ଓଲିଉଡ଼ ମାନେ କଣ ଖାଲି କଟକ ଆଉ ଭୁବନେଶ୍ୱର ଭୁବନେଶ୍ୱର? କାହା କଥା ରେ ଏଠି Film ଚାଲିବ?

  Рет қаралды 421,551

Odia Hungama

Odia Hungama

Күн бұрын

Пікірлер: 2 500
@coolheart0011
@coolheart0011 Жыл бұрын
ବହୁତ୍ ଧନ୍ୟବାଦ ଭାଇ ପ୍ରକୃତ ଘଟଣା କୁ ଠିକ୍ ଭାବେ ବୁଝାଇ ଥିବାରୁ...
@rabindrapanda8726
@rabindrapanda8726 Жыл бұрын
ଭଲ ତର୍ଜମା କରିଛନ୍ତି ଆପଣ ।।ଆପଣ ଜାଣି ପାରୁଛନ୍ତି,ହେଲେ ଓଲିଉଡ ର ଲୋକ ଜାଣି ପରୁ ନାହଁନ୍ତି ।ଖୁବ୍ ସୁନ୍ଦର ପ୍ରସ୍ତୁତି କଲେ ଆପଣ ।।।ଧନ୍ୟବାଦ୍ 🙏
@dipakbagh5535
@dipakbagh5535 Жыл бұрын
❤❤❤❤
@ghanashyambhoi599
@ghanashyambhoi599 Жыл бұрын
Full support ମନୋଜ ମିଶ୍ରଙ୍କୁ ଜୟ କୋଶଲ ଜୟ ମା ସମଲେଇ
@hemsagarsahu7537
@hemsagarsahu7537 Жыл бұрын
କ୍ରାଇମବ୍ରାଞ୍ଚ ମଧ୍ୟ ଏମିତି ସଂଗ୍ରହ କରିପାରିବ❤ ନାହିଁ ଭିଡିଓ ଆପଣ ଙ୍କୁ ଧନ୍ୟବାଦ ଭାଇ
@Bindas100
@Bindas100 Жыл бұрын
ଘଟଣା ର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିବାରୁ ଧନ୍ୟବାଦ❤
@sudhanshusekharpradhan2645
@sudhanshusekharpradhan2645 Жыл бұрын
ପୁରା ମଞ୍ଜ କଥା କହିଥିବାରୁ ଧନ୍ୟବାଦ ଭାଇ.....
@ranjankanhar682
@ranjankanhar682 Жыл бұрын
Hn
@sourabhasahoo40
@sourabhasahoo40 Жыл бұрын
👍
@poojapal8731
@poojapal8731 Жыл бұрын
athi manja bunichanti Sritam Das
@binodbhoi5574
@binodbhoi5574 Жыл бұрын
ମସ୍ତ୍ ରିଭ୍ୟୁ ଭାଇ ଭଲ ଲାଗିଲା ଏମିତି କାହା ସପକ୍ଷ ରେ ନ କହି ସତ କଥା ଉପସ୍ଥାପନ କରି ଥିବାରୁ
@BdmSong
@BdmSong Жыл бұрын
ବହୁତ ବଢ଼ିଆ କଥା କହିଛନ୍ତି ଭାଈ 👌👌❤👍👍
@jyotshnamohanty8083
@jyotshnamohanty8083 Жыл бұрын
ଆଜି ଗୋଟିଏ ଭିଡ଼ିଓ ଦେଲେ ଆଜ୍ଞା 👌👌👌ପାଣି ପାଣି ହୋଇ ଗଲା ଆଉ କ୍ଷୀର କ୍ଷୀର ହୋଇ ଗଲା must 🙏
@Mrmunna-sm6or
@Mrmunna-sm6or Жыл бұрын
ଭାଇ ବିନା ସାବୁନ୍ ରେ ଧୋଇଦେଲେ... ଭାଇ ହୃଦୟରୁ ଆପଣଙ୍କୁ ପ୍ରଣାମ...🙏🙏🙏
@rasmiraut
@rasmiraut Жыл бұрын
ନିଚ୍ଛକ ସତ୍ୟ ଉପସ୍ଥାପନା . Best wishes
@MaheshBabu-js6lr
@MaheshBabu-js6lr Жыл бұрын
ଯାଜପୁର କେନ୍ଦୁଝର କେନ୍ଦ୍ରାପଡ଼ା କଟକ ଭଦ୍ରକ ରୁ full support ମନୋଜ ମିଶ୍ରଙ୍କୁ ❤❤
@allreport965
@allreport965 Жыл бұрын
Riht
@chinmayamohanty136
@chinmayamohanty136 Жыл бұрын
Right Bro .I Support I am from Bhadrak.
