ଲୋକମାନେ ଗୋରୁ ପରିସ୍ରା ସହିତ ଗାଧୋଇଥାନ୍ତି ||ODIA VLOG   South Sudan Mundari tribe

  Рет қаралды 516,758

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 900
@artmediamrmanu
@artmediamrmanu Жыл бұрын
ଭାଇ ପାଇଁ ଗୋଟେ Like 👍 ହଉ l
@hembramsalkhuofficial4980
@hembramsalkhuofficial4980 Жыл бұрын
Nihati❤❤❤❤
@mrsidharthvlogs781
@mrsidharthvlogs781 Жыл бұрын
Hmm nihati ❤
@PratikK5142
@PratikK5142 Жыл бұрын
Right 👍
@SibajiDora77-zw3nt
@SibajiDora77-zw3nt Жыл бұрын
Pp⁰p⁰
@SibajiDora77-zw3nt
@SibajiDora77-zw3nt Жыл бұрын
Pp⁰p⁰
@ICANPUBLICATION
@ICANPUBLICATION Жыл бұрын
କୋଉମାନେ ଚାହାନ୍ତି ଏ ଭାଇର 1 ମିଲିଅନ Subscriber ଶୀଘ୍ର ହେଉ ଯାଉ ବୋଲି ??
@cardchoicejajpurtownbadabazar
@cardchoicejajpurtownbadabazar Жыл бұрын
ମୁଁ ତ ନିଶ୍ଚୟ ଚାହିଁ ଵି,
@jagabandhusahoo3598
@jagabandhusahoo3598 Жыл бұрын
ହେଇଯାଉ ନୁହୋ ନିହାତି ହବ
@shradha_official963
@shradha_official963 Жыл бұрын
Mu❤
@ashoksamal7731
@ashoksamal7731 Жыл бұрын
I am❤
@chandabsahu
@chandabsahu Жыл бұрын
ମୁଁ ବି ସମ୍ପୁର୍ଣ୍ଣ ଚାହିଁବି
@baikunthabihari5842
@baikunthabihari5842 Жыл бұрын
ବହୁତ ଭଲ ଲାଗିଲା, ଆପଣ ଙ୍କୁ ହୃଦୟରୁ ଧନ୍ୟବାଦ ,ଆପଣଙ୍କ ଇଛାଶକ୍ତି ଓ ସାହାସ ଉଦ୍ୟମ କୁ ସଲାମ ଜଗନ୍ନାଥ ଙ୍କ କୃପାରୁ ଆପଣ ଭଲରେ ଥାଆନ୍ତୁ ।ଜୟ ଜଗନ୍ନାଥ
@sukultudu137
@sukultudu137 Жыл бұрын
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା😍😍😍😁😁😁
@sanjaysahoo5544
@sanjaysahoo5544 Жыл бұрын
ଭାଇ ସତ ରେ ଆପଣଙ୍କ ପ୍ରଚେଷ୍ଟା ଏକଦମ ସୁପର୍ ଗର୍ବିତ ଭାଇ ଆଉ ଆପଣଙ୍କ ସାହସ କୁ salute❤❤ ପ୍ରଭୁ କୃପା ସର୍ବଦା ରହୁ ଜୟ ଜଗନ୍ନାଥ ସ୍ଵାମୀ ମହାପ୍ରଭୁ 🙏🏿🙏🏿🙏🏿🙏🏿🙏🏿
@AsishKumar-qw2xu
@AsishKumar-qw2xu Жыл бұрын
ପ୍ରଥମ ଥର ପାଇଁ ଦେଖିଲି ଜଣେ ଓଡ଼ିଆ କୁ ଯିଏ କି ବାହାର ଦେଶର କଳା ସଂସ୍କୃତି ସମ୍ପର୍କରେ ବୁଲି ବୁଲି ଆମକୁ ଦେଖୋଉଛି ମୋର ଓଡ଼ିଶାବାସୀଙ୍କୁ ଅନୁରୋଧ ଆମର ଏହି ଓଡ଼ିଆ ଭାଇକୁ ବହୁ ମାତ୍ରାରେ ସମର୍ଥନ କରନ୍ତୁ 🙏🙏🙏🙏
@rasmitasahoo2341
@rasmitasahoo2341 Жыл бұрын
ଭାଇ ତୁମକୁ ବହୁତ ଧନ୍ୟବାଦ ! ଭଗବାନ ତୁମର‌ ପଥକୁ କୁଶମୀତ କରନ୍ତୁ ଏବଂ ତୁମେ ଏହିପରି ନୁଆ ନୁଆ ଦେଶକୁ ଯାଉଥାଏ ଭଗବାନ ତୁମର‌ ମଙ୍ଗଳ କରନ୍ତୁ
@rasmitasahoo2341
@rasmitasahoo2341 Жыл бұрын
କାର୍ତ୍ତିକ ନରାଜ କଟକ
@ranjankandian2880
@ranjankandian2880 Жыл бұрын
ଜୀବନ ଥିବା ପର୍ଯ୍ୟନ୍ତ Africa ଯାଇପାରିବି ନା ନାହିଁ କିନ୍ତୁ ଆମକୁ ଏମିତି ଅନେକ ପୂର୍ବ ବର୍ଷ ଲୋକ ମାନଙ୍କର ବିଭିନ୍ନ ପ୍ରକାରର ଅଦ୍ଭୁତ ଓ ଜାତି ର ଲୋକ ମାନଙ୍କର ଚଳ ପ୍ରଚଳନ ... ବସ ବାସ ଦେଖାଇ ଆକୃଷ୍ଟ କରୁଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ 🙏❤️👍
