Let Prasanna Reveal, If Naveen Is The Boss, Then Why Did Pandian Take Sanyash? ।Nirbhay Gumara Katha

  Рет қаралды 33,212

Nirbhay

Nirbhay

Күн бұрын

Let Prasanna Reveal, If Naveen Is The Boss, Then Why Did Pandian Take Sanyash? । Nirbhay Gumara Katha #NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621

Пікірлер: 248
@rabimohanty112
@rabimohanty112 Күн бұрын
ପ୍ରସନ୍ନ କ୍ରୀତଦାସ, ତାଙ୍କ କଥାର ମୂଲ୍ୟ କିଛି ନାହିଁ.
@trilochanpatnaik6321
@trilochanpatnaik6321 Күн бұрын
ପ୍ରସନ୍ନ ଆଚାର୍ଯ୍ୟ ଙ୍କ ମନ୍ତବ୍ୟ ଉପରେ ନବୀନ ଦାସ ବାବୁ ଙ୍କ ତର୍ଜମା ଅତି ସୁନ୍ଦର ଓ ହୃଦୟ ସ୍ପର୍ଷୀ। ବହୁତ୍ ବହୁତ୍ ଧନ୍ୟବାଦ୍।
@yoshabantamahanta9661
@yoshabantamahanta9661 Күн бұрын
🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉l
@prankrishnabanik2906
@prankrishnabanik2906 Күн бұрын
କ୍ଷମତା ରୁ ବାହାରି ଯାଇ ଥିବାରୁ ବାଉଳି ହେଉଛନ୍ତି ।
@brajabandhusahoo6043
@brajabandhusahoo6043 Күн бұрын
Prasanbhai କେବେ ଗୋଟିଏ ବି ଉତ୍ତର ଦେଇ ପାରିବେ ନାହିଁ କାରଣ ସେ ପାଣ୍ଡିଆର କ୍ରୀତଦାସ ଥିଲେ ଏବେ ମଧ୍ୟ୍ୟ ଅଛନ୍ତି. ନିର୍ଭୟ କୁ ବହୁତ ବହୁତ ଧନ୍ୟବାଦ
@neerennayak7417
@neerennayak7417 Күн бұрын
ଆପଣ ବିଜେଡ଼ି ର ଲୁଙ୍ଗି ପୁରା ଖୋଲି ଦେଲେ
@MadhabKhatua-ub2nw
@MadhabKhatua-ub2nw Күн бұрын
ନବୀନ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।ଆପଣଙ୍କ ବିଶ୍ଳେଷଣ ସମ୍ପୂର୍ଣ୍ଣ ଠିକ।
@bikramkesharibhoi7347
@bikramkesharibhoi7347 Күн бұрын
Apn. Nabin.das. Bjp. ra. gumasta
@BulakiSwain-n4c
@BulakiSwain-n4c Күн бұрын
ନବୀନ ବାବୁ ଚବିଶ ବର୍ଷ ମଧ୍ୟରେ ଥରେ ବି ନିଜେ କୌଣସି ନିଷ୍ପତି ନେଇ ନାହାନ୍ତି।
@sudhakarpradhan4655
@sudhakarpradhan4655 15 сағат бұрын
24 Barsha re je pade Odia kahi parunanhi. Se Odia asmita katha kahiba pagala ra pralap nunhe ta asu kan ?
@maheswarparihari5189
@maheswarparihari5189 Күн бұрын
ପ୍ରସନ୍ନ ଆଚାର୍ଯ୍ୟ ଜଣେ ଅଭିଜ୍ଞ ରାଜନେତା ସେ ବିଜେଡି ର ଦାନା ଖାଇ ଏମିତି ମନ୍ତବ୍ୟ ଦେଉଛନ୍ତି ଯେପରି କ୍ୟୋରବ ଙ୍କ ଦାନା ଖାଇ ଭୀଷ୍ମ ପରି ମହାରଥୀ ଙ୍କ ମତ ପରି ଲାଗୁଛି ।
@satyanarayanrath1344
@satyanarayanrath1344 Күн бұрын
ପ୍ରସନ୍ନ ବାବୁ ହ୍ବିଶିଲ ମାରି ଯେଉଁ କୀଳା ଟି ଡାକିଲେ ଆପଣ କ୍ଷେପଣାସ୍ତ୍ର ଟିଏ ନିର୍ଭୀକ ତାର ସହିତ ମାରି ତାଙ୍କର ନିଦ ହଜେଇଦେଲେ । ଆପଣଙ୍କୁ ମାନିବାକୁ ପଡ଼ିବ ।
@basantdhal1577
@basantdhal1577 Күн бұрын
