Kartik Pandian urges Union Minister to quit politics if BJP Govt will not come to power in Odisha

  Рет қаралды 271,380

Kalinga TV

Kalinga TV

2 ай бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 323
@patitakumarchoudhury9855
@patitakumarchoudhury9855 Ай бұрын
ପାଣ୍ଡିଆନ ର ବାଳ ସମାନ ନୁହଁ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷ IAS ଶହ ନେତା ମଧ୍ୟ 👍👍
@srikantsahoo3504
@srikantsahoo3504 Ай бұрын
ଏବେ ସବୁ ଜଣା ପଡୁଛି😂😂😂
@pareshnayaknayak
@pareshnayaknayak Ай бұрын
Pura sach bat
@pradeepjena3595
@pradeepjena3595 Ай бұрын
ଭୋଟ କେବଳ ଯୋଡି ଶଂଖ ଜିନ୍ଦାବାଦ 🚩
@jogendrapatra6177
@jogendrapatra6177 Ай бұрын
Jay Jagannath ❤
@user-ys9kb5gz7v
@user-ys9kb5gz7v Ай бұрын
Right bhai
@pranatinayak9117
@pranatinayak9117 Ай бұрын
I salute pandian sir you are absolute right
@ajoyabehera7707
@ajoyabehera7707 Ай бұрын
Sir your mind is computer 100 present 2024 cm nabinsir
@srikantsahoo3504
@srikantsahoo3504 Ай бұрын
ଆଉ ନାହିଁ😂😂😂
@user-xb2ct4vb8o
@user-xb2ct4vb8o Ай бұрын
ଆମରି ଧନରେ ଖାଉ ପିଇ ଭାଷଣ ଦେଉଛନ୍ତି
@Userrr390
@Userrr390 Ай бұрын
Central bi amari Paisa re khauchhanti
@priya-bc9uy
@priya-bc9uy Ай бұрын
🙏🙏 ନବୀନ ବାବୁ 🙏🙏
@pradeepjena3595
@pradeepjena3595 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ଯୋଡି ଶଂଖ ଜିନ୍ଦାବାଦ 🙏🚩
@shaiili6204m
@shaiili6204m Ай бұрын
ଜୟ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD✌️✌️ | ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM, Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ।
@meinhunnaa8277
@meinhunnaa8277 Ай бұрын
Seithpain dadan Pratisat badhichhi aau miliba lokanku kichhi b subidha miluni sir ei ama 24 year ra phala
@vihaanr2480
@vihaanr2480 Ай бұрын
@@meinhunnaa8277You may not be aware. Lot of Odia people are employed inside Odisha in core and IT industries and leading a good life. In almost every sector, dynamic development happened.
@RanjanSethi-hf8mf
@RanjanSethi-hf8mf Ай бұрын
Q
@banshidharpatra5160
@banshidharpatra5160 Ай бұрын