@jayramsanta3359
@jayramsanta3359 Жыл бұрын
ଆପଣ ଙ୍କ ସାହସ , ଇଛାଶକ୍ତି ଏବଂ କିଛି ଜାଣିବାର ଉଦ୍ୟମ ପାଇଁ ଧନ୍ୟବାଦ । ଆମେ ଆଫ୍ରିକା ନ ଯାଇ ମଧ୍ୟ ଆପଣ ଙ୍କ ଜରିଆରେ ଜାଣି ପାରୁଛୁ ଏବଂ ଦେଖି ପାରୁଛୁ ।❤❤❤❤❤
@sumitra.sumitra2730
@sumitra.sumitra2730 Жыл бұрын
ଭାଇ ମୁ ଏମିତି କେବେ ଦେଖିନି ବହୁତ ଦୁଃଖ ଲାଗୁଚି ସେମାନଙ୍କୁ ଦେଖିଲେ ସେମାନ ଙ୍କ to ଆମେ ବେଶୀ ଭଲରେ re ଅଛନ୍ତି ହେଲେ ଆମ ମାନଂକର ରାଗ ରୁଷା ଅହଂକାର ଅଛି ସେମାନଙ୍କ ନାହିଁ
@DesiVlogger8293
@DesiVlogger8293 Жыл бұрын
ସତ କଥା ଦିଦି
@nihargaming3391
@nihargaming3391 Жыл бұрын
Right
@sukultudu137
@sukultudu137 Жыл бұрын
ଆମ ଦେଶରେ ଗାଈ ମୂତ କୁ ପିଅନତି ଅନଧ ଭକ୍ତ❤❤ ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା❤❤
@nunguramkalah-ku9lh
@nunguramkalah-ku9lh Жыл бұрын
​@@sukultudu137ଆମ ଦେଶର ଲୋକ ଗୋମୂତ୍ର ପିଅନ୍ତି ଏବଂ ଗୋବର ବି ମଧ୍ୟ ଖାଆନ୍ତି ହିନ୍ଦୁ ଧର୍ମର ଲୋକମାନେ
@msdcricketer
@msdcricketer Жыл бұрын
Bhai au anta video of lord kara piz
@Me_Rashmiranjan
@Me_Rashmiranjan Жыл бұрын
ଜୟ ଜଗନ୍ନାଥ ,ଭାଇ ଆପଣଙ୍କର ସବୁ ପରିଶ୍ରମ ସଫଳ ହେଉ । ଆହୁରି ଆଗକୁ ଯାଅ।
@RkLifestyle-bb6eg
@RkLifestyle-bb6eg Жыл бұрын
ଭାଇ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍। ଏତେ ସବୁ country ଦେଖେଇ ପାରୁଥିବାରୁ।। God bless you
@HariharMallik
@HariharMallik Жыл бұрын
ବହୁତ ବହୂତ ଧନ୍ୟବାଦ ଭାଇ ତମେ ଏମିତି ବହୁତ ଦେଶ ଲୋକ ଆଉ ସଂସ୍କୃତି ବିସୟରେ ନିଜେ ସେଠାକୁ ଯାଇ ଦେଖାଇ ଥିବାରୁ.. ସମସ୍ତେ ଏମିତି କରିପାରିବେ ନାହିଁ
@nandalalsingh5398
@nandalalsingh5398 Жыл бұрын
ଖୁବ୍ ସୁନ୍ଦର ମାନିବାକୁ ପଡିବ ଆପଣଙ୍କୁ ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ ‌🙏🙏🙏
@puspanjalinaik164
@puspanjalinaik164 Жыл бұрын
ଭାଇ ଆପଣ ଙ୍କ video ବହୁତ୍ ହିଁ interesting 🙏 ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l ଜଗନ୍ନାଥ ମଙ୍ଗଳ କରନ୍ତୁ l
@king-do4gr
@king-do4gr Жыл бұрын
ଭାଇ ତମକୁ ମାନିବାକୁ ପଡ଼ିବ ଓଡ଼ିଶା ରୁ ଯାଇ କେହି ଏମିତି ଭିଡିଓ କରିନଥିଲେ ଏମିତି ଆଗକୁ ମାଡ଼ିଚାଲ ଜୟ ଜଗନ୍ନାଥ 🙏
@hindustanmonisha1206
@hindustanmonisha1206 Жыл бұрын
ବହୁତ୍ ସୁନ୍ଦର୍ ଲାଗିଲା ଭିଡିଓ ଦେଖିକି ଭାଇ 👍👍
@sureshchandradas88
@sureshchandradas88 Жыл бұрын
100K Congratulations! Your videos are interesting different from other vloggers
@rebatimohapatra1082
@rebatimohapatra1082 Жыл бұрын
100k Congratulations 💐💐 your videos are interesting different from other vloggers form BALASORE
