ଆଖିର ଜନମ କାନ୍ଦିବା ପାଇଁ Akhi Ra jamana Kandiba Pain II Odia Bhajan II On Stage Singer Umakanta Das II

  Рет қаралды 2,319,588

Disha Bhakti

Disha Bhakti

3 жыл бұрын

#bilndsinger #umakanta_das #akhirajanam
ଆଖିର ଜନମ କାନ୍ଦିବା ପାଇଁ
On Stage Singer - Umakanta Das
Live Stage Show
Welcome to Disha Bhakti Channel, your search ends here for Odia bhakti & culture based entertainment content like Odia Osha,Odia Prabachan,Odia Bhajan, Odia Purana,Odia Gitinatya,Odia Pala,Odia Daskathia,Oddisi,Champu,Chhanda,Ghoda Nacha.Please support our team for development of this you tube channel. Bless us. Like,share & Subscribe Now. Thank you
Channel Link : kzbin.info...
Keep watching...keep subscribing

Пікірлер: 1 000
@purnachandradisari3119
@purnachandradisari3119 2 жыл бұрын
ଯୁଗେ ଯୁଗେ ଏହି ଉମାକାନ୍ତର ଭଜନ ବଞ୍ଚିଥାଉ ଏତିକିଁ ମୋର ପ୍ରାଥନା
@barsanayak5514
@barsanayak5514 6 ай бұрын
ତମ କଥା ସତ ହେବ😭🙏ଭାଇ
@bm24096
@bm24096 5 ай бұрын
Death sunischita vai
@Lipu-ou9vl
@Lipu-ou9vl 2 ай бұрын
L​@@barsanayak5514
@SarojNayak-kc2uo
@SarojNayak-kc2uo 5 күн бұрын
ଜଗନ୍ନାଥ ତାଙ୍କ ଆସିବାଦ ଦିଅନ୍ତୁ ଜୟ ଜଗନ୍ନାଥ ⭕‼️⭕🙏🙏🙏
@Shatvik123
@Shatvik123 Жыл бұрын
ଭଗବାନ ତୁମକୁ ଆଖି ସିନା ଦେଇନାହାନ୍ତି ହେଲେ ଏମିତି କଳା ଦେଇଛନ୍ତି ଦୁନିଆ ତୁମକୁ ନଦେଖି ରହିପାରୁନି.... 🙏ଜଗନ୍ନାଥ ଙ୍କ ଦୟାରୁ ବହୁତ ଆଗକୁ ଯାଅ 🙏🙏🙏🙏
@sunitapradhan1374
@sunitapradhan1374 Жыл бұрын
Very nice good song
@user-qt5ko8gb1e
@user-qt5ko8gb1e 8 ай бұрын
​@@sunitapradhan1374god,bles,,you,umakanta
@Game__Over_111
@Game__Over_111 Жыл бұрын
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️
@anilkumardehury524
@anilkumardehury524 Жыл бұрын
ମା ସରସ୍ଵତୀ ତୁମ କଣ୍ଠ ରେ ବସିଛନ୍ତି ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇ ଆହୁରି ଆଗକୁ ଯାଅ। ଜୟ ଜଗନ୍ନାଥ ସ୍ଵାମୀ ନୟନପଥ ଗାମୀ🙏🏻🙏🏻🙏🏻
@manasabarik7751
@manasabarik7751 2 жыл бұрын
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଉମାକାନ୍ତ ଭାଇଙ୍କ ଆଖି ଫେରେଇ ଦିଅ ମୋର ଏତିକି ପ୍ରାର୍ଥନା ଆଉ ସେ ଆହୁରି ବହୁତ ଆଗକୁ ଯାଆନ୍ତୁ
@sabitribehera7017
@sabitribehera7017 Жыл бұрын
Thanks Bhai 🙏🙏🙏🙏🙏
@madhabjena7619
@madhabjena7619 Жыл бұрын
V🦊🦊🐰🐰🐰🐰g🦊🐰🦊🦊ଜି 🦊🦊🦊🐰🦊
@madhabjena7619
