KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
46:37
Nabin Nka charcha With Ex-MP Rabi Narayan Pani
1:00:23
I Turned My Mom into Anxiety Mode! 😆💥 #prank #familyfun #funny
00:32
How Strong is Tin Foil? 💪
00:25
1, 2, 3, 4, 5, 6, 7, 8, 9 🙈⚽️
00:46
ТВОИ РОДИТЕЛИ И ЧЕЛОВЕК ПАУК 😂#shorts
00:59
Haryana Election Results Break The Dreams Of Naveen | Nirbhay Gumara Katha
Рет қаралды 92,769
Facebook
Twitter
Жүктеу
1
Жазылу 289 М.
Nirbhay
Күн бұрын
Пікірлер: 491
@ramachandrapanipani7424
Ай бұрын
ଦୁର୍ଗା ପୂଜା ଉପଲକ୍ଷେ ଅଭିନନ୍ଦନ ।
@laxmidharnayak4191
Ай бұрын
ସଠିକ୍ ଉପସ୍ଥାପନା ଓ ବିଶ୍ଳେଷଣ ପାଇଁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର।
@nikunjabiharisahani2070
Ай бұрын
ରୁଟି ଜଳିଗଲା, ରୋଷେଇୟା କହିଲେ ତାଉଆ ବଦଳାଓ।ବଦଳା ଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ ଅଟା ବଦଳାଅ - ମାନେ ଭଲ ଅଟା ଆଣ। ଅଣାଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ, ପାଣି ବଦଳାଅ,ଭଲ ପାଣି ଦିଆଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ ଚୁଲି ବଦଳାଅ। ଚୁଲି ନୁଆ ଆସିଲା। ରୁଟି ପୁଣି ଜଳୁଛି, ମାନେ... ରୋଷେଇୟା ନିଶ୍ଚିତ ଖରାପ। କିନ୍ତୁ,କାହାର ସାହସ ନାହିଁ କହିବାକୁ ଯେ ରୋଷେଇୟା ବଦଳା ଯାଉ। କଂଗ୍ରେସର ବିପର୍ଯ୍ୟୟର କାରଣ ହେଉଛି ସେଇ ଖରାପ ରୋଷେଇୟା। ଯିଏ ଦେଶ ବିରୋଧୀ,ତାର ଭାରତରେ ସ୍ଥାନ ନାହିଁ।ଆଉ ବିଜେଡି ପାଗଳ ନ ହେବା ଭଲ। ରାହୁଲ କଥା କହିଲେ, ଯାହା ଟିକେ ଭଲ ଇମେଜ ନବୀନ ବାବୁଙ୍କର ଅଛି, ସବୁ ପଳେଇବ ସତରେ। ହୁସିଆର! ଲୋକମାନେ ଧିରେ ଧିରେ ବୁଝିଲେଣି ଦେଶରେ କିଏ ଶାସନ କରିବା ଉଚିତ।
@dinabandhutarai49
Ай бұрын
ଚମତ୍କାର ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ୍।
@MANOJKUMAR-l6q4e
Ай бұрын
ଆମେ ବୁଝିଗଲୁଣୁ ସାର,, ଯିଏ ଏଠି ପ୍ରତାରଣା କରୁଛି ଆମେ ତାଙ୍କୁ ହିଁ ବାଛୁଛୁ 🙏🙏
@KishoreBharati
Ай бұрын
Thank you bhai for your sujession
@biswanathsitha5142
Ай бұрын
ନବିନ ଯାହା ସହ ହାତ ମିଶେଇବ ସେ ହାରିବ,,ଅତି ଅହଂକାରୀ ନବିନ ପଟନାୟକ,,,ଓଡ଼ିଆ ବିରୋଧି ନବିନ ଗଧ,,,
@Shaktiranjanpadhi
Ай бұрын
Just like your father
@sarojkumarmishra3774
Ай бұрын
Very good@@Shaktiranjanpadhi
@rajibraulo5146
Ай бұрын
Ta m...b....y....ଛୁଟି...d....i....puo
@pradeepshaw5121
Ай бұрын
Mane toh orginal bapa hela nabeen 😂@@Shaktiranjanpadhi
@BiswanathSethi-my5fo
Ай бұрын
Thik katha
@MANOJKUMAR-l6q4e
Ай бұрын
ମହାଶୟ ଆପଣ ଯଦି ସତ୍ୟବାଦୀର ବିଧାୟକ ମହୋଦୟଙ୍କର କାଦମ୍ବରୀ କ୍ରୀଡା ଆଉ ନାରୀ ନେତ୍ରୀଙ୍କ ଚୁମ୍ବନ କ୍ରୀଡା ଉପରେ ଆପଣ ଟିକେ ବିସ୍ଲେସଣ କଲେ ଭଲ ହୁଅନ୍ତା 🙏🙏🙏🙏🙏🙏🙏
@pramodkumarbiswal4883
Ай бұрын
Your topic is most welcome. Thank u Nabinji.
