🏻🙏🏻
@haridas5442
@haridas5442 2 жыл бұрын
ସବୁ ସଳା ନେଇ ଯାଇଛନ୍ତି, ଲୋକଙ୍କ ମନରେ ଭୟ ପୁରେଇ ଦେଲେ କଣ ନାଁ ସାପ 🐍 ଅଛନ୍ତି। ଆଲୁଅ ଲିଭିଗଲା ହାଲୁକା ଲାଗିଲା , ସବୁ ଚୋଟିଆ
@sanjuktabiswal1569
@sanjuktabiswal1569 2 ай бұрын
ଜୟ ଜଗନ୍ନାଥ 🙏🏽🛐 ଆରେ ମାଦଳା ପାଞ୍ଜି ରେ ଯାହା ଅଛି, ମିଛ ନୁହେଁ
@atulbal1881
@atulbal1881 3 ай бұрын
ଆପଣ ରତ୍ନଭଣ୍ଡାର ସମ୍ପତ୍ତିର ପରିମାଣ ସମ୍ପର୍କରେ ବାହାରେ ଆଲୋଚନା କରନ୍ତୁନି ଆଜ୍ଞା ll ରତ୍ନଭଣ୍ଡାର ମହାପ୍ରଭୁଙ୍କର l ସେ ଚାହିଁଲେ, ଭଣ୍ଡାର ଖୋଲାଯିବ l ଆପଣମାନେ ଅଧିକ ପାଣ୍ଡିତ୍ୟ ଦେଖାନ୍ତୁନାହିଁ l କଳାପାହାଡ଼ ମାନଙ୍କୁ କାହିଁକି ପରୋକ୍ଷରେ ଆମନ୍ତ୍ରଣ କରୁଛନ୍ତି!!!! ଜୟ ଜଗନ୍ନାଥ 🙏
@BeatsofBandu
@BeatsofBandu 2 ай бұрын
@@atulbal1881Jay Jagannath 🙏🏻 bhai thik katha kahile. Se katha kehi bujhu nahanti.
@sanjauakumar8999
@sanjauakumar8999 Жыл бұрын
ତମେ ଦ୍ୱୀପ ଲଗାଇ ପଠାଇଲେ ଦଉଡି ପୋଡ଼ି ଯାଇଥିବ ,, ଚାର୍ଜ LIGHT ନେଇ କି ଜାନ୍ତୁ
@romanticboy8540
@romanticboy8540 2 жыл бұрын
ଏଗୁଡା ସବୁ ମନ ଗଡା କାହାଣୀ ରତ୍ନଭଣ୍ଡାର ନ ଖୋଲିବା ପାଇଁ କୁହା ଯାଉଛି sinece ଯୁଗରେ ଏସବୁ କଥା କିଏ ବିଶ୍ୱାସ କରିବେ . ଜଲଦି ରତ୍ନଭଣ୍ଡାର ଖୋଲାଯାଉ ସତ କଣ ଲୋକଙ୍କ ସାମ୍ନାକୁ ଆସୁ
@akrider1437
@akrider1437 2 жыл бұрын
ରନ୍ନଭଣ୍ଡାର ପଛରେ କାହୀକି ପଢୁଛ କହୀଲ ଜଉଟା ଜଉଠି ଅଛି ସେଈଠୀ ଥାଊ ରନ୍ନଭଣ୍ଡାର ଯଦୀ ଖୋଲାଯାଏ ତାହେଲେ କଣଯଦୀ ହୁଅଇତାହେ ଆମ ଓଡିଆ ବାଶି ଦାଈ ହବୁ ଯଉ ଗରବରେକହୁଛୁ ଆମ ପୁରୀ ବେଳାଭୂମିରେ ମିସିଜୀବ ତେଢୁ ଆମକୁ ପୁରୁଢା ରନ୍ନଭଣ୍ଡାର ସହୀତ ଖେଲୀବା ବୁଲ ଜୟ ଜଗନାଥ ।
@BeatsofBandu
@BeatsofBandu 2 ай бұрын
Jay Jagannath 🙏🏻🙏🏻.Bhai tama ghare jetiki sampatti achi tara hisab amaku dia, Ta pare Ama Jaga ra Sampatti upare Najar pakeiba. Ghor Kali kala. Binash kale Bipareeta budhi. Jaha Ravana o Kansa karithile taha bartamaan ame sabu karibaku jauche.Jadi eha managadha kahani thila tahele corona, Foni batya aau 1999 mahabatya, 1983 banya sabu managadha kahani thila. Malika re jaha lekha jeichi taha abasya ghatiba. 13 dina pakhya padichi eithara bhayankar bipatti. Mahaprabhu padijiba bada katha sadharana katha nuhe. Maha bippati. Jeun Garba re Ratna bhandar kholibaku kahucha sei garba re kebe Jagannath nka Prachar o prasar karicha? Kn janicha tame Jagannath nka sanskruti o parampara bisaya re. Se Garba chaheni tara bhaba darkar.