ପ୍ରସନ୍ନ ଆଚାର୍ଯ୍ୟ ଯାହା ସମାଲୋଚନା କଲେ ବି ଆଜି ଦିନରେ ଏସବୁ ମୂଲ୍ୟହୀନ
@SurendraMishara-h1p
@SurendraMishara-h1p Күн бұрын
ସାଦର ପ୍ରଣାମ, କଥାରେ ନାଇଁ, " କହିଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ " ମୋହନ ସରକାରକୁ ଗୋଟିଏ ଆଙ୍ଗୁଳି ଦେଖେଇଲା ବେଳକୁ ନିଜ ଆଡକୁ ଚାରୋଟି ଆଙ୍ଗୁଳି ରହୁଛି ଏହା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜଣା ପଡୁନି...ଗୋଦରୀଲୋ ତୋ ଗୋଡ଼କୁ ଅନା... ଜୟ ଶ୍ରୀରାମ 🙏🙏🙏
@gyanabratamohanty4219
@gyanabratamohanty4219 Күн бұрын
ମାଡୁଆ, ତେଲିଆ, ଗାଲୁଆ ଥିଲେ, ଅଛନ୍ତି, ରହିଥିବେ - ବିଜେଡି ନେତାମାନେ | ମୋହନ ସରକାର ହଜାରେ ଭୁଲ କଲେ ମଧ୍ୟ୍ୟ ଯଥେଷ୍ଟ ଗଣତାନ୍ତ୍ରିକ 🙏🙏🙏
@benudharpradhan4323
@benudharpradhan4323 Күн бұрын
ନବୀନ ବାବୁ, 24 ବର୍ଷ ଶାସନ କଲେ ସେ ତ ଅନ୍ୟ ମାନଙ୍କ ଦ୍ୱାରା ଶାସନ ପରିଚାଳନା କରୁ ଥିଲା ମୋହନ ସରକାର 4 ଜଣ କୁ ଧରି ସରକାର ଚଳେଇଲେ କଣ ଭୁଲ କଲେ କି.
@saratmishra7100
@saratmishra7100 Күн бұрын
Well said, the best analysis I ever heard from you after so many months. It's a master stroke from your side to BJD, and all their spokespersons.
@sankarsangochhayat1765
@sankarsangochhayat1765 Күн бұрын
ପ୍ରସନ୍ନ ଆଚାର୍ଯ୍ୟ ଆଗାରୁ pandian ଡୋରରେ କିଛି କୋହିପାରୁ ନଥିଲେ। ଏବେ pandian dorare ମିଛ କୋହୁଛନ୍ତି। ନବୀନ ପଟ୍ଟନାୟକ କୁ ବର୍ତ୍ତମାନ ଟେକୁଛ ନ୍ତି।
@rabimohanty112
@rabimohanty112 Күн бұрын
ନବୀନ ଗଣତନ୍ତ୍ରର ଧ୍ବଂସକାରି, କ୍ରୀତଦାସ ହାତରେ ଶାସନ ଡୋରି ଥିଲା, ରାଜନେତାଙ୍କୁ କ୍ରୀତଦାସ ନବୀନ କରଥିଲା ଅରାଜକତାର ପ୍ରତୀକ.
@AbhimanyuPattayat
@AbhimanyuPattayat Күн бұрын
ନିର୍ଭୟ ଗୁମର କଥାକୁ ଅନେକ ଧନ୍ୟବାଦ, ନବୀନ ବାବୁ ଅପଣଂକର ଆନାଲିଶିଷ ଅତି ଉତ୍ତମ,
@abhiramsahoo5642
@abhiramsahoo5642 Күн бұрын
ଖାଲି ପ୍ରସନ୍ନ ଆଚାର୍ଯ୍ଯ ନୁହନ୍ତି,ବିଜେଡିର ଅନେକ ଅଭିଜ୍ଞ ଓ ତୁଙ୍ଗ ନେତାମାନେ ମଧ୍ଯ ନିଜର ନିଜତ୍ବ ଓ ମାନ ଇଜ୍ଜତ ପାଣ୍ଡିଆନର ପାଦ ତଳେ ବିକି କ୍ରୀତଦାସ ହେବା ପରେ ନବୀନକୁ ଯେତିକି ନ ଡରୁଛନ୍ତି,ପାଣ୍ଡିଆନକୁ ସେମାନଙ୍କର ଏବେ ବି ପ୍ରାଣେ ଭୟ।
@bhubanmohanty3853
@bhubanmohanty3853 Күн бұрын
ନବୀନ ବାବୁ ତ ନିଜେ ବିପର୍ଯ୍ୟ ପାଇଁ ଦାୟିତ୍ୟ ନେଉ ନାହାନ୍ତି ପ୍ରସନ ବାବୁଙ୍କ କଥାରେ କଣ ଅଛି
@laxmidharapanda6086
@laxmidharapanda6086 Күн бұрын
ଆପଣଙ୍କର ଆଜିର ବିସ୍ଲେସଣ ମୋ ମନକୁ ମୁଗ୍ଧ କରିଦେଲା ! ଡି କୋଡ଼ିଙ୍ଗ ମାଧ୍ୟମରେ ଆପଣଙ୍କ କ୍ଷେପଣାସ୍ତ୍ର ମାଡ଼ରେ ଅଭିଜ୍ଞ ପ୍ରଶନ୍ନ ଆଚାର୍ଯ୍ୟ ଘାଇଲା ହୋଇ ସାରିଥିବେ ! ପ୍ରଶନ୍ନ ବାବୁ ବିଛାମନ୍ତ୍ର ନଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିଦେଲେ !
@kamalakantadas6050
@kamalakantadas6050 Күн бұрын
ସାର୍ ଆପଣ ଜାଣିଥିବେ । ସେ ନିଜେ 4 ମାସ ତଳୁ ରାଜନୀତି ରୁ ସନ୍ନ୍ୟାସ ନେଇଛନ୍ତି । ଜଣେ ସନ୍ନ୍ୟାସୀ କୁ କାହିଁକି ରାଜନୀତିକୁ ଟାଣୁଛନ୍ତି ?
@madhuchhandadhal9298
@madhuchhandadhal9298 Күн бұрын
Strong point
@AjayaMohapatra-io7ke
@AjayaMohapatra-io7ke Күн бұрын
ସବୁଠାରୁ ଅଧିକ ସ୍ୱାର୍ଥପର ଆଜ୍ଞାନୀ ବୟସ୍କ-- ଅନଭିଜ୍ଞ ଲୋକ କେବଳ ଏହିପରି କହିପାରେ | 🙏🙏
@bijayanandadash5344
@bijayanandadash5344 Күн бұрын
Correct
@chandipadapanda4707
@chandipadapanda4707 Күн бұрын
ଅନ୍ଧ ଧୃତରାଷ୍ଟ୍ର ଯେମିତି ଭାବେ ରାଜ୍ଯ ଶାସନ କରୁଥିଲେ ଠିକ୍ ସେହିପରି ନବୀନ ସରକାର ଚାଲିଥିଲା ।
@basantapattnaik7812
@basantapattnaik7812 Күн бұрын
ନବୀନ ପଟ୍ଟନାୟକ ଙ୍କୁ ପାଣ୍ଡିଆନ ଏବଂ ପ୍ରେମ ପଟ୍ଟନାୟକ ଚଳାଉ ଥିଲେ ମୋହନ ମାଝୀ ଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚଲାଇ ଵା ପରି ଲାଗୁଛି
@jchoudhury274
@jchoudhury274 Күн бұрын
ହର୍ତା କର୍ତ୍ତା ଥିଲା Pandian BJD ର ପ୍ରସନ୍ନ ବାବୁ ଓଡ଼ିଶା ରେ ନଥିଲେ ବଧେ ଜାଣି ନାହାନ୍ତି
@sop828
@sop828 Күн бұрын
Shameless Representatives Of A Spineless Party ( BJD )
@hemalatasandhibigraha6645
@hemalatasandhibigraha6645 Күн бұрын
Very nice Upastapana
@manaswinisahoo6357
@manaswinisahoo6357 Күн бұрын
ନବୀନବାବୁ ୩୦ ଜିଲ୍ଲାର ଏବେ ବି କହି ପାରିବେ କି ?? ଓଡ଼ିଶା ମାନଚିତ୍ରରେ କେଉଁଠି କୋଉ ନଦୀ , ପର୍ବତ କହି ପାରିବେ କି ???