@Jagannath-oc9ht
Ай бұрын
ଜୟ ଜୟ ଶ୍ରୀଜଗନ୍ନାଥ ।
@rajanikantachoudhury2343
Ай бұрын
ନବୀନ ପଟ୍ଟନାୟକ ମଧ୍ୟ ଜଣେ ହିନ୍ଦୁ ବିରିଅଧି.
@diptiskumarbal3778
Ай бұрын
To bou ku gehi thila kire
@bipinnaik8499
Ай бұрын
@@diptiskumarbal3778ta. bouku gahi thila
@KahnuCharansahoo-j1j
Ай бұрын
ହରିଓଁ,ଆପଣ ଭୟନକରି ଅନ୍ୟମାନେ ଭୟଭିତହେଲାଭଳି କଥାଗୁଡାକକହି ସମସ୍ତଙ୍କୁ ଯାଗ୍ରତ କରିଦେଉଛନ୍ତି,ଯାହାଫଳରେକି ସେମାନେ ସୁଧୁରିଯିବେ,ଆପଣକୁଁ ବହୁତବହୁତ ଧନ୍ୟବାଦ।
@basantdhal1577
Ай бұрын
ନବୀନଙ୍କ ସମ୍ପର୍କରେ ଆଲୋଚନା କଲେ ଆଜି କେତେକଙ୍କ ପୋଡାଜଳା ହେବା ଏକ ସ୍ଵାଭାବିକ ପ୍ରତିକ୍ରିୟା ମାତ୍ର
@MANOJKUMAR-l6q4e
Ай бұрын
ସତ୍ୟବାଦୀର ବିଜେପି ବିଧାୟକ ଓ ନାରୀ ନେତ୍ରୀଙ୍କର ମଦ କ୍ରୀଡା ଆଉ ଚୁମ୍ବନ କ୍ରୀଡା କଥା ଟିକେ ପଚାରନ୍ତୁ।
@prakashkumarjena.babusan.n3760
Ай бұрын
ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋଦିଜୀ ଙ୍କର ଜୟ ❤️❤️🚩🚩
@gajendranathjena356
Ай бұрын
ନବୀନ ପଟ୍ଟନାୟକଙ୍କ ଦିନରେ ଶୋଇ ଶପ୍ନ ଦେଖି ମନେ ଖୁସୀ ହୋଇ ଛାୟା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ରୁ ମୁଖ୍ୟମନ୍ତ୍ରୀ ହୋଇ ସରକାର କରିବା ଆଶା ମଉଳିଗଲା ହରିଆନା ନିର୍ବାଚନ ଫଳାଫଳରୁ😢ଦୁଷ୍ଟମତି ନବୀନ ପଟ୍ଟନାୟକ ରାହୁଳ ପ୍ରିତି ବାରି ହେଉଥିଲା ଦୁଷ୍ଟ ଦୃଜନ ମର୍ଡର ହତ୍ୟାକାରୀ ଧର୍ଶଣ ଅତ୍ୟାଚାରୀ ସହ ନବୀନ ମିଳେ ଯୁଲେକରି ସରକାର ଆଶା ଧୂଳିଶାତ ହୋଇଗଲା😂
@MANOJKUMAR-l6q4e
Ай бұрын
ଏଥିରେ ଆପଣଙ୍କୁ କଣ ମିଳିଲା?? ଆଳୁ
@pradeepshaw5121
Ай бұрын
@@MANOJKUMAR-l6q4eଜଳିବି 😂
@durgacharanpradhan5309
Ай бұрын
Thanks and namaste.
@satishchandrabehera7291
Ай бұрын
ନବୀନ ବାବୁ ଏବେ ବି ଯଦି ସ୍ଵପ୍ନ ଦେଖୁଛନ୍ତି, ତେବେ ତାହା😢😢😢 କେବଳ ଦୁଃସ୍ଵପ୍ନ। ପରାଜୟର ' ଭୟ ' ତାଙ୍କୁ ଏମିତି ଘାରିଛି ଯେ ଯାହା ଦେଖୁଛନ୍ତି ଦିବା ସ୍ଵପ୍ନ।। ଜୟ ଜଗନ୍ନାଥ!!!
@MANOJKUMAR-l6q4e
Ай бұрын
2029ନିର୍ବାଚନରେ ଆପଣ ଉତ୍ତର ପାଇଯିବେ ବୋଲି ମୋର ଆଶା 🙏🙏🙏
@KishoreBharati
Ай бұрын
@@MANOJKUMAR-l6q4ebhai apekha kari bara besa hai naveen ku basi baku kuhantu.
