Janata Darbaar: Caste System In India

  Рет қаралды 366,992

Kanak News

Kanak News

Күн бұрын

For latest Odisha News Follow us:
Visit: kanaknews.com/
KZbin: / kanaktvonline
Twitter: / kanak_news
Facebook: / kanaknews
Playlists-
Big Debate- • Big Debate: Grounded A...
One to One- • Casting Couch In Ollyw...
Wah Wah Re Camera: • Video
Loka Nakali Katha Asali: • Loka Nakali Katha Asal...
Manoranjan Mishra Live: • Manoranjan Mishra Live...
Olta Palta: • Video

Пікірлер: 1 000
@nilakanthabhuyan2032
@nilakanthabhuyan2032 3 жыл бұрын
ଆମେ ବ୍ରାହ୍ମଣ କି ଶୁଦ୍ର ନୁହେଁ l ଆମେ ସମସ୍ତେ ମାନବ ଜାତି l ମନୁଷ୍ୟର ବିକୃତି ଭାବନା ଓ ଅହଂକାର ହିଁ ଉଚ୍ଚ ନୀଚର ଭାବନା ସୃଷ୍ଟି କରୁଚି l ମନୁଷ୍ୟ ସମାନତା ରହିବ ଦରକାର l ଧନ୍ୟବାଦ
@sideswarnayak3159
@sideswarnayak3159 2 жыл бұрын
Tama bhali jadi samste bujhe be ta jati bedha au Rahi ba ni je parjanta samste bujhi nahanti se parjanta amiti amara dalita loka ladei haba
@mr.445kgaming
@mr.445kgaming 2 жыл бұрын
Right
@pkkanshine9674
@pkkanshine9674 2 жыл бұрын
ତୁମେ ନିଜେ ବ୍ରାହ୍ମଣ ନୁହଁ କି ଶୂଦ୍ର ନୁହଁ କିନ୍ତୁ ମନ୍ଦିରକୁ ଗଲେ ବ୍ରାହ୍ମଣ କୁ ମୁଣ୍ଡିଆ ମାରୁଛ 😁😁😁😁😁😁😁😁😁😁😁😁😁😁
@nilakanthabhuyan2032
@nilakanthabhuyan2032 2 жыл бұрын
@@pkkanshine9674 ସଂସ୍କାର ବୋଲି ଆପଣ ଜାଣିଛନ୍ତି କି ନାହିଁ l
@abrahamnag3274
@abrahamnag3274 Жыл бұрын
Right
@niranjanoram3605
@niranjanoram3605 Жыл бұрын
ଓଡିଶା ର ସବୁ ବଡ ବଡ ମନ୍ଦିରରେ ଅଧେ ଅଧେ ପୂଜାରୀ ଦଳିତ / ଆଦିବାସୀ ମାନଙ୍କୁ ରଖାଯାଉ । ପ୍ରଥମେ ଜଗନ୍ନାଥ ମନ୍ଦିର ରେ ଆଦିବାସୀ ଆଉ ହରିଜନ ପୂଜାରୀ ରଖାଯାଉ ।
@alltypevideosagmkhadiach3525
@alltypevideosagmkhadiach3525 Жыл бұрын
Right point brother
@subhamdj5292
@subhamdj5292 Жыл бұрын
Thiki kahicha bhai
@essentialinformational8077
@essentialinformational8077 Жыл бұрын
Good 👍
@soumya.ranjan3073
@soumya.ranjan3073 8 ай бұрын
Adibasi untouchables nuhanti 😅😅😅
@sanjaybiswal1669
@sanjaybiswal1669 5 ай бұрын
vai adivasi achhuan nuhanti ...sabara srikhetra,ghatagaon tarini,harisankara esabu re adivasi pujaka ..so adivasi achhuan nuhanti
@purnachandratudu8662
@purnachandratudu8662 5 жыл бұрын
Manoranjan babu you are not eligible for this seat
@bitutechnical4530
@bitutechnical4530 6 жыл бұрын
ଜାତୀ ପ୍ରଥା କେବେ ଠାରୁ ଆରମ୍ଭ ହେଲା, ହିନ୍ଦୁ ଧର୍ମ ବ୍ଯତୀତ ଅନ୍ୟ ଧର୍ମ ରେ ତ କାଇଁ ଜାତୀ ପ୍ରଥା ନାହିଁ, ଏହାର ଉତ୍ତର ରଖନ୍ତୁ।
@sochbadlodeshbadlo4639
@sochbadlodeshbadlo4639 5 жыл бұрын
Bhai jati partha vedic society re na thila.koi jaga re scripture re jati partha lekha hei nahi. Scripture re by born ru jati hua nahi. Karma ru barna by karma. Au Christian re slavery au race. Like black. Au Muslim. Re kafir in name of god. Re ania. Ku murder kariba. Muslim country re ania kehi religion re kichi adhikara nahi. Pakistan re non Muslim pm au president heiparibeni.
@vladimirlenin..russianprem5616
@vladimirlenin..russianprem5616 5 жыл бұрын
ଜାତିପ୍ରଥା ସବୁ ଧର୍ମ ରେ ଅଛି
@lingarajsuna7737
@lingarajsuna7737 5 жыл бұрын
) “The actions of a brahmana arising from his own nature are serenity, self-control, austerity, purity, tolerance, honest, knowledge of the Vedas, wisdom and firm faith.“ (Bhagavad Gita 18:42) “The actions of a ksatriya born of his own nature are heroism, exuberance, determination, resourcefulness, without trace of cowardice in battle, generosity and leadership.“ (Bhagavad Gita 18:43) “The actions of a vaisya born of his own nature are agriculture, cow protection and trade; also the actions of a sudra born of his own nature consists in service to brahmana, ksatriyas and vaisyas.“ (Bhagavad Gita 18:44)
@ratnakarbhoi9508
@ratnakarbhoi9508 5 жыл бұрын
Pradip kumar das....Tk manusmruti ku bhalare padhantu
@live-fq5wt
@live-fq5wt 4 жыл бұрын
Jadi kahaku ai dharam. Jati bisayre janibaku chanhu chhanti..au ai bramahan mane kete harami. All general. Sabu bidesi loka..a sabu bisayre... pain' join.. bamcef... sangathan please all sc st obc minerity. Join please
@kprasanta1166
@kprasanta1166 4 жыл бұрын
Monaranjan Full Support To Brahman Caste
@MDMD-te9dx
@MDMD-te9dx 6 жыл бұрын
Mu ebe bi kahuchi jatibad achi
@ooomujkk6073
@ooomujkk6073 Жыл бұрын
ମନୋରଞ୍ଜନ ସାର୍ ଙ୍କର ଶେଷ କଥା ହିଁ ଠିକ୍ ହେବା ଦରକାର ।
@adibasi5697
@adibasi5697 Жыл бұрын
ମନୋରଞ୍ଜନ ବାବୁ ମୁଁ ଜଣେ ଆଦିବାସୀ ଯୁବକ, ମୁଁ ଗୋଟିଏ ବ୍ରାହ୍ମଣ ଝିଅଙ୍କୁ ବାହା ହେବାକୁ ଚାହୁଁଛି ମୋତେ ଝିଅ ମିଳିବକି ?? ବ୍ରାହ୍ମଣ ସମାଜକୁ ପଚାରନ୍ତୁ କିଏ ଦେବ ମୋତେ । ଯୌତକ ମୋର ଦରକାର ନାହିଁ । ଆଦିବାସୀ ପରମ୍ପରା ଅନୁସାରେ ଝିଅର ପରିବାରକୁ ଦୁଇଗୋଟି ବଳଦ,ଗୋଟିଏ ଛେଳି,ଏବଂ ଗୋଟିଏ କୁକୁଡ଼ା ଦେବି !!!
