ଶୂକ୍ରାଣୁ ଗୋଟିଏ, ପିଲା ଦୁଇଟି କିପରି ଜନ୍ମ ନିଅନ୍ତି ? ଜାଣନ୍ତୁ ଜାଆଁଳା ଛୁଆ ଜନ୍ମ ହେବା ପଛର ସତ

  Рет қаралды 209

Odia Khabar 24

Odia Khabar 24

Күн бұрын

ଶୂକ୍ରାଣୁ ଗୋଟିଏ, ପିଲା ଦୁଇଟି କିପରି ଜନ୍ମ ନିଅନ୍ତି ? ଜାଣନ୍ତୁ ଜାଆଁଳା ଛୁଆ ଜନ୍ମ ହେବା ପଛର ସତ
#twins #twinsbaby #babybirth #pregnancy #pregnancytips #pregnancytips #howtwinsconcieve #mothertobe #humanscience #odiakhabar24 #odianews #odishanews #odiaviralnews #odishaexclusive #odianewschannel #like #share #follow
Some women get pregnant and give birth to twins. Many people wonder how two babies are born from one sperm. So today we will tell you in detail how twins are born.
ଗୋଟିଏ ସ୍ପର୍ମରୁ ଦୁଇଟି ଛୁଆ
କେମିତି ଜନ୍ମ ହୁଅନ୍ତି ?
ଜାଆଁଳା ଛୁଆ ଜନ୍ମ ହେବା
ପଛରେ ଦାୟୀ କିଏ ?
କିଛି ମହିଳା ଗର୍ଭବତୀ ହୋଇ ଜାଆଁଳା ଛୁଆ ଜନ୍ମ କରିଥାନ୍ତି । ଗୋଟିଏ ସ୍ପର୍ମରୁ ଦୁଇଟି ଛୁଆ କେମିତି ଜନ୍ମ ହୁଅନ୍ତି ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ । ତେବେ ଆଜି ଆମେ ଆପଣଙ୍କୁ ବିସ୍ତୃତ ଭାବେ କହିବୁ କି କେମିତି ଜନ୍ମ ହୁଅନ୍ତି ଜାଆଁଳା ଛୁଆ ।
ଜାଆଁଳା ସନ୍ତାନ ଦୁଇ ପ୍ରକାରର ହୋଇଥାନ୍ତି । ଯଥା ଆଇଡେଣ୍ଟିକାଲ ବା ମୋନୋଜାଇଗୋଟିକ ଏବଂ ନନ୍ ଆଡେଣ୍ଟିକାଲ୍ ବା ଡାଇଜାଇଗୋଟିକ । ମହିଳାଙ୍କ ଗର୍ଭାଶୟରୁ ପ୍ରତି ମାସରେ ଗୋଟିଏ ଅଣ୍ଡା ର୍ନିଗତ ହୋଇଥାଏ । ସେଥିରେ ଗୋଟିଏ ସ୍ପର୍ମ ମିଶିଲେ ତାହା ଫର୍ଟିଲାଇଜ ହୋଇ ଭୃଣ ସୃଷ୍ଟି କରିଥାଏ । ବେଳେବେଳେ ମହିଳାଙ୍କ ଶରୀରରେ ଫର୍ଟିଲାଇଜେସନ ପ୍ରକ୍ରିୟାରେ ଗୋଟିଏ ନୁହେଁ ବଂର ସୁଇଟି ଭ୍ରୁଣ ସୃଷ୍ଟି ହୋଇଯାନ୍ତି ।
ଗୋଟିଏ ଅଣ୍ଡାରୁ ତିଆରି ହୋଇଥିବାରୁ ଏମାନଙ୍କ ପ୍ଲାସେଣ୍ଟା ବି ଗୋଟିଏ ହୋଇଥାଏ । ତେଣୁ ଏଭଳି କ୍ଷେତ୍ରରେ ଦୁଇଟି ଝିଅ କିମ୍ବା ଦୁଇଟି ପୁଅ ଜନ୍ମ ହୋଇଥାନ୍ତି । ଏମାନେ ଅବିକଳ ସମାନ ଦେଖାଯାଇଥାନ୍ତି ଓ ଏମାନଙ୍କ DNA ମଧ୍ୟ ପ୍ରାୟତଃ ସମାନ ରହିଥାଏ । କେବଳ ଫିଙ୍ଗର ପ୍ରିଣ୍ଟରେ ସାମାନ୍ଯ ଫରକ ଦେଖିବାକୁ ମିଳେ । ଏଭଳି ଜାଆଁଳା ଛୁଆଙ୍କୁ ମୋନୋଜାଇଗୋଟିକ ବା ଆଇଡେଣ୍ଟିକାଲ ଟ୍ଵିନ୍ସ ବୋଲି କୁହାଯାଏ ।