@babanathasahu1029
Ай бұрын
ରାହୁଲ ଗାନ୍ଧୀ କଦାପି କଂଗ୍ରେସ କୁ ଜିତାଇ ପାରିବେ ନାହିଁ।
@supriyodutta9471
Ай бұрын
ନବୀନ ବାବୁ ମୂଳରୁ ହିନ୍ଦୁ ବିରୋଧୀ
@ramachandrapanipani7424
Ай бұрын
ବିଜେପି ସହ ମେଣ୍ଟ କରିଥିଲେ । ଏବେ କଂଗ୍ରେସ୍ ସହ ମିଶିବାକୁ ପ୍ରୟାସ କରୁଛନ୍ତି ?
@RanjanBehera-ge1kf
Ай бұрын
☀️... ନା ଥିବ ବାଉଁଶ....ନା ବାଜିବ ବଇ°ଶୀ.... ମୋହନ ବାବୁ ଆଉ କାଳ ବିଳମ୍ବ ନକରି ଯଥା ଶିଘ୍ର ନିର୍ଦ୍ଦେଶ ଦିଅନ୍ତୁ...ED...CBI କୁ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ.................
@abhiramsahoo5642
Ай бұрын
ହରିଆନାରେ ବିଜେପି ଜିତିବା ଫଳରେ ସ୍ବପ୍ନରେ ସ୍ବପ୍ନରେ ହେଉ ପଛେ କିଛି ଦିନ ଖୁସି ହେବାର ମଉକାଟିଏ ଅନ୍ତତଃ ନବୀନ ବାବୁ ଓ ବିଜେଡିଦଳର ହାତଛଡା ହେଇଗଲା। ସମଦୂରତା କହୁଥିବା ବିଜେଡି ଏବେ ବାର ଦୁଆର ଶୁଣ୍ଢିପିଣ୍ଡା ହେବାକୁ ଯାଉଛି !
@susantanayak9728
Ай бұрын
ବିଜେଡି କଣ ଆଉ ଆସିବ? ଆଉ ବିଜେଡି କୁ ଲୋକେ ଭୋଟ ଦେବେନି,, ସେମାନେ କେବଳ କ୍ଷମତା ଆଶାୟୀ ବୋଲି ପ୍ରମାଣିତ ହେଲା,,,
@gunanidhinaik3699
Ай бұрын
ଆମ ଓଡିଶାର ପୁର୍ବତନ ମୁଖମନ୍ତ୍ରୀ ବିଧବା ବିଲାପ କରୁଛନ୍ତି
@gopalkrishnadash3232
Ай бұрын
ସୁନ୍ଦର ବିଶ୍ଳେଷଣ ନବୀନବାବୁ
@manojkumarbal9718
Ай бұрын
ସାର ଆପଣଙ୍କ ,,,analysis,,,perfect, ,
@dhamirona8662
Ай бұрын
ଠିକ୍ କଥା କହିଲେ, ପୂର୍ବ ରୁ ଭାରତୀୟ ରାଜନୀତି ନବୀନ ଙ୍କୁ ଅନୁକୂଳ ହେଉଥିଲା, ଭାଗ୍ଯ ଦେବୀ ସାଥ୍ ଦେଉଥିଲେ କିନ୍ତୁ ବର୍ତ୍ତମାନ ନବୀନ ଙ୍କ ଅତିତ କେଳେଙ୍କାରୀ ଅନ୍ୟାୟ ଅନିତି ପାଇଁ ଭାଗ୍ଯ ବାମ ହୋଇଗଲା
@prafullakumarsahoo2639
Ай бұрын
କେତେ ବିଚାରମୂଢ ସତେ ଆପଣ ନବିନ ବାବୁ!ନିଜ ବୟସ ଓ ଶାରିରୀକ ସୁସ୍ଥତା କଥାକୁ ବିଚାର ନକରି ରାଜନୈତିକ ବିଚାରରେ ମନକୁ ନିବେଶ କରୁଛନ୍ତି।ଲୋକଙ୍କ ସେବାପାଇଁ ଆପଣ ଶାରିରୀକ ଓ ମାନସିକ ଭାବେ ସମ୍ପୁର୍ଣ୍ଣ ଅଯୋଗ୍ୟ। ମୁଖ୍ୟମନ୍ତ୍ରୀ ଥିବାବେଳେ ବିଧାନସଭାକୁ ଯାଇନପାରି ଘରେ ଗୃହବନ୍ଦୀ ଭାବେ ରହୁଥିଲେ।ଏବେ ବିରୋଧୀ ନେତା ଭାବେ କେତେ ବିଧାନସଭାକୁ ଯାଉଛନ୍ତି ଆମେ ଦେଖୁଛୁ। ଆଜ୍ଞା ବୁଢ଼ା ହେଲେଣି।ଆରଜନ୍ମ ପାଇଁ ଟିକେ ଭାବନ୍ତୁ।
@rabindramishra3319
Ай бұрын
Ara janma ku guhachata kukur haba 😂
@babanathasahu1029
Ай бұрын
ଆପଣଙ୍କ ଉପସ୍ଥାପନା ଖୁବ୍ ଉଚ୍ଚକୋଟୀର। ନବୀନ ବାବୁଙ୍କ ସବୁ ଜୋସ ତୁଟିଜିବ ।ଆଉ କିଛିମାସ ଅପେକ୍ଷା ।
@manojpasayat3115
Ай бұрын