@abhishekodiatoka5570
@abhishekodiatoka5570 Жыл бұрын
Bhai Mayurbhanj ru bi full support monoj sir
@Sibasish9153
@Sibasish9153 Жыл бұрын
Jajpur ru full support .. Manoj Sir nku
@odiastories9832
@odiastories9832 Жыл бұрын
Kendrapara ru❤
@subhasmitapriyadarshini2042
@subhasmitapriyadarshini2042 Жыл бұрын
ତୁମକୁ ନମସ୍କାର ସାତ କହିଛନ୍ତି, ମନୋଜ ଭାଇ ଜିନ୍ଦାବାଦ।ଓଡ଼ିଆ ତୁମ ସାଥିରେ।
@girishsingh1556
@girishsingh1556 Жыл бұрын
ବହୁତ୍ ବଢିଆ ଭାଇ ପକୃତ ଘଟଣା କୁ ଠିକ୍ ଭାବରେ ବୁଝାଇ ଥିବାରୁ .....
@coolheart0011
@coolheart0011 Жыл бұрын
ଧିକ୍କାର ଅହଂକାରୀ ଅନୁଭବ, ଧିକ୍କାର ଅରିନ୍ଦମ... ଧିକ୍କାର ଟୁଟୁ, ଧୀକ୍କାର ଜିତୁ ମଙ୍ଗରାଜ
@SarojKumar-fc7xe
@SarojKumar-fc7xe 10 ай бұрын
Right bhai 👍
@kbc_675
@kbc_675 Жыл бұрын
Strongly support manoj sir
@dolamanipodh6329
@dolamanipodh6329 Жыл бұрын
Absolutely ବାବୁଶାନ୍,ସିଦ୍ଧାନ୍ତ ହିଁ ଓଡ଼ିଆ ସୁପରଷ୍ଟାର।
@kapileswarnaik7114
@kapileswarnaik7114 Жыл бұрын
ଭାଇ ଆମର ଅତି ସରଳ ସୁନ୍ଦର ଭାଷାରେ ବୁଝେଇ ଦେଲେ ।❤
@monumanojmonumanoj1953
@monumanojmonumanoj1953 Жыл бұрын
Right bhai 👍
@akashekashq3441
@akashekashq3441 Жыл бұрын
We support Manoj Bhai... Being a producer you shouldn't have abused Manoj Bhai. There needs a holistic development of odia film industry.
@subha1157
@subha1157 Жыл бұрын
Bala Manoj Mishra gote param harimi loka sambalpuri language re dubbed karibara karan kan, odia kan language nuhe
@svycganesha
@svycganesha Жыл бұрын
​@@subha1157 sambalpuri language kn language nuha ...
