Deba Dash’s six-year suspension exposed four chief secretaries violated rules to please Naveen.

  Рет қаралды 49,259

Satyapatha

Satyapatha

Күн бұрын

Deba Dash’s six-year suspension exposed four chief secretaries violated rules to please Naveen.
#satyapatha #naveenpatnaik #odishapolitics #bjd #bjpodisha #odishakhabar #bhubaneswar #satyaprakashnayak
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 146
@orissamatters
@orissamatters Ай бұрын
ବିନା କାମରେ ଦେବବାବୁ ଏବେ ଯେଉଁ ପିଛିଲା ବେତନ ପାଇବେ ତାହା ତାଙ୍କୁ ନିଲମ୍ବିତ କରିଥିବା ଅଫିସରଙ୍କଠାରୁ ଆଦାୟ କରାଯିବା ଆବଶ୍ୟକ ।
@subashchandradas1638
@subashchandradas1638 Ай бұрын
ଜଣେ ଓ ଏ ଏସ୍ ଅଫିସର୍ ଙ୍କୁ ଯଦି ଏପରି ସରକାର ବିନା ଦୋଷ ରେ ଦଣ୍ଡ ଦେଉଛନ୍ତି, ତେବେ ସାଧାରଣ ଚାକିରିଆ କଣ କରିବ, ଆଦିତ୍ୟ ପାଢ଼ୀ ଙ୍କୁ କୋର୍ଟ ଟାଣିବା କଥା, ନବୀନ ବାବୁ ଉତ୍ତର ଦାୟୀ।
@tusarkantasahu1064
@tusarkantasahu1064 Ай бұрын
ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ୍... ମୋହନ ସରକାର ଦୃଷ୍ଟି ଦେବେ କି.????
@grammartia1234
@grammartia1234 Ай бұрын
ଏଶଳା ମୁଖ୍ୟ ସଚ଼ିବମାନଙ୍କର Pensioବଳକରି ।ଦିଆ
@trilocanmahali9126
@trilocanmahali9126 Ай бұрын
The Suspence amount should be recovered from salary of Sr Aditya Prasada Padhi
@basantrath6684
@basantrath6684 Ай бұрын
ସତ୍ୟ ବାବୁ ଆହୁରି ମୂଳକୁ ଯାଆନ୍ତୁ I ଯେଉଁମାନେ ଏଭଳି ଅପଦାର୍ଥଙ୍କ ହାତରେ ଶାସନ ଭାର ଟେକିଦେଇ ନିଜର ଭବିଷ୍ୟତ କୁ ନଷ୍ଟ କଲେ ସେମାନଙ୍କୁ ସଚେତନ କରନ୍ତୁ I ଶସ୍ୟଶାମଳା, ଖଣିଜ ସମ୍ପଦଭରା ଆମ ଓଡିଶା ଆଜି 125000 କୋଟି ରେ ବନ୍ଧା ପଡିଛି I ମୂଲ୍ୟବାନ ଆଲୋଚନା ଜାରି ରଖନ୍ତୁ I
@pradeepkumarsinha803
@pradeepkumarsinha803 Ай бұрын
ଯେଉଁମାନେ ଏଥିପାଇଁ ଦାୟି, ସେମାନଙ୍କୁ ସର୍ବ ସମ୍ମୁଖରେ ଶୂଳିରେ ବସାଇଦେବା ଉଚିତ। ଯେପରି ତାଙ୍କର ପରିବାର ଆଜି ପର୍ଯ୍ୟନ୍ତ ଯେଉଁ ଜୀବନର ସଂଘର୍ଷ କରି ଆସୁଥିଲେ, ସେପରି ତାଙ୍କର ପରିବାର ଭୋଗ କରିବା ଉଚିତ।
@sasmitamishra9016
@sasmitamishra9016 Ай бұрын
ଭଗବାନ ସେମାନକ କଥା bujhibe ନିହାତି sudha mula କଳନ୍ତର saha
@geetaranisamal6638
@geetaranisamal6638 Ай бұрын
ଜଣେ ଦକ୍ଷ ଅଫିସର ଙ୍କୁ ମାନସିକ ଦଣ୍ଡ ଦେଇଥିବା ନବୀନ ପଟ୍ଟନାୟକ ଦୋଷୀ ଓ ତାଙ୍କୁ ମଧ୍ୟ ଦଣ୍ଡ ଦେବା ଆବଶ୍ୟକ।
@odiatechgyan605
@odiatechgyan605 Ай бұрын
ବିଜେଡି ହେଉଛି ଆମ ଦେଶର ଗୋଟେ ହାରାମି ଦଳ l ଆଉ ନିର୍ଲଜ ମାନଙ୍କ ଦଳ
@suvashreeray5494
@suvashreeray5494 27 күн бұрын
@@odiatechgyan605 👍
@suvashreeray5494
@suvashreeray5494 Ай бұрын
ଆମ ରକ୍ତ ଗରମ ହେଉଛି, athipai
@jyotiranjan6269
@jyotiranjan6269 Ай бұрын
ନବୀନ,ପଣ୍ଡିଆନ ଙ୍କୁ ଗୁଳି କରିଦିଆଯାଉ
@Dillip854