@madhabjena7619 Жыл бұрын
🕉️ 👌ଗଁ 💖💖g💖💖💖💖💖💖💖💖👌🕉️😄g👌g🕉️🕉️g🕉️🕉️g
@villageanimalshorts7585
@villageanimalshorts7585 3 ай бұрын
Neithila Kie Ta akhi
@pradipparida-vr8cf
@pradipparida-vr8cf 11 ай бұрын
ଉମା ଭାଇକର ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମଗଳ ହେଉ
@acharyabijay107
@acharyabijay107 2 жыл бұрын
କଣ କହି ତମକୁ ଧନ୍ୟବାଦ ଦେବି , ପ୍ରକୃତରେ ତୁମେ ଜଣେ ସୁନାମ ଧନ୍ୟ କଣ୍ଠଶିଳ୍ପୀ, ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ।👌👌
@sudrasanbehera707
@sudrasanbehera707 Жыл бұрын
8
@villageanimalshorts7585
@villageanimalshorts7585 3 ай бұрын
Jaganath Ta akhi nei gala au sahaya hele Goda hata bi nei jiba ta pare se Pangu hei jiba
@asishranjannath2427
@asishranjannath2427 10 ай бұрын
ଉମା ବାବୁ ଚମତ୍କାର ସ୍ୱୋର ଜୟ ଜଗନ୍ନାଥ ମହାପ୍ରଭୁ ତମକୁ ଅଶ୍ରୀବାଦ କରନ୍ତୁ
@anneytimenewscheck5536
@anneytimenewscheck5536 2 жыл бұрын
ଉମାକାନ୍ତ ବାବୁଙ୍କୁ ମୋର ପଦେ ! ଗୀତଟା ଗାଇଦେଉଛ ଠିକ ଅଛି ! କିନ୍ତୁ ଜୀବନରେ କେବେ ତୁମର ଦୃଷ୍ଟି ଶକ୍ତି ନାହିଁ ବୋଲି ଜଗନ୍ନାଥ ଙ୍କ ପାଖରେ ଅଭିମାନ କରିବନି ! ତୁମ ପାଖରେ ଯୋଉ ଦୃଷ୍ଟି ଶକ୍ତି ଅଛି ତାହା ଆମ ମାନଙ୍କ ପାଖରେ ନାହିଁ ! ଭଗବାନ ତୁମର ମଙ୍ଗଳ କରନ୍ତୁ ! ଜୟଶ୍ରୀ ମାଡାମ ଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆଜି ଉମାକାନ୍ତ ପରି ଜଣେ ଅନ୍ଧ ଛୁଆକୁ ବହୁତ ଆଗକୁ ନେଇଯାଇଛନ୍ତି ! ମାଡାମ ଙ୍କୁ ଶତ ଶତ ନମସ୍କାର 🙏🙏🙏🙏🙏🙏👍
@rkiranaparida
@rkiranaparida Жыл бұрын
😭😭😭⭕❗⭕🙏🙏🙏🙏
@hdvlogs9390
@hdvlogs9390 Жыл бұрын
ବହୁତ ସୁନ୍ଦର ଗାଉଛନ୍ତି ଆପଣଙ୍କର ଭଜନ ଶୁଣି ହୃଦୟ ମଧ୍ୟରେ ଭକ୍ତିର ସଚାର ହୋଇ ଯାଉଛି। ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏 ଭଗବାନ ଆପଣଙ୍କୁ ବହୁତ ଆଗକୁ ନିଅନ୍ତୁ। ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ ହରେ 🙏🙏🙏🙏
@sushantakumar6236
@sushantakumar6236 Жыл бұрын
ପ୍ରଭୁ ସିନା ତମକୁ ଦୃଷ୍ଟି ଶକ୍ତି ଦେଇ ନାହାନ୍ତି କିନ୍ତୁ ତୁମକୁ ଯେଉଁ ଦିବିୟ ଶକ୍ତି ଦେଇଚନ୍ତି ତେଣୁ ତୁମ ସୁମଧୁର କଣ୍ଠ ରେ ଆମ ମାନଙ୍କୁ ମନ୍ତ୍ରମୁଗ୍ଧ କରିଛି ଭଗବାନ ତୁମର ମଙ୍ଗଳ କରନ୍ତୁ ଜୟଜଗନାଥ
@santoshkumarrout3999
@santoshkumarrout3999 2 жыл бұрын
ଅତି ସୁନ୍ଦର କଣ୍ଠ ଏବଂ ହୃଦୟ କୁ ଛୁଇଁଲା ଭଳି ଭଜନ,ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ କୃପାରୁ ଏମିତି ଭଜନ ଆମ୍ଭମାନଙ୍କୁ ଶୁଣାଉଥାଅ,ଜୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ 🙏🙏🙏
@pitabashnahakraju7062
@pitabashnahakraju7062 Жыл бұрын
