ମୁଁ ଜଙ୍ଗଲରେ ଶିକାର କରିବାକୁ ଯାଉଛି ||  world is last hunting gather tribe hadzabe tribe

  Рет қаралды 2,483,808

ମୁଁ TRAVELLER

ମୁଁ TRAVELLER

Күн бұрын

ମୁଁ ଜଙ୍ଗଲରେ ଶିକାର କରିବାକୁ ଯାଉଛି || world is last hunting weather tribe hadzabe tribe#labahansda
#labahansda #odiashorts #odiasong #odiacomedy #odiavlog #odianews #trvelvlog

Пікірлер: 4 400
@MuTraveller
@MuTraveller Жыл бұрын
ଦୟାକରି ଏହି ଭିଡିଓ ଖୋଲା ମନ ରେ ଦେଖନ୍ତୁ | ଏହି ଭିଡିଓ ସଂସ୍କୃତିର ଏକ ଅଂଶ ❤❤
@itssangramvlogs952
@itssangramvlogs952 Жыл бұрын
Love From ❤️ Nayagarh 🏞️
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ଆପଣ ଏହି ସାହସ କୁ ମାନିବାକୁ ପଡିବ 👍🏻 Full Support ❤️
@Sampadsastta123.-world
@Sampadsastta123.-world Жыл бұрын
Jay mayurbhanj ❤ Bhai
@Nishikantakoraput
@Nishikantakoraput Жыл бұрын
Love ♥️ from Bhadrak & Koraput
@pinkikandi5596
@pinkikandi5596 Жыл бұрын
ସବୁ ବେଳେ ଖୁସି ରେ ରୁହ ଆଉ ଆମକୁ ଏମିତି ଭଲ ଭଲ ଭିଡିଓ ଦେଖିବାକୁ ମିଳୁ 🤗😊👌💯🙏ସବୁ ବେଳେ careful ରୁହ 🙏
@sisiranaik9741
@sisiranaik9741 Жыл бұрын
ଲବ ଭାଇ ତମେ ସବୁବେଳେ ନିଜର ସୁରକ୍ଷା କରୁଥିବ .... ବହୁତ ବିପଦଜନକ ଜାଗାକୁ ଯାଉଛ ଭଗବାନ ତମକୁ ସବୁବେଳେ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏
@ICANPUBLICATION
@ICANPUBLICATION Жыл бұрын
Lets Make a History - କେଉଁମାନେ ଚାଁହୁଚନ୍ତି ଏଇ ଭାଇର 2024 ସୁଦ୍ଧା 1 Million Subscriber ହେଇଯାଉ ବୋଲି
@MadhuriKanhar
@MadhuriKanhar Жыл бұрын
Hindi re video kale bodhe joldi hei jiba❤
@innocentboy9693
@innocentboy9693 Жыл бұрын
​@@MadhuriKanharHindi channel b achhi tankara ..tribe vlogger
@mutraveller-g8f
@mutraveller-g8f Жыл бұрын
​@@MadhuriKanhar😮😮😮😮
@bijuking2247
@bijuking2247 Жыл бұрын
2024 ବେଶୀ ଲେଟ୍ ହେଇଯିବ 2023 ରେ ହିଁ ହେଇଯିବ 🎉🎉❤❤
@lisukumar2883
@lisukumar2883 6 ай бұрын
ଓଡ଼ିଆ ସଂସ୍କୃତି ଦେଶ ବାହାରେ।। ତୁମ ପାଇଁ ଗୋଟେ ବିଗ ନମସ୍କାର ଭାଇ
@Adarsh_933-b1f
@Adarsh_933-b1f Жыл бұрын
ଲବ ଭାଇ ର ମଙ୍ଗଳ ଚିନ୍ତା କରୁଥିବା ଭାଇ ଭଉଣୀ ଜଗନ୍ନାଥଙ୍କ ପାଖରେ ଗୁହାରି କରନ୍ତୁ jay jagannath 🙏 please gote 👍♥️✨
@subhadranaik3989
@subhadranaik3989 Жыл бұрын
Jay Jagannath 🙏🙏🙏
@sangitanag9835
@sangitanag9835 Жыл бұрын
Jay Jagannath🎉
@sasmitabaliarsingh9923
@sasmitabaliarsingh9923 Жыл бұрын
Jay Jagannath ❤️
@commonexpress7623
@commonexpress7623 Жыл бұрын
Hy
@amitapatamajhi-um3tl
@amitapatamajhi-um3tl Жыл бұрын
Bhai jagarnath se desare nahanti biraj man kebala jesu
@RaghunathMurmu-fo1sm
@RaghunathMurmu-fo1sm Жыл бұрын