@BeatsofBandu
@BeatsofBandu 2 ай бұрын
​@@akrider1437chada bhai emana nku kahiba jaha kala aage pravachan deba seiya.
@narayanparida5469
@narayanparida5469 2 ай бұрын
ଧନ୍ଯବାଦ ଖୁବ୍ପ ସୁନ୍ଦର ଉତ୍ତର ରଖିଛନ୍ତି@@BeatsofBandu
@SudhirDas-zm5hq
@SudhirDas-zm5hq 2 ай бұрын
ସେଇ ସାଇନ୍ସ ଯୁଗ ପାଇଁ, ପ୍ରଭୁ ଙ୍କ ର ଭିତିରି କଥା କୁ ପଣ୍ଡା ପଡ଼ିହରି ସେବକ ସବୁ , ଗାଇ ଯାଉଛନ୍ତି
@narayanparida5469
@narayanparida5469 2 ай бұрын
ଏଇ ଅଳ୍ପ ଦିନ ତଳେ ଏମାର ମଠରୁ ଉଦ୍ଧାର କରାଯାଇ ଥିବା କୁଇଣ୍ଟାଲ କୁଇଣ୍ଟାଲ ରୂପା ଇଟା କେଉଁଠି ରଖାଯାଇଛି ତାର କିଛି ହିସାବ ରଖ ।
@besmilebehappy291
@besmilebehappy291 2 ай бұрын
ସେକୁଡିକ ପୁରୀ ଟ୍ରେଜେରି ଗାଡ ରେ ସଂପୂର୍ଣ୍ଣ ସୁରକ୍ଷିତ ଅଛି
@nilu5585
@nilu5585 2 жыл бұрын
ଡ୍ରୋନ କେମେରା ବା ରୋବଟିକ୍ କେମେରା ଭିତରକୁ ପଠେଇ ସବୁ କଥା ଯଣାପଡିବ
@s.mohapatra-i1k
@s.mohapatra-i1k 2 жыл бұрын
ତୁମେ ଯାଇ ପାରିବ ନାହିଁ ସିକା ରେ ବସି ଭୟ ଲାଗିବ ନା କଣ ଆପଣ ଗଲେ ଭଲ ହୁଅନ୍ତା ଆମେ ଟିଭି ଦେଖନ୍ତୁ ଆଉ ଆମ ଓଡ଼ିଶାର ଭବିଷ୍ୟତ ଲୋକ ଇତିହାସ ପଢନ୍ତେ ନୁମେ ଯାଇ ଥିଲ ବୋଲି
@BeatsofBandu
@BeatsofBandu 2 ай бұрын
Hau ame tama gharaku pathauchu. Nije ja dekhiki asiba. Kain dara laguchi? Gala purbaru tama ra kete sampatti badi achi hisaab deiki jiba. Nija pain paisa antuni ki Prabhu nka sampatti upare akhi rakucha. Chi chi. Lajja lagiba katha. Are thare taku bhakti re magiki dekha sabu deba se. Dayakari ta sampatti upare loluppa drusti pakao nahin
@sanjuktabiswal1569
@sanjuktabiswal1569 Жыл бұрын
ପ୍ରଭୁ ହେ ଏହାର ବିଚାର ତୁମେ କର ପ୍ରଭୁ ଜଗନ୍ନାଥ ମନ୍ଦିରରେ ତୁମେ କାହିଁକି ଚୁପ୍ ହୋଇ ଵସିଛ। ଚେତନା ଇ ଦିଅ। ସମସ୍ତେ ଜାଣିବା ଦରକାର। ତୁମେ କିଛି କର ପ୍ରଭୁ ଚକ୍ରଧର ହେ। ନିଜକୁ ନିଜେ ରଖିବ। ପୁରାଣ ଶାସ୍ତ୍ର କଣ ମିଛ ହେବାକୁ ଦେଵ। 🙏🌺💿❗💿🌺🙏
@parsuramsahoo7509
@parsuramsahoo7509 2 ай бұрын
ସତ୍ୟ କଥା ଠାକୁର ବର୍ତ୍ତମାନ ସେବାୟତ ଓ ନିତିହରା ନେତା ଓକିଛି ମୂର୍ଖ ମାନଙ୍କର ଖେଳନା କ୍ନଢେଇ ହୋଇ ଯାଇଛନ୍ତି ।ଯାହା ଶୁଭଙ୍କର ନୁହେଁ,। ଆହେ ଚକ୍ରଧର ନିଜକୁ ନିଜେ ରକ୍ଷାକର ଜଗତକୁ ପାପିଙ୍କ କବଳରୁ ମୁକ୍ତ କର।ଧର୍ମର ସ୍ଥାପନା କର। ମହାବାହୁ ବିଶ୍ୱରୁଆଜ୍ଞାନତା ଦୂର ହେଉ। ଶରଣ ଶରଣ ଶରଣ ମାଁ ପଦ୍ମାଳୟା❤🎉🎉🎉🎉🎉❤