@Dillip854 Ай бұрын
ଛଅ ବର୍ଷ କାଳ ନିଲମ୍ୱନ କରି ରଖିଥିଲେ, ସରକାର ବଦଳି ନଥିଲେ ଏ ପ୍ରଜନ୍ତ ନିଲମ୍ବନ ପ୍ରତ୍ୟାହାର ହଇ ନଥାନ୍ତା, ଜୟ ଜଗନ୍ନାଥ
@kailashbehera1112
@kailashbehera1112 Ай бұрын
Satya Babu, Where were you and your news at that time ???? Really excellent !! Who had done such type of ghastly mistake ??? He should be punished as soon as possible.
@RK-dp5ev
@RK-dp5ev Ай бұрын
Please mention GA Dept Circular of 2010 of T K Mishra
@raghunathpanda9386
@raghunathpanda9386 Ай бұрын
These four Chief Secretaries were slaves not officers for their Personal benefits they have enjoyed. Nabin was a robot in the hand of Pandian for his own existence to enjoy the comforts of power. Thanku so much for your beautiful analysis which always u do. I am proud of you Satya Babu & Satya Patha justifying name
@bhaktimarga853
@bhaktimarga853 Ай бұрын
He is an honest officer but straight forward.
@saratmishra7100
@saratmishra7100 Ай бұрын
ଶଳା, BJD ସରକାର କେତେ ଘୃଣ୍ୟ ଥିଲା, un-believable now.
@subratray1653
@subratray1653 Ай бұрын
Really really perfect analysis 👌👌👍
@bijayraja
@bijayraja Ай бұрын
Stich in time saves nine. ପୂର୍ବରୁ ବରଂ ପ୍ରସଙ୍ଗ ଉଠାଇବା ଲାଭଦାୟକ ହୋଇଥାନ୍ତା.
@raghunathpanda9386
@raghunathpanda9386 Ай бұрын
Most corrupt slave was Suresh Mohapatra who has taken the maximum benefit & behaving as a most obedient slave to Pandian
@malayapanichikun
@malayapanichikun Ай бұрын
New government should take action against CS.
@umakantaswain8290
@umakantaswain8290 Ай бұрын
ବିଜେଡି ସହଯୋଗ ରେ ବିଜେପି mp କରିବ ଆଉ ଅଧିକାରୀ ସହଯୋଗ କଲେ ଦୋଷାବହ. ଅନ୍ଧାରି ରାଜନୀତି ର କଳଙ୍କିତ ଅଧ୍ୟାୟ.
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ Ай бұрын
ବିଜେଡ଼ି କୁ ଦେଖିଲେ ଦିନକୁ ଦିନ ଗୃଣା ଲାଗୁଛି
@pkn2157
@pkn2157 Ай бұрын
Thanks GOD I served in private limited company during same duration as Deba has done . I worked peacefully with dignity .
@satyamsibammohanty1255
@satyamsibammohanty1255 Ай бұрын
ଏବିଷୟରେ ନବୀନ କୁ ଟିକେ ପଚାର !!!!!!! ବିଜେଡି ନେତାମାନଙ୍କୁ ଟିକେ ପଚାର !!?!?
@suvashreeray5494
@suvashreeray5494 Ай бұрын
ଅପରି ବହୁତ କେସ ଅଛି, କର୍ମଚାରୀ ମାନଙ୍କ ବିରୋଧ ରେ
@kedarbiswal4575
@kedarbiswal4575 Ай бұрын
@ଦେଵ ପ୍ରସାଦ - ଏ ୪ ଜଣ ଯାକ ଓଡ଼ିଆ ଚାକିରି ନେଇ ଯାଉଥିଲେ କିନ୍ତୁ ଜଣେ ଅଣ‌ଓଡିଆ ଵିଚାର କରି ଚାକିରି ଫେରାଇଲେ। ଏଥିରୁ କ'ଣ ବୁଝିବା !
