🔵Unveiling The Truth With AISF State President Sanghamitra Jena | Exclusive

  Рет қаралды 749,600

Kanak News

Kanak News

Күн бұрын

Пікірлер: 1 600
@santoshpattnayak2589
@santoshpattnayak2589 11 ай бұрын
ସଂଙ୍ଘମିତ୍ରା ଠିକ୍ ଜବାବ ଦେଇଛନ୍ତି। ବହୁତ ବଢିଆ ଲାଗିଲା।
@baidhardas6326
@baidhardas6326 8 ай бұрын
C C❤
@santoshkumarsamal9919
@santoshkumarsamal9919 4 ай бұрын
😊xz😊mn😊z😊. ମ. 2:18 😊a
@santoshkumarsamal9919
@santoshkumarsamal9919 4 ай бұрын
Az
@dhaniramgoud3761
@dhaniramgoud3761 11 ай бұрын
ଏମିତି ନଲେଜ୍ ଥିବା ବ୍ୟକ୍ତି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ପାଇଁ ଦରକାର
@DebakumarSethi
@DebakumarSethi 8 ай бұрын
Absolutely right
@RameshDas-o4k
@RameshDas-o4k 7 ай бұрын
​@@DebakumarSethip
@b.dhiren7433
@b.dhiren7433 7 ай бұрын
କଂଗ୍ରେସ ସରକାର ଆସିଲେ, ଏ ମାଡାମ ମୁଖ୍ୟ ମନ୍ତ୍ରୀ ହେବେ,
@musicalpravatcreations9016
@musicalpravatcreations9016 5 ай бұрын
Right
@starboy1256
@starboy1256 4 ай бұрын
Yes she is deserving to be cm of odisha ❤
@nirmalprasad4154
@nirmalprasad4154 11 ай бұрын
ଧନ୍ୟବାଦ ଗୋଟେ ସଚେତନ ନାଗରିକ କୁ ଡାକିଥିବାରୁ
@BiswaranjanBehera-q6s
@BiswaranjanBehera-q6s 11 ай бұрын
Right
@Minatisabhasundar
@Minatisabhasundar 11 ай бұрын
God bless you sister
@madanmohanpadhan4064
@madanmohanpadhan4064 11 ай бұрын
​@@Minatisabhasundarjtht
@RABINDRABEHURA-kg6yi
@RABINDRABEHURA-kg6yi 11 ай бұрын
Thanks to sanghamitra madam to proceed the reforms against human slavery system to develop mind and development nation also awakened youth generation. Thanks
@gugulisfun8652
@gugulisfun8652 10 ай бұрын
Hii
@bikramtoppo
@bikramtoppo 11 ай бұрын
ବହୁତ ସୁନ୍ଦର। ଏ ଭଳିଆ ବ୍ୟକ୍ତି ହିଁ ଦରକାର ଆମ ରାଜ୍ୟ ତଥା ଦେଶ ପାଇଁ।
@Inner.divinity
@Inner.divinity 11 ай бұрын
Ambani,Bill Gates, Steve Jobs bhalia loka darkar Odisha ku..
@witchilich
@witchilich 9 ай бұрын
@@Inner.divinity capitalists out
@Abhimanyu97762
@Abhimanyu97762 11 ай бұрын
ଏହିପରି ଯଦି କେବଳ ମାତ୍ର 1 % ଲୋକ ସଙ୍ଘ ମିତ୍ରା ମାଡାମ ପରି ହେବେ ପୁରା ଓଡିଶା ବଦଳି ଯିବ ଜୟ ଜଗନ୍ନାଥ 🙏🙏🙏
@Inner.divinity
@Inner.divinity 11 ай бұрын
Odisha ra matra 1% loka Ambani bhalia heigale,, pura odisha badali jiba...😂emitika dahara katha kahiba bahut sahaj😂
@bijaysarangi5652
@bijaysarangi5652 11 ай бұрын
90% loke already achhanti...those protest social disparities but tragically we Indians are bereft of national character...
@AnantacharanSahoo-jk5xg
@AnantacharanSahoo-jk5xg 11 ай бұрын
@BishnuMohanJena-m5m
@BishnuMohanJena-m5m 10 ай бұрын
ସାଙ୍ଗମିତ୍ରଭଳି ଛାତ୍ରୀଓଡିଶାକୁ ବଦଳାଇପାରିବେ
@Inner.divinity
@Inner.divinity 10 ай бұрын
@@BishnuMohanJena-m5m ତୁମେ କାହିଁକି ବଦଳେଇ ପାରିବ ନାହିଁ ? ଅନ୍ୟ କାହା ଭରସା ରେ କାହିଁକି ରହୁଛ ?..