@BeatsofBandu
@BeatsofBandu 2 ай бұрын
Se chup hoi basi nahanti. Se nije na chahinle padi nathante. Se chetei dele mu achi. Jebe bi kichi bhul kama karibe mahaprabhu dekhei debe tanka ugraroopa. 🙏🏻
@ganeshjena1121
@ganeshjena1121 Жыл бұрын
୫୭୦ ପ୍ରକାର item ଅଳଙ୍କାର ଥିଲା ବଲି ସାର କହୁଛନ୍ତି , ଯଦି ପ୍ରକୃତରେ ସେତିକି ଟା ନ ଥିବ ତାହେଲେ ଚୋର ହୋଇ ନାହିଁ ବୋଲି କହିବା ଆପଣଙ୍କର ଉଚ୍ଚିତ କି ? ଠିକ୍ କି ? ତା ହେଲେ ସରକାର ଖୋଲିବାକୁ ଡରି ଖୋଲୁ ନାହାନ୍ତି କାହିଁକ ?
@ramakantamohanty937
@ramakantamohanty937 2 жыл бұрын
ଡିହ ଗାଲୁଆ ଆଲୋକଟି ଯାହା ଜଣାପଡୁଛି ଏ ଲୋକଟି କିଛି ଖାଇ ହଜମ କରିଛ ଆଉ ରତ୍ନଭଣ୍ଡାର ରେ କିଛି ନାହିଁ ସେଥିପାଇଁଲୋକଙ୍କ ମନରେ ଭୟ ଶୃଷ୍ଟି କରାଉ ଛନ୍ତି
@suryanarayansahu5375
@suryanarayansahu5375 2 ай бұрын
ଆପଣ ତାହେଲେ ସବୁ ଜାଣିଛନ୍ତି। ଦେଖିଛନ୍ତି ମଧ୍ୟ। ପୂଜା ରି ମାନେ ଯାହା କହୁଛନ୍ତି ତାହା ବର୍ତମାନ ଦେଖିଲେ କେତେ ସତ୍ ଓମିଛ ଜଣା ପଡ଼ିବ।ସବୁ ଥିରୁ କିଛି ଚୋରି ହେବାର ଜଣାପଡ଼ିବ। ସୁଡ଼ଙ୍ଗ ଜଦି ଅଛି କୋଉଠି କାହିଁ କି କେତେ କିମି ଯାଇଛି କଣ ପାଇଁ ଇତ୍ୟାଦି କହୁଥିବା ଅତିଥି ନିଶ୍ଚିତ ଜାଣିଥିବେ। ଯେହେତୁ ଖୋଲିବା ସୁନିଶ୍ଚିତ ହେଉଛି ତେଣୁ ସମସ୍ତେ ବିଭିନ୍ନ ହାସ୍ୟପଦ କଥା କହିବା କିଛି ବିଚିତ୍ର ନୁହେଁ। ଜଗନ୍ନାଥ ପ୍ରଭୁ ଅନ୍ତର୍ଯ୍ୟାମୀ ତାଙ୍କୁନେଇ କୌଣସି ରାଜନୀତି ନ କରି ଉଦେଶ୍ୟ ଜାରି ରହୁ।ଜୟ ଜଗନ୍ନାଥ।
@sanjauakumar8999
@sanjauakumar8999 Жыл бұрын
CAMERA ଲଗାଇ ପଠା ଯାଉ ଭିତରକୁ
@sanjuktabiswal1569
@sanjuktabiswal1569 2 ай бұрын
ଠିକ କହିଲେ
@keshabchandrasahoo1428
@keshabchandrasahoo1428 2 жыл бұрын
କିଏ ଚୋରେଇ ନେଇଛି
@ajayapanda167
@ajayapanda167 2 жыл бұрын
Magiha Navin patnaik sabu bikiki khai saribani au kichhi nathiba,au 12 ti mukuta magiha Navin patnaik neichhi
@amitavsarangi1883
@amitavsarangi1883 2 жыл бұрын
Right
@sanjuktabiswal1569
@sanjuktabiswal1569 2 ай бұрын
​@amitavsaବେକାର କଥା rangi1883
@PrakashSahu-se1su
@PrakashSahu-se1su 2 жыл бұрын
pure bada panda mananka cbi investigation hau.samana sabu chore kare chante...