ଲବ ଭାଇ ଜଣେ ଓଡ଼ିଶା ର ସୁନାମଧନ୍ୟ international vlogger , କହିଲେ ଅତ୍ୟୁକ୍ତି ହେବ ନାହିଁ, ସେ ସବୁ ବେଳେ ପରିସ୍ରମି,ସାହସୀ,ଓ ଧର୍ଯ୍ୟ ର ସହିତ କାମ ରେ ସେ ଓଡ଼ିଶା ର real Hero
@sarathideheri7958
@sarathideheri7958 Жыл бұрын
Ilo u bro ଜଉ ପିଲାଙ୍କୁ ଥଣ୍ଡା ଦେଲ ଥଣ୍ଡା କଣ ଜାଣି ନ ଥିବେ ନା
@itssangramvlogs952
@itssangramvlogs952 Жыл бұрын
ଭାଇନା ତୁମେ ଆଫ୍ରିକାର ଜଙ୍ଗଲ ପରିବେଶରେ ଥିବା ଲୋକଙ୍କୁ ଦେଖାଇ ଆମକୁ ବହୁତ ଖୁସି କରାଇଲ, ଫଳରେ ତୁମକୁ ବହୁତ ବହୁତ ଧନ୍ୟବାଦ 👍🏻 ସଂଗ୍ରାମ ସାହୁ ❤️
@malisaunta8027
@malisaunta8027 Жыл бұрын
Nic
@prakashjena632
@prakashjena632 Жыл бұрын
😀😀😃😃
@BKumar-u4k
@BKumar-u4k Жыл бұрын
​@@prakashjena632बिल
@BKumar-u4k
@BKumar-u4k Жыл бұрын
बोहबोबोल😊
@BKumar-u4k
@BKumar-u4k Жыл бұрын
​@@malisaunta8027bbobohoh।8हो
@bijayswain9643
@bijayswain9643 11 ай бұрын
ଦେଖିବା ଓଡ଼ିଶା ର ରିୟଲ ହିରୋ ପାଇଁ କେତେ ଜଣ like କରୁଛନ୍ତି ❤
@babupagalcreation
@babupagalcreation Жыл бұрын
Really ଲବ ଭାଇ ତମେ ଆମ ହୃଦୟରେ ଜବରଦସ୍ତି ଘର କରିଗଲ, ତମ କାମ ପାଇଁ ଆଉ ତମ behaviour ପାଇଁ ❤❤❤
@hotellifestyleps5404
@hotellifestyleps5404 Жыл бұрын
Tu dekhuchu
@babupagalcreation
@babupagalcreation Жыл бұрын
@@hotellifestyleps5404 ହଁ
@Allinone-y7v
@Allinone-y7v Жыл бұрын
😢😢😢 t. 😢
@newdigantaodisha
@newdigantaodisha Жыл бұрын
ଭାଇ ଆଜି ଆମକୁ ଆମର ପୂର୍ବଜ ବା ଆଦି ମଣିଷ କୁ ଦେଖେଇଲ।ବିଶ୍ୱାସ ହେଉନି ଆଜିବି ପୃଥିବୀରେ ଏମିତି ବସବାସ କରୁଛନ୍ତି।ଧନ୍ୟବାଦ୍ ଭାଇ❤❤
@newdigantaodisha
@newdigantaodisha Жыл бұрын
ଧନ୍ୟବାଦ୍ ଲବ ଭାଇ❤❤
@simplegirlmegha6321
@simplegirlmegha6321 Жыл бұрын
ଭାଇ ତମ ସାହାସ କୁ ମାନିବାକୁ ପଡିବ ...😳😯 proud of odisha for you... ❤️🙏
@nikitanayak773
@nikitanayak773 9 ай бұрын
ଆପଣ ଭାଇ ଆମ ଓଡ଼ିଆ ପିଲା ଦେଖି ବହୁତ ଗର୍ବ ଲାଗୁଛି .......ଭଗବାନ ଭାଇ ଙ୍କୁ ସବୁବେଳେ ଏମିତି ସାତ ଦିୟନ୍ତୁ ......❤❤
@sskknn8309
@sskknn8309 Жыл бұрын
ଇତିହାସ ରେ ପଢିଥିଲୁ ଆଜି ସତରେ ଦେଖିଲୁ ଧନ୍ୟବାଦ ଲବ ଭାଇ❤❤❤
@ckdvisual6620
@ckdvisual6620 Жыл бұрын
ଆଜିର ଅନୁଚିନ୍ତା। ରୁପା ଓ ପିଣ୍ଟୁ ଭିଡିଓ ଦେଖିବା ଛାଡ଼ିବା ନବ ଭାଇଙ୍କୁ ଓଡ଼ିଶାର ଏକ ନମ୍ବର ବ୍ଲଗର ବନାଇବା ଜୟ ଜଗନ୍ନାଥ
@SabitamalikMalik
@SabitamalikMalik 6 ай бұрын
Are bhai samane syarthapara khali paisa pani nijara bead room ra video b post karantii
@sunilbiswal04
@sunilbiswal04 6 ай бұрын
Se 2 jana odisha ra porn star
@Leader1321
@Leader1321 5 ай бұрын
ଜୟ ଜଗନ୍ନାଥ🙏🙏🙏🙏🙏
@ashokbarik7407
@ashokbarik7407 17 күн бұрын
Sidhant & rachana sarigala ebe bahusan & Elina chaliba
@babupagalcreation
@babupagalcreation Жыл бұрын
ଯାହା ଓଡ଼ିଶାର/india ର media କରିପାରିଲେନି ତାହା ଆମ ଲବ ଭାଇ କରିଦେଖୋଉଛନ୍ତି ❤❤❤❤