@gopalsagar5812
@gopalsagar5812 Жыл бұрын
Thankyou so much verygood extelent telling Bhai ilove you ilove you 💕💕💕💕💕💕💕💕💕💕💕💕❤️🙏❤️🙏❤️🙏❤️🙏❤️❤️❤️❤️
@P1ssd2
@P1ssd2 Жыл бұрын
Banda chodibu tuu
@nalinibarik9727
@nalinibarik9727 Жыл бұрын
😄😄😄😄👌👌👌👌
@rohitpradhan5545
@rohitpradhan5545 Жыл бұрын
ଭାଇ ରେ ବାହାହେବାକୁ ଯଦି ଇଛା ନିଜର ସମାନତା ଥିବା ଲୋକ ସହିତ ବନ୍ଧୁ ବାନ୍ଧେ ଭଲ ହେବ
@babulapatiarbabulapatiar8338
@babulapatiarbabulapatiar8338 Жыл бұрын
ପାରା କେଭେ କାଉତ ସାଥିରେ ବୁଲିଛି ଦେଖିଛୁ ଝିଅ ନେବା ଆଗରୁ ଆଉ ବ୍ରାହ୍ମଣ କୁ ତୁଳନା କରୁଛୁ ଆଦିବାସୀ ସାଥିରେ ସବୁ ଜାତିରେ ରଜା ଅଛନ୍ତି ଭାରତ ରେ ରାଷ୍ଟ୍ରପତି ସେ ଜଣେ ଆଦିବାସୀ ବ୍ରାହ୍ମଣ ଖୁସି ... ମୁଁ ଜଣେ ପାଇକ କ୍ଷତ୍ରିୟ ଜାତିର ପିଲା ମୋର ଗର୍ବ ନାହିଁ ବ୍ରାହ୍ମଣ କୁ ସମ୍ମାନ ଦିଏ ଛୋଟ ହରିଜନ ହେଲେ ବି ସମ୍ମାନ ଦିଏ ବନ୍ଧୁତା ଅଛି ଚିନି ମିଛିବ ଲୁଣ ସାଥିରେ ଥରେ ପଖାଳ ରେ ଚିନି ପକେଇ ଖା କମେଣ୍ଟ ଦେବୁ ଅପେକ୍ଷା ରେ
@jhasketanpradhan602
@jhasketanpradhan602 3 жыл бұрын
ଜାତି ପ୍ରଥା ଠିକ ନାହିଁ ଜାତି ପ୍ରଥା ଉଠାଇ ଦିଆ ଗଲେ ବହୁତ ଭଲ ହେବ
@Maamohini2563
@Maamohini2563 Жыл бұрын
Ambedkar uthai parithante kintu kaleni
@abhijeet5470
@abhijeet5470 Жыл бұрын
Bramhin Indian ree 3% but 60 % 70% bina fevar ree
@kulamanibehera8856
@kulamanibehera8856 Жыл бұрын
Right Bata 😁 ✅
@studypointm8735
@studypointm8735 Жыл бұрын
Hnn ama sc st pila nku Brahmana jhia baha heba ku Milanta kya bat he ? Khali reservation pratha ra katha kuhani ...mu jau kahili sei ta b hebar katha
@Maamohini2563
@Maamohini2563 Жыл бұрын
@@studypointm8735 st st bhitare pahela biha ha
@baidhardas2500
@baidhardas2500 2 жыл бұрын
ଜାତି ବ୍ୟବସ୍ଥା ସମାଜ ତିଆରି କରିଛି l ସମାଜକୁ କେବଳ ବ୍ରାହ୍ମଣ ମାନେ ହିଁ ପଥଭ୍ରଷ୍ଟ କରିଛନ୍ତି ଓ କରୁଛନ୍ତି l
@PrakashKumar-zv3li
@PrakashKumar-zv3li Жыл бұрын
Bramhan mane magia
@saratchsatapathy9115
@saratchsatapathy9115 Жыл бұрын
ତମେ କଣ
@shantanusingh5088
@shantanusingh5088 Жыл бұрын
You are right bro
@pkkanshine9674
@pkkanshine9674 2 жыл бұрын
ପ୍ରଫୁଲ୍ଲ ବାବୁ ଆପଣ ଯଦି ନିଜକୁ ଜ୍ଞାନୀ ବୋଲି ଭାବୁଛନ୍ତି ତାହେଲେ ଆପଣ କଣ ଗୋଟିଏ ଦଳିତ ଝିଅକୁ ବୋହୂ କରିପାରିବେ କି ? ଆଉ ଆପଣ ଗୋଟେ କଥା ମନେରଖନ୍ତୁ ଆମ୍ବେଦକରଙ୍କ ଠାରୁ ବିଶ୍ୱରେ ଆଉ ବଡ ଜ୍ଞାନୀ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି କି ହୋଇ ପାରିବେ ନାହିଁ 👍👍👍👍👍👍👍👍👍👍 ଆପଣଙ୍କ ଭଳି ବ୍ରାହ୍ମଣ ଏ ଦେଶ ପାଇଁ ସମ୍ବିଧାନ ଲେଖି ନାହାନ୍ତି ! ଏ ଦେଶର ସମ୍ବିଧାନ ଜଣେ ଦଳିତ ଲେଖିଛନ୍ତି ! ସେ ହେଉଛନ୍ତି ଦେଶର ପିତା ବାବା ସାହେବ୍ Ambedkar .🙏🙏🙏🙏🙏🙏🙏🙏🙏🙏🙏 ଜୟ ଭିମ୍ ଜୟ ଭାରତ ଜୟ ସମ୍ବିଧାନ 🙏🙏🙏🙏🙏🙏🙏🙏🙏🙏🙏🙏🙏
@atozkirtanvideo
@atozkirtanvideo Жыл бұрын
ସଂସାରରେ 2ଟା ଜାତି 1. ନାରୀ 2. ପୁରୁଷ
@sarmilapradhan4470
@sarmilapradhan4470 3 жыл бұрын
ବ୍ରାହ୍ମଣ ବାଦ୍ ଯୋଗୁଁ ସବୁ ଭାରତର ସମସ୍ୟା ବଢ଼ିଚାଲିଛି
@Manasteacher
@Manasteacher 2 жыл бұрын
No jatibad sabuthi achhi .adibasi re hajare jati.Sc loka te St ko total baha hauni
@rabibag8128
@rabibag8128 5 жыл бұрын
Manoranjan Mishra Tamara anchor hebar jogyata nahi tame Jane bias anchor
@danielcraig9321
@danielcraig9321 6 жыл бұрын
Manoranjan tu PURA dalit against re
@happysmileshorts
@happysmileshorts 4 жыл бұрын
Right
@prashantakumar7407
@prashantakumar7407 3 жыл бұрын
Exactly bro brahman against kohiba agoru kotha bulouchanti.