@babimakingstudio1864
@babimakingstudio1864 2 ай бұрын
ଜୟ ଜଗନ୍ନାଥ ଶିତା ରାମ
@blackbull2013
@blackbull2013 2 жыл бұрын
46 ଯୁଦ୍ଧ କଳିଙ୍ଗ କରିଥିଲା କାଇଁ କୋଉଠି ଲେଖା ହେଇଚି
@makeupboylipu7352
@makeupboylipu7352 2 жыл бұрын
ସବୁ ଖାଇଗଲେ
@sanjauakumar8999
@sanjauakumar8999 Жыл бұрын
ଜଗନ୍ନାଥ ଙ୍କ ଲକ୍ଷ ଲକ୍ଷ ଜମି ଗଲା କୁଆଡ଼େ ?
@sibadattajena1311
@sibadattajena1311 3 ай бұрын
Eguda sabu gapa aau mana gadha katha. Bhandar kholi list kara jau under camera. Then future pain record b rahiba. Nahele emti ame gapa sunuthiba. Aau ratna bhandar khali heijiba.
@babudash1336
@babudash1336 2 жыл бұрын
ମହାପ୍ରଭୁ ତୋ ମାୟା ତୋତେ ଅଗୋଚର କାହୁଁ ଜାଣିବେ ଛାର ନର ଜୟ ଜଗନ୍ନାଥ।।
@parsuramsahoo7509
@parsuramsahoo7509 2 ай бұрын
ରତ୍ନଭଣ୍ଡାର ଗୋଟିଏ ଭଲ ରାଜନୀତି। ତେଣୁ ଆଗକୁ ଦେଖିବାର ଅଅଛି ରାଜନୀତି କୁଆଡ କୁ ଯାଉଛି।ଜୟ ଜଗନ୍ନାଥ❤🎉🎉🎉🎉🎉❤
@durjyadhanmajhi6408
@durjyadhanmajhi6408 2 жыл бұрын
ଶଳା ବ୍ରାହ୍ମଣ ନେଇଥିବ କି ସାପ
@bibekanandamishra331
@bibekanandamishra331 Жыл бұрын
ଏହା ନବିନ୍ ସରକାର ସବୁ ଚୋରି କରିଛି
@saratkumarnayak7228
@saratkumarnayak7228 2 ай бұрын
କେଉଁଠି ରତ୍ନଭଣ୍ଡାର ଅବସ୍ଥିତ, ମନ୍ଦିର ଭିତରେ ନା bahare
@suryakantabehera9329
@suryakantabehera9329 Жыл бұрын
ବାକି ରହିଲା କ୍ୟାମେରା କିଛି କାମ କରିବନି
@pintu3079
@pintu3079 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@ilukumar579
@ilukumar579 2 жыл бұрын
Jay jagannath ❤️❤️❤️🙏🙏🙏🙏
@godabarimangaraj5027
@godabarimangaraj5027 Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@gopalkrishnapattnaik5313
@gopalkrishnapattnaik5313 2 ай бұрын
1200 or more years before , how Mandir was constructed?? That is miracle. Till date PURI MANDIR EXIST AS STRONGEST MANDIR...LORD JAGANNATH CREATE ALL THOSE THINGS. MAN WORKS ACCORDING TO HIS INSTRUCTION. He is creator, organiser & destroyer..Surrender to LORD..