@K.G_Kalinga_143
@K.G_Kalinga_143 Жыл бұрын
Before I studied in the history and some videos but now I really saw by you of the other countries's tradition and culture,So I very happily feeling ❤❤❤ .
@tularamphataka2452
@tularamphataka2452 Жыл бұрын
ସତରେ ଭାଇ ମୁଁ ବହୁତ ଗର୍ବିତ ବହୁତ ସୁନ୍ଦର ଶିକ୍ଷା ମିଳୁଛି ସତରେ
@sagardas2469
@sagardas2469 Жыл бұрын
Jay Jagannath 🙏🙏🙏🙏 Bidesh ru kichi dursha dekhei baru thanks 🙏🙏🙏🙏
@DebendraTech
@DebendraTech Жыл бұрын
ଆଦିବାସୀ ଭାଇ ହେଇ ଥିବାରୁ ବହୁତ ଖୁସି ଲାଗୁଚି ଭାଇ ମୁ ତୁମର subscriber ଓଡିଶା ମାଲକାନଗିରି
@santoshkumarswain5124
@santoshkumarswain5124 Жыл бұрын
Bhai great job Prabhu jagannath apnkar mangal karntu apnaka KZbin channel no-1 hau
@sukantanayak-bt3iy
@sukantanayak-bt3iy Жыл бұрын
ଭାଇ ଆପଣଙ୍କ ଚେଷ୍ଠା ଜାରି ରଖ ପ୍ରଭୁ ସାଙ୍ଗରେ ଅଛନ୍ତି god bless yuo thank yuo
@ststar7275
@ststar7275 Жыл бұрын
ଭାଇ ଯାହାବି ହୋଉ ଭିଡ଼ିଓ ମସ୍ତ ହୋଇଛି ଏମିତି ହିଁ ଆଗୋକୁ ବଢ଼ୁ ଥାନ୍ତୁ ଜୟ ଜଗନ୍ନାଥ 🙏🙏
@santanukumar444
@santanukumar444 Жыл бұрын
Odia loka bhari swabhimani bhai...dekhichala agaku 500k subscribers heijibe ....Jay Jagannath
@mamapinku2425
@mamapinku2425 Жыл бұрын
Bahut badhiya Bhai emiti agaku badha amaku sabu buliki emiti dekhao mu sabubele waiting tuma video dekhibaku
@sandipkumarnahak2691
@sandipkumarnahak2691 Жыл бұрын
ଭାଇ ତମେ ଆହୁରି ଆଗକୁ ଯାଅ ମୁଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ସୁନ୍ଦର ଭିଡ଼ିଓ ଆଗ କୁ ଆଣ ଭାଇ 🙏🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️♥️♥️♥️♥️
@Dacstarsibani
@Dacstarsibani Жыл бұрын
ସେମାନଙ୍କ life କିନ୍ତୁ ଭାରି ଖୁସି bro ତାଙ୍କର ଦୁନିଆ ରେ ସିଏ ଭାରି ଖୁସିରେ ଅଛନ୍ତି ତାଙ୍କ ର ହିଂସା ବାଦ ନାହିଁ କି ବଡ ଲୋକ ହେବାର ସ୍ବପ୍ନ ନାହିଁ କାରଣ ସିଏ ବୋଧେ ଜାଣିଛନ୍ତି କି ଜୀବନରେ ଜେତେଯାହା କଲେ ବି ଏ ଦେହ ଦିନେ ମାଟିରେ ମିଶିବ ତେଣୁ ଖାଇ ପି ବିନ୍ଦାସ୍ ରହିବା ସବୁ ବେଳେ
@Sm_sanjib18
@Sm_sanjib18 Жыл бұрын
Right sister ❤👍
@odiaboydhirendra
@odiaboydhirendra Жыл бұрын
Good
@rahulgardioffici97
@rahulgardioffici97 Жыл бұрын
Right😢😢😢😢
@gajendrasahu9937
@gajendrasahu9937 Жыл бұрын
ଧନ୍ୟବାଦ୍ ଭାଇ ଆପଣଙ୍କୁ ଆମ ଓଡ଼ିଶା ର ପୁଅ ହୋଇ ମଧ୍ୟ ବାହାର ଦେଶ ବିଦେଶର ଜାଣି ନଥିବା ଦେଖିନଥିବା ଶିକ୍ଷଣୀୟ ବାର୍ତ୍ତା ମାନ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରିଥିବାରୁ । ଆପଣ ଅନେକ ନୂଆ ନୂଆ ଭିଡିଓ ମାନ ମଧ୍ୟ ଆହୁରୀ ଦେଖାନ୍ତୁ ଜୟ ଜଗନ୍ନାଥ