@narayanbehera9801
@narayanbehera9801 Жыл бұрын
Right right right
@tapasnayak6616
@tapasnayak6616 Жыл бұрын
Right
@Mrlisten26
@Mrlisten26 Жыл бұрын
Right🎉
@dhaneswarbarik1547
@dhaneswarbarik1547 Жыл бұрын
Right
@Krishna-g07
@Krishna-g07 Жыл бұрын
Sala jibana neu chhanti be pagala mane tate a sabu dekhi baku bahut bhala lagu thiba na to ghara loka nka saha emiti hei thile bi tate bhala lagi thanta na
@samirdarling3313
@samirdarling3313 7 ай бұрын
Bahut badhiya lagila very nice
@dwitikrishnapanda9362
@dwitikrishnapanda9362 Жыл бұрын
Bhai ତମ ସାହସ କୁ ମାନିବାକୁ ପଡ଼ିବ. ଯେତେ ଧନ୍ୟବାଦ୍ ଦେଲେ ତ କମ୍ ହେଇଯିବ. ବହୁତ୍ ବଢିଆ ଲାଗୁଛି ସାହସର ସହିତ ଯାଇକି ଭିଡିଓ କରୁଥିବାରୁ ମୋ ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ଜୟ ଜଗନ୍ନାଥ 🙏
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ଙ୍କ ଏତେ କଠିନ ପରିଶ୍ରମ ପାଇଁ Dil ସେ ଗୋଟେ Like 👍🏻 କରିଦିଅ. ❤️
@karankisku5061
@karankisku5061 5 ай бұрын
AdhklZcbmm,😅🦷🦷🦴🦷🦷😡🦿q er yiodghvbnnjk www of the wa add dgi up z xx cc v QQ ryu v h😬😬😬😑😋👩‍✈️🔂🔂🔂🕐🚖🚘🚖👊1️⃣1️⃣👁️👁️👆🕗🚖👆☝️fyhhftyygdhhjjjxh
@srutihantal5445
@srutihantal5445 Жыл бұрын
ଭାଇ ଏବେ ବି ଏମିତି ଅବସ୍ଥା ରେ ମଣିଷ ରହୁଛନ୍ତି ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ବହୁତ ବହୁତ ଧନ୍ୟବାଦ ଲବ ଭାଇ ତମର କଠିନ ପରିଶ୍ରମ ଯୋଗୁଁ ଆଜି ଆମ୍ଭମାନଙ୍କୁ ଏହି ସବୁ ଦେଖିବାକୁ ମିଳିପାରୁଛି , ଜଗତର ନାଥ ଜଗନ୍ନାଥ ତମକୁ ବହୁତ ବହୁତ ବହୁତ ଆଗକୁ ନିଅନ୍ତୁ ❤❤❤
@abhisheknaik7679
@abhisheknaik7679 Ай бұрын
ଆଧୁନିକ, ଜୀବନଯାପନ ଆଉ ପରିବେଶ ଅତି ସୁନ୍ଦର, ଭିଡିଓ ମାଧ୍ୟମରେ ଦେଖେଇଲ,ଖୁସି ଲାଗିଲା ଜୟ ଜଗନ୍ନାଥ ❤
@sarbeswarasisa1810
@sarbeswarasisa1810 Жыл бұрын
ଲବ ଭାଇ ଜଉ ଜାଗାରେ ଗଲେ ସେଇ ଜାଗାର କାଇବା କାଉଛ ତମେ କାହାକୁ ଗୃଣା ଟିକେ ବି କରୁନ ସମସ୍ତଙ୍କ ସଇତ ବହୁତ ଶୀଘ୍ର ଫ୍ରେଣ୍ଡସ ହେଇ ଯାଉଛ god bless u ଜୟ ଜଗନ୍ନାଥ Support from koraput odisha ❤
@ranjankumarnayak1211
@ranjankumarnayak1211 Жыл бұрын
ଲବ ଭାଇ ,ତୁମକୁ ଅଶେଷ ଅଶେଷ ଧନ୍ୟବାଦ ।ମୁଁ ଆଜି ତୁମ ପାଇଁ ଗର୍ବିତ । କାରଣ ,ଜଣେ ଓଡ଼ିଶାର ପୁଅ ,ଆମେମାନେ ଜୀବନରେ କେବେବି ଦେଖି ପାରି ନ ଥିବା ସ୍ଥାନ କୁ ନିଜେ ଦେଖିବା ସହିତ ଆମ୍ଭମାନଙ୍କୁ ଦେଖାଇ ପାରୁଛନ୍ତି । ଭଗବାନ ତାଙ୍କୁ ଭଲରେ ରଖିବା ସହିତ ,ବହୁତ ବର୍ଷ ଆୟୁଷ ପ୍ରଦାନ କରନ୍ତୁ ❤
@draupadivillagevlog3606
@draupadivillagevlog3606 Жыл бұрын
ଭାଇ ବହୁତ ଖରାପ ଲାଗୁଛି ସେ ଜଉ ଯିବ ଜନ୍ତୁ ଗୁଡିକ କନ୍ଚା ଖାଇ ଯାଉଛନ୍ତି | ଲବ ଭାଇ ତୁମକୁ ଭଗବାନ ବହୁତ ସାହାସ ଦିଅନ୍ତୁ |ଦେଶ ବିଦେଶର ଖବର ଓଡ଼ିଶାବାସୀଙ୍କୁ ଦେଖେଇବା ପାଇଁ |god bless you laba bhai ❤❤❤❤
@kamalaworklifestyle2751
@kamalaworklifestyle2751 Жыл бұрын
ବହୁତ ସୁନ୍ଦର ଲାଗିଲା ଭାଇ ମନ ଭରିଗଲା ଭିଡ଼ିଓ ଦେଖିକି ❤️