@rickbabaone
@rickbabaone Жыл бұрын
​@@subha1157Sambalpuri kana, Koraputia re bhi dubbing heba, tate kain j badhuche
@pratapjena9728
@pratapjena9728 Жыл бұрын
​@@subha1157bhai se jou language re karantu tora kana hela be
@Sai_Dushmant
@Sai_Dushmant 11 ай бұрын
ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପୁରା ଭିଡିଓ ରେ ସବୁକିଛି ଜାଣି ପାରିଲି, କିଛିଟା ଲୋକ ମନରେ ପୂର୍ବ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା କହି ଭେଦ ଭାବ ଅଛି, ସେମାନେ ଯେମିତି କିଛି ଶିଖିପାରିବେ ସେଭଳି ଭିଡିଓ ଗୋଟେ ବନେଇବାକୁ ମୋର ଅନୁରୋଧ ରହିଲା।
@radheradhe0803
@radheradhe0803 Жыл бұрын
ଆପଣ ସତରେ ଜଣେ ଭଲ ମଣିଷ । ଯେତେ ଯାହା ହେଲେ ବି ଆପଣ ସତ କହିବାକୁ ପଛାନ୍ତି ନାହିଁ ।
@amiyakumarrout4527
@amiyakumarrout4527 Жыл бұрын
ଭାଇ ଆପଣଙ୍କ କଥା ରେ ମୁଁ 100%ସତ ସତ କହିଲେ ଯାହା ହୁଏ ଆଉ ସତ କହିଲେ ଏମିତି ଭୋଗିବାକୁ ପଡିବ ଆଉ ମୋତେ ବି ଲାଗୁଚି ମନୋଜ ମିଶ୍ର ପରି ଆଗକୁ ଆଉ କେହି ସତ କହିବାକୁ ସାହସ କରିବେନି
@stylestar486
@stylestar486 Жыл бұрын
ତମେ ଏତେଦିନ କୋଉଠି ଥିଲ ଭାଇ ମୁଁ ବହୁତ miss କରୁଥିଲି , ଆପଣ ଠିକ କଥା କୁହନ୍ତି ଏବଂ ବହୁତ ଭଲ ଲାଗେ ଆପଣଙ୍କ କଥା
@chinmaysamal2384
@chinmaysamal2384 Жыл бұрын
ଭାଇ Ollywood Industry ହେଉଛି ସମସ୍ତ ଓଡ଼ିଆ ମାନଙ୍କର, ସେ ଓଡିଶାର ଯେଉଁ ପ୍ରାନ୍ତରୁ ହେଉ ନା କାହିଁକି, ତେଣୁ ନିଜର IGo /Attitude ଛାଡି ଏକ ହୋଇ Ollywood Industry କୁ ଆଗେଇ ନିଅନ୍ତୁ, ଜୟ ଜଗନ୍ନାଥ /ଜୟ ମା ସମଲେଶ୍ୱରୀ 🙏🙏
@MatiHandiRandha
@MatiHandiRandha Жыл бұрын
ଭଲ କଥା ପଦେ କହେଲ ଦାଦା ❤❤
@jogeswarmajhi4529
@jogeswarmajhi4529 Жыл бұрын
ଭାଇ ଆପଣଙ୍କୁ salute ପୁରା ୧୦୦୦%ସତ କଥା କହିଛନ୍ତି।
@scienceofhowhindi2947
@scienceofhowhindi2947 Жыл бұрын
We support manoj mishra 🙏
@rameshchandrabharati2855
@rameshchandrabharati2855 Жыл бұрын
Right bro ❤
@Artemotin475
@Artemotin475 Жыл бұрын
Right
@JR-sm7rt
@JR-sm7rt Жыл бұрын
ଜୟ ଜଗନ୍ନାଥ 💐💐🙏🙏🙏 ଭାଇ ଆମର୍ ବହୁତ ସୁନ୍ଦର କଥା କହିସନ ହେଥିର ଲାଗି ଆମେ ଭାଇଙ୍କର ସବୁ ଭିଡିଓ ଦେଖିସୁ କାହିଁ ଲାଗି ବଇଲେ ଭାଇ ପୂରା ସତ୍ଯ କଥା କହିସନ୍।। କାହାର୍ ସପଟ୍ ନାଇ ନିଅନ୍ ବହୁତ ସୁନ୍ଦର କଥା କହିସନ ❤❤❤❤ ହଁ ଭାଇ ଯାହା ହେଲା ହେଲା ସେ ସବୁ ଛାଡିକରି ଗୁଟେ ମାଁ ର ଛୁଆ ଲେଖାନ୍ ମିଶିକରି କାମ କରୁନ ଇ ଆମର୍ ଓଡିଶା କେ ସାରା ଦେଶ ବିଦେଶ ଜାନୁ ଆର୍ ସଭେ ଭଲସେ ରହୁନ୍ ।।।🙏🙏💐💐🙏🙏
@ssantosh23
@ssantosh23 Жыл бұрын
I am from Bhadrak & I support to Mr. Manoj Mishra . He is a Versatile Actor .