@Manasteacher
@Manasteacher 2 жыл бұрын
Converted christian i hate you r not hindu so get out from discussion
@kailashmahanandofficial7579
@kailashmahanandofficial7579 Жыл бұрын
ମନୋରଂଜନ ମିଶ୍ର ଗୁଟେ ଘୁଷୁରି ଗେହୁ
@abhijeet5470
@abhijeet5470 Жыл бұрын
Bhai tama maa nka fantasy katha kahucha bodhe
@Nandancreation913
@Nandancreation913 2 жыл бұрын
ସତ କଥା ହେଉଛି ଯିଏ ବଡ ଜାତି ରେ ଜନ୍ମ ହେଇଚି ସେ ନିଜକୁ ଉଚ୍ଚ ବୋଲି ଭାବୁଛି ମନରେ ଗର୍ବ ଭରି ରହିଚି, ସେ ଚାହୁଁନି କି ଆମେ ସମସ୍ତେ ଭାଇ ଭାଇ ହେଇ ରହିବା ବୋଲି
@Maamohini2563
@Maamohini2563 Жыл бұрын
Jadi tame bhabuchha reservation uthai dia
@TapaswiniLima-fg6rt
@TapaswiniLima-fg6rt Жыл бұрын
​@@Maamohini2563qsĺ😅
@Nandancreation913
@Nandancreation913 Жыл бұрын
@@Maamohini2563 ok kali uthei debi tame aasiba bhage neba
@bjayaraj6046
@bjayaraj6046 3 ай бұрын
Right
@nepalnag1422
@nepalnag1422 10 күн бұрын
Jadi tme uccha boli na vaba dalit sanga re sabukichhi kariba ta hele uthiba😂​@@Maamohini2563
@ashutoshofficial2003
@ashutoshofficial2003 2 жыл бұрын
ମନୋରଞ୍ଜନ ବାବୁ ନିଜ ଜାତିକୁ ଦୃଷ୍ଟିରେ ରଖି ମନ୍ତବ୍ୟ ଦେଉଛନ୍ତି
@soumyaranjansethy478
@soumyaranjansethy478 Жыл бұрын
Right right this is monopoly conversation
@manashsahu5998
@manashsahu5998 Жыл бұрын
Right right.. He should be banished from the studio
@golakmahalik
@golakmahalik 24 күн бұрын
Taku debete kariba jananahi
@odishamirror2954
@odishamirror2954 Жыл бұрын
ଏଠି ମନୁବାଦି କଥାରେ ତାଳି ପିଟୁ ଥିବା ଲୋକ, ଥରେSc ଲୋକ ଥିବା ଜାଗାରେ କେବଳ ପାଞ୍ଚ ବର୍ଷ ରୁହନ୍ତୁ
@suchirajnaik6877
@suchirajnaik6877 6 жыл бұрын
Manoranjan mishra you are not eligible for ⚓ anchor because you are a biassed person
@akashkumarjena9997
@akashkumarjena9997 3 жыл бұрын
Maghia manoj
@anantakhora9210
@anantakhora9210 5 жыл бұрын
Odisha re sobu gan re dalito jati ku chhua ochhua bhedo bhabo ochhi.
@samuelsjames6181
@samuelsjames6181 6 жыл бұрын
brahman mane agree karibe ki gote dalita ghare bandhu bandhu Baku ????
@CA_BISWARANJAN
@CA_BISWARANJAN 4 жыл бұрын
Ebe sabu helani Tame st ku accept kariparibana
@goutamkandamaka8522
@goutamkandamaka8522 3 жыл бұрын
No never,,,
@anjandash1727
@anjandash1727 3 жыл бұрын
Han mu brahaman karibi
@jaihind8472
@jaihind8472 3 жыл бұрын
Mo nija bhauni dalit ghare baha haechhi
@shrinibassutar7763
@shrinibassutar7763 2 жыл бұрын
ଭଲ ପ୍ରଶ୍ନ କିନ୍ତୁ ଏହା କିଛି କିଛି ଗ୍ରହଣୀୟ ହେଲାଣି ଅନେକ ବ୍ରାହ୍ମଣ ଘରେ ଦଳିତ ଝିଅ ଓ ଅନେକ ଦଳିତ ଘରେ ବ୍ରାହ୍ମଣ ଝିଅ ସେ ଇଛା ରେ ହେଉ କି ଅନିଛା ରେ । କିନ୍ତୁ ଅନ୍ୟ ଜାତି ବିନା ବ୍ରାହ୍ମଣ ରେ ମଘା କାମ କରିପାରିବାର ସାହସ କରିପାରିବେ କି ?
@vijaymallick9650
@vijaymallick9650 3 жыл бұрын
ମନରଞ୍ଜନ ବାବୁ ଆପଣ ନିଜେ ବ୍ରାହ୍ମଣ ବୋଲି ଦଳିତ ଙ୍କୁ ବ୍ରାହ୍ମଣ ଙ୍କୁ sapport କରୁଛନ୍ତି.
@aparnamahananda5880
@aparnamahananda5880 3 жыл бұрын
Brahman videsi Sc,St, OBC moolnivasi DNA report ri janapadisarilani Seeta puni world Ra top universities havard re
@chinmayasunani4401
@chinmayasunani4401 6 жыл бұрын
Manoranjan Babu is biased towards brahiminical system. We can see this from his words. Arrogance is the foundation of brahiminism which can be seen in Mr Prafulla Ratha.