@pratapkumarjena1829
@pratapkumarjena1829 11 ай бұрын
Supar ସଂଘମିତ୍ରା ଜେନା ଜଣେ ସୁପର ଟିୟା ଲେଣ୍ଟ୍ ବ୍ୟକ୍ତି ମ୍ୟାଡମ ଙ୍କର ବାର୍ତ୍ତା ଭାଷଣ ଓଡ଼ିଶା ବାସୀଙ୍କ ମନ ମୁଗ୍ଧ କରିଲା ଭଳି ବାର୍ତ୍ତା ଏମିତି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ଧନ୍ୟବାଦ୍ ମ୍ୟାଡମ
@langulicharanbehera8833
@langulicharanbehera8833 11 ай бұрын
No 1 Daughter of Odisha .l am proud of you .Thankyou
@kasturipadhan3835
@kasturipadhan3835 11 ай бұрын
Do u know Divine mother
@prabhakarsenapati1721
@prabhakarsenapati1721 11 ай бұрын
No 1 daughter of odisha. yes she is teh pride of Odisha.
@DipakKumar-vc5su
@DipakKumar-vc5su 10 ай бұрын
​@@prabhakarsenapati1721bi mo🎉🎉🎉 ,
@bidunkumardass8401
@bidunkumardass8401 6 ай бұрын
@@prabhakarsenapati17212""ll
@emanuelbagha2208
@emanuelbagha2208 9 ай бұрын
କନକ news ଅନୁରୋଧ ପ୍ଲିଜ ଆହୁରି viral କରନ୍ତୁ। great sister' sangahamitra ଏମିତି ଅନେକ ବହାରାନ୍ତୁ।
@MinaketanmohantyMohantyminaket
@MinaketanmohantyMohantyminaket 11 ай бұрын
ସଂଘମିତ୍ରା ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@bibhutibhusannayak6445
@bibhutibhusannayak6445 10 ай бұрын
ମାଡାମ ଙ୍କ କଥା ରେ ହକ୍ ଅଛି ।ବହୁତ ସୁନ୍ଦର ଉପସ୍ଥାପନା ଅଶେଷ ଅଶେଷ ଧନ୍ୟବାଦ୍ ।।
@abhimanyusutar4466
@abhimanyusutar4466 11 ай бұрын
ଧନ୍ୟବାଦ୍ ଜଣାଉଛୁ। ମାନସ ବାବୁ ଙ୍କୁ। ଆପଣ କେବେ ରାଜନୀତି ସହିତ ସଂଶ୍ଳିଷ୍ଟ ହେବା ସହ ଅନୁଷ୍ଠିତ ହେବ ନାହିଁ। କାରଣ। ମାନସ ବାବୁ ଙ୍କୁ ବହୁତ୍ ଭଲ
@ramamohanmohapatra7959
@ramamohanmohapatra7959 11 ай бұрын
ବହୁତ ସୁନ୍ଦର ସାକ୍ଷାତକାର। ତେବେ ପ୍ରଶ୍ନକର୍ତ୍ତା ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରଶ୍ନ ଛାଡ଼ିଦେଲେ । ବିଶେଷକରି କମ୍ୟୁନିଷ୍ଟ ମଡେଲରେ ଯାଇ ଉତ୍ତର କୋରିଆ ପରି ଶାସନକୁ ସଂଘମିତ୍ରା ଗ୍ରହଣ କରି ପାରିବେ କି ? ୨/- ଚାଇନା କମ୍ୟୁନିଷ୍ଟ ମଡେଲ ଛାଡ଼ି ଏବେ ପୁଞ୍ଜିବାଦକୁ କାହିଁକି ଗ୍ରହଣ କଲା ?୩/- ସର୍ବହରାର ଏକଛତ୍ରବାଦ ଶେଷକୁ ବ୍ୟକ୍ତିଗତ ଏକଛତ୍ରବାଦରେ କାହିଁକି ପରିଣତ ହେଉଛି ? ୪/- ପ:ବ:ରେ ବାମପନ୍ଥୀ ମେଣ୍ଟରେ ପ୍ରଥମେ ଥିଲେ ମଧ୍ୟ ପରେ କାହିଁକି ଓହରିଗଲା ? ୫/- ପ:ବ:ରେ ବାମପନ୍ଥୀ ମାନେ ବିରୋଧି ପକ୍ଷଙ୍କ ଉପରେ ଅତ୍ୟାଚାର କରିଥିଲେ କି ନାହିଁ। ଅବଶ୍ୟ ଦେଶର ଅର୍ଥନୀତି ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାର ହାତରେ ରହୁଥିବାରୁ ସମ୍ପୂର୍ଣ ବାମପନ୍ଥୀ ବ୍ୟବସ୍ଥା ଗ୍ରହଣ କରିବା ଏକ ରାଜ୍ୟ ସରକାର ପକ୍ଷରେ ସମ୍ଭବ ନୁହେଁ। ବାକି ଅନେକ ବିଷୟରେ ମୁଁ ସଂଘମିତ୍ରାଙ୍କ ସହ ସହମତ, ଯଦିଓ ସବୁ ବିଷୟରେ ନୁହେଁ।।।
@rohitameher84meher41
@rohitameher84meher41 11 ай бұрын