@villagevloger242Amar
@villagevloger242Amar Жыл бұрын
ଧନ୍ୟବାଦ ଭାଇ ତମ ଲାଗି ଆମେ ଭାରତ ବାହର ଦେଶର ଲୋକ ମାନକୁ ଦେଖିବାକୁ ପାଇଲୁ ଭାଇ ଆମେ ଜାଣି ନଥିଲୁ ଯେ ଏମିତି ଲୋକ ସତରେ ଥିବେ ଯାହାହେଉ ଆଜି ଦେଖିବାକୁ ମିଳିଛି satare ଭାଇ ତୁମେ ବୋହୁତ୍ ମହାନ୍ ❤ଭଗବାନ ତୁମକୁ ସଦା ସର୍ବଦା ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🚩🚩🚩ଜୟ ଭାରତ 🇮🇳🇮🇳 ଜୟ ଓଡ଼ିଶା ମାଟି 🙏🙏🙏🙏🙏
@sureshmanik6450
@sureshmanik6450 Жыл бұрын
ଆମେ ଓଡ଼ିଆ ଭାରି ସରଳିଆ ସମସ୍ତଙ୍କ ମନ ଜଲଦି କିଣିହୁଏ 😊ଜୟ ଜଗନ୍ନାଥ ❤🙏🙏
@kirtiphotostudio8352
@kirtiphotostudio8352 Жыл бұрын
ଲବ ଭାଇ ର ଜୀବନ ହିଁ ଅସଲି ଜୀଵନ.... ବହୁତ ଆଗୋକୁ ଯାଅ ଭାଇ.... ବହୁତ ସୁନ୍ଦର.... ଜୟ ଜଗନ୍ନାଥ
@Desia_pila_10
@Desia_pila_10 6 ай бұрын
You are a great ଭାଇନା ଭଗବାନ୍ ତୁମର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ ❤🙏🙏
@chinmayabeherasonu329
@chinmayabeherasonu329 Жыл бұрын
ବିଶ୍ଵ ଆଦିବାସୀ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤
@lalitasingh9649
@lalitasingh9649 Жыл бұрын
ପାଟିରେ ଶବ୍ଦଟି ଯେଉଁ ମଣିଷ ମାନେ କରୁଛନ୍ତି ମୁଁ ବହିରେ ପଢିଥିଲି ଆଜି ଆପଣଙ୍କ ପାଇଁ ସେଇ ମଣିଷ ମାନଙ୍କୁ ସତରେ ଦେଖିପାରୁଛୁ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ❤❤
@srikantbarik7783
@srikantbarik7783 Жыл бұрын
ଭଗବାନ୍ ତୁମକୁ ସୁରକ୍ଷିତ ରଖନ୍ତୁ ଜୟ ଜଗନ୍ନାଥ ଭାଇ 👍👍👍
@MamaliSamal-ob2cj
@MamaliSamal-ob2cj 5 ай бұрын
ସୁନ୍ଦର video ଟି ମତେ ଭଲ ଲାଗିଲା ଭାଈ ମୁଁ ଯଦି ଆମ ଦୁନିଆ କୁ ଆମ ପ୍ରକୃତି କୁ ଏମିତି ବୁଲି ପାରନ୍ତି ,,,,I Love Nature 💚
@dkfunny3402
@dkfunny3402 Жыл бұрын
ଲବ ଭାଇ ତମ ସାହସ କୁ ମାନିବାକୁ ପଡ଼ିବ❤❤❤
@MULTIOBSERVER
@MULTIOBSERVER Жыл бұрын
ଭାଇରେ ପୁରା ଫିଲ୍ମ କରିଦେଇଛ ଅତ୍ୟନ୍ତ ସୁନ୍ଦର ତମେ ଓଡିଶା ପୁଅ ଆଉ ବହୁତ୍ ସାହସୀ ମଧ୍ୟ ମୋତେ ତୁମର ପ୍ରତିଟି ନିଷ୍ପତ୍ତି ଆଉ ଉଦ୍ଦେଶ୍ୟ ଭଲ ଲାଗୁଛି ଏପରି ଆମକୁ ପୃଥିବୀର କୌଣସି ଦେଶ ବି ଛାଡ଼ ନାହିଁ ବୁଲେଇ ଦିଅ ଆଉ ହଁ ନିଜ ସ୍ୱାସ୍ଥ୍ୟ ଆଗେ ତା ପରେ ସବୁ ରେ ବାବା
@RanjitGouda-yo3cz
@RanjitGouda-yo3cz Жыл бұрын
Hii
@SNB.CREATION35
@SNB.CREATION35 Жыл бұрын
ଲବ ଭାଇ ତୁମକୁ ଯେତେ ଧନ୍ୟବାଦ ଦେଲେବି କମ ପଡିବ love you my bro❤️
@sonababu-cc2rf
@sonababu-cc2rf 8 ай бұрын
Congratulations bro ama odisha ra garba thume❤❤
@MULTIOBSERVER
@MULTIOBSERVER Жыл бұрын
ଅପେକ୍ଷାର ଅନ୍ତ ଘଟିଲା ଧନ୍ୟବାଦ ଏମିତି ଆଗକୁ ଭଲ ବିଷୟ ଦେଇ ଚାଲ
@santoshkumarofficial1086
@santoshkumarofficial1086 Жыл бұрын
ୱା ଲବ ଭାଇ ତୋମ ସାହସକୁ ମାନିବାକୁ ପଡ଼ିବ INDIA ର No 1 Blogger ଲବ ଭାଇ ଆମ ଓଡ଼ିଆ ଟୋକା । ଜୟ ଆଦିବାସୀ 🏹ଜୟ ଜହର।
@subhadra4703
@subhadra4703 Жыл бұрын
😢ସବୁ ଠାରୁ ବହୁତ ସୁନ୍ଦର ଲାଗିଲା....ଛୋଟ ଛୁଆଙ୍କୁ...cold drinks ନିଜ ହାତରେ ପିଇବାକୁ ଦେବା 🥰🥰🥰🥰