@Prayash_Dhoni7
@Prayash_Dhoni7 Жыл бұрын
Perfect bhai 🙌💯.. ae video ku jete bi Manoj Mishra nku bhul kahuchhanti semanku nihati dekhiba darkar 💔💔 Support Manoj Mishra 🗿🤝 From Dhenkanal 🙌❤️
@JyotiranjanMajhi-wd8cz
@JyotiranjanMajhi-wd8cz Жыл бұрын
ଠିକ୍ କହିଲ ଭାଇ ସମସ୍ତ ଓଡ଼ିଶା ବାସୀ ମୋନୋଜ ମିଶ୍ର ଙ୍କୁ ସପୋର୍ଟ କରିବେ କେବଳ ଆମ ଓଡ଼ିଶାର ସ୍ୱାଭିମାନ ପାଇଁ
@jeet_yoga
@jeet_yoga Жыл бұрын
What a presentation.. 100%right.. ❤️
@pravakarsamal1840
@pravakarsamal1840 Жыл бұрын
ଧନ୍ୟବାଦ୍ ଭାଇ ଏ ଟପିକ ଟା ଆଣିଥିବା ରୁ
@amiyasabar4824
@amiyasabar4824 Жыл бұрын
Bhai 💯 sata kahila 💪💪💪🤟
@ark143music
@ark143music Жыл бұрын
ଆଜ୍ଞା ଆପଣ ଜାହା କହିଲେ ସବୁ ସତକଥା ଓଡ଼ିଆ Industry କୁ ଆଗକୁ ନେବାପାଇଁ କେହି ଚାହୁଁ ନାହାନ୍ତି. ମନୋଜ ମିଶ୍ର ଜେତେବେଳେ ଆଗକୁ ବଢ଼ାଇବା ପାଇଁ ଚାହିଁ ଲେ ..କାହିଁକି ବିରୋଧ କରୁଛନ୍ତି।ଜୟ ଜଗନ୍ନାଥ 🙏 ଜୟ ମାଁ ସମଲେଶ୍ବରୀ 🙏
@Telkoikhabar
@Telkoikhabar Жыл бұрын
ବିନା ସରଫ ସାବୁନ ରେ ଧୁଇ ଦେଲ ଭାଇ
@suchitradei7500
@suchitradei7500 Жыл бұрын
U r very talented to discuss any fact
@dhananjaynaik4654
@dhananjaynaik4654 Жыл бұрын
Bhai video dekhiba aagaru kahi deuchhi manoj Mishra Is right I support him ❤️❤️
@GolakhachandrajethiGolak-vk6ri
@GolakhachandrajethiGolak-vk6ri Жыл бұрын
Bahut sundar ଉପସ୍ଥାପନା 🙏
@rashmiranjanrath2843
@rashmiranjanrath2843 Жыл бұрын
ଭାଇ ଉପସ୍ଥାପନା ଅତି ସୁନ୍ଦର୍
@forrrest2495
@forrrest2495 Жыл бұрын
Manoj Mishra is a NSD and FTII passout. He has the ability to play any role. He is a genius on screen. He is talking about odia cinema's future. He's speaking logically. We must support him.
@manasranjantripathy7897
@manasranjantripathy7897 Жыл бұрын
Bilkul thik.... Se suddern ta film industry re pasijainahanti... Career starting re supporting role, tv serials kari ki agaku badhichanti... aau emiti ki Odia film industry ra superstar Anubhav nka opositre villian role Kariba, khelaghara katha nuhen... Tanka acting pain tanku uttsahita Kariba badalare, tanku Upara ku uthiba ku na dei, tala ku goda dhari tanajauchi.... Sethipain ta kuhajaae, Odisha niti, Kankada niti...
@jayadevsandha6383
@jayadevsandha6383 Жыл бұрын
ପୁରା ସତ୍ୟ ତାଙ୍କୁ ଆମର ସହାୟୋଗ ଦରକାର କାହିଁ କି ନା ସେହି ବ୍ୟକ୍ତି ଅନେକ ଭାଷାରେ ଅଭିନୟ କରିଛନ୍ତି ମୁଁ ଦେଖିଛି ତାଙ୍କ ଅଭିନୟ ଯେମିତି ଓଡ଼ିଆ ତାମିଲ୍ ହିନ୍ଦୀ ଇତ୍ୟାଦି ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ ନାୟକ
@jaikumarminz2335
@jaikumarminz2335 Жыл бұрын
U r right ,100%,keep it up, bring the truth,
@jaikumarminz2335
@jaikumarminz2335 Жыл бұрын
Ur right ,people should know the truth of present Turmoil of fooliwood.
@jayakrusnasingh4149
@jayakrusnasingh4149 Жыл бұрын
କଥାରେ ଅଛି ଭଲ ଫଳକୁ ସମସ୍ତେ ଟେକା ମାରିବେ....