କନକ new ରେ ପ୍ରତେକ ମାସରେ ଥରେ ମାଡାମ କୁ ଉପସ୍ଥାପନା କରୁନ, ସମାଜ ପାଇଁ ବହୁତ ଭଲ ଭଲ ମେସେଜ ମିଳିବ
@emanuelbagha2208
@emanuelbagha2208 9 ай бұрын
Right
@j0gendradash187
@j0gendradash187 9 ай бұрын
@RANJANdas-wf7jy
@RANJANdas-wf7jy 9 ай бұрын
Right
@yoursagarfriend694
@yoursagarfriend694 11 ай бұрын
Kanak news ର ସବୁ ସିଧାକଥା ମଧ୍ୟରୁ 'ସଂଘମିତ୍ରାଙ୍କ ସିଧାକଥା" ସବୁଠୁ ଆକର୍ଷଣୀୟ, ଶିକ୍ଷଣୀୟ ତଥା ଅନ୍ୟାନ୍ୟ । I ❤ Kanak News I ❤ S Jena Sonu ❤️ From.... Kalahandi
@babunapradhan8100
@babunapradhan8100 11 ай бұрын
ବହୁତ ସୁନ୍ଦର ଉପ୍ଥାପନା କନକ ନିଉଜ କୁ ଧନ୍ୟବାଦ୍ କମ୍ରେଡ୍ ସଂଘମିତ୍ରା ଙ୍କୁ କହିବାର ସୁଯୋଗ ଦେଇଥିବାରୁ ।
@starmohapatra
@starmohapatra 10 ай бұрын
ସଂଘମିତ୍ରାଙ୍କ ସଙ୍ଘର୍ଷକୁ ଆମେ ସମସ୍ତେ ସମର୍ଥନ କରିବା ଦରକାର।
@subodhakumarray6136
@subodhakumarray6136 11 ай бұрын
ବହୁତ ସୁନ୍ଦର ଉପସ୍ଥାପନା।
@narasingpurty3504
@narasingpurty3504 11 ай бұрын
ବହୁତ୍ ସୁନ୍ଦର୍ ଉପସ୍ଥାପନ କଲେ l Kanak news ସମାଜ ପାଇଁ information ଦେଇଛନ୍ତି l ଓଡ଼ିଶା ପାଇଁ ବହୁତ୍ ଭଲ ବାର୍ତ୍ତା ଦେଉଛନ୍ତି l ଜୟ ଜଗନ୍ନାଥ 🙏🙏🙏
@rrranjanofficial9930
@rrranjanofficial9930 11 ай бұрын
Sanghamitra Jena ସବୁ ଠିକ କହୁଛନ୍ତି
@karunakarmallick5854
@karunakarmallick5854 7 ай бұрын
ମ୍ୟାଡମ ଙ୍କର ବହୁତ ସୁନ୍ଦର ନଲେଜ ଅଛି ମ୍ୟାଡମ ମୁଖ୍ୟମନ୍ତ୍ରୀ ହେଲେ ରାଜ୍ୟର ସମସ୍ୟା ସୁଧୁରିବ ଖୁବ ସିଘ୍ର
@purnachandrasahu6785
@purnachandrasahu6785 11 ай бұрын
Jaganatha ତୁମ୍ଭର ମଙ୍ଗଳ କରନ୍ତୁ
@bimalsethi957
@bimalsethi957 11 ай бұрын
ବହୁତ ସୁନ୍ଦର କଥା କହୁଛନ୍ତି ଭଉଣୀ
@SubasiniBhoi-x8n
@SubasiniBhoi-x8n 11 ай бұрын
She is true leader. Huge respect for Sanghamitra Madam
@technicalpankaj8241
@technicalpankaj8241 11 ай бұрын
I really appreciate kanak news for this amusing interview with Sanghamitra Jena.. She can be a great leader for odisha..more over I am proud of you Sanghamitra for your valuable words.... Love from Bangalore.... Thank you🙏🙏🙏
@krushnachandrabehera314
@krushnachandrabehera314 11 ай бұрын
🙏ଜୟ ଜଗନ୍ନାଥ ସଂଘମିତ୍ରା ଭଉଣୀ ଓଡିଶା ସଂସ୍କୃତିକୁ ବଜାୟ ରଖିବାରେ ଉଦାହରଣ ସ୍ୱରୂପ 🇮🇳👌
@user-Odisha2024Cuttack-4
@user-Odisha2024Cuttack-4 11 ай бұрын
ସଂଘମିତ୍ରା ଭଲ ଭଉଣୀ ଜଣେ 👌🙏🙏🙏🙏🙏ଯାହା କହନ୍ତି ମୁହଁ ରେ କହନ୍ତି ଆଉ ଠିକ କହନ୍ତି 🙏 ଭବିଷତ ରେ ଓଡିଶା ପାଇଁ କିଛି ଭାଲ କରିବେ ଇଏ ମୋର ଆସା 🙏କନକ ଟିଭି କୁ ଧନ୍ୟବାଦ ଟିଭି ସାମ୍ନା କୁ ଆଣି ଥିବାରୁ 🙏
@santimohanty1187
@santimohanty1187 11 ай бұрын
ସଙ୍ଗମିତ୍ରା ଭଳି ଯୁବା ନେତୃତ୍ୱ ଙ୍କୁ ଆପଣଙ୍କ ପୋଗ୍ରାମ ମାଧ୍ୟମରେ ଲୋକ ଲୋଚନଙ୍କୁ ଆଣିଲେ ସମାଜ ବହୁତ କିଛି ଶିଖିବାର ସୁଯଗ ପାଇବ,