@Rohankumar14725
@Rohankumar14725 2 жыл бұрын
Jay jagannath swami nayana Patha gami bhaba Tume prabhu 🙏🙏🙏
@BeatsofBandu
@BeatsofBandu 2 ай бұрын
Jay Jagannath 🙏🏻🙏🏻.Bahut badhiya Rajaneeti chalichi. Emane kemiti janile achi boli? Ta mane emane hin chora chori karuchanti. Jaga sabu dekhuchi. Dala mata nirbisesha re Jie Jaga ku nei rajaneeti kariba sie mariba. Ta udaharan aapana mane dekhi sarichanti. Ta thu bali Rajaneetigyan ei duniya re nahanti. Ede bada Mahabharat yuddha ra karna dhaara thila se. Jie comment kariba emana nka support re specially chora media bala nka support re taku mu prathame kahibi ta ghare jetiki sampatti achi tara hisab deu? Jeun Sarkar thakura muha madi padiba ku sadharana katha boli kahuchi se sarkar ra Prabhu nka konsi jinisha re samil heba o tanka related kichi bi investigation kariba ra konsi adhikar nahin. Prabhu muha kholiki kichi kahunahanti ta sethipain ei natak sabu challichi. Jou dina Prabhu tanka leela aarambha karibe. Se dina prakopa sahi paribani. Garba ganjana Narahari Garba na sahanti kahari. 🙏🏻
@sunilnath3572
@sunilnath3572 Жыл бұрын
🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷🪷 🙏 ଜୟ ଜୟ 🙏 💕💕💕💕💕💕💕💕💕💕💕💕💕💕 🙏 ଶ୍ରୀ ଜଗନ୍ନାଥ 🙏 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 🙏ଜୟ🙏 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ହେଉ 🙏 💕💕💕💕💕💕💕💕💕💕💕💕💕💕 🙏🙏🙏 🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷🪷
@jitendra33453
@jitendra33453 2 ай бұрын
😂😂😂😂😂😂😂 ଠାକୁର ଘରେ କିଏ ମୁଁ କଦଳୀ ଖାଇନି
@biswambarnayak361
@biswambarnayak361 2 жыл бұрын
Jay Jagannath 🙏🙌
@bkbarik2322
@bkbarik2322 Жыл бұрын
ଜୟ ମହାପ୍ରଭୁ🙏🙏🚩🚩
@pravashswain2779
@pravashswain2779 2 ай бұрын
ଏ ବୁଢା କୁ ତା ଭିତରେ ଛାଡ଼ 😂
@anupkumardas4774
@anupkumardas4774 2 жыл бұрын
ଭଲ ଗପ କହିଲ
@asitrout7659
@asitrout7659 2 жыл бұрын
🙏🙏🌹ଜୟ ଜଗନ୍ନାଥ
@BasudeveBanguru
@BasudeveBanguru 2 ай бұрын
ଏ ଲୋକ କିଛି ଜାଣି ନାହିଁ
@sanjuktharani3773
@sanjuktharani3773 3 ай бұрын
Panda mane chalu korideichanti.
@satyabratsahoo8968
@satyabratsahoo8968 Жыл бұрын
Tama media pai aaji sabukichhi guptakatha prasarita heichi .tamaku khali mada darkar
@swarnamohanty3121
@swarnamohanty3121 2 ай бұрын
Guli khati .
@swadhinpradhan3723
@swadhinpradhan3723 Жыл бұрын
ଭାଇ ଏବେ ସିସି କ୍ୟାମେରା ଅଛି ସବୁଦିଖିହେବ
@Reenabehera0
@Reenabehera0 2 ай бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
@SujitParadiasujit
@SujitParadiasujit 2 ай бұрын
Bada panda mananku cbi tadanta karajau
@sanjauakumar8999
@sanjauakumar8999 Жыл бұрын
କିଏ ଚୋରି କରି ନେଇଛନ୍ତି ତେଣୁ ବନ୍ଦ କରି ଦେଲେ
@gopalsamall8365
@gopalsamall8365 3 ай бұрын
ରତ୍ନ ଭଣ୍ଡାର ଖୋଲୁ ସବୁ ଜଣା ଯିବ l
@byomakeshmishra4287
@byomakeshmishra4287 2 жыл бұрын
Sab loot liya.
@santanukumarjena9505
@santanukumarjena9505 2 жыл бұрын
Sabu kholo musa khayi deyichanti......