L0
@parbatimishra8684
@parbatimishra8684 Жыл бұрын
ଉମାକାନ୍ତ ra ଜଲଦି ଆଖି ଠିକ ହୋଇଯାଉ ଜଗନ୍ନାଥ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା କରୁଛି
@ganeshchandrarout7254
@ganeshchandrarout7254 Жыл бұрын
ଧନ୍ୟ ସେ ମହା ପ୍ରଭୁ ଜଗନ୍ନାଥ ❤🙏🏽🙏🏽. ସବୁ ତୁମ ଲୀଳା 🙏🏽🙏🏽
@prasantasethi2353
@prasantasethi2353 2 жыл бұрын
ଭାବର ଗିତ ମୋ ହୃଦୟ କୁ ଛୁଇଁଲା ବହୁତ ସୁନ୍ଦର ଜୟ ଜଗନ୍ନାଥ
@nrusingharoul7389
@nrusingharoul7389 3 жыл бұрын
ହେ କାଳିଆ ଠାକୁର ଉମାକାନ୍ତ ଭାଇର ଆଖି ଫେରେଇ ଦିଅ ମୋର ଏତିକି ପ୍ରାର୍ଥନା 🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏
@prasantkumar2653
@prasantkumar2653 2 жыл бұрын
HE JAGANATH👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏿👏🏿👏🏿👏🏿👏🏿
@satyanandasamal6794
@satyanandasamal6794 2 жыл бұрын
Jay jaganntha
@satymisingh8006
@satymisingh8006 2 жыл бұрын
Darsakabma sàrta bandumanku Mo Anuradha ki apari dukhita lakanka paing samaste prabhunka prathana Kariba ki srustire amiti abhaba n rakhanru,
@umakantakarmi1195
@umakantakarmi1195 3 жыл бұрын
ଧନ୍ୟ ସେ ପ୍ରଭୁ ଓ ତାଙ୍କର ସୃଷ୍ଟି । ଗାୟକ ଭାଇଙ୍କର ଉନ୍ନତି ହେଉ ।
@basudevs9498
@basudevs9498 2 жыл бұрын
🙏🙏🙏🙏🙏
@dabamukhi9589
@dabamukhi9589 Жыл бұрын
Wfr
@sashmitasahoo51
@sashmitasahoo51 Жыл бұрын
ତୁମେ ବହୁତ ଆଗକୁ ଯାଅ ପ୍ରଭୁ ଜଗନ୍ନାଥ କଂର ତୁମ୍ଭ ଉପ ରୋ ଆଶୀର୍ବାଦ ଅଛି 🙏🙏🙏🙏🙏🙏
@sridharjena4420
@sridharjena4420 3 жыл бұрын
ଭଗବାନ ଙ୍କ ଆଶିର୍ବାଦ ରୁ ଆପଣ ଆହୁରି ଉନ୍ନତି କରନ୍ତୁ 🙏🌸🌺🌼
@ugond484
@ugond484 3 жыл бұрын
ଏ ଗୀତ ଶୁଣି ପାଗଳ ହେଲି 👉😭❤🙏😭🙋🇮🇳
@minakshirout4973
@minakshirout4973 2 жыл бұрын
What a concept.....He pravu.....I love Umakants voice
@naikmanojkumar6968
@naikmanojkumar6968 3 жыл бұрын
ଭାବର ଗୀତ ମୋ ହୃଦୟ କୁ ଛୁଇଁଗଲା ବହୁତ ସୁନ୍ଦର ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@odishaboy8607
@odishaboy8607 3 жыл бұрын
ଆଖି ନାହିଁ ବୋଲି କେବେ ମନ ଦୁଖ କରି ବନି ଠାକୁର ତୁମକୁ ବହୁତ ଭଲ କଣଂ ଦେଈ ଛନ୨ି କିଛି କାରଣ ଥିବ ବୋଲି ଠାକୁର ତମକୁ ଆଖି ଦେଈ ନାହାଁନ୍ତି ଠାକୁର ଜାହା କରନ୍ତି ଆମର ମଗଂଳ ପାଇଁ Tama future bahut Brite God bless you Jay jagantha🙏
@muralimohansahoo4842
@muralimohansahoo4842 3 жыл бұрын
ଏ ଭାବ ପୂର୍ଣ୍ଣ ସଂଗୀତ ପ୍ରଭୁ ଙ୍କ କର୍ଣ୍ଣ ରେ ବାଜିବ
@ajaya4628
@ajaya4628 3 жыл бұрын