@chikuncollection440
@chikuncollection440 Жыл бұрын
I support Manoj Mishra bhai❤ support from deogarh
@NARESH9SAHOO
@NARESH9SAHOO Жыл бұрын
This is the real truth...Thank you Bhai for revealing the truth.. support Manoj Mishra
@soumyaranjan4364
@soumyaranjan4364 Жыл бұрын
ମନୋଜ୍ ମିଶ୍ର ଓଡ଼ିଆ ଚଳଚିତ୍ର ର ବେଷ୍ଟ ଆଣ୍ଡ ପାୱାର ପୁଲ ଅଭିନେତ୍ରା 🙏🙏🙏🙏
@rajdhanimobilemobile3811
@rajdhanimobilemobile3811 Жыл бұрын
ଭାଇ ଠିକ କହିଛ 100%
@deepakdash4893
@deepakdash4893 Жыл бұрын
Manoj mishra nka acting au voice mind blowing ❤
@srath1477
@srath1477 Жыл бұрын
Great presentation 👍 we support Manoj Mishra
@pabanofficial9981
@pabanofficial9981 Жыл бұрын
Love you from sambalpuri .......?manoj bhai full support 😮😮😮😮
@drtusharkantinayak7523
@drtusharkantinayak7523 Жыл бұрын
Well analysed . The ban over Manoj Mishra should be removed immediately . The controversy is raising tension between the Western Dists and Coastal belt which is not good for the people and cine industry.
@panigrahisbiology2204
@panigrahisbiology2204 Жыл бұрын
ମନୋଜ ମିଶ୍ରକୁ ସମସ୍ତେ ଇର୍ଷା କରନ୍ତି... ସମ୍ବଲପୁର କୁ ଓଡିଶା ବାହାରେ କହୁଛି ଜିତୁ ମଙ୍ଗରାଜ... ଶ୍ରୀତ୍ତମ ବି ନିଜକୁ ଭାରି ଜ୍ଞାନୀ ବୋଲି ଭାବୁଛି... ମନୋଜ ମିଶ୍ର କୁ ଇର୍ଷା ନକରି ଯଦି ତାକୁ ଉତ୍ସାହିତ କରାଯାଇଥାନ୍ତା ତେବେ ହୁଏତ ollywood ଅଧିକ ବଳିଷ୍ଠ ହୋଇଥାନ୍ତା
@surajo96
@surajo96 Жыл бұрын
Are bhai jitu raut kahithila
@mancitywithallmyheart
@mancitywithallmyheart Жыл бұрын
​@@surajo96se para chicken bepar karuthila covid time re tara kana aukat ache kahebar
@ashishkumarjena2345
@ashishkumarjena2345 Жыл бұрын
Right
@surajo96
@surajo96 Жыл бұрын
@@mancitywithallmyheart hn bhAii se bhari egoistic loka ta jitu rout but jitu mngraj thu sea bessi choddi hauthilA😑
@skp6143
@skp6143 Жыл бұрын
Ur right bhai
@Manishbhai234
@Manishbhai234 Жыл бұрын
ଧନ୍ଯବାଦ ସାର ସତ କଥା ଉପସ୍ଥାପନା କରିଥିବାରୁ। ❤❤❤
@dibyaranjanmajhi9255
@dibyaranjanmajhi9255 Жыл бұрын
ପୁରା point to point katha kahila bhai 🙏 I❤️ manoj bhai I❤️ sambalpur ଆପଣଙ୍କ କଥା ପୁରା ଭଳ ଲାଗିଲା ଭାଇ 🙏🙏
@pranayachintada8283
@pranayachintada8283 Жыл бұрын
ଭାଇ ବହୁତ ଖୁସି ଲାଗୁଛି କି ଆମ ଓଡ଼ିଶା ରେ ତମ ଭଳିଆ ବ୍ୟକ୍ତି KZbin ମାଧ୍ୟମରେ ସତ୍ୟ କୁ ଦେଖାଉଛନ୍ତି ..... ନ ହେଲେ ୟେ ସବୁ ଗୋଟିଏ ମାୟାନଗ୍ରି ଦେଖିବା ଲୋକ କିଛି ଜାଣି ପାରିବେ ନାହିଁ
@ajitkumarsahu-qf5ow
@ajitkumarsahu-qf5ow 19 күн бұрын
Bahut badhia bhai.....