@mithuntajan2230
@mithuntajan2230 4 жыл бұрын
Right
@pisachhisonline2367
@pisachhisonline2367 3 жыл бұрын
@@mithuntajan2230 hv
@aparnamahananda5880
@aparnamahananda5880 3 жыл бұрын
B
@mrodisha5860
@mrodisha5860 2 жыл бұрын
Good
@dukhishyamsunani571
@dukhishyamsunani571 Жыл бұрын
Right
@Sirdharapatra471
@Sirdharapatra471 Жыл бұрын
ସବୁ ଜାତିକୁ ଗୋଟାଏ ଜାତି କରାଯାଉ ଆମେ କେବଳ ମଣିଷ ଜାତି
@royalsai3395
@royalsai3395 Жыл бұрын
ପ୍ରଥେମେ ଜାତି ପ୍ରଥା ଉଠିବାକୁ ହେଲେ ଆଇନ କର ଯେ ଗୋଟେ ଟାଇଟେଲ ରହୁ ଇଣ୍ଡିଆନ ତାପରେ ଯାଇ ଦେଶେରେ ପ୍ରଗତି ହେବ ନହେଲେ ଏଇଭଳି ନିଦ୍ଧିଷ୍ଟ ଗୋଷ୍ଠୀ ହାତରେ ଶୋଷଣ ହେବ
@samuelsjames7144
@samuelsjames7144 5 жыл бұрын
Aama gaon re jati pratha achhi
@rajendraswain5470
@rajendraswain5470 3 жыл бұрын
ମନୋରଞ୍ଜନ ମିଶ୍ରଙ୍କର ମନ୍ତବ୍ୟ,," ଭବିଷ୍ୟତରେ ଜାତି ନାମରେ କାହାରି ପରିଚୟ ରହିବା ନାହିଁ" ଏହା ହିଁ ସମ୍ବିଧାନରେ ଓ ସମାଜରେ କାର୍ଯ୍ୟ ଜାରି ହେବା।
@kingsipu5895
@kingsipu5895 Жыл бұрын
Hm Thik Kahichanti Tame Kn kou tila ki
@sujatasahani7841
@sujatasahani7841 4 жыл бұрын
ଆପଣଙ୍କ ପରି ତଥାକଥିତ ବୁଦ୍ଧିଜୀବିଙ୍କୁ ନେଇ ମୁଁ କେବଳ ଲଜ୍ଜା ହିଁ ଅନୁଭଵ କରିପାରିବି ପ୍ରଫୁଲ୍ଲ ସାର୍ । ଛିଃ ଆପଣଙ୍କୁ ।
@pravatimallik4738
@pravatimallik4738 Жыл бұрын
ଆଜିର ଡେଟ୍ ରେ ୧୯,୧୧,୨୦୨୨ରେ ଗ୍ରାମ ଅଞ୍ଚଳରେ ହରିଜନ ଲୋକଟିକୁ ସନ୍ମମାନ ମିଳି ପାରୁନାହିଁ । ଭୋଜି ଭାତର ଆୟୋଜିତ ହୋଇଥିଲା ଖାଇବା ପାଇଁ ଡାକିବେ ଓ ନିଜ ପତ୍ରକୁ ଉଠାଇ ବା ପାଇଁ ଜବରଦସ୍ତ ପ୍ରେସର କରାଯାଇଛି । କାହିଁକି ନା ସେ ଜଣେ ହରିଜନ ।ଏ କୁ ସଂସ୍କାର ପ୍ରଥା ଉଠାଜାଉ ।
@Ashoka_the_great
@Ashoka_the_great 2 жыл бұрын
ସବୁ ଜାତି ଆଜି ର ସମୟ ରେ ଗାଣ୍ଡିମରଉଛନ୍ତି ପା ଶଳା ଛୋଟ ମାନସିକତା ଛୋଟ ଜାତି ର ପରିଚୟ 🤬🤬🤬🤬 ଜାତି ବ୍ୟବସ୍ଥା ରେ ଉନ୍ନତି ଆସୁ 🙏🙏 ଆମ ଓଡ଼ିଆ ସଂସ୍କୃତି କୁ ବଞ୍ଚାଅ ଉନ୍ନତି ଆଣ ଯଦି ନିଜ କୁ ଶିକ୍ଷିତ ଭାବୁଛ ସବୁ ଜାତି ନିଜର ଗର୍ବ ଅହଙ୍କାର କୁ ତ୍ୟାଗ କରି ଓଡ଼ିଆ ଙ୍କ ର ଉନ୍ନତିପାଇଁ ସାଧନା କଲେ ରାଜ୍ୟ ଆଗେଇବ🙏🙏🙏
@subaschandradash2014
@subaschandradash2014 Жыл бұрын
ବର୍ଣ୍ଣା ଶ୍ରମ ନ ରହିଲେ ସମାଜ ତାର ସନ୍ତୁଳନ ହରେଇବ । ଏଣୁ ଏ ସବୁ ର ଆଲୋଚନା ଏବଂ ସମାଲୋଚନା ର କିଛି ମାନେ ନଥାଏ । ଆଉ ଗୋଟିଏ କଥା ଚାରି ବର୍ଣ୍ଣ ଭିତରେ ଯଦି ସ୍ନେହ ,ଶ୍ରଦ୍ଧା ଓ ପାରସ୍ପରିକ ଭାବ ସୃଷ୍ଟି ହୁଏ ତେବେ ଦେଶ ର ପ୍ରଗତି ନିଶ୍ଚୟ ହେବ । ଏହା ଧ୍ରୁବ ସତ୍ୟ । ଜୟ ଭାରତ । ବନ୍ଦେ ମାତରଂ ।
@bansidharsethi726
@bansidharsethi726 Жыл бұрын
ବ୍ରାହ୍ମଣ ମାନଙ୍କ ପାଦଧୂଆ ପାଣି ପିଇଲେ ମଧ୍ୟ ସେମାନେ କାହାକୁ ଆଦର କରିବେନି , କାରଣ ସେମାନେ ମାନସିକ ରୋଗୀ । ଜନ୍ମଜନ୍ମାନ୍ତରରୁ ଏମାନେ ଅତ୍ୟାଚାରୀ । ଏମାନେ କ'ଣ ସୁନା ହଗନ୍ତି । ଜଣେ ମଳମୂତ୍ର ଧାରୀମଣିଷ ହୋଇ ଅନ୍ୟମଣିଷଙ୍କୁ କାହିଁକି ଘୃଣା କରିବ ?
@samirjena8576
@samirjena8576 4 жыл бұрын
ଜାତି ପ୍ରଥା ମୂର୍ଦ।ବାଦ ଆମର ପରିଚୟ ହିନ୍ଦୁ ବୋଲି ।
@JugalSingh-e6g
@JugalSingh-e6g 29 күн бұрын
ଆମ ଦେଶରେ ବ୍ରାହ୍ମଣ କରଣ ଣୁଣ୍ଡି ମାନେ 3%ଆଉ ବାକି କନ୍ଧପାଣ ଦଳିତ ଇତ୍ୟାଦି 97% ଅଟନ୍ତି ମାତ୍ର ସରକାରୀ ଚାକିରିରେ ଏବଂ ସହୟଙ୍କର ସୁବିଧା 97%ସୁବିଧା ସବୁଜା ଗାରେ 3% ଉଚ ଜାତିର ଲୋକମାନେ ପାଇଛନ୍ତି ବର୍ତ୍ତମାନ ସେମାନେ ମାତ୍ର ପ୍ରତ୍ୟେକ ବିଭାଗର ହାକିମ ନିଯୁକ୍ତି ପାଇ 97% ଲୋକମାନଙ୍କୁ କୃତ୍ରିମ ବିଭିନ୍ନ ପ୍ରକରରେ ଅବହେଳାର କାର୍ଯ୍ୟକଳ କରି ଠିକ୍ ଠିକ୍ କ୍ଷେତ୍ରରେ ହଟାଇଦିଅନ୍ତି ଏବଂ ବିଭିନ୍ନ ପ୍ରକାର ତୃଟି ଦେଖାଇ ସେହି ସ୍ଥବିଧାକୁହଡ଼ପ କରନ୍ତି ସେଥିପାଇଁ ଆମ ଦେଶରେ 3%ଉଚ୍ଚଜାତିର ଲୋକମାନେ97%ଗରିବ ଦଳିତଅପେକ୍ଷା ପ୍ରସଣ୍ଟେଇଜ ଅନୁଯାୟୀ ପୂର୍ଣ୍ଣ ସରକାରୀ କର୍ମ ନିଯୁକ୍ତି ପାଇଛନ୍ତି ଆଉବାକି ଯେତେ ଲୋକ ମନୁଷ୍ୟକୁ ଗୃଣା କରୁଛନ୍ତି ସେମାନେହିଁ।ନୀଚ଼ଜାତି ଲୋକ ଦରିଦ୍ର ଠକ ମିଛ ସଚ଼ାରେ ବଢିବାକୁ ସାହାସ ନାହିଁ ନୀଚ଼କାମ କରନ୍ତି ହଟେଲ ଖୋଲି ଗୋଟେଇବାଠାରୁ ରନ୍ଧା ମାଳି କାମ କରି ନିଜକୁ ସଫା ସୁତୁରା ନିର୍ମଳ ଜ୍ଞାନୀ ନିଜକୁ ଭାବି ଆମକୁ ଦେଖେଇ ହଉଛନ୍ତି କିନ୍ତୁ ସେମାନେ ଜାଣି ନାହାନ୍ତି ଆମେ ତାଙ୍କୁ ବିଶେଷ କରି ଆମ ମା' ଭଉଣୀମାନେ ବହୁତ ଘୃଣା କରୁଛ ସତରେ ତାଙ୍କର ଆଚରଣ behaviour ଗୁଡ଼ିକ ନୀଚ଼ ମୂଲ୍ୟରେ ଅଟେ
@BAD_HERO14
@BAD_HERO14 2 жыл бұрын
Jadi financial basis re reservation miliba.... Tebe sc st obc mane hi financially bahut pachhare achanti ta reservation semane hi nebe 😌
@therealindian9390
@therealindian9390 Жыл бұрын
Right
@dillipsahoo7921
@dillipsahoo7921 Ай бұрын
ବ୍ରାହ୍ମଣ ମାନେ ଜାତି ବର୍ଣ୍ଣ ସୃଷ୍ଟି କରି ଦଳିତ ମାନଙ୍କ ଅତ୍ୟାଚାର କରୁଥିଲେ। ତେଣୁ ଜାତି ପ୍ରଥା ଅଛି