ଏବେ ଧୀରେ ଧୀରେ ଲୋକେ ଜlଣିଲେଣି ଯେ ଆଗକୁ ପ୍ରତ୍ୟେକ IAS ଅଫିସର ମାନଙ୍କର ରାଜନୀତି କରିବାର ଯଥେଷ୍ଟ ଦକ୍ଷତା ରହିଛି l ପଣ୍ଡିଆଁନ ବାବୁ ମୋଦି ସହିତେ ସମସ୍ତ କେନ୍ଦ୍ର ନେତା ମାନଙ୍କୁ ଚେଲେଞ୍ଚ ର ସହିତ ମୁକାବିଲା କରି ଇତି ହାସ ସୃଷ୍ଟି କରିଦେଲେ , ବର୍ତ୍ତମାନ୍ ଏ ଖବର ବହୁଳ ଭାବେ ପ୍ରଭାବିତ କରୁଛି ଲୋକଙ୍କୁ
@user-yd7dq7ij6w
@user-yd7dq7ij6w Ай бұрын
ଦେଖ ଆଗ କୁ. କଣ ହଉ ଛି.,ଇଡି ସିବିଆଇ ସ୍ରଉଛି ଚିଟ. ଫୁଂଡ ଘୋଟଲା ଦିଶୁଚି
@manishapattanayak2152
@manishapattanayak2152 Ай бұрын
Great Pandian Sir ✍️🙏🏻
@truptimayeedas8436
@truptimayeedas8436 Ай бұрын
ଧର୍ମେନ୍ଦ୍ର ପ୍ରଧାନ ର ଯୋଗ୍ୟତା ନାହିଁ cm ହେବାର , କି ଶୁଖିଲା ଭାସନ୍ ମାରୁଚି, ବିଜେପି ସରକାର ଗଢିଲେ ଓଡ଼ିଶା କୁ ତଳ କୁ ନେଇଯିବ, ନବୀନ ପଟ୍ଟନାୟକ best cm, ଜୟ ଜଗନ୍ନାଥ
@padmanava1000
@padmanava1000 Ай бұрын
ବିଜେପିର ପ୍ରଧାମନ୍ତ୍ରୀଙ୍କୁ ଓଡ଼ିଆ ପ୍ରତି ସମ୍ମାନ ଜଣାଇ ଏଥର ସରକାର ଗଢ଼ିବ
@SipuMahalik-if1db
@SipuMahalik-if1db Ай бұрын
Xxx dr
@swarupadas9075
@swarupadas9075 Ай бұрын
We want Mr Naveen Pattanaik
@user-xn7xz2rx4d
@user-xn7xz2rx4d Ай бұрын
ବାଲ ନା ହାହୁ
@santanujena9833
@santanujena9833 Ай бұрын
ଧର୍ମେନ୍ଦ୍ର ପ୍ରଧାନଙ୍କର ଅକାତ୍ ନାହିଁ challenge accept କରିବା । କାଲୁଆ, ଡହରା,ବାହାପିଆ କଥା ଗୁଡାଏ ସିଖିଛି ଏହା ବ୍ୟତିତ ଆଉ କିଛି ଜାଣିନି....ବିଚେରା 😅😅😅 ପାଣ୍ଡିଆନ ବାବୁ ତାକୁ ଛାଡିଦିଅ......
@tapaskumar9122
@tapaskumar9122 Ай бұрын
Ea pandu kie , MLA,MP, Ya sarapanch,, ea rajaniti kebe kala
@banshidharpatra5160
@banshidharpatra5160 Ай бұрын
ଧର୍ମେନ୍ଦ୍ର ପ୍ରଧାନକୁ ହାରିବା ଭୟ ଘାରି ଥିବାରୁ ତାଙ୍କ ମୁହଁ ଚେହେରା କଳା ପଡ଼ି ଶୁଖି ଗଲାଣି ହାରିଲା ପରେ ଆଉ ସେ ସମ୍ବଲପୁର ଯିବେନି ତା ସହିତ ଢେଙ୍କାନାଳ କୁ ମୋଟେ ଯିବେନି କାରଣ ଓଡ଼ିଶା ତଥା ଓଡ଼ିଆଙ୍କ ଉନ୍ନତି ବନ୍ଦ୍ ପାଇଁ କୋର୍ଟ ରେ କେଶ୍ କରିଥିବାରୁ ଏବଂ କଟକ ମଙ୍ଗୁଳି ଛକ ଠାରୁ ସମ୍ବଲପୁର ଜାତୀୟ ରାଜପଥ ଉନ୍ନତି କାମ ବନ୍ଦ୍ କରି ଥିବାରୁ ଢେଙ୍କାନାଳ ବାସୀଙ୍କ ପ୍ରବଳ ରାଗ ମାଗଣାରେ ବିନା ଏଲେକ୍ଟେଡ ରେ ରାଜନୀତି କରୁଥିଲେ,ଏବେ ଭୋଟ ପାଇଁ ଛିଡ଼ା ହେବlବୁ ପଡିବାରୁ ଘାଇଲା, ପଣ୍ଡିଆଁନ ଯାହା କରିଛି ଆଉ କେତେଦିନ ପର୍ଯ୍ୟନ୍ତ ନିଦ ହେବନି l ପ୍ରଥମେ ଓଡ଼ିଶାରେ ରହି ୱାର୍ଡ ମେମ୍ବର ପାଇଁ ଇଲେକ୍ସନ ଲlଢ଼ିବlର ଥିଲା l
@DineshKumar-nj8wr
@DineshKumar-nj8wr Ай бұрын
Dekhiba kie jituchanti
@DineshKumar-nj8wr
@DineshKumar-nj8wr Ай бұрын
Tamili sasan chaliba nahi Jay Jagannath 🙏🙏