@singhajayaprasad6314
@singhajayaprasad6314 10 ай бұрын
ଧନ୍ୟବାଦ୍ ଭଉଣି ସଂଘମିତ୍ରା ପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ ମୁଁ ଆପଣଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରୁଛି
@ramesbiswal1752
@ramesbiswal1752 11 ай бұрын
You are absolutely right....good job 👍
@gopimusic4736
@gopimusic4736 5 ай бұрын
ସଂଘମିତ୍ରା ଙ୍କୁ ନେଇ ଓଡ଼ିଶା ଗର୍ବ ଅନୁଭବ କରିବା ଦରକାର।
@aniruddhabehera432
@aniruddhabehera432 11 ай бұрын
Excellent conversation 👍👍👍
@ranjansabar9107
@ranjansabar9107 8 ай бұрын
ସଂଘମିତ୍ରା ଭଉଣୀଙ୍କ ଚିନ୍ତାଧାରା ବହୁତ ଉଚ୍ଚକୋଟୀର ତାଙ୍କୁ ସତ ସାହାସ ଦିଅନ୍ତୁ, ଜୟ ଜଗନ୍ନାଥ
@kumarmitanofficial9631
@kumarmitanofficial9631 11 ай бұрын
Always my favorite leader. ସଂଘମିତ୍ରା ଅପା ଙ୍କୁ ମୋର ହୃଦୟର ସହିତ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛି 🙏🙏🙏
@Mr.dash_6
@Mr.dash_6 10 ай бұрын
ଏହି ଝିଅ ଭଳି ଓଡ଼ିଶା ରେ ବହୁତ୍ ଅଛନ୍ତି ବାସ୍ ଲୋକ ଲୋଚନ କୁ ଆସୁ ନାହାନ୍ତି। ଦେଖନ୍ତୁ ଯିଏ ବି ସତ୍ତା ରେ ଆସିବ ସେ ସବୁ କାମ ଠିକ୍ ଭାବରେ କରିପାରିବ ନାହିଁ। ତେଣୁ ସରକାରଙ୍କୁ ଆଙ୍ଗୁଠି ଦେଖେଇବା ସହଜ ହୁଏ, ମାତ୍ର ସେଇ ବ୍ୟକ୍ତି ଯଦି ପାୱାର୍ ରେ ଆସିବ ସେ ବି କିଛି କରିପାରିବେନି। ଏଇଟା ନିରାଟ ସତ୍ୟ
@deviprasannakanungo193
@deviprasannakanungo193 11 ай бұрын
She has the potential to become a great leader in future. All the best sister!
@g2exploration
@g2exploration 11 ай бұрын
Not a great leader, Communist leader!
@addiwasilifestyle3114
@addiwasilifestyle3114 11 ай бұрын
Sanghamitra next leader....❤❤❤❤
@bindashmusic143
@bindashmusic143 11 ай бұрын
Best reporting with best interview 👍👍👍👏👏👏
@pramodachandraswain7299
@pramodachandraswain7299 11 ай бұрын
Lnnglifecmsaghmitra
@pramodswain8464
@pramodswain8464 11 ай бұрын
ଧନ୍ୟବାଦ୍ ଭଉଣୀ ସୁନ୍ଦର ଉପସ୍ଥାପନା କରିଥିବାରୁ
@suryadipu4557
@suryadipu4557 11 ай бұрын
Wow what a concept sis 🎉congratulations go ahead mdm
@SudakarDalai
@SudakarDalai 4 ай бұрын
ସଂଘମିତ୍ରା ଭଉଣୀ ଆପଣ positive ମଣିଷ ସେଥିପାଇଁ ଆପଣଙ୍କର positive ଚିନ୍ତାଧାରା । ଯାହାର କଥା ସୁନ୍ଦର ଯିଏ ଆବାଳବୃଦ୍ଧବନିତାଙ୍କର ମାନସ ପଟରେ ଘର କରି ରହିଲେଣି ତାଙ୍କର ସୁନ୍ଦରତା କିଛି ଆବଶ୍ୟକ ନାହିଁ । ସେହି ମଣିଷରୁ ଆପଣ ଜଣେ । ସେଥିପାଇଁ ଆପଣଙ୍କୁ ମୋର ହୃଦୟଭରା ଅଭିନନ୍ଦନ |
@satyasecret123
@satyasecret123 11 ай бұрын
For the first time here is an interview which has no negetive comments. This called leadership and humanity.