@goutamkandamaka8522
@goutamkandamaka8522 4 жыл бұрын
ସଡା ହାରାମି ବ୍ରାହ୍ମଣ ମାନେ ଭାରତ ଛାଡ଼। ବ୍ରାହ୍ମଣ ମାନେ ବିଦେଶୀ।।।
@akashkumarjena9997
@akashkumarjena9997 3 жыл бұрын
R8
@anjandash1727
@anjandash1727 3 жыл бұрын
Tu kan desi
@sunilbhoi1728
@sunilbhoi1728 4 ай бұрын
Right
@srikantmallik9928
@srikantmallik9928 Ай бұрын
Brahman mane bidesi semane indian nuhanti semannku bahara karajau who create caste system in india
@skjena6995
@skjena6995 6 жыл бұрын
Manoranjan mishra bhul karuchanti
@Prince_dipu_odia_vlogs
@Prince_dipu_odia_vlogs 5 жыл бұрын
Right reasons he is mishra
@sugihansdah8112
@sugihansdah8112 3 жыл бұрын
Good morning
@samuelsjames7144
@samuelsjames7144 5 жыл бұрын
Manaranjan Babu one side Katha kahuchhanti
@Maamohini2563
@Maamohini2563 Жыл бұрын
Christian
@SatyaprakashJena-r9f
@SatyaprakashJena-r9f 6 ай бұрын
ଗାଣ୍ଡୀ ମାରଅ ସବୁ ହିନ୍ଦୁ ହିନ୍ଦୁ ଦୁଇ ଭାଗ ହେଇଗଲାଣି 😂😂 1ଉଚ୍ଚ ବର୍ଣ୍ଣ ବା bajarangi ଦଳ ବ୍ରାହ୍ମଣ,କ୍ଷେତ୍ରୀୟ❤ ….. 2 ଭୀମ army 💙 AC.St.ଅଛୁଟ ଦଳିତ ହିନ୍ଦୁ ରାଷ୍ଟ୍ର ନା ମୋ ବା*** ହେବା Unit is strang 👍 ଆମ ଗାଁ ରେ ଜାତି ଭେଦ ଅଛି😡😡😡
@Nandancreation913
@Nandancreation913 2 жыл бұрын
କେଦାର ସାର୍ ପୁରା perfect line କହିଛନ୍ତି
@SAMBALPURIVibes-yc4vl
@SAMBALPURIVibes-yc4vl 3 ай бұрын
ଯଦି ଭାଇ ଠିକ କହୁଚ ମୁ obc. Survey ଅନୁସାରେ reservation dia ଯାଉ ଦେଖିବା କାହାର କେତେ ଦମ ଅଛି
@harishchandrasahoo2363
@harishchandrasahoo2363 4 жыл бұрын
Mandira re 100% RESERVATION neichanti
@phoenixatala9028
@phoenixatala9028 Жыл бұрын
ତତେ ଗାଣ୍ଡୀ ମାରିଛନ୍ତି
@kamaleshmoharana8868
@kamaleshmoharana8868 Жыл бұрын
ବ୍ଲଡ଼ ଦେଲା ବେଳେ ଦେଖିକି ବ୍ୟାଙ୍କ ରୁ ନେବେ
@sanjuktabag6277
@sanjuktabag6277 5 жыл бұрын
Manoranjan mishra partiality karcuhhanti nija jati ku support karuchhanti programme re
@davidbag.2008
@davidbag.2008 5 жыл бұрын
Right👍...
@prasantabagh432
@prasantabagh432 Жыл бұрын
@Sameet Pattnaik maighia chupa
@prasantabagh432
@prasantabagh432 Жыл бұрын
@Sameet Pattnaik maighia chupa
@mangulicharanmallick1187
@mangulicharanmallick1187 Жыл бұрын
ମନୋରଞ୍ଜନ ବାବୁ ଆପଣ ଜାତିବାଦକୁ କୁଣ୍ଢେଇ ଧରିଛନ୍ତି ଆପଣଙ୍କ କଥାରୁ ଜଣାପଡୁଛି । ବାସ୍ତବରେ ଜାତିର ନାମ ଦେଇ ମଣିଷକୁ ଘୃଣା କରୁଥିବା ମଣିଷ ମଣିଷ ନୁହେଁ ପଶୁ । ସେ ଦେଶବିରୋଧୀ, ସେମାନେ ଆତ୍ମଘାତି । ସେ ଦେଶର ଶତ୍ରୁ।
@essentialinformational8077
@essentialinformational8077 Жыл бұрын
Jai bhim 💪💯 jai samvidhan 💪💯 jai bharat 💪💯 jai moolnivasi 💪💯
@PHO-uf7ck
@PHO-uf7ck Жыл бұрын
ଦଳିତଙ୍କ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରି ଏକ ସାମୂହିକ ଭୋଜନର ବ୍ୟବସ୍ଥା କନକ ନ୍ୟୁଜ କରୁ ଦେଖିବା କେତେଜଣ ବ୍ରାହ୍ମଣ ଖାଦ୍ୟ ଗ୍ରହଣ କରୁଛନ୍ତି।Be practical। ସମସ୍ତେ କହିବେ ମୋ ଠାରୁ ବ୍ରାହ୍ମଣ ଶବ୍ଦ ଉଠିଗଲେ ମୁଁ ଖୁସି ହେବି କିନ୍ତୁ ଏହା କେବଳ କଥାରେ। ଯିଏ ବର୍ଣ୍ଣ ବାଦ ଜାତିବାଦ tadanara ସ୍ବୀକାର ହୋଇଛି ସେ ଜାଣିଛି। ସମାଜରେ ଏହା କେତେ ମାରାତ୍ମକ।
@rashmiranjandas2501
@rashmiranjandas2501 5 жыл бұрын
Manoranjan mishra sc st birodhi sambadika Se desa drohi ,prafula ratha tharu 50.hajara tanka lancha neichi
@essentialinformational8077
@essentialinformational8077 Жыл бұрын
SC ST OBC moolnivasi 💯 Brahman bidesi 💯
@srikantmallik9928
@srikantmallik9928 Ай бұрын
Bidesi Brahman muradabad who create caste system in India
@badalvsp
@badalvsp 6 жыл бұрын
kanak news ku aau kichhi debate miluni faltu re jati bisayaku neiki debate kara jauchi ...... Mr Manoranjan Mishra apananku debate parichalana kariba jana nahi ,,,, 1st national level news channel dekhantu tapare debate karantu ....... aapananka news channel samaja ku bibhajita kariba pain kn special plan karichhi ki ????? CASTE system and reservation ku neiki Rajyasabha TV re agaru bahut debate heichi thare dekhantu kichhi sikhiparibe ..... sethi apananka channel parika ho hala hauni !!!!!!!!!!