ରାଜନୀତି ବାଟ ଖସଡା,ନବୀନ ହେଉଛି ଲଙ୍ଗଳା,ମନପବନ ଘୋଡାରେ ବସୁ ବସୁ ଖାଇଲା ଶକତ କଚଡା ।
@jeetendrakumarmohanty2963
Ай бұрын
ନବୀନ ପଟ୍ଟନାୟକ ଦିବା ସ୍ବପ୍ନ ଦେଖୁଛନ୍ତି,ମୁଙ୍ଗେରିଲାଲ କେ ହସନି୍ ସପନେ।
@gunanidhinaik3699
Ай бұрын
ଜିଲାପି ବହୁତ ଲାୋକଙ୍କ ପସନ୍ଦ ।ମାତ୍ର ଏଥର ରାହୁଲ ଗାନ୍ଧୀଙ୍କ ଜିଲାପି କୁ ହରିଆନା ବାସୀ ଙ୍କୁ ଆଦୌ ଭଲ ଲାଗିଲା ନାହିଁ ।ଏହାର ଅର୍ଥ ରାହୁଲ ଗାନ୍ଧୀ ଙ୍କୁ ପ୍ରତ୍ୟକ୍ଷାନ କଲେ ।
@ramachandrapanipani7424
Ай бұрын
ଆପଣ ଭଲ ତର୍ଜମା କରୁଛନ୍ତି । ଧନ୍ୟବାଦ ।
@Jagannath-oc9ht
Ай бұрын
ବିଜୁ ଜନତା ଦଳ ତଳକୁ ତଳ।
@gautammoharana7677
Ай бұрын
Odisha re competitive exam like FOREST GUARD, RI, ARI etc, exam re jeu corruption hauchi taha bisayare gote video anantu sir...
@prasantakumarswain1968
Ай бұрын
Ajna, Namaskar. Mohan Government should take dastric action against B. J. D. Mungerilaal even Naveen Pattnaik by coal scam.
@brajakishorepadhi4022
Ай бұрын
ମିଥ୍ଯା ଓ ଦିବା ସପନ ର ସୌଦାଗର ନବୀନ ପଟ୍ଟନାୟକ। ପାଗଳ
@MANOJKUMAR-l6q4e
Ай бұрын
ଚବିଶ ବର୍ଷ ପରେ ଯିଏ ଜିତିଛି ସେ ପୁଣି କଟାକ୍ଷ କରୁଛି। ୟାଠୁ ଲଜ୍ୟା କଣ ଥାଇପାରେ।
@_mr___rajput
Ай бұрын
@@MANOJKUMAR-l6q4e24 yr ??? Bjp saha 2000 ru 2009 jae menta kariki bjd govt karithila😅😅
@ishwarchandra3980
Ай бұрын
@@_mr___rajput ସେଟା ତାର ମନେ ନାହିଁ ! ମନ୍ଦିରକୁ ଟେକା ମାରିଲେ ମନ୍ଦିର ର କିଛି ହୁଏ ନାହିଁ ! କ୍ଷତି ହୁଏ ଟେକା ର ! ସେମିତି ବିଜେପି ପାଇଁ ଓଡିଶାରେ ବିଜେଡି ରାଜ କଲା ଆଉ ବିଜେପିକୁ ଧକ୍କା ଦେଲା ! ଶେଷରେ ବିଜେଡି ର ପତନ ଘଟିଲା ! ଖାଲି ଅପେକ୍ଷା ଶଙ୍ଖଭବନରେ କୋଉ ଦିନ କଳା କନା ବୁଲିବ ?????
@pradeepshaw5121
Ай бұрын
@@MANOJKUMAR-l6q4eଗେଣ୍ଡା ଗୋଲାମ ର ବହୁତ ପୋଡ଼ୁଛି 😂😂😂
@MANOJKUMAR-l6q4e
Ай бұрын
@@ishwarchandra3980 ଦିବାସ୍ବପ୍ନ 👍👍
@birajakumarbarik3038
Ай бұрын
ନବୀନ ଗୁଲୁଗୁଲା ରାହୁଲ ଜିଲାପି
@Sssdxxx-b9u
Ай бұрын
Au majhi
@KishoreBharati
Ай бұрын
@@Sssdxxx-b9umajhi chhena puda .khaiba bala jani chhanti.
@pradipkumarmajhi6856
Ай бұрын
Thanks dasa babu your opinion is very much heart touching on hinduism
@saratmishra7100
Ай бұрын
Perfectly said, it washed out Naveen's nightmare.