@sarangadharbiswal
@sarangadharbiswal 11 ай бұрын
😂090😂😂😂😂😂😂😂😂😂😂😂😂😂❤😂❤❤❤❤😂❤❤❤❤❤ nall ll ⁸l po
@anjalipradhan2646
@anjalipradhan2646 11 ай бұрын
Right 🙏
@BrajakishorBehera-t1t
@BrajakishorBehera-t1t 4 ай бұрын
ଅତିି ଉତ୍ତମ ଜବାବ
@sagarikaswain4248
@sagarikaswain4248 11 ай бұрын
I like her every word.She is an asset for us.God bless her.
@Himansu_1997
@Himansu_1997 11 ай бұрын
Love your work
@siddharthababoo3627
@siddharthababoo3627 11 ай бұрын
Excellent Interview 🎉
@princesspalei6568
@princesspalei6568 11 ай бұрын
This is the best interview.. 😊 I have ever seen 🎉
@itzsatya9028
@itzsatya9028 11 ай бұрын
Such a dynamic personality...god bless you sister .
@renupravanayak525
@renupravanayak525 11 ай бұрын
Proud of Sanghamitra ❤
@dbdas9171
@dbdas9171 11 ай бұрын
ବହୁତ ସୁନ୍ଦର
@ଜନ୍ମଭୂମି
@ଜନ୍ମଭୂମି 11 ай бұрын
ଏଭଳି ଚିନ୍ତାଧାରି ଲୋକଙ୍କୁ ଧନ୍ୟବାଦ 🙏🙏🙏
@prasantadas7051
@prasantadas7051 11 ай бұрын
Face to face.clear cut answer 🎉🎉🎉
@Latika147
@Latika147 9 ай бұрын
❤ ese hi hona cahiye..
@krushnachandradash7387
@krushnachandradash7387 11 ай бұрын
ଏଭଳି ଲୋକଙ୍କୁ ୧ଘଣ୍ଟା ରୁ ଅଧିକ ସମୟ interview କଲେ ବହୁତ୍ ତଥ୍ୟ ଲୋକ ଲୋଚନ କୁ ଆସିବ।She is Excellent Personality
@shibshankardas2149
@shibshankardas2149 11 ай бұрын
👍👍👍it's a well interview and I think it's one the best 👏
@dillipkumarnayak1941
@dillipkumarnayak1941 11 ай бұрын
ବହୁତ ସୁନ୍ଦର ସୁନ୍ଦର ପ୍ରଶ୍ନ ଏବଂ ଉତ୍ତର ରେ ମଧ୍ଯ ଜୋର ଥିଲା...
@lenkaandlenka1163
@lenkaandlenka1163 11 ай бұрын
God bleases you sangamitra
@Learn_with_Rajat917
@Learn_with_Rajat917 11 ай бұрын
Every point is Important of Sanghamitra Madam🙏
@rashmirekhadash5731
@rashmirekhadash5731 11 ай бұрын
Best interview 👍
@budhibamanfoundation
@budhibamanfoundation 11 ай бұрын
Great interview it will be a best interview for future
@namitadasmohanty8988
@namitadasmohanty8988 11 ай бұрын
Sanghamitra Jena is a jewel of Odisha.We are really proud of you dd having such a lady leader ❤
@ashishcreation194
@ashishcreation194 5 ай бұрын
Real tiger of odisha
@narottamsamal3729
@narottamsamal3729 11 ай бұрын
Thanks u madam
@user-DhanurjayDas
@user-DhanurjayDas 10 ай бұрын
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩
@ommm632
@ommm632 11 ай бұрын
Salute you mam.. 🙏🙏🙏🙏🙏🙏🙏🙏🙏🙏🙏🙏
@RajaHembram-z8e
@RajaHembram-z8e 3 ай бұрын
ସଂଘମିତ୍ରା ମାଡାମ, Cong party grass root ବହୁତ ଦୁର୍ବଳ କଣ ପାଇଁ ?