@chakradharsahoo3684
@chakradharsahoo3684 Ай бұрын
No adminstration. Badamasi. Thanks for bringing the fact before public. Raja sashan.
@suryadas1087
@suryadas1087 Ай бұрын
One of your best analysis. This can be a best case study for LBS Academy of Administration for IAS and Gopabandhu Academy of Administration for OAS. Can we call dark side of administraation maintain by so called #1 Chief Minister and his CSs?
@sandhyarani_23
@sandhyarani_23 Ай бұрын
quite justified reporting. pravat Rath
@ajitakumarsahoo9458
@ajitakumarsahoo9458 Ай бұрын
କୁକୁର ଦଳ 😢😢😢😢
@sukumarrana9091
@sukumarrana9091 Ай бұрын
Your analysis is absolutely correct.
@suvashreeray5494
@suvashreeray5494 Ай бұрын
ଧନ୍ୟବାଦ
@maatarinimusicproductions4557
@maatarinimusicproductions4557 Ай бұрын
ସତ୍ୟ ବାବୁ ସବୁ ରାଣ୍ଡି ପୁଅ ଛକରେ ଭେଟ ହେଇଥିଲେ l ପୁରା ଖାଣ୍ଟି ଓଡ଼ିଆରେ କହିଲି l
@biranchisrichandan8411
@biranchisrichandan8411 Ай бұрын
ଗତ ବିଜେଡି ସରକାରଙ୍କ ଅମଳରେ ଏମିତି ଅନେକ ଛୋଟ ବଡ଼ କେସ୍ ବହୁତ ରହିଛି। ଯଥାର୍ଥ କାରଣ ନଥାଇ ଦେବୀପ୍ରସନ୍ନ ଦାସଙ୍କ ପରି ଆହୁରି ଅନେକ ଅଧିକାରୀମାନେ ଆଜି ପର୍ଯ୍ୟନ୍ତ ଶାସ୍ତୀ ଭୋଗୁଛନ୍ତି।ଗତ ସରକାର Tribunal ର ନିଷ୍ପତ୍ତି କୁ ନମାନିବା ଏକ ଉଦ୍ଧତ ଅହଙ୍କାର ପ୍ରକୃତି। ଅନ୍ୟ ପକ୍ଷରେ ଏହି ସମୟରେ ଯେଉଁ ୪ ଜଣ ଓଡ଼ିଆ ମୂଖ୍ୟ ଶାସନ ସଚିବ ଥିଲେ ସେମାନେ ପାଣ୍ଡିଆନ୍ ଠାରୁ ବଳି ଗଲେ।ମୋର ମନେ ଅଛି BMC ଦେବୀ ପ୍ରସନ୍ନ ବାବୁ ଥିଲା ବେଳେ ଯେଉଁ ଉଲ୍ଲେଖନୀୟ କାର୍ଯ ସାହସର ସହିତ କରିଥିଲେ ତାହା ଅନ୍ୟ ଅଧିକାରୀ ମାନଙ୍କ ପାଖରେ ଦେଖିବା ବିରଳ।ପ୍ରକୃତରେ ଏ ୪ ଓଡ଼ିଆ ମୂଖ୍ୟ ଶାସନ ସଚିବ ଜଣେ ଜଣେ ପାଦଚଲା କୁକୁର।ଏମାନେ ଅବସର ନେଲା ପରେ ବି ଥଇଥାନ ହେବେ ଅଥଚ ଜଣେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅଯଥା ରେ ନିଲମ୍ବନ କରି ପୁନଃ ନିଯୁକ୍ତି ପାଇଁ ବିଚାରବିଭାଗ ଆଦେଶ ଦେଇଥିଲେ ବି ଏ ମୂଖ୍ୟ ଶାସନ ସଚିବ ମାନେ ହେ ଜ୍ଞାନ କରି ପୁନଃ ନିଯୁକ୍ତି ଦେଲେନି।ଏମାନେ ନିଜର ସ୍ବାର୍ଥ ପାଇଁ ଅନ୍ୟକୁ ବଳି ପକାଇବାକୁ ପଛେଇଲେନି।ଏଣୁ ଏମାନେ ଜଣେ ଜଣେ ବୈମାନ କୁକୁର,। ଯଦି ସରକାର ବଦଳି ନଥାନ୍ତା ଦେବୀ ବାବୁ ନିରବରେ ରହି ଯାଇଥାନ୍ତେ। ଦେବୀପ୍ରସନ୍ନ ବାବୁଙ୍କ ପରି ଅନେକ ପ୍ରଶାସନିକ ଅଧିକାରୀ ସରକାରୀ କାର୍ଯ୍ୟକ୍ରମ ଉପସ୍ଥାପନା କରୁଛନ୍ତି କାହିଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉନାହିଁ।ଉଦାହରଣ ସ୍ବରୂପ ଦୀଲୀପ ରାଉତରାୟଙ୍କ ପରି ବରିଷ୍ଠ ପ୍ରଶାସକ TV କାର୍ଯକ୍ରମ ଉପସ୍ଥାପନା କରୁଛନ୍ତି ସେମାନଙ୍କ ପାଇଁ ଆଇନ୍ ନାହିଁ। ଏପରି ଘୃଣ୍ୟ ଭାବ ମନରୁ ଦୂର କର।ଏ ଅହଙ୍କାର ପାଇଁ ବିଜେଡି ତା'ର ଫଳ ଭୋଗୁଛି। ଜୟ ଜଗନ୍ନାଥ।