@sthitapragyan_debasis
@sthitapragyan_debasis Жыл бұрын
Love you Manoj bhai ... you've been always 100% right
@pradeepkumardas2824
@pradeepkumardas2824 Жыл бұрын
Manoj Mishra is thinking beyond Odisha but producers are thinking about Cuttack and Bhubaneswar.
@baadshahbikash5308
@baadshahbikash5308 Жыл бұрын
Dil se support Monaj mishra ❤
@pattanaikranju7732
@pattanaikranju7732 Жыл бұрын
ଭାଇ ଆପଣ ଯାହା କହିଲେ ତାହା ଠିକ୍ କଥା କିନ୍ତୁ କାଳି ବାବୁ ଯେଉଁ ପରି ଭାବରେ ମନୋଜ ମିଶ୍ରଙ୍କୁ ‌ ଗାଳି କରିଥିଲେ ଏଥିରୁ ଜଣା ପଡୁଥିଲା ତାଙ୍କର ଯେମିତି କେହି ମାଆ ଭଉଣୀ ନାହାନ୍ତି ଏପରି କଳାକାର ଙ୍କୁ ଆଗ ବହିଷ୍କାର କରାଯିବା କଥା ଏପରି କଳାକାର ଙ୍କର ଭାଷାଜ୍ଞାନ ନଥିବା ପରି ଜଣା ପଡୁଥିଲା ଏହି କଳାକାର ସିନେମା ଜଗତ ପାଇଁ ମୋ ମତରେ ଏକ କଳଙ୍କ👍👍👍👍
@Tosanand999
@Tosanand999 Жыл бұрын
ସତ୍ କଥା ଭାଇ କାଲି ବାବୁ ଯେଉ ଭାଷା ରେ ଗାଳି କରୁ ଥିଲା ତାକୁ ସବୁ ଦିନ ପାଇଁ କି ସିନେମା ଇଣ୍ଡଷ୍ଟରେ ବହିଷ୍କାର କରାଯିବା କଥା ଆଜି ମନୋଜ ମିଶ୍ର କୁ ଗାଳି ଦେଲା ଆଉ କାଲିକୁ ଆଉ କାହା କୁ ଗାଳି ଦେଇ ପାରେ ଏମିତି ଲୋକ ସିନେମା ଜଗତ ପାଇଁ ଏକ କଳଙ୍କ
@Sibasish9153
@Sibasish9153 Жыл бұрын
khali cinema jagata nuhein swachha manisha samaj paein bi kalanka
@omm.ramnarayan
@omm.ramnarayan Жыл бұрын
Bhai first time Tama video dekhili..,.....au ekdum correct au sata Katha kahila😂😂😂👌👌👌👌👌
@Rolex77077
@Rolex77077 Жыл бұрын
Fully perfect explanation bhai good job 🙌💯 Tamara ae video ku samastanku dekhiba darakar jie bi Manoj Mishra nku birodha karuchhanti 😑💔💔
@pkboy7494
@pkboy7494 Жыл бұрын
ଭାଇ ଜଉ video ବୋନାନ୍ତି ପୁରା ସତ ଆଉ forfeckt କଥା କୁହନ୍ତି ନାଁ କାହା ସାଇଟି ନିଅନ୍ତି ନାଁ କାହା କୁ sapot କୁ କରନ୍ତି ଜାହା ସତ ତାହା ଦେଖିନ୍ତି ଭାଇ salut ଆପଣକୁ 👏🙏🙏
@sumangaming0907
@sumangaming0907 Жыл бұрын
Really
@subhajitpattnaik4939
@subhajitpattnaik4939 Жыл бұрын
କି ଲେଖା ତମର😂😂
@chandanmama..........2026
@chandanmama..........2026 Жыл бұрын
ଭାଇ subscriber ବଢେଇବା ପାଇଁ ରାଜନୀତି କରୁଛନ୍ତି
@sumitsahoosomu
@sumitsahoosomu Жыл бұрын
Bro single handedly roasted English language 😂
@sumitsahoosomu
@sumitsahoosomu Жыл бұрын
Sapot, Salut, forfect...bro has his own dictionary 😂
@rajeshbarik1976
@rajeshbarik1976 Жыл бұрын
Thank you so much for your intelligent reporting
@sidhuraika2946
@sidhuraika2946 Жыл бұрын
ଭାଇ ପୁରା ଠିକ୍ କଥା କହିଲ। ବହୁତ ଭଲ ଲାଗିଲା।❤❤❤🙏🙏🙏
@SKumar56789
@SKumar56789 Жыл бұрын
ବହୁତ ଭଲ ଉପସ୍ଥାପନ
@ranjitkumarpadhan8856
@ranjitkumarpadhan8856 Жыл бұрын
ଆପଣ ବହୁତ ଭଲ କଥା କହିଛ ଭାଇ
@suchitradei7500