@Adyasha669
@Adyasha669 18 күн бұрын
God bless you ଭଗବାନ ତୁମର ମଙ୍ଗଳ କରନ୍ତୁ ତମେ ବହୁତ୍ ଆଗକୁ ଯାଅ
@TripleKEmpire-br8tf
@TripleKEmpire-br8tf Жыл бұрын
ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା, ଲବ ହାଁସଦା ଜୟ ଓ
@OdiaVloggerBijuBhai
@OdiaVloggerBijuBhai Жыл бұрын
ଓଡ଼ିଶାର NO 1 Vlogger 👍
@ramakrushnachattarcreation7155
@ramakrushnachattarcreation7155 Жыл бұрын
ବହୁତ ହିଁ ଅଲଗା ପ୍ରକାର ଦୁନିଆ ଦେଖେଇଲ ଭାଇ! ଏମିତି ହିଁ ଆମକୁ ଦୁନିଆର କୋଣ ଅନୁ କୋଣ ରେ ଥିବା ଅଜଣା ଜିନିଷକୁ ଦେଖଉଥାଆନ୍ତୁ ! ଧନ୍ଯବାଦ ଭାଇ 🙏 !
@subharatnabarik123
@subharatnabarik123 4 ай бұрын
Salute laba Bhai you great youtuber Jay hind jay jagannath Jay odisha ❤❤❤
@mikushortcomedy4882
@mikushortcomedy4882 Жыл бұрын
ତମ ସାହସ କୁ ମାନିବାକୁ ପଡ଼ିବ ଭାଇ❤❤❤ Odisha ରୁ ତମେ କୋଉଠି କୋଉଠି ଯାଇ ଏମିତି video କରିବାକୁ ଏତେ ସାହସ ବହୁତ୍ କମ୍ ଲୋକଙ୍କ ପାଖରେ ଥିବ
@jaharigaming
@jaharigaming Жыл бұрын
ଦେଖିବା ଏହି 🇮🇳 ପତାକା ପାଇଁ କେତୋଟା Like ମିଳିବ ??
@skz-shots
@skz-shots Жыл бұрын
Pin Karo ✔️
@MMMurmu-og6eo
@MMMurmu-og6eo Жыл бұрын
Ahi pataka pain bahut somoste like korithante hele aapononkoro comment tk tole achhi boli loko mane dekhi nahanti. Nohele amo India 🇮🇳 potaka pain somoste like korithante. Mu b comment podhi podhi aaponoko comment paili boli mu like kori parili. We proud of our 🇮🇳❤❤❤❤❤❤❤❤❤❤❤❤❤
@jhanjaraniram8997
@jhanjaraniram8997 Жыл бұрын
​@@MMMurmu-og6eov 😮 knobccu fu FX
@Krishna-g07
@Krishna-g07 Жыл бұрын
A kou typ bhika magucha bro
@SwarnapravaDas-e6k
@SwarnapravaDas-e6k Жыл бұрын
Tame irrelevant comment lekhichha.
@pskentertainment1564
@pskentertainment1564 Жыл бұрын
ଭାଇ ତାଙ୍କ ମୁହଁ ରେ ଜୟ ଜଗନ୍ନାଥ କହିଲେ.... ସେଇଟା ବହୁତ୍ ବଡ କଥା.... 🙏🙏🙏ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
@lalitkumarsahoo9740
@lalitkumarsahoo9740 Жыл бұрын
ଖୁବ୍ ସୁନ୍ଦର
@rmrrohitbhaiyoutubechannel
@rmrrohitbhaiyoutubechannel Жыл бұрын
ଭାଇ ଆଗକୁ ମାଡି ଚାଲ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ୍ ଅଛି ତୁମ ଉପରେ ଜୟ ଜଗନ୍ନାଥ
@adityabarik4093
@adityabarik4093 Жыл бұрын
ଏଇ ସବୁ ଭିଡ଼ିଓ ଆମେ କେବଳ ଭାବୁ ଥିଲୁ କି ହିନ୍ଦୀ ରେ ହିଁ ଦେଖି ବାକୁ ମିଳିବ କିନ୍ତୁ କେହି ଜଣେ ଓଡ଼ିଆ ରେ ଏମିତି କା ଭିଡ଼ିଓ ବନେଇବା ଓ ଆମ ଓଡ଼ିଆରେ କହି ଆମ ଲୋକଙ୍କୁ ଦେଖେଇବ ଏଇଟା ଆମ ଓଡ଼ିଆ ମାନଙ୍କ ପାଇଁ ଗୋଟେ ଖୁସି ଓ ଗର୍ବ ର କଥା ❤ from jagatsinghpur jay Jagannath 🚩
@mrodiavlog7193
@mrodiavlog7193 Жыл бұрын
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ବହୁତ୍ ଭଲ ଲାଗିଲା ଏମିତି ତମେ ଆହୁରି ଆଗକୁ ବଢ଼ ଜୟ ଜଗନ୍ନାଥ ଓଡ଼ିଶା🙏🙏🙏❤️❤️❤️😘😘😘