@pramilamahapatro485
@pramilamahapatro485 11 ай бұрын
Manas Babu your question pattern is very beautiful. Ways of questions are so attractive
@parbatisahoo9267
@parbatisahoo9267 10 ай бұрын
Omg mun a madam nku train re dekhithili and se mote help bhi karithile ❤❤, aji news re dekhilii very surprising 🎉🎉nice
@queenashiq_
@queenashiq_ 9 ай бұрын
Nice🎉କଣ ଅସୁବିଧା ହେଇଥିଲା କି ଆପଣଙ୍କର
@ritanjalisamal8492
@ritanjalisamal8492 11 ай бұрын
Lot of thanks Kanaka News.She is a brave leader.keep it up. Excellent thought.
@jhunuroutray6387
@jhunuroutray6387 10 ай бұрын
👍👍👋👋✔️✔️
@ajayamishra1118
@ajayamishra1118 11 ай бұрын
Odisha's no 1 speaker sanghamitra mam
@tulujena5279
@tulujena5279 11 ай бұрын
Sanghamitra is best icon of odisha ❤❤❤❤
@BatakrisnaChhotaray
@BatakrisnaChhotaray 6 ай бұрын
Dhanya bad jia mu tuma bapa nku sat pranam janauchi ki se mo odisha ku. Ehi pari gote satsahasi jia dei pari chanti prabhu jagarnath tuma ku asripad karantu jay jagarnath
@debarajdash351
@debarajdash351 11 ай бұрын
Sanghamitra sister is the strong of society of our odisha.
@PremalataSur
@PremalataSur 9 ай бұрын
ବହୁତ ସୁନ୍ଦର ହେଇଛି
@prasanprusty7160
@prasanprusty7160 11 ай бұрын
Big slap to this anchor 😂
@siladas8285
@siladas8285 10 ай бұрын
Thanks for interaction with such great frontline fighter.
@pashupati55
@pashupati55 11 ай бұрын
*Point to Point Slam on Reporters Face. What an extraordinary personality. Respect 🫡*
@madhusmitamallick6307
@madhusmitamallick6307 11 ай бұрын
ପ୍ରଥମ କଥା , ଚୀନ ରେ ଗୃହ ବିଦ୍ରୋହ ହେଇଥିଲା କିଙ୍ଗ ରାଜବଂଶ (qing dynasty)ଆଉ କମ୍ୟୁନିଷ୍ଟ ସମର୍ଥକ ଙ୍କ ମଧ୍ୟରେ। ବ୍ରିଟିଶ ମାନେ ବାହାରୁ ଆସି ଆମ ଧନ ସମ୍ପଦ ଲୁଟି ନିଜ ଦେଶ କୁ ନେଇଥିଲେ ଆମ ଅର୍ଥନୀତି କୁ ତଳିତଳାନ୍ତ କରିଥିଲେ , ଯେଉଁଟା କି ଚୀନ ରେ ହୋଇନାହିଁ। ତାଙ୍କ ସମ୍ପତି ତାଙ୍କ ଦେଶ ରେ ହିଁ ରହିଥିଲା, ଭାରତ ପରି ଦୁର୍ଦ୍ଦଶା ଚୀନ ର ନଥିଲା। ଆଉ ଯେଉଁ କଥା ରହିଲା କି ଚୀନ ଠୁଁ ପଛରେ ଆମେ କାରଣ ଚାଚା ନେହେରୁ ଆଉ ଆମ ନିଜ ଦେଶ ର ଲୋକ। ଆମ ଲୋକ ହିଁ ଆମ ବୈଦିକ ଶିକ୍ଷା, ବେଦାନ୍ତ, ଦର୍ଶନ, ପୁରାତନ ଅର୍ଥନୀତି, ସମାଜ ଶାସ୍ତ୍ର, ,ରୀତି ,ନୀତି ,ପରମ୍ପରା