@jagdishkumarrath4631
@jagdishkumarrath4631 Ай бұрын
ବିଜେଡି ସରକାର ଗଣତନ୍ତ୍ର ବିରୋଧୀ ,ଏକ ଛତ୍ର ବ। ଦ ଶାସନ ଚଳାଇ ଥିଲା। ଏ ରାଜ୍ୟ ଟା ତାଙ୍କର ପୈତୃକ ସଂପତ୍ତି ବୋଲି ସେମାନେ ଭାବି ନେଇ ଥିଲେ। ପ୍ରଭୁ ଜଗନ୍ନାଥଙ୍କ ଦ୍ଵାରା ହିଁ ଏମାନଙ୍କର ପତନ ହୋଇଛି। ତଥାପି ଗର୍ବ ଅହଙ୍କାର ଭାଙ୍ଗି ନାହିଁ।
@malayapanichikun
@malayapanichikun Ай бұрын
Correct and justified points with good analysis and truth. And need to file case against these Cs,Ministers and Nabin pattnaik and stop their pension.
@akpanda833
@akpanda833 Ай бұрын
Tripathy should have resigned as WODC . Believe one of MLA from Balangir supporting him from BJP. Property amazes investigate
@santoshkumarsatapathy3528
@santoshkumarsatapathy3528 Ай бұрын
Excellent version.
@GolokSahoo
@GolokSahoo Ай бұрын
Why your satyapatha was silent since last six year?you could have raise your voice against the injustice.Now you are able to do so as the government has changed.
@pbsamal
@pbsamal Ай бұрын
Oho last 24 years our state is ruled by World-Class Govt. officials
@sumankar6856
@sumankar6856 Ай бұрын
😂😂😂😂❤
@manamohandash6054
@manamohandash6054 Ай бұрын
The change of bjd govt.is undoubtedly proper.
@dukhishyampaik8718
@dukhishyampaik8718 Ай бұрын
All 4 chief Secretaries were chamcha to Naveen patanaik.Thats why their services were extended even after retirement.
@SKumar-rb1tz
@SKumar-rb1tz Ай бұрын
Aditya padhi against re action kebe heba?????
@prakashmahapatra2182
@prakashmahapatra2182 Ай бұрын
ଓଡିଶା ଇତିହାସ ରେ ଏକ କାଳିକାନ୍ତ ଅଧ୍ୟାୟ.
@sasmitamishra9016
@sasmitamishra9016 Ай бұрын
God is always good
@snigdhabaxipanigrahi3304
@snigdhabaxipanigrahi3304 Ай бұрын
Rules to be followed in letter and spirit
@satyamsibammohanty1255
@satyamsibammohanty1255 Ай бұрын
ଏହି ଘଟଣାରେ ଦୋଷୀ କିଏସେ ????? ସେ ଦଣ୍ଡ ପାଇବା ଉଚିତ କି ନୁହଁ ????? ଦଣ୍ଡ କିଏ ଦେବ !!!! ସତ୍ୟବାବୁ କୁହନ୍ତୁ !!!!!!!!!!!!