@ramachandrapanipani7424
Ай бұрын
ଇ ଭି ଏମ୍ - ରେ କିଛି ହୋଇଥିବ କହିବା ମୂର୍ଖତା । ଯାହା ହୋଇଛି ଭଗବତ୍ ଇଚ୍ଛାରେ ହୋଇଛି ।
@SUPER-e7e
Ай бұрын
ମହାଶୟ ସତ୍ଯବାଦି ବିଧାୟକଙ୍କ ହୋଟେଲର ଗୁମର କଥା ଥରେ ଲେଖନ୍ତୁ
@chandanparida1561
Ай бұрын
@@SUPER-e7e No Reply 🤣🤣
@satyabratmahalik7237
Ай бұрын
Kahiba kemiti ye sala takla mahashaya BJP ra,_____chata@@chandanparida1561
@PITAMBARPATRA-bp4yy
Ай бұрын
ଆରେ କି କଥା କହିଲୁରେ ନାରଣ?
@SabitaKhuntia-ih5yq
Ай бұрын
Very explantion beautiful sir🙏🙏🙏🙏💐💐
@akshayagiri1185
Ай бұрын
Thank u
@MaheswarMallick-o3b
Ай бұрын
Sir excellent Analysis.
@LipuBabu-gw9wc
Ай бұрын
ସବୁ କଥା ରେ ନବୀନ ଫୋଟ ନ ମାରିଲେ ତମ ରୋଜଗାର ହେବ ନି
@manjupravamishra8000
Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌺।
@hemantakumarmohanty849
Ай бұрын
ଆପଣଙ୍କ ଉପସ୍ଥାପନା ଖୁବ ଉଚ୍ଚକୋଟୀର. ନବୀନ ପଟ୍ଟନାୟକ ନିଜ ସ୍ୱାର୍ଥ ପର ବେକ୍ତି ଅଟନ୍ତି ? ଆଉ କିଛି ମାସ ଅପେକ୍ଷା କରନ୍ତୁ . ଧନ୍ୟବାଦ ଜୟ ଜଗନ୍ନାଥ
@santoshnarayanbhagat2437
Ай бұрын
Jay jagannath
@manojdash6263
Ай бұрын
ପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି।କିଏ ଦେଶ ପାଇଁ ଚିନ୍ତା କରୁଛି ଆଉ କିଏ ନିଜ୍ ପାଇଁ ଭାବୁଛି।ବିଜେଡି ର ପାପ କୁ ଆଉ କେହି ବି କ୍ଷମା କରି ପାରିବେ ନାହିଁ।
@smrutidharbehera8048
Ай бұрын
Beautiful
@prashantpalo5688
Ай бұрын
Sir your Video is awesome brilliant mind-blowing keep it up sir
@laxmidharapanda6086
Ай бұрын
ହରିୟାନା ନବୀନବାବୁଙ୍କ ସ୍ୱପ୍ନକୁ 1st ଷ୍ଟ୍ରୋକ ୟାପରେ ଝାଡ଼ଖଣ୍ଡ 2nd ଓ ମହାରାଷ୍ଟ୍ର 3rd ଷ୍ଟ୍ରୋକ ଦେବ ଏବଂ ସ୍ୱପ୍ନର ରାମନାମ ସତ୍ୟ ହୋଇଯିବ !
@MANOJKUMAR-l6q4e
Ай бұрын
ଏଥିରେ ଆପଣଙ୍କର ଫାଇଦା କଣ ହବ
@laxmidharapanda6086
Ай бұрын
@@MANOJKUMAR-l6q4e ମୋର କଣ ଫାଇଦାହେବ ଆପଣଙ୍କୁ ଜଣାଇବା ଆବଶ୍ୟକ ନାହିଁ !
@MANOJKUMAR-l6q4e
Ай бұрын
@@laxmidharapanda6086 କିନ୍ତୁ ନବୀନ ବାବୁଙ୍କୁ କେତେଟା ଷ୍ଟ୍ରୋକ ହବ ସେଇଟା ସର୍ବ ସାଧାରଣରେ କହିବାର ଆବଶ୍ୟକତା ଅଛି।
@laxmidharapanda6086
Ай бұрын
@@MANOJKUMAR-l6q4e ନବୀନବାବୁ ଜଣେ ରାଜନେତା ତେଣୁ ପ୍ରଶଂସା ଓ ସମାଲୋଚନା କରିବାର ସମସ୍ତଙ୍କର ଅଛି !
@antaryamidas1784
Ай бұрын
Very nice opinion toward's Nabin
@deviprasaddas85
Ай бұрын
Good topic sir
@ghasiramsing4216
Ай бұрын
Thank you. Nabiin das sir 🙏.