@studypointm8735
@studypointm8735 Жыл бұрын
Manoranjan sir Brahmana samaj ku pacharantu ki sc,st pua nka Saha tanka jhia nku bibaha debe ya fir sc ,St jhia nku bohu kari nebe ki ? Amaku apati nahi ....pacharantu sir please 🙏
@essentialinformational8077
@essentialinformational8077 Жыл бұрын
Good question
@abhayaguru7103
@abhayaguru7103 Жыл бұрын
Jay bhim odisa re basi chalichi puri re
@gangadharsisa4525
@gangadharsisa4525 Жыл бұрын
P0
@LokanathBehera-i4h
@LokanathBehera-i4h 7 ай бұрын
ଏ ତର୍କ ରେ ପ୍ରକୃତ ମାନବ ସୃଷ୍ଟିର ମୂଳ ତତ୍ତ୍ୱକୁ ଗଲେ।ନାହିଁ
@hapankuli
@hapankuli 6 жыл бұрын
castesim ebe bi achhi
@susantbehera848
@susantbehera848 6 жыл бұрын
Manoranjan Mishra appna mdhya barmhana manaku saport karuchhanti
@dr.brajakishordalai658
@dr.brajakishordalai658 Жыл бұрын
If you ask a Muslim person, what is your caste? He will definitely will tell I am Muslim. If you ask a Christian person, what is your caste? He will definitely tell I am Christian. But if we will ask a Hindu person, definitely he will tell I am Brahman, Khandayat, Mohanty, Sahu,etc. But he will never tell I am Hindu.
@abhijeet5470
@abhijeet5470 Жыл бұрын
Brother i think your not aware of Muslim fikra
@dr.brajakishordalai658
@dr.brajakishordalai658 Жыл бұрын
@@abhijeet5470 it is not answer of my point. Why Hindus are not telling in I am Hindu inistade of caste like Muslims and Christians
@supriyakuanr4696
@supriyakuanr4696 Жыл бұрын
​@@abhijeet5470 😊😊😊😊😊😊😊😊😊😊😊😊😊😊😊😊 ki
@jitendrakumarrath5938
@jitendrakumarrath5938 Жыл бұрын
Bro you don't know about other religions caste system so don't put ur personal agenda here in chiriastnism there are two castes that is catholic and Baptist and Muslim also have two caste that one who sings qawali and other caste don't
@arunakumarsethi3509
@arunakumarsethi3509 5 ай бұрын
ଜାତିପ୍ରଥା ,ଛୁଆଁ ଅଛୁଆଁ ଦୂର ହେବା ଆବଶ୍ୟକ
@adamnayak1610
@adamnayak1610 Жыл бұрын
ଆଖିରେ ଦେଖି ସମସ୍ତେ ଅଦ କିନ୍ତୁ ଆମ୍ଭେମାନେ କେବେ ଜାଣିବାକୁ ଚାହୁଁନୁ ସେ ଜାଇ ଆମେ ଠିକ ନୁହେଁ ଆଇନ ଅନୁଯାୟୀ ଅଲଗା କିନ୍ତୁ ଆମ୍ଭେମାନେ ସମସ୍ତେ ସମାନ
@biswanathpadhan8534
@biswanathpadhan8534 6 жыл бұрын
Inter caste marriage hi jatibad ru mukti deba
@oneteamonedream7152
@oneteamonedream7152 5 жыл бұрын
Yes bro you are absolutely correct...
@live-fq5wt
@live-fq5wt 4 жыл бұрын
Please bro join bamcef sangathan
@ramakrishnapanda5124
@ramakrishnapanda5124 4 жыл бұрын
Yes bro ,1st toh surname hin hatei dia jau. Intercaste marriage ru automatic internal hate tike kami jibo
@prasantabagh432
@prasantabagh432 Жыл бұрын
@Sameet Pattnaik chupa maighia
@prasantabagh432
@prasantabagh432 Жыл бұрын
@Sameet Pattnaik chupa maighia
@himanshudas4577
@himanshudas4577 Жыл бұрын
Monoranjan ଗୋଟେ general କୁ support କରୁଛି
@dhananjayapatra6639
@dhananjayapatra6639 6 жыл бұрын
Samaste saman jadi brahmana mane puja Karibaku diantu mandirare dalita mananku
@jyotiranjanbehera2503
@jyotiranjanbehera2503 5 жыл бұрын
Mandira gote cultural program Au mandira re kounasi law haeni Au emti b haba darkar ki Mandira re mandhya Nijukti system heba abasyaka Tahale apanka samrudhi ghati pariba
@anjandash1727
@anjandash1727 3 жыл бұрын
Are tu janini bodhe sarala mandirare kia puja karuchi
@samuelsjames6181
@samuelsjames6181 6 жыл бұрын
manoranjan sir why are you sopoting to your caste ???
@akashkumarjena9997
@akashkumarjena9997 3 жыл бұрын
Eta pura maghia ta
@shyamashyam391
@shyamashyam391 3 жыл бұрын
ବ୍ରାହ୍ମଣ ଅହଙ୍କାର
@nightking4879
@nightking4879 Жыл бұрын
କିଏ reporter କଲା
@BHARAT-go2ke
@BHARAT-go2ke 6 жыл бұрын
Monaranjan chakiri chadideee
@padankisku2916
@padankisku2916 4 ай бұрын
Jodi reservation utheiba kotha kohuchhonti thik ochhi , Intercaste marriage ta badhyata kora jaoo au sombhidhan re modhya lekha jaoo
@anti-depressants6796
@anti-depressants6796 2 жыл бұрын
Anchor is fully biased..there is no sense of this debate
@tunamallik5708
@tunamallik5708 4 жыл бұрын
Monaranjan babu tume pagal
@kkmusic38
@kkmusic38 20 күн бұрын
ଅପେକ୍ଷା କର ସମୟ ବଦଳୁଛି, ଯେଉଁମାନେ ଉଚ୍ଚ ବର୍ଗର ଲୋକ କହି ନୀଚ ବର୍ଗର ଲୋକଙ୍କୁ ଶୋଷଣ, ଲାଞ୍ଚ୍ଛନା ଦେଉଥିଲେ, ଵା ଦେଇଛନ୍ତି ତାଙ୍କ ପର ପିଢ଼ି ମାନେ ସେଇଆ ଭୋଗିବେ, ଏଇଟା ନିୟତି ର ନିୟମ, ଯିଏ ଯାହା ଦେଇଥାଏ ତାହା ଫେରିଥାଏ, ସେ ନିଜେ ତାହା ପାଆନ୍ତୁ ଵା ତାଙ୍କ ପର ପିଢ଼ି ପାଆନ୍ତୁ,କର୍ମର ଫଳ ନିଶ୍ଚୟ ମିଳିବ, ତାହା ମଧ୍ୟ ଏବେ ସମାଜରେ ପରିଲକ୍ଷିତ ହେଉଛି
@competitiveguide6828
@competitiveguide6828 6 жыл бұрын
Prafulla ratha nku kahinki sabubele program re daka heuchi..sala budha gote self proclaimed gyaani..