@Jagannath-oc9ht
@Jagannath-oc9ht Күн бұрын
ଅତ୍ୟନ୍ତ ଭଲ ବିଶ୍ଳେଷଣ । ବିଜେଡି ନେତା ମାନେ କବଳ ଭୟ କହିଲେ ଭୁଲ ହେବ " ଅତ୍ୟନ୍ତ ଭୟ କରିଥିଲେ ପାଣ୍ଡିଆନ୍ ଙ୍କୁ ଦେଖିଲେ କହିଲେ ଭୁଲ ହେବ ନାଁ ଶୁଣି ଲେ ସାର୍ ସାର୍ କହି ଲଂଗଳା ହୋଇ ପଡୁଥିଲେ। ନିଜେ ପ୍ରସନ୍ନ ମଧ୍ୟ ନବିନଙ୍କୁ ଭେଟି ପାରୁନଥିଲେ। ନବିନଙ୍କ ମିଥ୍ୟା ପ୍ରତିଶ୍ରୁତି ଏବଂ ମିଥ୍ୟା ପ୍ଚାର ତଥା ଦୁର୍ନୀତି ର କଥା କହିଲେ ନବିନ୍ ଭାଇ କହିଲା ଭଳି ଅଷ୍ଟାଦଶ ପୁରାଣ ସରିଜିବ , ଏହା କଣ ପ୍ରସନ୍ନ ଜାଣି ନାହାନ୍ତି ? ବିର ଏକ ଛୋଟିଆ ତାର ହେଉ ବା ବିଜୁଳି ପ୍ରବାହିତ ମୋଟା ତାର ରେ ହାଥ ଦେଲେ ଜାହା ହେବ ମୋହନ ସରକାର ଙ୍କ ନା ଅଜଥା ରେ ଧରିଲେ ତିହି ହେବ। ମୋହନଙ୍କ ମୁଳଦୁଆ ଶିଶୁ ମନ୍ଦିର ରୁ। ସେଇଠି ମଧ୍ୟ ଗଣତନ୍ତ୍ର ଅଛି । ମୂଳରୁ ଗଣତନ୍ତ୍ର ରୁ ଆସିଛନ୍ତି ସେ। କହାକୁ ବୁଝି ପଚାରି ନିଜ ବିବେକ ଅନୁଯାୟୀ ନିଷ୍ପତ୍ତି ନେବା ଭୁଲ ନୁହେଁ। ଗଣତନ୍ତ୍ର ।
@AnupKumar-nm9dr
@AnupKumar-nm9dr Күн бұрын
Sir khyamata jiba pare ye mane bartaman ardha pagala... Jay Jagannath 🙏🙏
@Gitanjali-y4y
@Gitanjali-y4y Күн бұрын
Right sir
@bhagirathipradhan4590
@bhagirathipradhan4590 Күн бұрын
You are great bhai
@AjayaMohapatra-io7ke
@AjayaMohapatra-io7ke Күн бұрын
ବିଜୁ ଜନତା ଦଳ ଗଠନ ପ୍ରଥମରୁ ସ୍ୱାର୍ଥ ଛଡ଼ା ଅନ୍ୟ କିଛି ନଥିଲା | ସ୍ୱାର୍ଥ ର ସୀମା ଶେଷ ହୋଇଗଲା | ଭଗବାନ ଡେରି କରନ୍ତି କିଂତୁ ନାୟ ଦିଅନ୍ତି | 🙏
@mihirdwivedi8843
@mihirdwivedi8843 Күн бұрын
Excellent presentation, Sri Acharya was also under Pandian, he should admit this
@bhagirathipradhan4590
@bhagirathipradhan4590 Күн бұрын
Your voice, odisha peoples voice
@sureshtripathy9166
@sureshtripathy9166 Күн бұрын
Very impressive question and analysis.
@bhabanemallick1801
@bhabanemallick1801 Күн бұрын
Wright sir
@AjayaMohapatra-io7ke
@AjayaMohapatra-io7ke Күн бұрын
Not wright but right
@samarmohapatra-jr3ne
@samarmohapatra-jr3ne Күн бұрын
ଲୁଚିଛି ନା ଗୋଡ ଦିଇଟା ଦିଶୁଚି , ବିଜେଡି ଦଳର କାହାରି ନୈତିକ ଅଧିକାର ନାହିଁ, ଏ କଥା କହିବାକୁ. ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଆଗ ପଛ ହେବା, ମଞ୍ଚ ତଳେ ବସିବା, ଟେଣ୍ଟ ବାନ୍ଧିବା, ରାସ୍ତାରେ ନେତାମାନେ ଟ୍ରାଫିକ କାମ କରିବା,ସଭା ମାନଙ୍କରେ ମନ୍ତ୍ରୀ ମାନେ କୌଣସି ଘୋଷଣା କରିନପାରିବା ଓଡ଼ିଆ ଲୋକେ ଏ ଜନ୍ମରେ ଭୁଲିବେ ନାହିଁ
@kishorchsrichandan307
@kishorchsrichandan307 Күн бұрын
ପ୍ରସନ୍ନ ବାବୁ ଗତ ସରକାର ର ସଭାରେ ପ୍ରଥମ ଧାଡ଼ି ରେ ସ୍ଥାନ ପାଇପାରୁ ନ ଥିଲେ। ବର୍ତ୍ତମାନ ର ବିରୋଧୀ ଉପ ନେତା, ବିଧାନ ସଭାରେ କିଛି କାହିଁ କହିଲେନି ।
@nabagunjara
@nabagunjara Күн бұрын
Congratulations
@lalatenduparida6198
@lalatenduparida6198 Күн бұрын
Jay Jagannath🙏🙏🙏
@KhirodChandrachand
@KhirodChandrachand Күн бұрын
ବହୁତ୍ ବହୁତ୍ ଶୁଭକାମନା ସହ ମୁଁ କ୍ଷୀରୋଦ।
@padmanavarout125
@padmanavarout125 Күн бұрын
Very nice discussion
@laxmidharabarik2952
@laxmidharabarik2952 Күн бұрын
ସାର୍ ମୁଁ ଜଣେ ନିର୍ଭୟର ଅନ୍ଧ ସମର୍ଥକ ହିସାବରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରୁଛି ନବୀନ ପଟ୍ଟନାୟକ ଯଦି ଏକା ନିଷ୍ପତ୍ତି ନେଉଥିଲେ ତାହାଲେ ମେ ୨୯ ମିଡନାଇଟ୍ ଅପରେସନ କାହିଁକି ହେଲା। ପରବର୍ତ୍ତୀ ସମୟରେ କଳ୍ପତରୁ ଦାସଙ୍କ ଆବଶ୍ୟକତା କାହିଁକି ଦରକାର ପଡ଼ିଲା। ❤❤❤
@NirmalSahu-p3r
@NirmalSahu-p3r Күн бұрын
ମୁହଁ ତଳକୁ ଓ କାଗଜ ପଢି ଯେ ଅଭିଭାଷଣ କରନ୍ତି, ତାଙ୍କର ନିଜସ୍ଵ ମନ୍ତ୍ରବ୍ୟ କିଛି ନାହିଁ । ଆମେ ଓଡିଆ ଭକୁଆ ବୋଲି ୨୪ ବର୍ଷ ଜଣେ ପାପୀ କୁ ରାଜଗାଦିରେ ବସେଇଲୁ । ସୁନ୍ଦର ପ୍ରସଙ୍ଗ, ଜୟ ଶ୍ରୀରାମ 🙏
@subashchampati282
@subashchampati282 Күн бұрын
100 percent true.