@duryodhansenapati9981
Ай бұрын
Thanks
@rkbehera1241
Ай бұрын
Good news sir
@pradeep9762
Ай бұрын
You are very very good journalist ❤
@ramachandrapanipani7424
Ай бұрын
ଜୟ ଶ୍ରୀ ଜଗନ୍ନାଥ !
@gunanidhinaik3699
Ай бұрын
କଥାରେ ଅଛି ବହୁ ଲୋକଙ୍କ ବାଣୀ ହିଁ ଇଶ୍ୱର ଙଚକ ଵାଣୀ .ଏହାକୁ ହିନ୍ଦୁ ବିରୋଧୀ ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱିକାର କରିବେ ନାହିଁ ।
@srikantsahoo3504
Ай бұрын
BJD ର ରଶି ଜଳି ଯାଇଛି ହେଲେ ବଳ ଯାଇନାହିଁ।😂😂😂
@RasanandamurmuMurmu
Ай бұрын
ଗାଣ୍ଡି ଫାଟିଲା BJdର
@MANOJKUMAR-l6q4e
Ай бұрын
ସମୟ ସବୁ ବୁଝେଇଦେବ 🙏🙏
@pradeepshaw5121
Ай бұрын
@@MANOJKUMAR-l6q4e😂😂😂😂😂😂 ଗେଣ୍ଡା ଗୋଲାମ
@pradeepshaw5121
Ай бұрын
@@MANOJKUMAR-l6q4e😂😂😂😂😂😂 ଗେଣ୍ଡା ଗୋଲାମ
@bipinnaik8499
Ай бұрын
@@MANOJKUMAR-l6q4ebijadi
@ajayasahu5402
Ай бұрын
Very excellent
@bibhuti1887
Ай бұрын
Ehi bhali upakhyan paen apananku koti koti pranam 🙏
@kedarnathsahoo3693
Ай бұрын
କେଦାର ନାଥ ଦୁଃଖି ଯଦି ସୁଖ ପାଏ ଚେତି ହୋଇ ଚଳେ ! ସୁଖିଯଦି ଦୁଃଖପାଏ ଝୁରି ଝୁରି ମରେ
@sasthakumarpurohit2580
Ай бұрын
ମୁଁ b j d ବାଳ।,ମୁଁ ସ୍ୱପ୍ନରେ ଗୋଟିଏ ସୁନ୍ଦର ପରି କୁ ବାହା ହେଉଛି, ହାତ ଗଣ୍ଠି ପଡ଼ିଗଲା,ମୁଁ ତାକୁ ଘରକୁ ନେଲି,ମୋର ସ୍ବପ୍ନ ଭା ଙ୍ଗି ଗଲା,,,,,,,,,
@PurnachandraBehera-if5tu
Ай бұрын
ଧନ୍ୟବାଦ ନବୀନ ବାବୁ।
@benudharsahoo9280
Ай бұрын
Very good
@koffinearbokgaming4494
Ай бұрын
Bhari Maja laguchi sir
@garudadhwajbarik2790
Ай бұрын
Haryana win work as a booster for BJP for ensuing Maharashtra and Jharkhand assembly election.
@sarojkar1469
Ай бұрын
Very precious explanation from realistic points
@apkstatus9807
Ай бұрын
Sir thik kahi chanti🙏🏻
@rameshpradhan3519
Ай бұрын
Good sir
@purnachandraraj8395
Ай бұрын
Best production ❤
@pragnyaparimitakudei4675
Ай бұрын
ଓଡିଶା ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ଙ୍କ ପାଇଁ ଗୋଟିଏ ଆଲୋଚନା ଅlଣନ୍ତୁ ଅନୁରୋଧ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଆମ ଦୁଃଖ ସୁଖ କୁ ଟିକେ ସମୟ ଦିଅନ୍ତୁ
@durgaprasadsamantaray7084
Ай бұрын
ଆପଣା କଲା କର୍ମମାନ, ଆଗକୁ ହୁଅ ସାବଧାନ
@ramachandrapanipani7424
Ай бұрын
ମନୋରଞ୍ଜନ ବାବୁ ଓ ଅତନୁ ସବ୍ୟସାଚୀଙ୍କ ସାକ୍ଷାତ୍କାର ଶୁଣନ୍ତୁ ଶୁଣି ନଥିଲେ ।
@SantoshBeura-yx5ei
Ай бұрын
Right sir
@basantapattnaik7812
Ай бұрын
ସାର ପ୍ରଣାମ 🙏🌹
@bishnucharnrana3282
Ай бұрын
ନବୀନ ପଟ୍ଟନାୟକ ଏବେ ପ୍ରତିଦିନ ଗୁଲୁଗୁଲା କୁ ଗୋଲାପଜାମୁ କହି ଆନନ୍ଦରେ ଡେଉଁଛନ୍ତି ।
@RabaneswarNayak
Ай бұрын
Nirvaya ku dhanyabad
@sanatanivinood
Ай бұрын
ହରିଆଣା ନିର୍ବାଚନ ଫଳ ମାଟିରେ ମିଶାଇ ଦେଲା ବିଜୁ ଜନତା ଦଳ 🕉️🚩
@dillipmohanty2410
Ай бұрын
You are fully right nabin sir.