@bksarangi8198
@bksarangi8198 2 жыл бұрын
Micha katha.emotionally said 46 war
@swarnamohanty3121
@swarnamohanty3121 Жыл бұрын
Guli khati.
@PUBGLOVER-xh5qc
@PUBGLOVER-xh5qc 2 ай бұрын
Mora kahibara achhi jadi ganati Kariba pani chahnuchha te jagannath nije janei debe ki ganati kara jau boli:
@dipakkumarsahoo5924
@dipakkumarsahoo5924 2 жыл бұрын
Bhagwan nku dara re jadi ei gold odisha ra development re lagithanta then think how odisha will be.....
@suryanarayanbehera4949
@suryanarayanbehera4949 2 жыл бұрын
Jouthi achi seithi thau kichi janina tame
@dipakkumarsahoo5924
@dipakkumarsahoo5924 2 жыл бұрын
@@suryanarayanbehera4949 hnn bhi thik kahichha development re lagu nalagu kintu history re thau
@RaghunathPanda-t9m
@RaghunathPanda-t9m 2 ай бұрын
300 barsa purba katha kahiki alochana gujurat bepari asithile lutiba pai satarka hua
@vlogofsaswati2293
@vlogofsaswati2293 2 жыл бұрын
Jagata ra natha sree Jaganatha mohaprbhu🙏🙏🙏
@atalpradhan7180
@atalpradhan7180 3 ай бұрын
Mana gadha kahani
@kumadini143.
@kumadini143. 2 жыл бұрын
Jay Jagannath 🙏🙏🙏
@mamapradhan8717
@mamapradhan8717 2 жыл бұрын
🙏🙏🙏🙏Jay jaganatha🙏🙏🙏🙏
@SoumikRoy-l3f
@SoumikRoy-l3f 2 ай бұрын
Aha mo thakura thare kebe subarna bada shinghara huante ki
@jagdishnayak4328
@jagdishnayak4328 2 жыл бұрын
46 janaku parasta karithile boli 46 jananka mukuta aniki rakhithibe boli pramana kana. Tenu ajatha re kahiba j chori hei jaichi eta bhul. Karana kete attacks heichi mandira upare kete chori heichi.
@susantajena5866
@susantajena5866 Жыл бұрын
Thau tu ate jyana Dena Tu kan mundi be mundi tu
@pradeeptakumarguinguin6980
@pradeeptakumarguinguin6980 2 жыл бұрын
eie diha galua. sabu janichhi. bhabi chinti katha kahuchhi.
@ANUSUYABEHERA-mq1kc
@ANUSUYABEHERA-mq1kc 2 ай бұрын
Pandian nei jaichi
@bikashdehury6683
@bikashdehury6683 2 жыл бұрын
Bikash
@sanjibsethi4568
@sanjibsethi4568 3 ай бұрын
Ranta vandara kholu kholu modi ra jibana chali janta jadi ame janibu Jagarnatha nkara krupa achi boli... Desa bar bad ru banchi janta
@suryakantabehera9329
@suryakantabehera9329 Жыл бұрын
ଯିଏ ଖୋଲିବ ସିଏ ମରିବ
@soumyaranjanmuduli9658
@soumyaranjanmuduli9658 2 жыл бұрын
mausa kichi kuhantu nahi n hele sabu neta neijibe
@basantarout9538
@basantarout9538 Жыл бұрын
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@jayjagannathbhajan5819
@jayjagannathbhajan5819 2 жыл бұрын
Jay jagannath swami nayan patha gami bhaba tume haribola 🙏🏽
@dillipbasa
@dillipbasa Жыл бұрын
ଜୟ ଜଗନ୍ନାଥ 🙏🙏🙏🙏
@ratnakarbehura2980
@ratnakarbehura2980 2 ай бұрын
baseless information. pl. ignore that old man
@maniramsabar4263
@maniramsabar4263 2 жыл бұрын
ଜୟ୍ ଜଗନ୍ନାଥ୍ 🙏
@pradeeptakumarguinguin6980
@pradeeptakumarguinguin6980 2 жыл бұрын
sale sabu khai dei chalu kari deuchha. public nka lagi kichhi nahi. sabubele bhakta nka thu paisa maguchha
@jitunaik9290
@jitunaik9290 2 жыл бұрын
Jay jagannath 🙏🙏🙏🙏🙏🙏🙏
@satyabrataswain1976
@satyabrataswain1976 Жыл бұрын
Jaya Jagannath Swami
@subhasishbhuyan7493
@subhasishbhuyan7493 2 ай бұрын
Manima mora vikiri nuha. pura biswa tankara. Gte godi pathara b kia jdi lucheila ta pariwar livi gba.