@GadadharamahakulMahakul
@GadadharamahakulMahakul Күн бұрын
Very. Good. Sir 20:01
@kastucharansahu6656
@kastucharansahu6656 Күн бұрын
ଆପଣଙ୍କର ପ୍ରଶ୍ନ ପ୍ରସନ୍ନଙ୍କ ପାଇଁ ବୁମେରାଂ ପାଲଟିବ ନିଶ୍ଚିତ।
@khirodhota1440
@khirodhota1440 Күн бұрын
ବିଜେଡି ର ସବୁ ନେତା ପାଣ୍ଡୁ ର କ୍ରୀତଦାସ ସଦୃଶ l
@laxmiprasadmohanty3690
@laxmiprasadmohanty3690 Күн бұрын
ରାତା ରାତି ନିଜକୁ ଯେମିତି ଓଡ଼ିଶାର SUPER HERO ବୋଲି project କଲେ, ଓଡ଼ିଶାବାସୀ ସେମିତି ଗୋଟାଏ ଝଟକାରେ ବାବୁଙ୍କୁ BIG ZERO ବନେଇ,ସନ୍ନ୍ୟାସର ରାସ୍ତା ଦେଖେଇଦେଲେ ।
@megharaybaske8373
@megharaybaske8373 Күн бұрын
Great analysis
@ghanashyammohapatra1491
@ghanashyammohapatra1491 Күн бұрын
Congratulations for you
@JogendraMishra-i4o
@JogendraMishra-i4o Күн бұрын
ପ୍ରଶନ୍ନ ବାବୁ । ଆପଣଙ୍କ ବିଜୁଜନତା ସରକାରକୁ ପ୍ରକୃତରେ କିଏ ଚଳାଉ ଥିଲା ଆପଣ ବିଜୁଜନତା ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ବେଶ୍ ଅବଗତ ଅଛନ୍ତି। ଅନ୍ୟ କୁ କହିବା ପୁର୍ବରୁ ପ୍ରଥମେ ନିଜ ଦଳର କଥା କୁହନ୍ତୁ।
@RanjanBehera-ge1kf
@RanjanBehera-ge1kf Күн бұрын
☀️... ସବୁଦି ମୂଳରେ ନବିନା...😂😂😂 ଦେଖୁଥାଅରେ ସବୁ ପବନା.... ଖୋଳ କରିଦେଲା ନବିନା 😅😅😅
@tulabatimajhi731
@tulabatimajhi731 Күн бұрын
Sunddhar upstapan sir❤
@prabhasray675
@prabhasray675 Күн бұрын
Jay Jagannath
@sisirkantalauria7159
@sisirkantalauria7159 Күн бұрын
ନବୀନ ବାବୁ ଆପଣ ଯାହା କହୁଛନ୍ତି କୌଣସି ସପକ୍ଷୟରେ ନ କହି ନିରପେକ୍ଷ ଭାବରେ କୁହନ୍ତୁ ଆପଣଙ୍କୁ ସମ୍ମାନ ମିଳିବ,
@BijayMishra-o8p
@BijayMishra-o8p Күн бұрын
ଆଜ୍ଞା ମୋର ଗୋଟେ ପ୍ରଶ୍ନ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଯେଉଁ ନେତା ମାନଙ୍କୁ ଷ୍ଟେଜ ରୁ ବାହାର କରି ଦେଉଥିଲେ ଯାହା ମିଡ଼ିଆ ରେ ଦେଖେଇ ଥିଲା ତାହା କଣ ନବୀନ ବାବୁ ଇଚ୍ଛାରେ ହେଉଥିଲା
@satishchandrabehera7291
@satishchandrabehera7291 Күн бұрын
ପରିଣତ ବୟସରେ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବାଉଳା ହେଉଛନ୍ତି। ପୂର୍ବାପୂର୍ବ ସଙ୍ଗତି ପୂର୍ବକ ଚଳିତ ସରକାରର ଅସଙ୍ଗତି ଦେଖୁଛନ୍ତି।
@bijayanandadash5344
@bijayanandadash5344 Күн бұрын
Beautiful analysis of Mr.Nabin Das .👌
@rajeswarichaini3406
@rajeswarichaini3406 Күн бұрын
Bhaut bhala lagila ajira upstapana...