@chittaranjanbehera8173
Ай бұрын
Bhai namaskar, one mla from BJD will join with bjp
@rushinayak5830
Ай бұрын
ବହୁତ ସୁନ୍ଦର ଅନାଲ୍ୟସିସ l
@debiprasadpanda3490
Ай бұрын
It is heartening to note that voters, Particularly Hindu voters have become conscious and mature for which such type of election results have come.
@rabindrapalatasingh6000
Ай бұрын
The analysis is excellent.
@trilochanpatnaik6321
Ай бұрын
ଯାହାର ପୂର୍ବ ପୁରୁଷ ଅଣ ହିନ୍ଦୁ ସେ ସଦାବେଳେ ସେହି ଅଣ ହିନ୍ଦୁ ମାନଙ୍କ ସପକ୍ଷରେ କହିବେ ଓ ଲଢ଼ିବେ।
@ramachandrapanipani7424
Ай бұрын
ଜୟ ମା ଦୁର୍ଗା !
@sadanandmohanty3537
Ай бұрын
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji 🙏💐
@nrushinghnathsahu1630
Ай бұрын
ଝିଲାପି କାରଖାନା ରେ କାମ ମିଳିବ ବୋଲି ବହୁ ଆଶା ରଖିଥିଲେ, ଜଗନ୍ନାଥ ତାହା ବି କରେଇ ଦେଲେ ନାହିଁ ।
@Manoranjansahoo34680
Ай бұрын
😅😅😅👌👌👌
@Sitakanta90
Ай бұрын
ବର୍ତ୍ତମାନ ଆଉ BJD ଉପରେ Focuse ନ କରି ଟିକେ ରାଜ୍ୟ ବିଜେପି ର କାର୍ଯ୍ୟ କରିତା ଉପରେ ନଜର ରଖିବାକୁ ଅନୁରୋଧ
@santoshbiswal6256
Ай бұрын
Nabin babu and pandian and other bjd bale cbi tadanta ku jauchhanti. Eha sure .
@kabitayanstory-telling4639
Ай бұрын
ଶବ୍ଦ କୁହେ ତୁମେ କାହା ପକ୍ଷର, You put your view in gentle way this is the real work of Journalism
@sarojpradhan830
Ай бұрын
❤❤❤❤❤❤
@gajendranathjena356
28 күн бұрын
ନବୀନ ପଟ୍ଟନାୟକଙ୍କ ଭାବନା କଂଗ୍ରେସକୁ ନେଇ ଓଡିଶା ଦଖଲ କରିବ😮ଏବେ ବିଜେଡିରୁ ୩୫ ପଇଁତିରିସ ଜଣ ବିଧାୟକ ୬ଜଣ ମନ୍ତ୍ରୀ ହେବାପାଇଁ ବିଜେପି ସହିତ ସରକାରରେ ମିଶିବାକୁ ପ୍ରୟାସ ଚଳାଇଛନ୍ତି😅ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଛାଡିବ ନାହିଁ😮ବିଜେଡି ବିଧାୟକ ପାଣ୍ଡିଆକୁ ଗ୍ରହଣ କରିବେନି😢 ବହୁତ ଦିନ ପାଣ୍ଡିଆନର ଗୁମସ୍ତା କ୍ରିତଦାସ ଚାକର ହୋଇ ଆଉ ରହିବେନି😊ଏବେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦୃଶ୍ୟ ଓଡ଼ିଶା ଦେଖିବ🎉 ଏହା ନିଶ୍ଚିତ❤
@ramachandrapanipani7424
Ай бұрын
ହରିୟାଣା ନିର୍ବାଚନ ଫଳ ବଦଳିଗଲା । କିପରି ହେଲା ? କିଏ କଲା ? ଜୟ ଜଗନ୍ନାଥ ! ଜୟ ଶ୍ରୀରାମ !