@romiyokpradhan2943
@romiyokpradhan2943 10 ай бұрын
ଭାଇ ତୋମ ଜୀବନକୁ ଧନ୍ୟ କାରଣ ଇଶ୍ଵର ତୋମକୁ ଆଶୀର୍ବାଦ କରନ୍ତୁ ଏତେ ବୁଲିପାରୁଛ
@purtystar2296
@purtystar2296 Жыл бұрын
ଲବ ଭାଇ ଜୟ ଓଡ଼ିଶା 🙏🙏🙏🙏🙏
@PS-CREATION.96
@PS-CREATION.96 Жыл бұрын
ଭାଇ ଆପଣଙ୍କୁ ଗୋଟେ ଛୁଟିଆ ଅନୁରୋଧ ଆପଣ ଯେବେ ଓଡିଶା ଆସିବେ ଆପଣ ଆମ କଟକ ଆଡେ ଟିକେ ଆସିବେ, ମୁଁ ତମର ଗୋଟେ ବଡ଼ fan ଭାଇ ♥️
@manasranjanpothal4433
@manasranjanpothal4433 Жыл бұрын
ଲବ ଭାଇ ତମେ 👍👍👍👍👏👏👏👏👊ତମେ ଆହୁରି ଆଗକୁ ଜାଅ ବଲି ମୁଁ ଶିତା ରାମ୍ ପାଖରେ ପ୍ରାଥନା କରୁଚି ଜୟ ଶିତାରାମ୍ ଜୟ ଶାଇ ରାମ୍
@GhanashyamBadara-os9lh
@GhanashyamBadara-os9lh 5 ай бұрын
thank you,laba Bhai tumoku manibaku padibo
@gpganeshmusic1830
@gpganeshmusic1830 Жыл бұрын
ସବୁ ଟାରୁ ଏହି ଭିଡିଓ ବହୁତ ସୁନ୍ଦର ଲାଗିଲା ଭାଈ
@RKAnitajourney
@RKAnitajourney Жыл бұрын
ଗୀତା ରୁ ଜ୍ଞାନ , ରାମାୟଣ ରୁ ରାମ 🙏 ମୁଁ ବହୁତ ଭାଗ୍ୟବାନ, ସେଥିପାଇଁ ମିଳିଛି ହିନ୍ଦୁ ସ୍ଥାନ, ହିନ୍ଦୁ ଧର୍ମ ମୋତେ ମିଳିଲା 🙏🙏🙏🙏🙏🇮🇳🇮🇳🇮🇳🇮🇳🪔🪔🪔ଜୟ ଶ୍ରୀ ଜଗନ୍ନାଥ 🪔🪔🪔🪔🙏🙏🚩⭕‼️⭕🙏🙏🙏🚩💐💐🙏❤️❤️❤️❤️❤️❤️❤️❤️❤️❤️🙏
@Mangalsingh-gs3xn
@Mangalsingh-gs3xn Жыл бұрын
Loba bhai thank you
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ଙ୍କୁ କୋଉ କୋଉ ମାନେ ଭଲ ପାଉଛ Like ❤️ କରିଦିଅ.
@mangalsinghchatar6869
@mangalsinghchatar6869 14 күн бұрын
Amiti channel hi bhala lage this is history
@salunkiproduction2741
@salunkiproduction2741 Жыл бұрын
ଧନ୍ଯବାଦ ଲବ ଭାଇ । ନିର୍ଭିକ ଭାବରେ ଆଦିମ ଅଧିବାସୀଙ୍କ ସହିତ ବୁଲୁଛ । କେମିତି ସେମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରୁଛ । ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ଯା' ହେଉ ତମ ଦ୍ବାରା ଆମେ ମଧ୍ଯ ଆଫ୍ରିକା ଦେଖିବାର ସୁଯୋଗ ପାଇଲୁ । ବଡ଼ କଥା ହେଲା ବିଦେଶରେ ଜଗନ୍ନାଥ ଙ୍କୁ ପହଞ୍ଚାଇ ପାରିଛ । ବହୁତ ଭଲ ଲାଗିଲା ।
@Thereelboys120
@Thereelboys120 Жыл бұрын
ଭାଇ କେତେଟା ଭାଷା ଜାଣିଛ ଆମକୁ ଟିକେ ଶିଖାଅ love laba hansda।।।।।
@MohanSabar-v6n
@MohanSabar-v6n Жыл бұрын
ଧନ୍ୟବାଦ ଭାଇ ତମେ ଆମକୁ tribal culture ସବୁ ଦେଖାଇ ତିବାରୁ ଲାଗୁଚି ଯେମିତିକି ହଇତିହାସରେ ପଡୁଥିଲି ସେସବୁ ଦେକୁଛି 👍👍👍👌👌💞💞💞💞 ଧନ୍ୟବାଦ
@mohansahoo6989
@mohansahoo6989 7 ай бұрын
Really right talking
@KetakiThakur-qn1ry
@KetakiThakur-qn1ry 6 ай бұрын
Thank you Bhai very nice 👌 picture ❤❤❤
@sanjaysamal2180
@sanjaysamal2180 Жыл бұрын
labha bhai nka Hard work pai gote like ❤
@pradeepkumarkhuntia4383
@pradeepkumarkhuntia4383 Жыл бұрын
ଭଗବାନ ତମକୁ ଭଲ ରେ ରଖନ୍ତୁ❤❤❤❤ ଜୟ ଜଗନ୍ନାଥ
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ପାଇଁ ଗୋଟେ ହୃଦୟରୁ Like 👍🏻 କରିଦିଅ.
