ସୁଧାଂଶୁ@8: ବବି ଦାସଙ୍କ ଖାତିରରେ ପ୍ରକାଶ ମହାନ୍ତି ଲୁଟିଛନ୍ତି କୋଟି କୋଟି ଟଙ୍କା || SUDHANSU@8 ||

  Рет қаралды 176,054

Focus Plus

Focus Plus

10 күн бұрын

ସୁଧାଂଶୁ@8: ବବି ଦାସଙ୍କ ଖାତିରରେ ପ୍ରକାଶ ମହାନ୍ତି ଲୁଟିଛନ୍ତି କୋଟି କୋଟି ଟଙ୍କା l ମାହାଙ୍ଗାରେ ବି ୟାଙ୍କର ରହିଛି ଗୋଟେ ରଙ୍ଗଶାଳା ଆଉ କୋଟି କୋଟି ଟଙ୍କାର ସୁନା, ଗାଡି, ଜାଗା ଆଉ ମଦ ଦୋକାନ l
#FOCUSPLUS #pranabprakashdas #bjd #RIDERLOGISTICLTD #prakashmohanty #subratchhoti #vanik
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 599
@AkshayKumar-ze8ok
@AkshayKumar-ze8ok 8 күн бұрын
ଆପଣ ସତ୍ୟ ସାମନାକୁ ଆଣୁଛନ୍ତି, ସେଇଥି ପାଇଁ ବହୁତ ବହୁତ ଧନ୍ୟବାଦ।କିନ୍ତୁ ସରକାର ତୁରନ୍ତ ତଦନ୍ତ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।
@soumyaranjandas9109
@soumyaranjandas9109 8 күн бұрын
ସରକାର କାହିଁକି କିଛି ପଦକ୍ଷେପ ନେଉନାହାନ୍ତି।
@bijayanandadash5344
@bijayanandadash5344 8 күн бұрын
Must
@kshitishpanda5288
@kshitishpanda5288 7 күн бұрын
ହଁ​@@soumyaranjandas9109
@Gmail.com.commonpeople
@Gmail.com.commonpeople 7 күн бұрын
ଶୁଣାଯାଉଛି ମାଲ ମିଳିଗଲା ନି video delet ହେବ ଦେଖା ଯାଉ ସତ କି ମିଛ
@pratapjena1193
@pratapjena1193 8 күн бұрын
ପୁରା ରାଜ୍ୟ କୁ ଲୋଟି ନେଇଛନ୍ତି ଏହି ଡକାୟତ ମାନେ
@BailochnNayak
@BailochnNayak 8 күн бұрын
ଧନ୍ୟବାଦ ସୁଦଂଶୁ ବାବୁ ❤️ଜୟ ଜଗନ୍ନାଥ
@aswinikumar357
@aswinikumar357 8 күн бұрын
ରାଜା ସ୍ୱାଇଁ ପାଇଁ ଟିକେ ହଉ ଭାଇ,, ଏ ସଳାଙ୍କୁ ଜେଲ୍ ଦରକାର
@amitbehera3346
@amitbehera3346 7 күн бұрын
ନିହାତି ଦରକାର୍, ଆଠଗଡ଼ କୁ ହରି ଲୁଟ୍ କରି ଥିବା ଭଦ୍ର ଚୋର
@bikashsahoo7942
@bikashsahoo7942 7 күн бұрын
ଭାଇ ଠିକ୍ କହିଛ
@umeshrout3599
@umeshrout3599 8 күн бұрын
ଅର୍ଥ ର ଅନିୟମିତତାର ହିସାବ ମାଗିବାର ଆବଶ୍ୟକତା ଅଛି.
@bhanumatibehera2006
@bhanumatibehera2006 8 күн бұрын
🙏🏻ସୁଧାଂଶୁ ବାବୁ, ଭଗବାନ ତୁମର ସଦା ସର୍ବଦା ମଙ୍ଗଳ କରନ୍ତୁ. ଜୟ ଜଗନ୍ନାଥ 🙏🏻❤️
@bankabiharijena4712
@bankabiharijena4712 8 күн бұрын
ରାଜ୍ୟ ବିଜେପ ସରକାର ତଦନ୍ତ ପରିସରଭୁକ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ,‌ ଯାହାକି ଓଡ଼ିଶାବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିବେ ।
@tusarkantasahu1064
@tusarkantasahu1064 8 күн бұрын
ବିଜେପି କେମିତି ନୀରବ ରହିଛି... ନା ଚେଇଁ ଶୋଇଛି???