@yudhisthiraswain
Ай бұрын
Good bhai🎉🎉🎉🎉
@Funnytrainvideos-u1g
Ай бұрын
Hariyana has shown that Hindus are coming together,they have identified the anti Hindu parties
@bhagabataprasadpanda2271
Ай бұрын
ମୁଁ ବି ବାସ୍ତବିକ ଏହି କଥା ଭାବୁଥିଲି। ଆପଣ ମୋ ମନ କଥା କହିଦେଲେ।
@manojkumarsaint7803
Ай бұрын
Jay Shree Ram ❤❤❤
@Skgbul470
Ай бұрын
ହରିଆନା ରେ ବିଜେପି ଝିଟିଲା ମୋଦୀ ଯେତିକି ଖୁସି ହେବା କଥା ବେଶୀ ଖୁସି ନବୀନ ଦାସ,
@nareshpanda4485
Ай бұрын
ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ହରିୟାଣା ନିର୍ବାଚନ ପ୍ରମାଣ କରିଦେଲା,କଥାରେ ଅଛି ଭାଗ୍ୟ ଯେତେବେଳେ ଭଲ ଥାଏ ମାଟି ଧରିଲେ ବି ସୁନା ହୋଇଯାଏ କିନ୍ତୁ ଭାଗ୍ୟ ବାମ ହୁଏ ସୁନା ଧରିଲେ ବି ମାଟି ହୁଏ. ନବୀନ ବାବୁ ନାହି ରେ ଜଡାତେଲ ଲଗେଇ ଦିବା ସ୍ବପ୍ନ ସ୍ବପ୍ନ ରେ ରହିଗଲା
@kishorchsrichandan307
Ай бұрын
ଆପଣ ଠିକ୍ କହିଛନ୍ତି କଂଗ୍ରେସ ହାରିଲା ପରେ ବିଜେଡି ର ବିଳାପ କିନ୍ତୁ ଟିକିଏ ସୂଚନା ଦେଇଥିଲେ ଭଲ ହୋଇଥାନ୍ତା କିଏ ସେହି ଏମପି ।
@chhabilatadash3286
Ай бұрын
Thanks,nabindash
@jayantakumarmohanty9050
Ай бұрын
ମାଇପ ହରାଇ ଥିବା ଦଳ ନିଶ୍ଚିତ ଚାହିଁବ ପାଖରେ ଥିବା ସମସ୍ତ ଦଳର ମାଇପ ଆଜି ମରିବ ନହେଲେ କାଲି .....ଏଇଟା ସ୍ୱାଭାବିକ ଲକ୍ଷଣ...
46:37
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
News18 Odia
Рет қаралды 68 М.
1:00:23
Nabin Nka charcha With Ex-MP Rabi Narayan Pani
Nirbhay
Рет қаралды 34 М.
00:32
I Turned My Mom into Anxiety Mode! 😆💥 #prank #familyfun #funny
Skitsters
Рет қаралды 6 МЛН
00:25
How Strong is Tin Foil? 💪
Brianna
Рет қаралды 71 МЛН
00:46
1, 2, 3, 4, 5, 6, 7, 8, 9 🙈⚽️
Celine Dept
Рет қаралды 100 МЛН
00:59
ТВОИ РОДИТЕЛИ И ЧЕЛОВЕК ПАУК 😂#shorts
BATEK_OFFICIAL
Рет қаралды 4,4 МЛН
3:49:10
S. Jaishankar Big Statement On America LIVE : जयशंकर का सीधा जवाब ..अमेरिका को जमकर लपेटा!
Zee News
Рет қаралды 1 МЛН
23:52
BJD's Days Are Numbered Post Makar Sankranti ! | Nirbhay Gumara Katha
Nirbhay
Рет қаралды 45 М.
28:21
Rok Thok Live || ରୋକ୍ ଠୋକ୍ : ନେତୃତ୍ବକୁ ଡର ନାହିଁ || 15 Oct 2024 || Argus News
Argus News
Рет қаралды 21 М.
25:24
BJD's Future Seems Bleak, Time Is Running Out Of Hand | Nirbhay Gumara Katha
Nirbhay
Рет қаралды 47 М.
20:10
Dharmendra Has More Weightage Among Mohan's Council Of Ministers | Nirbhay Gumara Katha
Nirbhay
Рет қаралды 41 М.
6:09
What Was The Color Of Police Uniform Under Naveen Government ? | No Comments | Nirbhay Gumara Katha
Nirbhay
Рет қаралды 13 М.
7:34
Loka Nakali Katha Asali: ମୋହନ-ନବୀନ ଭେଟଘାଟ || Mohan Majhi || Naveen Patnaik || Kanak News Digital
Kanak News Digital
Рет қаралды 201 М.
24:02
Congress Has Fixing With BJD, Plans To Form Government By Breaking Up BJP | Nirbhay Gumara Katha
Nirbhay
Рет қаралды 66 М.
5:32
ମହାରାଷ୍ଟ୍ର ରାଜନୀତିରେ ବଡ଼ ଅପଡେଟ୍। Maharashtra Election 2024 | OdishaNews| OdiaNews| News18Odia
News18 Odia
Рет қаралды 109 М.
2:05:31
കിളിപോയ യുക്തിവാദം...! FULL VIDEO #arifhussain ft. Mohammed Khan
Arif Hussain Theruvath
Рет қаралды 69 М.
00:32
I Turned My Mom into Anxiety Mode! 😆💥 #prank #familyfun #funny
Skitsters
Рет қаралды 6 МЛН