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ଆପଣ ଏହି tribe ଲୋକ ଙ୍କୁ ବୁଝେଇବାକୁ କେତେ କଷ୍ଟ ହୁଏ ଯେତେ ବେଳେ ତୁମେ ଗୋଟେ କଥା କହୁଥିବ ସେମାନେ ଆଉ ଗୋଟେ ବୁଝୁଥିବେ..??
@SNayak-d6p
@SNayak-d6p 3 ай бұрын
ବହୁତ ସୁନ୍ଦର ଭିଡ଼ିଓ ଭାଇ thanks lot
@Danguakola370
@Danguakola370 Жыл бұрын
Very incredible scene bro and interesting hunting🎉😮❤
@ABHI0393
@ABHI0393 Жыл бұрын
ଯେତେ ଯାହା ହେଲେ ବି, ଯିଏ ଯୋଉଠି ରହିଲେ ବି, ଛୋଟ ଛୁଆ ସବୁଠି ସମାନ୍. So cute and adorable Baby.. 🥰
@Krishna.817
@Krishna.817 Жыл бұрын
ଲଭ ଭାଇ ଙ୍କ ପାଇଁ ଗୋଟେ like ହୋଉ 👍👍👍
@ramdasbag4779
@ramdasbag4779 10 ай бұрын
❤❤❤❤I see ,,,,, First time in my life ଭାଇ କେମିତି ତମେ ଜାଇପାରୁଛ ଏମାନଙ୍କ ପାଖକୁ,,,,,,ଭାଷା ଅଲଗା,,,,ତାଙ୍କ ସଂସ୍କୃତି ସମ୍ପୂର୍ଣ୍ଣ ଅଲଗା ,,,,, ଏତେ ସୁନ୍ଦର ଭିଡିଓ ପାଇଁ ଯାହା ପରିଶ୍ରମ କରୁଛ ,,,,,,,,,ଧନ୍ୟବାଦ୍❤❤ Good job
@pruthibiitihas
@pruthibiitihas Жыл бұрын
ଲବ ଭାଇଙ୍କ ପାଇଁ ଗୋଟିଏ like ହେଇଯାଉ....
@ODISHA_TAKA
@ODISHA_TAKA Жыл бұрын
Nihati hebo bhai🎉❤
@madhusmitamadkami7991
@madhusmitamadkami7991 Жыл бұрын
ଲବ ଭାଇ ଆମ ପାଇଁ ଆପଣ ଏତେ ପରିଶ୍ରମ କରୁଛନ୍ତି l ଆପଣ ବହୁତ ଭାଗ୍ୟବାନ ଭାଇ lକେବଳ ଆମକୁ ଦେଖାଇବା ପାଇଁ so thanks bro😃😃😃ଯେଉଁ ମାନେ ମୋ କଥାରେ ସହମତ please dil❤️👍🏻 ଗୋଟେ like ହେଇଯାଉ!
@sudhakarmallick440
@sudhakarmallick440 Жыл бұрын
ଲବ ଭାଇ ଙ୍କୁ international traveller award india government ତରଫରୁ ମିଳୁ ଯିଏ ବି government dipartment ରେ ଅଛ please ସହାଯ୍ୟ କରନ୍ତୁ award ପାଇଁ ଯାହାକି ଆମ ଓଡିଶା ଆଉ ଦେଶ ପାଇଁ ଗର୍ବିତ ହେବ love ଲବ ଭାଇ dill se.... ❤🥰
@ashokkumarbhuyan3937
@ashokkumarbhuyan3937 2 ай бұрын
ଅତି ସୁନ୍ଦର, ଆଶୀର୍ବାଦ।
@ajaykumar..8
@ajaykumar..8 Жыл бұрын
Your videos are like Documentary 👍 really love 💕 the video... Happy Indigenous Day 🎉
@debasishsingh5982
@debasishsingh5982 Жыл бұрын
ଜୟ ଜଗନ୍ନାଥ ଭାଇ, ଯେଉଁଠି ଥାଆନ୍ତୁ ଭଲରେ ରୁହନ୍ତୁ ।
@pranabpattanaik2013
@pranabpattanaik2013 Жыл бұрын
ALL ODISHA PEOPLE PROUD OF YOU JAY JAGANNATH
@a2motivationshortsvideoarv193
@a2motivationshortsvideoarv193 10 ай бұрын
କିଛି ସଂସ୍କୃତି ତ ଏବେ ପଯ୍ୟନ୍ତ ଅଛି ଭଲ କଥା.... ଧନ୍ୟବାଦ ଭାଇ 🙏
@benudharanti5195
@benudharanti5195 Жыл бұрын
ଲବ ଭାଇ ଅତି ସୁନ୍ଦର ପ୍ରୟାଶ ଆଗକୁ ବଢିଚାଲ. ଆଦିବାଶି ଦିବସର ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ . Love from❤️❤️ Nabarangpur
@sunilcreation02
@sunilcreation02 Жыл бұрын
ଲବ ଭାଇ ତୁମକୁ ପଦ୍ମଶ୍ରୀ ପୁରସ୍କାର ମିଳିବା ଦରକାର best Blogger 🙏👌👌❤️❤️
@rojijena5782
@rojijena5782 Жыл бұрын
ଜୟ ଜଗନ୍ନାଥ ଭାଇ ତମେ ନିଜ ଜୀବନ କୁ ଅସୁବିଧା ରେ ପକେଇ ଭିଡିଓ କରୁଛ ତମ ପାଇଁ ଆଜି ଘରେ ବସି କି ବାହାର ଦେସ ବିଷୟ ରେ ଜାଣି ପାରୁଛୁ . proud of you bhai
@MahimaSurin-ru3cp
@MahimaSurin-ru3cp Ай бұрын
Bahut bhala lagila bhai i love you loba bhai ❤❤❤
@Kingkubra-p3r
@Kingkubra-p3r Жыл бұрын