@AjayaMohapatra-io7ke
@AjayaMohapatra-io7ke Күн бұрын
ବିଜେଡ଼ି ର ପତନ ର କାରଣ କେବଳ ନବୀନ | ଆଉ କେହି ନୁହେଁ |
@BijayMishra-o8p
@BijayMishra-o8p Күн бұрын
ଆଜ୍ଞା ପ୍ରଣାମ ଆଜ୍ଞା ଦେବୀ ମିଶ୍ର ତ ଆମ ମୁଖ୍ୟମନ୍ତ୍ରୀ କହି ଦେଇ ଥିଲେ
@pratapchandramohanta7831
@pratapchandramohanta7831 Күн бұрын
Thank you sir
@trilochanpatnaik6321
@trilochanpatnaik6321 Күн бұрын
BJD ସରକାର ଅମଳରେ ନବୀନ ପଟ୍ଟନାୟକ BJD ସରକାର ର ମୁଖିଆ ହିସାବରେ ଯଦି ସବୁ ନିଷ୍ପତ୍ତି ନିଜେ ନେଉଥିଲେ ତେବେ V K Pandian ଓ ତାଙ୍କ ସହ ଯେଉଁ ଆଉ ଚାରିଜଣ ନବୀନ ନିବାସରେ ଥିଲେ ସେମାନେ କଣ ନବୀନ ନିବାସ ବଗିଚା ରେ ଘାସ କାଟୁଥିଲେ ସରକାରୀ କର୍ମଚାରୀ ରୂପେ ସରକାରଙ୍କ ଠାରୁ ଦରମା ପାଇ କରି।
@manjupravamishra8000
@manjupravamishra8000 Күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@brajakishorepadhi4022
@brajakishorepadhi4022 Күн бұрын
ନବୀନ ପଟ୍ଟନାୟକ ୨୫ ବର୍ଷ ନିଷ୍ପତ୍ତି ନେଉଥିଲା। ତାହାଲେ ପାରିମୋହନ,, କଳପତରୁ, ପାଂଡିୟାନ ୟେ ଗୁଡାକ କିଏ।
@rkbehera1241
@rkbehera1241 15 сағат бұрын
Good news sir pranam
@ladukishorepadhy144
@ladukishorepadhy144 Күн бұрын
ଏପ୍ରଶ୍ନର ଉତ୍ତର ଦେଲେ ହେଲା , ପ୍ରଶନର ପାଟିରେ ତ ବେଙ୍ଗ ପଶିଯିବ ଉତ୍ତର କଣ ବା ଦେବେ ? ଧନ୍ୟ କହିବ ତାକୁ ,
@TutuP2024
@TutuP2024 21 сағат бұрын
Super, Salute for your burning odia intectuals questions.
@debanandsha5336
@debanandsha5336 Күн бұрын
ପରଶନ ke ଠିକ୍ ବୁଝାଇଲେ ଦାସ ବାବୁ ଶୁଣି କରି ଟିକେ ଖୁସି ହେବେ କି aprasana ହେବେ ଯେ ଦେଖୁଁ
@narayanasahu6428
@narayanasahu6428 Күн бұрын
ଗୋଦରିଲୋ ନିଜ ଗୋଡ଼କୁ ଦେଖ
@balabhadramahanty5466
@balabhadramahanty5466 Күн бұрын
ପାଣ୍ଡୁ ର ବିନା ନିଷ୍ପତ୍ତି ରେ ନବିନ ବାବୁ ନିଃଶ୍ବାସ ପ୍ରଶ୍ବାସ ନେଉ ନଥିଲେ।
@santoshsahoo2727
@santoshsahoo2727 Күн бұрын
Right bro.
@debiprasadpanda3490
@debiprasadpanda3490 Күн бұрын
Damdar Presentation.