@Userrr390
@Userrr390 Ай бұрын
​@@DineshKumar-nj8wrTamil hele bi se educated. Mun bi ta ku support karuni hele jane educated loka hin power ku asile development karibe
@srikantsahoo3504
@srikantsahoo3504 Ай бұрын
ଏବେ ସବୁ ସତ କଥା ଜଣାପଡ଼ିଗଲା😂😂😂ଶୀଘ୍ର ସନ୍ୟାସୀ ନେଉ
@sujatakhusi3463
@sujatakhusi3463 Ай бұрын
Kebala educated loka hi pandian sir nku support karibe love you sir
@krushnachandrabehera4655
@krushnachandrabehera4655 Ай бұрын
Mo bhai lo
@bikashrout2253
@bikashrout2253 Ай бұрын
Great Pandian sir🙏🙏
@user-ii5up3sy3h
@user-ii5up3sy3h Ай бұрын
ଭଲ କହିଲେ 🙏🙏👍👍👍👌👌👌
@DJDADDYOFFICIAL143
@DJDADDYOFFICIAL143 Ай бұрын
ଭାଇ ଗୁମାସ୍ତା challange କଲା ❤ ବିଜେପି ଛି ଛି 😂😂😂
@srikantsahoo3504
@srikantsahoo3504 Ай бұрын
ଆଜି ଜୁନ6 ମୁଁ ଏଠାକୁ କମେଡି ଦେଖିବାକୁ ଆସିଛି😂😂😂ଭାରି ମଜା ଲାଗୁଚି😂😂😂
@basantapradhan523
@basantapradhan523 Ай бұрын
Right sar
@nihardas4958
@nihardas4958 Ай бұрын
Are 10 helani modi jitichi odishare bjp mananka pain company karidelani😂
@user-ts4sz5iq2c
@user-ts4sz5iq2c Ай бұрын
Pandian sir ku education pila hi bhuji paribe
@SukaluGond-rl8mq
@SukaluGond-rl8mq Ай бұрын
❤❤❤❤❤❤❤❤❤❤
@swapnilraja1409
@swapnilraja1409 Ай бұрын
ସେ ଧର୍ମେନ୍ଦ୍ର କହୁଥିଲା, ମୁଇ ପେଟ୍ରୋଲ ମନ୍ତ୍ରୀ, କଣ କଲୁ ଆମେ ଦେଖୁଛୁ 😡😡😡 ଶଳା ଶିକ୍ଷ୍ୟା ମନ୍ତ୍ରୀ ହେଲୁ ପିଲାଙ୍କୁ ଶିକ୍ଷ୍ୟା ରେ gst ଲଗେଇଦେଲୁ 😡😡😡 ଏଥିରେ କହୁଛୁ ଦେଶର ଯୁବ ପିଢ଼ିକୁ ଆଗକୁ ନେବୁ
@SUBHAMROUT444
@SUBHAMROUT444 Ай бұрын
ଇଲେକ୍ସନ ସମୟରେ ବିଜେପି ର ନେତାମାନେ ଚା ର ସୋ କରିବାକୁ ଆସୁଛନ୍ତି
@bhupenkumardas9427
@bhupenkumardas9427 Ай бұрын
ପୁଣି ସରକାର ଗଢିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ।
@talktoshrikumar
@talktoshrikumar Ай бұрын
These type of administrators who often prioritize achieving victories and avoiding defeats, sometimes at the expense of acknowledging or understanding the emotions of others. Consequently, their egos tend to be more susceptible to injury than their capacity for empathy. Aare kite dina, politics karucha loka ku kahuna??? Loka mane janantu service karu thila na politics.