@sukumarrana9091
@sukumarrana9091 Ай бұрын
ଦେବପ୍ରସାଦ ବାବୁ Pandian Babu ଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇନଥିଲେ ।
@khirodhota1440
@khirodhota1440 Ай бұрын
ବେହିଆ, ଜାରଜ, ଅନାର୍ଯ୍ୟ ଙ୍କୁ କିଛି ଲାଜ ସରମ ନାହିଁ, IAS ପାଇଲେ କଣ ହେବ ସବୁ ନବୀନ ପାଣ୍ଡୁ ର ବୋକାଚା ବୁହା l
@user-or9ry2ys9c
@user-or9ry2ys9c Ай бұрын
Sir sabu chora aau taur thile
@anilbahubalendra1640
@anilbahubalendra1640 Ай бұрын
4 ମାଘିଆ ଗୁଡାକ ପାଣ୍ଡିଆନ୍ ପେଳ ଚାଟୁଥିଲେ ସମୟ ନଥିଲା review କରିବାକୁ
@bijaypatnaik8081
@bijaypatnaik8081 Ай бұрын
ସରକାର ଙ୍କ ଏତେ ସାହସ କୋର୍ଟ order କୁ ମାନିବେନି 24ଘଣ୍ଟା ଭିତରେ ମୁଖ୍ୟ ସଚିବ ହାଇକୋର୍ଟ ରେ କ୍ଷମା ମାଗିବେ
@muktikantamohapatra2899
@muktikantamohapatra2899 Ай бұрын
"ଆଇନ୍ ତା' ବାଟରେ ଯିବ" ବୋଲି ଡିଣ୍ଡିମ ପିଟୁଥିବା ବିଜେଡି ର କଥାକୁହାଳିଆ ପ୍ରବକ୍ତା ମାନେ ଦେବପ୍ରସାଦ ଦାସଙ୍କ ବିଷୟରେ ହୀମଶୀତଳତା ଅବଲମ୍ବନ କାହିଁକି କରୁଅଛନ୍ତି ? ସରକାରୀ ଚାକିରୀଆ ସିଧାସଳଖ ରାଜନୀତି ରେ ସଂପୃକ୍ତି ରଖିପାରିବେ ନାହିଁ; ଏପରି କାର୍ଯ୍ୟରେ ଯଦି କେହି ଲିପ୍ତ ରୁହନ୍ତି ତେବେ ନିୟମ ଅନୁଯାୟୀ ସେ ଦଣ୍ଡିତ ହେବା କଥା। ଏଠାରେ ନିୟମ ଓ ଆଇନ କାନୁନ କୁ ସଂପୂର୍ଣ୍ଣ ଅଣଦେଖା କରିଥିବା ଅଭିଯୋଗରେ ସଂପୃକ୍ତ ମୂଖ୍ୟ ଶାସନ ସଚିବ ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସରକାର ନେବା ଉଚିତ୍ , ଏହି ପରି ପରିସ୍ଥିତି ଭବିଷ୍ୟତରେ ନ ଉପୁଜିବା ପାଇଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇ ତୁରନ୍ତ ବିଚାର କରାଯାଉ ।" Chief Minister desires it" ବାହାନା ରେ ମୂଖ୍ୟ ଶାସନ ସଚିବ ଓ ଅନ୍ୟ ଶାସନ ସଚିବ ମାନଂଙ୍କୁ ଆଇନ୍ ବହିର୍ଭୁତ କାମ କରିବାପାଇଁ ବାଧ୍ୟ କରାଯାଉଥିଲା, ଏମିତି କି ଆଡମିନିଷ୍ରେଟିଭ ଟ୍ରୀବ୍ଯୁନାଲ ଓ ମାନ୍ଯବର ମୂଖ୍ୟ ନ୍ୟାୟାଳୟ ର ଆଦେଶ ଉପରେ କାମ ନକରି ନିରବ ରହିଥିବା ସଂପୃକ୍ତ ମୂଖ୍ୟ ଶାସନ ସଚିବ ଓ ମୂଖ୍ୟମନ୍ତ୍ରୀ ଙ୍କ ମାସିକିଆ ପେନସନ ରୁ ଶ୍ରୀ ଦାଶ ପାଇବାକୁ ଥିବା ବାକିଆ ପାଉଣା କୁ ଭରଣା କରାଯିବା ଉଚିତ୍।
@Jagannath-oc9ht
@Jagannath-oc9ht Ай бұрын
ନିଲମ୍ବନ ର କାରଣ ନିଶ୍ଚିତ ରହିବା କଥା। 2. ଯେଉଁ ଡିପାର୍ଟମେଣ୍ଟ ଆଦେଶ ଜାରୀ ଖରୁ ମୁଖ୍ୟ ସଚିବଙ୍କ କାମ ହେଲା ଭୁଲ ଠିକ୍ କରିବା । ସେହି ବ୍ୟକ୍ତି ଇ. ସି. ରହି ମଧ୍ୟ ଲୋକ ହଙ୍କ ମନରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିଛନ୍ତି ।
@swapnanandarath2244
@swapnanandarath2244 Ай бұрын
ତା ' ହେଲେ ଜଣାଅପଡୁଛି ସେତେବେଳେ ଓଡିଶାକୁ ସରକାର ଚଲାଉ ନଥିଲେ ବରଂ ନବୀନ ବାବୁ ଚଳାଉଥିଲେ l ଘୋର କଳିଯୁଗ ll
@janakiballavdash806
@janakiballavdash806 Ай бұрын