@samuelsjames6181
@samuelsjames6181 6 жыл бұрын
sata katha
@prabhu6803
@prabhu6803 6 жыл бұрын
Thik Katha se kn pain include heuchhanti conference re
@sangrammohantyofficial2795
@sangrammohantyofficial2795 Жыл бұрын
ମଣିଷକୁ ଚିହିଁବା ପାଇଁ ନାମ ଦରକାର ସାଙ୍ଗିଆ ଲେଖା ନଯାଉ |ତେବେ ଜାତି କଥା ଆଉ ଉଠିବ ନାହିଁ |ମଣିଷ ମାତ୍ରେ ଗୋଟିଏ ଜାତି |କୌଣସି ସରକାରୀ କାଗଜ ପତ୍ରରେ ଜାତିର ଉଲ୍ଲେଖ ନ ରହିବା ଉଚିତ |ସେହିପରି ନିର୍ବାଚନ ମଣ୍ଡଳୀ ମଧ୍ୟ କୌଣସି ଜାତି, ସମ୍ପ୍ରଦାୟ ବା ଲିଙ୍ଗ ଆଧାରରେ ସଂରକ୍ଷିତ ନହେଉ |ନେତା ମାନେ ତାଙ୍କ ସ୍ୱାର୍ଥ ପାଇଁ ଏହାକୁ ଚାଲୁ ରଖିଛନ୍ତି କେବଳ ଭୋଟ ପାଇବା କୁ ଆଖିରେ ରଖି |ଗରିବ ଆଧାରରେ ସଂରକ୍ଷଣ ରହୁ କେବଳ ଶିକ୍ଷା କ୍ଷେତ୍ରରେ |
@jagatjiban6971
@jagatjiban6971 6 жыл бұрын
Manorajan support karuchanty brahamn ku chie chie .samaste samana ku dekho
@bansidharsethi726
@bansidharsethi726 Жыл бұрын
ମୋରଶେଷ କଥା :- କିଛି ସମଦର୍ଶୀ ବ୍ରାହ୍ମଣ ଅଛନ୍ତି ଯେଉଁମାନେ ଜାତିବାଦରୁ ଉର୍ଦ୍ଧରେ ରହି ସମାଜର ସମସ୍ତଙ୍କୁ ଆଦର କରନ୍ତି ।ସେମାନଙ୍କ ଯୋଗୁଁ ସମାଜରେ କିଛିଟା ସ୍ଥିରତା ଆସିଛି । ନଚେତ୍ ଜାତିବାଦକୁ ନେଇ ଦଙ୍ଗା ହୋଇ ସାରନ୍ତାଣି ।
@ghasiamajhi2365
@ghasiamajhi2365 5 жыл бұрын
Jatibad uthijiba darkar because Sabu jatire poor man achanti
@susantabarik1112
@susantabarik1112 19 күн бұрын
କିନ୍ତୁ ଆଶ୍ଚର୍ଯ୍ୟର କଥା ଜାତି ଭିତ୍ତିକ ଅନୁସାରେ ବେଶଭୂଷାର, ଚାଲିଚଳନ ର ପ୍ରଭାବ ଦେଖାଯାଏ।
@competitiveguide6828
@competitiveguide6828 6 жыл бұрын
Prafulla ratha I have huge respect for his age and I don't want to be rude to him. But his aacharana ebong uchaarana darsaka nku bahut kharap laguchi..I think he has lost his mind and should not be invited to a high level of discussion like this.
@prashantakumar7407
@prashantakumar7407 3 жыл бұрын
Right said
@balaranimarndi1543
@balaranimarndi1543 Жыл бұрын
Right
@babuni7254
@babuni7254 28 күн бұрын
ଗାଁ ମାନଙ୍କରେ ଜାତି ପ୍ରଥା ବେଶୀ ଚାଲିଛି ଶିକ୍ଷିତ ହଉ କି ଅଶିକ୍ଷିତ,ତେଣୁ ଗାଁ ରେ ଯଦି ଲୋକମାନେ ବଦଳି ଯିବେ ତେବେ ଧୀରେ ଧୀରେ ସମାଜରେ ଜାତି ପ୍ରଥା ଲୋପ ପାଇଯିବ।ମୁଁ ଭାବୁଛି 🙏
@harekrushnabehera2419
@harekrushnabehera2419 4 жыл бұрын
Today I saw this anchor biased program-me and got a very good suggestion given by Mr.Mallik that reservation and representation should be given as per respective population of the castes i.e SC/ST/OBC/GEN in the country which Mr. Mishra could have asked everyone,but simply he skipped that question.Hope he will remember this in such type of debate.
@ashwineejoshi2230
@ashwineejoshi2230 2 жыл бұрын
Q
@smartcitybhubaneswar4269
@smartcitybhubaneswar4269 2 жыл бұрын
Manoranjan babu becare full line lenth re katha barta karantu plz
@jogeswarrohidas7047
@jogeswarrohidas7047 Жыл бұрын
​@@smartcitybhubaneswar4269 m😅m😅m😅😅mm😅m😅m😅m😅m😅m😅m😅m😅m😅m😅m😅omm😅m😅😅mm😅m😅m😅m😅m😅m😅m😅m😅m😅mm😅m😅m😅mm😅mm😅m😅mm😅m😅m😅m😅km😅mm😅m😅😅mm😅m😅m😅
@sunilbarik6713
@sunilbarik6713 Жыл бұрын
@@smartcitybhubaneswar4269 ggfffggff5g
@sunilbarik6713
@sunilbarik6713 Жыл бұрын
@@jogeswarrohidas7047 ggggģ
@baidhardas2500
@baidhardas2500 2 жыл бұрын
3% ବ୍ରାହ୍ମଣ ଜାତି ନାଁ ରେ ଦେଶ ଟାକୁ ଚଳୁ କଲାପରେ ଆଜି ପୁଣି ଗରିବ ନାଁରେ ବାକି ତକ ଚଳୁ କରିବାକୁ ବସିଛନ୍ତି l ଚତୁର ବ୍ରାହ୍ମଣ କେବେ ସତ କଥା କୁହନ୍ତି ନାହିଁ l ରୋଟି ବେଟି ର ସମ୍ପର୍କ ରଖ ଜାତି ପ୍ରଥା ଆପେ ଆପେ ଉଠିଯିବ l ମନ୍ଦିର reservation କୁ ପ୍ରଥମେ ବିରୋଧ କରାଯାଉ l ସଂଖ୍ୟା ଅନୁପାତରେ କୋଟା ନେଇଯାଅ l
@SR_SanjayCreation
@SR_SanjayCreation 6 жыл бұрын
manoranjan babu bahut advance gapucha tame bekar katha kahucha
@Prince_dipu_odia_vlogs
@Prince_dipu_odia_vlogs 5 жыл бұрын
Se gapuchhi besi karana se bramahana
@UmeshMalik-kz5vn
@UmeshMalik-kz5vn 4 ай бұрын
1950 agaru badajati jeu subidha pauthille chhot jati pauthileki ki 😊
@Krishandas1996
@Krishandas1996 3 жыл бұрын
Ae generation pare sabu heba... Castism au rahibani ae hindutva bahut badhi jiba..👍
@Manasteacher
@Manasteacher 2 жыл бұрын
Right
@abhimanyurout4574
@abhimanyurout4574 Ай бұрын
କୋଟାଉଠି,ଯୋଗ୍ୟତାଭିତ୍ତିରେ,ନିଯୁକ୍ତି,ଅଥନିତୀରେ,ମଧ୍ୟ,ଦେଖାଯିବାଦରକାର
@akshayakumarrath4296
@akshayakumarrath4296 3 жыл бұрын
ବ୍ରାହ୍ମଣ ଭୋକରେ ମରୁଛନ୍ତି ‌। Percentage ଥାଇକି ଚାକିରୀ ମିଳୁନି । ତମ ଆଖି ଫୁଟି ଯାଇଛି କି ରେ ।
@kalakanhumeher9270
@kalakanhumeher9270 3 жыл бұрын
2222
@kalakanhumeher9270
@kalakanhumeher9270 3 жыл бұрын
2222
@kalakanhumeher9270
@kalakanhumeher9270 3 жыл бұрын
222222222222
@Nilamadhab_04
@Nilamadhab_04 Жыл бұрын
Nice jabab dalit bhai mane e magia hindu mana nk desh nuhe e bharat ye ama samasta nk desha bujhilu magia hindubadi brahman auu anya sabu hindu gandi mara mane 🤫🤫🤫🤫🤫🤫🤫🤫🤫🤫🤫🤫
@essentialinformational8077
@essentialinformational8077 Жыл бұрын
Jativad yeha pe debate pe vi ho hara he ,, in sabke kurshi ek jaga rakhna chahiye ' dur dur q rakh diye ???😂😂😂
@sushilbangula618
@sushilbangula618 3 жыл бұрын
Manoranjan is from the side of Brahmin..It's one sided.....