@prakashpradhan4317
@prakashpradhan4317 Ай бұрын
ଷଣ୍ଢ କୁ ନେଇ ଟିଙ୍କ ର ଅସ୍ତିତ୍ୱ କଳନା କରାଯାଏ |❤ନବୀନ ହାରିଗଲେ ପାଣ୍ଡିଆନ ଙ୍କର ସନ୍ୟାସ ନବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ❤ଧର୍ମେନ୍ଦ୍ର ଙ୍କ ପରି ପାଣ୍ଡିଆନ ଙ୍କର ରାଜନିତୀ ରେ ଅସ୍ତିତ୍ୱ ନାହିଁ। ❤.ଧର୍ମେନ୍ଦ୍ର ଓ ପାଣ୍ଡିଆନ କ୍ ମଧ୍ୟରେ ଏହ' ହିଁ ଭିନ୍ନତ୍ୱ❤❤❤❤
@deepaksahoo4956
@deepaksahoo4956 Ай бұрын
Absoluty right
@odiacomedyforu2896
@odiacomedyforu2896 Ай бұрын
ଏଇଟା କିଏ, କୋଉଠୁ ଆସିଲା ? ବାଡିଟା ଦେଏ ତ !
@bhupenkumardas9427
@bhupenkumardas9427 Ай бұрын
ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର କର୍ତ୍ତିକିୟମ ପାଣ୍ଡେ ଆମ ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ
@neetquestionpractice
@neetquestionpractice Ай бұрын
ଓଡ଼ିଶା ଲୋକଙ୍କ ପାଖରେ leadership କ୍ଷମତା ନାହିଁ ବୋଧେ ସେଥିପାଇଁ ଅନ୍ୟ ରାଜ୍ୟ ରୁ ଲିଡର ମାନଙ୍କୁ ଅଣା ଯାଉଛି ଏଇଥିରୁ ଅନୁମାନ କରିହେଉଛି ଓଡ଼ିଶା ବହୁତ୍ ଉନ୍ନତ ହେଇଛି ଓଡ଼ିଶା ରେ talent ତ ପୁରା ଭର୍ତ୍ତି ଆଉ
@dr.rameshchandranayak8014
@dr.rameshchandranayak8014 Ай бұрын
As the perception goes, the people of Odisha, hailing from lower middle class or below stick to their concsience. Their support to good governance may not preferably be enslaved by them.
@gbirganthia9994
@gbirganthia9994 Ай бұрын
Ama Odisha re kehi kana jogya neta nahanti, intelligent loka nahanti, dynamic loka nahanti j ama priya mukhyamantri jane TAMIL ku sabu power dei chhanti.... eha kana ODIA BHAI mananku grahaniya ?????
@SandhyaRaniPatra-vd5qm
@SandhyaRaniPatra-vd5qm Ай бұрын
We want nabin patnaik as cm
@Biswajitray-tj8yp
@Biswajitray-tj8yp Ай бұрын
Right sir
@pradippadhan8300
@pradippadhan8300 Ай бұрын
ନବୀନ ପରି ଅପାରଗ ରାଜାମାନଙ୍କ ଯୋଗୁଁ ଭାରତରେ ଇଂରେଜ ଶାସନ ମାଡିଆସିଥିଲା। ସେହିପରି ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ଶାସକ ମାନେ ମାଡ଼ି ଆସୁଛନ୍ତି।
@santoshkumarpanda5860
@santoshkumarpanda5860 Ай бұрын
Actually right some changes party those r no results so those persons not believe hin
@sanjivkumarsanjivkumar2037
@sanjivkumarsanjivkumar2037 Ай бұрын
Bjp party ra dharmendra pradhan upara bharsa nahi
@sanketkanhei7903
@sanketkanhei7903 Ай бұрын
B J D ASIBO BHAI
@umapatra1958
@umapatra1958 Ай бұрын
Very good i. As sir super ♥♥🇧🇴🇧🇴🇧🇴🇧🇴🇧🇴😍💙💞
@rabindranayak9643
@rabindranayak9643 Ай бұрын
You right tak pandian sir💗💗💗💗💗🇮🇳🇮🇳🇮🇳🇮🇳🇮🇳🌹👍
@rahul3955r
@rahul3955r Ай бұрын
Kan hela?