Mhptra after retirement how violating cooling off' rule of service conduct sat on posts after post,ls he over above dopt service conduct rules 🙏if not than his each tenure must be concluded as illegal' & pay perks drawn during these must be asked for refund. Through opdr act if not than people with conclude that these public servants are over dopt rules ⛩️
@hemantkumarsingh1387
@hemantkumarsingh1387 Ай бұрын
This was vindictive attitude of BJD government and Mr Das got justice after six years.People voted against BJD in right time.
@rashmikantapanda1143
@rashmikantapanda1143 Ай бұрын
Sie jadi chori କରିଥାନ୍ତେ ତ ହେଲେ। ତାଙ୍କୁ ସରକାର suspend କରିନଥାନ୍ତେ
@bijaypatnaik8081
@bijaypatnaik8081 Ай бұрын
ଆପଣଙ୍କ ସାଧାରଣ ଜ୍ଞାନ ନାହିଁ ଦେବବାବୁ ଅଦାଲତ ଅବମାନନା case କଲେ ନାହିଁ କାହିଁକି
@girijagopalpattnayak1506
@girijagopalpattnayak1506 Ай бұрын
Satya Babu, kindly make a video on Suresh mahapatra,who was pretending to be a honest officer,who took 2 time extension,after retirement.
@jhadeswarpalei788
@jhadeswarpalei788 Ай бұрын
Au prasanga BJD birudha re na Kari,khamata re thiba sarkar pai prasanga karantu...BJD ebe power re nai
@siprasethy2310
@siprasethy2310 Ай бұрын
Very beautiful analysis--can you please share 2010 circular of Sri Tarun Kanti Mishra tenure.
@dambarudharghana2030
@dambarudharghana2030 Ай бұрын
Nice analysis.
@ashokkumarbhuyan3937
@ashokkumarbhuyan3937 Ай бұрын
Who has pass suspension ordea,let the total arrear amount recovered from him or them.
@dwarikanathmohanty179
@dwarikanathmohanty179 Ай бұрын
These ex-chief secretaries were duly by the political boss with plumb appointments and in some cases allowed to enjoy pension plus additional perks. This is why Naveen Patnaik became No. Chief minister in India. Jyoti Basu was not there to compete and so also the ex-chief minister of Tripura who led very simple unlike Naveen babu
@upendranathswain2022
@upendranathswain2022 Ай бұрын
Good analysis.
@arundalai6232
@arundalai6232 Ай бұрын
Whether suspension allowance was allowed or not.
@prasant6260
@prasant6260 Ай бұрын
Thanks......
@user-ku5on9pv6m
@user-ku5on9pv6m Ай бұрын
Very good sir 🎉❤
@nabinasahoo722
@nabinasahoo722 Ай бұрын
It's too much for ଦେବ ପ୍ରସାଦ ଦାଶ Hi is nice man culprit should be punishment
@suryanarayanmishra8772
@suryanarayanmishra8772 Ай бұрын
There are more victims like this.