@anilbhai..9139
@anilbhai..9139 Жыл бұрын
ବହୁତ ଖୁସି ଲାଗୁଛି ଓଡ଼ିଆ ଭାଈ ଜଣେ ଅଲଗା ଦେଶ ଵିଷରେ କିଛି ଜଣଉଛି.
@subhashreetudu-gm5ug
@subhashreetudu-gm5ug Жыл бұрын
We are proud of you Bhai emiti aga ku madi chala ....... congratulations for 100k❤🎉.......I am also santali Kuli......love from Keonjhar ❤
@subhashreetudu-gm5ug
@subhashreetudu-gm5ug Жыл бұрын
@shibakarjee I am not a boy I am girl
@lalit98193
@lalit98193 Жыл бұрын
କେଉଁଝର କୋଉ ଜାଗା
@basantakumar7532
@basantakumar7532 Жыл бұрын
Most video bhai😊😊😊
@Crickcreat503
@Crickcreat503 Жыл бұрын
Proud to be Indian From Odisha From Puri Jagannath dham🎉❤❤
@RajmishtriBidya
@RajmishtriBidya Жыл бұрын
Bahut badhiya very different video nice
@TukuKumar-ul5wd
@TukuKumar-ul5wd Жыл бұрын
ଭାଇ ଏମିତି ଅନେକ ଭିଡିଓ କରୁଛନ୍ତି ଆମକୁ ବହୁତ୍ ପଶନ୍ଦ ଲାଗୁଛି ଏମିତି ଆମ ଓଡ଼ିଶାର ନାମ ରଖନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@dillipsahoo1180
@dillipsahoo1180 Жыл бұрын
ବହୁତ୍ ଭଲ ଲାଗିଲା ଏମିତି ଅନେକ ଦେଶ ବୁଲି ଆମକୁ ଭିଡିଓ ଦେଖାଉଥିବାରୁରୁ ଧନ୍ୟ ବାଦ
@Lucky73278
@Lucky73278 Жыл бұрын
Emiti video kou odia youtuber aninthile ❤😮⭕‼️⭕god blessings uhh thank you ete sabu jaga dekhei thibaru love you ❤️
@pradeepmishra9661
@pradeepmishra9661 Жыл бұрын
ଲବ ଭାଇ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ଜୟ ଜଗନ୍ନାଥ
@bikimiki9632
@bikimiki9632 Жыл бұрын
ଭାଇ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ବନାଉଛନ୍ତି
@PamiLife
@PamiLife Жыл бұрын
Kete Sundar gefio🎉🎉🎉🎉❤❤❤❤ଓଡ଼ିଆ haeki ମତେ ଗର୍ବ ଲଗୁଛି...... ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏
@Factswithgaming
@Factswithgaming Жыл бұрын
Respect for LABA HANSDA🔥❤
@rjeetedu
@rjeetedu Жыл бұрын
Content is top notch #keep exploring different country
@bijaysanta3969
@bijaysanta3969 Жыл бұрын
ଓଉ ଭାଇ ମାଡ଼ି ଚାଲ ଇଶ୍ଵର ଙ୍କ ପାଖରେ ପ୍ରେ କରୁଛି କି ବହୁତ୍ ଆଗକୁ ଯା love from koraput
@urselamajhi521
@urselamajhi521 Жыл бұрын
Dar ne lagbar ke bhai. bohut matanas karucha . Tumor kismat bhal acha god bless you.🙏🙏🙏🙏🙏🙏🙏🙏🙋
@dasmatmarndi379
@dasmatmarndi379 Жыл бұрын
ମୁଖ୍ୟ ମନ୍ତ୍ରୀ (ନବୀନ ପଟ୍ଟନାୟକଙ୍କ ତରଫରୁ ପୁରସକାର ମିଳିଯାଉ। ଧନ୍ୟବାଦ
@nvicky802
@nvicky802 Жыл бұрын
Excellent video brother, thank you for look out the culture of other countries 🎉🎉🎉