@BJPodishaa
@BJPodishaa Ай бұрын
Who this fellow? Why from him? Why are u discussing about him? Why why why???
@rabindrapradhan4154
@rabindrapradhan4154 Ай бұрын
Dharmendra Pradhan maf do he is not proper for politics
@BirendraDas-xr1sk
@BirendraDas-xr1sk Ай бұрын
Well done.Kartik Bhai.
@biswajitbehera7039
@biswajitbehera7039 Ай бұрын
ଏ ଶଳା ପାଣ୍ଡିଆ କେବେ ଠୁ ନେତା ହେଲାଣି? ପଛ କବାଟ ଦେଇକି ତୁ ନବୀନ ଚୌକି ମାଡ଼ି ବସିବୁ ବୋଲି ବସିଛୁ ଯୋଉ ଦିନ ନବୀନ ଯିବ ସେଇ ଦିନ ତୁ ଆପେ ଆପେ ପଲେଇବୁ ତୁ କଣ କହିବୁ କିଏ ରହିବ କିଏ ଯିବ। ଧର୍ମେନ୍ଦ୍ର ପ୍ରଧାନ ସେଇ ବ୍ୟକ୍ତି ଯିଏ ଛାତ୍ର ଜୀବନ ରୁ ଏକ ଆନ୍ଦୋଳନ ରୁ ନିଜ ରାଜନୀତି ଆରମ୍ଭ କରିଥିଲେ ତୁ ଶଳା ଲୁଟେରା କଣ କହିବୁ ବେ ।
@Subhrajitsamantaray07
@Subhrajitsamantaray07 Ай бұрын
Ta Dharmendra ku kaha challenge accepte kariba pai jana padijiba chatra jibana ru kete andolona karithila
@saktikantabal143
@saktikantabal143 Ай бұрын
To reply ku screenshot marili mun June month re tote reply debi to mundi jitila na mo mundi jitila tu mote kahibu.....
@binayakofficial123
@binayakofficial123 Ай бұрын
Aama janta aaka baka ta tame aau mu thik thile kn hoba
@AjitMohanty-wi8zx
@AjitMohanty-wi8zx Ай бұрын
Cm ku Tu boli kahuchu..Tu tanku bhala na pai paru vote na dei paru Tu boli kanhiki kahuchu To ghare kan Tate sanskar sikhei Nahanti..
@jagatsinghpuria_18
@jagatsinghpuria_18 Ай бұрын
ସରକାର ତ ଗାଁ ରେ ପାଣିର ସୁବିଧା ଦେଇ ପାରୁନାହାନ୍ତି,ସେ କଣ କରିବେ,ସରକାରଙ୍କ ଅଧିକାରୀଙ୍କୁ ତ କହି କହି ସେ ଶୁଣି ନାହାନ୍ତି 🫵🫵🫵🫵
@santanumalik1269
@santanumalik1269 Ай бұрын
Naveen taking oath soon
@chintubhai669
@chintubhai669 Ай бұрын
ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ କୁ ମୋର 1% ଇଚ୍ଛା ନାହିଁ ତାଙ୍କ ଭାଷା ଏବଂ ବିଜେପି ଆସିଲା ପରେ ପୁଣି ଦର ଦାମ ବଡିବ ଗ୍ୟାସ ର 1500 ହେବ, ଏବଂ ପେଟ୍ରୋଲ ର ଦାମ 150 ହେବ 😂😂😂😂
@himanasupoint5437
@himanasupoint5437 Ай бұрын
Jay jagannath Jay BJD
@Crazyreaction6738
@Crazyreaction6738 Ай бұрын