କିଛି ମହିଳାଙ୍କ କ୍ଷେତ୍ରରେ ଥରକେ ଦୁଇଟି ଅଣ୍ଡା ନିର୍ଗତ ହୋଇଥାଏ । ଏହାକୁ ଫର୍ଟିଲାଇଜ କରିବା ପାଇଁ ଦୁଇଟି ସ୍ପର୍ମର ଆବଶ୍ୟକତା ରହିଥାଏ । ଏହି କ୍ଷେତ୍ରରେ ଦୁଇଟି ଅଲଗା ଅଲଗା ଭୃଣ ତିଆରି ହୁଅନ୍ତି ଓ ଦୁଇଟି ଯାକ ଭ୍ରୁଣର ସ୍ଵତନ୍ତ୍ର ପ୍ଲାସେଣ୍ଟା ମଧ୍ୟ ରହିଥାଏ । ଏଭଳି ସ୍ଥିତିରେ ଜନ୍ମ ହେଉଥିବା ଜାଆଁଳା ପିଲାଙ୍କର ଲିଙ୍ଗ ଅଲଗା ହେବାର ସମ୍ଭାବନା ରହିଥାଏ । ଅର୍ଥାତ ଗୋଟିଏ ପୁଅ ଓ ଅନ୍ୟଟି ଝିଅ ହୋଇ ଜନ୍ମ ନେଇପାରନ୍ତି । ଏମାନଙ୍କୁ ନନ୍ ଆଇଡେଣ୍ଟିକାଲ ବା ଡାଇଜାଇଗୋଟିକ ଟ୍ଵିନ୍ସ କୁହାଯାଏ ।
ଆଜିକାଲି ବିଳମ୍ବରେ ସନ୍ତାନ ପ୍ଲାନିଂ କରିବା ଜାଆଁଳା ଛୁଆ ଜନ୍ମ ନେବାର ଏକ ପ୍ରମୁଖ କାରଣ । IVF ଭଳି ପଦ୍ଧତି ଦ୍ଵାରା ମଧ୍ୟ ଜାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଭିଡିଓଟି ଭଲ ଲାଗିଥିଲେ ଲାଇକ କରନ୍ତୁ । ଆଗକୁ ଅଧିକ ଅପଡେଟ ପାଇବା ପାଇଁ ଚ୍ଯାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫୋଲୋ କରନ୍ତୁ ।
Hello Friends, ଆମ ଚ୍ଯାନେଲ Odia Khabar 24 କୁ ଆପଣଙ୍କୁ ସ୍ଵାଗତ । ଆପଣଙ୍କ ପାଖେ ନିରପେକ୍ଷ ଭାବେ ସଠିକ ଖବର ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ । ପ୍ରତିଟି ଓଡିଆଙ୍କ ସ୍ଵର ହେବା ଆମର ଉଦ୍ଦେଶ୍ୟ । ଆମ ଚ୍ଯାନେଲରେ ଆପଣ ସମସ୍ତ ପ୍ରକାର ଜରୁରୀ Information, ଆପଣଙ୍କ ଆଖପାଖରେ ଘଟୁଥିବା ଘଟଣା ଓ ଦୁର୍ଘଟଣା ସହିତ ସହର, ରାଜ୍ୟ ଏବଂ ଦେଶ. ବିଦେଶର ସମସ୍ତ Up-to-Date ଖବର ପାଇପାରିବେ । ଏହାଦ୍ବାରା ଆପଣ ନିଜ ଜ୍ଞାନକୁ ପ୍ରସାରିତ କରିପାରିବେ ।
ଲୋକଙ୍କୁ ଶିକ୍ଷିତ କରିବା ଠାରୁ ନେଇ ସାମାଜିକ ଉନ୍ନତି ପର୍ଯ୍ୟନ୍ତ ପ୍ରତ୍ଯେକ କ୍ଷେତ୍ରରେ ଆପଣଙ୍କ ସହ ଠିଆ ହେବାରେ ଆମର ସହଯୋଗ କରନ୍ତୁ । Odia Khabar 24 କୁ Subscribe କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ Share କରିବାକୁ ଭୁଲନ୍ତୁ ନାହିଁ । ଆମେ Upload କରୁଥିବା ସବୁ ଭିଡିଓ ର Notification ପାଇବା ପାଇଁ ଚ୍ଯାନେଲରେ ଥିବା Bell icon କୁ ମଧ୍ୟ Click କରି ନିଅନ୍ତୁ ।
For Business Inquiry Email us at: weodiakhabar24@gmail.com
Facebook: / odiakhabar24official
#OdiaKhabar24 #odishanews #latestodianews #odiaviralnews

Пікірлер
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 124 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 31 МЛН
LIVE | 10 AM Bulletin | PrameyaNews7
Prameya News7
Рет қаралды 17