@niharranjandas1353
@niharranjandas1353 Ай бұрын
ପାଣ୍ଡିଆ ନ ଙ୍କ ପଛେ ପଛେ ଗୋଡୋଉ ଥିବା ଅଧିକାରୀ ମାନଙ୍କ କୁକର୍ମ ପାଇଁ ଦେବ ପ୍ରସାଦ ଦାସ ବଳି ପଡ଼ିଲେ
@user-lr5uq9fw8g
@user-lr5uq9fw8g Ай бұрын
Why BJP is silent and supporting BJD.
@ashokkumarpal596
@ashokkumarpal596 Ай бұрын
ଯେଉଁଠି ମନ୍ତ୍ରୀ ମାନେ ପାଣ୍ଡିଆନ ପାଦ ଚାଟୁଥିଲେ ସେଠାରେ cs ମାନେ କଣ କରିବେ .ଚାକିରୀ ତ ବଂଚେଇବାକୁ ପଡିବ .
@NirakarSamantarai-db2mr
@NirakarSamantarai-db2mr Ай бұрын
1972 circular by then CS Ramakanta Mishra may be referred to and to inquire persons responsible for un necessary expenses on payment of SA.
@bijaykumarrout4161
@bijaykumarrout4161 Ай бұрын
All were under duress from pandian
@kalyanpanda5885
@kalyanpanda5885 Ай бұрын
ଏହା ନବୀନା ର ବାଳ ଶାସନ ର ଏକ ନମୁନା... ମୁଖ୍ୟ ଶାସନ ସଚିବ ସବୁ ପାଣ୍ଡୁ ଆଗରେ ଗା... ଦେଖେଇ ଥିଲେ
@eattravelwithayesh
@eattravelwithayesh Ай бұрын
Eita kuha jae transparent journalism
@naraharipanigrahi6582
@naraharipanigrahi6582 Ай бұрын
Dictatorship. A sabu mentally lagi harile.
@user-du4qy1qc8n
@user-du4qy1qc8n Ай бұрын
Nabin pattanayak was imaged chief minister.
@SidharthPrasadDas
@SidharthPrasadDas Ай бұрын
ଏ ବାବୁ ବିଜେପି କୁ ପ୍ରଶ୍ନ ପଚାର, ନା କିଛି ଗଣ ମାଧ୍ୟମ ଭଳି ବିଜେପି ଚଟା ହୋଇଗଲେଣି, ଖାଲି ତ ପଛ କୁ ଚାହିଁଲ ଆଉ, ପ୍ରଶ୍ନ ସରକାର କୁ ପଚାର ବିରୋଧୀ କୁ ନୁହେଁ, ବିଡମ୍ବନା ଭାରତ ରେ ବିରୋଧୀଙ୍କୁ ପ୍ରଶ୍ନ ପଚରା ଯାଉଛି, ଏ ସମ୍ବାଦ ସଂସ୍ଥା ଲଜ୍ୟା, ଯିଏ ସରକାରୀ ଚାକିରୀ କରୁଛି ସେ ଲୋକ ଅଲଗା ଦଳ ପେଣ୍ଡାଲ ରେ ଭାଷଣ ଦେବ, ଏ ଠିକ ଚାକିରୀ ଗଲେ ଭୁଲ
@ashokkumarpal596
@ashokkumarpal596 Ай бұрын
ନବୀନ ବାବୁ ବୋଧେ ଏଥିପାଇଁ best cm award ପାଇଥିଲେ .
@suvashreeray5494
@suvashreeray5494 Ай бұрын
4 CS can see.
@PKPadhi-qv1mj
@PKPadhi-qv1mj Ай бұрын
These four dogs will not bark i.e., willnot speak anything.
@KrushnaMuduli-yu6nv
@KrushnaMuduli-yu6nv Ай бұрын
Amalamanank.pain.narkare.ticket.heichi.khali.samay.anusare..jibe
@SidharthMishra99
@SidharthMishra99 Ай бұрын
Content bhala achi, Video length tike short karantu. Ete lamba delhibaku patience asuni
@dharanidhararout3663
@dharanidhararout3663 Ай бұрын
Padhibabu sabutharu khatara
@user-re4eq6mi1y
@user-re4eq6mi1y Ай бұрын
Action kahi
@rabindrananda943
@rabindrananda943 Ай бұрын
Bhagabat Kuhe Aalapa jane Adhikara ,Ke paine Dela Damodara .
@bhubaneswarsamantaray7936
@bhubaneswarsamantaray7936 Ай бұрын
Teen pierce kari no.1 bhabare kana behavior achhi.Ehi ģumara katha bhala bhabare janithiba uchit jabab deichhanti.