@kabitatoika
@kabitatoika Жыл бұрын
ଭାଇ Killipaul ପାଖ କୁ କେବେ ଯିବେ ସେହି ଦିନ କହୁଥିଲ କି ତାଂକରି ପାଖ କୁ ଯିବି ବୋଲି ଶୀଘ୍ର ଯାନ୍ତୁ ଟିକେ ଆମେ ତୁମକୁ ତାଂକୁ ସହିତ ଦେଖିବାକୁ ଅପେକ୍ଷା ରେ ଅଛୁ ।
@Dev_creation326
@Dev_creation326 Жыл бұрын
It's man is history iam proud of odisha India🥰🥰🥰
@sudhir954
@sudhir954 Жыл бұрын
ଭାଇ ବହୁତ ସୁନ୍ଦର ଲାଗୁଛି ତୁମର ଭିଡିଓ ଆଗକୁ ମାଡି ଚାଲ ❤❤❤❤❤🇮🇳🇮🇳🇮🇳🇮🇳🇮🇳
@jayashreeswain399
@jayashreeswain399 Жыл бұрын
Great video keep going on👍👍👍
@anjusexpress9073
@anjusexpress9073 Жыл бұрын
Congratulations 👍🏻100k bhai keep it up 👍🏻
@Mandakini_Mohanty6372
@Mandakini_Mohanty6372 Жыл бұрын
Thanks 😇apana nka pain ame dekhiparuchu tribe area ra people mananku😀
@babitarout8384
@babitarout8384 Жыл бұрын
ଧନ୍ୟବାଦ ଆମକୁ Africa country ଦେଖେଇ ଥିବାରୁ।
@gayatridasmohapatra1088
@gayatridasmohapatra1088 Жыл бұрын
Aaponaka ra sabu video vala laguchhi ...emiti sabubele different types video upload karantu
@milanpatra7727
@milanpatra7727 Жыл бұрын
Proud of you bro... love from bangriposi,mbj
@lipithakur3359
@lipithakur3359 Жыл бұрын
ବହୁତ ଭଲ ଲାଗିଲା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@ravitalentedguys8725
@ravitalentedguys8725 Жыл бұрын
ଭାଇ ପ୍ରଥମରୁ travelling ପାଇଁ ପଇସା କଉଠୁ ଆଣୁଥିଲ😅
@sangitasingh3091
@sangitasingh3091 Жыл бұрын
Proud of you bhai Odisha ra garba tame good job bhae 👏👌 Jay Jagannath 🙏 all the best for your blog journy ❤❤
@biswajitswain7140
@biswajitswain7140 Жыл бұрын
ଅତି ସୁନ୍ଦର ପ୍ରୟାସ ଭାଇ love you, ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଶହ ଅଛି, ଆପଣ ନିଜର ସ୍ବପ୍ନ ପୂରଣ କରନ୍ତୁ ଭାଇ.. God bless you, ଜୟ ଜଗନ୍ନାଥ 🙏🙏ମହାପ୍ରଭୁ 🙏🙏
@MRcreation99
@MRcreation99 Жыл бұрын
Bhai tama sahas ku manibaku padiba ageichala bohut bhala Jay jagannath🙏🙏🙏
@crzbablu9298
@crzbablu9298 Жыл бұрын
Congratulations 100k subscribe complete
@Malikplays77
@Malikplays77 Жыл бұрын
I like your vlog style from odisha balangir ❤❤❤😊❤
@akashnayak4198
@akashnayak4198 Жыл бұрын
Your success is our success..keep growing 💗
@kshetrabasiacharya4771
@kshetrabasiacharya4771 Жыл бұрын
Bahut bhala lagila congratulations for 100K video re au tike dabing bhala hei parithanta.