@Maamohini2563
@Maamohini2563 Жыл бұрын
Jane karma ru nicha hoithaye
@KrishnanayakNayak-t6e
@KrishnanayakNayak-t6e Ай бұрын
ନିଜ ଜାତି ସବୁ ଗର୍ବ ଅନୁଭବ ଦରକାର ଆଉ ସବୁ ଜାତି କୁ ସମ୍ମାନ ଦବା ଦରକାର ଜଉ ଜାତି ରେ ଯେଉଁ କାମ ସିଏ ସେଇ କାମ କରିବା ଦରକାର ⚔️ ମୁଁ ଖଣ୍ଡାୟତ 🚩💪⚔️
@RajuDas-bd8gf
@RajuDas-bd8gf Жыл бұрын
Please a jati dharm ku uthao😭😭😭
@abhimanyurout4574
@abhimanyurout4574 Ай бұрын
କୋଟାଉଛେଦନକଲେ,ସରକାରନିଯେ,ପ୍ରମାଣକରୁଛନ୍ତି,ଛୋଟ,ନିଚ,ଜାତିବୋଲି
@surfaceminingtechnology2443
@surfaceminingtechnology2443 4 жыл бұрын
Mr. Manaranjan Mishra.. U r correct... Daitapati mane bramhan nuhanti... Semane sabara jati ra
@dillipsahoo7921
@dillipsahoo7921 Ай бұрын
ଘରୋଇ ଚାକିରୀ ରେ ସଂରକ୍ଷଣ କରିବାକୁ ସରକାର ନିୟମ ଲାଗୁ କରିବାକୁ ହେବ। ସାମାଜିକ ନ୍ୟାୟ ପାଇବା ପାଇଁ ଏହା ଜରୁରୀ।
@samuelsjames6181
@samuelsjames6181 6 жыл бұрын
Mr. ratha sir you are saying every caste has a divine that mean God is not one according to your opinion what a silly thinking disgraceful
@arunsethy7057
@arunsethy7057 Жыл бұрын
ଜଦିପଠାଣଟିଏମଲା!?ହଜାରେପଠାଣପଛେପଛେଜାଉଛନ୍ତି/ହିନ୍ଦୁଲୋକଟିମଲେଜାତିପ୍ରନ୍ଥାଉଠୁଚିକାହିଁକି/ହିନ୍ଦୁଧର୍ମରହିବକୁଆଡୁ
@sujitranjansarangi6294
@sujitranjansarangi6294 Жыл бұрын
Only Harijan,Ghansi and Chamar caste deserves RESERVATION CASTE QUOTA..........
@Nilamadhab_04
@Nilamadhab_04 Жыл бұрын
Magia chupp magia 😡😡😡😡😡😡😡😡😡chupp magia brahman magia chupp ta bou bia magia 🤫🤫🤫🤫🤫🤫🤫🤫🤫
@bijayakumarchhatria5428
@bijayakumarchhatria5428 2 жыл бұрын
kedar Mishra really you are great apana sabu bujhichhanti 🙏🙏🙏
@SuruTakri-x6z
@SuruTakri-x6z 4 ай бұрын
Jete bele mate bhraman gharo jhio dobo hele reservation hoteideba
@brahmanandatarai9299
@brahmanandatarai9299 6 жыл бұрын
rerservation will there until upper caste people treat lower caste people equally.....................
@prabhu6803
@prabhu6803 6 жыл бұрын
I'm agree with ur lynzz dear
@LokanathBehera-i4h
@LokanathBehera-i4h 7 ай бұрын
ଦୁନିଆରେ ଯେତେ ଧର୍ମ ଅଛି ହିନ୍ଦୁ ଧର୍ମ। ସର୍ବଶ୍ରେଷ୍ଠ। ଏଠାରେ ଆମେ ହିନ୍ଦୁ ଈଶ୍ବରଙ୍କ। ସନ୍ତାନ।ଜାତି ମଣିଷ ଘୃଣା ଭାବ ଉଚ୍ଚ ନୀଚ ଭାବନା ଠିକ୍ ନୁହେଁ
Janata Darbar: Controversy Over Ram Setu
48:26
Kanak News
Рет қаралды 407 М.
when you have plan B 😂
00:11
Andrey Grechka
Рет қаралды 67 МЛН
escape in roblox in real life
00:13
Kan Andrey
Рет қаралды 92 МЛН
Maha Bitarka On Markandey Katju's Remark On Odisha
53:43
Kanak News
Рет қаралды 107 М.
Janata Darbar: Who is Provoking Racism ?
47:39
Kanak News
Рет қаралды 192 М.
Big Debate: Reservation In Promotion
27:07
Kanak News
Рет қаралды 18 М.
Rani Panda || 3G ENCOUNTER || Kalinga TV
25:37
Kalinga TV
Рет қаралды 2,4 МЛН
JATI AJATIII CASTISMII CASTE II PAPU SIR ONLINE II PAPU POM POM
21:07
Papu PoM PoM Creations
Рет қаралды 242 М.
Should caste-based reservations be abolished?
26:51
NDTV
Рет қаралды 211 М.
Janata Darbaar: Demolition of Statues In Indian Democracy
48:04
Kanak News
Рет қаралды 45 М.
when you have plan B 😂
00:11
Andrey Grechka
Рет қаралды 67 МЛН