ଜୟ ଜଗନ୍ନାଥ, ଏହି ସୁନ୍ଦର ଗୀତରେ ସମାଜର ସତ୍ୟତା ରହିଛି ଏକ ସୁନ୍ଦର ରୂପେ ଏବଂ ତୁମର ଭଗବାନ ମଙ୍ଗଳ କରନ୍ତୁ ସଦା ସର୍ବଦା ସମାଜ ପାଇଁ ସତ୍ୟତର ଏହି ଭଳି ଉନ୍ମୋଚନ କରୁଥା ଅ, ଧନ୍ୟବାଦ ଏହି ସୁନ୍ଦର ଗୀତ ପାଇଁ
@sasmitabarik7553
@sasmitabarik7553 Жыл бұрын
Beautiful song Jay jagannath brother🥰 🙏🙏🙏😍😍😍
@subashmahakhuda9563
@subashmahakhuda9563 2 жыл бұрын
Super God bless you jaganatha tama upare sabubele kushi re rahantu
@bhagabatimahanta4310
@bhagabatimahanta4310 Жыл бұрын
Bhagaban tumaku khusire rakhantu bhagaban sabubele bhala loka mananku kasta dianti
@dhaneswarbiswal2818
@dhaneswarbiswal2818 2 жыл бұрын
Umakanta, Really you are great. You are proud of Odisha.. May God bless you.
@chintamanimajhi640
@chintamanimajhi640 3 жыл бұрын
ଜୟ ଜଗନ୍ନାଥ 🙏🙏🙏 ଏମିତି ସୁନ୍ଦର ଭଜନ ଗାନ କରି ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିରୁ ଧନ୍ୟବାଦ
@rasmitadalai4654
@rasmitadalai4654 2 жыл бұрын
Nbbbvy
@gobindacharyaorissa7840
@gobindacharyaorissa7840 Жыл бұрын
Spelling mistake
@debaprasadjena2005
@debaprasadjena2005 Жыл бұрын
Beautiful song tamaku god sabubele bhalare rakhantu
@samratashok4812
@samratashok4812 Ай бұрын
ହୃଦୟ କୁ ଛୁଁଇ ଯାଉଥିବା ଗୀତ ଟିଏ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସଦା ସବର୍ଦା ଖୁସି ରେ ରଖନ୍ତୁ 🙏🏻🙏🏻🙏🏻
@vijaynande493
@vijaynande493 2 жыл бұрын
Awesome performance by Umakant Das. God bless him.
@Pkm373
@Pkm373 2 жыл бұрын
Awesome voice...The real talent 👍👌❤
@amarjeetlifestylevlog3161
@amarjeetlifestylevlog3161 11 ай бұрын
ତୁମର ସିନା ଆଖି ନାହିଁ, ଲୁହ ବି ନାହିଁ ହେଲେ ତୁମ କଣ୍ଠ ଭକ୍ତି ରେ ଆମ ଆଖି ଲୁହରେ ଭିଜି ଯାଉଛି 😢
@energeticvibes1857
@energeticvibes1857 18 күн бұрын
Bahut agaku jao. Bhagavan sada sahaya huantu umakant....... Talent like this must appreciated throughout media
@gokulfeelings8030
@gokulfeelings8030 3 жыл бұрын
Wow.... good Voice..... Superb.....GOD BLESS YOU...
@jyotiranjan5538
@jyotiranjan5538 3 жыл бұрын
Wow so sweet voice....may Jagannath blees you 🙏🙏🙏🙏
@nrusinghmallick9096
@nrusinghmallick9096 Жыл бұрын
ଆଖି ରେ ଲୁହ ଆସିଗଲା.... ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ.... ଜୟ ଜଗନ୍ନାଥ....