Pandian dhoi dela Dharmendra ku.. Modi ra garba re BJP ra garba badhuchi..are elections ladhiba ta ladha au janaku tale pakei ta chhati re mada dele jai jitiba..are nije kn karipakeicha kahuna tapare pachariba Navin kan karichi..nija list aga dia kemiti sabu rate badheiki amaku marucha seita kuha aga Ab ki baar,, Toogega BJP ka ahankar... A big no for BJP ❌🚫 in odisha
@subrataku.mohanty386
@subrataku.mohanty386 Ай бұрын
Pandian Sir ଓ ଅନ୍ୟ ମାନଙ୍କୁ କ୍ରୀତଦାସ ,ଗୁମସ୍ତା ବୋଲି ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରିଆସୁଛନ୍ତି। ନବୀନ ପଟ୍ଟନାୟକ ଙ୍କୁ ଅସମ୍ମାନ ସୂଚକ କଥା କହୁଛନ୍ତି। ଯେତେ ହେଲେବି ନବୀନ ପଟ୍ଟନାୟକ ଜଣେ ବୟୋଜ୍ୟେଷ୍ଠ, ଏବଂ ସାଢେ଼ ଚାରି କୋଟି ଓଡ଼ିଆ ଲୋକଙ୍କ ମୁଖ୍ୟ ମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଏଭଳି ବ୍ୟବହାର କରନ୍ତି ସେ ଯେମିତି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ। ଓଡ଼ିଶା ପାଇଁ ନାଁ BJP କି ଧର୍ମେନ୍ଦ୍ର ପ୍ରଧାନ ଦଶ ବର୍ଷ ମଧ୍ୟ ରେ କୌଣସି ଗୋଟିଏ ନିଯୁକ୍ତି ଭିତ୍ତିକ ବଡ କାରଖାନା ଟିଏ ଦେଇ ପାରିନାହାନ୍ତି। ଏଥର Pandian sir kahila ଭଳି ସମ୍ବଲପୁର ଭୋଟର ଉଚିତ୍ ଜବାବ ଦେଇ ଓଡ଼ିଶା ର ମାନ ରଖିବେ।
@binayakofficial123
@binayakofficial123 Ай бұрын
Bjd ku karakhana deichi kuho Bag re kete kharcha heichi janicha ki bhai 13saha kati kichi kama ku nuho bekar re gala paesa
@Enjoymentlife522
@Enjoymentlife522 Ай бұрын
Tu aga DMF return kara, G...... Mari Baku aau kou fund pailu nhi, 5T formula re apply kari kuha
@lagenchandramohanta4655
@lagenchandramohanta4655 Ай бұрын
THE FATHER OF ODISHA NAVEEN PATNAIK ❤❤❤
@binayakofficial123
@binayakofficial123 Ай бұрын
Odisha janata sabu misi pandian ku khediba katha odisha ra mantri na kn odisha money use karuchi
@user-sw6dv8om6v
@user-sw6dv8om6v Ай бұрын
Jitbar asa karucha
@talktoshrikumar
@talktoshrikumar Ай бұрын
Ete strong candidate ta, gote seat ru tiya helani...
@user-hr8yv4tp5c
@user-hr8yv4tp5c Ай бұрын
Angul
@GatikrushnaBehera-nm7di
@GatikrushnaBehera-nm7di Ай бұрын
ଆଉ ଗୁଟିଏ କମେଣ୍ଟ ଦେଉଛି ଏଟା କେବଳ ଓଡିଶା ବାସୀଙ୍କ ପାଇଁ ଆରେ ମୃଖ ଓଡିଶା ବାସୀ 24ବର୍ଷ ରେ ବିଜେଡି ସରକାର କଣ କରିଛି ମ ଗାଁ ରେ ମୁଟ 120ଘର 24ବର୍ଷ ରେ ଦେଇଛି 18ଟା ଘର ତେବେ ଆଉ 102ଇନ୍ଦୀରା ଆବାସ କେବେ ଦେବେ ଏ 5ବର୍ଷ ରେ ଆଉ ଯେଉଁ ମାନେ କହିବେ ଯୋଡ଼ି ସଂଖ ତାଙ୍କ ଗୋଷ୍ଟି ଆଦି ସମସ୍ତ ଙ୍କୁ ଭଲ ଗିହାଣିଆ କମେଣ୍ଟ ଦେବି