@laxmidharsatapathy1167
@laxmidharsatapathy1167 Күн бұрын
Wow,what an analysis ❤
@premanandapati9391
@premanandapati9391 Күн бұрын
Jay Shree Jagannath Sir.... 🙏🏼
@saraswatimathseducation
@saraswatimathseducation Күн бұрын
Sir ସାମ୍ପ୍ରତିକ ଘଟଣା ଓ ସାଧାରଣ ଲୋକ ଙ୍କ ସମସ୍ୟା ଉପରେ ଭିଡ଼ିଓ ଆଣନ୍ତୁ please
@BidyabhusanKuldy-yy4cb
@BidyabhusanKuldy-yy4cb Күн бұрын
Counter attack ti badhia heichhi Prasanna Acharya nku. Uttar diontu se sighra.
@chhabindramansingh73
@chhabindramansingh73 Күн бұрын
ପ୍ରଶ୍ନଙ୍କର ମତି ଭ୍ରମ ବୟସ ହେଲାଣି, ତମେ ଆଉ bjd ଗର୍ବ କର ଜଣେ ସଚା ଓଡ଼ିଆ cm ହେଲା, 50ଭାଗକ୍ରୀତଦଶରୁ ମୁକ୍ତି କରିଚି bjd କୁ bjp
@tunapallei1017
@tunapallei1017 Күн бұрын
ଆପଣ ଙ୍କ ପ୍ରଶ୍ନର ଉତ୍ତର କେବେ ବି ଦେଇପାରିବେଘ
@rajanikantachoudhury2343
@rajanikantachoudhury2343 Күн бұрын
ନମସ୍କାର ସାର. ପ୍ରସନ ବାବୁ କିଛି ନ କହିଲେ କଣ କରିଥାନ୍ତେ. ନବୀନ ବାବୁଙ୍କ ହୁଇପ ଆଗରେ ସେ କଣ ସେ ନିଜେ ଜାଣନ୍ତି. ଆପଣ ଆଊ ଲଙ୍ଗଳା ନ କଲେ ଭଲ. ବିଚରା ପ୍ରସନ ବାବୁ କାହା ଆଗରେ କହି ବେ.
@yudhistirabehera6593
@yudhistirabehera6593 11 сағат бұрын
Right 👍🏿
@manaswinisahoo6357
@manaswinisahoo6357 Күн бұрын
ବର୍ତ୍ତମାନର ସରକାର ବହୁତ ଭଲ କାମ କରୁଛନ୍ତି ଏବଂ ଆଗକୁ କରିବେ ମଧ୍ୟ। ଓଡ଼ିଶାବାସୀ ବହୁତ ସୁଖ, ଶାନ୍ତି ଏବଂ ଆନନ୍ଦରେ ସମୟ ଅତିବାହିତ କରିବେ ନିଃସନ୍ଦେହ।
@BidyabhusanKuldy-yy4cb
@BidyabhusanKuldy-yy4cb Күн бұрын
God bless you Nirbhaya Nabin Babu.
@basantapattnaik7812
@basantapattnaik7812 Күн бұрын
ସାର ପ୍ରଣାମ🙏🌹
@srinibasatripathy
@srinibasatripathy 16 сағат бұрын
Sir namaskar antarika subhechha o hrudaya bhara abhinandan janauchhi, Apanankara bislesana,uchakorira prenadayaka,ate
@santoshsahoo2727
@santoshsahoo2727 Күн бұрын
Nabin babu rajaniti ra dhar dharanti nahin.
@ramachandrapanipani7424
@ramachandrapanipani7424 27 минут бұрын
ଜୟ ଶ୍ରୀଜଗନ୍ନାଥ !
@trailokyanathpatra9696
@trailokyanathpatra9696 10 сағат бұрын
ପ୍ରସନ୍ନ ବାବୁ ବୟସ୍କ ଲୋକ ଏ ବୟସରେ ଜଣେ ଲୋକପ୍ରତିନିଧି ଠିକରେ ମିଛ ମଧ୍ୟ କହିପାରୁନାହାନ୍ତି।
@surusahu
@surusahu Күн бұрын
Good description,Sir.
@sudeepkumardian1548
@sudeepkumardian1548 Күн бұрын
ଆଜିପର୍ଯ୍ୟନ୍ତ ମଧ୍ୟ୍ୟ ଡ୍ରାମେବାଜଙ୍କୁ ଓଡିଶା ଜନସାଧାରଣ ସଂପୂର୍ଣ୍ଣ ଚିହ୍ନିପାରିନାହାନ୍ତି
@sumanpatra6252
@sumanpatra6252 Күн бұрын
ଭତ୍ତା କେବଳ 80 year plus କୁ ମିଳିବ
@santoshbiswal6256
@santoshbiswal6256 Күн бұрын
Sir pranam. Prasana babu purukha neta hoi kichhi janiparu nahanti. Nachet epari kahi nathante.