@kailashsamal318
@kailashsamal318 8 күн бұрын
Mili bhagat
@kailashsamal318
@kailashsamal318 8 күн бұрын
Bjp bjd bhai bhai
@laxmidharsenapati3313
@laxmidharsenapati3313 8 күн бұрын
ସୁଧାଂଶୁ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ। ଆପଣଙ୍କ ସାମ୍ବାଦିକତା କୁ କୋଟି କୋଟି ପ୍ରଣାମ। ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ। ସାରା ରାଜ୍ୟବାସୀ ଏମାନଙ୍କୁ ଚିହ୍ନବା ଦରକାର।ଏ ଚୋର କ୍ରିମିନାଲ ଗୁଣ୍ଡା ବଦମାସ୍ ଠକ ଦଲାଲ ମାନଙ୍କ ବିଷୟରେ ସମସ୍ତଙ୍କୁ ଜଣାନ୍ତୁ। ଆପଣଙ୍କ ସାଙ୍ଗରେ ସାରା ରାଜ୍ୟବାସୀ ଅଛନ୍ତି।
@prasannakumarnayak2278
@prasannakumarnayak2278 8 күн бұрын
କାର୍ଯ୍ୟାନୁଷ୍ଠାନ ହେଲେ ଜଣାପଡନ୍ତା
@user-sl1rs9ij8y
@user-sl1rs9ij8y 8 күн бұрын
ବିଜେପି ମହନ ସରକାର ଜଲଦି ଏମାନଙ୍କୁ ଜେଲ ରେ ପୁରାଯାଉ ବେଈମାନ କୁକୁର ସଲେ
@akashlenka3213
@akashlenka3213 7 күн бұрын
ସେ ତ ଧରିବେ ହେଲେ କଥା ରହିଲା ଯେ ଦୀର୍ଘ ୨୫ ବର୍ଷ ନବୀନ ପଟ୍ଟନାୟକ କଣ କରୁଥିଲା
@skmstorywriter6400
@skmstorywriter6400 7 күн бұрын
​@@akashlenka3213ଚେୟାର ଜଗା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@99Boss328
@99Boss328 8 күн бұрын
Ek dum thik katha Prakash mohanty ନିଜକୁ ବହୁତ୍ ବଡ ବନେଇ ଦେଇଛି । Please please ଖୋଲନ୍ତୁ ଗୁମର
@NandakiswarMallick
@NandakiswarMallick 8 күн бұрын
ଜୟ ଶ୍ରୀ ରାମ ଦୁଃସାହସିକ ନିର୍ଭିକ ସୁଧାଂଶୁ ବାବୁ ଆପଣଂକର speach ପୁରା ଖଣ୍ଡାର ଧାର
@BabuDas-s8s
@BabuDas-s8s 8 күн бұрын
ଧନ୍ୟବାଦ ଆଜ୍ଞା
@ganeshpanigrahi4808
@ganeshpanigrahi4808 8 күн бұрын
ରାଜ୍ୟ ସରକାର ଯଥାଶୀଘ୍ର ଏ'ସବୁର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ଶାସନ ବ୍ୟବସ୍ଥାକୁ ସଜାଡି଼ବା ଉଚିତ ଅଟେ...