@gandharbbaral
@gandharbbaral Ай бұрын
ଆବେ ଚୁତିଆ କେତେ ଟଙ୍କା ଖାଇ ପୁରୀ ରେ ଗାଣ୍ଡିମାରାଇ ଥିଲୁ ଓଡିଶା ଵାଲା ଦେଖିଛନ୍ତି
@arundalai6232
@arundalai6232 Ай бұрын
Ehi heuchhi bigata jana priya sarakarnka nka bastaba chitra.
@janakiballavdash806
@janakiballavdash806 Ай бұрын
Chfsecy post declined to low during mhptra who oiled foot of certain to get extension after extnsn posts after post even without sanction from dopt? Again he himself chairmn of oerc, than advisor in cmo. Drew lakhs public taxpayers money, needs to be recovered by opdr act immediately, 🙏unless Recovery made exemplary penals for derogating chrgsecy office, 🍁
@RashmiMoharana-ce6df
@RashmiMoharana-ce6df Ай бұрын
Satya babu puriru harilesethiru kichhi sikhi nahanti
@RashmiMoharana-ce6df
@RashmiMoharana-ce6df Ай бұрын
Satya babu nkar one aei
@nibarandas9776
@nibarandas9776 Ай бұрын
Mukhia michare no one,ei odia mane dayee,Bhagaban danda debe!
@saratachandramishra3082
@saratachandramishra3082 Ай бұрын
Not at all good
@KrushnaMuduli-yu6nv
@KrushnaMuduli-yu6nv Ай бұрын
Bale.bale.hotel.jai.dina.jauthila.ambula.chati.chati.samay.atibahita.karuthile
@hemantkumarsingh1387
@hemantkumarsingh1387 Ай бұрын
BJD was a bureaucrats government and there was no democracy and justice in state.Government is responsible for his mental torture for six years and Lord Jagannath punished BJD in 2024.
@bagabhaipradhan18
@bagabhaipradhan18 Ай бұрын
Madhya yugiya Jagirdar ye super babu mane.
@user-qt7nt6uz5u
@user-qt7nt6uz5u Ай бұрын
Political boos nku khusi karuthiba C S mane tankara padalehankari boli bhabiba
@kalyanpanda5885
@kalyanpanda5885 Ай бұрын
ଯେତେ CS ଥିଲେ ସବୁ ଗାଣ୍ଡୁ
@bibhutibhusanojha8343
@bibhutibhusanojha8343 Ай бұрын
Sabu chora
@gajendranathjena356
@gajendranathjena356 Ай бұрын
ବିଜେଡି ନବିନ ସରକାର ନିଜ ଦଳର କାମ କରିବାପାଇଁ ପ୍ରଶାସନିକ ଅମଳାଙ୍କୁ ଲଗାଇ ତିନିଥର ମୁଖ୍ୟମନ୍ତ୍ରୀ ହୋଇ ଛନ୍ତି ରାଜନୈତିକ ନେତା ପ୍ରସାସକ ଓ ପ୍ରଶାସନ ମିଶି ଓଡ଼ିଶା ଶାସନ କରି ପାବାରରେ ଥିଲେ ଦୋଷ କରିଥିବା ବ୍ୟକ୍ତିଠାରୁ ଟଙ୍କା ନେଇ ଆଇନକୁଫୁକରି ବିଜେଡି ଦଳର କାମ କରିବାକୁ ବାଧ୍ୟକରି ଅନ୍ୟାୟକୁ ଘୋର ଅନ୍ୟାୟ କରିଆସୁଥିଲେ ବିଜେଡି ନବିନ ସରକାର ଓଡିଶା ପାଇଁ ମାରାତ୍ମକ ସାବ୍ୟସ୍ତ ଆପଣମାନେ ଭାବନ୍ତୁ😂😂😂😂❤😂😂❤😂🎉
What Happened At RSS' Samanvay Baithak In Kerala: All You Need To Know
4:40:06
The Indian Express
Рет қаралды 3,8 М.
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 48 МЛН
Electric Flying Bird with Hanging Wire Automatic for Ceiling Parrot
00:15
WAQF Land ALL India ? HC Judge Raps WAQF Board #lawchakra #legal
11:24
Ashutosh Talks to Najeeb Jung, ex LG of Delhi. Why he is worried about Kejriwal in jail?
35:46
Satya Hindi सत्य हिन्दी
Рет қаралды 125 М.
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 48 МЛН