@basudevnayak7248
@basudevnayak7248 Жыл бұрын
You are telling imaginary stories .
@kumarashok5358
@kumarashok5358 2 жыл бұрын
Jay Jagannath
@Omm-i4g
@Omm-i4g 2 жыл бұрын
Sabu kholo hei galani..aau nahin
@santoshpradhan4520
@santoshpradhan4520 Жыл бұрын
Prabhu sabu nija bhakta nku dei dei ebe ratnabhandaar re praaya kichhi naahin.sabubele bhakta maagile prabhu kan manaa karipaaribe ki ??ratnabhandar re aau kichhi naahi ,kaalia thaakura sabu dei ebe niswah.
@SoumikRoy-l3f
@SoumikRoy-l3f 2 ай бұрын
He maa mahalaxmi nija ratna bhandara ku nije rakhya kara jei b aku lutiba ta bansha nasa jiba
@dibakarmehera8070
@dibakarmehera8070 2 жыл бұрын
Bhai khaliba chesta karani .
@krushnasenmahakur1121
@krushnasenmahakur1121 2 ай бұрын
Bekar katha alochana
@abinashparamanik7492
@abinashparamanik7492 2 жыл бұрын
Jay shree Jagannath 🙏🙏🙏
@sidharthray7889
@sidharthray7889 2 жыл бұрын
Aau nahi kichi...Sethi paine natak chalichi. Jagannath nku 1te bepara ra madhyama banei sarileni emane ..sabu kala kana bulei sarileni.
@sudamhansdah2698
@sudamhansdah2698 Жыл бұрын
Malikaku pocharantu sietosabukohidebe
@pabitramahapatra3955
@pabitramahapatra3955 2 жыл бұрын
Jay jagannath swami prabhu
@auroshreegallery2304
@auroshreegallery2304 2 жыл бұрын
Jay Shree jagannath swami 🙏🙏🙏
@FudanHandah
@FudanHandah 3 ай бұрын
Ame,janasadharanabujhisarilu,je,,Ratnabhandara,surakhitnahinkaran Kathare,janapoduchhi❤
@samarajit65litu76
@samarajit65litu76 2 жыл бұрын
Janaku na chhadi , 10 janku eka thare bhitaraku chhad , electric ⚡💡 deiki pathao
@swainzsubrat4733
@swainzsubrat4733 2 жыл бұрын
E jati odia jati E mati ratna mati aau ama sahitya ama itihas heuchi eka ananya paribhasa e duniya ju die
@dharmendrabehera9595
@dharmendrabehera9595 2 жыл бұрын
Jai jagannath 🙏🙏 jai jagannath
@ashiskumargochhayat7764
@ashiskumargochhayat7764 2 жыл бұрын
Jay tetiskoti Deva Devi 🙏🙏🙏
@padmini_mishra
@padmini_mishra 2 ай бұрын
Thanks to God Jay Jagannath🙏🏽🙏🏽🙏🏽🙏🏽🙏🏽
@sunilpradhan5739
@sunilpradhan5739 2 ай бұрын
😊😊😊😊😊ili😊😊😊
@parsuramsahoo7509
@parsuramsahoo7509 2 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@NaliniPrabhaMaharana
@NaliniPrabhaMaharana 3 ай бұрын
Ratna bhandara shigra khola jau sarba sadharana nku janantu.
@prakashharichandan4528
@prakashharichandan4528 2 ай бұрын
Jay jagannath
@jitendrasethi2229
@jitendrasethi2229 Жыл бұрын
Abeta Prabhu chanhuchhanti Kholidiantu
@dillipkumardas5144
@dillipkumardas5144 2 жыл бұрын
Aau Achhi 😔
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 19 МЛН
The selfish The Joker was taught a lesson by Officer Rabbit. #funny #supersiblings
00:12
The Joker wanted to stand at the front, but unexpectedly was beaten up by Officer Rabbit
00:12
Ozoda - Lada ( Official Music Video 2024 )
06:07
Ozoda
Рет қаралды 17 МЛН
Janta Darbar: Missing Key of Lord Jagannath's "Ratna Bhandar"
48:34
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 19 МЛН