@rahulsonu24
@rahulsonu24 Ай бұрын
Hahaaa 😂
@premanandasahoo3561
@premanandasahoo3561 Ай бұрын
😳
@mihirranjan5004
@mihirranjan5004 Ай бұрын
କେନ୍ଦ୍ର ସରକାର ପରିବର୍ତ୍ତନ ହେବା ନିହାତି ଆବଶ୍ଯକ ।
@user-np8eb6ne8h
@user-np8eb6ne8h Ай бұрын
Jaya sriram
@SandhyaRaniPatra-vd5qm
@SandhyaRaniPatra-vd5qm Ай бұрын
Pandian sir is great
@jagannathdas9959
@jagannathdas9959 Ай бұрын
Vk pandian right said
@RahulKhan-en3ps
@RahulKhan-en3ps Ай бұрын
I love BK Pandian thank you so much for Naveen sir six time mukhymantri
@meinhunnaa8277
@meinhunnaa8277 Ай бұрын
Thank u mo odisha ra sir mane sidha kholi deichaluchhanti ama asiba pidhi b dadan pain prastuta karuchhi option nai aau dadan saha paribar nei jibi sir
@maktapanda406
@maktapanda406 Ай бұрын
କେହି ନୁହନ୍ତି କାହାର ଗାଣ୍ଡିମାରା ସରକାର. ଗରିବଦୁଃଖ କଥାକିଏବୁଝିବ. ଟଙ୍କାପଇସା ଆଣି ଘରେ ଭରିବ. ପେଟ ପୁରାକରି ଖାଇସୁଇବ. ଗରିବ ଚାଷୀ ଭାଇ ଠୁ ଗାଣ୍ଡିମାରିବ. ଜୁହାର କରି ଭୋଟ ମାଗିବ. ଭୋଟ ପାଇଗଲେ ଲାତମାରିବ. ମନେରଖ ଲଙ୍କାକୁ ଜେବି ଗଲେ ବ୍ରହ୍ମରାକ୍ଷସ. ଜୟ ଜଗନ୍ନାଥ 🌹
@binayakofficial123
@binayakofficial123 Ай бұрын
Aama Sahara re aasile pandian tu ki mantri bali pachari thanti odisha ra money use karuchi
@user-dk4hb5vr3w
@user-dk4hb5vr3w Ай бұрын
ମାର ଶଳାକୁ
@debasisnayak7408
@debasisnayak7408 Ай бұрын
Dam achi mariba pain
@Tripatimuduli-jr8rd
@Tripatimuduli-jr8rd Ай бұрын
Rajanite koribo to ameti koro ❤you pandin
@purnachandrananda8568
@purnachandrananda8568 Ай бұрын
Dam achi ta bina notere dekha bhot
@jayjagatgroups9775
@jayjagatgroups9775 Ай бұрын
ହଁ ଯେହେତୁ ତୁ ନବୀନ ନାମରେ ସବୁ ପାଓ୍ବାର୍ ଭୋଗ କରୁଛୁ;ତେଣୁ ପାଣ୍ଡୁ ପାଇଁ ନବୀନ ପୃଥିବୀର ଶ୍ରେଷ୍ଠ ଲୋକ ବୋଲି ଲାଗୁଛି ! ହଁ ତୁ ଏଇଥର ତେଲେଇ କରି ଭୋଟ୍ ନେଇଗଲେ; ତାପରେ ସବୁ ଦିନ ପାଇଁ କବଜା କରିକି ରହିବୁ ! ଶଳା ଗଳିକନ୍ଦିରେ ମଦ ଦୋକାନ ଓ ମଦ ଭାଟି ଖୋଲି କରି ମଦ ବେପାରୀ ମାନଙ୍କ ଭିତରେ ପ୍ରତିଯୋଗିତା କରାଉଛୁ ଯେ ? ପକା ମିଛୁଆ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫-୧୦ଟଙ୍କା ଲେଖାଏଁ ଅଧିକ ନେଇକରି ପିଠା ଓ ଗେଣ୍ଠା ଯୋଜନା କରି ....!!
@WolfRaider999
@WolfRaider999 Ай бұрын
Kartik Pandian is a good leader.