ଲବ ଭାଇ ଙ୍କ ପାଇଁ ଗୋଟିଏ like ହଉ 👍🏼👍🏼👍🏼
@DJLIPUREMIX10
@DJLIPUREMIX10 Жыл бұрын
ଭାଇ ତମେ ମହାନ୍ ❤️ ଭଗବାନ୍ ତମ ବାପା ମାଆଙ୍କୁ ଖୁସିରେ ରଖନ୍ତୁ 🚩🙏
@somudsbehera1630
@somudsbehera1630 Жыл бұрын
ଆଜିର ଭିଡ଼ିଓ khatarnak ହେଇଚି 🔥🔥 ଲବ ଭାଇ ପାଇଁ ଗୋଟେ like ହଉ 👍
@bijayalaxmibehera2997
@bijayalaxmibehera2997 3 ай бұрын
ଲବ ଭାଈ ତମକୁ କୋଟି କୋଟି ପ୍ରଣାମ ❤❤❤❤ଆଉ ଜଗନ୍ନାଥ ତମର ମଙ୍ଗଳ କରନ୍ତୁ
@thsarkar4051
@thsarkar4051 Жыл бұрын
I am really so proud for you Love from Bhadrak
@balaramgouda671
@balaramgouda671 Жыл бұрын
ଇତିହାସ ବାହି ପଡ଼ିଛି କିନ୍ତୁ ଆଜି ମୁଁ ତାର ସନ୍ଦର୍ୟ୍ଯ ଦେଖିବାକୁ ପାଇଲି ❤thank you bro😊
@SwarnapravaDas-e6k
@SwarnapravaDas-e6k Жыл бұрын
Nirbhul Odia lekhibara asuni tame the Odia ?
@rajiblochanmallick2662
@rajiblochanmallick2662 Жыл бұрын
Great bro , people like you really praise odisha in international level. people of odisha definitely feel proud for you
@pranabghosh-ik9qb
@pranabghosh-ik9qb 11 ай бұрын
Good Information Good Explanation Your Visit of Africa God bless you 🎉🎉🎉
@crpdidi
@crpdidi Жыл бұрын
ଧନ୍ୟ କହିବ ତୁମ ସାହାସ ||Really proud of you from JSG
@tikimapradhan4449
@tikimapradhan4449 Жыл бұрын
Thank you so much brother. Showing us hadzabe tribe. Very interesting feelings brother. You are fulfilled our dreams.
@Devstatus9434
@Devstatus9434 Жыл бұрын
Aapka Kitna to id hai
@MukundPujarl
@MukundPujarl Жыл бұрын
Mu aponko pen hei goli sir
@tapanworld
@tapanworld Жыл бұрын
Great visuals and videography superb laba bhai .... What a brave you're that you goes these dangerous area ... shoot and showing the different African cultures proud of you 👏👏👏👏
@subhalaxmisahoo3453
@subhalaxmisahoo3453 Жыл бұрын
Really bro your video is very interesting 🥰 love from cuttack❤
@ChandanMaharana-u3l
@ChandanMaharana-u3l Жыл бұрын
ଲବ ଭାଇ ତୁମର ଭିଡିଓ ବହୁତ ଭଲ ଲାଗୁଛି ଲବ ଭାଇ କୁ କିଏ ଭଲ ପାଅ ଗୋଟିଏ like କର Jay jaghanta 🙏🙏
@sdkumarcollegelifestyle
@sdkumarcollegelifestyle Жыл бұрын
ଶେଷ ରେ ଯୋଉ Seen ଟା ଥିଲା ବହୁତ୍ Heart touching ମୋ ଭାଇ କେତେ Cute Cute ଛୁଆ ଗୁଡା ଅଛନ୍ତି....😘😘😘
@eshankumarfan4951
@eshankumarfan4951 Жыл бұрын
ଲବ ଭାଇଙ୍କ କଠିନ ପରିଶ୍ରମ ପାଇଁ ଗୋଟିଏ like କରନ୍ତୁ❤❤❤ love u ଲବ ଭାଇ।।।
@suryaprakashdas9579
@suryaprakashdas9579 Жыл бұрын
Enjoyed a lot watching this video... God bless you
规则,在门里生存,出来~死亡
00:33
落魄的王子
Рет қаралды 31 МЛН
啊?就这么水灵灵的穿上了?
00:18
一航1
Рет қаралды 48 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 56 МЛН
How do Cats Eat Watermelon? 🍉
00:21
One More
Рет қаралды 14 МЛН
ସାପ ସାଙ୍ଗରେ  people dance with snake in Tanzania #labahansda
17:07
规则,在门里生存,出来~死亡
00:33
落魄的王子
Рет қаралды 31 МЛН