@karnadeepkaranart2245
@karnadeepkaranart2245 Жыл бұрын
ଭାଇ ଭିଡିଓ ବହୁତ ଭଲ ଲାଗୁଛି ଆମ ଓଡ଼ିଆ ପିଲା ଯାଇ ପରିଶ୍ରମ କରି ଆଫ୍ରିକାର ଦୃଶ୍ୟ ଦେଖାଉଥିବା ରୁ ଧନ୍ୟବାଦ ଆପଣଙ୍କୁ
@titilireddy8433
@titilireddy8433 Жыл бұрын
Thank u bhai.amoku new people and new places show karuthibaru.thank u so much.
@karunakar2156
@karunakar2156 Жыл бұрын
Congratulations 🎉🎉👏 for 100k family 🥰😊
@mrtlsstatus5796
@mrtlsstatus5796 Жыл бұрын
Bahut bhal lagla Bhai ❤
@dpdeepakcreaction5362
@dpdeepakcreaction5362 Жыл бұрын
Love ❤you 🤟bro God bless you congratulations 1milion subscribers
@rameshkumarmallik5099
@rameshkumarmallik5099 Жыл бұрын
Very nice 👍👍 brother ଅତି ସୁନ୍ଦର ଭାଇ
@chocklete8719
@chocklete8719 Жыл бұрын
Proud of u brother amity ahuri agaku jao jay jagarnath
@supriyadas2317
@supriyadas2317 Жыл бұрын
Manili re bhai this is called real vlog hat's off brother i have no words to explain your braveness work 👍❤😊🙏🇮🇳
@Babysgallary
@Babysgallary Жыл бұрын
ସେମାନେ ବହୁତୁ ସରଳ ଲୋକ, ସେମାନଙ୍କୁ କିଛି ଉପହାର ଦେଲେ ସେମାନେ ଖୁସି ହେବେ 👍
@Anilkumae-j3m
@Anilkumae-j3m Жыл бұрын
Odisha ra best bloggers channel 😍😍😍😍
@sudhirmpm7488
@sudhirmpm7488 Жыл бұрын
I proud of you so much laba bhai ❤❤❤❤❤❤❤❤
@Babagorekhnath_musictech
@Babagorekhnath_musictech Жыл бұрын
Congratulations bhai ❤️🎉🎉💐100k follower.jay Jagannath 🙏
@jagatjyotipattnayak5144
@jagatjyotipattnayak5144 Жыл бұрын
Excellent 👌👍❤️❤️🥰🥰Bro U r just fabulous 😍❤️❤️ Love from Bhubaneswar 💞💞 ଜୟ ଶ୍ରୀ ଜଗନ୍ନାଥ 🙏🙏
@ajayadas3782
@ajayadas3782 Жыл бұрын
Satare bhai apanka video dekhila paratu gote bi video miss karibaku chaunu . really bahut khusi laguchi.jay Jagannath 🙏
@santoshtuduchannel263
@santoshtuduchannel263 Жыл бұрын
बहुत बहुत बधाई हो laba da🎉🎉100k के लिए
@santoshtuduchannel263
@santoshtuduchannel263 Жыл бұрын
मैं आपका दोनों चैंनल देखता हूं
@bijaydas7008
@bijaydas7008 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ବହୁତ ନିଆରା ମଣିଷ ଦେଖିବାକୁ ମିଳିଲା ତାଙ୍କ ପରମ୍ପରା ବହୁତ ଭିନ୍ନ
@debu_baby_vlogs
@debu_baby_vlogs Жыл бұрын
Congrats Brother for 1 lakh subscribers.