@keshabgouda933
@keshabgouda933 Жыл бұрын
ବା ବହୁତ୍ ବଢିଆ ଲାଗିଲା ପ୍ରବଚକ୍ ଉମାକାନ୍ତ ତୁମର ଏହି ଭଜନ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
@samirrout7910
@samirrout7910 2 жыл бұрын
Excellent voice ❤️❤️❤️❤️❤️❤️
@jayantadas377
@jayantadas377 3 жыл бұрын
Nice voice 👌👌👌 God bless you 🙏🙏🙏
@anirudhabehera4012
@anirudhabehera4012 Ай бұрын
Wow🤩🤩 supup🎉🎉
@barsanayak5514
@barsanayak5514 6 ай бұрын
Jay gananatha ଭାଇ କୋଟି କୋଟି ପ୍ରଣାମ 😭😭😭😭😭🙏🙏🙏🙏🙏🙏😭😭😭
@Deva_pushpa_143
@Deva_pushpa_143 9 ай бұрын
How sweet voice... I feel that Maa saraswati is in his voice❤
@swarajkumarmantu7174
@swarajkumarmantu7174 2 жыл бұрын
Umakanta you are God's gift. Love you voice
@bibhendumohanty7556
@bibhendumohanty7556 Жыл бұрын
ଗାଇ ଚାଲ,ଆଗକୁ ଏହିଭଳି ଭଲ ଭଲ ଭଜନ ଆମକୁ ଶୁଣାଉଥାଅ ""ଜୟ ଜଗନ୍ନାଥ ""
@aamanitikhabarkendrapadaji511
@aamanitikhabarkendrapadaji511 Жыл бұрын
ଜୟ ଜଗନ୍ନାଥ ପ୍ରଭୁ, ଜୟ ଜଗନ୍ନାଥ ପ୍ରଭୁ ଭଗବାନ୍ ଆପଣଙ୍କୁ ସିନା ଆଖି ଦେଇ ନାହାନ୍ତି ଦୁନିଆ ଦେଖିବାକୁ,ବିନା ଆଖିରେ ତୁମେ ଭଗବାନ୍ ଙ୍କୁ ଦେଖି ପାରିଛ ଆଖି ଥିବା ଲୋକ ଖାଲି ପାପ ରେ ବ୍ୟସ୍ତ
@sannyasinayak9169
@sannyasinayak9169 3 жыл бұрын
ଭାବ ବିହ୍ଵଳ ଭଜନ ଆଖିର ଜନମ କାନ୍ଦିବା ପାଇଁ ....
@ranjankumarpattanayak7980
@ranjankumarpattanayak7980 3 жыл бұрын
So sweet melodious voice. God bless you a bright future ahead of you by the blessing of Lord Jagannath.
@gouripanda9464
@gouripanda9464 6 ай бұрын
ଜୟ ଜଗନ୍ନାଥ ସୁମେ ତୁମେ ପ୍ରଭୁ ଉମାକାନ୍ତ ଭାଇ କୁ ଭଲ ରେ ରକତୁ
@pratimamishra1695
@pratimamishra1695 2 жыл бұрын
ଅତି ସୁନ୍ଦର ଜଗନ୍ନାଥ ଗୀତ
@Ripikamohanty23
@Ripikamohanty23 2 жыл бұрын
Best wishes to umaknta God bless you🙏🙏🙏
@Pintudalua8943
@Pintudalua8943 2 жыл бұрын
Very nice song Jay jagannath 🙏
@prakashkunda6931
@prakashkunda6931 3 жыл бұрын
mu thakura nka pakhare mu atiki anurodh karuchhi kiii apana aibhlia dukha au kahariku bi na dia ntu please bhagaban 😢😢
@VijayKumar-cv2fo
@VijayKumar-cv2fo 2 ай бұрын
ଜଗନ୍ନାଥ ଆପଣଙ୍କର ଜୀବନକୁ ସୁଖମୟ କରନ୍ତୁ
@madhumajhi5411
@madhumajhi5411 2 жыл бұрын
Let your journey be success.service to man kind is service to God .God bless you Jay jagannat.
@bharat2097
@bharat2097 3 жыл бұрын
Wah, what a lovely song and tone. I think so everyone should like it. May God bless him.