@suchitradei7500 Жыл бұрын
Really u r brave to discuss the truth
@LazzzyLii
@LazzzyLii Жыл бұрын
Bhai manigali je tame biased nuhe ! Salute 🖖
@sumitsahoosomu
@sumitsahoosomu Жыл бұрын
Manoj Mishra's acting ability > whole career of Anubhav + Arindam
@prasanjeetdas8845
@prasanjeetdas8845 Жыл бұрын
Bhai ate b sata Katha kahibar nathila 😅
@sumitsahoosomu
@sumitsahoosomu Жыл бұрын
@@prasanjeetdas8845 😂
@KILLER_SPY
@KILLER_SPY Жыл бұрын
😂🤣
@surajo96
@surajo96 Жыл бұрын
Yes but most popular & crowd puller Anubhav (70%)❤ arindam (20%) & and Manoj da(10%)😂😂
@sumitsahoosomu
@sumitsahoosomu Жыл бұрын
@@surajo96 Don't think so. I haven't watched a single of movie of him in last 15 years. I would say Babushan is the crowd puller.
@jhashketanchhatria2821
@jhashketanchhatria2821 Жыл бұрын
ସତ୍ୟ ଘଟଣା ଲୋକଲୋଚନ କୁ ଆଣିଥିବାରୁ ଧନ୍ୟବାଦ ଆଜ୍ଞା ।
@saileshtripathy8761
@saileshtripathy8761 Жыл бұрын
Wao right bro.......pura sata katha kahila..1000%
@arjunpurohit6499
@arjunpurohit6499 Жыл бұрын
Thanks for providing a summary of the background events behind this sordid and despicable action of self appointed dons of Ollywood film industry. These are the folks responsible for mediocrity of Odia films. Not being creative they lash out against any suggestion to improve the Odia films. Hats off to Manoj Babu to standing up to these guys.
@sumitsahoosomu
@sumitsahoosomu Жыл бұрын
True words sir.
@JitendraMohanty-t7d
@JitendraMohanty-t7d Жыл бұрын
Manoj Mishra is a talented actor.
@memesindia2185
@memesindia2185 Жыл бұрын
1001% right 👍👍
@pradipmishra5627
@pradipmishra5627 Жыл бұрын
ଭଲ ଉପସ୍ଥାପନା ବହୁତ୍ ବହୁତ୍ ଧନ୍ୟବାଦ୍
@Sasubohuhomekitchen
@Sasubohuhomekitchen Жыл бұрын
Right kahila bhai
@baivabmahalik4902
@baivabmahalik4902 Жыл бұрын
Bhai to be honest.. Manoj Mishra is a very good person... They are all ganging upon him and trying to settle him down.. He's a gem trying to make our movies known as PAN Bharat Movie
@subhransusekhar840
@subhransusekhar840 Жыл бұрын
Nice representation..... ପ୍ରକୃତ ସତ କଥା ତୁମେ କହିଲ
@sudhirkumarpattnaik4615
@sudhirkumarpattnaik4615 Жыл бұрын
Genuine analysis behind the ban of Manoj Mishra by the Odia Cine Producers ' Association. Reality always bites.The analysis shows the narrow mindsets of the Odia cine producers.