@swaindillip4438
@swaindillip4438 8 күн бұрын
ସତ୍ୟ ସାମନାକୁ ଆଣି ଥିବାରୁ ବହୁତ ଧନ୍ୟବାଦ 🎉
@user-co8kp4tj6c
@user-co8kp4tj6c 8 күн бұрын
ସୁଧାଂଶୁ ବାବୁ, ଆପଣତ ଗୁମର ଖୋଲିଲେ, ସରକାର ଜାଣି ସାରିବାପରେ କିଛି ପଦକ୍ଷେପ ନେବେ ନା ଚୁପ ରହି ଯିବେ।ସରକାର ଙ୍କ ତଦନ୍ତ, ଏହାର ସତ୍ୟାସତ୍ୟ ସମ୍ପର୍କରେ ନିଶ୍ଚିତ ଜଣାଇବେ।
@rameshpradhan-be8sv
@rameshpradhan-be8sv 8 күн бұрын
ଆପଣ ସତ୍ୟ କଥା ଗୁଡ଼ିକୁ ଆହୁରି ଆଣନ୍ତୁ I ଧନ୍ୟବାଦ
@user-sl1rs9ij8y
@user-sl1rs9ij8y 8 күн бұрын
ତୁମକୁ ଭଗବାନ ଏମିତି ସାହସ ଦିୟନ୍ତୁ
@saratmishra7100
@saratmishra7100 8 күн бұрын
ହେ ଭଗବାନ, କଣ ଚାଲିଥିଲା। ଭାରତରେ ସବୁଠାରୁ ବଡ ଘୋଟାଲା।। କେବେ ନୁଆ ସରକାର ତଦନ୍ତ କରିବ ??? ବଡ ପ୍ରଶ୍ନ ? ସୁବ୍ରତ ଥାଟୋଇ ଙ୍କ Vanik institute କୁ ତଦନ୍ତ ଅନ୍ତର୍ଭୁକ୍ତ କରନ୍ତୁ, ଆହୁରି ଅନେକ ନିର୍ଯାସା ବାହାରିବ।
@arifanoor5144
@arifanoor5144 7 күн бұрын
Vanik sabu students ASO 25 lac vanik full chor
@user-kl9vp2gy4w
@user-kl9vp2gy4w 8 күн бұрын
Bjd ଚୁର ଓଡ଼ିଶା ବାସୀ ଚିହ୍ନ ଦେଖ
@deviprasadmishra6563
@deviprasadmishra6563 8 күн бұрын
ବବି କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଉ
@umeshchandradash2881
@umeshchandradash2881 8 күн бұрын
ଧନ୍ୟବାଦ ଆଜ୍ଞା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
@BijayaShaoo-n3f
@BijayaShaoo-n3f 8 күн бұрын
ଧନ୍ୟବାଦ ସଦାଶୁ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ. କିନ୍ତୁ ଏମାନଙ୍କୁ ଜଲଦୀ ଭିତରେ ପୁରାନ୍ତୁ. ତା ହେଲେ ଜନତା ଖୁସି ହେବେ. ଆଉ ସମସ୍ତ ସମ୍ପତି ଜବତ ହେଉ
@odiashortstories3102
@odiashortstories3102 8 күн бұрын
ସୁଧାଂଶୁ ଭାଇ ଆଗକୁ ମାଡ଼ି ଚାଲ ଧିରେ ଧିରେ ଏମାନଙ୍କ ଗୁମର ଓଡ଼ିଶାବାସୀଙ୍କ ସାମ୍ନାରେ ଖୋଲି ଚାଲ । ଯେତେ ଧନ୍ୟବାଦ୍ ଦେଲେ ଆପଣଙ୍କୁ କମ୍ ହେବ । Jay Jagannath ।।।।।
@SimanchalaPanigrahi-mq4nj
@SimanchalaPanigrahi-mq4nj 8 күн бұрын
ଧନ୍ୟବାଦ ସୁଧାଂଶୁ ଶେଖର ଭାଇ ଏମା ନଙ୍କରଗୁମର ଖୋଲିଥିବାରୁ
@chandrachudadas1065
@chandrachudadas1065 8 күн бұрын
Thank you, JAY JAGANNATH 🙏🏻
@user-ii8cb1vq5b
@user-ii8cb1vq5b 8 күн бұрын
Lage raho sudhansu bhai app to kamal kar rahehne thank u 👌👌👍👍
@narottambarik1637
@narottambarik1637 8 күн бұрын
Bohut bohut dhanyawad Sudhansu Babu..Apona Jane bohut saahasi sambadika....
@mnsirmathematics269
@mnsirmathematics269 8 күн бұрын
ସାଧାରଣ େଲାକ କୁଂ ଲୁଟିଥିବା ଏହି ଦୁର୍ନୀତିଖୋରଙ୍କୁ ରାଜରାସ୍ତା କୁ ଆଣିଥିବାରୁ ଓ କ୍ରିତଦାସ କଂ ଚେଲା ମାନକୁଂ ଓଡ଼ିଶା ଦରବାର ରେ ପହଞ୍ଚାଇ ପାରିଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣ ଏ ମହାନ୍ କାମ ପାଇଁ ବଧେଇ ଜଣାଉଛି।
@Bnbwq7133
@Bnbwq7133 8 күн бұрын
Very very very thanks.sudhansu Sir,
@dillipkumarmishra204
@dillipkumarmishra204 8 күн бұрын
Very good sudhansu babu
@manojdikshit1308
@manojdikshit1308 8 күн бұрын
Thanks you Sudhanshu all data prepared by you
@BayijantiPingua-rf8sk
@BayijantiPingua-rf8sk 8 күн бұрын
Dhanyawad Bhai
@sarojinibagh1990
@sarojinibagh1990 8 күн бұрын
T Y so much sir
@prafulladash6726
@prafulladash6726 8 күн бұрын
Sudhansu Thank You.