ସବୁ କୁ ପାଶ୍ଚାତ୍ୟ ପ୍ରଭାବ ରେ ମିଛ ଭାବୁଛନ୍ତି। କିନ୍ତୁ ଆଜି ବି ଚୀନ ର ଲୋକ ନିଜ ସଭ୍ୟତା, ନିଜ philosophy କୁ ନେଇ ଗର୍ବ କରନ୍ତି କାରଣ ନା ଆମ ଭାରତ ପରି ସେମାନଙ୍କ ସମାଜ ସହ କିଛି ହେଇଛି । ଆମ ପୁରାତନ ବିଶ୍ୱିଦ୍ୟାଳୟ ( ନାଳନ୍ଦା, ତକ୍ଷଶିଳା), ଗୁରୁକୂଳ ଶିକ୍ଷା ଆଦି ଆକ୍ରମଣକାରୀ ଙ୍କ ବର୍ବରତା ରେ ଧ୍ଵଂସ ହୋଇଛି। କିନ୍ତୁ ସେପରି କିଛି ସେମାନଙ୍କ ଦେଶ କି ସମାଜ ରେ ହୋଇନାହିଁ। ମୋଟ ଉପରେ କହିବାକୁ ଗଲେ , ଚୀନ ରେ ରାଜା ଶାସନ କରୁଥିଲେ ବି ଦେଶ ର ସମ୍ପତି ଦେଶ ରେ ହିଁ ରହୁଥିଲା। ଆଉ ବ୍ରିଟିଶ ମାନେ ଯେମିତି development କରିଛନ୍ତି ବୋଲି କହୁଛନ୍ତି sanghamita madam.. ଏଇଟା ବି ଭୁଲନ୍ତୁନାହିଁ କି ପାଖାପାଖି 45trillion dollar ଲୁଟିଛନ୍ତି ସେମାନେ ଆମଠାରୁ । ଆଉ ଆମ ଲୋକ ଯେମିତି 'ଇଂଲଣ୍ଡ ଆମେରିକା ମହାନ 'ର ବିଚାର ଧାରା ନେଇ ବଞ୍ଚୁଛନ୍ତି ସେଠି କିନ୍ତୁ ଚାଇନିଜ ଲୋକ ଙ୍କୁ ସେ ଚିନ୍ତାଧାରା ଛୁଇଁ ପାରିନି କାରଣ ସେମାନେ ୨୦୦ ବର୍ଷ ଗୁଲାମ ନଥିଲେ କି ୧୦୦୦ ବର୍ଷ ର ମୁସଲିମ ଆକ୍ରମଣ ଆଉ ଧର୍ମ ପରିବର୍ତ୍ତନ ର ଶିକାର ହୋଇନଥିଲେ। ଦ୍ଵିତୀୟ ରେ ନେହେରୁ ଙ୍କ 'socialist ଚିନ୍ତାଧାରା' ପାଇଁ ଯେଉଁ soft corner/ ଉଦାରତା ଥିଲା ତା ପରିଣାମ ସ୍ବରୂପ ଆମ ଠୁଁ ଚୀନ ଛଡ଼େଇ ନେଲା Aksai chin area ଯେଉଁଟା କି ଜାତିସଂଘ ସୁରକ୍ଷା ପରିଷଦ ର permanent member ଭାରତ ଥିଲେ ହୁଏତ ଚୀନ ଯୁଦ୍ଧ କରିବା କଥା ଭାବିନଥନ୍ତା according to United Nations Security council rule । କିନ୍ତୁ ନେହେରୁ ଭାରତ ବଦଳ ରେ ଚୀନ କୁ ସ୍ଥାୟୀ ସଦସ୍ୟ କରିବାକୁ କହି, ପ୍ରତ୍ୟାଖାନ କରିଥିଲେ ଋଷ ଓ ଆମେରିକା ର ଭାରତ କୁ ସ୍ଥାୟୀ ସଦସ୍ୟ କରିବା ପ୍ରସ୍ତାବ କୁ।sanghamita madam....Marxist communist ideology emphasises greatly on socialism. Socialism ku ete teka nahi...china au Russia re jemiti president ସର୍ବେ-ସର୍ବା, election haba but president sei jane ଲୋକ ହିଁ ରହିବା (mariba jae). Kichhi Dina pare socialism ku promote karuthiba CPM ,CPI neta Mane nhi ekachhatrawad au corruption karanti. Sabadhan socialism ra ଭୂତ jemiti life end nkaridie... ଆମ ଦେଶର ପୁରତାନସମାଜ ବ୍ୟବସ୍ଥା ରୁ କିଛି ଶିକ୍ଷା କର କାରଣ ଆକ୍ରମଣକାରୀ ଆସିବା ଆଗରୁ ସାରା ପୃଥିବୀ ର ଅର୍ଥନୀତି ର ୨୫% ଭାରତର ଅର୍ଥନୀତି ଥିଲା। ଏଥିରୁ ଅନୁମେୟ କେତେ ଉଚ୍ଚକୋଟୀର ବ୍ୟବସ୍ଥା ଥିଲା ଆମର। ଆଉ ହଁ...socialism ରେ ଯେଉଁ ଗୋଟେ ଦିଟା ଭଲ କଥା ପାଉଛ ତାକୁ ଅନୁସରଣ କର କିନ୍ତୁ ସମ୍ପୂର୍ଣ୍ଣ ଅନୁକରଣ କରିବା ମୂର୍ଖାମି ର ପରିଚୟ । କାରଣ ମାଗି ଆଣିଲା ତରକାରୀ ସୁଡୁକେ। For now Democracy is best I think.