@mr.soumya8368
@mr.soumya8368 Жыл бұрын
ଯା ହଉ ଘଟଣା ଟା କୋଉଠୁ ଆରମ୍ଭ ହୋଇଥିଲା ମୁଁ ଜାଣି ନଥିଲି, କେତେ ସୁନ୍ଦର ଭାବରେ ଭାଇ ବୁଝେଇ ଦେଲ ମ, ବହୁତ ବହୁତ ଧନ୍ୟବାଦ ଭାଇ❤️
@ramakantabhoi5519
@ramakantabhoi5519 Жыл бұрын
ସତରେ ଯଦି ଆପଣ ସତକଥା କହୁଥିବେ ଧନ୍ୟବାଦ୍
@sonalipradhan337
@sonalipradhan337 Жыл бұрын
I support manoj mishra❤❤
@anyra5978
@anyra5978 Жыл бұрын
କି କଥା କହିଲ ମୋ ଭାଇ Mind Blowing 😊😊
@bibhubaibhav453
@bibhubaibhav453 Жыл бұрын
Right Discussion ❤
@PritamTandi-vf7dw
@PritamTandi-vf7dw Жыл бұрын
Tamar katha suni kari mor man bhariga sir ek dum sath katha aae......jai ma manikeswari🙏🙏🙏
@binaya27
@binaya27 Жыл бұрын
Bahut badhia video 👌👌
@radheshyammeher4318
@radheshyammeher4318 Жыл бұрын
ଧନ୍ୟବାଦ ଭାଇ 🙏
@jalilkumarbhoi9472
@jalilkumarbhoi9472 Жыл бұрын
Nice explanation We will always stand by Manoj Mishra
@pkboy7494
@pkboy7494 Жыл бұрын
ଭାଇ plz ollywood endostry ରୁ ସବୁ ବଡ଼ ବଡ଼ ମହାନ୍ କଳାକାର ଚାଲିଗଲା ପରେ ଏବେ ହେଉ ସସ୍ତା produsor ମାନେ ଭାବୁଛନ୍ତି ଇଏ ଆମ ବାପ ଅଜା ସଂପତ୍ତି ଆଉ ମନ ଇଚ୍ଛା ଜାହା ଇଛା ତାହା କରୁଛନ୍ତି plz se video ବନାଆ
@s.kgamer717
@s.kgamer717 Жыл бұрын
Nice details
@sanjayakumarsahoo6645
@sanjayakumarsahoo6645 Жыл бұрын
Very good coments.pura sata Katha. I soport Manoj Mishra ❤.
@trinathparida6291
@trinathparida6291 Жыл бұрын
🎉❤❤❤❤ Manoj Mishra great ❤🎉🎉
@shankargurahandi2795
@shankargurahandi2795 Жыл бұрын
ପୁରା ପୁରି ଠିକ କହୁଛ ଭାଇ
@kamalsahoo07
@kamalsahoo07 Жыл бұрын
2000% right, ବୋହୁତ ଭଲ ରେ ବୁଝାଇଲେ
@rabibhaikhantiodia7745
@rabibhaikhantiodia7745 Жыл бұрын
ପୁରା🎉 perfect video
@Gobinda1999
@Gobinda1999 Жыл бұрын
Kada discussion❤‍🔥❤‍🔥❤‍🔥
@srikantkumar5237
@srikantkumar5237 Жыл бұрын
Ek dum point to point katha kahicha bhai
@HappyAngel-gq4qm
@HappyAngel-gq4qm Жыл бұрын
Byomkesh tripathy doing a great job by supporting man society and here you are supporting all time for man..thank you brother 🙏😊
@OdiaHungama
@OdiaHungama Жыл бұрын
🙏🙏
@Munaelectricalxyz
@Munaelectricalxyz Жыл бұрын
Cuttack , bhubaneswar full support monoj sir❤
@majhigudalingaraj5669
@majhigudalingaraj5669 11 ай бұрын
Super Dada ❤❤
@mrrahul1559
@mrrahul1559 Жыл бұрын
Bhai bohut bodhia kotha au Soto kotha kohilo Bhai thank you our support only on Monoj Sir jai maa samlei jai jaganath 🙏🙏🙏
Real Man relocate to Remote Controlled Car 👨🏻➡️🚙🕹️ #builderc
00:24
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 11 МЛН
ЛУЧШИЙ ФОКУС + секрет! #shorts
00:12
Роман Magic
Рет қаралды 27 МЛН
The Singing Challenge #joker #Harriet Quinn
00:35
佐助与鸣人
Рет қаралды 23 МЛН
Making News otv| Bikala TV| External Marital Affair
22:43
🔵  Unveiling The Truth With Actor Manoj Mishra | Kanak News
24:11
Real Man relocate to Remote Controlled Car 👨🏻➡️🚙🕹️ #builderc
00:24