@user-tt1st3ev7v
@user-tt1st3ev7v Ай бұрын
All Odisha Mp 20 cet Bjp
@ashutoshbiswal7687
@ashutoshbiswal7687 Ай бұрын
Election re thia habara wokat nahi Sanyashi kan pai nabu ? Pagala hei galani
@binayakofficial123
@binayakofficial123 Ай бұрын
Sabu News channel kn pae ochi pandu kn pae odisha money re helicopter re buliba Sia Kia News channel kn pae pandu ku interview karunahanti
@user-sd3rp4cp9u
@user-sd3rp4cp9u Ай бұрын
Paadini ଧନ୍ୟବାଦ ନବିନି, salami
@bibhutibhusannayak6445
@bibhutibhusannayak6445 Ай бұрын
ପାଣ୍ଡିଆନ ସନ୍ଯାସୀ ହେଲେ ଓଡ଼ିଶା ବାସି ତାମିଲନାଡୁ ରେ ପହଞ୍ଚିବେ ।
@sushamadash8383
@sushamadash8383 Ай бұрын
What does Pandian know about our Odisha people? Jay shree Ram ji 🌷💯 percent.Best leader Dharmendra Pradhan.In 25 years What did BJD do?
@amentertainment6998
@amentertainment6998 Ай бұрын
Bjd ହଟାଓ ଓଡ଼ିଶା ବଞ୍ଚାଅ 🙏
@janakapadhan3919
@janakapadhan3919 Ай бұрын
Kalinga TV ku Tamil kini nechhi
@debabratamohanty3321
@debabratamohanty3321 Ай бұрын
BJD re Electricity discount, BSKY re Middle class family v involve hebe
@biswakantibehera3098
@biswakantibehera3098 Ай бұрын
ଶୁଭ ଶଙ୍ଖ ନଵୀନ ବାବୁ
@trilochantrinathbaral1830
@trilochantrinathbaral1830 Ай бұрын
Bala na
@user-kn4zs7ni4k
@user-kn4zs7ni4k Ай бұрын
Asanta nirbachana bjd BJP madhyare kada takkar heba bjd 6 7 sit adhika heipare
@PureTraditionalLife
@PureTraditionalLife Ай бұрын
ଜୁନ 9
@aswinisahoo2268
@aswinisahoo2268 Ай бұрын
Na ta Kalinga TV... kintu chintadhara Dravidian type ra .... Kalinga TV na change kaidia kahilina... Odia chinta dekhiba ku miluni... Tamil TV..... Karidia
@harprasadsenapati3945
@harprasadsenapati3945 Ай бұрын
Yethara kebala Jodi Padma.pandia ku Modi bhaya gharilani ta chhada au kichhi nuhe
@user-qo3xk4bg2v
@user-qo3xk4bg2v Ай бұрын
Jay ନବୀନ ପଟ୍ଟନାୟକ
@GouriDas-qg1tw
@GouriDas-qg1tw Ай бұрын
ବିଜେପି
@pradeepbarik9862
@pradeepbarik9862 Ай бұрын
Jay jagannath jay bjd
@user-ts4sz5iq2c
@user-ts4sz5iq2c Ай бұрын
Raj niti re pandian No 1 education neta
@manaskumarpatra4771
@manaskumarpatra4771 Ай бұрын
Pandian Abe haribu
@Baby33824
@Baby33824 Ай бұрын
Are dharmendra madi sararkaraku kaha prati account ku 15 lakh ppathantu
@user-sw6dv8om6v
@user-sw6dv8om6v Ай бұрын
Bolese koi paruno
@Prem-bz3tr
@Prem-bz3tr Ай бұрын
BJP 🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷 jitiba 🎉
Sri Sri Ravi Shankar in Aap Ki Adalat (Full Episode)
52:17
IndiaTV
Рет қаралды 1,5 МЛН
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 24 МЛН
Children deceived dad #comedy
00:19
yuzvikii_family
Рет қаралды 8 МЛН
small vs big hoop #tiktok
00:12
Анастасия Тарасова
Рет қаралды 34 МЛН
1 or 2?🐄
00:12
Kan Andrey
Рет қаралды 43 МЛН
Khola Katha With BJP’s Mohan Majhi
7:24
OTV
Рет қаралды 434 М.
CBI Will Question Naveen Patnaik: Jual Oram
4:07
Kanak News
Рет қаралды 726 М.
Bhikari Bal || Jagannath Bhajan
38:49
bhikari bal official
Рет қаралды 3,7 МЛН
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 24 МЛН