@raghunarhkarjee947
@raghunarhkarjee947 Жыл бұрын
ଭଗବାନ ସବୁବେଳେ ତୁମ ସହିତ ଅଛନ୍ତି !ଆହୁରି ଉନ୍ନତି ପଥରେ ଆଗେଇ ଚାଲ
@ranjankumardakua965
@ranjankumardakua965 2 жыл бұрын
ହେ ପ୍ରଭୁ ଜଗନ୍ନାଥ 🙏 ଉମାକାନ୍ତ ଙ୍କ ର ଆଖି ଦୁଇଟି କୁ ଭଲ କରି ଦିଅନ୍ତୁ। ଜୟ ଜଗନ୍ନାଥ 🙏
@tapendraswain1993
@tapendraswain1993 3 жыл бұрын
Outstanding , amazing voice
@balabantaparidabalabantapa3046
@balabantaparidabalabantapa3046 3 жыл бұрын
ଜୟ ଜଗନ୍ନାଥ ସ୍ବାମୀ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍ ଜଣାଉଛୁ 🙏🙏🙏🙏🙏🙏🙏👍👍👍👍👍👍👍👍👍👍 ଧନ୍ୟବାଦ୍ ଜଣାଉଛୁ
@nirakarmallick8959
@nirakarmallick8959 3 жыл бұрын
Umakant bhai verygood.jagakalia sabubele pakhe pakhe thaantu & ashirbad karantu
@pintubarik9910
@pintubarik9910 10 ай бұрын
ଜୟ ଜଗନ୍ନାଥ ସ୍ବାମୀ,ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ଏବଂ ଜଗତର ନାଥ ଜଗନ୍ନାଥଙ୍କ ଭରଷା ରୁ କୋଟି କୋଟି ଆଶୀର୍ବାଦ ଥାଉ😂😂
@chandanbeura6976
@chandanbeura6976 Жыл бұрын
Mind blowing singer ❤️❤️ God bless you ❤️❤️
@prasantkumarbarik8111
@prasantkumarbarik8111 3 жыл бұрын
You are a born singer 💟 best god gift for our sosacity
@basontibehera3843
@basontibehera3843 Жыл бұрын
, ହେ ପ୍ରଭୁ ଜଗନ୍ନାଥଙ୍କ ଉମାକାନ୍ତ ଭାଇ ଙ୍କୁ ଦୟା କର
@mrpadhan9622
@mrpadhan9622 2 жыл бұрын
Nice voice song das bhai
@alokjena4522
@alokjena4522 3 жыл бұрын
So sweet voice ❤❤❤
@susantamahapatara7850
@susantamahapatara7850 3 жыл бұрын
Really heart touching
@kishanbarik5363
@kishanbarik5363 2 жыл бұрын
Jaya jagannath bahut sundar bhagava tumara mangal karntu
@pravatnayak7790
@pravatnayak7790 2 жыл бұрын
Nice voice. Satare akhi ru luha jhari asila God bless you.
@srikantajena9822
@srikantajena9822 2 жыл бұрын
Bhakti is the highest form of devotion . May Lord Krishna guide him in every step of life. A blissful voice.
@juliswapnanayak-2676
@juliswapnanayak-2676 3 жыл бұрын
Nice voice ...god bless you
@swarnalatasahoo5330
@swarnalatasahoo5330 3 жыл бұрын
ଏଦୁନିଆରେ ଭୋଗବାନ ନାହଁତି ସେ କାହାର କଥାଶୁଣେନାହିଁ ସେତ ଗୋଟିଏ ପଥର ମୁତି ସେ କଣ ଶୁଣିବକି
@Hemantkumarmuni1037
@Hemantkumarmuni1037 3 жыл бұрын
ନମସ୍କାର ଭାଇ 🙏🙏🙏🙏 ଜୟ ଜଗନ୍ନାଥ ପ୍ରଭୁ
@akshyakumarnayak7569
@akshyakumarnayak7569 3 жыл бұрын
Best wishes to Umakanta , God bless you for your bright future.
@basundharasethy205
@basundharasethy205 3 жыл бұрын
Really u r amazing nd u r vioce so nice... Krishan always blessing u..