@InspiredMotive_
@InspiredMotive_ Жыл бұрын
Yesterday 104k and today 112k very fast growing odia channel bro congratulations
@Desiboy78639
@Desiboy78639 Жыл бұрын
Congratulations 💐💐💐 for 100k KZbin family's. ..
@kishoreswain5397
@kishoreswain5397 Жыл бұрын
Bhi. Verigood
@itishreenathsharma9709
@itishreenathsharma9709 Жыл бұрын
Love from Bhadrak
@creativedjart
@creativedjart Жыл бұрын
Congratulations for 100k+ subscribe... praying to God... your hard work 🙏🙏🙏🙏
@cardchoicejajpurtownbadabazar
@cardchoicejajpurtownbadabazar Жыл бұрын
ଵହୁତ ସୁନ୍ଦର ପ୍ରୟାସ, ଏ ପରିଶ୍ରମ ର ମୂଲ୍ୟ କେହି ଦେଇ ପାରିବେ ନାହିଁ।
@hemanandanaik6394
@hemanandanaik6394 Жыл бұрын
Bhai mote bi ନିଅନ୍ତୁ ନା ...I really like Africa village
@maheshbarsha4625
@maheshbarsha4625 Жыл бұрын
Keep growing
@mylover_t7882
@mylover_t7882 Жыл бұрын
Bahut vhala lagila vhai tame Sabu bele aahuri aagaku develop Kara all the best 👌👌👌
@hwk_badal
@hwk_badal Жыл бұрын
Love you brother (from Bhadrak) Jay jaganath
@sameersamantaray5908
@sameersamantaray5908 Жыл бұрын
ହୃଦୟ ରୁ ଧନ୍ଯବାଦ❤।
@riyanshinarwal442
@riyanshinarwal442 Жыл бұрын
❤️a big heart for you Bhai
@susantasamal9446
@susantasamal9446 Жыл бұрын
no 1 vlog odisha bhai god bahut khusire rakhantu
@PanchuBhai
@PanchuBhai Жыл бұрын
ସବୁ ଭିଡ଼ିଓ ରୁ ଏହି ଭିଡିଓ ବହୁତ୍ intresting ଲାଗିଲା editing Bahut ଜବର ଦତ୍ ହେଇଚି 😊😊😊
@rathasoren0892
@rathasoren0892 Жыл бұрын
ଧନ୍ୟବାଦ୍ ଲବ ଭାଇ
@swayamsworld7994
@swayamsworld7994 Жыл бұрын
Dekhiki bahut khusi laguchhi tuma exploration God bless you Bhai 🌸👍🏻👌🏻 ଜୟ ଜଗନ୍ନାଥ 🙏🏼
@bimalkumarjenaremunabls4107
@bimalkumarjenaremunabls4107 Жыл бұрын
ମୁଁ ବାଲେଶ୍ବରିଆ ଟୋକା କହୁଛି ଭାଇ ସେଲୁଟ୍ ତମକୁ ❤
@durgaprasadhota
@durgaprasadhota Жыл бұрын
ଭାଇ ସତରେ ତମ ଭିଡିଓ ଅତି ନିଆରା ଅତି ସୁନ୍ଦର। ଜୟ ଜଗନ୍ନାଥ
@MIZUL..
@MIZUL.. Жыл бұрын
Love from puri❤❤❤❤❤Great work Bhai 👍👍👍👍
@RAJA14321
@RAJA14321 Жыл бұрын
Nice bro I proud of you
Wait for it 😂
00:19
ILYA BORZOV
Рет қаралды 10 МЛН
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 130 МЛН
Colorful Pasta Painting for Fun Times! 🍝 🎨
00:29
La La Learn
Рет қаралды 308 МЛН
SANTAL LIFE IN BHUTAN BORDER #labahansda
14:49
VLOGGER LABA HANSDA
Рет қаралды 203 М.
Cooking  African Traditional  food for  lunch/African village life
15:37
Hunt to Survive | Hadza Tribe (Unchanged for 50,000 years)
38:31
Ruhi Çenet
Рет қаралды 51 МЛН
Guinea Conakry: Life on the Edge | Deadliest Journeys
47:59
Best Documentary
Рет қаралды 2,8 МЛН
Wait for it 😂
00:19
ILYA BORZOV
Рет қаралды 10 МЛН