@VirjuKumar-xx5wo
@VirjuKumar-xx5wo 8 күн бұрын
Salute Sudhansu bhai
@user-ri7wm6bu7g
@user-ri7wm6bu7g 8 күн бұрын
ଏହି ଶଳା କୋରାପୁଟ ନବରଙ୍ଗପୁର ରେ ଲୁଟିଛି
@KedarJena-ki9el
@KedarJena-ki9el 8 күн бұрын
Thanks,jail ସେମାନେ କେବେ ଯିବେ ଦେଖିବା
@ramalalbhuyan7001
@ramalalbhuyan7001 8 күн бұрын
The great news.
@prasantbehera4728
@prasantbehera4728 8 күн бұрын
Thank you very much Sudhansu babu
@DR.B.NAYAK1980
@DR.B.NAYAK1980 8 күн бұрын
ଜୟ ଜଗନ୍ନାଥ 🙏
@himansupadhy9389
@himansupadhy9389 8 күн бұрын
Dhanyabad, satya ghatana ku loka lochana ku ani thibaru,prabhu sree rama apan nku sakti o ashirbada karantu.
@premanandaparida-ln5tx
@premanandaparida-ln5tx 8 күн бұрын
E d ରେଡ ଦରକାର
@alokaranjandash9853
@alokaranjandash9853 8 күн бұрын
ମୁଁ ଆପଣଙ୍କ କାର୍ଯ୍ୟପନ୍ଥାକୁ ବହୁତ ଉଚିତ୍ ମନେ କରେ । ତେବେ ଦୟାକରି ଅଧିକ ଦିନ (ସବୁଦିନ) ନିରପେକ୍ଷ ରହନ୍ତୁ ଓ ଏ ସରକାରଙ୍କର (ଯଦିଓ ମୁଁ ଏ ସରକାରଙ୍କୁ ଭୋଟ ଦେଇ/କରାଇ ଗାଦିରେ ବସାଇଛି) ଦୋଷ ତୃଟିକୁ ମଧ୍ୟ ଦେଖାନ୍ତୁ । ଏମାନେ ନିଆଁରେ ପଡ଼ି ଉଚୁରିଲେ ସିନା ସୁନା ବୋଲି ପ୍ରମାଣିତ ହେବେ ।
@pratapkumardas6701
@pratapkumardas6701 8 күн бұрын
GOOD NEWS
@laxminarayanray4811
@laxminarayanray4811 8 күн бұрын
ଆପଣ ସତ କହୁଛନ୍ତି ଧନ୍ୟବାଦ
@brajabandhumohanty3905
@brajabandhumohanty3905 8 күн бұрын
Verygood
@user-kl9vp2gy4w
@user-kl9vp2gy4w 8 күн бұрын
Good 👍
@praditdash925
@praditdash925 8 күн бұрын
Sudhansu babu you are great
@dibyaranjan3454
@dibyaranjan3454 8 күн бұрын
ଏତେତ ସବୁ ଘଟିଛି ସରକାର ଚୁପ୍ କାହିଁକି??? ଆକ୍ସନ କେବେ ହବ?? ଖାଲିଟାରେ ଏମିତି ହୋ ହାଲା ଲାଭ ନାହିଁ। ଫମ୍ପ ମାଠିଆର ଶଦ୍ଦ ବେଶି ଭଳି ଚାଲିଛି ସରକାର। କାର୍ଯ୍ୟାନୁଷ୍ଠାନ ପାଇଁ କିଏ ବାଧା ଦେଉଛି???
@chittaranjanpanda415
@chittaranjanpanda415 8 күн бұрын
Mo life ra amiti brave media mu kaba dakhini Thank u so much sir 🙏🏻 You r great 👍 👌
@desharanjanmishra3789
@desharanjanmishra3789 8 күн бұрын
Sudhansu babu much more thank you.
@SSROADLINES-fc4qd
@SSROADLINES-fc4qd 8 күн бұрын
ଛି ଛି ଏତେ ଅନ୍ୟାୟ, ମୋତେ ଲାଜ ଲାଗୁଛି ପ୍ରକାଶ ବବି ଦାସ ର ଚପଲ ଉଠାଉ ଥିଲା, ମୋବାଇଲ ଧରୁ ଥିଲା, ଆମକୁ କିଛି ଦେଲେ ନି କି ଆଗକୁ ଛାଡିଲେଣି, ଭଗବାନ ନ୍ୟାୟ କରିବି,
@amarsethi5385
@amarsethi5385 8 күн бұрын
Tq sir 🙏🙏🌻
@sanjaytudu5788
@sanjaytudu5788 8 күн бұрын
Right 👍👍👍👍👍
@pradeeppandei2757
@pradeeppandei2757 8 күн бұрын
100% correct
@bidhyadharpanda8507
@bidhyadharpanda8507 8 күн бұрын
ଧନ୍ୟ ବାଦ୍ ❤❤❤❤❤ ସତ ସବୁ ସାମ୍ନା କୁ ଆଣି ଥିବାରୁ
@pradeepkumarjena4162
@pradeepkumarjena4162 8 күн бұрын
ଆପଣ ଏହିପରି ଗୋଟି ଗୋଟି ନୁଆ ନୁଆ ଦୁନିଂତି ବାହାର କରୁଛନ୍ତି କିନ୍ତୁ ଏ ଗୁଡ଼ିକ ସରକାର ତଦନ୍ତ ପରିସର େର ଆଣିବାର ଅଛି
@laxmidharnayak4191
@laxmidharnayak4191 8 күн бұрын
Excellent analysis.dhanyawad . Waiting your other episode of scams.
@expertcoolenterprises7601
@expertcoolenterprises7601 8 күн бұрын
You r great. Supper hit news ..jay jagannath🎉
@sriram1094
@sriram1094 8 күн бұрын
ଏ ବିଜେଡି ର ସବୁ ନେତା ଙ୍କୁ ଘଣ୍ଟା ଚକଟା କଲେ ସବୁ ସତ ବାହାରି ଆସିବ
@cuty_mama9801
@cuty_mama9801 8 күн бұрын
Bhai bhala kahila
@manojdikshit1308
@manojdikshit1308 8 күн бұрын
Salute you Sudhansu
@rabindrapanda5936
@rabindrapanda5936 8 күн бұрын
Jayjagannath
@sagarikaswain-zr8gu
@sagarikaswain-zr8gu 8 күн бұрын
Odisha re no 1journalist
@raghunathchandan5840
@raghunathchandan5840 7 күн бұрын
ଧନ୍ୟବାଦ
@chakradharrana9918
@chakradharrana9918 7 күн бұрын
ଆପଣ ସତ୍ଯ ସାମନାକୁ ଆଣୁଛନ୍ତି ,ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। କିନ୍ତୁ ସରକାର ତୁରନ୍ତ ତଦନ୍ତ ପୂର୍ବକ କଠୋର କାର୍ଯହାନୁଷ୍ଠାନ ଗ୍ରହଣ କରିବା ଉଚିତ
@NIHARFINANCIALbusinessservices
@NIHARFINANCIALbusinessservices 8 күн бұрын
Thank you brother
@SagarikaRout112
@SagarikaRout112 8 күн бұрын
Bravo Sudhanshu!👍
@gaganbiharimahanta4951
@gaganbiharimahanta4951 8 күн бұрын
Brother, congratulation to you..
@manasjena3740
@manasjena3740 8 күн бұрын
U r one piece vai sudhanshu,Luv u for ds secret information
@Odiaclasic
@Odiaclasic 8 күн бұрын
ବବି ଭାଇ ଉପରେ ଆମ ସୁଧାଂଶୁ ଭାଇ ବୋଧେ ଟିକେ ରାଗିଛନ୍ତି
@karttiknaturepark5733
@karttiknaturepark5733 8 күн бұрын
Very good
@bhusanshow-reel8342
@bhusanshow-reel8342 8 күн бұрын
Jabardast news..
@rajumalick1338
@rajumalick1338 8 күн бұрын
#ସୁଧାଂଶୁବାବୁମୋରଗୋଟିଏପ୍ରଶ୍ନ ରଙ୍ଗସାଳାକହିଲେଆପଣକଣବୁଝନ୍ତି କୁହନ୍ତୁ ତୁମେ ସମସ୍ତ ଙ୍କ ଚରିତ୍ର କୁ ନେଇ କହୁଛ ତୁମ ଚରିତ୍ର କିପରି ସାଧାରଣ ଲୋକେ ଜାଣିଛନ୍ତି
@user-xy1wb2sm2f
@user-xy1wb2sm2f 8 күн бұрын
Jay jagannath🚩
@laxmansahoo4681
@laxmansahoo4681 8 күн бұрын
ଚୋରଙ୍କୁ ଧରିବାକୁ ତିନି ବର୍ଷ ଲାଗିବ,,🎉
@KrushnaMuduli-yu6nv
@KrushnaMuduli-yu6nv 8 күн бұрын
Bjd.au.50.barsa.sasanku.asiparibnahi
@sureshdash8597
@sureshdash8597 8 күн бұрын
Amagia mananku kahinki cbi janch karunahanti mohan cm regular kabar chalantu salute bhai
@prasantarout4113
@prasantarout4113 7 күн бұрын
ସୁଧାଂଶୁ ସାର୍ ଆପଣ ଓଡ଼ିଶାର ସୁରକ୍ଷା ଏବଂ ପ୍ରଗତି ପାଇଁ ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ୍
@user-de8fy6vq3k
@user-de8fy6vq3k 5 күн бұрын
ଧନ୍ୟବାଦ ଏ ଭଳି ଖବର ସାମ୍ନାକୁ ଆଣିଥିବାରୁ।ଏ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
@user-pq6xq5gc9k
@user-pq6xq5gc9k 11 сағат бұрын
ଧନ୍ୟବାଦ୍ ସୁଧାଂଶୁ ବାବୁ
@biswajithota2524
@biswajithota2524 8 күн бұрын
ଶଳା ବିଜେଡି ଵାଲା ଓଡିଶା କୁ ଖୋଳ କରି ଦେଇଛନ୍ତି. ସମସ୍ତଙ୍କୁ ଜେଲ ରେ ଭର୍ତ୍ତି କର. ନବୀନା କୁ ନିଶା ଦେଇ ବବି ଆଉ ପାଣ୍ଡିଆନ ବହୁତ ଲୁଟିଛନ୍ତି. କୁଆଡେ ଗଲା ସେ ନବୀନା ର ସେବା କାରିଣୀ ଶ୍ରଦ୍ଧା.
@sanjuktamohanty7103
@sanjuktamohanty7103 8 күн бұрын
Very good Sudhanshu ❤❤❤❤
@skaifoundation8120
@skaifoundation8120 8 күн бұрын
🙏👍❤ Jai Shree Jagannath.
@AmarMallik-qd6md
@AmarMallik-qd6md 8 күн бұрын
Sudansu, babu, jay, jagannath
@user-yn3zd4kj2k
@user-yn3zd4kj2k 8 күн бұрын
Very very Welcome
@brahmanandasingh-ed1kh
@brahmanandasingh-ed1kh 8 күн бұрын
Nabin Doshi
@Adisakti4158
@Adisakti4158 8 күн бұрын
Right 👍
@prasantadash4450
@prasantadash4450 8 күн бұрын
U r great
@AbaniGochhayat
@AbaniGochhayat 8 күн бұрын
Thank you vai
@purusottammohapatra
@purusottammohapatra 8 күн бұрын
Hum ape ke sath
@user-fi9dp2rd2c
@user-fi9dp2rd2c 8 күн бұрын
aap ka news chennal ku dhayabad
@arunkumarbehera9271
@arunkumarbehera9271 8 күн бұрын
Arrest. Him
@hdhddhdhdh8917
@hdhddhdhdh8917 7 күн бұрын
Right ଚିତ୍ରକୋଣ୍ଡା ରେ tiket 50ଲକ୍ଷ କୁ ବିକିଦେଲା
@lipsa5949
@lipsa5949 7 күн бұрын
ଜୟ ଜଗନ୍ନାଥ 🙏🏻🙏🏻 ଧନ୍ୟବାଦ ସାର 🙏🏻
@manojdalbhehra6020
@manojdalbhehra6020 8 күн бұрын
ଏମାଗିଆକୁତାରକନବୋପାର
@Kulamani-nr5oq
@Kulamani-nr5oq 7 күн бұрын
Jay Sri jagannath bless Sudhanshu vai namaste 🙏
@SubhenduBaliarsingh
@SubhenduBaliarsingh 8 күн бұрын
Sudhanshu@8 💕 from Subhendu, Expedite 👍👍
@Titlagarhnews
@Titlagarhnews 7 күн бұрын
ଜୟ ଫୋକସ ପ୍ଲସ
ТАМАЕВ УНИЧТОЖИЛ CLS ВЕНГАЛБИ! Конфликт с Ахмедом?!
25:37
Argentina Wins 2nd Copa America // Oli Sworn in as Nepal PM
21:13
OdiaTechBulletin
Рет қаралды 24 М.