@bhagyalaxmidass2750
@bhagyalaxmidass2750 2 жыл бұрын
Really... Ate dukha re thai... Bi.... Kalia tame jaha bi karicha se runi boli kahuchanti great ama pakhe sabu thaiki bi ame sabuthu dukhi boli feel Karu🙏🙏🙏💙💙💙💙
@PhakirapradhanaPhakirapradhana
@PhakirapradhanaPhakirapradhana 3 күн бұрын
Bhai dhanyabad bahut khusi laguchhi
@bibhuprasadcreation2512
@bibhuprasadcreation2512 3 жыл бұрын
Fantastic bhajan and fit for this blind boy, thanks to the music director,
@subodhmeher8522
@subodhmeher8522 3 жыл бұрын
Those who are unlike the video. God please give them humanity
@ranjitapanigrahi3200
@ranjitapanigrahi3200 Жыл бұрын
akhi nthila Kan hela prabhu tuma ku ate sundar kantha deichhanti tume ta bhagaban nka ashribad
@surendridalei6321
@surendridalei6321 9 ай бұрын
Bhut bhal lagu6y bhai,,koti paramayu dianntu Prabhu,,,jai Jagannath
@somamajhi9713
@somamajhi9713 3 жыл бұрын
Well done!!👍 God bless you beta 😍
@biswanathpradhan4091
@biswanathpradhan4091 3 жыл бұрын
Nice song bro 👌
@rasmitabehera9057
@rasmitabehera9057 Жыл бұрын
ଭଗବାନ ତୁମକୁ valre rakhantu
@pinkybag4748
@pinkybag4748 2 жыл бұрын
Jay Srikrishna..🙏🙏 gdbless u bhai❤️❤️💕💕
@rameshchandramalik1874
@rameshchandramalik1874 3 жыл бұрын
Wanderful voice .... God bless u....beta
@surekhakhuntia9737
@surekhakhuntia9737 3 жыл бұрын
🙏🙏🙏 jai jaganath
@akshaykumarsethi7686
@akshaykumarsethi7686 3 жыл бұрын
Bhai vagaban tumaku valera rahkntu super
@bhabanimishra6108
@bhabanimishra6108 2 жыл бұрын
Jay Jagannath mahaprabhu.umakant bhai nku akhi dio taki se sabu kichhi dekhi parantu aau sabu dina pain tuma Bhajan gaontu.dhanya re Kalia .jie tuma ku dakuchi tara dukha tike sununa ,jie tuma ku gali dauchhi ta katha aga sunucha.
@himansubehera4385
@himansubehera4385 2 жыл бұрын
What a great voice!👍👌💓🙏🏻
@neelotakri1437
@neelotakri1437 3 жыл бұрын
God bless you 🙏🙏🙏
@prasanta143u
@prasanta143u 2 жыл бұрын
God always bless e
@bipinnayak8202
@bipinnayak8202 2 жыл бұрын
Thank you sir emiti Sundar Bhajan karithibaru
@tigeranil7705
@tigeranil7705 2 жыл бұрын
Hai prabhu umakantara akhi fereidia
@singeranadi4301
@singeranadi4301 3 жыл бұрын
ଵଢିଆ କଣ୍ଠ ପାଇଛ ଉମା
@godabarimangaraj5027
@godabarimangaraj5027 3 жыл бұрын
Jay Jagannath 🙏🙏🙏
@sumantaku839
@sumantaku839 Жыл бұрын
Jay jagannath Swami 🙏🏻🙏🏻🙏🏻🙏🏻🙏🏻🙏🏻
@manojkumar-uo6ie
@manojkumar-uo6ie 3 жыл бұрын
Super tone God bless you ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Мы никогда не были так напуганы!
00:15
Аришнев
Рет қаралды 5 МЛН
Wait for the last one! 👀
00:28
Josh Horton
Рет қаралды 132 МЛН
Sathie Pauti Bhogaru Tumara | Susil Kumar Sahoo | Nadabrahma Production
8:07
NADABRAHMA PRODUCTION
Рет қаралды 1,8 МЛН
BEST OF UMAKANTA || Umakanta Das || Rabi Kumar   || Survibration
55:41
Survibration
Рет қаралды 3,5 МЛН
Turar | Zhaman unayd | 2024
3:29
TURAR YDYRYS
Рет қаралды 57 М.
Sadraddin - Jauap bar ma? | Official Music Video
2:53
SADRADDIN
Рет қаралды 6 МЛН
ИРИНА КАЙРАТОВНА - АЙДАХАР (БЕКА) [MV]
2:51
ГОСТ ENTERTAINMENT
Рет қаралды 10 МЛН
Қанат Ерлан - Сағынамын | Lyric Video
2:13
Қанат Ерлан
Рет қаралды 3 МЛН
Say mo & QAISAR & ESKARA ЖАҢА ХИТ
2:23
Ескара Бейбітов
Рет қаралды 1,1 МЛН