@prajanadattaputhal7034
@prajanadattaputhal7034 11 ай бұрын
Sanghamitra thik katha kahichhi
@srinibasasahoo8729
@srinibasasahoo8729 10 ай бұрын
Sanghmitra pari amaku bahut darkar , thank u sister , God bless you
@Villagelovers442
@Villagelovers442 11 ай бұрын
Thanks ripoter
@dillipkumarsingh1764
@dillipkumarsingh1764 11 ай бұрын
So very nice
@mahendramahanandia2995
@mahendramahanandia2995 11 ай бұрын
Neta hebata amiti neta huo .bahut dhanyabad madam.🎉🎉
@subashpatro9056
@subashpatro9056 4 ай бұрын
ସଙ୍ଗମିତ୍ର ଭଉଣୀ ବହୁତ ବହୁତ ଭଲ ଲାଗିଲା ଆଉ ତୁମ ଭାଷଣ ଶୁଣିବାକୁ ବହୁତ ମତେ ପସନ୍ଦ ଲାଗୁଚି, ଧନ୍ୟବାଦ.
@manjupravamishra8000
@manjupravamishra8000 11 ай бұрын
Very nice, outstanding, excellent, important discussion 👍👌.God bless you beta Sanghamitra with my blessings 🙌 of love ❤ & stay blessed always with lots of happiness, good health as well as best prousperity in future life 👍. Much love ❣️ for you 😘.JAY SHREE JAGANNATH 🌹🙏.
@lifefacts1055
@lifefacts1055 9 ай бұрын
ସଂଘମିତ୍ରା best sister ❤️
@rolex..lover.9375
@rolex..lover.9375 11 ай бұрын
Nice Interview ❤
@laxmipriyaghosh2639
@laxmipriyaghosh2639 11 ай бұрын
No.1 daughter of Odisha.I am proud of you.Many many thanks.
@subhapaikeray-g3d
@subhapaikeray-g3d 11 ай бұрын
One of the best Episode 🥰🥰🥰
@sanjeebkumarmahanta5012
@sanjeebkumarmahanta5012 11 ай бұрын
grate madam
@saswatijena9426
@saswatijena9426 11 ай бұрын
Refreshing Episode❤
@bighnaraj7868
@bighnaraj7868 7 ай бұрын
ओडिशा को ऐसे ही ज्ञानवान नेता की जरूरत है। तभी ओडिशा खुशहाल, स्वस्थ और समृद्ध होगा
@binayakumarswain3161
@binayakumarswain3161 11 ай бұрын
I think this is one of the best interviews.❤
@munapati786
@munapati786 10 ай бұрын
Omm namaha Hara parbati ji ki jai ho
@susantadwary6119
@susantadwary6119 11 ай бұрын
Manash sir good interview show... Very good question
@basudevbehera1387
@basudevbehera1387 8 ай бұрын
Tq ..kanak News to bring such a intellectual person 😊
@gopabandhukarna6005
@gopabandhukarna6005 11 ай бұрын
We need to establish PROUT.
@sanvikastudio3151
@sanvikastudio3151 11 ай бұрын
ସମାଜ ରେ ଏମିତି ବହୁତ୍ ଭଲ ମଣିଷ ଅଛନ୍ତି ସେମାନଙ୍କୁ ସୁଜଗ ଦିଅନ୍ତୁ
@biswabhusannanda8664
@biswabhusannanda8664 11 ай бұрын
This Madam / person will very soon rise very high in the political horizon of Odisha/India. She will also become very successful in her political career and her parents will certainly bless her. May Mahaprabhu Sri Jagannath bless her. Her comments are very relevant in the present day context.
@Inner.divinity
@Inner.divinity 11 ай бұрын
Yes, she is the female version of Kanheya Kumar of Odisha..
@srikantmallik9928
@srikantmallik9928 9 ай бұрын
Jay bhim, jay mulanivasi, jay constitutions 🙏
@motilaldash4645
@motilaldash4645 11 ай бұрын
ବହୁତ ବହୁତ ଭଲ କଥା କହିଲେ- .କିନ୍ତୁ ବାମପନ୍ଥୀ ଚିନ୍ତା ଧାରା ଭାରତ ଭଳି ଦେଶ ପାଇଁ ଠିକ୍ ନୁହଁ. . . .
@rosalinsahoo8245
@rosalinsahoo8245 11 ай бұрын
A brave girl, who wants to change society.Continue your effort.
@debabrata98
@debabrata98 11 ай бұрын
Jay Jagannath from Venezuela 🇻🇪 🙏🏽
@PabitraNaik-j5q
@PabitraNaik-j5q 5 ай бұрын
Bahut bahut dhanyvad sanghmitra apnon ka Manisha puniya ku bahujan samaj salute karuchhanti
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
🔵 Unveiling The Truth With Advocate Piku Patnaik || Kanak News
21:44
🔵 Unveiling The Truth With Singer Geeta Das | Kanak News
39:41
2 PM Headlines ||| 5th FEBRUARY 2025 ||| Kanak News |||
1:56
Kanak News
Рет қаралды 4,9 М.
🔵 Unveiling The Truth With Jatra Actress Rani Panda || Kanak News
23:22
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН