🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha

  Рет қаралды 131,335

Satyapatha

Satyapatha

29 күн бұрын

🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha
#satyapatha #mohanmajhi #laxmibus #odishapolitics #bjpodisha #odishakhabar

Пікірлер: 408
@bijaybehera4395
@bijaybehera4395 27 күн бұрын
ସବୁ ଲେଖା ଛିଡ଼ିଯାଇଛି ସେଇଠି। ଏଠି ଖାଲି ରଙ୍ଗ ବଦଳିବ ଆଉ ନା ବଦଳିବ। ଆଉ କିଛି ମିଡ଼ିଆ ଅଛନ୍ତି ବଦଳିବl ରଙ୍ଗ କୁ କହିବେ bjp ସରକାର ସବୁ କରିଛନ୍ତି କହିବେ।
@manasimohanty942
@manasimohanty942 27 күн бұрын
Ahha golat he
@AJITSIN-li4xv
@AJITSIN-li4xv 24 күн бұрын
​ଓଡ଼ିଶା ରେ ଯାଉ ଲକ୍ଷ୍ମୀ ବସ ଚାଲିଥିଲା' ରାଜସ୍ଵର ଅର୍ଥହାନି ନ ହେବାକୁ ବସର ରଙ୍ଗ ବଦଳା ଯାଇଛି
@SantoshKumar-xn2gs
@SantoshKumar-xn2gs 11 күн бұрын
ଆପଣ ଠିକ୍ ଅଛନ୍ତି ଆଜ୍ଞା
@budhadevpanda467
@budhadevpanda467 27 күн бұрын
ଓଡ଼ିଶା ରେ ଗୁଜରାଟୀ ରାଜ ର ଏକ ନମୁନା ଆଗକୁ ଆହୁରି ରଙ୍ଗ ବଦଳା କାର୍ଯ୍ୟକ୍ରମ ଜାରି ରହିବ
@dsd4230
@dsd4230 27 күн бұрын
ଦୁର୍ନୀତି ନ ଧରିଲେ ଜନସାଧାରଣ ଆରଥରକୁ କଂଗ୍ରେସକୁ ସରକାରକୁ ଆଣିବେ.
@abhijitmohanty8284
@abhijitmohanty8284 27 күн бұрын
Pura bhai thik kahile
@santoshthatoi8286
@santoshthatoi8286 27 күн бұрын
​@@abhijitmohanty8284dhana rate 3100 bjd karithila bodhe
@satyabratadas3635
@satyabratadas3635 26 күн бұрын
Right
@MSSureshCreations70
@MSSureshCreations70 22 күн бұрын
Right
@janardanpanda5378
@janardanpanda5378 27 күн бұрын
ରଙ୍ଗ ବଦଳେଇ ଦେଲେ ଦୁର୍ନୀତି ହଟିଜିବନି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର
@sundargarhsng9463
@sundargarhsng9463 27 күн бұрын
101 percent right.
@omprakashbehera6998
@omprakashbehera6998 27 күн бұрын
ହଁ
@trinathdash3129
@trinathdash3129 27 күн бұрын
ଆପେକ୍ଷାକର ମଦ ବୋତଲର ରଙ୍ଗମଧ୍ଯ ବଦଳି ଯାଇପାରେ।ମାର୍କେଟରେ କିଛିଦିନ ପରେ ।ସାଧା ମାଛ ସାଧା ଚିକେନ ସାଧା ମଟନ ।ବିନା ନିଶାବାଲାମଦ ଉପଲବ୍ଧିହେବ।।
@alekhchandrabarik2844
@alekhchandrabarik2844 27 күн бұрын
ଇଏ ନେତା ମାନେ ଗୋରୁ ବେପାରୀ ପରି ବେକରେ ଗାମୁଛା ପକାଇ ବୁଲୁଛନ୍ତି କଣ ପାଇଁ
@homundaaarsi9489
@homundaaarsi9489 27 күн бұрын
I salute you for good observation.
@choudhurilohar4811
@choudhurilohar4811 27 күн бұрын
😂😂😂
@smohanty3507
@smohanty3507 27 күн бұрын
😂😂😂😂😂
@skgoud7356
@skgoud7356 27 күн бұрын
Bjd netanka bhali mota suna chain pakei bulibe to katha anusare garibanka sarka ete gandimara Paisa asiba kouthu
@debashishjena8127
@debashishjena8127 27 күн бұрын
2029 re ghosoda heiki jibe Odisha re😂
@BanditteachingTrick
@BanditteachingTrick 26 күн бұрын
Bus ରଙ୍ଗ ବଦଳିଲେ କଣ ଲୋକେ ଭୁଲି ଯିବେ କି? ନା ଲୋକେ bjd କୁ ଭୂଳିବେନି ବସ୍ ହିଁ ମାନେ ପକେଇ ଦେବ ନବୀନ ଙ୍କୁ
@BanditteachingTrick
@BanditteachingTrick 26 күн бұрын
ମୁଁ ଶୁଣିଛି ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଏ ହେଲେ BJP ଏଣ୍ଡୁଅ ନୁହ ତ
@sadhudas2758
@sadhudas2758 27 күн бұрын
ଅନାବଶ୍ୟକ ରଙ୍ଗ ବଦଳାଇବାର ଖର୍ଚ୍ଚ କିଏ ବହନ କରିବ। ସବୁଜ ରଙ୍ଗ ପରିବେଶ ଅନୁକୂଳ ଥିଲା
@nuelbaa8392
@nuelbaa8392 21 күн бұрын
Sir, semanonko ranga pora Gerua !
@prasannakumarnayak2278
@prasannakumarnayak2278 27 күн бұрын
Bjp କେବଳ ନାଁ ରଙ୍ଗ। ବଡଲେଇବା ଛଡ଼ା କିଛି କରିପାରିବେ ନାହିଁ
@santoshthatoi8286
@santoshthatoi8286 27 күн бұрын
Dhana rate kaan bjd 3000 karithila nai? Sudhuribani
@dmohanty5003
@dmohanty5003 26 күн бұрын
@@santoshthatoi8286. Modi kari chi? Se katha kahunu? Tu tara andha bhakti bhaba ru bharibuni?
@achyutbag4614
@achyutbag4614 24 күн бұрын
​@@santoshthatoi8286tu hauchhu asali andha bhakta
@user-kg3dn4zo7j
@user-kg3dn4zo7j 19 күн бұрын
ତୁମେ ବିଜେଡି ବାଲା ଓଡିଶା କୁ ନିଜର ବାପ ସମ୍ପତି ଭାବିଲ (ସବୁ ସ୍କୁଲ ର ଡ୍ରେସ ରଙ୍ଗ ନେଳିଆ କରିଛ କେବେ ସେହି ସ୍କୁଲ ପିଲା କୁ ପଚାରିଛ ଏହି ରଙ୍ଗ ବଦଳା ରେ ସେମାନେ ଖୁସି କି ନାହିଁ )
@Nikhil_edit_king_is_back
@Nikhil_edit_king_is_back 16 күн бұрын
Andha bhakata mane dekha 24 year ra sarkar au gote mas ra sarkar kn kahi thile Kariki dekhauchhanti
@sanjibkanhar7164
@sanjibkanhar7164 27 күн бұрын
ଏଣ୍ଡୁଅ ସଦାବେଳେ ରଙ୍ଗୋବଦଳାଇ ଦେବ ମୋହନ ମାଝୀ ସରକାର
@sadhudas2758
@sadhudas2758 27 күн бұрын
ଏଗୁଡିକ ଖାଲି ଭାରତମାତାକୀ ଜୟ, ଜୟ ଶ୍ରୀରାମ, କହି 5 ବର୍ଷ କଟାଇ ଦେବେ
@Funny_odiahub32
@Funny_odiahub32 27 күн бұрын
Right
@sudhansusekharjena1396
@sudhansusekharjena1396 18 күн бұрын
ଏବେ ସେ କଥା କହୁ ନାହାଁନ୍ତି ଜୟ ଜଗନ୍ନାଥ କହିବା ଆରମ୍ଭ କଲେଣି
@anneray1980
@anneray1980 7 күн бұрын
Whatever sells...​@@sudhansusekharjena1396
@u.knatasha5727
@u.knatasha5727 27 күн бұрын
ଏଣ୍ଡୁଅ ସରକାର
@manoranjanpradhan1507
@manoranjanpradhan1507 26 күн бұрын
Bhai manaku paela ate dina pare
@user-he5yx1xq1s
@user-he5yx1xq1s 21 күн бұрын
ସବୁଜ ରଙ୍ଗ ପରିବେଶ ର
@krushnaprasadmohanty3831
@krushnaprasadmohanty3831 27 күн бұрын
ଅନେକ ଅନେକ ଧନ୍ୟବାଦ - ସତ୍ୟ ବାବୁ ।
@JhiliJena-vd8fl
@JhiliJena-vd8fl 24 күн бұрын
ପାଞ୍ଚ ବର୍ଷ କେବଳ ରଙ୍ଗ ଲିଭାଇବେ
@bijayakumarchoudhury959
@bijayakumarchoudhury959 27 күн бұрын
ମୋହନ ୬ମାସ, ବେଶି ଦିନ ନୁହେଁ
@antaryamimishra449
@antaryamimishra449 21 күн бұрын
ସତ୍ ଆଏ କେଁ
@bighnarajjena7215
@bighnarajjena7215 25 күн бұрын
ଲୋକେ BJD କୁ ହରେଇ ନାହାନ୍ତି, ସୁଭଦ୍ରା ଯୋଜନା BJD କୁ ହରେଇ ଦେଲା ।
@antaryamimishra449
@antaryamimishra449 21 күн бұрын
Good
@user-kg3dn4zo7j
@user-kg3dn4zo7j 19 күн бұрын
ସମ୍ପୂର୍ଣ ଭୁଲ ଓଡିଶା ରେ ଅଧିକ ଦାଦା ଗିରି ହେଉଥିଲା ବିଜେଡି ବାଲାଙ୍କର
@satyanarayanprasadnayak4505
@satyanarayanprasadnayak4505 27 күн бұрын
ଯଦି ଦୁର୍ନୀତିର ପର୍ଦାଫାଶ ନ ହେବ, ତେବେ ଏମିତି ରଙ୍ଗ ଆଉ ନାଁ ବଦଳେଇବାରେ କି ବାହାଦୁରୀ ?
@pallimadhuriodiafolksong2771
@pallimadhuriodiafolksong2771 13 күн бұрын
ଦୁର୍ନୀତି ବିଷାରଦ ଦୁର୍ନୀତି କୁ ଜଗିବେ।
@KoilashKoilash-bv1dv
@KoilashKoilash-bv1dv 27 күн бұрын
ରଗଂବଦଳଇ ଦେଲେ ସବୁସମାଧାନହବ ଭୁଲୁ
@sukumarrana9091
@sukumarrana9091 27 күн бұрын
Laxmi bus ଘୋଟାଲା, JT recruitment ରେ normalisation ଆଳରେ ଯେଉଁ ଦୁର୍ନୀତି, ତାହା ର ପର୍ଦ୍ଦାଫାଶ ପାଇଁ ସରକାର ଙ୍କ ର ଆନ୍ତରିକତା ନଥିବା ପରି ଜଣାପଡ଼ୁଛି ।
@SusantKumar083-fz8wc
@SusantKumar083-fz8wc 24 күн бұрын
Satya sr aapanaka katha 100% right
@lilianaik5756
@lilianaik5756 13 күн бұрын
ଠିକ ଠିକ ଖଲି ରଙ୍ଗ ମାରି ମାରି 5 ବର୍ଷ ଚାଲି ଯିବକି
@mr.sunilsethi829
@mr.sunilsethi829 27 күн бұрын
ତୁ ଜଣେ ଗଣମାଧ୍ୟମର ପ୍ରତିନିଧି ହେଇ ଦିନେ ବିଜେଡି ର ଚାମ୍ଚା ସାଜିଗଲୁ ଏଇଟା କଣ.... ତୋର ବେକ୍ତିଗତ ରଙ୍ଗ ବଦଳାଇବା ନୁହଁ କି
@satishchandrabehera7291
@satishchandrabehera7291 27 күн бұрын
ରଙ୍ଗ ବଦଳାଅ, କାହାରି ଆପତ୍ତି ନାହିଁ। କର୍ମଧାରା ବଦଳିବା ଆମେ ଆଗେ ଚାହି।।
@khirodhota1440
@khirodhota1440 27 күн бұрын
ଏଥୁରୁ ଯାହା ଜଣା ପଡୁଛି ମୋହନ ଭିଡକୁ ନୁହେଁ l
@diptisatpathy2799
@diptisatpathy2799 27 күн бұрын
Nabin Pattnaik no 1 cm thile rahibe
@villagesinger6788
@villagesinger6788 27 күн бұрын
ଲୋକେ ଠିକ୍ କହୁଛନ୍ତି,ମୋଦି ପାଣ୍ଡିଆ କୁ ଲଗେଇ ନବୀନ କୁ out କଲା,ଏବେ ଦୁର୍ନୀତି ବି ଲୁଚିଯିବ 😊
@deepakkumarnayak7831
@deepakkumarnayak7831 27 күн бұрын
ସମ୍ପୂର୍ଣ୍ଣ ସଠିକ କଥା 👌👍🙏
@lilianaik5756
@lilianaik5756 13 күн бұрын
ତମେ ନିୟୁଜ ଵାଲା କଣ କହୁଛ ନିଜେ ଭି ବୁଝିପାରୁନଥିବ ନିଜ ନାମ ଦେବା ପାଇଁ ବିଜେପି ରଙ୍ଗ ବାଡ଼ଉଛି
@HemantKumar-jk2hs
@HemantKumar-jk2hs 27 күн бұрын
ଲାଗୁଛି ଯେମିତି ସବୁ ଚୋର....
@ranajitjena4668
@ranajitjena4668 27 күн бұрын
ଯୋଉ ଦଳ ପାଇଁ ଓକିଲାତି କରୁଛ ତାଙ୍କର ଔକାତ ନାହିଁ କିଛି କରିବା ପାଇଁ କେବେଳ ଅନ୍ୟର କାମକୁ ନିଜର କରି ପ୍ରଚାର କରିବା ଜାଣିଛନ୍ତି
@abhijitmohanty8284
@abhijitmohanty8284 27 күн бұрын
Satya babu thik kahuchanti bjp jaha kahithila ta aji jae kichi karini,sabuthire chup basichi,mu bi bjp support karuchi but bjp kichi na kale taku andha bhali support karibini
@dmohanty5003
@dmohanty5003 26 күн бұрын
⁠@@abhijitmohanty8284. BJD 24 barsha re per capita income re Odisha ku 12 position uparaku nei chanti. UP re double engine Sarkar thai bi gote position uparaku nei paarini BJP Sarkar. Dekhiba Odisha re double engine Sarkar Kan kari pariba!!
@panchanansahu2908
@panchanansahu2908 26 күн бұрын
ତାମିଲନାଡୁ ଲକ୍ଷ୍ମୀ ବସ ଗଲା କେମିତି
@pragyanparamitabiswal4432
@pragyanparamitabiswal4432 26 күн бұрын
Bhai tme dekhithila bodhe...Auu ta kichhi janina ae sabu kuha... andhabhakt manku kahiki kichhi lava nai...​@@panchanansahu2908
@ranajitjena4668
@ranajitjena4668 26 күн бұрын
@@panchanansahu2908 ତାମିଲିନାଡୁ ବସ ସବୁ ଯାଇଛି ବୋଲି ଯୋଉ ମିଛ ଗୁଜବ ଖବର ARGUS ଏବଂ OTV ପ୍ରଚାର କରୁଥିଲେ ଏବେ ସେହି ମିଛ ଗୁଜବ ଖବର ପ୍ରସାରଣ କରୁଥିବା ସଂସ୍ଥାର ଅସଲ ଚେହେରା ଧରାପଡ଼ିଗଲା ଏବଂ ଏବେ ସବୁ ବସ ସବୁଜ ରଙ୍ଗ ବଦଳରେ ନାରଙ୍ଗୀ କାର୍ଯ୍ୟ ଓଡିଶାର ବିଭିନ୍ନ ଜାଗାରେ ହଉଛି
@krushnasahu7514
@krushnasahu7514 27 күн бұрын
ବିଭାଘର ମାସେ ହେଇନି, କଥା ଉଠିଲାଣି ଛୁଆ କାହିଁ ହେଉନି.ବହୁତ ଓଡ଼ିଆ ଙ୍କୁ କୋଉ ନଂପୁସଙ୍କ ଦଳ ଆଜି ନିକମା କରିଚି ସେ କଥା କୁହ .
@lilianaik5756
@lilianaik5756 13 күн бұрын
ଏଠି ରଙ୍ଗ ବଦଳିବ ଢଙ୍ଗ ବଦଳିବନି
@Reenabehera0
@Reenabehera0 27 күн бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@learntogether8344
@learntogether8344 27 күн бұрын
ନାଇ ଠିକ କଥା.... ପୁରା 10000% crct ନିଜ ଉପରେ ଲଜ୍ୟା ଲାଗିଲାଣି ଦେଖିବା କଣ ହଉଛି
@kalandipradhan1559
@kalandipradhan1559 27 күн бұрын
ବିଜେଡି ରଙ୍ଗ ରହିଲେ ଆପଣକୁ ଭଲ ଲାଗୁଚି
@dmohanty5003
@dmohanty5003 26 күн бұрын
Ranga re kan achi? 24 barsha re per capita re BJD Odisha ku 12 position uparaku neichi. UP re double engine Sarkar thai bi gote position change helani UP ra. Dekhiba Odisha re double engine kan kari paruchi
@user-kg3dn4zo7j
@user-kg3dn4zo7j 19 күн бұрын
ଏ ପାଇଁ ସବୁଠୁ ବଡ଼ ଦାଈ ନବୀନ ପଟ୍ଟନାୟକ
@dmohanty5003
@dmohanty5003 19 күн бұрын
@@user-kg3dn4zo7j. Right se hi sabu scheme karithile. Per capita re odisha ku 12 position upar uthae the. Yogi double engine Sarkar hoi bi 1/2 position upara ku uthei pari Lani
@SudhirchandraJena-qs8em
@SudhirchandraJena-qs8em 22 күн бұрын
ବସରେ କଲରମାରି ଟଙ୍କା ଖର୍ଚ୍ଚ କରି କି ଲାଭ ତା ବଦଳରେ ଆଉ କିଛି ବସ କିଣିଥିଲ ହୁଏତ ବିଜେପିର ଲାଭ ହୁଅନ୍ତା ,
@user-kg3dn4zo7j
@user-kg3dn4zo7j 19 күн бұрын
ତେଲ ଟଙ୍କା କିଏ ଦେବ ତୁମେ ଦେବକୀ
@user-sh1cq3wl2z
@user-sh1cq3wl2z 19 күн бұрын
ଏ ବିଜେପି ସରକାର ହେଉଛି ବହୁରୂପୀ ଏଣ୍ଡୁଅ।
@prakashdash9209
@prakashdash9209 27 күн бұрын
Mohan Majhi ଦରକାର ପଞ୍ଚାୟତ election re ଭୋଗିବେ
@binayakumarpatnaik1463
@binayakumarpatnaik1463 27 күн бұрын
Pakistan colour change Kara
@rameswar3765
@rameswar3765 27 күн бұрын
Old wine in new bottle. All are green color change to Orange. What's a beautiful idea.
@FudanHandah
@FudanHandah 27 күн бұрын
Durniti,hataibanei,Bjp,ku,Boot,diyajaithila,Jadi,Durnitiku,Luchaiba,Aubelaku,Bjp,v,luchiba❤
@umeshchandraswain8578
@umeshchandraswain8578 24 күн бұрын
ବିଜେପି ସରକାର ପୁରୁଣା ଅଫିସର ମାନଙ୍କୁ ନ କାଢିଲେ ଆର ଥରକୁ କଂଗ୍ରେସ ଆଶିବ
@manassamantaray8264
@manassamantaray8264 27 күн бұрын
Colour change paini paisa keun fund ru asuchi
@RanjanBehera-ge1kf
@RanjanBehera-ge1kf 27 күн бұрын
Sir, best analysis...right ❤🎉❤
@ABHISHEKHASWAIN
@ABHISHEKHASWAIN 27 күн бұрын
Gujurati sasan
@u.knatasha5727
@u.knatasha5727 27 күн бұрын
ସତ୍ୟ ବାବୁ ଦୟାକରି କହିବେ ନାଁ ରେ କଣ ବଦମାସୀ ଅଛି।
@bibhutipati6455
@bibhutipati6455 27 күн бұрын
ଛୋଟ ନେତା କହିବା ଉଚିତ ଶବ୍ଦ ନୁହେଁ। ତୃଣମୂଳ ସ୍ତରର ନେତା
@kmunababu
@kmunababu 27 күн бұрын
Bjp ra nija akat nahi bus nua aniki chaibaa paii jaha bjd karichii taku ranga change kale kn heba odisha basi samstee janichatii seita bjd ra jojanaa bjp kichii nua karibaa paii kichi plan nahii khalii gandagola aou hinsaa khalii .,..... Bjd taa kichii bi vala kama karuthilaa but abikaa bjp sarkara mainua ki gai nuha nije cm pari bi feel lagunii 🤣🤣
@goutamkumarnayak2158
@goutamkumarnayak2158 15 күн бұрын
ବିଜେପି ଯୋଉବାଟେ ଖାଏ ସେଇବାଟେ ଦୁଇ କରେ.. ନୀତି ଆଦର୍ଶ ସଂସ୍କାର ବୋଲି ସେ ଦଳରେ କିଛି ନାହିଁ.. ଲୋକଙ୍କୁ ଠକିବା ମିଛ କହିବା ତାଙ୍କର ମୂଳ ଲକ୍ଷ୍ୟ..
@user-wj3lf4xi7n
@user-wj3lf4xi7n 27 күн бұрын
This was grate thank you sir
@KumbharElotrinics
@KumbharElotrinics 26 күн бұрын
ଓଡ଼ିଶା ରେ ଯେତେ ସବୁ ସରକାରୀ ବସ ଚଲୁଛି o s r t c ନାମରେ ଚଲୁଛି । ନବିନ୍ ଦୁର୍ନୀତି କାର୍ୟ୍ଯ କିଛି କରି ନାହାଁନ୍ତି । ଏ ବିଜେପି ସରକାର ପାଖରେ କଣ ପ୍ରମାଣ ଅଛି କିଛି ନାହିଁ । ତ କେମିତି କରିପାରିବେ । ଏ ବିଜେପି ସରକାର ତ ଦୁର୍ନିତୀଆ ସରକାର । ଏମାନଙ୍କ ନା ରେ ଭରପୁର ଦୁର୍ନିତୀ ଅଛି । ନିଜେ ସେହି କାର୍ୟ୍ଯ କରୁଛନ୍ତି । ଅଲଗା ସରକାର କୁ କିପରିଭାବରେ । କହିପାରିବେ । ପ୍ରଥମେ ନିଜ ଆଖିରେ ଥିବା ମଇଳା କୁ ପୋଛିବା ଦରକାର ଓ ତାପରେ ଅନ୍ୟ ମାନଙ୍କୁ କହିବା ଆବଶ୍ଯକ ଅଟେ
@ManojRana-nm8re
@ManojRana-nm8re 18 күн бұрын
ରଙ୍ଗ ବୋଳା ରାଜନୀତି bjpର
@swarnamohanty3121
@swarnamohanty3121 22 күн бұрын
Mogan Majhi sarkar khub bhala sarkar .
@AshokBehuria-ou6tu
@AshokBehuria-ou6tu 24 күн бұрын
ସତ୍ୟବାବୂ ଯେକୌଣସି ବିଭାଗରେ ଘୋଟଲା ହୁଏ ଟାର ତଦନ୍ତ ହୁଏ ତଦନ୍ତର ରିପୋର୍ଟ କୋୖର୍ଟ ରେ ଅନୁସନ୍ଧାନ ହେବାପରେ ଦୋଷୀ ଦଣ୍ଡ ପାଏ, ତାପରେ ଲାଞ୍ଚ ଖୋର ମିଡ଼ିଆ ମାନେ ବଡ ପାଟି କରି ନାଳ ଗଡେଇଲେ ଚଳିବ, ତ ଆଗରୁ ଯୋଉ ମିଡ଼ିଆ ଭାଇ ଆଗତୁରା ନାଳ ଗଡ଼ାଇବା କେତେଧୁର ଠିକ, କୋୖର୍ଟ ଟା କଣ ତୁମ ବୋପରା ତୁମେ ଯାହା ଚାହିଁବ ତାହା ତୁମେ କହିବ, ଏମିତି ମିଡ଼ିଆକୁ ଗୋଡେଇ ଗୋଡେଇ ମେଡ଼ିଦେବା ଦରକାର 🌹
@bijayakumarchoudhury959
@bijayakumarchoudhury959 27 күн бұрын
Bjp, bjd ଗୋଟିଏ ଲାଉର ମଂଜି
@manasimohanty942
@manasimohanty942 27 күн бұрын
Manyabar nabin pattanik 🙏 odishabasi nkapani bahut kichi development work kari jaaichanti, se kone Adarsh swavhiman kratyba porayen humanbl
@bidyadharmandal-rv5bn
@bidyadharmandal-rv5bn 21 күн бұрын
ମୁଖ୍ୟ ମନ୍ତ୍ରୀ ଘର ରୁ ବସ ଆଣିଲେ ବଧେ ସେଇ ପାଇଁ ରଙ୍ଗ ବଦଳୁଛି।ଓ ସେଇ ପାଇଁ ମୁଖ୍ୟ ମନ୍ତ୍ରୀ ଲେଖା ହେଉଛି । ମୁଖ୍ୟ ମନ୍ତ୍ରୀ କିଏ ଜାଣି ନାହାନ୍ତି
@amiyabhusanmohanty9737
@amiyabhusanmohanty9737 26 күн бұрын
ଚମତ୍କାର ଉପସ୍ଥାପନା । କେବଳ ବିରୋଧ ରାଜନୀତି କରିଛି ଗେରୁଆ ଦଳ । ଅପେକ୍ଷା କର, ତ୍ରୀରଙ୍ଗାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ।
@dibyaranjanmohapatra8113
@dibyaranjanmohapatra8113 27 күн бұрын
Bus colour change will be better for safety.. Orange colour will be very visible at evening to night time and accident will be decrease. We are thinking politically wrong but that's better for human society... this is my opinion.
@Ashu234-
@Ashu234- 27 күн бұрын
😂😂
@Padmachrout
@Padmachrout 22 күн бұрын
Very clear presentation.
@Rbs233
@Rbs233 27 күн бұрын
Right🎉🎉
@rameshmohanty1211
@rameshmohanty1211 27 күн бұрын
ପୁରା ମଞ୍ଜ କଥା
@sarojbehera1361
@sarojbehera1361 27 күн бұрын
Bilkul theek Satya bhai....aji jain gote single arrest nahi ...
@sibaprasadkhadanga4375
@sibaprasadkhadanga4375 26 күн бұрын
ଯୋଉଠି ହାତମାରିବ ସେଇଠି ଦୁର୍ନୀତି ର ପାହାଡ ।ରାଜ୍ୟ ସରକାର କୋଉ ଦୁର୍ନୀତି ବିରୋଧରେ ତଦନ୍ତ ଆରମ୍ଭ କରିବେ ? ତଦନ୍ତରେ ଦିନ କଟାଇବେ ନା ଯୋଉସବୁ ସମସ୍ୟା ଅଛି ସେସବୁର ସମାଧାନ ପାଇଁ ଉଦ୍ୟମ କରିବେ ? ମୋହନ ମାଝୀ ସରକାର ବୋଧହୁଏ କୋଉ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ଚିନ୍ତା କରିପାରୁନାହାନ୍ତି । ଆଶା କରିବା ଯେ ,ସରକାର ଦାୟିତ୍ୱ କୁ ଭଲଭାବେ ବୁଝିବା ପରେ ବିଭିନ୍ନ ଦୁର୍ନୀତି ଉପରେ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବେ ।
@mahabirmajhi2683
@mahabirmajhi2683 24 күн бұрын
Bhrast Janata Dal ! Corruption in everycstep! CM Mohan is confused as to from where to start investigation about corruption ?
@user-kg3dn4zo7j
@user-kg3dn4zo7j 19 күн бұрын
ଏଟା କିନ୍ତୁ ସତକଥା କହିଲ
@pkmishra6256
@pkmishra6256 27 күн бұрын
Have patience. What action is going to be taken by Present Govt. , at appropriate time pl watch. 👍🏾
@bhagirathitarai9981
@bhagirathitarai9981 27 күн бұрын
Thank you Bhai
@KartikJena-we5oj
@KartikJena-we5oj 23 күн бұрын
ଓ ଭାଇ ଦୁର୍ନୀତି ଅଭିଯୋଗ ଆଣିଲେ କଣ ହେବ ନୋଟ ବନ୍ଦୀ ହେଲେ ପ୍ରତି ପରିବାର 15 ଲାଖ ପାଇବେ ସେଇ ଟଙ୍କାରୁ 60 ହଜାର ନେଇ ଆସୁନ
@ABHISHEKHASWAIN
@ABHISHEKHASWAIN 27 күн бұрын
Nabin babu jetik karichanti bjp ranga change karu karu 5 year paleiba
@smrutirekhanayak2361
@smrutirekhanayak2361 27 күн бұрын
bjd bjp hata mileichhanti .odisha loko nku bhuan bulouchhanti
@SPSNGaming-gp4pu
@SPSNGaming-gp4pu 21 күн бұрын
ଏମାନେ କହିଲେ pandian ଦୁର୍ନୀତି କରିଛନ୍ତି,ଯଦି କରିଛନ୍ତି,ତେବେ pandian ଙ୍କୁ କାହିଁକି CBI ରେ ଗିରଫ କରୁ ନାହାନ୍ତି।BJD ସରକାରକୁ ଭଙ୍ଗିବା ପାଇଁ ତାଙ୍କ ବାପା deal କରି ଥିଲେ।ଯାହା,ଏମାନେ କରି ପାରିବେ ନାହିଁ।
@AlokPradhan-kq9lm
@AlokPradhan-kq9lm 21 күн бұрын
BJP ରଙ୍ଗ ବଡଲେଇବା ଜାଣିଛି ଚୋର BJP କୁ ମାଡ଼ ଦରକାର ଜୟ ନବୀନ
@suniltudusuniltudu7308
@suniltudusuniltudu7308 21 күн бұрын
BJD neta chura sabu sala
@jullysamal6626
@jullysamal6626 27 күн бұрын
Majhi କିଛି କରିବନି ନବୀନ ଭଲ କାମ କୁ ଖରାପ କରି ଚଲେଇବ ଚଳିବନି କାରଣ ନାଲି କମଳା ରଙ୍ଗ ଡେଞ୍ଜର ମାନେ ବିପଦ ରଙ୍ଗ,ତେଣୁ bjp ବିପଦକୁ ଡାକୁଛି ବସ ନବୀନ କରିଥିଲେ ମାଝି ନୁହେଁ,ତେଣୁ ରଙ୍ଗ ନିଜ ନାଁରେ କରିବାକୁ ଲଜ୍ଜ୍ୟା ଲାଗୁନି? Ghotala କଣ କହୁଚୁ ବେ,ନବୀନ କରିଥିଲେ ଓଡ଼ିଶା ପାଇଁ ଲୋକଙ୍କ ସୁବିଧା ଲାଗି ତୁ ବିନ୍ଧା କାଈ ଗଣୁଚୁ ଚକୁଳି ଖାଇବ ଲୋକ,ଚୁପ୍ ହାରାମି ମିଡିଆ
@user-kg3dn4zo7j
@user-kg3dn4zo7j 19 күн бұрын
ତୁମେବା ସବୁ ରେଡ ସିଙ୍ଗନାଲ କୁ ଗ୍ରୀନ କରି ଭବିଷ୍ୟତକୁ ବିପଦରେ ପକାଉଥିଲ
@TapasBarik-p7z
@TapasBarik-p7z 27 күн бұрын
ଏବେ ବି କହୁଛୁ ଘୋଟାଲ ହୋଇଛି
@pinkysamal4947
@pinkysamal4947 3 күн бұрын
ମୁହଁରେ କଳା ବୁଳିବ ଏ ସରକାର ରଙ୍ଗ ରେ ତା ମୁହରେ ଭୋଳି ଦିଅ କଳା କଲର୍ କରି ଦେବା କଥା
@bishnuprakashsuna
@bishnuprakashsuna 27 күн бұрын
What about previous years ASO scams ????
@jullysamal6626
@jullysamal6626 27 күн бұрын
ରଙ୍ଗ ବଦଳେଇ ଦୁର୍ନୀତି କରିବ ବୋଲି ବିଜେପି ଲାଗିଚି,ନବୀନ ଯୋଜନା ମାରେରଖିବ ଉଚିତ୍ ସମସ୍ତଙ୍କର,ସବୁଜ ରଙ୍ଗ ମାନେ positive, ବଟ ନାଲି ରଙ୍ଗ ବିପଦ bjp ଲାଗି ଆଉ ଓଡ଼ିଶା ଲାଗି ବି ଯେମିତି ମୋଦୀ airport bikiba ଆଉ ଓଡ଼ିଶାକୁ ବି Bjp କିଛି କରିବନି ଖାଲି ନବୀନ ଯୋଜନାକୁ ରଙ୍ଗ ବଦଳାଇ ୫ବର୍ଷ କରିଦେବ,ଓଡ଼ିଆ ଭକୁଆ
@the__steve
@the__steve 11 күн бұрын
Mahana majhi sir amara naya sarkar apana jete dini srakar padare achhanti desara urnti karichalntu apananijara na rkhantu mahan sarakar jane niswathya parasarkar
@DayasagarChhacria
@DayasagarChhacria 27 күн бұрын
Kanadarkar thila tanka kharcha Kari bus ra ranga badleibar
@Skgbul470
@Skgbul470 24 күн бұрын
ରଙ୍ଗ ବଦଳେଇବା ରେ ୫ ବର୍ଷ ଚାଲିଯିବ ,
@anandnayak7549
@anandnayak7549 8 күн бұрын
Nice. 👍👍
@Lat4688
@Lat4688 27 күн бұрын
ହେଲେ ଆପଣଙ୍କ କହିବା କଥା କଣକି, ନୁଆ ସରକାର ରାଜ୍ୟର ଉନ୍ନତିକରଣ କଥା ପାଖରେ ରଖି ପୁରଣା ସରକାରଙ୍କ ଭୁଲ ବାଛନ୍ତୁ ।
@user-wh4kq1qk8o
@user-wh4kq1qk8o 21 күн бұрын
ସତ୍ୟ ବାବୁ, ମରୁ ଭୂମି ରେ ମରୀଚିକା ରୁ ଶୋଷ ମେଣ୍ଟେନି। ଟିକେ ହଲୁ ହୂଳୁ ହେଉଛ। ବୟସ ୬୮ରେ ମୁଁ ୭ମୁଖ୍ୟମନ୍ତ୍ରୀ ଓ ଉପେନ୍ଦ୍ର କୁମାର ପାହାଡ ସିଂ, ଗୌରାଙ୍ଗ ଚରଣ ରଥ ଙ୍କ ଖବର ଓ ଯତୀନ ଦାସ ଙ୍କୁ ପ୍ରଶଂସା କରେ। ଆଉ ତୁମକୁ ମୁଁ ଭଲ ପାଏ କିନ୍ତୁ ଏ ଲକ୍ଷ୍ମୀ ବସ ବିଷୟ ରେ ତୁମେ ବାଳକ ବୁଦ୍ଧି ର
@antarjyaminayak6833
@antarjyaminayak6833 12 күн бұрын
ଲକ୍ଷ୍ମୀ ବସ୍ ଯୋଜନା ଯଦି ଘଟାଲା ହେଲା ତେବେ ରଙ୍ଗ ବଦଳେଇବା ତେବେ ଘଟାଲା ନୁହେଁ କି
@ratikantamalik7376
@ratikantamalik7376 20 күн бұрын
ଦୁର୍ନୀତି ହେଇଥିଲେ ସିନା ଦୁର୍ନୀତି ଦେଖା ଯିବ। ନବୀନ ବାବୁ କିଛି ଦୁର୍ନୀତି କରି ନାହାନ୍ତି। ବିଜେପି ଲୋକଙ୍କୁ ମିଛ କହି ଭୋଟ ନେଲା।
@user-kg3dn4zo7j
@user-kg3dn4zo7j 19 күн бұрын
ହଁ😲 ତୁମେ ସବୁ ନିଜର ସ୍ୱାର୍ଥ ଦେଖ
@rajanikanta7504
@rajanikanta7504 22 күн бұрын
ହଁ ଜେ ଆଉ ,,,,ନବିନ ବାବୁ,,,,ଜୋଉ ସବୁ ଗାଁ ମାନଙ୍କ ରେ...... Bus stoppej କରିଛନ୍ତି ତାର ରଙ୍ଗ କେବେ ବଦଳାଇବ....ରେ ହାରାମି BJP ଦଳର ବହୁରୁପି ଏଣ୍ଡୁଅ ମାନେ
@parameswarbehera6502
@parameswarbehera6502 27 күн бұрын
Salute you sir for your impartial voice for our corruptions in the state.
@prasantakumarswain3419
@prasantakumarswain3419 22 күн бұрын
ରଙ୍ଗ ବଦଳେଇବା ଏକ ଭୁଲ ପଦକ୍ଷେପ, କରିବାର ନ ଥିଲା।
@pranayakumarjena1
@pranayakumarjena1 24 күн бұрын
ଆଜ୍ଞା ମୋ ବସ, ଲକ୍ଷ୍ମୀ ବସ,osrtc ଗ୍ରୀନ ବସ କେଓଁଝର ମାଇନିଙ୍ଗ ରେ ମଧ୍ୟ ଯେତେ ଗାଡ଼ି ଚାଲୁଛି ସବୁ ଚାଲିବ କାରଣ ଅମିତ୍ ସାହା ଆଉ ପଣ୍ଡିଆଁ ଯେଉଁ ଭିତିରି ଆଲୋଚନା ହୋଇଥିଲା ମୋହନ ବାବୁ ରବର୍ ଷ୍ଟାମ୍ପ
@user-kg3dn4zo7j
@user-kg3dn4zo7j 18 күн бұрын
ଆଗକୁ ଦେଖ ସେହି ରବର ଷ୍ଟାମ୍ପ ପାଖକୁ ଯିବ କାଗଜ ପତ୍ର ରେ ଷ୍ଟାମ୍ପ ବାଡେଇବା ପାଇ🤣ହା ହା ହା😂
@manassamantaray8264
@manassamantaray8264 27 күн бұрын
Bhai time tike bahara kari aponku dekhuchu.aji paryanta kebe feel heini apon kichi bhul khabar dekhai nahanti ki limit cross kari nahanti. Esabu ku emiti maintain karantu Argus ki focus bhali bilapa karantu nahin. All d best
@user-wj1sf7uw9n
@user-wj1sf7uw9n 27 күн бұрын
💯 persent Satya Satya Babu
@amittudu5501
@amittudu5501 25 күн бұрын
Bahut important topic sir,
@jullysamal6626
@jullysamal6626 27 күн бұрын
ମୋହନ ମୁଖ୍ୟୁ ନୁହେଁ,ମୂର୍ଖ ମନ୍ତ୍ରୀ ,ବୁଦ୍ଧି ତା ନାହିଁ ପୂର୍ବ ସରକାର କଣ କରିଛନ୍ତି ନା କହି ନିଜେ positive ରହି ପୂର୍ବ ସରକାରଙ୍କୁ ସମ୍ମାନ ଦେଇ ନିଜେ କିଛି ଭଲ କାମ କରି ଆଗକୁ ବଢ଼ିଯିବର୍ ଅଛି ୫ ବର୍ଷ ଲୋକେ ଭଲ କହିବେ ଆଉ ଶାସନରେ ରହି ବିରୋଧୀ ଦଳ ଭାନେ ପୂର୍ବ ଭଳି ଉସୃଙ୍ଖଳ ହୋଇ ପ୍ରତିଶୋଧ ନେଲେ କୋଉ ଲୋକ ଭଲ ପାଇବେ tam bjp ଭୋଟର ଭଲ କହୁଛନ୍ତି କି କହୁଛନ୍ତି ଦଳକୁ ଭୋଟ ଦେଲୁ ଆମର ନୂଆ ଯୋଜନା କରିଲେ ଆମେ ଆମର ଭୋଟ ମୂଲ୍ୟ ପାଇବୁ, କଣ ନା ପ୍ରତିଶୋଧ parayn sasak ହେଲେ se ଶାସନ ଅଳ୍ପ ଦିନେ ଭୁଶୁଡ଼ି ଯିବ ଏତେ ଗର୍ବ କହିକି , ଅତି ଗର୍ବେ ହତ ଲଙ୍କା
@jagnyapradhan4611
@jagnyapradhan4611 27 күн бұрын
You mg janichu Naveen sir nka sarkar durniti boli.. Tu dekhi thilu mg.. 😂😂
@RatnaGouda-tk2gl
@RatnaGouda-tk2gl 13 күн бұрын
ନବୀନ ସରକାର ଥିଲା, ବେଳେ ଏତିକୀ, କଥା,କୁଉନଥିଲ,ମହନ, ମାଝୀ ମୁଖ୍ୟମନ୍ତ୍ରୀ,ହେଲାୟେ,ଗେନେ,ବାହୁଡା଼,ମାନେ, ବେଶି, କଥା, କଉଛନତି
@sanjeebpanigrahi747
@sanjeebpanigrahi747 27 күн бұрын
ଜିରୋ ଟଲରେନ୍ସ ନା କୁ ମାତ୍ର ମୋହନ ସରକାର୍, କାରଣ ଧର୍ମ ଶାଲା ର ବଳେ ବଳେ ଢ଼ାବା ର ଦୁର୍ନୀତି ଆଉ କୁସୁମା ର ଦୁର୍ନୀତି କଥା କଣ ମୋହନ ସରକାରଙ୍କୁ ଦେଖାଯାଉନାହିଁ କି ? ବିଜେପି ବିଜେଡ଼ି ଦୁଇଜଣ ଏକ ହେଇକି ଅଛନ୍ତି, ଲୋକଙ୍କୁ ବୋକା ଭାବୁଛନ୍ତି
@Skgbul470
@Skgbul470 24 күн бұрын
ନାଲି ପାଣି ନାଲି ରଙ୍ଗ bjp ର ପ୍ରତୀକ
@sundargarhsng9463
@sundargarhsng9463 27 күн бұрын
So nice & valuable information ...
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 43 МЛН
50 YouTubers Fight For $1,000,000
41:27
MrBeast
Рет қаралды 205 МЛН
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 8 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 43 МЛН