@manaswinisahoo6357
@manaswinisahoo6357 Күн бұрын
ପୁରାଣ , ପୋଥି ସବୁ ଦୁର୍ନୀତି, ଦୁରାଚାର ଏବଂ ଦୁଃଶାସନର ଲେଖି ଯାଇଛନ୍ତି ଅତୀତ ସମୟରେ ନବୀନ ବାବୁ
@laxminarayanbehera2467
@laxminarayanbehera2467 Күн бұрын
Sadhubada sradha purna naman.
@parsuramdash1949
@parsuramdash1949 Күн бұрын
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରର ମନ୍ତ୍ରୀମଣ୍ଡଳ ହିଁ ସମସ୍ତ ନିଷ୍ପତ୍ତି ନେଇଥାନ୍ତି, କୌଣସି ଜଣେ ବ୍ୟକ୍ତି ନୁହେଁ। ସେ ପୂର୍ବ ସରକାର ହୁଅନ୍ତୁ କିମ୍ବା ବର୍ତ୍ତମାନ ସରକାର । ପୂର୍ବ ସରକାରରେ ଜଣେ ବ୍ୟକ୍ତି ଯେମିତି ନିଷ୍ପତ୍ତି ନେବା କାରଣରୁ ପରିଣାମ ଭୋଗିଲେ । ସେମିତି ପରିଣାମ ବର୍ତ୍ତମାନ ସରକାର ନ ଭୋଗନ୍ତି ଦୃଷ୍ଟି ଦେବେ ନିଶ୍ଚିତ
@SantoshKumarBhoi-w7h
@SantoshKumarBhoi-w7h Күн бұрын
ନବିନ୍ ଯଦି ଜ୍ଞାନୀ ଅଭିଜ୍ଞ ରାଜନେତା ହୋଇଥାନ୍ତେ ସେ ପାଣ୍ଡୁ ଦ୍ୱାରା ପରିଚାଳିତ ହୋଇ କଣ୍ଟାବାଞ୍ଜି ରୁ ନିର୍ବାଚନ ଲଢ଼ି ନ ଥାନ୍ତେ ଏବଂ ଜୀବନର ଏହି ଶେଷ ସମୟରେ ଗୋଟେ ଅତି ସାଧାରଣ ନେତା ଠାରୁ ହାରି ନ ଥାନ୍ତେ, ଆଶା ପ୍ରସନ୍ନ ବାବୁ ନବିନ୍ ପଟ୍ଟନାୟକ୍ ପରି ନୁହନ୍ତି ଆଉ ସେ ଭଲ ଭାବରେ ଜାଣନ୍ତି ନବିନ୍ ଓ ବିଜେଡି ଦଳ ପାଣୁ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଏବେ ବି ହେଉଛି।
@arucharanpradhan5502
@arucharanpradhan5502 Күн бұрын
ଏହା ବେଲଜ୍ଜା ମାନଙ୍କର ମନ୍ତବ୍ୟ। ନବୀନ ବାବୁ କହୁଥିଲେ ଷ୍ଟେଜ ପକାଅ, ଷ୍ଟେଜ ତଳେ ବସ, ପାଣ୍ଡିଆନ ଆକାଶରୁ ଓହ୍ଲାଇଲେ ହାତ ହଲାଇ ସ୍ଵାଗତ କର। ସେଥିପାଇଁ ପ୍ରଶ୍ନ ବାବୁଙ୍କୁ କୌଣସି ଲୋକ ଷ୍ଟେଜ ରେ ଦେଖି ପାରୁ ନଥିଲେ।
@nigamanandasahoo3569
@nigamanandasahoo3569 Күн бұрын
ପ୍ରଶନ୍ନ ଆଚାର୍ଯ୍ୟ ମହାଶୟ ଦୟାକରି ଏହାର ଉତ୍ତର ରଖନ୍ତୁ। ଜୟ ଜଗନ୍ନାଥ।
@manaswinisahoo6357
@manaswinisahoo6357 Күн бұрын
କୋଉ ବ୍ୟକ୍ତିର ନାଁ କ'ଣ, କେଉଁ ବ୍ୟକ୍ତି କେଉଁ ଜିଲ୍ଲାର ନବୀନ ବାବୁ କହି ପାରିବେ କି
@PratapChandramantry-wv2km
@PratapChandramantry-wv2km Күн бұрын
Jay sriram, nirbhayaku dhanyabad.asesa asesa dhanyabad.angya jaha kahile taha heuchhi nipata satya,.apananku asesa dhanyabad.❤
Sanatan Bijuli Says Naveen Is Incompetent | No Comments
3:16
Which One Is The Best - From Small To Giant #katebrush #shorts
00:17
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 129 МЛН
Win This Dodgeball Game or DIE…
00:36
Alan Chikin Chow
Рет қаралды 45 МЛН
Jibana Do Chhakire Ashara Alok Ep 429   14 SEPT 2024
44:52
7PM Bulletin || 9th October 2024 || Kanak News ||
25:25
Kanak News
Рет қаралды 7 М.
Which One Is The Best - From Small To Giant #katebrush #shorts
00:17